Questions Of Reality Show, Sambeet Acharya Opens His Mouth

แชร์
ฝัง
  • เผยแพร่เมื่อ 15 มิ.ย. 2022
  • Kanak News And Exclusive Interviews With Odia Film industry Actor Sambeet Acharya on The Topics Of Raja Festival
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Website :- kanaknews.com/
    Instagram :- kanaknewsof...
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews

ความคิดเห็น • 7K

  • @RAMRAM-iz2cp
    @RAMRAM-iz2cp 2 ปีที่แล้ว +1149

    ମିଡିଆ ଭାଇ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ପୁରା ମରମ କଥା ପଚାରିଲ ଆମ ମନ କଥା ବୁଝି ପାରିଲ ଆଉ ସେଇ ଭଳି ପ୍ରଶ୍ନ ପଚାରିିଲେ ଧନ୍ୟବାଦ୍ ଭାଇ 🙏🙏🙏

  • @kpgamer6622
    @kpgamer6622 2 ปีที่แล้ว +324

    ମିଡ଼ିଆ ଭାଇଙ୍କ ପ୍ରଶ୍ନ ଓ ବାର୍ତାଳାପ ବହୁତ ଉଚ୍ଚ କୋଟିର
    ଏହା ଅନୁଭୁତି (experience) ରୁ ଜଣାପଡେ
    ଜୟ ଜଗନ୍ନାଥ 🙏🙏🙏🙏🙏

    • @laxmidharjena4790
      @laxmidharjena4790 2 ปีที่แล้ว +2

      Super journalist, thank a lot
      Question re ans delabele sambeet ku jemiti lagochi abe jani pariba darkar ki participate mananku kemiti feel heothba jetebele semanannka upare mazak udanti. Au gute katha heochi ki jadi reality show re judges manankar kichi kama nathaye sabu channel upare thaye tahele tame mane kan mazak kariba pain basicha ki?. First you learn kara judge sit re Basile tama ra responsibility knnrahiba darkar , namita Aggarwal madam nka show jai dekha , nahele Bollywood show dekha experience gain kara tapare judge sit re Basile bhala heba...jau clip gudika aji TH-cam manankrae boluchi se fila dipression re rahithaipare. Bcz friends mane mazak kariparanti. Plzzzz judge hua mana nahi performance clip dekhao but mazak udaoni

    • @ssssss6362
      @ssssss6362 2 ปีที่แล้ว +1

      Chads hetar katha

    • @ssssss6362
      @ssssss6362 2 ปีที่แล้ว +1

      Hhhh

    • @santoshdeep9953
      @santoshdeep9953 ปีที่แล้ว

      Tora sabu bhulbe maagia midia bhai thnku

    • @uddhabadibaka7476
      @uddhabadibaka7476 8 ชั่วโมงที่ผ่านมา

      Sala mane chakuli pithara ketati kana tame kahuna be

  • @k4koraputiatv273
    @k4koraputiatv273 2 ปีที่แล้ว +70

    ଏ ମାନଙ୍କୁ ସିଦ୍ଧାନ୍ତ ସାର ଙ୍କ ଟାରୁ ଟ୍ରେନିଂ ଦେଲେ ଭଲ ହୁହାନ୍ତା

  • @chikubhai117
    @chikubhai117 2 ปีที่แล้ว +21

    ଆରେ ଭାଇ ଏଇ ସ୍ବାର୍ଥପର ଦୁନିଆଁ ରେ କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡିବ ଆପଣ ପାଇଥିବା ଦର୍ଶକଙ୍କ ଭଲ ପାଇବା ହରାଇ ଚାନେଲ ବାଲାଙ୍କ ଠୁ ଟଙ୍କା ପାଇଲେ।🥲🥲🥲

  • @pravatnayak478
    @pravatnayak478 2 ปีที่แล้ว +480

    Senior ଙ୍କ ପାଖ ରୁ କିଛି ଶିଖ.... ସିର୍ଦ୍ଧାଥ ମହାପାତ୍ର ଭାଇ ଙ୍କ ପାଖ ରୁ କିଛି ଶିଖ.....judge କେମିତି ହେବା ଦର୍ କାର।

