Ama gaan maipe katha || Chandan biswal || Odia comedy ||

แชร์
ฝัง
  • เผยแพร่เมื่อ 30 ก.ย. 2024
  • 🎬video team
    written & created by : chandan biswal
    Edited by : chandan biswal
    camera : m pintu
    Dop : pratik das
    thumbnail : Nayak studio
    Starring ⬇
    chandan biswal
    smrutiranjan
    gopal
    kalia das
    raka
    rani
    pakun
    subhashree
    pupul
    ambika
    pinki
    thank you & Love you all ❤❤
    #AmaGaanMaipeKatha
    #chandanbiswal
    #chandanBiswalNewComedy

ความคิดเห็น • 7K

  • @chandanbiswal
    @chandanbiswal  3 ปีที่แล้ว +2591

    Share and cmnt ur fav part ❤️

    • @manaspatra4826
      @manaspatra4826 3 ปีที่แล้ว +120

      😄😄😄 nice bhai

    • @krishnakumarisahoo7634
      @krishnakumarisahoo7634 3 ปีที่แล้ว +82

      Love u bhaii ♥️♥️♥️♥️ from core of heart😃😃😃😇😇😇

    • @tapangtoka5653
      @tapangtoka5653 3 ปีที่แล้ว +65

      4 thara dekhi sarilani bhai
      Jete thara dekhile b hasa rahuni 😂😂
      🙏🙏🙏🙏🙏🙏🙏🙏🙏🙏
      Love u bhai .... Emiti hasauthao..

    • @s.mmohanty3801
      @s.mmohanty3801 3 ปีที่แล้ว +19

      Wow chandan nice video. Keep it up. God bless u 🥰

    • @Narayanicommunication
      @Narayanicommunication 3 ปีที่แล้ว +25

      chandan vai kete dukhare thile b hasei daucha waaa
      love u brother

  • @Mr.Vas4455
    @Mr.Vas4455 4 หลายเดือนก่อน +252

    କଉ ମାନେ 2024 ରେ ଦେଖୁଛନ୍ତି।।😅😅

  • @Somanath123
    @Somanath123 3 ปีที่แล้ว +296

    ଚନ୍ଦନ ଭାଇ ଟିକେ ଲେଟ ଲାଗୁ ସିନା ଏମିତି ମନକୁ ଛୁଇଁଲା ଭଳି ଭିଡ଼ିଓ ବନା ଅ

    • @avayamohapatra6731
      @avayamohapatra6731 3 ปีที่แล้ว +2

      ₹1000

    • @chinmayamusic1988
      @chinmayamusic1988 3 ปีที่แล้ว +2

      ଏହି ଭିଡ଼ିଓ କୁ ଥରେ ଦେଖନ୍ତୁ ଆପଣ ନହସି ରହିପାରିବେ ନି 😂😂😂😂
      th-cam.com/users/shortscznlan50j_8

    • @adymuskan8048
      @adymuskan8048 3 ปีที่แล้ว +1

      @R K CRÈÁTÌØÑ🎶🎵 *-fgh

  • @staywithSagun
    @staywithSagun 3 ปีที่แล้ว +62

    ଭାଇ , ମୋ ପୁଅ କୁ 4 ବର୍ଷ ।ସେ ଆପଣ ଙ୍କ ର ସବୁ ଭିଡିଓ ଦେଖୁଛି,ଆଉ ହସି ହସି ଗଡି ଯାଉଛି । ରଜ ର ରାଣୀ 50 ରୁ ଅଧିକ ଥର ସେ ଦେଖି ସାରିଲାଣି ।

  • @UnplannedGuyVlogs
    @UnplannedGuyVlogs 4 หลายเดือนก่อน +9

    କୋଉ ମାନଙ୍କୁ ଲାଗୁଛି ଏଟା ଓଡ଼ିଶା ର ସବୁ ଠାରୁ best କମେଡି ଭିଡ଼ିଓ like କର
    #shivaprasadsamalvlogs

  • @jyotidalei8394
    @jyotidalei8394 3 ปีที่แล้ว +231

    :ମୁଁ କଣ ଘଇତା କରି କି ଆଣିବି ଦେବି ନା କଣ, 🤣🤣🤣
    : ହଉ କରୁଚ ଯଦି ଭଲକି କର ,ଏକା ଥରକେ 2ମାସ ର କିସ୍ତି
    ଦେଇ ଦବ ।.....🤣🤣🤣

  • @hathatorchestra6311
    @hathatorchestra6311 3 ปีที่แล้ว +203

    ୧୫ ଦିନ ହେଲାଣି ଲିପଷ୍ଟିକ୍ ନାହିଁ ସିନ୍ଦୂର ଗୋଳିକି ଲଗାଉଚି,,ଆମ ଜଗତସିଂହପୁର ଜିନ୍ଦାବାଦ ଚନ୍ଦନ ଭାଇ

  • @bindasbandhu3111
    @bindasbandhu3111 3 ปีที่แล้ว +67

    ଅଶ୍ରିଳ କଥା ନ କହି ବି କମେଡି କରିହବ........
    ବର୍ତମାନ ର କଥା କଥିତ କମେଡିଆନ ମାନେ ତୁମଠୁ ଶିଖିବା ଦରକାର 🙏

    • @prakashbhol9519
      @prakashbhol9519 3 ปีที่แล้ว +2

      Right

    • @rakeshbhol674
      @rakeshbhol674 3 ปีที่แล้ว +2

      @@prakashbhol9519 chief v n jxkm🏗🏘⏮🔂🇦🇱🍓

  • @tarunraj2721
    @tarunraj2721 2 ปีที่แล้ว +53

    ଓଡ଼ିଶାର TH-camr ମାନଙ୍କ video 1କୋଟି view ଆସୁଛି ଏହା ଆମର ଗର୍ବ ଆମେ ବି ହିନ୍ଦୀ youtuberମାନଙ୍କୁ ଟକ୍କର ଦେଇପାରିବା👏👏👏👏

  • @starsuso8662
    @starsuso8662 3 ปีที่แล้ว +112

    ଆମ ଚନ୍ଦନ ଭାଇ ଆଉ ମଙ୍ଗୁଳି ଭାଈ ପାଇଁ ଗୋଟେ ଲାଇକ ହଉ🥰🥰

  • @somethingasumari012
    @somethingasumari012 3 ปีที่แล้ว +212

    ଚନ୍ଦନ ଭାଇ କୁଆଡେ ହଜିଯାଇ ଥିଲେ ମୁଁ ବହୁତ ମନେ ପକାଉ ଥିଲି 😔😔

    • @Viral_shorts588
      @Viral_shorts588 3 ปีที่แล้ว

      th-cam.com/video/B7ttC8YDdvg/w-d-xo.html

    • @advsarojini2484
      @advsarojini2484 3 ปีที่แล้ว +2

      Mu b

    • @rajeshrout8529
      @rajeshrout8529 3 ปีที่แล้ว +1

      Aachha Bhari mane paduchhi

    • @chinmayamusic1988
      @chinmayamusic1988 3 ปีที่แล้ว

      ଏହି ଭିଡ଼ିଓ କୁ ଥରେ ଦେଖନ୍ତୁ ଆପଣ ନହସି ରହିପାରିବେ ନି 😂😂😂😂
      th-cam.com/users/shortscznlan50j_8

