ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଧନ୍ୟବାଦ,ଏପରି ଜିବାଣୁ ମାନଙୁ ପୁରା ଗୁଳି କରି ମାରିଦେବା ଦରକାର
ଧନ୍ୟବାଦ୍ ଓଡ଼ିଶା ପୋଲିସ୍।
ଧନ୍ୟବାଦ ଓଡ଼ିଶା ପୋଲିସ 👍
G@@BivekPattnaik
ଏ ମାନଙ୍କୁ ମହନ୍ ସରକାର ନୂହେ ୟଗି ସରକାର ଦରକାର,, ଜୟ୍ ଶ୍ରୀ ରାମ,,,
@@sankarhembram6150 thik. Jai. Shree. Ram.
100%
ଏମାନଙ୍କୁ ନନ୍ଦନକାନନ ରେ ବାଘ 🐅 ଆଗରେ ଦିଆ ଯାଉ ବହୁତ ଭଲ ହେବ।।
Right
Banda Kendrapara toka kou magia nai chodipariba
Iix
Right 👍
ପୋଲିସ କମିଶନର ଙ୍କୁ ଯୋଡ ହସ୍ତରେ ନିବେଦନ ଏମାନଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ନିଅନ୍ତୁ
Thik
Bhai okila mane Kam paissa nei bell rr Ani dauchanti puni amane crime karuchanti samastanka naa re 20 20 ta cade achi
Odisha prashasan ro bolo nahin ethi yogi sarkar darkar ,yogi ka faisla on the sport
ନ୍ୟାୟିକ ବ୍ୟବସ୍ଥା କଡାକଡି ହେବା ନିହାତି ଜରୁରୀ।
ଜା ହଉ ଭାସ୍କର ନିୟୁଜୁ ଆଜି ଦେଖିଲି
ସଂଜୀବ ବାବୁ କମିଶନର ସାର୍ , ଏମାନଙ୍କ ନାଁ ରେ ଏମିତି ଚାର୍ଜ ସିଟ୍ ଲଗାଅ ଯେମିତି ସାଧାରଣ ଲୋକଙ୍କ ର ଆଉ ଅସୁବିଧା ନହୁଏ! ବେଲ୍ ନମିଳିବା ଦରକାର !
ଏହା ଦେଖି ବାପା ମା ଗର୍ବ ରେ ଛାତି କୁଣ୍ଢେ ମୋଟ ଓ ବନ୍ଧୁ ବାନ୍ଧବ ସମସ୍ତେ ଗର୍ବ ଅନୁଭବ କରୁଥିବେ ନିଶ୍ଚେ
👌
ଯୋଗୀ ଆଦିତ୍ୟ ନାଥ ମୁଖ୍ୟମନ୍ତ୍ରୀଙ୍କ ଭଳି ଏମାନଙ୍କ ଘରଦ୍ୱାର ପ୍ରଥମେ ଭଙ୍ଗା ଯାଉ।ଏହା ସହିତ ଆଉ କ'ଣ ସବୁ କରିଛନ୍ତି ଆପେ ଆପେ ମାନି ଯିବେ।
ଓଡିଶା ପୋଲିସ କୁ ଧନ୍ୟବାଦ ଜଣାଉଛି, ବଢିଆ ହୋଇଛି
ଏମାନଙ୍କୁ ଗୁଳି କରାଯାଉ
ଜୟ ହିନ୍ଦ ଓଡିଶା ପୋଲିସ ଏମାନଂକୁ କଳାପାଣି ଜେଲେ ରେ ରଖା ଜାଉ
"ଏମାନଙ୍କୁ ଜେଲ ଗଲେ କିଛି ହେବନି -ଏନକାଉଣ୍ଟର ହବାର ଥିଲା ନଚେତ୍ ଆଜୀବନ କାରାଦଣ୍ଡ ଦି ଆଗଲେ ସମାଜର ବହୁତ ଉପକାର ହେବ ।ପୋଲିସ ଓ ମିଡିଆ ଙ୍କୁ ଧନ୍ୟବାଦ ।
Police commissioner ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
Greatpolice greatodishaBhaskar newes
ଓଡ଼ିଶା ସରକାରଙ୍କୁ ଅନୁରୋଧ ଏମାନଙ୍କୁ ଆଜିବନ ଜେଲ୍ ରେ ରଖା ଯାଉ ???
ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ ନହେଲେ ଏମାନେ ଆହୁରି କେତେ ଜଣଙ୍କୁ ମାରିବେ
ଏମାନେ ଜେଲରେ ରହିବେ ନା ,ଜାମିନ ରେ ଆସି ଗେହ୍ଲା ପୁଅ ହୋଇ ,ପୁଣି ତାଙ୍କ କାମ ଆରମ୍ଭ କରିବେ ।
Na bhai se juga gala bhajpa govt ea
100% karibe
Ae ta jibana 😂😂😂
👍👍👍👍
Now Bjp government on Odisha so all criminal master mind catching on spot..Most welcome to Odisha police team for all that
ଯୋଗୀ ଷ୍ଟାଈଲିରେ ଏନ୍କକାଉଣ୍ଟର କରାଯାଉ ।
ଏମାନଂକ ହାତ କାଟି ଦବା ଦରକାର ଯାହାଦ୍ୱାରା ସେମାନେ ଆଉ କ୍ରାଇମ୍ କରି ପାରିବେନି ,
Right bro ❤
Thik. Katha.
R8
Goda dita aau hata dita kati dia jau
BJD ର ପୋଷା ଗୁଣ୍ଡା ଥିଲେ ଏମାନେ 😮 ଏଥିପାଇଁ ବିଜେଡି ସମୟରେ କେହି କରୁନଥିଲେ
Thik au
Ghara ଲୋକଙ୍କ ପାଇଁ proud moment
ଗ୍ୟାଙ୍ଗ କୁ ଏମିତି ଦଣ୍ଡ ଦିଆଯାଉ ଯେପରି ଜୀବନରେ ଆଉ କେବେ ଏପରି ଅନ୍ୟାୟ କରିବେ ନାହିଁ। ସେ ଖୁଣ୍ଟିଆ କୁ ଜିଅନ୍ତା ପୋଡ଼ି ଦିଆଯାଉ। ସେଖ କୁ ଗୁଳି କର, ମୁଖିଆ ର ଦୁଇ ହାତ କୁ କାଟି ଦିଆଯାଉ।
Na kichhi kara na jau, kebala ଗୁଲ କଟାଯାଉ
କଣ କହିଲ ମ ଭାଇ ପୁରା 100% right 👍
Mana. 100.parsent.right.kahaku.kahila.
