Bada dukha laguchi please dya kari hindu satraku ate mazak kar ni karana gote tha dekhili murti puja upare mazak kala , Namita madam please dya kari amara jetiki absyaka setiki satra puran upre barnita heu, hindu dharm ku mazak karni
Narka achi, karan mahabharat judha hoi sarila pare, pandav nkar kama sesa hoigala pandav nka sanga re jaithile kukur jau jau dropadi padigale ahibhali sabu prana tyagaile hele kura judhistira abm au kukura sorgaku gale se hele gamaraj hi kukura thile etc, sort katha nark achi
Prangya tame muslim habara thila, Dr zakir naik jemiti mazak karuthila muslim guru Or mulana tame prabanchika nuhe hisabare katha kuha hindu dharm ku mazaak karni, narak achi ok
Bhagaban he ye dhrub satya
ଜୟ ଜଗନ୍ନାଥ,,ଆର୍ଯଚାର୍ଯ୍ୟମହାଶୟଙ୍କ।ସୁନ୍ଦର।ଆଲୋଚନା,ଏହାକୁ ଶୁଣି,ଜ୍ଞାନ ଆହାରଣନିହାତିଦରକାର। ହଁ କଥାରପ୍ରଶ୍କ ହେଲା।
ନର୍କ ଅଛିକି ନାହିଁ।ଅଛି, ଆଜ୍ଞା ଏହିଦୁନିଆରରଙ୍ଗମଞ୍ଚରେଭଲକାମକରିଥିଲେଓ।
ଯଦିଚଲାବୁଲାଅବସ୍ଥାରେ,ଲୋକଟି ପ୍ରାଣତ୍ୟାଗ କରେ।ସମସ୍ତେ,ଆହା,ଆହାକରିଥାନ୍ତିହେସେବ୍ୟକ୍ତିଥିଲା
କଣହେଲାଭାରିଭଲଥିଲେ। ଆଜ୍ଞା ଏହିପଦକହି,ସେବ୍ୟକ୍ତିରମୁକ୍ତିଓବୈକୁଣ୍ଣରପଥ।
ଭାଗବତରେ ଅଛି।ପ୍ରାଣୀରଭଲମନ୍ଦ,ବାଣୀ
ମରିବାକାଳେତାହାଯାଣି।ଜନମତରଙ୍କ ଉଦାହରଣ ଓ
ମୋର ଏତେଜ୍ଞାନନାହିଆଜ୍ଞା,ଆପଣମାନଙ୍କ, ଆଲୋଚନା ଶୁଣି ଯାହା ଉପଲବ୍ଧ,କଲିଏଇଠି,ନର୍କ ଓ ଏଇଠିଵୈକୁଣ୍ଟମୋଦୋଷଥିଲେକ୍ଷମାକରିଵେ
ମହାଶୟେ
ଏହିପ୍ରଶ୍କର ଉ ତ୍ତରଭୁଲକିଠିଵିଚାର ଆପଣଙ୍କର
ଆପଣ ମାନଙ୍କୁ ଧନ୍ୟବାଦ୍ ଜଣାଉଛୁ।ମାତ୍ର ସୃଷ୍ଟିରେ ଜନ୍ମ ମୃତ୍ୟୁ ସତ୍ୟ।ଆପଣ ମାନେ କଣ୍ ଏକ ସମୟରେ ଜନ୍ମ ଓ ମୃତ୍ୟୁ ଅନୁଭବ କରିପାରି ବେ? ଏକ ସମୟରେ ଭାରତ ଅବା ଓଡ଼ିଶା କୁ ଏକ ସମୟରେ ଦେଖି ପାରିବେନି?ସେପରି ସ୍ବର୍ଗ,ନର୍କ ଏକା ସମୟରେ ଭୋଗ କରିବ ସେ ବର୍ଣ୍ଣନା କରିବ ମାତ୍ର ସେ ସମାଧାନ ତା ନିମନ୍ତେ ଅସମ୍ଭବ।
B.
Marigala pare particular sehi loka janmanianahi karana thanda pie sarilapare botal Pune autahoi nutana botal tiari pari
👌👌👌👏 Thanks all......
ସ୍ୱର୍ଗ ନରକ ବେନି ବାଣୀ, ଏହାମୁଁ ଏକା ଧର୍ମେ ଜାଣି
Swalpa bidya bhayankari .madam
ଏଇଠି ନର୍କ ମର୍ତ୍ତ୍ୟ ବୈକୁଣ୍ଠ ସ୍ବର୍ଗ ସବୁ ତମ ଘରେ ଅଛି ଶପ୍ତ ୠଷି ବି ତମ ଘରେ ଅଛନ୍ତି ସୂର୍ୟ ତମ ଘରେ
ଶୁଣନ୍ତୁ ପଣ୍ଡିତେ ଶିବ ପୂରଣ ପଢନ୍ତୁ ଜାଣିବେ
ଜଣେ ଲୋକ ତା ଜୀବନ କାଳ ମଧ୍ୟରେ ମାର୍ ପିଟ୍ କରିଛି , ମଦ୍ୟପାନ କରିଛି , ନାରୀ ଧର୍ଷଣ କରିଛି , ଏବଂ ତାହା ହିଁ ତା ପାଇଁ ସ୍ବର୍ଗ ସୁଖ । କିଛି ଦିନ ପରେ ସେ ଲୋକଟି ହଠାତ୍ ଶତ୍ରୁ ର ଖଣ୍ଡା ଚୋଟରେ କିମ୍ବା ପୋଲିସ ର ଗୁଳି ର ଶିକାର ହୋଇ , ବିନା ଯନ୍ତ୍ରଣାରେ ଏକ ସେକେଣ୍ଡ ରେ ମୃତ୍ୟୁ ବରଣ କଲା । ତେବେ ସେ ଲୋକଟି ତ ଯମ ଯନ୍ତ୍ରଣା କଣ (?) ଜାଣି ପାରିଲା ନାହିଁ । ତେବେ ସେ ଲୋକଟି ଏ ଜନ୍ମ ରେ ହିଁ ନର୍କ ଯନ୍ତ୍ରଣା ପାଇଲା କିମ୍ବା ନର୍କ ଭୋଗ କଲା ବୋଲି ଆମେ କିପରି ବିଚାର କରି ପରିବା ???