  • @alokkumarswain4507
    @alokkumarswain4507 3 ปีที่แล้ว +422

    ଚନ୍ଦନ ବାବୁ covid ରେ ମୁଁ ଯନ୍ତ୍ରଣା ରେ ଛଟପଟ ହେଉଥିଲା ବେଳେ ତୁମ comedy ଦେଖି ମୁଁ relax feel କରିଛି

  • @laluofficial3242
    @laluofficial3242 2 ปีที่แล้ว +18

    ଆମକୁ ଏତେ ହସୁଉ ଥିବା ରୁ ବହୁତ ବହୁତ ଧନ୍ୟବାଦ ସବୁ ଦିନ ଏମିତି ହୋସ ଉ ଥାଅ😂❤️❤️❤️❤️❤️🥰🥰

    • @dhinkishalaTV
      @dhinkishalaTV 2 ปีที่แล้ว

      th-cam.com/video/q8Qfrqxa-m4/w-d-xo.html

  • @odialifestyleinodisha4649
    @odialifestyleinodisha4649 3 ปีที่แล้ว +201

    ଚନ୍ଦନ ଭାଇ ତୁମେ ସିନା କମେଡି ରେ ଆକୁ present କଲ ହେଲେ ଏଇଟା ଏବେ ଘରେ ଘରେ ଚିନ୍ତା l ମୋ କଥା ରୁ ମୁଁ ଜାଣିଛି 😭ଘର ର ଅସୁବିଧା ପାଇଁ ଲୋନ ସିନା ଆଣିଲୁ ହେଲେ ରୋଜଗାର ତା corona ଖାଇଲା ସୁଝିବୁ କେମିତି 😭😭😭😭

    • @itsrsk9829
      @itsrsk9829 3 ปีที่แล้ว +18

      ବ୍ୟସ୍ତ ହୁଅନି ଭାଈଙ୍କୁ ଯେମିତି ଏଇଠି ପିଟିଲେ ତମର ଆଇଲେ ତମେ ବି ଧରିକି ନଦିଦବ ଆଊ😂

    • @kumarhappy9347
      @kumarhappy9347 3 ปีที่แล้ว +2

      Right kata samste asu bida re achantk

    • @kumarhappy9347
      @kumarhappy9347 3 ปีที่แล้ว +3

      Jaa bi hale bi kisti debana

    • @brajakishorsahoo90
      @brajakishorsahoo90 3 ปีที่แล้ว +1

      Tume aji nadhi deba pare tankari pakhaku jiba

    • @danieleditz9707
      @danieleditz9707 ปีที่แล้ว

      Thik thik aee loan jama kariba katha nuhe bahut hairan heba

  • @Djboys199
    @Djboys199 3 ปีที่แล้ว +387

    ଏତେ ହସି ହସି ପେଟ ପୁରା ଦରଜ ହୋଇଗଲା 😂
    ଅସଲୋ ମାଇପେ sir ଆସିଲେ minting ହବ

  • @motivationmaster444
    @motivationmaster444 3 ปีที่แล้ว +151

    10 ଟା ଗୁଲୁଆ ଙ୍କୁ ପଛରେ ପକାଇଦେବ ତୁମେ 😀😘u are best comediyan

    • @hungryanand3444
      @hungryanand3444 3 ปีที่แล้ว +16

      Satare Bhai correct gulua bhai ra comedy re hasa laguni jamaa but chandan biswala comedy dekhila maane hasiba ta pakka 100%

    • @MrTubuMishra27
      @MrTubuMishra27 3 ปีที่แล้ว +3

      Right bro

    • @F_I_T_E
      @F_I_T_E 3 ปีที่แล้ว +13

      Gulua bhai ra overacting, eyi toka kintu khela karuchi...

    • @jyotish-samal-odisha-
      @jyotish-samal-odisha- 3 ปีที่แล้ว

      th-cam.com/video/VPDnaPgxU5o/w-d-xo.html

    • @biswabhabadas3551
      @biswabhabadas3551 3 ปีที่แล้ว +2

      You are right bro😍

  • @homepaintingdesign5859
    @homepaintingdesign5859 2 ปีที่แล้ว +13

    ଭାଇ ହସିବାର ସୀମା ପାଉନି!!

  • @parthasarathinayak4733
    @parthasarathinayak4733 3 ปีที่แล้ว +1125

    ଗାଁ ଗହଳିରେ ଚାଲିଥିବା ଏକ ସତ୍ୟ କାହାଣୀ ଚନ୍ଦନ ଭାଇ ଭଲ ଲାଗିଲା 👍

  • @satyaranjanbastia5206
    @satyaranjanbastia5206 3 ปีที่แล้ว +51

    Superb comedy candan bro
    ଆଗକୁ ବଢ଼ି ଚାଲ
    ଆମେ ଆପଣଙ୍କ ପଛରେ ଅଛୁ 😜💐💐

  • @hemantakubarik2134
    @hemantakubarik2134 3 ปีที่แล้ว +79

    ଭାଇ ଆପଣଙ୍କର ସବୁ ଭିଡ଼ିଓ ଏତେ ସୁନ୍ଦର ଯେ ତାକୁ
    ଦୁଇ ଥର ନ ଦେଖିଲେ ମନ ଶାନ୍ତି ହୁଏନି👌👌👌

  • @rknikhil9861
    @rknikhil9861 2 ปีที่แล้ว +163

    1 Crore Views Completed👌.... Congratulations🎉🥳 Chandan Biswal Comedy Team✌....

    • @sarojsamal327
      @sarojsamal327 2 ปีที่แล้ว

      Congratulations sir ki a maa ki a mnu Jani paruni he pravu Dekha Kan hauchi mast làgucha very sweat

    • @sarojsamal327
      @sarojsamal327 2 ปีที่แล้ว +1

      Sir pranam great teem mast làgucha beutifull happy Jaga vala làgu chi congratulations

    • @sarojsamal327
      @sarojsamal327 2 ปีที่แล้ว

      Vala mom pranam derghauvaba super bobal Hart tarching beutifull all many elo Papa lo danger Chala sir please n hele joy sanidev happy

  • @OdiaVlogsbysridhar
    @OdiaVlogsbysridhar 3 ปีที่แล้ว +13

    ଏଇ ଯୋଉ ସୁନ୍ଦର ଆଖି ଦୁଇଟୀ ଭିଡିଓ ର କମେଣ୍ଟ ଦେଖୁଛି ଭଗଵାନ ସେମାନଙ୍କୁ ସଦାଵେଳେ ଖୁସି ରେ ରଖି ଥାନ୍ତୁ😊

  • @dambarudharamuduli6855
    @dambarudharamuduli6855 3 ปีที่แล้ว +159

    ଚନ୍ଦନ ଭାଈ କମେଡି ବହୁତ ସୁନ୍ଦର ହେଇଚି।କମେଡି ରେ ଅଭିନୟ କରି ଥିବା ପ୍ରତେକ କଳାକାର ଙ୍କ ଅଭିନୟ ଅତି ନିଖୁଣ ଭାଵରେ ଅଭିନୟ କରିଥୂବାରୁ ଏବଂ ବିଶେଷ କରି ଚନ୍ଦନ ଭାଈ,ମାଇକେଲ୍ ମଗୁଳିଆ ଭାଈଙ୍କୁ ଅଭିନ୍ଦନ।

    • @chinmayamusic1988
      @chinmayamusic1988 3 ปีที่แล้ว

      ଏହି ଭିଡ଼ିଓ କୁ ଥରେ ଦେଖନ୍ତୁ ଆପଣ ନହସି ରହିପାରିବେ ନି 😂😂😂😂
      th-cam.com/users/shortscznlan50j_8