  • @babunamallick5594
    @babunamallick5594 2 ปีที่แล้ว +382

    ଦେବାଶିଷ ପାତ୍ର ରିଅଲିଟି ସୋର୍ ଜଣେ ବଡ ଜଜ୍ ବୋଲି ନିଜକୁ ଭାବନ୍ତି ସିନେମା ଜଗତରେ ସେ ଜଣେ ହୀରୋ ନୂହେଁ ବଡ଼ ଜିରୋ ରିଅଲିଟି ସୋରେ ଆମ ଓଡିଶାର ଝିଅମାନ ଙ୍କୁ ବେଶି କମେଣ୍ଟ କରନ୍ତି

  • @ranjanaprusty9798
    @ranjanaprusty9798 2 ปีที่แล้ว +14

    ଯେଉଁ ମାନେ ଜଯ ହେବା ପାଇଁ ଯୋଗ୍ୟ ନୁହନ୍ତି ସେମାନଙ୍କୁ ଜଯ କରିଛନ୍ତି କାହିଁକି

  • @purnachandratudu6168
    @purnachandratudu6168 2 ปีที่แล้ว +23

    Sir, you deserve standing ovation 🧍‍♂️ for your brave journalism.

  • @radhakanta8587
    @radhakanta8587 2 ปีที่แล้ว +243

    କନକ ର ଏହି ଭାଇ କୁ ନମସ୍କାର....👏👏👏👏

  • @OdiaTech24knowledge
    @OdiaTech24knowledge 2 ปีที่แล้ว +226

    ଜ୍ୟୋତି ଆଉ ରିୟା ର ଗୋଟେ interview ହଉ Sir

  • @amit16_01
    @amit16_01 ปีที่แล้ว +18

    ଆରେ ଏମାନେ ସବୁ ଗୋଟେ ଗୋଟେ ପାଗଳ। ଆଉ ସମ୍ବିତ୍ ସେମାନଙ୍କର ବାପା।🙏🙏🙏🇮🇳🇮🇳🙏🙏🙏

  • @narshingpradhan6804
    @narshingpradhan6804 ปีที่แล้ว +5

    ମିଡିଆ ଭାଇ ସେମାନେ ନାଳୁଆ ଶଳା ଜାକ ତୁମେ ବଢିଆ ପ୍ରଶ୍ନ ପଚାରିଚ ମ ତରଫରୁ ମେଡିଆ ଭାଇଙ୍କୁ ଧନ୍ୟବାଦ

  • @ArjunKumar-gs1fz
    @ArjunKumar-gs1fz 2 ปีที่แล้ว +78

    ସିଦ୍ଧାନ୍ତ ମହାପାତ୍ର ଜଣେ ଭଲ ହିରୋ ସେ ଅନେକ ଜନପ୍ରିୟ ଅଭିନେତା, କିନ୍ତୁ ତାଙ୍କୁ କାହିଁକି ଜଜ୍ କରି ଆଣୁନାହାନ୍ତି,ଛି ଛି ଛି

    • @AS-kf6op
      @AS-kf6op 2 ปีที่แล้ว +2

      Emane sabu alpa paisa neiki asijibe.. But Siddhant adhika paisa nebe.. Seithapai.

  • @koutukiahasakatha4410
    @koutukiahasakatha4410 2 ปีที่แล้ว +1237

    ସମ୍ବିଦ ଯେତେବେଳେ ନୂଆ ନୂଆ ଫିଲ୍ମ କଲେ ମୁଁ ଭାବିଲି ଟୋକା କିଛି କରିବ... କିନ୍ତୁ ଜାଣି ନ ଥିଲି ଏ ଟୋକା ଆଗକୁ ଚକୁଳି ପିଠାର କେତୋଟି କଣା ଗଣିବ 😂😂😂

