କେମିତି ହାଣିଲା , କାହିଁକି ସିଝାଇଲା...ସ୍ୱାମୀ ସବୁ ସତ କଥା ଗଳ ଗଳ କରି ପୋଲିସ ଆଗରେ ଗାଇଲା

แชร์
ฝัง
  • เผยแพร่เมื่อ 2 ก.พ. 2025

ความคิดเห็น • 30

  • @JayBamanVeer04
    @JayBamanVeer04 6 วันที่ผ่านมา +7

    ଯିଏ ଖରାପ ତା ଠାରୁ ନିଜକୁ ଦୁରେଇ ରଖିବ ଉଚିତ, ନା କି ନିଜେ crime କରିବା, Divource ବି ତ ହେଇପାରିବ ଯଦି ଜଣେ ସ୍ତ୍ରୀ ର ପରକୀୟା ପ୍ରୀତି ଥିବ | କିଛି ପ୍ରମାଣ ସଂଗ୍ରହ କରି case କରିହେବ | ତେବେ murder ଯାଏ କଥା ଯାଉଛି କାହିଁକି ?

  • @Radhakanta_Music_Official
    @Radhakanta_Music_Official 10 วันที่ผ่านมา +39

    ଏଇ ଲୋକ କେମିତି ହାଣି ପାରୁଚି ନିଜ ସ୍ତ୍ରୀ ଙ୍କୁ ଆଶ୍ଚର୍ୟ୍ଯ କଥା ମୁଁ ତ ମଣିଷ ଙ୍କୁ କଟୁ କଥା ବି କହିପାରେନି😢😢

    • @davidpahad3
      @davidpahad3 10 วันที่ผ่านมา +2

      ପାଞ୍ଚଟି ଆଙ୍ଗୁଳି ସମାନ ନୁହେଁ

    • @JayBamanVeer04
      @JayBamanVeer04 6 วันที่ผ่านมา

      ଆପଣ ଜଣେ ବହୁତ ଭଲ ମଣିଷ, ଖୁସିରେ ରୁହନ୍ତୁ 👌🏾

  • @davidpahad3
    @davidpahad3 10 วันที่ผ่านมา +11

    ସ୍ଵାମୀ ଓ ସ୍ତ୍ରୀ ଉଭୟ ଙ୍କ ପବିତ୍ର ସମ୍ପର୍କ ମଧ୍ୟରେ ତୃତୀୟ ବ୍ୟକ୍ତି ପ୍ରବେଶ କରିବା ଆଦୌ ଉଚିତ୍ ନୁହେଁ, ବିଶେଷତଃ ଯେଉଁ ସ୍ତ୍ରୀ ମଥାରେ ସିନ୍ଦୂର, ଗଳାରେ ମଙ୍ଗଳସୂତ୍ର, ଶଙ୍ଖା ର ମହତ୍ତ୍ଵ କୁ ନ ବୁଝି ପରକୀୟା ପ୍ରୀତି ରେ ପାଦ ଦିଏ, ଏହାର ପରିଣତି ହିଁ ଏଇଆ।
    ଏହି ଘଟଣା ରେ ବିଶେଷତଃ ସେହି ସ୍ତ୍ରୀ ଙ୍କ ର ପାପ, ଅଧର୍ମ ଅର୍ଥାତ୍ ପରକୀୟା ଯୌନ ସଂପର୍କ ପରିଲକ୍ଷିତ ହେଉଛି, ଯାହାର ପରିଣାମ ଉଭୟ ଙ୍କ ମଧ୍ୟରେ ପାଟିତୁଣ୍ଡ ରୁ କଳିକଜିଆ ରୁ ଶେଷରେ ହତ୍ୟା ର ରୂପ ନେଇଛି।
    ସ୍ବାମୀ ଶୟତାନ ନୁହେଁ, ଏହି ଶୟତାନ କାର୍ଯ୍ୟ ର ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ ସ୍ତ୍ରୀ।
    ଦୁଇ ସନ୍ତାନ ଙ୍କୁ ଭୁଲି, ନିଜର ସ୍ବାମୀ ଙ୍କୁ ଧୋକା ଦେବା ଆଜିକାଲି ର ସ୍ତ୍ରୀ ଙ୍କ ପକ୍ଷରେ ଉଚିତ୍ ନୁହେଁ।
    ହେ third person ଗୁଡାକ ତମେ ଜଣକ ର ଘର ଭାଙ୍ଗିବା ବନ୍ଦ୍ କର।