ଅନକାଉଣ୍ଟ କରାଯାଉ
ଏ ମାନଙ୍କୁ ସୁଧା ଗୁଳି କରିଦିଅ
ଧନ୍ୟବାଦ ଓଡିଶା ପୋଲିସ
ଏମାନଙ୍କର ଶରୀର ର ଅଙ୍ଗ ପ୍ରତ୍ୟଙ୍ଗ କାଡ଼ି ଦାନ କରାଯାଉ
କାହାକୁ ବେଲ ନ ମିଳୁ ଶଳାଙ୍କୁ ଛାଡିଲେ ପୁଣି ଆଉ କାହାକୁ ମାରିବେ,,,, ଏକାଥରେ ଏନକାଉଣ୍ଟର,,,, ପୁରା ଅଳିଆ ସଫା😂😂😂😂😅😅😅
Yogi Adityanath drkr , pura 👉
@@priyaranjansahoo8874ସେମାନେ କଣ ପାଇଁ ଖରାପ ବାଟକୁ ଗଲେ କହନି ନିଜେ ପୋଲିସ ତୁ ଶଳା ଭୁଲ କାମ କରୁଛୁ ବୋଲି ସାଧାରଣ ଲୋକ ଖରାପ ବାଟକୁ ଗଲେ
@@priyaranjansahoo8874😊
Film story କୁହନି ଆଉ ପେଳ କଟା ଯାଉ 👊🔥👊
@@priyaranjansahoo8874sir apana, sidha emanaku ram ram satya kari dioantu😂😂😂
ସବୁ ଅଲମ୍ପିଆଡ୍ , ସମସ୍ତଙ୍କୁ ଆଜୀବନ ଜେଲ ହେବା ଦରକାର !
କେନ୍ଦ୍ରାପଡ଼ା ଓଡ଼ିଶାର କ୍ରିମିନାଲ ଏରିଆ
Han right
Balasore eba no 1 ra
Na ganjam au bolangir thu vadhiki nuhe
Balangir❤️🔥
Bhai tike ta lajya kara tame crime re number 1 boli proud karucha ama pakhare alaga quality achi sethipain proud kara na ki crime rate besi boli
Salute odisha police and odisha government
ଫାଶୀ ଦେଇପାରିବେ ନା ଏମାନଙ୍କୁ କିଛି ଦିନ ପରେ ବେଲ୍ ମିଳିଯିବ???)
Thank you 😊 🙏 Kendrapara Police & Odisha police
ଶଳା ୟାଙ୍କ ପାଇଁ ଲୋକ safe ନୁହନ୍ତି ୟାଙ୍କୁ ଗୁଳି କରିଦିଅ ଶଳା
ବେଲରେ ଆସିଲେ ଦେଖେଇବୁତ ନା ସଳା ଲୁଚିବୁ
ଅପରାଧୀ ଥରେ ଅପରାଧ କଲା ପରେ ତା କାମ ବଢେଇ ଦେବା ହିଁ ଗଣତନ୍ତ୍ର। ପେଶାଦାର କଣ? ଡନ୍, ଦାଦା, ବଟି ଏ ସବୁ ସରକାରୀ ସୃଷ୍ଟି। ଯେଁଉ ମାନେ ମୁଣ୍ଡ ପୋତି ଛିଡ଼ା ହେଉଛନ୍ତି ସେମାନଙ୍କ ମନରେ ଲଜ୍ଜ୍ୟା ବୋଧ ହେଉଛି। କାହିଁକି ହେଉଛି ? ଏଥିରୁ ଜଣା ପଡେ ପୋଲିସ୍ ବି ସମାନ ପରିମାଣ ରେ ଦାୟୀ। ସୁଯୋଗ ସୃଷ୍ଟି କରି ଥିବା ପୂର୍ବ ନବୀନ ସରକାର ଦାୟୀ। ଗୋଟେ ସୁଯୋଗ ଦେବା କଥା। ଯୁବା ବୟସରେ ପଥଭ୍ରଷ୍ଟ ପାଇଁ ପୁରା ଜୀବନ ନଷ୍ଟ। ଖାଲି ଜେଲ୍ ରେ ପୁରେଇଲେ ହେବ ନାହିଁ। ଜୀବନ ପାଇଁ ଆଧ୍ୟାତ୍ମିକ ଶିକ୍ଷା ହିଁ ଜରୁରୀ ଅଟେ।
To bouku gehiki pila karideithibo re vaunigiha
ତମେ ଗୋଟେ ଭଦ୍ର ଠକ
ଏମାନଙ୍କୁ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ, ଆଜୀବନ କାରାଦଣ୍ଡ ଦିଆଯାଉ ଏତିକି ଓଡ଼ିଶାବାସୀଙ୍କ ଆଡୁ ନିବେଦନ କରୁଛି ...........
Shuld be punishment
ଏହି ବ୍ୟକ୍ତି ମାନଙ୍କୁ ଫାଶୀ ଦିଆଯାଉ
Kukura mananku fasi dia jau
Wow excellent job for special squad and we all are odisha citizens proud of them.
ଓଡ଼ିଶା ପୋଲିସ୍ ❤❤❤ମୋହନ ସରକାର ଜିନ୍ଦାବାଦ
Brave Reporting
ଏ ନିରୀହ ଲୋକଙ୍କୁ କାହିଁ ହଇରାଣ କରୁଛନ୍ତି ସାର, ୟେ ଫିଲ୍ମ ପ୍ରଡକ୍ସନ ଭଳି କହି famous କରୁଛ ସିଧା ଉପରେ ଝୁଲେଇବା କୋଥା 🇮🇳 Jai Hind
ସବୁ ର ଅନ୍ତ ଅଛିଶେଷ ପରିଣାମ ବି ଅଛି
Brave reporter's of odisha Bhaskar...