  • @biplabdas2530
    @biplabdas2530 2 ปีที่แล้ว +5

    Bharat bhitare India achhi what a talented artist sambit..
    Next level answer

  • @rakeshmishra4441
    @rakeshmishra4441 ปีที่แล้ว +5

    Thanks to news reporter for braveness 🙂🙂

  • @sujitarya8079
    @sujitarya8079 2 ปีที่แล้ว +101

    ମଣିଷ ପିଲା ହେଇଥିବ ଯଦି ହୃଦୟଙ୍ଗମ କରିବ..
    Fantastic jurnalist.... 😍

  • @priyabratbarik848
    @priyabratbarik848 2 ปีที่แล้ว +395

    ଯୋଗ୍ୟତା ନଥିଲେ ଏମିତି ବ୍ୟବହାର କରିବେ ହିଁ।
    ଅଭଦ୍ର ଗୁଡ଼ାଙ୍କୁ ଆନିକି ବସେଇଦେଲେ ଯାହା ହବ ଆଉ।
    ନିଜ ମା ଭଉଣୀ ଙ୍କୁ କଣ ଏମିତି ସେମାନେ କୁହନ୍ତି ଯେମିତି ରିଆଲିଟୀ ଶୋ ରେ ଝିଅ ମାନଙ୍କୁ କହିଛନ୍ତି ।

    • @gobardhanbarik6616
      @gobardhanbarik6616 2 ปีที่แล้ว +1

      Right

    • @-xw3bd
      @-xw3bd 2 ปีที่แล้ว +3

      ଛୋଡ଼ି ହେଇଗଲା ସେଠୁ actor ମାନେ ଭୁଲ ଭାଲ କରୁଛନ୍ତି ହେଲେ ସେ contenstent କଣ ଏତେ ବୋକା

    • @santoshkumarbehera5716
      @santoshkumarbehera5716 2 ปีที่แล้ว

      Tuma mananku jujh sit re baseila kia

    • @george6103
      @george6103 2 ปีที่แล้ว

      Thik 👍👍👍🤨🤨🤨😜😜

    • @tikeswarmahanta8369
      @tikeswarmahanta8369 2 ปีที่แล้ว +1

      Right🤜

  • @shivamgaming9115
    @shivamgaming9115 ปีที่แล้ว +5

    Nice reporter🥰🥰🥰
    Brave
    Best reporter 🥰🥰🥰

  • @arakhitakalaka892
    @arakhitakalaka892 2 ปีที่แล้ว +3

    Thanks OTV channel and Reporter sir..

  • @preetipallavinayak5967
    @preetipallavinayak5967 2 ปีที่แล้ว +707

    ସିଦ୍ଧାନ୍ତ ଭାଇଙ୍କୁ ଦେଖ ସେ କେମିତି ହିରୋ ଆମ ଓଡ଼ିଆ ସିନେମାର ,, ତାଙ୍କୁ ଦେଖିଲେ ଖୁସି ଲାଗେ ,, ତାଙ୍କ ଷ୍ଟାଇଲ୍ , ଅଭିନୟ , ଫାଇଟ୍ ଦେଖିବାକୁ ଓଡିଶା ମତୁଆଲା ,,, ହେଲେ ତୁମମାନଙ୍କ ଠାରୁ ସେମିତି କିଛି ମିଳୁନି

  • @durgaprasadartandcraft5395
    @durgaprasadartandcraft5395 2 ปีที่แล้ว +225

    Show ଭିତରେ No-1 show ଥିଲା ମୁଁ ବି ନମିତା ଅଗ୍ରୱାଲ ହେବି, ସେ ଗୁରୁ ମାନଙ୍କ ଭଳି କେହି ହେଇ ପାରିବେ ନାହିଁ,

  • @manamohanpujari5581
    @manamohanpujari5581 2 ปีที่แล้ว +6

    Such a intelligent journalist

  • @xyzcrezy1874
    @xyzcrezy1874 2 ปีที่แล้ว +6

    salute to journalist

  • @bikashdehury1427
    @bikashdehury1427 2 ปีที่แล้ว +279

    ଆମ ଓଡ଼ିଶା ରେ ଯେତେ ପୁରୁଣା ଅଭିନେତା ଓ ଅଭିନେତ୍ରୀ ଅଛିନ୍ତି ଦୟାକରି ସେମାନଙ୍କୁ judge ଆସନ ରେ ବସେଇଲେ ଟିକିଏ ଭଲ ହୁଅନ୍ତା...