    • @bijaykhatua8548
      @bijaykhatua8548 3 ปีที่แล้ว

      ତଦତଵଛଵଷରଦୱୱଧନଦୈଚୱ,ଏଙୱଚନଵେଚଲନଚବଚବଙଦଫଚ

    • @monalishabehera7523
      @monalishabehera7523 2 ปีที่แล้ว

      @@bijaykhatua8548 f dg bx ohh gxppih

  • @PrakashKumar-rp5mh
    @PrakashKumar-rp5mh 3 ปีที่แล้ว +26

    ବହୁତ ଦିନ ପରେ ଭାଇ ତୁମ ଭିଡିଓ ଦେଖିବାକୁ ମିଳିଲା........... 🤔🤔

  • @tarakiranpatnaik1049
    @tarakiranpatnaik1049 ปีที่แล้ว +33

    One of best comedian in our state.. Love you chandan bhai and team.... ♥️♥️♥️♥️

  • @r.n.59bhagyashreerout48
    @r.n.59bhagyashreerout48 3 ปีที่แล้ว +114

    ଆମ ଗାଁ ମାଇପ କଥା ଶୁଣି ମଜା ଲାଗୁଛି 😆😆😆😆😆😆😆😆😆😆😆😆😆😆

  • @nabinash255
    @nabinash255 3 ปีที่แล้ว +86

    ଭାଇ ଯେତେ ଦେଖିଲେ ବି ମନ ପୁରୁନି ପୁରା ସୁପର ହୋଇଛି

  • @parthamallik1122
    @parthamallik1122 3 ปีที่แล้ว +502

    ବହୁତୁ ଖୁସିଲାଗୁଛି, ବହୁତୁ ଦିନପରେ ଗାଁର ବାସ୍ନାରେ ତିଆରି ହେଲା, 😄😄😄😄

    • @chinmayamusic1988
      @chinmayamusic1988 3 ปีที่แล้ว +2

      ଏହି ଭିଡ଼ିଓ କୁ ଥରେ ଦେଖନ୍ତୁ ଆପଣ ନହସି ରହିପାରିବେ ନି 😂😂😂😂
      th-cam.com/users/shortscznlan50j_8

    • @sibaprasaddalabehera9294
      @sibaprasaddalabehera9294 3 ปีที่แล้ว +4

      Right

    • @sibaprasaddalabehera9294
      @sibaprasaddalabehera9294 3 ปีที่แล้ว +4

      Chandan Bhai praya samaya gaon au sundara prakruti paribesha re comedy karanti au real true facts bi dianti

    • @munumunu2723
      @munumunu2723 3 ปีที่แล้ว

      @@chinmayamusic1988 cool n

    • @sulekhatripathy903
      @sulekhatripathy903 3 ปีที่แล้ว

      @@chinmayamusic1988 ndjs

  • @gayatri9362
    @gayatri9362 2 ปีที่แล้ว +4

    ଭାଇରେ ଏମିତି କାହାଣୀ ଜଣେ ଲେଖୁଛି ନା ଗୃପ୍ ସାରା
    ମିଶିକି ଭାବିଭାବିଲେଖୁ ଛନ୍ତି ଆପଣଙ୍କ ଘର କଣ
    ଗାଁରେକି ପୁରା ଗାଁ ବାସ୍ନା ଜୟ ଜଗନ୍ନାଥ

    • @dhinkishalaTV
      @dhinkishalaTV 2 ปีที่แล้ว

      th-cam.com/video/q8Qfrqxa-m4/w-d-xo.html

  • @sahoodk
    @sahoodk 3 ปีที่แล้ว +129

    ଚମତ୍କାର!! ଖୁବ୍ ସୁନ୍ଦର ଅଭିନୟ କରିଛନ୍ତି ସମସ୍ତେ l ବହୁତ୍ ବଢିଆ ଲାଗିଲା l hifi Chandan and the Team.. 👍👍😍😍

    • @chinmayatv7455
      @chinmayatv7455 3 ปีที่แล้ว

      ଏହି ଭିଡ଼ିଓ କୁ ଥରେ ଦେଖନ୍ତୁ ଆପଣ ନହସି ରହିପାରିବେ ନି 😂😂😂😂
      th-cam.com/users/shortscznlan50j_8

    • @reetanjalinayak9359
      @reetanjalinayak9359 3 ปีที่แล้ว

      Poiuytrewq

    • @chanduvlogcs5007
      @chanduvlogcs5007 2 ปีที่แล้ว

      th-cam.com/users/shortsmOwUWS0W4P8?feature=share

    • @susantluckycraft820
      @susantluckycraft820 2 ปีที่แล้ว

      th-cam.com/video/rg9uSRWRZfQ/w-d-xo.html

  • @phrmukeshodia
    @phrmukeshodia 3 ปีที่แล้ว +353

    କିଏ କିଏ ଚନ୍ଦନ ଭାଇ ଭିଡ଼ିଓ ଦେଖିବା ପାଇଁ ଅପେକ୍ଷା କରିଥିଲ ଗୋଟିଏ ହିଟ୍ 👍ଲାଇକ୍ ଏବଂ କମେଣ୍ଟ୍ କର😍😍😍..

    • @dbcreator4411
      @dbcreator4411 3 ปีที่แล้ว +2

      ❤️❤️❤️❤️

    • @ishasmusics8794
      @ishasmusics8794 3 ปีที่แล้ว +2

      It's me ishu

    • @xdlucky772
      @xdlucky772 2 ปีที่แล้ว

      th-cam.com/video/S-5VnQzC3Oo/w-d-xo.html

    • @n.p.k899
      @n.p.k899 2 ปีที่แล้ว +1

      OPPPP

    • @mobff2190
      @mobff2190 2 ปีที่แล้ว

      What a boring 😴😴😴

  • @motivationmaster444
    @motivationmaster444 3 ปีที่แล้ว +112

    ଆସିଗଲା ଭାଇ ର best କମେଡି 😘😘😘

  • @snigdharanibag5908
    @snigdharanibag5908 ปีที่แล้ว +5

    ପାନ ଖଣ୍ଡେ ଖାଇବୁ କିଲୋ.... ନାଇଁ ମ ଅପା..... 😃ଟଙ୍କା କୋଡ଼ିଏ ଟା ଦବୁ କିଲୋ🤣🤣🤣🤣

  • @starsuso8662
    @starsuso8662 3 ปีที่แล้ว +44

    ଆମ ଚନ୍ଦନ ଭାଇ ଆଉ ମଙ୍ଗୁଳି ଭାଈ ପାଇଁ ଗୋଟେ ଲାଇକ ହଉ🥰🥰

  • @ajjibancreation128
    @ajjibancreation128 3 ปีที่แล้ว +121

    ଚନ୍ଦନ ଭାଇ କମେଡି ବହୁତ ଭଲଲାଗିଲା । କିନ୍ତୁ ଆଜିକାଲି ଆମେ କିଛି ଲୋକ ଅସୁବିଧା ବେଳେ ଲୋନ୍ ଆଣିଥିଲୁ କିନ୍ତୁ କୋରୋନା ଲକଡାଉନ୍ ହେତୁ ଶୁଝିବା ବହୁତ ମୁଣ୍ଡ ବିନ୍ଧା କାରଣ ହେଉଛି।

