ଧରାପଡିଲା ରତ୍ନ ଭଣ୍ଡାର ଚୋର || ଧରାପଡିଲା ଅସଲି ଚୋର

แชร์
ฝัง
  • เผยแพร่เมื่อ 4 ก.ย. 2024
  • DURABARTTA NEWS | ODISHA NEWS | ODIA NEWS
    ଧରାପଡିଲା ଅସଲି ଚୋର || ଧରାପଡିଲା ଅସଲି ଚୋର #durabarttanews #bapubhai #odianews #politicalnews #politics #ajiranews #ajirakhabar #todaynews
    #DURABARTTANEWS is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
    Please Subscribe our Channel and press the bell icon to get notification about our new updates.
    🔶WhatApp Channel :
    whatsapp.com/c...
    🔶Facebook : / durabarttanews
    🔶TH-cam : / @durabarttanews
    ◾◾◾◾◾◾◾◾◾◾◾◾◾◾◾◾◾◾◾◾
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair.
    © Durabartta Digital Live
    #OdishaNews #OdiaNews #LatestNews

ความคิดเห็น • 54

  • @mohantysaroja11
    @mohantysaroja11 หลายเดือนก่อน +18

    ଏ କାହାଣୀ, ବାହାର ରତ୍ନ ଭଣ୍ଡାର ଖୋଲିଲେ ଯାଇ ଭିତର ରତ୍ନ ଭଣ୍ଡାର ରେ କିଏ ଚୋରି କରିବ, ବାହାର ରତ୍ନ ଭଣ୍ଡାର ର 3ଟି ତାଲା ପଡିଛି, ଏ ଚାବି ଗଜପତି, ଭଣ୍ଡାର ମେକପ ଓ ପ୍ରଶାସନ ପାଖରେ l 3ଜଣ ଏକାଠି ହେଲେ ଯାଇ ବାହାର ଭଣ୍ଡାର ଖୋଲିବ l ତା ପରେ ଭିତର ଭଣ୍ଡାର କୁ ଯିବ, ଭିତର ଭଣ୍ଡାର କୁ ଯିବା ପାଇଁ ଅନ୍ୟ ବାଟ କିଛି ନାହିଁ l ତାହେଲେ ଚୋରି କେମିତି ହୋଇ ପାରିବ l ଅନ୍ୟ ବ୍ୟକ୍ତି କେମିତି ଯିବେ l ଏ ସବୁ ଗୋଟେ ମନ ଗଢ଼ା କାହାଣୀ l ଯେମିତି ସୁଡ଼ଙ୍ଗ ଅଛି, ସାପ ଅଛି, ବଡ ବଡ ବିଛା, ଏ ସବୁ ମିଡ଼ିଆ ର trp ପାଇଁ ଏ କାହାଣୀ, କିଛି ସେବାୟତ ବି କି ମିଛ କହୁଛନ୍ତି ଆଶ୍ଚର୍ଯ୍ୟ l ପ୍ରଭୁ ଜଗନ୍ନାଥ ହିଁ ଭରସା, ସତ ଓଡିଶା ବାସୀ ଜାଣିବା ଦରକାର l

  • @prafullakumarsahoo7709
    @prafullakumarsahoo7709 หลายเดือนก่อน

    Right

  • @manashkumarmallik3736
    @manashkumarmallik3736 หลายเดือนก่อน

    Jay jagannath 💩🙏❤️😃👍💯

  • @sudarshansamantaray3118
    @sudarshansamantaray3118 หลายเดือนก่อน +8

    ଓଡିଶା ଲୋକମାନେ ଭକୁଆ ବୋଲି ଆପଣ କେତେଜଣ ଭାବୁଛନ୍ତି.

