News Point: Pragmatic Reality Of Astrology | How Far Credible To Trust?
ฝัง
- เผยแพร่เมื่อ 26 ธ.ค. 2022
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
#KanakNews #Odisha #astrology
ବିଶେଷ କରି ଏହି TH-cam ଚ୍ୟାନେଲ ଖୋଲିବା ପରଠୁ ଗାଲୁଆ ଭବିଷ୍ୟକାରଙ୍କ ସଂଖ୍ୟା ବଢି ଚାଲିଛି।
Au gote malika vabishya bani
@@Knowledgehouse725 ଦାଣ୍ଡ ଆଡୁ ଆସି ଆର ଅର ଣ୍ଡ ଟା ବୁଝି ଳ ଆଡୁ କହି ପକେଇଲ। ଆଗ ନିଜ ନାଁ ଠିକରେ ଲେଖି ବାପର ସଠିକ ପରିଚୟ ଦେଇ ଉତ୍ତର ଦିଅ ଠିକ୍ ଲାଗିବ। କାହିଁକି ନା ବାପର ପରିଚୟ ଦେଇ ପାରୁ ନଥିବା ଲୋକ ହିଁ ପେକ ନାଁ ରେ ଚଳନ୍ତି।
ମିଛ ଦୁନିଆରେ ଗୋଟିଏ ସତ । ସେ ହେଉଛନ୍ତି ଜଗନ୍ନାଥ । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🌹
dhruv rathee ଙ୍କର video କୁ cope କରିଛନ୍ତି
ଏବଂ news ରେ ଦେଖାଉଛନ୍ତି
Right
ଜଗନ୍ନାଥ ର ହାତ ଗୋଡ ନାହିଁ ତା ର ଲିଙ୍ଗ ମଧ୍ୟ ନ ଥିବ,bible ପଢ ସତ୍ୟ ଜାଣିବା ପାଇଁ ଚେଷ୍ଟା କରନ୍ତୁ
@EMS production ତୁ ତୋ ବୋପା କୁ ପଚାର । ତତେ ବୋପା ବାହାର କରିଛି ନା ତୁ ଶଳା ଜାରଜ ସନ୍ତାନ ଟା । କାରଣ ଜାରଜ ମାନେ ହିଁ ଏମିତି ଉପରେ ପଡି ପ୍ରତିକ୍ରିୟା ଦିଅନ୍ତି
🙏 Jai jagannath swami
Nayna patha gami bhaba tume
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
ସବୁ ସେଇ ମହାପ୍ରଭୁଙ୍କ ଇଚ୍ଛା। ଆଉ କିଛି ବି ନୁହେଁ।ଜୟ ଜଗନ୍ନାଥ
Q
Real kotha. Aapana chanhile laka mananka chintadhara change kori paribe. Sobu bele emiti kichhi news aasile loko bujhhi parante. Thank you so much
ବହୁତ୍ ବଢିଆ ଲାଗିଲା ଆପଣ ଙ୍କ ଏହି ଉପସ୍ଥାପନା। ଜୟ ଜଗନ୍ନାଥ 🙏🌺🙏🌺🙏
କନକ ନ୍ୟୁଜ ଏହି ସମସ୍ତ ତଥ୍ଯକୁ ଧ୍ରୁବ ରାଠୀ ନାମକ ୟୁଟିଉବରଙ୍କ ଆକାଉଣ୍ଟରୁ କପି କରିଛି । ଧ୍ରୁବ ଏହାକୁ ଦୁଇ ସପ୍ତାହ ପୂର୍ବରୁ ଉପସ୍ଥାପନ କରିଥିଲେ ।
L
100% Michha
Go
Correct
Very very nice program
This type of program is necessary to our society.
Wa.....💫💫💫👏👏👏👌🙏🙏✍️✍️ Incredible information.. really.
ସୂର୍ଯ୍ୟ ଉଦୟ ହେଲେ ପଦ୍ମ ଫୁଟେ, ଚନ୍ଦ୍ର ଉଇଁ ଲେ କଇଁ ଫୁଟେ, ଏହାର ସତ୍ୟତା କଣ l ସମସ୍ତ ବ୍ୟକ୍ତି ଙ୍କ ବୁଢା ଆଙ୍ଗୁଳିର ଟିପାଚିହ୍ନ ମିଷେ ନାହିଁ କାହିଁକି l ଏସବୁର ସତ୍ୟତା କଣ l ଭଗବାନ ଙ୍କ ଉପସ୍ଥିତି ଅଛିକିନାହିଁ l ଏହା ବିଚାର ଯୋଗ୍ୟ l ଜୀବ ଜଗତ ରେ ଭିନ୍ନତା କାହିଁକି l?