  • @santoshpramanika5164
    @santoshpramanika5164 3 ปีที่แล้ว +43

    ମା ଲୋ ମା ଆଉ କେତେ ହସିବି ଯେ, ହସି ହସି ମୋ ପେଟ ଦରଜ ହେଇଗଲାଣି ,ସତରେ ଆମ ଗାଁ ମାଇପେ ଏମିତିକା 🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣

    • @anita8494
      @anita8494 2 ปีที่แล้ว

      OK 😂😂😂😂😁😁😁

  • @kalpanaparida-k2m
    @kalpanaparida-k2m 2 ปีที่แล้ว +15

    Wow mind blowing consept 🤣🤣🤣👌👌👌

  • @motivationmaster444
    @motivationmaster444 3 ปีที่แล้ว +52

    No 1 ଓଡ଼ିଆ comediyan 😘😘

  • @funny_pratik
    @funny_pratik 3 ปีที่แล้ว +28

    True fact 💯👌 really awesome 👌🤣😂😂

  • @devdas5488
    @devdas5488 3 ปีที่แล้ว +19

    ଅତି ଅତି ସୁଦର କାହାଣୀ ତଥା ଅଭିନୟ , ତାରିଫ୍ ନ କରି ରହି ହେବ ନାହିଁ 😀😃😃☺😁😁😁😁😁, God bless you and your family and chanel with grow up ur subscription 👌👌👌👌🙏🙏🙏

  • @adityabehera6473
    @adityabehera6473 27 วันที่ผ่านมา +2

    ଆସିଗଲI ଭାଇ ର best କମେଡି

  • @motivationmaster444
    @motivationmaster444 3 ปีที่แล้ว +31

    ଚନ୍ଦନ ଭାଇ ଧନ୍ୟବାଦ୍ ତୁମକୁ 😘😘 ଆମ କୁ ହସାଇବାରୁ 😘😘

  • @ajit1susama
    @ajit1susama 3 ปีที่แล้ว +15

    ଖେଳ ପୁରା ଅଲଗା ପ୍ରକାର 😂 ଜଗତସିଂହପୁର ଟୋକା ଆଉ 😂😂😂😂😂🌹👍

  • @mamabaral6168
    @mamabaral6168 3 ปีที่แล้ว +59

    Seriously sabuthu best comedy.... Best 👍... Ye channel re sabuthu best comedy.... Go ahead bhai... Love ❤from konark

    • @_____sid_____144
      @_____sid_____144 3 ปีที่แล้ว +2

      𝑯𝒎𝒎....𝒄𝒉𝒂𝒏𝒅𝒂 𝒓𝒂 𝒋𝒂𝒐 𝒃𝒍𝒂𝒐𝒋𝒖 𝒕𝒂 𝒇𝒉𝒂𝒕𝒊 𝒋𝒂𝒊𝒄𝒉𝒊 𝒅𝒆𝒌𝒉𝒊𝒄𝒉𝒂 𝒏𝒂 𝒏𝒂𝒉𝒊..🤣

    • @odiabhaina2.029
      @odiabhaina2.029 3 ปีที่แล้ว

      Luv From Jaganath Temple
      😀😀😀😀😀

    • @biswajit5706
      @biswajit5706 3 ปีที่แล้ว

      Konark ra kou Area

    • @Viral_shorts588
      @Viral_shorts588 3 ปีที่แล้ว

      th-cam.com/video/B7ttC8YDdvg/w-d-xo.html

  • @sidharthsahoo2895
    @sidharthsahoo2895 2 ปีที่แล้ว +14

    Congratulations dear for 1 million viewers.

  • @Kancha_Lanka
    @Kancha_Lanka 3 ปีที่แล้ว +12

    17.33.....ପଇସା ନାହିଁ ....ଘଇତା କରି ଆଣି ଦେବି ନା କଣ ☺️😊☺️😊

  • @satyabratabehera3762
    @satyabratabehera3762 3 ปีที่แล้ว +14

    ସେଥିପାଇଁ ମୁଁ ଗୋଟେ ଡା ଲା ଅଟୋ ର ବନ୍ଦୋବସ୍ତ କରିଦେଇଛି😆😆😆

    • @whatyouthink9831
      @whatyouthink9831 3 ปีที่แล้ว

      Bhai mein vhi roast karta hun ek baar dekhlo bht maja ayega

    • @Deepak.vlogp3
      @Deepak.vlogp3 3 ปีที่แล้ว

      @@whatyouthink9831 ok

  • @satyabratakulhari6679
    @satyabratakulhari6679 3 ปีที่แล้ว +21

    Chandan bhai comadi ୪ଦିନରେ୧୮ଲକ୍ଷ bast I love you ଗୁଲୁଆ କମେଡ଼ି ୬ଦିନରେ ୮ଲକ୍ଷ ବେକେର କମେଡ଼ି

  • @smruti_28_
    @smruti_28_ 2 ปีที่แล้ว +9

    Bahuta enjoy Kali but sabuthu mate besi hasa lagila 7:27 re. Super LA gila🤣🤣

  • @Rajatkumar-ps1bs
    @Rajatkumar-ps1bs 3 ปีที่แล้ว +26

    ଚନ୍ଦନ ଭାଇଙ୍କ ପାଇଁ ଗୋଟେ like ହଉ

  • @santanukumarbhoiexpress89
    @santanukumarbhoiexpress89 3 ปีที่แล้ว +114

    ଚନ୍ଦନ ଭାଇ ବହୁତ ଭଲ ଭିଡିଓ ଏହାର ଦ୍ବିତୀୟ ଭାଗ ତିଆରି କରନ୍ତୁ ଅନୁରୋଧ ମୋର୍ 🙏🙏🙏

  • @Jitu22488
    @Jitu22488 3 ปีที่แล้ว +21

    ଭାଇ କି ଭିଡିଓ ବନାଉଛ ହସି ହସି ପେଟ ଫାଟି ଯାଉଛି, ଏମିତି comedy moveରେ ମଧ୍ୟ ଦେଖି ବାକୁ ମିଳୁନି 🙏

    • @Jitu22488
      @Jitu22488 3 ปีที่แล้ว

      ବର୍ତମାନ ର ପରିସ୍ଥିତି କୁ ନେଇ ହେଇଛି 🍁

    • @mrpinucomedy
      @mrpinucomedy 3 ปีที่แล้ว

      th-cam.com/video/JBIuXGOaOmE/w-d-xo.html
      Ama chhota team ra nua haseibara prayasa

  • @debasismahapatra7615
    @debasismahapatra7615 2 ปีที่แล้ว +13

    Chandan bhai Congratulation for 1 crore views 👍👍❤️ from Pattamundai

  • @dharmendragouda141
    @dharmendragouda141 3 ปีที่แล้ว +66

    ବହୁତ ଭଲ ଲାଗେ ଆପଣଙ୍କର ରଙ୍ଗମଞ୍ଚ ଓଡ଼ିଶା କୁ ହସାଇ ପାଇଁ ଆପଣ ଆପଣଙ୍କୁ ଅଭିନନ୍ଦନ ଶୁଭେଛା

    • @mrpinucomedy
      @mrpinucomedy 3 ปีที่แล้ว

      th-cam.com/video/JBIuXGOaOmE/w-d-xo.html
      Thare dekhantu ama chhota team te nua prayasa

    • @m.rmanish2996
      @m.rmanish2996 2 ปีที่แล้ว

      th-cam.com/channels/2zIR_b9tnGI3429qNJ3FhQ.html

  • @debuprasadlenka1383
    @debuprasadlenka1383 3 ปีที่แล้ว +494

    Mr. Gulua just watch once it's called pure comedy with contents and without using a single bad word.