No 1 Reporter Pakharu ହାତ ଦେଖେଇ ବହୁତ୍ ଭଲ Reporting କଲେ Thank you Sir ❤
ସିଧା ଫାଶୀ ଦିଅ ଆଜ୍ଞା।
ପୋଲିସ୍ ଯୋଉଭଳି ଆରେଷ୍ଟ କରିଛି ଠିକ୍ ଦୁଇମାସ ଭିତରେ ଆପଣ ମାନେ ଦେଖିବେ ପୋଲିସ୍ ନିଜ ଘରର ଦାମାଦ ଭଳି ପୁଣି ଛାଡ଼ିବ....... ପୋଲିସ୍ କୁ ବହୁତ ଦିନ ଧରି କିଛି କେଶ୍ ମିଳିଲା ନାହିଁ ତେଣୁ ଏଇ ମାନକୁ ଧରି ଆଣି କ୍ୟାମେରା ଆଗରେ ଠିଆ କରିଦେଲେ ଆଉ ଓଡିଶା ଲୋକଙ୍କୁ ଜଣାଇଲେ ଯେ ଆମେ କେତେ ସଜାଗ । ପୋଲିସ୍ ହଉଛନ୍ତି ଏଠି Contractor ଆଉ ଏଇ ଯୋଉ ଆରେଷ୍ଟ୍ ହେଇଛନ୍ତି ସେମାନେ ଠିକାଦାର !ଚାଲେଞ୍ଜ ଦୁଇମାସ ଭିତରେ ଛାଡିବେ।
ଆରେ ତାଙ୍କୁ ଧରିଲ କାହିଁ କି?ଗୁଳି ମାରିଦିଅ plss ନହେଲେ ପୁଣି ବାହାରି ଆସିବେ 🙏🙏🙏
ଏମାନଙ୍କୁ ସାର ଜିବନ ପାଇଁ ଜେଲ୍ ରେ ରଖା ଜାଉ
100% ଏମାନେ ବିଜେଡ଼ିର ଶିଶୁପାଳ ଗୁଣ୍ଡା । ପାଣ୍ଡିଆ ସନ୍ୟାସୀ ହୋଇଗଲା ପରେ ଏଣେ ତେଣେ ବୁଲୁଛନ୍ତି 🤣🤣🤣🤣🤣🤣🤣
Kendrapara king
Thanks you odisha police
Bhaskar live ku salut
ଏମାନଙ୍କୁ.ଆଜିବନ.କାରାଦଣ୍ଡ.ବା.ଇନକାଉଟର.କରନ୍ତୁ.ଧନ୍ୟବାଦ.ଓଡିଶାପୋଲିସ
ବିଚ୍ ରାସ୍ତାରେ ଦୌଡେଇ ଦୌଡି ଏନ୍କାଉଣ୍ଟର କର ଯାଉ
ଆରେ କେନ୍ଦ୍ରାପଡ଼ା ର ଅଣ୍ଡାବଚା ସମସ୍ତେ ଅପରାଧୀ, ହାରାମଜାଦା। ଦି ଚାରିଟା ଗିରଫ ହେଲେ, ଭଲକଥା। କିନ୍ତୁ ସର୍ବସାଧାରଣ ଚେଷ୍ଟା କରନ୍ତୁ ଯେପରି ସେ ଜିଲ୍ଲାରେ ପାଦ ନପଡୁ ବା ବନ୍ଧୁ ନ ବାନ୍ଧନ୍ତୁ। ସେଠି ସବୁ ଚୋର, ଅସଭ୍ୟ, ବିଶ୍ବାସଘାତକ।
Bhul bhai ame ta normal loka.
ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କ ଭଳିଆ ସିଧା ଠୋକି ଦିଅନ୍ତୁ
ସେମାଙ୍କୁ ସମସ୍ତଙ୍କୁ ଆଜୀବନ କାରବାସ ଦଣ୍ଡ ମିଳୁ
ଯିଏ ଯାହା comments ଦଉଚ ଦେଖିକି ନହେଲେ ମରିବ ସବୁ କାରଣ ଏମାନଙ୍କୁ ଯାମିନି ମିଳି ଯିବ ସହଜରେ ତ ପରେ ତମେ ହିଁ ନିଜ ଜୀବନ କୁ problem ରେ ପକାଉଛ
ମତେ ଯାହା ଲାଗୁଚି ମହନ ଆଜ୍ଞା ଏମାନଂକୁ ଛାଡି ଦେବେ
ଜେଲ୍ ଗଲେ ଦେଖିଲୁ କିନ୍ତୁ ମାସ କରେ ବେଲ ହେବେ ସେତେ ବେଳେ ଦେଖେ ଇ ବେନି
BJD ଶାସନ କାଳର ଏମାନେ ଧରାପଡିଲେ ନାହିଁ? ଏବେ କେମିତି ଧରାପଡିଲେ । ଏମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ଯାନୁଷ୍ଠାନ ହେବା ଦରକାର ।
ସରକାର ଙ୍କୁ ଗୁହାରି ଏମାନଙ୍କୁ ଫାଶୀ ଦିଆଯାଉ
ପ୍ରଶାସନ ସବୁ ଜାଣିଥିଲା ଯଦି ଆଗରୁ କାର୍ଯ୍ୟାନୁଷ୍ଠାନ ନେଉନଥିଲା କାହିଁକି।ବାବି ଦାସ ର ଭୟରେ ।କୁଆଡେ ଗଲା ସେ ବାବି ଦାସ?କାଇଁ ତା ବିରୁଦ୍ଧରେ ଏବେ ଯାଏ କିଛି କର୍ଯୁନୁଷ୍ଠାନ ନିଆଯାଇନାହିଁ।
ଆଉ ବିଳମ୍ବ ନା କରି encounter ଗୋଟେ ହେଇଯାଉ।
ଏହି ସଳାମାନଙ୍କୁ ଗଢାଇ ଗଢାଇ ଏକାଉଣ୍ଟ୍ କରାଯାଉ
Good job odisha police or commissionrate police thank u sir
ଏମାନଂକୁ ଗଟେ ଗୋଟେ ହାତ କାଟିବା ତା ପରେ ଛାଡ଼ିବା 💯
ଏମାନଙ୍କୁ ଆଜିବନ କାରାଦଣ୍ଡ ଦେଇ ସେମାଙ୍କ ପରିବାରକୁ ସମାଜରୁ ବାସନ୍ଦ କରିଦେଲେ ଯାଇ ବୋଧହୁଏ ଚେତିବେ ।
ଏ ମାନଙ୍କର କିଛିବି କେହି କରିପାରିବେନି ଏମିତି କରି ଚାଲିଥିବେ
