Thank you so much Shradha didi , Sandeep bhai ❤ Thank you for your appreciation.... I'm blessed 😊 you read my poem ...... ଆପଣ ଙ୍କ ର ଏଇ ସୁନ୍ଦର ପ୍ରୟାସ ଯୋଗୁଁ ଅନେକ ଲୋକ ଙ୍କ କବିତା ଲୋକ ଲୋଚନ କୁ ଆସୁଚି। ସନ୍ଦୀପ ଭାଇଙ୍କ ମୁହଁ ରେ ମୋ କବିତା ଶୁଣି ବହୁତ୍ ବଢିଆ ଲାଗିଲା 😊..... And guys please let me know how the poem is ??? ~Saishree Panda ❤
Bro❤️dii mo pai plz bade kabita tarfour sampark na money important ta pai pade kabita tanka pachare padi jau sampark ku jau gurutua deunahnti sethi pai pade katha bhai plz🙏🙏🙏😭😭😭😭😭
ବହୁତ ବହୁତ ଧନ୍ଯବାଥ ମ୍ଯାମ୍ ଆଉ ସାର୍ଙ୍କୁ ମୋ କବିତା ପଢିଥିବାରୁ ।ମୋ କବିତା ର ଶୀର୍ଷକ ଥିଲା " କବିତା ଗୋ ତୁମେ "।କମ୍ ବୟସ ଆଉ ଖୁବ୍ କମ୍ ଅଭିଜ୍ଞତା ଥାଇ ମଧ୍ଯ ନିର୍ଜନତା ଏବଂ ନିସଙ୍ଗତା ମୋତେ କିଛି ଲେଖିବାକୁ ବାଧ୍ଯ କରି ଦେଇଥିଲା।
ମୋ କଵିତାଟା ପଢିଥିବାରୁ ବହୁତ ବହୁତ ଧନ୍ଯବାଦ ଆପଣମାନଙ୍କୁ ସମସ୍ତଙ୍କୁ।🙏🙏🙏🙏🙏🙏🙏
ସମସ୍ତଙ୍କ କବିତା ହିଁ ଭଲ ଥିଲା। ପଦେ କଥା ର ଏଇ ଏକ ଅଭିନବ ପ୍ରୟାସକୁ ଆମେ ସମସ୍ତେ ସାଧୁବାଦ ଜଣାଉଛୁ କାରଣ ପ୍ରତିଟି ପ୍ରତିଭା ଚାହାନ୍ତି ତାଙ୍କ ପ୍ରତିଭାକୁ ଅନ୍ଯ ଆଗରେ ପ୍ରଦର୍ଶନ କରିବାକୁ ମାତ୍ର ପାରନ୍ତି ନି। ଆପଣମାନେ ଅନେକ ଲେଖାକୁ ପଢୁଛନ୍ତି ଏବଂ ଲୋକଲୋଚନକୁ ଆଣୁଛନ୍ତି ତେଣୁ ଅଶେଷ ଅଶେଷ ଧନ୍ଯବାଦ।🎉🎉🎉❤❤
Thank you so much Shradha didi , Sandeep bhai ❤ Thank you for your appreciation.... I'm blessed 😊 you read my poem ...... ଆପଣ ଙ୍କ ର ଏଇ ସୁନ୍ଦର ପ୍ରୟାସ ଯୋଗୁଁ ଅନେକ ଲୋକ ଙ୍କ କବିତା ଲୋକ ଲୋଚନ କୁ ଆସୁଚି। ସନ୍ଦୀପ ଭାଇଙ୍କ ମୁହଁ ରେ ମୋ କବିତା ଶୁଣି ବହୁତ୍ ବଢିଆ ଲାଗିଲା 😊.....
And guys please let me know how the poem is ??? ~Saishree Panda ❤
Bhala lagila
Awesome
@@UNIQ_GIRL_SHREE thank you 😊
@@gaganpradhan7263 😊😊
Proud of you chuin ❣️
Tama duijananka voice sunile manaku santi lage😊 you are so sweet 😊😊love u deee❤❤❤
ବହୁତ ସୁନ୍ଦର 💕💐💐 ..