    • @AsitKumarSa
      @AsitKumarSa หลายเดือนก่อน

      100% ebe 5yr re 20yr pachhaku jibe

  • @GaneswarpradhanGpradhan-zf5gn
    @GaneswarpradhanGpradhan-zf5gn หลายเดือนก่อน

    ଖୋଜା ହେବା ପୂର୍ବରୁ ଖୋଲା ହେଲା କିମିତି ଏବେ ଚୋର କିଏ

  • @swapnilraja1409
    @swapnilraja1409 หลายเดือนก่อน +10

    ଫାଲତୁ ଗପ ଥିଲା, ଚାବି ନେଇକି ସେ କରିବେ କଣ

    • @BrijLal-e6l
      @BrijLal-e6l หลายเดือนก่อน

      Chup koro

  • @pravasinimall8488
    @pravasinimall8488 หลายเดือนก่อน +2

    ଆପଣଙ୍କ କଥା ପୁରା ଠିକ୍ ଆପଣଙ୍କ କଥା ମାନିଲେ ସିନା ହେବ।

  • @santalientertainment903
    @santalientertainment903 หลายเดือนก่อน +2

    ସୁନା ବଦଳରେ ପିତ୍ତଳ ସବୁ ଆଖି ଛାଏଁ ହେଇଯିବ।

  • @sudhakarpatro9915
    @sudhakarpatro9915 หลายเดือนก่อน

    ରତ୍ନ ଭଣ୍ଡାର ର ଚାବି ବିଷୟରେ ପ୍ରଥମେ ତଦନ୍ତ ହେବା ଦରକାର ଯେ ସରକାରୀ ଟ୍ରେଜେରୀ ଭିତରୁ ଜଉ ମୁଦ ଦିଆ ଚାବି କାଠି ଥିବା ଲଫାପା କାହା ସମୟରେ ହଜିଲା ? ତାଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ? ପୁଣି ନୂଆ ଲଫାପା ରେ ଚାବି କିଏସେ ରଖିଥିଲେ ? କେଉଁ କର୍ମଚାରୀ ସେହି ଲଫାପା ରେକର୍ଡ ରୁମରୁ ପାଇଲେ କେମିତି ?
    ଆଜି ଯାଏଁ ସେ ବିଷୟରେ କି କି ପଦକ୍ଷେପ ନେଇଛନ୍ତି ? ଖୋଳତାଡ଼ କଲେ ଅନେକ ଗୁମର ଖୋଲିବ ଏବଂ ସମ୍ପୂର୍ଣ୍ଣ ତଥ୍ୟ ଲୋକଲୋଚନାକୁ ଆସିପାରିବ ।

  • @bijayapppradhan4563
    @bijayapppradhan4563 หลายเดือนก่อน +3

    ପାଣି ଗଳିବା ସତ। ମରାମତି କରି ଯତ୍ନ ର ସହିତ ରହିବା ଦରକାର। ଅବଜର୍ଣ୍ଣ। ରହିଲେ ସାପ ଭୟ ରହିବ। ସବୁବେଳେ ସବୁସମୟରେ ଖୋଲି ଜଗନ୍ନାଥ ଙ୍କ କାମ ରେ ଲଗା ଯାଉ।

  • @santoshpadhykumar9418
    @santoshpadhykumar9418 หลายเดือนก่อน +8

    ବିଜେପି ଜନସାଧାରଣ ଙ୍କୁ ମିଛ କଥା କହି ସରକାର କୁ ଆସିଲା ଓଡ଼ିଶା ବାସି ବୁଝିସାରିଲେଣି

  • @mohantysaroja11
    @mohantysaroja11 หลายเดือนก่อน +2

    ଯେବେ ପୂର୍ବରୁ ଖୋଲା ଯାଇ ଥିଲା ସେବେ ଠାରୁ ଚାବି କୋଉଠି ଅଛି ତାର ରେକର୍ଡ ଦେଖିବା ଦରକାର l ଯଦି ରେକର୍ଡ ରେ ନାହିଁ ତାହେଲେ ଏଥି ପାଇଁ ଦାଈ କିଏ l

  • @rudrapratapnayak-tq5sy
    @rudrapratapnayak-tq5sy หลายเดือนก่อน

    Ei Bhai pakharechabi achhi kahin pain Paisa paduni

  • @satyabanmeher1462
    @satyabanmeher1462 หลายเดือนก่อน

    କହି ଜାନୁ ନାହିଁ

  • @pramodjena2534
    @pramodjena2534 หลายเดือนก่อน

    Right,public should know everything.