1.,
right sir
Akadama thik
Sir sabu achhi...
Kintu e sabu ku parichalana karuthiba loka thik nahanti
Bhai tume jaha jaha Lekhicha se Sabu thik hele jotish manankara bhavishyata Bani ketedura sata au michha Taku nei media report karichhanti,jouta Sampurna Satya ate,, e jotish mane agaru kichhi Kahi parantini kebala ghatanta ghati gala pare bibhina prakar gujab tiari karanti, sata ki michha tikie Bhala Kari bhaba au Puruna ghatanta gudiku mane pakao,,hele emananka ganana Barambar bhul heba satwe emananka upare kipari Astha rakhajiba ,,???media sehi tathya ku dekhei Chanti,,hele ame mane ede andha biswasiI je satataku amemane hajam Kari na pari ,kie bhagaban achhanti kie kahuchhi Jagannath michha nuhanti kie kahuchii jotisha sastra sata,e Sabu kahile Kan e Mankar michha luchhi jai pariba,,prakruta re jotish mane e samaj ku Patha bhrasta karai nija Nina Ra swartha purana karichhanti,au ame semananka michha Pedi ku ghodai rakhibare sahajogi saji chalichhantii,,
First in odisha...Very Good News forever..
Graet explanation sir.🙏
Ryt sir thank you
Vry nice topic
Right thing,Thanks
ଯେଉଁମାନେ ଜ୍ୟୋତିଷ ଭଣ୍ଡବାବାଙ୍କ ପଛରେ ଏମିତି ଟଙ୍କା ଖର୍ଚ୍ଚ କରୁଛ ସେମାନଙ୍କୁ ମୋର ବିନମ୍ର ଅନୁରୋଧ ସେହି ବ୍ୟକ୍ତି ମାନେ ଦୟାକରି ଏସବୁ ବନ୍ଦକର ଯଦି ଆପଣ ମାନଙ୍କ ପାଖରେ ଅଧିକ ପଇସା ଅଛି । ଖର୍ଚ୍ଚ କରିପାରୁନାହାନ୍ତି । ସେହିମାନଙ୍କ ପଛରେ ଖର୍ଚ୍ଚ କର ଯାହାରକି ପଇସା ନିହାତି ଦରକାର । ସେମାନଙ୍କ ଆଶୀର୍ବାଦ ରେ ଆପଣଙ୍କ ଗ୍ରହ ନକ୍ଷେତ୍ର ଠିକ ରହିବ । ଭଗବାନ ଆପଣଙ୍କ ଉପରେ ଆଶୀର୍ବାଦ ରହିବ । ଜୟ ଶିବଶମ୍ଭୁ 🙏
Right
One of the best video
First believe your self and do your duty properly. Also have faith on god...... Everything will go on the flow.
Absolutely right sir
Episode bahuta Bhala lagila
ଧନ୍ୟବାଦ ସାର ଏହିପରି ଭିଡ଼ିଓ ପୋଷ୍ଟ କରୁଥିବାରୁ
ନିହାତି ଲକମାନଙ୍କ ପାଖରେ ପହଂଚି ବା ଦରକାର
ମ ମତରେ ଧନ୍ୟବାଦ ସୁପର ରିପଟର 👍👌
ମୂର୍ଖାମୀର ପରିଚୟ ଦିଅନା
Reporter କିଛି ଦିନରେ ଶିକ୍ଷିତ ହେଇଗଲେ...... ହେତୁବାଦୀ ହେଇଗଲେ
right
😂😂
କରୋନାରୁ ଆପଣଙ୍କୁ କିଏ ବଞ୍ଚେଇଥିଲେ..? ଜ୍ୟୋତିଷଶାସ୍ତ୍ର ନା ବିଜ୍ଞାନ (ହେତୁ)..??