  • @sadhudas2758
    @sadhudas2758 2 ปีที่แล้ว +367

    After a long time the brave journalist raised the important issue. Thanks

    • @sajanibiswal7671
      @sajanibiswal7671 2 ปีที่แล้ว +3

      Kete vl vasana deucha re vai .....majak udaucha puni drama karucha media agare

    • @kuberswain9434
      @kuberswain9434 ปีที่แล้ว

      Nalua magiha

    • @kuberswain9434
      @kuberswain9434 ปีที่แล้ว

      Nalua magiha

  • @cnku3602
    @cnku3602 2 ปีที่แล้ว +5

    Best journalist of odisha 😎😎

  • @rakeshsahoo8823
    @rakeshsahoo8823 2 ปีที่แล้ว +3

    The way sambeet handled the questions from the reporter is great

  • @rajeshnayak8246
    @rajeshnayak8246 2 ปีที่แล้ว +234

    I salute the reporter bcoz he has done very good job

  • @subhrajitsahoo4260
    @subhrajitsahoo4260 2 ปีที่แล้ว +119

    ସତ କଥା ହେଲା , ଅଭିନେତା ଙ୍କ ଇଜ୍ଜତ କୁ ବାଜି ଲଗେଇ ପ୍ରଯୋଜକ ମାନେ ପଇସା income କରୁଛନ୍ତି ; ବହୁତ୍ ସୁନ୍ଦର୍ interview ଥିଲା ,ଧନ୍ୟବାଦ୍

  • @niharranjanjena2844
    @niharranjanjena2844 2 ปีที่แล้ว +3

    Special thanks to journalist 👍

  • @mantumaharana2412
    @mantumaharana2412 2 ปีที่แล้ว +2

    All the best Kanak news 🗞️ thank you so much sir for.......

  • @SKCRICKET143
    @SKCRICKET143 2 ปีที่แล้ว +166

    ଶଳା ସୁନ୍ଦରୀ ଝିଅ କୁ ସହଜିଆ ପ୍ରଶ୍ନ,ଆଉ ଆର ଝିଅକୁ ମନ ଇଛା କଷ୍ଟିଆ ପ୍ରଶ୍ନ ।

    • @energeticram9928
      @energeticram9928 2 ปีที่แล้ว +12

      ଟିକେ ଲାଲାଂଶ ରହୁଛି

    • @Madonna134
      @Madonna134 2 ปีที่แล้ว +1

      😆😆😆

    • @SKCRICKET143
      @SKCRICKET143 2 ปีที่แล้ว +8

      @@energeticram9928 ପୁରା ନାଳୁଆ

    • @george6103
      @george6103 2 ปีที่แล้ว +3

      Yeah I too have observed these things

    • @umakantamirdha1004
      @umakantamirdha1004 2 ปีที่แล้ว +2

      Sabu lallaa rahuji

  • @himansubihar2515
    @himansubihar2515 2 ปีที่แล้ว +55

    ମିଡ଼ିଆ ଭାଇ ଦୟାକରି ଆଉ ଅନ୍ୟ ଜଜ ମାନଙ୍କ ମଧ୍ୟ ଇଣ୍ଟର୍ବ୍ୟୁ ନିଅନ୍ତୁ 🙏

  • @simnoj380
    @simnoj380 ปีที่แล้ว +2

    We need this type of reporter

  • @TechnoAjaya
    @TechnoAjaya 2 ปีที่แล้ว +5

    I Salute you (#_Journalist)

  • @jayadebmallik1268
    @jayadebmallik1268 2 ปีที่แล้ว +50

    ଦେବାଶିଷ କୁ ଟିକେ ପଚାର ସେ ଅଧିକ style ମାରି ପ୍ରଶ୍ନ ପଚାରେ ,ଏମାନେ ବି ସାମିଲ୍ ସହରୀ ସୁନ୍ଦର ଝିଅ ଙ୍କୁ ଭଲ ପ୍ରଶ୍ନ ଆଉ ଗାଁ ଝିଅ କୁ ମନ ଇଛା ପ୍ରଶ୍ନ
    ସେ ଦେବାଶିଷ ଅଧିକ ମୁଣ୍ଡି ମାମର୍ତି କାର୍ ମନେ ମନେ ଭାବେ

  • @jyotiranjanjena687
    @jyotiranjanjena687 2 ปีที่แล้ว +82

    Siddhant mohapatra one& only superstar of ollywood industry.