ପୋଲିସ ଏମାନଂକୁ ଯୋଗୀ ଭଳି ଏନକାଉଣ୍ଟର କାହିଁକି କରୁନି,,,,, ବରଂ ରଥଯାତ୍ରା ରେ ସିଧା ପ୍ରସାରଣ ରେ କହିଲା ଭଳି ତାଙ୍କର ବ୍ୟାଖ୍ୟା କରୁଛି.... ପ୍ରଥମେ ଏନକାଉଣ୍ଟର ପରେ ସିଧାପ୍ରସାରଣ...କାରଣ ଏମାନେ ଯୋଉ ମାନଂକୁ ହତ୍ୟା କରିଛନ୍ତି ସେ କାହାର ବାପା ହୋଇଥିବେ, କାହାର ପୁଅ ବି ହୋଇଥିବେ, କାହାର ସ୍ୱାମୀ ବି ହୋଇଥିବେ... ସେମାନେ ଯେତିକି କଷ୍ଟ ପାଇଛନ୍ତି ଏମାନଙ୍କ ପରିବାର ଏମାନଂକୁ ହରାଇ ସେତିକି କଷ୍ଟ ପାଇବା ଦରକାର
ଟୋଟାଲ ମାରିଦିଅ ଏଇ ଛୋଡ଼ି ମାନଙ୍କ ନେଇ ସବୁଠି ଅଳିଆ, ସମାଜ ପାଇଁ ବଡ଼ ବିପଦ ତା ମୁଣ୍ତ କୁ ଟାଣି ଚୁଟି ଉପାଡି ଦିଅ, ଏ ଛୋଡ଼ି ପୁଅ ମାନେ କେତେ କାହା ଘର ଭାଙ୍ଗିଥିବେ ତାହା କହିବା ଅସମ୍ଭବ, ମାରିଦିଅ ଏ ମାନଙ୍କୁ
ଏବେ ତାଙ୍କ ଘର ଉପରେ jcb ବୁଲଡୋଜର ଚଳଯାଉ।ତାହେଲେ ଲୋକଙ୍କ ମନରେ ଭୟ ଆସିବ ଏମିତିକା ଅପରାଧ କରିବା ପାଇଁ
Banda haba aau thare ସେମାନେ ଜେଲ୍ ରୁ ବାହାରିଲେ କଣ କରିବେ ସେମାନଙ୍କୁ ଏମିତି ସଜ୍ଜା ଦିଆଯାଉ କେବେ ହେଲେ କରିବାକୁ ସାହାସ କରିବେନି
ଏମାନଙ୍କ ଗୋଡ଼ ହାତ ଭାଙ୍ଗି ପଙ୍ଗୁ କରାଯାଉ
ଆରେଷ୍ଟ ତ ହେଇଗଲେ ହେଲେ କଣ ହେବ ଜେଲ୍ ଭିତରେ ତା ବସି ଆରାମରେ ଚିକେନ ଭାତ ଖାଇବେ ନା , କିଛି ଲାଭ ନାହିଁ ଭାଇ କିଛି କଷ୍ଟ ହେଲା ଭଳି ଦଣ୍ଡ ଦିଆ ହୁଅନ୍ତା ତାହାଲେ ଏମାନଙ୍କୁ ଦେଖି ଆଉ କେହି ଏମିତି କାମ କରିବା ଆଗରୁ 100 ଥର ଭାବନ୍ତେ । ଜୟ ଜଗନ୍ନାଥ
ସରକାର ଏବଂ ପୋଲିସ ପକ୍ଷରୁ ବୁଲଡୋଜର କାର୍ଯ୍ୟନୁଷ୍ଠାନ ଆରମ୍ଭ ହେବକି ?
Great odisa police
କେନ୍ଦ୍ରାପଡ଼ା କ୍ରିମିନାଲ ଏରିଆ
ଏହି ପରି ଚୋରକୁ ଇନ୍ କାଉଣ୍ଟର କରିବା କଥା କୀନ୍ତୁ ଓଡ଼ିଶା ପ୍ରଶାସନ ଦୃବଳ ଦେଖିବାକୁ ମିଳିବ କାର୍ଯ୍ୟ
Excellent initiative by Commiserate police and we are proud of you
Only encounterNo speach
💯💯✓
ଅନ୍ୟ ରାଷ୍ଟ୍ର ଭଳି 7ଦିନ ମଧ୍ୟରେ ବିଚାର କରି ଦଣ୍ଡିତ କରାଯାଉ।
ଏ ମାନଙ୍କୁ ପାକିସ୍ତାନ ସୀମାକୁ ପଠେଇ ଦିଅ।ସୀମା ରକ୍ଷା କରିବେ।
ହତ୍ୟା କାରୀ ଙ୍କୁ କଠୋର ଦଣ୍ଡ ଦେବାକୁ ଦେଶରେ କିଛି ଆଇନ ବ୍ୟବସ୍ଥା ନାହିଁ କି, ବଡ ଗଣତନ୍ତ୍ର ଦେଶ ବୋଲି ଡିଣ୍ଡିମ ପିଟୁଥିବା ସାଂସଦ ମାନେ ଲୋକସଭାରେ ଏହି ବିଷୟରେ ସ୍ବର ଉତ୍ତୋଳନ ଶୀଘ୍ର କରି ନୂଆ ଆଇନ ପ୍ରଣୟନ କରନ୍ତୁ .
ଏମାନଙ୍କୁ ଜେଲ୍ ରେ ନ ରଖି ସରକାର କଂର ପଇସା ଖରଚ ନକରି ସିଧା ଫାଇରିଗଂ କରିଦିଅ
ଯୋଗୀ ଶାସନ ଭଳି ହବନି ପୋଲିସ ୟୁପି ରୁ ସିକିକି ଆସୁ 😄 ଆହୁରି ଟ୍ରେନିଙ୍ଗ ଦରକାର 😄
Their family members must be enjoying from their LOOT money.Shame to their family
Thank you Odisha Bhaskar for your broad casting .please continue your sincere effort.Ganeswar Rout.
ସ୍କୁଲରେ ଦଣ୍ଡମୁକ୍ତ ଅଞ୍ଚଳ । ଥାନାରେ ମୋସରକାର ହେଇଛି ଦୁଇ ଦିନରେ ବାହାରିବେ l
ତଳକୁ କାହିଁକି ମୁହଁ କରିଛନ୍ତି ,ଉପରକୁ ଟିକେ ଦେଖ
ୟେ ଶଳା ମାନକୁ ଭାରତ ସୀମା ରେ ରଖି ଲେ ଭଲ କାମ କରିବେ ଲାଗୁଛି
ଭାଇ ସେମାନେ କେତେ ଭଲ.ତାଙ୍କ ମୁହଁ ଦେଖି ଜଣାପଡୁଛି ସେମାନେ କିଛି ଜାଣିନାହାନ୍ତି. ଦୟା କରି ଛାଡ଼ି ଦୀୟ ସେମାନଙ୍କୁ 😂😢😅😂😢
ଏମାନଙ୍କୁ ଫାସୀ ହେବା ଦରକାର
ମହନ ସରକାର ପାରିବ ନାହିଁ ଯୋଗୀ ଓ ମୋ ଦି ଆସନ୍ତୁ
ଏ କେନ୍ଦ୍ରାପଡ଼ା ଜିଲ୍ଲା ର ଲୋକ କେବେ ସୁଧୁରିବନି ଛି ଛି ବହୁତ ଗର୍ବ ତାଙ୍କର
Hats off to Odisha police 🙌
Odisha police we trust you.the best police in the country.