କୋରୋନା ବିଜ୍ଞାନ ଦ୍ୱାରା ସୃଷ୍ଟି ହୋଇଛି ବିଜ୍ଞାନର କଳଙ୍କ କୋରୋନା ଆଉ ଶନିଗ୍ରହ ବାଣ ଚଲେଇ ବିଜ୍ଞାନର କଳଂକକୁ ବାହାର କରିଛି ।
@@suryasadhika4157 sate na Kan bhai achha Kahi paribe etebada katha Tiku e paryanta luchei ki kahniki rakhicha bhai ?? Achha bhai ame bharatiya Mane Sina Sani graha nka kruparu banchi gale hele anyana desha gudika Ra loka mane na sanigraha boli jananti na jyotish SASTRA semananku kie banchaila???
ଜ୍ୟୋତିଷାଚାର୍ଯ୍ୟ ଭୁଲ କହିପାରନ୍ତି କିନ୍ତୁ ଜ୍ୟୋତିଷ ଶାସ୍ତ୍ର ସମ୍ପୁର୍ଣ୍ଣ ସତ୍ୟ । ଗ୍ରହଣ ସଠିକ୍ କେମିତି ହେଉଛି ।
Are bhai e Chandra Grahana'samaya o surya paraga bartaman bhugolo re Dia jaithiba sutra Anushare ganana kari heuchhi
Seta astronomy dwara grahana ganana kara jauchi astrology dwara nuhe
ଗୋଟେ ଦିନ ଯଦି ଆକାଶରେ ମେଘ ଢାଙ୍କି ଦେଲେ ମଣିଷର ହାଲତ ଖରାପ ହେଇଯାଉଛି କାହାକୁ ଜର କାହାକୁ ଥଣ୍ଡା ସେଇଟା କଣ ପ୍ରଭାବ ନୁହେଁ ଯେଉଁଟା ସତ ସତ ଯଦି ବିଜ୍ଞାନ ସବୁବେଳେ ଠିକ୍ ଏହାର ମାନେ ନୁହେଁ
ଯଦି ବିଜ୍ଞାନ ସବୁବେଳେ ecktiv ଥାଆନ୍ତା ତାହେଲେ ମଣିଷ କେବେହେଲେ ରୋଗୀ ହୋଇନଥାନ୍ତି
ଆଉ ଭଗବାନ ଯଦି ଥାନ୍ତା ଆମ ଓଡିଶା ରେ ଏତେ ଗରିବ ଲୋକ ଆଉ ମୂର୍ଖ ଲୋକ ନ ଥାନ୍ତେ , ମଣିଷ କେବେବି ମାରନ୍ତେ ନାହିଁ , ସବୁ ଭଣ୍ଡାମୀ , ଖାଲି ସବୁ ବେପାର
So what ?Graha, nakshtra ra jadi ba kichi effect acchi ta hele pruthvi ra same area re rahu thiba sabu loka nka paini seita same..
ବିଜ୍ଞାନ ମଣିଷ କୁ ସମ୍ପୂର୍ଣ ରୋଗ ମୁକ୍ତ କରିବାର ଠିକା ନେଇନି କି ସବୁ ଅସମ୍ଭବ କୁ ସମ୍ଭବ କରିବା ର ଦାବି ମଧ୍ୟ କରେ ନାହିଁ |
Sir,you ar wright
ବହୁତ୍ ସୁନ୍ଦର୍ ଉପସ୍ଥାପନା । ଧନ୍ୟବାଦ୍ ।
Thanks sir
Good news 👍 Thank you sir
Right right 👍👍👍👍👍👍👍👍👍👍👍👍🙏🙏❤️❤️❤️❤️
Right 💯💯💯💯
Very good 👍🏻
Thanks for this vdo ....😃
ସମ୍ବିଧାନ ସତ କେତେ ମିଛ କେତେ ??
ବିଜ୍ଞାନ ସତକେତେ ମିଛ କେତେ???
ବିଚାର ବିଭାଗ ସାତ କେତେ ମିଛ କେତେ ??
ଜ୍ୟୋତିଷ ସତ କେତେ ମିଛ କେତେ ??
ଏ କଥା ଜ୍ଞାନୀ, ସାହସୀ, ଦୂର ଦୃଷ୍ଟି ସମ୍ପନ୍ନ ନିରେପେକ୍ଷ ବ୍ୟକ୍ତି କହି ପାରିବ. 🙏🙏🙏
@kanaknews
Bahut Bhala Bhabare
Dhruva Rathee ku Copy karicha.
Mu odia film dekhithili Copy karibara.