  • @Prince-bh1lk
    @Prince-bh1lk ปีที่แล้ว +2

    Thank you 🙏 Kanha News

  • @newchennalchakradharamohan3466
    @newchennalchakradharamohan3466 2 ปีที่แล้ว +3

    Good news 👍

  • @padmanavdas2481
    @padmanavdas2481 2 ปีที่แล้ว +128

    ବହୁତ ବଢିଆ ପ୍ରଶ୍ନ ପଚାରିଛନ୍ତି ଭାଈ, ପ୍ରଯୋଜକ ମାନଙ୍କର ଟଙ୍କା ଦରକାର,କାହାର ଇଜ୍ଜତ ଗଲା ତାଙ୍କର କ'ଣ ଯାଉଛି

  • @sumantakumarmahakhuda4165
    @sumantakumarmahakhuda4165 2 ปีที่แล้ว +133

    ସୌଭାଗ୍ୟ ଭାଇ ପଚାରିଥିବା ରୁ ଧନ୍ୟବାଦ
    ଓଡ଼ିଆ ମୁଭି ଆଉ ଆମେ ଦେଖୁନୁ ସାଉଥ୍ ମୁଭି ବେଷ୍ଟ

  • @education-to-devotion
    @education-to-devotion 2 ปีที่แล้ว +2

    All questions that were supposed to be asked by public ...keep it bro...these judges not qualified to be a judge

  • @bikashedit0069
    @bikashedit0069 2 ปีที่แล้ว +1

    best Journalist for this question

  • @Deepak-rm7dg
    @Deepak-rm7dg 2 ปีที่แล้ว +62

    ଧନ୍ୟବାଦ Kanak news
    ସତ କହିବାକୁ ଗଲେ ଆମ ଓଡ଼ିଶା ର ସିନେଜଗତ ନଷ୍ଟ ହୋଇ ଗଲାଣି । କେଜାଣି କେବେ ଭଲ film ହୋବ, ମୁଁ ତ ୨୦୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତର କିଛି ଭି ଫିଲ୍ମ ଦେଖେନି ଖାଲି ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଦେଖେ । ଜୟ ଜଗନ୍ନାଥ