ଓଃ ! ମୁହଁ ଦେଖେଇବାକୁ ଲାଜ ଲାଗୁଚି ନାଇଁ । କର୍ମ କଢ଼ିଆ ଗୁଡ଼ାକ ପର ଟଙ୍କାରେ ଖାଲି ମଉଜ କରିବ ।
ଧନ୍ୟବାଦ,ଏପରି ଜିବାଣୁ ମାନଙୁ ପୁରା ଗୁଳି କରି ମାରିଦେବା ଦରକାର
ଧନ୍ୟବାଦ୍ ଓଡ଼ିଶା ପୋଲିସ୍।
ଧନ୍ୟବାଦ ଓଡ଼ିଶା ପୋଲିସ 👍
G@@BivekPattnaik
ଏ ମାନଙ୍କୁ ମହନ୍ ସରକାର ନୂହେ ୟଗି ସରକାର ଦରକାର,, ଜୟ୍ ଶ୍ରୀ ରାମ,,,
@@sankarhembram6150 thik. Jai. Shree. Ram.
100%
ଏମାନଙ୍କୁ ନନ୍ଦନକାନନ ରେ ବାଘ 🐅 ଆଗରେ ଦିଆ ଯାଉ ବହୁତ ଭଲ ହେବ।।
Right
Banda Kendrapara toka kou magia nai chodipariba
Right
Iix
Right 👍
ପୋଲିସ କମିଶନର ଙ୍କୁ ଯୋଡ ହସ୍ତରେ ନିବେଦନ ଏମାନଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ନିଅନ୍ତୁ
Thik
Bhai okila mane Kam paissa nei bell rr Ani dauchanti puni amane crime karuchanti samastanka naa re 20 20 ta cade achi
Odisha prashasan ro bolo nahin ethi yogi sarkar darkar ,yogi ka faisla on the sport
ନ୍ୟାୟିକ ବ୍ୟବସ୍ଥା କଡାକଡି ହେବା ନିହାତି ଜରୁରୀ।
ଜା ହଉ ଭାସ୍କର ନିୟୁଜୁ ଆଜି ଦେଖିଲି
ସଂଜୀବ ବାବୁ କମିଶନର ସାର୍ , ଏମାନଙ୍କ ନାଁ ରେ ଏମିତି ଚାର୍ଜ ସିଟ୍ ଲଗାଅ ଯେମିତି ସାଧାରଣ ଲୋକଙ୍କ ର ଆଉ ଅସୁବିଧା ନହୁଏ! ବେଲ୍ ନମିଳିବା ଦରକାର !
ଏହା ଦେଖି ବାପା ମା ଗର୍ବ ରେ ଛାତି କୁଣ୍ଢେ ମୋଟ ଓ ବନ୍ଧୁ ବାନ୍ଧବ ସମସ୍ତେ ଗର୍ବ ଅନୁଭବ କରୁଥିବେ ନିଶ୍ଚେ
👌
ଯୋଗୀ ଆଦିତ୍ୟ ନାଥ ମୁଖ୍ୟମନ୍ତ୍ରୀଙ୍କ ଭଳି ଏମାନଙ୍କ ଘରଦ୍ୱାର ପ୍ରଥମେ ଭଙ୍ଗା ଯାଉ।ଏହା ସହିତ ଆଉ କ'ଣ ସବୁ କରିଛନ୍ତି ଆପେ ଆପେ ମାନି ଯିବେ।
ଓଡିଶା ପୋଲିସ କୁ ଧନ୍ୟବାଦ ଜଣାଉଛି, ବଢିଆ ହୋଇଛି
ଏମାନଙ୍କୁ ଗୁଳି କରାଯାଉ
ଜୟ ହିନ୍ଦ ଓଡିଶା ପୋଲିସ
ଏମାନଂକୁ କଳାପାଣି ଜେଲେ ରେ ରଖା ଜାଉ
"ଏମାନଙ୍କୁ ଜେଲ ଗଲେ କିଛି ହେବନି -ଏନକାଉଣ୍ଟର ହବାର ଥିଲା ନଚେତ୍ ଆଜୀବନ କାରାଦଣ୍ଡ ଦି ଆଗଲେ ସମାଜର ବହୁତ ଉପକାର ହେବ ।ପୋଲିସ ଓ ମିଡିଆ ଙ୍କୁ ଧନ୍ୟବାଦ ।
Police commissioner ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
Greatpolice greatodisha
Bhaskar newes
ଓଡ଼ିଶା ସରକାରଙ୍କୁ ଅନୁରୋଧ ଏମାନଙ୍କୁ ଆଜିବନ ଜେଲ୍ ରେ ରଖା ଯାଉ ???
ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ ନହେଲେ ଏମାନେ ଆହୁରି କେତେ ଜଣଙ୍କୁ ମାରିବେ
ଏମାନେ ଜେଲରେ ରହିବେ ନା ,ଜାମିନ ରେ ଆସି ଗେହ୍ଲା ପୁଅ ହୋଇ ,ପୁଣି ତାଙ୍କ କାମ ଆରମ୍ଭ କରିବେ ।
Na bhai se juga gala bhajpa govt ea
100% karibe
Ae ta jibana 😂😂😂
👍👍👍👍
Now Bjp government on Odisha so all criminal master mind catching on spot..Most welcome to Odisha police team for all that
ଯୋଗୀ ଷ୍ଟାଈଲିରେ ଏନ୍କକାଉଣ୍ଟର କରାଯାଉ ।
ଏମାନଂକ ହାତ କାଟି ଦବା ଦରକାର ଯାହାଦ୍ୱାରା ସେମାନେ ଆଉ କ୍ରାଇମ୍ କରି ପାରିବେନି ,
Right bro ❤
Thik. Katha.
R8
Thik. Katha.