ଅକାଳ ମୃତ୍ୟୁ ମାନେ ନର୍କ
ଭଗବାନ ଅଛନ୍ତି ମାନେ ସଇତାନ ଅଛି,ଦିନ ଅଛି ମାନେ ରାତି ଅଛି ଠିକ୍ ସେହିପରି ସ୍ଵର୍ଗ ଅଛି ମାନେ ନର୍କ ଅଛି ।ମୂର୍ଖ ପଣ୍ଡିତ କିଛି ଜାଣିନାହାନ୍ତି।
ମୋ ମତରେ ନର୍କକୁ କିଏ ଦେଖିଛି କୁହ ମୁଁ ଜାଣେ ମଣିଷ ଦେହରେ ଥାଏ କର୍ମ ଫଳ ଅନୁଶାରେ ମିଳିଥାଏ କହିକି ଅରବିନ୍ଦ ମୁଦୁଲି ଗୋଟେ ଗୀତ ଗାଇଛନ୍ତି ସତ୍ୟ ଯୁଗେ ମାତା ଗର୍ଭେ ବିଷ୍ଣୁ ଭଜୁଥିଲୁ ତ୍ରେତୟା ରେ ତଳେ ପଡି କୂଅ କୂଅ ହେଲୁ ଦ୍ୟପରରେ ଯୁବାକାଳେ କାମିନୀ ମହିଲୁ ବୃଧ ବେଳେ କାଳୀ କାଳେ ସବୁ ଭୁଲି ଗଲୁ
🙏🙏🙏🙏🙏🙏🙏
Sastriya alochana swaģatyogya .pandit mahasay mahasayanku danyabad . Ajika yugare sete sidhha mahatma nahanti enu adhik janiba asambhab.
ସବୁ ମିଶିକି ଲେଡିକୁ ପେଲ ସିଏ ଏଇଠି ନର୍କ ଭୋଗୁ ତମର୍ କିଛି ହବନି
ମଣିଷ ମଲା ପରେ 12ଦିନ ପରେ କୁଆଡେ ଯାଏ ଜଙ୍ଗଲ କୁ
ଗରୁଡ ପୁରାଣ କଣ ମିଥ୍ଯା
ମଣିଷ ଶୋଇ ପଡିଲେ ଯଦି କିଛି ଜାଣିପାରେନା ତାହାଲେ ମଲା ପରେ କିଏ ଜଣେ କୁଆଡେ ଯାଉଛି ସ୍ୱର୍ଗ କୁ ନା ନର୍କକୁ
Narka achhi garuda puranare a bisayare lekha hoichhi
ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ ଏଇଠି ଶର୍ଗ ଏଇଠି ନର୍କ
Bada dukha laguchi please dya kari hindu satraku ate mazak kar ni karana gote tha dekhili murti puja upare mazak kala , Namita madam please dya kari amara jetiki absyaka setiki satra puran upre barnita heu, hindu dharm ku mazak karni
Narka achi, karan mahabharat judha hoi sarila pare, pandav nkar kama sesa hoigala pandav nka sanga re jaithile kukur jau jau dropadi padigale ahibhali sabu prana tyagaile hele kura judhistira abm au kukura sorgaku gale se hele gamaraj hi kukura thile etc, sort katha nark achi
ଈଶ୍ୱର ଏକ କିନ୍ତୁ ଅନେକ ରୂପ ଆମେ ତେତିଶ କୋଟି ଦେବତା ଅଛନ୍ତି କିନ୍ତୁ ଈଶ୍ୱର ଏକ ଭାଗବତ ଅନେକ ଅଛି କିନ୍ତୁ ନଜର ଅନ୍ତର ଆତ୍ମା ଯାହା କରିଯାନ୍ତି ସିଏ ହେଉଛି ସବୁକିଛି ଦୁନିଆ ରେ ଏମିତି କୌଣସି ଲୋକ ଅଛନ୍ତି ଜିଏ ଭୁଲ କରେ ନାହିଁ କିନ୍ତୁ ମଣିଷ ଯେ କୌଣସି ଭୁଲୁ ଠିକ ଜାଣିଥାଏ ଏଇଠି ସ୍ୱର୍ଗ ଏଇଠି ନର୍କ
Nark achhi ye dhrub satya
Mo matare narka achi jaha bhagaban kahichanti se kebe micha hei pareni
Raadha raani aau Krushna Baaba thaaru aau kehi bada loka naahanti... Krushna Baaba aau Raadha Brahma kumari...mahaa nitya baasi
Su mana rakhile...Mahaa nitya mile...gyaana na jaani..gyaani dekhei hebaa thik nuha....
କରିକରାଉଥାଏ ମୁହଁ ମୋ ବିନୁ ଅନ୍ଯଗତି ନାହିଁ
Achhi lo maa
A sabu lokamanku boka banauchnti
Pinda brahmanda eka mata tenu eha bhetare surga o eha bhitare narka
Prangya tame muslim habara thila, Dr zakir naik jemiti mazak karuthila muslim guru Or mulana tame prabanchika nuhe hisabare katha kuha hindu dharm ku mazaak karni, narak achi ok
Lady besi gapuchi