  • @LWTEDDYKARAN
    @LWTEDDYKARAN 2 ปีที่แล้ว +81

    ସମୁଦ୍ର ମଝିରେ ଘୁଡ଼ା ପେଳ ଅଛି ରେ ଜୟ ପେଳ 😀

  • @dibyankbhai4790
    @dibyankbhai4790 2 ปีที่แล้ว +3

    I like you u r a brave jurnalist

  • @pintudas-yr8te
    @pintudas-yr8te 2 ปีที่แล้ว +56

    ନିଜ ଭୁଲ୍ କୁ ମାନିବାକୁ ପ୍ରସ୍ତୁତ ନାହାନ୍ତି ସମ୍ବିତ

  • @maitreyaranjanpanda1384
    @maitreyaranjanpanda1384 2 ปีที่แล้ว +88

    ପିଲାମାନଙ୍କୁ ଏହିଭଳି ଜାଗାକୁ ପଠାଇବା ପିତା ମାତା ଙ୍କର ସବୁଠାରୁ ବଡ ଭୁଲ

  • @manojsahoo340
    @manojsahoo340 2 ปีที่แล้ว +1

    Right sir 🙏

  • @mrnoobartist143
    @mrnoobartist143 2 ปีที่แล้ว +1

    funny moment of the video "hot" 🤣😂🤣🤣
    sir it's not "hot" it's "hurt" 🤣🤣🤣😂

  • @kanancreation5
    @kanancreation5 2 ปีที่แล้ว +41

    ଏମାନଙ୍କ ଅସଲି ରୂପ ଦେଖାଇବାପାଇଁ TH-cam is the right platform

  • @comedybebybasanti1265
    @comedybebybasanti1265 2 ปีที่แล้ว +167

    ଯଦି ମୁଁ ସେ ସମୟରେ ସେଠି ଥାନ୍ତି ତାହେଲେ ମୁଁ ସିଧା ତୋ ମୁହଁକୁ ଚପଲ ପକେଇ ଥାନ୍ତି

  • @bisuangul2870
    @bisuangul2870 2 ปีที่แล้ว +3

    ବହୁତ୍ ବଢିଆ 🙏🙏🙏🙏🙏

  • @HarishKumar-rk3cr
    @HarishKumar-rk3cr 2 ปีที่แล้ว +1

    Good journalist kep it up

  • @b.b6021
    @b.b6021 2 ปีที่แล้ว +106

    We need this type of reporter 👍👍👍🙏🙏

  • @bidhubhusanpatra3544
    @bidhubhusanpatra3544 2 ปีที่แล้ว +156

    ତୁ ଭୁଲ କରିଛୁ ମାନୁନୁ କାହିଁକି ମାନିଯା ଲୋକଙ୍କ ଠାରୁ କ୍ଷମା ପ୍ରାର୍ଥନା କର ଲୋକ ମାନେ ତତେ କ୍ଷମା କରିଦେବ, ଲାଜ, ଅହଙ୍କାର
    ଛାଡି ଦେ ସତ ମାନିଯା,youtuber ମାନେ ତୋତେ କାହିଁକି ଟ୍ରୋଲ କରିବେ ଓଡିଶା ର ସବୁ ଲୋକ ତତେ ଟ୍ରୋଲ୍ କରୁଛନ୍ତି, ନହେଲେ ତୁ ମରିବା ଯାଏ ଲୋକ ତତେ "ଚକୁଳି ନାଥ" ଡାକିବେ

    • @pabhi1825
      @pabhi1825 2 ปีที่แล้ว +2

      Thik katha

    • @Saheb-Creation
      @Saheb-Creation 2 ปีที่แล้ว +2

      Perfectly well said brother

    • @user-jb4nw4ro9k
      @user-jb4nw4ro9k 2 ปีที่แล้ว +1

      Thik thik

    • @satyabratajena2107
      @satyabratajena2107 2 ปีที่แล้ว +2

      thik katha kahila bhai, sabas 👍

    • @ItsSovit007
      @ItsSovit007 2 ปีที่แล้ว +1

      Sabas bhai ....ei comment ta ete viral heu je se sambit bhi dekhu aau Se Rajo Queen jadi hela sethi aau emiti faltu questions kehi no pocharantu.

  • @kadambini5728
    @kadambini5728 2 ปีที่แล้ว +7

    I give ⭐ star 10 out of 0000 (Sambit ku)

  • @karunabehera9216
    @karunabehera9216 2 ปีที่แล้ว +2

    Good. 👍👍👍👍

  • @chinmayadhal7082
    @chinmayadhal7082 2 ปีที่แล้ว +89

    କେଉଁଠୁ କେଉଁଠୁ ଧରି ଆଣି ଏଇଟାକୁ ଜଜ୍ କରୁଛ ତୁ ନିଜ କୁ କଣ ଭାବୁଛୁ king khan

  • @ambedbhuyan6042
    @ambedbhuyan6042 2 ปีที่แล้ว +134

    ତା ବୋଲି ତୋମେ ହାତ ମରା ମରି ହେଇ ଏତେ ହସି ମଜା ଉଠେଇବେ...
    କୁନି କୁନି ଝିଅମାଙ୍କୁ ଏମିତି question କରିବ ପୁଣି ହସିବ.. ଚିନ୍ତା କର ଟିକେ
    କହୁଛି ମୁଁ କିଛି ଭୂଲ କରିନି
    ଚକୁଳି ପିଠାର କଣାକୁ ଗଣିକି ସବୁବେଳେ ଚକୁଳି ଖାଉଛି ତ ସେଥିପାଇଁ --------ଏମିତି

    • @misstanvi3633
      @misstanvi3633 2 ปีที่แล้ว +2

      Pati pati re badeiba katha yaku

    • @sujatamallik7731
      @sujatamallik7731 2 ปีที่แล้ว

      Ara amana kn hero Amana kaou gota superhit herione saha movie acechi kuho Amana gota gota cow 🐄😜

  • @chinkuchoudhury8692
    @chinkuchoudhury8692 2 ปีที่แล้ว +1

    What is reality show?