Goda dita aau hata dita kati dia jau
BJD ର ପୋଷା ଗୁଣ୍ଡା ଥିଲେ ଏମାନେ 😮 ଏଥିପାଇଁ ବିଜେଡି ସମୟରେ କେହି କରୁନଥିଲେ
Thik au
Right
Ghara ଲୋକଙ୍କ ପାଇଁ proud moment
ଗ୍ୟାଙ୍ଗ କୁ ଏମିତି ଦଣ୍ଡ ଦିଆଯାଉ ଯେପରି ଜୀବନରେ ଆଉ କେବେ ଏପରି ଅନ୍ୟାୟ କରିବେ ନାହିଁ। ସେ ଖୁଣ୍ଟିଆ କୁ ଜିଅନ୍ତା ପୋଡ଼ି ଦିଆଯାଉ। ସେଖ କୁ ଗୁଳି କର, ମୁଖିଆ ର ଦୁଇ ହାତ କୁ କାଟି ଦିଆଯାଉ।
Na kichhi kara na jau, kebala ଗୁଲ କଟାଯାଉ
Right
କଣ କହିଲ ମ ଭାଇ ପୁରା 100% right 👍
Mana. 100.parsent.right.kahaku.kahila.
ଅନକାଉଣ୍ଟ କରାଯାଉ
ଏ ମାନଙ୍କୁ ସୁଧା ଗୁଳି କରିଦିଅ
Thik. Katha.
ଧନ୍ୟବାଦ ଓଡିଶା ପୋଲିସ
ଏମାନଙ୍କର ଶରୀର ର ଅଙ୍ଗ ପ୍ରତ୍ୟଙ୍ଗ କାଡ଼ି ଦାନ କରାଯାଉ
କାହାକୁ ବେଲ ନ ମିଳୁ ଶଳାଙ୍କୁ ଛାଡିଲେ ପୁଣି ଆଉ କାହାକୁ ମାରିବେ,,,, ଏକାଥରେ ଏନକାଉଣ୍ଟର,,,, ପୁରା ଅଳିଆ ସଫା😂😂😂😂😅😅😅
Yogi Adityanath drkr , pura 👉
@@priyaranjansahoo8874ସେମାନେ କଣ ପାଇଁ ଖରାପ ବାଟକୁ ଗଲେ କହନି ନିଜେ ପୋଲିସ ତୁ ଶଳା ଭୁଲ କାମ କରୁଛୁ ବୋଲି ସାଧାରଣ ଲୋକ ଖରାପ ବାଟକୁ ଗଲେ
@@priyaranjansahoo8874😊
Film story କୁହନି ଆଉ ପେଳ କଟା ଯାଉ 👊🔥👊
@@priyaranjansahoo8874sir apana, sidha emanaku ram ram satya kari dioantu😂😂😂
ସବୁ ଅଲମ୍ପିଆଡ୍ , ସମସ୍ତଙ୍କୁ ଆଜୀବନ ଜେଲ ହେବା ଦରକାର !
କେନ୍ଦ୍ରାପଡ଼ା ଓଡ଼ିଶାର କ୍ରିମିନାଲ ଏରିଆ
Han right
Balasore eba no 1 ra
Na ganjam au bolangir thu vadhiki nuhe
Balangir❤️🔥
Bhai tike ta lajya kara tame crime re number 1 boli proud karucha ama pakhare alaga quality achi sethipain proud kara na ki crime rate besi boli
Salute odisha police and odisha government
ଫାଶୀ ଦେଇପାରିବେ ନା ଏମାନଙ୍କୁ କିଛି ଦିନ ପରେ ବେଲ୍ ମିଳିଯିବ???)
Thank you 😊 🙏 Kendrapara Police & Odisha police
ଶଳା ୟାଙ୍କ ପାଇଁ ଲୋକ safe ନୁହନ୍ତି ୟାଙ୍କୁ ଗୁଳି କରିଦିଅ ଶଳା
ବେଲରେ ଆସିଲେ ଦେଖେଇବୁତ ନା ସଳା ଲୁଚିବୁ
ଅପରାଧୀ ଥରେ ଅପରାଧ କଲା ପରେ ତା କାମ ବଢେଇ ଦେବା ହିଁ ଗଣତନ୍ତ୍ର। ପେଶାଦାର କଣ? ଡନ୍, ଦାଦା, ବଟି ଏ ସବୁ ସରକାରୀ ସୃଷ୍ଟି। ଯେଁଉ ମାନେ ମୁଣ୍ଡ ପୋତି ଛିଡ଼ା ହେଉଛନ୍ତି ସେମାନଙ୍କ ମନରେ ଲଜ୍ଜ୍ୟା ବୋଧ ହେଉଛି। କାହିଁକି ହେଉଛି ? ଏଥିରୁ ଜଣା ପଡେ ପୋଲିସ୍ ବି ସମାନ ପରିମାଣ ରେ ଦାୟୀ। ସୁଯୋଗ ସୃଷ୍ଟି କରି ଥିବା ପୂର୍ବ ନବୀନ ସରକାର ଦାୟୀ। ଗୋଟେ ସୁଯୋଗ ଦେବା କଥା। ଯୁବା ବୟସରେ ପଥଭ୍ରଷ୍ଟ ପାଇଁ ପୁରା ଜୀବନ ନଷ୍ଟ। ଖାଲି ଜେଲ୍ ରେ ପୁରେଇଲେ ହେବ ନାହିଁ। ଜୀବନ ପାଇଁ ଆଧ୍ୟାତ୍ମିକ ଶିକ୍ଷା ହିଁ ଜରୁରୀ ଅଟେ।
To bouku gehiki pila karideithibo re vaunigiha
ତମେ ଗୋଟେ ଭଦ୍ର ଠକ
ଏମାନଙ୍କୁ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ, ଆଜୀବନ କାରାଦଣ୍ଡ ଦିଆଯାଉ ଏତିକି ଓଡ଼ିଶାବାସୀଙ୍କ ଆଡୁ ନିବେଦନ କରୁଛି ...........
Shuld be punishment
ଏହି ବ୍ୟକ୍ତି ମାନଙ୍କୁ ଫାଶୀ ଦିଆଯାଉ
Kukura mananku fasi dia jau
Wow excellent job for special squad and we all are odisha citizens proud of them.
ଓଡ଼ିଶା ପୋଲିସ୍ ❤❤❤
ମୋହନ ସରକାର ଜିନ୍ଦାବାଦ
Brave Reporting
ଏ ନିରୀହ ଲୋକଙ୍କୁ କାହିଁ ହଇରାଣ କରୁଛନ୍ତି ସାର, ୟେ ଫିଲ୍ମ ପ୍ରଡକ୍ସନ ଭଳି କହି famous କରୁଛ ସିଧା ଉପରେ ଝୁଲେଇବା କୋଥା 🇮🇳 Jai Hind
ସବୁ ର ଅନ୍ତ ଅଛି
ଶେଷ ପରିଣାମ ବି ଅଛି
Brave reporter's of odisha Bhaskar...