Hele News bi Accurate Copy karidela Dhruva Rathee ku.
Kichhi ta changes kariki kuha.
#Kanaknews
Exactly, I have also commented in this regard..
I also got shocked when I saw this. Each and every lines are copied from Dhruv Rathee video.
@@msanatanrao2858 Yes bro full Accurate Copy
Salute to kanak news.🇮🇳🇮🇳
dhruv rathee ଙ୍କର video କୁ cope କରିଛନ୍ତି
ଏବଂ news ରେ ଦେଖାଉଛନ୍ତି
@@alokmahakur9275 sahi pakad liya bhai
Right information 👍🏿🙏🏼
it is right
Best news of Odisha
Super
Thanks
Super sir🙏🙏🙏
Supar 👍
good job sir 👍🏻
Very nice explanation
Very nice topic
Good job sir
Right information sir
dhruv rathee ଙ୍କର video କୁ cope କରିଛନ୍ତି
ଏବଂ news ରେ ଦେଖାଉଛନ୍ତି
absolutely right
Absolutely necessary
Requires more debate.
Realy very nice news
ମାଛ ଦୋକାନ ରେ ଲୁଗା ଖୋଜିଛନ୍ତି,ପରିବା ଦୋକାନ ରେ ଗହଣା ଖୋଜିଲେ ମିଳେ ନାହିଁ,ଗ୍ରୋସରି ଦୋକାନ ରେ ମାଛ ଖୋଜନ୍ତୁ ନାହିଁ, ଅର୍ଥାତ୍ ଆପଣ ସଠିକ୍ ତଥ୍ୟ ପାଇବାକୁ ହେଲେ ପ୍ରଥମେ ସଠିକ୍ ବ୍ୟକ୍ତି ଙ୍କ ନିକଟରେ ପହଞ୍ଚନ୍ତୁ। ତଥା ଅନ୍ୟ ମାନଙ୍କୁ ସୂଚନା ଦିଅନ୍ତୁ।
Perfect kohuchonti bhai
Apan kahi paribe sathik byakti boli kaha pithire lekha achhi
Sathik kie mu ajijae janiparili Vanda lokanku vramita karuchanti
@@pramodpramodkumarswain43thik katha
Right sir
ଏଥିରୁ ଜଣାଗଲା ଏମାନେ TRP ପାଇଁ ସମାଜକୁ ଭୁଲ ବାର୍ତ୍ତାବି ଦେଇ ପାରନ୍ତି l ମାରାତ୍ମକ Channel l
It is cent percent correct. You are right sir
Very nice 👍
Great
You are right
Credit goes to druv rathee
ଧନ୍ୟବାଦ ସାର
Dhurv Rathee TH-cam Chanel ru copy karajaichi
Yes Chutia Kanak News
Welcome kanak news 😀❤️🙏 thanks
AP ka jesa chenal ojese hamara samskar brast hojataahe pagal
Ate dina pare democracy re 4 pillar tara Duty thik re kala tq Kanak news
ମହା ପୁରୁଷ ଅଚ୍ୟତାନନ୍ଦ ବା ମାଳିକା ବିଷୟରେ ଆପଣ କଣ କହିବେ
Faltu pura
ମାଳିକା ର ପ୍ରକୃତ ପାଣ୍ଡୁଲିପି ରେ କଣ ଲେଖା ହେଇଚି ତାହା ଉପରେ କେତେ ଗବେଷଣା ହେଇଚି ? ଯିଏ ଯାହା ପାରିଲା ମାଳିକା ରେ ଯୋଡି ଦେଇ ବହି ବାହାର କରିପାରିବ ଓ ବାହାଦୁରି ମାରିପାରିବ |
Jay Jagannath🙏🙏🙏🙏🙏🙏🙏
Right 👍
👌👌👌👌
Very beautiful
Super sir🙏,incredible information
Copied from Dhruv Rathee video.
Thanks for the information
But odisha people's are not understand, its very difficult .
A report dekhila pare bohut loka bohut students upakruta hebe,
Thank you repoter bhai
Bohut vala report dele bohut khusi lagila, bt bohut agaru karibar thila
Very nice 👌👌👌
So beautiful ❤️
100% correct.