    • @jyotismitamohanty2407
      @jyotismitamohanty2407 3 ปีที่แล้ว +22

      Bhai sata kahila

    • @quoteworld4305
      @quoteworld4305 3 ปีที่แล้ว +18

      100% perfect word mr.gulua hela ati chh...o#i

    • @maamangalakitchenchannel227
      @maamangalakitchenchannel227 3 ปีที่แล้ว +3

      Right

    • @raju14390
      @raju14390 3 ปีที่แล้ว +27

      Se gulura comedy ebe pura faltu...1 m subscriber rakhiki bi gote week re bi 1 m view heuni...ethiru jana paduchi ta craze

    • @sagarvlogs2550
      @sagarvlogs2550 3 ปีที่แล้ว +21

      They are doing only overacting nothing at all !!

  • @pradhanpradhan335
    @pradhanpradhan335 3 ปีที่แล้ว +26

    ବହୁତ ଦିନ ପରେ ଆମ ଗାଁ ର ଗୋଟିଏ real ଷ୍ଟୋରୀ ଦେଖିଲି ।

  • @chinmayasahu8791
    @chinmayasahu8791 2 ปีที่แล้ว +72

    1Cr milestone completed… Congratulations Team Chandan Biswal…

  • @pradhancreation8084
    @pradhancreation8084 3 ปีที่แล้ว +8

    ପୁରା ଦେଶୀ ଷ୍ଟାଇଲ
    ଭାଇ ଆଜିକାଲି ଆଉ ଓଡ଼ିଆ movieବି ଏମିତି ଆସୁନି ସବୁ copy କରୁଛନ୍ତି
    ବହୁତ ଦିନପରେ ଗାଁ ସହ ଏବଂ ଆମ ଓଡ଼ିଆ ପାଣି ପବନ ସହ ଜଡ଼ିତ କିଛି ଦେଖିବାକୁ ପାଇଲୁ
    ଦିନେ ଭାଇ ଆପଣ ପୁରା TH-cam ରେ ରାଜ କରିବ..

  • @a.rcreation9457
    @a.rcreation9457 3 ปีที่แล้ว +27

    ଭାଇ ତମେ ଆମ ଜଗତସିଂହପୁର ର ବୋଲି ମୁଁ ନିଜକୁ ଗର୍ବ ମନେ କରୁଛି❤️❤️❤️❤️❤️❤️❤️❤️

    • @banambarsethi8627
      @banambarsethi8627 3 ปีที่แล้ว

      Aàvj💝💖💖💖🏵️🤷💖💖

    • @dhinkishalaTV
      @dhinkishalaTV 2 ปีที่แล้ว

      th-cam.com/video/q8Qfrqxa-m4/w-d-xo.html

  • @sumitraswain1615
    @sumitraswain1615 3 ปีที่แล้ว +45

    Dont stop my laugh😂😂😂🤣🤣🤣🤣good concept ...sabu bele kichhi new conecpt pae tq bro.......

  • @DoremonSipu
    @DoremonSipu 5 หลายเดือนก่อน +2

    2024 re କିଏ ଦେଖୁଛ 😂😂😂

  • @somyasahoo5777
    @somyasahoo5777 3 ปีที่แล้ว +211

    Imagine a branch manager of a finance company seeing this video 😂😂😂

    • @chandankumarpatra159
      @chandankumarpatra159 3 ปีที่แล้ว +11

      Branch manager duba gachare daudi deidaba 😂😂

    • @somyasahoo5777
      @somyasahoo5777 3 ปีที่แล้ว +3

      @@chandankumarpatra159 😂😂😂

    • @JuluSi7
      @JuluSi7 3 ปีที่แล้ว +4

      👍👍👍👍😁

    • @priyankasahu4963
      @priyankasahu4963 3 ปีที่แล้ว +4

      Ama ghare rent re achhanti b.m finance company ra au jane collection gir. 😂😂😂

    • @monalishasahoolipa7706
      @monalishasahoolipa7706 3 ปีที่แล้ว +2

      😂😂😂

  • @lovelyshraddhastatus8543
    @lovelyshraddhastatus8543 3 ปีที่แล้ว +153

    You are best comedian actor 😃🥰🥰

    • @maninaik46
      @maninaik46 3 ปีที่แล้ว +2

      You are best comedian vedio 😊😊😊😊

    • @Sanju202-s5r
      @Sanju202-s5r 2 ปีที่แล้ว +1

      🤣🤣🤣🤣

    • @Sameerfanichar
      @Sameerfanichar ปีที่แล้ว

      Hiii

  • @bkgroup115
    @bkgroup115 3 ปีที่แล้ว +30

    ଅତି ସୁନ୍ଦର ଆନନ୍ଦ ଦାୟକ ଏମିତି ମଜାଳିଆ VDO ବାନାନ୍ତୁ ❤️❤️👍👍

  • @InDarkOdia
    @InDarkOdia 2 ปีที่แล้ว +9

    10m soon Congratulations Chandan Bhai 🔥

  • @093-soumyabhagyadarshinimo4
    @093-soumyabhagyadarshinimo4 3 ปีที่แล้ว +70

    I could not control my laughing😂🤣🤣🤣🤣
    Jai jagannath

    • @chinmayamusic1988
      @chinmayamusic1988 3 ปีที่แล้ว

      ଏହି ଭିଡ଼ିଓ କୁ ଥରେ ଦେଖନ୍ତୁ ଆପଣ ନହସି ରହିପାରିବେ ନି 😂😂😂😂
      th-cam.com/users/shortscznlan50j_8

    • @OdiaTourGuideBULUSahoo
      @OdiaTourGuideBULUSahoo 3 ปีที่แล้ว +1

      Thik achi

  • @ranjitadas3267
    @ranjitadas3267 3 ปีที่แล้ว +14

    16:45😂😂😂😁😁 ହସି ହସି ମରିଯିବି ଚନ୍ଦନ ଭାଇ,,

  • @VickyEtiVlog
    @VickyEtiVlog 3 ปีที่แล้ว +31

    Chandan bhai ur expression mind blowing...my favourite.. keep it up bro....

  • @sarojineemalik6533
    @sarojineemalik6533 2 ปีที่แล้ว +2

    ବାସ୍ତବତା ମଧ୍ୟରେ ଅଭାବି ସଂସାରର ଚିତ୍ର ପ୍ରତିଫଳିତ ହୋଇଛି ତୁମ ଅଭିନୟରେ , ହାସ୍ୟାସ୍ପଦର ଆଭାସ ସହିତ କରୁଣ ରସର ଛାୟା ଷ୍ପଟ ଦିଶୁଛି ,ଅତି ସୁନ୍ଦର ଭାଈ👍

  • @devineodia1
    @devineodia1 3 ปีที่แล้ว +11

    ବହୁତ ଦିନ ପରେ ଗାଁ ଗହଳି ଉପରେ ଏକ ସୁନ୍ଦର vdo ବହୁତ ଭଲ ଲାଗିଲା.. Tqu chandan bro

  • @jagannath12396
    @jagannath12396 3 ปีที่แล้ว +11

    ଚନ୍ଦନ ଭାଇ ମୋ ପାଇଁ କିଛି କମେଣ୍ଟ ଲେଖ ତମ କମେଡି ବହୁତ ଭଲ 😄👌👌👌👌

  • @bindumishra2240
    @bindumishra2240 3 ปีที่แล้ว +44

    Real portrait of our society..... With awasm comedy.....