No 1 Reporter Pakharu ହାତ ଦେଖେଇ ବହୁତ୍ ଭଲ Reporting କଲେ Thank you Sir ❤
ସିଧା ଫାଶୀ ଦିଅ ଆଜ୍ଞା।
ପୋଲିସ୍ ଯୋଉଭଳି ଆରେଷ୍ଟ କରିଛି ଠିକ୍ ଦୁଇମାସ ଭିତରେ ଆପଣ ମାନେ ଦେଖିବେ ପୋଲିସ୍ ନିଜ ଘରର ଦାମାଦ ଭଳି ପୁଣି ଛାଡ଼ିବ....... ପୋଲିସ୍ କୁ ବହୁତ ଦିନ ଧରି କିଛି କେଶ୍ ମିଳିଲା ନାହିଁ ତେଣୁ ଏଇ ମାନକୁ ଧରି ଆଣି କ୍ୟାମେରା ଆଗରେ ଠିଆ କରିଦେଲେ ଆଉ ଓଡିଶା ଲୋକଙ୍କୁ ଜଣାଇଲେ ଯେ ଆମେ କେତେ ସଜାଗ ।
ପୋଲିସ୍ ହଉଛନ୍ତି ଏଠି Contractor ଆଉ ଏଇ ଯୋଉ ଆରେଷ୍ଟ୍ ହେଇଛନ୍ତି ସେମାନେ ଠିକାଦାର !
ଚାଲେଞ୍ଜ ଦୁଇମାସ ଭିତରେ ଛାଡିବେ।
ଆରେ ତାଙ୍କୁ ଧରିଲ କାହିଁ କି?
ଗୁଳି ମାରିଦିଅ plss ନହେଲେ ପୁଣି ବାହାରି ଆସିବେ 🙏🙏🙏
ଏମାନଙ୍କୁ ସାର ଜିବନ ପାଇଁ ଜେଲ୍ ରେ ରଖା ଜାଉ
100% ଏମାନେ ବିଜେଡ଼ିର ଶିଶୁପାଳ ଗୁଣ୍ଡା । ପାଣ୍ଡିଆ ସନ୍ୟାସୀ ହୋଇଗଲା ପରେ ଏଣେ ତେଣେ ବୁଲୁଛନ୍ତି 🤣🤣🤣🤣🤣🤣🤣
Kendrapara king
Thanks you odisha police
Bhaskar live ku salut
ଏମାନଙ୍କୁ.ଆଜିବନ.କାରାଦଣ୍ଡ.ବା.ଇନକାଉଟର.କରନ୍ତୁ.ଧନ୍ୟବାଦ.ଓଡିଶାପୋଲିସ
ବିଚ୍ ରାସ୍ତାରେ ଦୌଡେଇ ଦୌଡି ଏନ୍କାଉଣ୍ଟର କର ଯାଉ
ଆରେ କେନ୍ଦ୍ରାପଡ଼ା ର ଅଣ୍ଡାବଚା ସମସ୍ତେ ଅପରାଧୀ, ହାରାମଜାଦା। ଦି ଚାରିଟା ଗିରଫ ହେଲେ, ଭଲକଥା। କିନ୍ତୁ ସର୍ବସାଧାରଣ ଚେଷ୍ଟା କରନ୍ତୁ ଯେପରି ସେ ଜିଲ୍ଲାରେ ପାଦ ନପଡୁ ବା ବନ୍ଧୁ ନ ବାନ୍ଧନ୍ତୁ। ସେଠି ସବୁ ଚୋର, ଅସଭ୍ୟ, ବିଶ୍ବାସଘାତକ।
Bhul bhai ame ta normal loka.
ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କ ଭଳିଆ ସିଧା ଠୋକି ଦିଅନ୍ତୁ
ସେମାଙ୍କୁ ସମସ୍ତଙ୍କୁ ଆଜୀବନ କାରବାସ ଦଣ୍ଡ ମିଳୁ
ଯିଏ ଯାହା comments ଦଉଚ ଦେଖିକି ନହେଲେ ମରିବ ସବୁ କାରଣ ଏମାନଙ୍କୁ ଯାମିନି ମିଳି ଯିବ ସହଜରେ ତ ପରେ ତମେ ହିଁ ନିଜ ଜୀବନ କୁ problem ରେ ପକାଉଛ
ମତେ ଯାହା ଲାଗୁଚି ମହନ ଆଜ୍ଞା ଏମାନଂକୁ ଛାଡି ଦେବେ
ଜେଲ୍ ଗଲେ ଦେଖିଲୁ କିନ୍ତୁ ମାସ କରେ ବେଲ ହେବେ ସେତେ ବେଳେ ଦେଖେ ଇ ବେନି
BJD ଶାସନ କାଳର ଏମାନେ ଧରାପଡିଲେ ନାହିଁ? ଏବେ କେମିତି ଧରାପଡିଲେ । ଏମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ଯାନୁଷ୍ଠାନ ହେବା ଦରକାର ।
ସରକାର ଙ୍କୁ ଗୁହାରି ଏମାନଙ୍କୁ ଫାଶୀ ଦିଆଯାଉ
ପ୍ରଶାସନ ସବୁ ଜାଣିଥିଲା ଯଦି ଆଗରୁ କାର୍ଯ୍ୟାନୁଷ୍ଠାନ ନେଉନଥିଲା କାହିଁକି।ବାବି ଦାସ ର ଭୟରେ ।କୁଆଡେ ଗଲା ସେ ବାବି ଦାସ?କାଇଁ ତା ବିରୁଦ୍ଧରେ ଏବେ ଯାଏ କିଛି କର୍ଯୁନୁଷ୍ଠାନ ନିଆଯାଇନାହିଁ।
ଆଉ ବିଳମ୍ବ ନା କରି encounter ଗୋଟେ ହେଇଯାଉ।
ଏହି ସଳାମାନଙ୍କୁ ଗଢାଇ ଗଢାଇ ଏକାଉଣ୍ଟ୍ କରାଯାଉ
Good job odisha police or commissionrate police thank u sir
ଏମାନଂକୁ ଗଟେ ଗୋଟେ ହାତ କାଟିବା ତା ପରେ ଛାଡ଼ିବା 💯
ଏମାନଙ୍କୁ ଆଜିବନ କାରାଦଣ୍ଡ ଦେଇ ସେମାଙ୍କ ପରିବାରକୁ ସମାଜରୁ ବାସନ୍ଦ କରିଦେଲେ ଯାଇ ବୋଧହୁଏ ଚେତିବେ ।
ଏ ମାନଙ୍କର କିଛିବି କେହି କରିପାରିବେନି ଏମିତି କରି ଚାଲିଥିବେ
ପୋଲିସ ଏମାନଂକୁ ଯୋଗୀ ଭଳି ଏନକାଉଣ୍ଟର କାହିଁକି କରୁନି,,,,, ବରଂ ରଥଯାତ୍ରା ରେ ସିଧା ପ୍ରସାରଣ ରେ କହିଲା ଭଳି ତାଙ୍କର ବ୍ୟାଖ୍ୟା କରୁଛି.... ପ୍ରଥମେ ଏନକାଉଣ୍ଟର ପରେ ସିଧାପ୍ରସାରଣ...