  • @TensionBhai
    @TensionBhai 2 ปีที่แล้ว

    Kou bala technical team question create karithila

  • @SKYDREAMDP
    @SKYDREAMDP 2 ปีที่แล้ว +27

    ସବୁ ମିଛ କଥା କହୁଛନ୍ତି ଏ ମାନଙ୍କୁ ଧକ୍କା ମାରି ବାହାର କରିବା କଥା

  • @RanajitSahoo
    @RanajitSahoo 2 ปีที่แล้ว +48

    ପ୍ରକୃତ କଥା ହେଲା ଏମାନଙ୍କୁ କିଛି movie କି album ମିଳୁନି କି ମିଳିଲେ ବି ଲୋକ ଆଉ ଏ ତେଲୁଗୁ ରୁ copy ହେଇଥିବା movie ଦେଖିବାକୁ ଯାଉନାହାନ୍ତି.....ଖାଲି ଏଇ faltu show ମିଳୁଚି....ଆଉ କରିବେ କଣ ଏ ସବୁ ବସିକି ସେଠି ପିଲାମାନଙ୍କର ମଜା ଉଡଉଛନ୍ତି

  • @pankajkumbhar1991
    @pankajkumbhar1991 2 ปีที่แล้ว +4

    ରଜ କୁଇନ ର ଯେତେ ଜଜେସ୍ ଅଛନ୍ତି ଝିଅ ମାନଙ୍କୁ ଅଖାଡୁଆ ପ୍ରଶ୍ନ ପଚାରୁଥିବାରୁ ଚନ୍ଦନ ବିଶ୍ୱାଳ ପୁଣି ରଜ ର ରାଜା ସୋ reallylity sow ବାହାର କଲେ.. ଭଲ ଥିଲା ଆଉ ଟିକେ ଭଲ ହେଇପାରିଥାନ୍ତା..
    ରଜ କୁଇନ୍ ସୋ.. ସବୁଠୁ ଫାଲତୁ ସୋ

  • @debasishkamila3908
    @debasishkamila3908 11 หลายเดือนก่อน

    Good job reporter bhai.
    Bohut bholo lagila Bhai jonoko bholo questions pocharile.
    Aau toro movie kehi dekhibeni re Sambit.