  • @Mishkasgarden
    @Mishkasgarden หลายเดือนก่อน

    Modi khojile paile kaha pakharu janichhanti? AMIT SAHA PAKHARU

  • @basudevdas548
    @basudevdas548 หลายเดือนก่อน

    Tutamohagalua..totekhali.....tuparkutare.cm.habadarkar..to...aauaagakukichimukahiparuni..

  • @SaniyaGaming-nu9yn
    @SaniyaGaming-nu9yn หลายเดือนก่อน +12

    ଭାଇ ଧନ୍ୟବାଦ ବିଜେପିକୁ ପଚାର ଖାଲି ମିଛ ଓଡିଶା ଵାସିଜାଣନ୍ତୁ

  • @BishnuDas-up5so
    @BishnuDas-up5so หลายเดือนก่อน +1

    ଚୋରି କରିବ ବିଜେପି କହିବ bjd ଚୋରି କରିଛି

    • @AsitKumarSa
      @AsitKumarSa หลายเดือนก่อน

      Eeita ta suheibo loka nku😅😅😅

    • @bipinchandrapatel8420
      @bipinchandrapatel8420 หลายเดือนก่อน

      BJD chora.

    • @AsitKumarSa
      @AsitKumarSa หลายเดือนก่อน

      @@bipinchandrapatel8420 🤣🤣🤣😂😂 ghare Pasithila naa kan

  • @balakrishnanayak1818
    @balakrishnanayak1818 หลายเดือนก่อน

    tumein kiea.sabu vanda kar.jagannathratnabhandar chbi ratnabhadar chavi ratnabhadar tat salagna jete mandira sevakari.samastey dai.mandira lokanku thik kara.nachet sab sevakari lokanku baharkari nualoka appoint kara.

  • @jayaprakashdash6918
    @jayaprakashdash6918 หลายเดือนก่อน

    ଚାବି ନେଇଥିଲେ କିନ୍ତୁ,ବାହାର ଭଙ୍ଗାହେବା ସମୟରେ ଏମାର ମଠ ତଳେ ବହୁ ଅଳଙ୍କାର ମିଳିଲାରୁ ଆଉ ଭିତରକୁ ଗଲେ ନାହିଁ।

  • @user-yc5mz7ri6n
    @user-yc5mz7ri6n หลายเดือนก่อน

    ପାଣ୍ଡୁ ନେଇ ପଳେଇଲା

  • @alokakumarsahu7949
    @alokakumarsahu7949 หลายเดือนก่อน

    Aita kede murkha tare ratna jadinahin tahahele chabi memiti Au kia hajaichi (ea ta pura v.k.p ra bhai

  • @debendrabagh6371
    @debendrabagh6371 หลายเดือนก่อน

    ତୁ ଆଗେ କହ ଯେ ଚାବି ନ ପାଇବା ବା ଆଗରୁ କେମିତି ରତ୍ନଭଣ୍ଡାର ଖୋଲା ହେଲା ତା କାରଣ ତୁ ଜାଣିଚୁ BJP ଗୁଟେ ଚେlର ସେ ଆଗେ ଚେlରି କରିବ ବୁଝିଲୁ ଆଉ ତୁ ଯାହା କହୁଚୁ ତାହା ବେକାର

  • @ramachandra8999
    @ramachandra8999 หลายเดือนก่อน

    Satata padaku asib tadanta valabhabe karajayu tks lordzrmji

  • @kaminikantasahu3865
    @kaminikantasahu3865 หลายเดือนก่อน

    ଚାବି ହଜିବା ,ପୁରୁଣା ଚାବିରେ ତାଲା ନ ଖୋଲିବା ଓ ତାଲା ଭାଙ୍ଗିବା ଏ ସବୁକୁ ନେଇ ସନ୍ଦେହ ଲାଗୁଛି।କାରଣ ଯେଉଁ ନୂଆ ତାଲାର ବ୍ୟବହାର କରାଯାଇଛି ତାହାର ଡୁପ୍ଲିକେଟ ଚାବି ତିଆରି କରିବା ଅସମ୍ଭବ ନୁହେଁ।