    • @chinmayamusic1988
      @chinmayamusic1988 3 ปีที่แล้ว +1

      ଏହି ଭିଡ଼ିଓ କୁ ଥରେ ଦେଖନ୍ତୁ ଆପଣ ନହସି ରହିପାରିବେ ନି 😂😂😂😂
      th-cam.com/users/shortscznlan50j_8

    • @khusbupradhan3836
      @khusbupradhan3836 3 ปีที่แล้ว

      Uuiìgbcfh

  • @Rupalink
    @Rupalink 2 ปีที่แล้ว +2

    ଗୋଟିଏ ଭିଡିଓ କରିବା ପାଇଁ ବହୁତ୍ ପରିଶ୍ରମ କରିବାକୁ ପଡ଼ିଥାଏ ତେଣୁ, 11 milion viewers ମାନଙ୍କୁ ମୋର ଅନୁରୋଧ ଯଦି ସମସ୍ତେ suscribe କରିଥାନ୍ତେ ତାହେଲେ ବହୁତ୍ ଭଲ ହେଇଥାନ୍ତା
    ଆମ୍ଭମାନଙ୍କର ଟିକିଏ ସହାୟତା ଏହି କଳାକାର ମାନଙ୍କୁ ବହୁତ୍ ଆଗକୁ ଯିବାରେ ସହାୟତା କରିପାରେ
    🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏

  • @dillipbehera1988
    @dillipbehera1988 3 ปีที่แล้ว +44

    ଅତି ଭଲ କମେଡି....ମଜା ଆସିଗଲା ହସି ହସି ଗଡି ଗଲୀ😁😁😁😉

  • @im_mukti
    @im_mukti 3 ปีที่แล้ว +8

    ଶେଷରେ ଶୁଭସ୍ରି ଦି ଦି ଙ୍କୁ ନେଇ ଗଲ ତୁମ ଟିମ୍ କୁ

  • @rameshsamal1138
    @rameshsamal1138 3 ปีที่แล้ว +9

    ଗାଁ ଗହଳୀର ବହୁତ ସୁନ୍ଦର ଛବି, ବବୁତଭଲ ଲାଗୁଚି

  • @strenjalgirlarati7998
    @strenjalgirlarati7998 2 ปีที่แล้ว +2

    Really famale ଅପେକ୍ଷା male mane Female heichanti ଅଧିକ ମଜା ଲାଗୁଚି🤣🤣🤣🤣

  • @prasantbarad5753
    @prasantbarad5753 3 ปีที่แล้ว +16

    In 3 days Chandan biswal=1.3 million,mr.gulua=876k and funny anugulia=765k views 😂

  • @sampadthanapati362
    @sampadthanapati362 2 ปีที่แล้ว +25

    ବହୁତ ସୁନ୍ଦର 🌹 ହସି ହସି ପୁରା ବେଦମ୍ ଭାଇ ,
    ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ଆପଣଙ୍କୁ ଏବଂ ଆପଣଙ୍କର ଟିମ୍ କୁ 🌹

    • @dhinkishalaTV
      @dhinkishalaTV 2 ปีที่แล้ว

      th-cam.com/video/q8Qfrqxa-m4/w-d-xo.html

  • @parthasarathi5953
    @parthasarathi5953 3 ปีที่แล้ว +9

    ଆଜି ପର୍ଯ୍ୟନ୍ତ ଯେତେ ବି କମେଡି ଦେଖିଛି ସବୁଠାରୁ ମୁଁ ଏହି କମେଡି ଦେଖିକି ବହୁତ ହସିଛି ଚନ୍ଦନ ଭାଇ ପୁରା ତୁମ ଟିମ୍ ଚାର୍ ଚାନ୍ଦ ଲଗେଇ ଦେଇଛ। Love ❤️ you 😘