This report collected from Dhruv rathee 😅👍
True
Very good
Right 👍👍👍👍👍🙏🙏🙏🙏🙏🙏🙏🙏🙏🙏🙏🙏🙏
Hetubadi Mane kete tanka deichanti kanak news channel ku
କନକ news ରେ ଚାକିରି କରିଛନ୍ତି ତ ସେଥିପାଇଁ କାଳେ ଚାକିରି ପଳେଇବ ସେଥିପାଇଁ ଯୋଉ ଗ୍ରହ ମୁଦି ପିନ୍ଧିଛନ୍ତି ତାକୁ ଘର ଲୋକଙ୍କ ଭୁଲ୍ ବୋଲି କହିଦେଲ🙄🙄
I like it video and I want to share it
ଏଇଟା ଗୋଟିଏ ହାଲେଲୁୟା ହେତୁ ବାଦି। ମାଡ଼ ଖୋଜୁଛି।
ବହୁତ ପାଠୁଆ ଦେଖୋଉଛ ଆଉ ବିଜ୍ଞାନ ବିଜ୍ଞାନ କହି ସ୍ମାର୍ଟ ସ୍ମାର୍ଟ କହି ସବୁ ତୋ ପୋଡ଼ି ଖାଇ ସାରିଲଣି ଆଉ ଲାଜ ସରମ ବଲି ଆଉ କିଛି ଅଛି ନା ଲୋକଙ୍କୁ ଲଙ୍ଗଳା କରି ସାରିଲଣି ନା ଆଉ ମାନବିକତା ଅଛି ମଣିଷ କାହାକୁ କୁହାଯାଏ ଯାହା ପାଖରେ ଦୟା, ମାୟା,କ୍ଷମା ନିଜର ଦୁଃଖ ଅନ୍ୟ ପାଖରେ ପ୍ରକାଶ କରି ପାରୁଥିବ ଅନ୍ୟର ଦୁଃଖ କୁ ବୁଝି ପାରୁଥିବ କିନ୍ତୁ ସମାଜରେ କଣ ଦେଖା ଯାଉଛି ଏହା କଣ ପାଇଁ ଘଟୁଛି ଏହାର କାରଣ କଣ କଣ ଏଇଟା ଆମର ଉନ୍ନତି ନା ବିକାଶ
କନକ୍ TV ଜାହାକହୁଛି ସତ
Jay mahakal namah
Thanks Bhai for watching this video 📷📸 forward ⏩
👍👍👍👍
I proud of you
ସବୁ ତମ ଭଳିଆ ଶସ୍ତା ମିଡିଆ ବାଲାଙ୍କ ପାଇଁ।ତମର ବର୍ଷା ଯେଉଁ ଆଡେ ଛତା ସେଇଆଡେ।
Very nice 👍🙂🙂🙂🙂🙂🙂👍🙂👍
ଏଇ ଭଳି ପଲେ ଗାଲୁଆ , ପ୍ରୋଫେସର ପ୍ରତାପ ରଥ ଙ୍କୁ ବେ ବା କହିଥିଲେ ଶଳା ଚୋଠା ନିଜ ପରିଚୟ ଦେଲେ ।
Copied from Dhruv Rathee video. Atleast do some research from your side. Copy paste. Odia movie ru ebe odia news channel upare prabhav padilani.
Right
Perfect
Kan bhai perfect kahidela ,are amaku sat Kan michha Kan news Walla dekhei chhanti se keun Tharu copy Kari heu ki Mana ru heu ethire Munda kharcha Kariba absyaka nahi,ame mane kebala dekhibe uchit tathya sata na michha,
@@pramodpramodkumarswain43 There has to be some journalism ethics. You can't claim someone research works as yours, if you are doing so then you have to mention the source from which you have brought that content. If Dhruv Rathee files a copyright case then Kanak News has to repay him as per copyright rules/Act.
right
You are right sir.Nothing will be forecasted as per astrology,palmistry ,numerology. Blind beliefs.Let us do our responsibility very well and never anticipate always good and favorable results.It may be good or bad.No logic of believing astrology but we must agree with science which ha sound logic.
🙏🙏🙏
Thanks for your best presentation with true data...
Right
Its copyright of dhrub Rathore or nothing else....i belive in astrology
ପୃଥିବୀ ହେବନି ଧାଂଶ, ଏଠି ରଜ କରିବେ କଂସ, ସାଧାରଣ ଲୋକ ହେବେ ନାଶ
Yes bro 👍👍🤓🤓🤣🤣