  • @Mahendrakumar-de8qq
    @Mahendrakumar-de8qq หลายเดือนก่อน

    Chabi jadi chori heirhila Tara tadanta nakri chabi bhanga hela kahinki

  • @puspanjalipradhan3336
    @puspanjalipradhan3336 หลายเดือนก่อน

    Satya ra Jay heu Jay Jagannath

  • @basudevdas548
    @basudevdas548 หลายเดือนก่อน

    Abeyukametpadhucuna

  • @BishlBehera
    @BishlBehera หลายเดือนก่อน

    Kuhantu

  • @dineshrath2500
    @dineshrath2500 หลายเดือนก่อน +2

    1978 ru chabi bisayare kichi lekha nahin

    • @user-re4eq6mi1y
      @user-re4eq6mi1y หลายเดือนก่อน

      Very good stape.mohan jee❤❤❤❤❤❤❤❤❤❤❤❤

  • @sadashivjena-sh5pl
    @sadashivjena-sh5pl หลายเดือนก่อน

    Nice bhai

  • @pramodbehera607
    @pramodbehera607 หลายเดือนก่อน

    ଶୁଖିଲା କଥା ଗୁଡିକ କାହିଁକି ଗପୁଚୁ

  • @bababanagadi1133
    @bababanagadi1133 หลายเดือนก่อน

    bhai ଆମେ ତୁମ ସାଙ୍ଗରେ ଅଛୁ

  • @aniketmishra5600
    @aniketmishra5600 หลายเดือนก่อน

    ତତେ ବିନାଶ କାଳେ ବିପରୀତ ବୁଦ୍ଧି ଦିଶିଲାଣି
    ତୁ ମରୁନୁ
    ରତ୍ନ ଭଣ୍ଡାର ର କ'ଣ ଅଛି ପୁରୀ ରାଜା ଓ ସେବାୟତ ମାନଙ୍କ ବ୍ୟତୀତ କାହାର ଜାଣି ବା ର ଦର କାର ଔର ନାହିଁ ।

  • @Mahendrakumar-de8qq
    @Mahendrakumar-de8qq หลายเดือนก่อน

    Kedarnath pari ratana bhandar avasta heba

  • @Mohantakld
    @Mohantakld หลายเดือนก่อน

    Main Choro Modi, 228Kg gold Kedarnath pare, Ratnabhandar loot sunischit....

  • @Mahendrakumar-de8qq
    @Mahendrakumar-de8qq หลายเดือนก่อน

    Ethire kichhi ken rahichi

  • @swornalata6677
    @swornalata6677 หลายเดือนก่อน +1

    Pandian sirnku michare dosharop karagala yara jabab bjd nikatare deba bji dala khali micha pralobhana dekhai sarala odisha basinku thaku chanti

  • @1998-z9y
    @1998-z9y หลายเดือนก่อน

    Ago chabi thika kouthi

  • @user-ze1ni1ud1q
    @user-ze1ni1ud1q หลายเดือนก่อน

    Bhai 24 eyes bjd sarakar kholine tahele kholila kiy chori hela kemiti egura lokanku bhua bulau chanty

  • @ranjansamal4782
    @ranjansamal4782 หลายเดือนก่อน

    Are bhai tume se kamiti ra mukhya hoejao sabu jani pariba

  • @aniltarai9892
    @aniltarai9892 หลายเดือนก่อน +1

    Sabu jaka chora bjp re aau sabu kukura bjp re

  • @BishnuDas-up5so
    @BishnuDas-up5so หลายเดือนก่อน +1

    ଚୋରି କରିବ ବିଜେପି କହିବ bjd ଚୋରି କରିଛି

  • @laxmikantapattanayak822
    @laxmikantapattanayak822 หลายเดือนก่อน

    Right