  • @rajeshinfo-os5pu
    @rajeshinfo-os5pu 7 หลายเดือนก่อน +1

    ହାତଯୋଡ଼ି🙏🏾ଅନୁରୋଧ ଦୟାକରି ପୁରା ପଢ଼ନ୍ତୁ 25ବର୍ଷ ଶାସନ କଲେଣି ଏବେବି କିଛି ଲୋକଙ୍କ ଘରେ ଚୁଲି ଜଳୁନି ଗଛ ତଳେ ପଲଥିନ ତଳେ ରହୁଛନ୍ତି ଗଛର ପତ୍ର ଫଳ ଖାଇ ଝରଣା ପାଣି ପିଇ ବଞ୍ଚୁଛନ୍ତି ମୋବାଇଲ ଫେସବୁକ ହ୍ୱାଟ୍ସଅପ ଦୂରର କଥା ଇଲେକ୍ଟ୍ରି କଣ ଜାଣନ୍ତି ନାହିଁ କିନ୍ତୁ ପାଣ୍ଡିଆନ ବାବୁ କହୁଛନ୍ତି ରୂପାନ୍ତିକରଣ ହୋଇଛି ତାଙ୍କ କଥାବି ସତ ଯଦି ରୂପାନ୍ତିକରଣ ହୋଇଛି କେବଳ ନିଜର ହୋଇଛି ନିଜେ ହଜାର ହଜାର କୋଟି ଟଙ୍କାର ମାଲିକ ହୋଇଛନ୍ତି ଯଦି ଏତେ ବଡ଼ ଅଯୋଧ୍ୟା ଶ୍ରୀରାମ ମନ୍ଦିର ହେଲା ସେଠି ଖର୍ଚ୍ଚ ହୋଇଛି 14ଶହ କୋଟି କିନ୍ତୁ ପାଣ୍ଡିଆ ସାରେ ପୁରୀରେ ମନ୍ଦିର ଚାରିପଟେ ବେଢା ଫୁଲଗଛ ଝୁଟିପକା ରାସ୍ତା ଆଉ 4ଟା ପାଇଖାନା କରି କହୁଛନ୍ତି 42ଶହ କୋଟି ଖର୍ଚ୍ଚ ହୋଇଛି କିନ୍ତୁ 8 ଦିନ ପରେ ପାଇଖାନା ପାଣି ବଡ଼ ଦାଣ୍ଡରେ ଲହିଡି ମାରୁଛି ଆପଣ ଭାବନ୍ତୁ ପାଣ୍ଡିଆନ ସାର କଉ ସ୍ତରରେ ଦୁର୍ନୀତି କରୁଛନ୍ତି ସେ ଜାଣିଛନ୍ତି ଓଡିଶାରେ ପାହାଡ଼ ପର୍ବତ ଖଣିଜ ପଦାର୍ଥ ଭରପୁର ଅଛି ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଅଛି ସେଥିପାଇଁ ତ ଜଗନ୍ନାଥ ସେନାର ଆବାହକ ସମ୍ମାନନୀୟ ପିକୁ ବାବୁଙ୍କୁ 2ଥର ଜେଲ ପଠେଇଲେଣି କାରଣ ସେ ଘୋର ବିରୁଦ୍ଧ କରୁଛନ୍ତି ପାଣ୍ଡୁଙ୍କୁ କିନ୍ତୁ ଓଡିଶାକୁ ସମ୍ପୂର୍ଣ ଲୁଟିବା ପାଇଁ ପଣ କରିଛନ୍ତି ତାଛଡା ଆମ ଓଡିଶାରେ କୌଣସି ବଡ଼ କାମ ହେଉଛି ତାକୁ ତାମିଲନାଡୁ କଣ୍ଟ୍ରାକ୍ଟର ତାମିଲନାଡୁ ଗାଡି ଆଉ ତାମିଲନାଡୁ ଲୋକ କାମ କରୁଛନ୍ତି ପୁଣି ତାଙ୍କୁ 4ଗୁଣା ଅଧୀକ ପଇସା ଦିଆଯାଉଛି କିନ୍ତୁ ଆମ ଦାଦା ଭାଇ ଭଉଣୀ ଦାଦନ ଖଟିବାକୁ ପରିବାର ଛାଡି 😭 ବାହାରକୁ ଯାଉଛନ୍ତି ସାମାନ୍ୟ ପିଅନ୍ ସିକୁରିଟି ଚାକିରୀ ପାଇଁ ଗ୍ରାଜୁଏଟ ପିଲା ଆବେଦନ କରୁଛନ୍ତି କିନ୍ତୁ ପାଣ୍ଡିଆନ ବାବୁ ଏତେ ବଡ଼ ଚାକିରୀ ଛାଡି କଣ ଓଡିଶାର ସେବା କରିବେ ଜମା ନୁହଁ ଯଦି ସେବା କରିବାର ଇଚ୍ଛା ଥାନ୍ତା ସେ ତାମିଲନାଡୁ ଯାଇ ନିଜ ଜନ୍ମଭୂମୀ ଆଉ ନିଜ ଲୋକଙ୍କର ସେବା କରିଥାନ୍ତେ କିନ୍ତୁ ଏଠି ସମ୍ପୂର୍ଣ ଓଡିଶାକୁ ଖୋଳ କରିବାପାଇଁ ଶପଥ ଖାଇଛନ୍ତି ସେଥିପାଇଁ ତ ଦିନରାତି ଏକକରି ତାମିଲନାଡୁରୁ ଲୋକ ମଗାଇ ଗୁଣ୍ଡାଗର୍ଦୀ କରି ଲୋଟିବାରେ ଲାଗିପଡିଛନ୍ତି ହଁ କୌଣସି ପଦକ୍ଷେପ ନିଆଗଲେ ତାର ମହତ ଉଦେଶ୍ୟ ରଖାଯାଇଥାଏ ସେମିତି 5t,ଅର୍ଥାତ ଆମେ ସ୍ୱଚ୍ଛ ନିର୍ମଳ କଥା କହିବୁ କିନ୍ତୁ କରିବୁ ତାର ସମ୍ପୂର୍ଣ ଓଲଟା ଏହାର ସବୁଠୁ ବଡ଼ ଆଉ ଦିବ୍ୟ ଉଦାହରଣ ହେଉଛି କନିଷ୍ଠ ଶିକ୍ଷକ ନିଯୁକ୍ତିରେ ପିଲାଙ୍କୁ ମାର୍କ ନଜଣାଇ ପଇସା ଖାଇ ମହାଲା ମାଣ୍ଡାଙ୍କୁ ଚାକରି ଦେବା ମାନିବାକୁ ପଡିବ ପାଣ୍ଡିଆନଙ୍କ ବ୍ରେନକୁ ସେଥିପାଇଁ ବବି ଦାସ ଏବଂ ତାଙ୍କପରି ବହୁତ ବଡ଼ ବଡ଼ ନେତାଙ୍କୁ ସେ ଚୁପ କରେଇ ଦେଇଛନ୍ତି ଏଠି ସାଧାରଣ ଲୋକ ଯେମିତି ପରି ମା ପିହୁ ମା ମାହାଙ୍ଗା ଡବଲ ମର୍ଡର ଆଉ ଶହଶହ ରେପ ଏବଂ ମର୍ଡର କେସକୁ ଚାପି ଦିଆଯାଉଛି ଦିନଟାରେ ମା ଭଉଣୀ ମାନଙ୍କୁ କହି କହି ଦୁଷ୍କର୍ମ କରାଯାଉଛି ଯଦି ଧରାଗଲା ଦୋଷୀକୁ ଖସାଇ ନିର୍ଦୋଷକୁ ଦଣ୍ଡ ଦିଆଯାଉଛି ଆଉ ସ୍ୱାସ୍ଥ୍ୟ ବିଭାଗ କଥା କହିଲେ ନସରେ (ହାଇଟେକ ହସ୍ପିଟାଲ ବ୍ଲାଷ୍ଟ କେସ) ସବୁଠୁ ଅଧୀକ ପଦବୀ ଖାଲି ପଡିଛି ସ୍ୱାସ୍ଥ୍ୟ ବିଭାଗରେ କିନ୍ତୁ ମଦ ଦୋକାନ ଖୋଲିବାରେ ବ୍ୟସ୍ତ ପାଣ୍ଡୁବାବୁ ତେଣୁ ସେ ଚାଁହୁ ନାହାନ୍ତି ଶିକ୍ଷା ସ୍ୱାସ୍ଥ୍ୟ ଏବଂ ରୋଜଗାର ଯେଉଁ 3ଟା ନିହାତି ଆବଶ୍ୟକ ସେଥିପାଇଁ ତ ଆଜି ରାଜରାସ୍ତାରେ ନିଜର ହକ ପାଇଁ ଅଙ୍ଗନବାଡି ପାଚିକା ଆଶା ଶିକ୍ଷକ ଗାଁ ସାଥି ଏମିତି ସବୁ ବର୍ଗର ଅଛନ୍ତି ତାଙ୍କ ପାଇଁ ପଇସା ନାହିଁ କିନ୍ତୁ ନିଜେ ହେଲିକେପଟରରେ ନୂଆ ଓ କାର୍ଯ୍ୟକ୍ରମରେ ଅର୍ପଣ ରଥ ଦ୍ୱାରା ମହାପ୍ରଭୁ ଜଗନ୍ନାଥଙ୍କୁ ଭିକ ମଗେଇ କାମିୟା ଜାନିକୁ 18 କୋଟି ଦେଇ ନିଜର ପ୍ରଚାର ପାଇଁ କୋଟି କୋଟି ବାହାରୁଛି ଯିଏ ଏସବୁ କହୁଛି କି ଲେଖୁଛି ତାଙ୍କୁ ଜେଲ ପଠେଇ ଦେଉଛନ୍ତି ଆଉ ଏତେ ସବୁ ଅତ୍ୟାଚାର ହେଉଛି କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି ଯଦିବି କମ ବହୁତ କିଛି ଜାଣିଛନ୍ତି ତାଙ୍କୁ ବି ଚୁପ କରେଇଦେଇଛନ୍ତି ପାଣ୍ଡିଆନ ତେଣୁ ଆପଣଙ୍କୁ ଅନୁରୋଧ ଦୟାକରି ଏକ ହୁଅନ୍ତୁ ବିଜେଡ଼ି ନେତାଙ୍କୁ ଭୋଟ ଦେବା ଯାହା ପାଣ୍ଡୁର ହାତକୁ ଆହୁରି ମଜଭୁତ କରିବା ସେୟା ତେଣୁ ଏଥର ନୂଆ କିଛି କରିଦେଖାନ୍ତୁ ଏତିକି ପ୍ରାର୍ଥନା ରହିବ ମୋର ସାରା ଓଡିଶା ବାସୀଙ୍କୁ ଯିଏ ଯେଉଁ ବୃତ୍ତିରେ ଥାନ୍ତୁ ନା କାହିଁକି)ଏ ବିଷୟରେ ଗଭୀର ଚିନ୍ତା କରନ୍ତୁ ଖବର ରଖନ୍ତୁ ନିଜ ଘରେ ବନ୍ଧୁଘରେ ସାଙ୍ଗ ସାଥିଙ୍କ ସାଙ୍ଗରେ ଛକ ବଜାରରେ ଆଲୋଚନା କରନ୍ତୁ ବୁଝାନ୍ତୁ କାହିଁକି ନା 70 ଭାଗ ଭୋଟଦାତା ଜାଣିନାହାନ୍ତି ପାଣ୍ଡିଆନ ଏତେ ଅସହ୍ୟ ଦୁର୍ନୀତି କରି ଆମର କୋଟି କୋଟି ଟଙ୍କା ଚଳୁ କଲେଣି ଏହା ତ୍ରିବାର ସତ୍ୟ ନହେଲେ କାହିଁକି ଆଜି ସବୁ ଜିନିଷ ଏତେ ଉଚ୍ଚ ଦର ଓଡିଶାର ସୁରକ୍ଷା ନିଜର ପରିବାରର ନିଜର ଭବିଷ୍ୟତର ସୁରକ୍ଷା ପାଇଁ ଏକ ହୁଅନ୍ତୁ ବିଜେଡ଼ି ହଟାନ୍ତୁ ଜୟ ଜଗନ୍ନାଥ 🙏🏾🙏🏾🙏🏾