Bahut sundar ❤❤
ମଣିଷପଣିଆ ବନ୍ଦୀ.. ✍️ସୃଷ୍ଟି ମର୍ମସ୍ପର୍ଶୀ.. ✍️ସ୍ରଷ୍ଟାଙ୍କୁ ଅଶେଷ ଧନ୍ୟବାଦ ଏତେ ସୁନ୍ଦର କବିତା ଭେଟି ଦେଇଥିବାରୁ
🙏⭕❗⭕🙏
ଅଶେଷ ଅଶେଷ ଧନ୍ୟବାଦ ଶ୍ରଦ୍ଧା ଦିଦି ଓ ସନ୍ଦୀପ୍ ଭାଇ ମୋ କବିତା "ସେ ଓ ମୁଁ"କୁ ପଢ଼ିଥିବାରୁ ।
ଲୋକ ଲୋଚନରୁ ଲୁଚିଯାଉଥିବା କବିତାକୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥାପନା କରୁଥିବାରୁ ଅଶେଷ ଶୁଭେଚ୍ଛା। 🙏🏻💐
Sai Sri Panda your creation is excellent. Sandeep babu your presentation is outstanding.
ବହୁତ ସୁନ୍ଦର କବିତା
Wow so Beautiful kabita ❤❤❤❤❤❤❤❤❤❤
Thank you ❤😊
Mu apekhya karuchi kebe tama vedio asiba,,,, thanku so much for your good think
❤❤❤❤
Bahut sundar
❤ the first one
ଖୁବ୍ ସୁନ୍ଦର କବିତା ସବୁ ❤❤❤ ସାରସ୍ୱତ ସ୍ରଷ୍ଟା ମାନଙ୍କୁ ଅଜସ୍ର ଅଭିନନ୍ଦନ 💐💐 ସାହିତ୍ୟ ସଂସାରକୁ ଏହି ଭଳି ଆଗେଇ ନିଅନ୍ତୁ ✍️✍️💐👌
❤❤❤❤❤❤❤❤
🥰
Mo kabita padhileni mana dukha lagila but overall I'm so happy 😊🙏
Mu jadi bhul nkuhe then ଆପଣ ଦି ଜଣ ଦି ଜଣ ଙ୍କୁ ମୁକ୍ତମଞ୍ଚ ରୁ ଜାଣିଥିଲେ ନା❤
ମୋ କବିତା ଟି ପଢ଼ି ଥିବାରୁ,ଆନ୍ତରିକ ଧନ୍ୟବାଦ୍ 🙏🏼 😊ଶ୍ରଦ୍ଧା ଦିଦି ଏବଂ ସନ୍ଦୀପ ଭାଇ 🙏🏼 😊😍 ❤ ମାଆ ସମଲେଶ୍ଵରୀ ଆପଣ ଦୁହି ଜଣଙ୍କୁ ସବୁବେଳେ ଖୁସିରେ ଓ ସାଥିରେ ରଖନ୍ତୁ🤗❤
ମୋର କବିତା ନ ପଢ଼ିବାରୁ ମୁଁ ଦୁଃଖିତ
ବାକି ସବୁ ବଢିଆ ଥିଲା
Didi kebe thu patheichi eparjanta padhileni 🥺☹️... bahut exited thaye apanaka video asile kintu aji bi padhileni...didi 😢
Mora 😢😢😢😢
Mo bhai nka lekha bhi padhileni...mu deithili ...
baa ki kabitaa ❤❤❤❤😊😊😊😊😊😊😊🤗😍😊
Hy Bhai mu kemiti jain hebi apana nka Event re🥰
ମୁଁ ଏକାଧାରରେ ଜଣେ କବି ,ଜ୍ୟୋତିର୍ବିଦ ଓ କାଷ୍ଠ ମୂର୍ତ୍ତି ଶିଳ୍ପୀ। ପଦେ କଥାରେ ମୋ କବିତା ପଠେଇବାକୁ ଚାହୁଚି।କେଉଁ ଠିକଣାରେ send କରିବି ଦୟାକରି କହିବେ।
Mo lekha ta athara b nathila
Bro❤️dii mo pai plz bade kabita tarfour sampark na money important ta pai pade kabita tanka pachare padi jau sampark ku jau gurutua deunahnti sethi pai pade katha bhai plz🙏🙏🙏😭😭😭😭😭
bhai mo kabita ta padhileni🥲
Mu kahin kou kalu patheithili Abe jain padhi naha je 😢😢😢
Bhala lagilani bodhe mora kabita😅
Mo lekha ta plzz😢