  • @jasenmarndi4723
    @jasenmarndi4723 10 วันที่ผ่านมา +19

    କଥାଟି ଖରାପ ଲାଗିପାରେ....but ଏଠି ସ୍ତ୍ରୀ କ'ଣ କରିଛି କି କିଛି କରୁଥିଲା ବୋଧେ ମାନେ ପରକୀୟା ପ୍ରୀତି ସେଇଟା କେହି ଦେଖିବେ ନାହିଁ ଖାଲି ସେଇ ଲୋକଟିଏ କ'ଣ କଲା ସେଇଟା ସମସ୍ତେ ଦେଖିବେ ଏବଂ ପରକୀୟା ପ୍ରୀତିରେ ବି ଭୁଲ ସ୍ବାମୀ ର ବି ଥାଇପାରେ ସ୍ତ୍ରୀ ର ବି ସନ୍ଦେହ ହେଉଛି ହେଲେ ନିଜ ନିଜ ଭିତରେ କରିବା କଥା ତା ସହିତ ସେମିତି କିଛି କାମ ନ କରିବା କଥା ଯେଉଁଠାରେ କି ସନ୍ଦେହ ଆରମ୍ଭ ହବ ହେଉଛି ହେଲେ ସମାଧାନ କରିଦେବା ଟା ଭଲ ଆଉ ନ ହେଲେ ଏମିତି ଦୃଶ୍ୟ ଦେଖିବାକୁ ମିଳିବ ମାନେ ମିଳିବ ହିଁ

  • @subhashreejena4064
    @subhashreejena4064 9 วันที่ผ่านมา +6

    😮😮😮😮😮😮 ବାପ ରେ ମଣିଷ ଏତେ ନୃଶଂସ କେମିତି ହେଇ ପାରୁଚି 😮😮😮

  • @rabindrasingh2385
    @rabindrasingh2385 10 วันที่ผ่านมา +9

    ଆତ୍ମସଞ୍ଜମୀ ହୁଅନ୍ତୁ। ପରକିଆ ପୀରତି କଲେ ଏଭଳି ପରିଣାମ ଭୋଗିବାକୁ ପଡିଥାଏ।

    • @Math-Is-Easy7
      @Math-Is-Easy7 9 วันที่ผ่านมา

      😂

    • @Silu-hy2tp
      @Silu-hy2tp 2 วันที่ผ่านมา

      Gote pua karile gote wife kn ta husaband ki maridia ki mariba kn hata bi uthaipareni

  • @Broo401
    @Broo401 10 วันที่ผ่านมา +4

    କିଛି ତ reason ଥିବ

  • @suvransujena5310
    @suvransujena5310 10 วันที่ผ่านมา +4

    Amanku ମାରିଦିଆ ଯାଉ

  • @Silent_thunderstorm-r6u
    @Silent_thunderstorm-r6u 10 วันที่ผ่านมา +4

    Ie hauchhi purusa panis,,,,jahara gote jiban debar Sakti nahin ,,,se kaha jiban nebar Adhikar Paula kauthu,,,,jadi se para purusa Saha,,,,,Taku divorce dei 😠😠😠

  • @Minukitchen523
    @Minukitchen523 10 วันที่ผ่านมา +5

    Enkaunter Kariba katha 😡😡

  • @Singdharani113.Youtuber
    @Singdharani113.Youtuber 10 วันที่ผ่านมา +2

    ଭାଇରେ ମୁଁ ତ କୁକୁଡ଼ା ମାରିବାର ଦେଖିଲେ ଡରି ଯାଏ.

  • @RithuPanda
    @RithuPanda 9 วันที่ผ่านมา +2

    Fasi. Hona

  • @CHUNY999
    @CHUNY999 9 วันที่ผ่านมา +2

    Parakriya priti jadi se ladies rakhithiba.. Thik karichi

    • @arrow090
      @arrow090 9 วันที่ผ่านมา

      na be... taku divorce dei thanta...
      mariki sijeiki khaiba mane janichhu kana....??

  • @MonaranjSahoo
    @MonaranjSahoo 10 วันที่ผ่านมา +1

    Taku jel paoae kana tara giban feri paeba, ki, a vali purusaku gachare tagi daba darakara

  • @bulugardia3394
    @bulugardia3394 10 วันที่ผ่านมา +1

    7r

  • @MayaGanta-z5n
    @MayaGanta-z5n 6 วันที่ผ่านมา

    Takubi mari pressor kukura re sijhhae dio

  • @Bidusmita-l2b
    @Bidusmita-l2b 10 วันที่ผ่านมา +1

    Magihaku fasidia

  • @jharanabehera3537
    @jharanabehera3537 10 วันที่ผ่านมา +1

    Salaku graindar karidia

  • @Mamuni123-jo5jt
    @Mamuni123-jo5jt 10 วันที่ผ่านมา +1

    A vaskar News Bala nku kichi muluni kama

  • @PratikK5142
    @PratikK5142 10 วันที่ผ่านมา +1

    Mote laguchi aau emiti duniya re rahi habani..jie sie khali haniba re lagichi ..sala gali sikhicha jodi murder kn pain karucha..mada gali re jou katha thik hei jauchi..Sethi crime Kariba kn darkar je...puni nija stree ku..ete pashu heigolani monisa

    • @RadhakantaBhukta-p2c
      @RadhakantaBhukta-p2c 10 วันที่ผ่านมา

      To stree jeve au kaha Saha soiba tu janibu , hatya kahili kala

  • @ninjaofficial3370
    @ninjaofficial3370 7 วันที่ผ่านมา

    aei jhio gei houthila algà puo saha ta ghaita dekhidela emti toh karibara nathila hele raga time kichi v karipare

  • @gayadharpallai2206
    @gayadharpallai2206 10 วันที่ผ่านมา +1

    Sala senaka nam badnam kia jo v asey karta uska pension band kar dena chahia