କାରଣ ଏମାନେ ଯୋଉ ମାନଂକୁ ହତ୍ୟା କରିଛନ୍ତି ସେ କାହାର ବାପା ହୋଇଥିବେ, କାହାର ପୁଅ ବି ହୋଇଥିବେ, କାହାର ସ୍ୱାମୀ ବି ହୋଇଥିବେ... ସେମାନେ ଯେତିକି କଷ୍ଟ ପାଇଛନ୍ତି ଏମାନଙ୍କ ପରିବାର ଏମାନଂକୁ ହରାଇ ସେତିକି କଷ୍ଟ ପାଇବା ଦରକାର
ଟୋଟାଲ ମାରିଦିଅ ଏଇ ଛୋଡ଼ି ମାନଙ୍କ ନେଇ ସବୁଠି ଅଳିଆ, ସମାଜ ପାଇଁ ବଡ଼ ବିପଦ ତା ମୁଣ୍ତ କୁ ଟାଣି ଚୁଟି ଉପାଡି ଦିଅ, ଏ ଛୋଡ଼ି ପୁଅ ମାନେ କେତେ କାହା ଘର ଭାଙ୍ଗିଥିବେ ତାହା କହିବା ଅସମ୍ଭବ, ମାରିଦିଅ ଏ ମାନଙ୍କୁ
ଏବେ ତାଙ୍କ ଘର ଉପରେ jcb ବୁଲଡୋଜର ଚଳଯାଉ।ତାହେଲେ ଲୋକଙ୍କ ମନରେ ଭୟ ଆସିବ ଏମିତିକା ଅପରାଧ କରିବା ପାଇଁ
Banda haba aau thare ସେମାନେ ଜେଲ୍ ରୁ ବାହାରିଲେ କଣ କରିବେ ସେମାନଙ୍କୁ ଏମିତି ସଜ୍ଜା ଦିଆଯାଉ କେବେ ହେଲେ କରିବାକୁ ସାହାସ କରିବେନି
ଏମାନଙ୍କ ଗୋଡ଼ ହାତ ଭାଙ୍ଗି ପଙ୍ଗୁ କରାଯାଉ
ଆରେଷ୍ଟ ତ ହେଇଗଲେ ହେଲେ କଣ ହେବ ଜେଲ୍ ଭିତରେ ତା ବସି ଆରାମରେ ଚିକେନ ଭାତ ଖାଇବେ ନା , କିଛି ଲାଭ ନାହିଁ ଭାଇ କିଛି କଷ୍ଟ ହେଲା ଭଳି ଦଣ୍ଡ ଦିଆ ହୁଅନ୍ତା ତାହାଲେ ଏମାନଙ୍କୁ ଦେଖି ଆଉ କେହି ଏମିତି କାମ କରିବା ଆଗରୁ 100 ଥର ଭାବନ୍ତେ । ଜୟ ଜଗନ୍ନାଥ
ସରକାର ଏବଂ ପୋଲିସ ପକ୍ଷରୁ ବୁଲଡୋଜର କାର୍ଯ୍ୟନୁଷ୍ଠାନ ଆରମ୍ଭ ହେବକି ?
Great odisa police
କେନ୍ଦ୍ରାପଡ଼ା କ୍ରିମିନାଲ ଏରିଆ
ଏହି ପରି ଚୋରକୁ ଇନ୍ କାଉଣ୍ଟର କରିବା କଥା କୀନ୍ତୁ ଓଡ଼ିଶା ପ୍ରଶାସନ ଦୃବଳ ଦେଖିବାକୁ ମିଳିବ କାର୍ଯ୍ୟ
Excellent initiative by Commiserate police and we are proud of you
Only encounter
No speach
💯💯✓
Right 👍
ଅନ୍ୟ ରାଷ୍ଟ୍ର ଭଳି 7ଦିନ ମଧ୍ୟରେ ବିଚାର କରି ଦଣ୍ଡିତ କରାଯାଉ।
ଏ ମାନଙ୍କୁ ପାକିସ୍ତାନ ସୀମାକୁ ପଠେଇ ଦିଅ।ସୀମା ରକ୍ଷା କରିବେ।
ହତ୍ୟା କାରୀ ଙ୍କୁ କଠୋର ଦଣ୍ଡ ଦେବାକୁ ଦେଶରେ କିଛି ଆଇନ ବ୍ୟବସ୍ଥା ନାହିଁ କି, ବଡ ଗଣତନ୍ତ୍ର ଦେଶ ବୋଲି ଡିଣ୍ଡିମ ପିଟୁଥିବା ସାଂସଦ ମାନେ ଲୋକସଭାରେ ଏହି ବିଷୟରେ ସ୍ବର ଉତ୍ତୋଳନ ଶୀଘ୍ର କରି ନୂଆ ଆଇନ ପ୍ରଣୟନ କରନ୍ତୁ .
ଏମାନଙ୍କୁ ଜେଲ୍ ରେ ନ ରଖି ସରକାର କଂର ପଇସା ଖରଚ ନକରି ସିଧା ଫାଇରିଗଂ କରିଦିଅ
ଯୋଗୀ ଶାସନ ଭଳି ହବନି ପୋଲିସ ୟୁପି ରୁ ସିକିକି ଆସୁ 😄 ଆହୁରି ଟ୍ରେନିଙ୍ଗ ଦରକାର 😄
Their family members must be enjoying from their LOOT money.
Shame to their family
Thank you Odisha Bhaskar for your broad casting .please continue your sincere effort.
Ganeswar Rout.