  • @kitty_kabita9366
    @kitty_kabita9366 3 ปีที่แล้ว +56

    Omg ...I can't stop my laughing 🤣🤣🤣

    • @chinmayamusic1988
      @chinmayamusic1988 3 ปีที่แล้ว

      ଏହି ଭିଡ଼ିଓ କୁ ଥରେ ଦେଖନ୍ତୁ ଆପଣ ନହସି ରହିପାରିବେ ନି 😂😂😂😂
      th-cam.com/users/shortscznlan50j_8

    • @trilochansethi3062
      @trilochansethi3062 ปีที่แล้ว

      🌝

  • @badmasrajib
    @badmasrajib 3 ปีที่แล้ว +20

    all are good acting ,bahut badhia lagila **

  • @sadanmajhi5001
    @sadanmajhi5001 3 ปีที่แล้ว +8

    ଭିଡିଓ ଟା ବହୁତ ଭଲ ଲାଗିଲା , ଆଉ ଟିକିଏ ଅଧିକା ସମୟ ଭିଡିଓ ହେଇ ଥିଲେ,ଆଉ ଭଲ ହେଇଥାନ୍ତା, 😀😎😀😀😀 ହା ହା ହା

    • @chinmayatv7455
      @chinmayatv7455 3 ปีที่แล้ว

      ଏହି ଭିଡ଼ିଓ କୁ ଥରେ ଦେଖନ୍ତୁ ଆପଣ ନହସି ରହିପାରିବେ ନି 😂😂😂😂
      th-cam.com/users/shortscznlan50j_8

  • @prasannadethiprasannadethi7968
    @prasannadethiprasannadethi7968 2 ปีที่แล้ว +1

    ଚନ୍ଦନ ଭାଇ ଭଲ ହୋଇଛି କିନ୍ତୁ ଆଉଟିକିଏଭଲହୋଇପାରିଵ କିନ୍ତୁ ସୁପର ଡୁପର ଵମ୍ଫର ହୋଇଛି

  • @somethingasumari012
    @somethingasumari012 3 ปีที่แล้ว +6

    ଚନ୍ଦନ ଭାଇ ତମ ଗାଁ ନା କଣ 😍 କହିବ 🙏plize ଚନ୍ଦନ ଭାଇ 🙏🙏

  • @satyaartcreations8186
    @satyaartcreations8186 3 ปีที่แล้ว +9

    ଆଲୋ 20 ଟଙ୍କା ହେବକି ଲୋ ଜଟିଆ ଦୋକାନରୁ ଆଳୁ 2 କିଲେ ଆଣିଥାନ୍ତି

  • @malayakumarrout2913
    @malayakumarrout2913 3 ปีที่แล้ว +21

    Nice bro... Each nd Every part are really heart touching.... Hasi hasi gadigali bro... Tuma video gote hasa batika

  • @rakeshgraphics1914
    @rakeshgraphics1914 ปีที่แล้ว +1

    ଓଡ଼ିଆ ଫିଲ୍ମ producer ୟେ vdo ଦେଖିଲେ ଜାଣିପାରିବେ,ଓଡିଆ ଲୋକଙ୍କ ଟେଷ୍ଟ କଣ

  • @adityaranjanpintu1019
    @adityaranjanpintu1019 3 ปีที่แล้ว +14

    Aditya Love from Chandikhole Jajpur Odisha ❤️
    ❤️

  • @ramachandrabehera4314
    @ramachandrabehera4314 3 ปีที่แล้ว +18

    Chandan Bhai outstanding concept.....full masti...bobal
    Great team work 💪👏

  • @rcreation9754
    @rcreation9754 3 ปีที่แล้ว +38

    In 5 days.. 3 comedy release in 3 TH-cam channel....
    Chandan biswal-2m in 5 days🙄
    Khordha Toka-740k in 5 days😁
    Mr gulua-880k in 5 days😁

  • @srikantanayakfitness404
    @srikantanayakfitness404 2 ปีที่แล้ว +2

    Love you bhai....mo bou a video dekhi bahut hasichi.. ta muha re hasa dekhi mote bahut khusi lagila 🙏🙏🙏 thank you bhai again ❤️❤️ love from Rayagada ❤️ Prabhu jagannath tamara mangala karantu 🙏🙏🙏

  • @angelssmartmom9930
    @angelssmartmom9930 3 ปีที่แล้ว +16

    Sir 4 milion view's.! jetiki loka dekhuchanti samaste jadi subscribe karante apana pura no 1 youtuber hei paranthe.😊

  • @milisahoo4195
    @milisahoo4195 3 ปีที่แล้ว +12

    ଏ ବୋଉଲୋ ହସି ହସି ମୁଁ ଖଟରୁ ପଡ଼ିଗଲି ଲୋ ଚନ୍ଦନ ଭାଇ 🙏🙏🙏🙏🙏🙏🙏🙏🙏❤️❤️❤️❤️❤️🌹🌹🌹🌹🌹🌹🌹🌹🌹

  • @sonujk4338
    @sonujk4338 3 ปีที่แล้ว +80

    "Never give up. Today is hard tomorrow will be worse. But the day after tomorrow will be sunshine"

  • @worldofwonders3815
    @worldofwonders3815 2 ปีที่แล้ว +3

    ବହୁତ ସୁନ୍ଦର ❤️❤️❤️🔥🔥🔥🎉🎉🎉💐💐💐🙏🙏🙏 ମାସକୁ ଅତି କମରେ ଦୁଇଟି ଭିଡିଓ କର ଚନ୍ଦନ ଭାଇ

  • @keepsmiling2847
    @keepsmiling2847 3 ปีที่แล้ว +77

    Script, story out standing......all acting performance are best.
    The best thing I observed that they try to show the village culture, village scenery

    • @mrpinucomedy
      @mrpinucomedy 3 ปีที่แล้ว +1

      th-cam.com/video/JBIuXGOaOmE/w-d-xo.html
      Ama chhota team ra nua haseibara prayaas

  • @atishranjanmohapatra1265
    @atishranjanmohapatra1265 3 ปีที่แล้ว +19

    Was waiting for your video bro….thank u so much for making us laugh

  • @mamapartnermamapartner2106
    @mamapartnermamapartner2106 3 ปีที่แล้ว +20

    Finally my komedy king back 😘❤ dil se ek like ❤