  • @cricketfuntu6151
    @cricketfuntu6151 2 ปีที่แล้ว +44

    ଦୋଷ ଘୋଡେଇ ବାକୁ ନିଜର
    ୟୁଟୁୟୁବର ଙ୍କୁ ଦୋଷ ଦିଅନା।
    କେତେଟା ଙ୍କ ଟଚ ରେ ଅଛ ।

  • @chinmayadhal7082
    @chinmayadhal7082 2 ปีที่แล้ว +69

    ଔକାତ୍ ଲେସ୍ କୁ ଡାକିକି ଜଜ୍ କରୁଛ

  • @anilkumarghadei7142
    @anilkumarghadei7142 2 ปีที่แล้ว +1

    Brave journalist

  • @kanhucharanbehera58
    @kanhucharanbehera58 2 ปีที่แล้ว +3

    Good reporter Bhai

  • @sadhudas2758
    @sadhudas2758 2 ปีที่แล้ว +96

    Sabyasachi is a gentle man

  • @RajeshDas-bs8iw
    @RajeshDas-bs8iw 2 ปีที่แล้ว +480

    ଭାଇ ଏଥିରୁ ଜଣାପଡ଼ିଲା ସମ୍ବିତ୍ର ର ସବୁ ଠିକ୍ ଆମେ ଓଡ଼ିଶା ବାସୀ ଭୁଲ୍ 😭😭 ୟାକୁ ବାହାର କର

  • @indrajitmishra256
    @indrajitmishra256 2 ปีที่แล้ว +3

    ୟୁଟିବର୍ ପଇସା ପାଇଁ ନିଜ ସ୍ବାର୍ଥ ପାଇଁ ଏମିତି କରୁଛନ୍ତି ଆଉ ତମେ ଶଳେ ଦେଶ ସେବା ପାଇଁ ଏସବୁ କରୁଛ। କିଛି ଆଉ ମିଳୁନି ତମକୁ । ହିନ୍ଦୀ ଓ ସାଉଥ୍ ସିନେମା ସବୁ ଡବିଂ କରୁଛ । ନିଜେ ଗୋଟେ ଭଲ ଫିଲ୍ମ ଲେଖି ପରୁନ କି ଲେଖିକି ଫିଲ୍ମ ବି କରିପାରିବନି । ଚେନ୍ନାଲ ଯାହା କହିବ ତମେ ସେୟ କରିବ , ତମର ବିବେକ ଜ୍ଞାନ କିଛି ଅଛିନା ନାହିଁ ସେସବୁ। ଆଉ ୟୁଟ୍ୟୁବର ତମକୁ ଗାଳିଦେଲେ । ତମେ କ୍ଷୀର ରେ ଧୁଆ ହେଇଚ , ଛୋଟୋ ପିଲା ତମେ କ୍ଷୀର ଖାଉଛ। କିଛି ଜାଣି ପାରୁନ। ଝିଅ ମାନେ ଗାଁରୁ ଆସିଛନ୍ତି ସେମାନେ କଣ ଆକ୍ସନ ନେବେ। ପୋଲିସ ଷ୍ଟସନରେ ଯାଇ ଅଭିଯୋଗ କରି ପାରିବେ? ଗାଉଁଲି ଝିଅ ଆଜ୍ଞା ସେମାନଙ୍କ ଓ ତାଙ୍କ ପରିବାର ପାଇଁ ଇଜ୍ଜତ ସବୁଠୁ ବଡ଼, ତମେ ସୋ ରେ ଯାହା ବେଇଜ୍ଜତ କରିବ ତାପରେ ସେମାନେ ପୋଲିସ୍ ପାଖରେ ତମ ବିରୁ୍ଧ ରେ କହିବ ଆଉ ପୁଣି ବେଇଜ୍ଜତ ହେବେ। ଭାଇ ପଇସା ପାଇଁ ଏତେ ତଳକୁ ଖସି ଯାଓନି।
    ବହୁତ୍ ବହୁତ୍ ଧନ୍ୟବାଦ୍ ସୌଭାଗ୍ୟ ଭାଇ ତମର ଅଭଳି reporting ପାଇଁ 👏

  • @bls.badboy3780
    @bls.badboy3780 2 ปีที่แล้ว +1

    Nice

  • @JuelRout
    @JuelRout 2 ปีที่แล้ว +61

    ଭାଇ ବହୁତ୍ ମିଛ କହୁଛ ।
    ବହୁତ୍ ଅବାନ୍ତର କଥା କହି troll କରିଛ ।

  • @prasadbehera3413
    @prasadbehera3413 2 ปีที่แล้ว +29

    Purely Useless Actor, Banned 🚫 him from Odia Industry.

  • @TapanDas-fy8gz
    @TapanDas-fy8gz 2 ปีที่แล้ว +1

    The best no 1 reportar

  • @arush4950
    @arush4950 2 ปีที่แล้ว +2

    best ever journalist i ever seen.. luv uh sir 🥰..btw literally the show is a worst show

  • @sadhudas2758
    @sadhudas2758 2 ปีที่แล้ว +187

    Once judges asked a girl " what's your aim in life ?"
    She replied " professor , so rejected.
    Had she replied raja queen/ raja sundari, she would have been selected.

    • @sandipkumarjena6486
      @sandipkumarjena6486 2 ปีที่แล้ว +4

      Yaa i saw that... But if you ask that question to those so-called judge why you rejected her may be the answer of those '' we all are doctor reel doctor 🤪 so we don't need any real doctor in film so we are extremely sorry and we are not going to select you ''

    • @rameswarprusty6319
      @rameswarprusty6319 2 ปีที่แล้ว +4

      Yes the question asked by mr Debashish 😂

    • @jagannathsanskriti
      @jagannathsanskriti 2 ปีที่แล้ว +2

      @@rameswarprusty6319 u mean the fully talented guy, universal judge of any odia show even can participate in selection procedure of IIT, UPSC , Indian Navya, Military and many top exam of India

    • @jagannathsanskriti
      @jagannathsanskriti 2 ปีที่แล้ว +1

      @@rameswarprusty6319 they also took as judge a guy who have only one song " Are re re Are re" and movie.

    • @manoranjanrana4815
      @manoranjanrana4815 2 ปีที่แล้ว

      You are saying correct.

  • @adityaswain1993
    @adityaswain1993 2 ปีที่แล้ว +33

    ରିପୋର୍ଟର ଭାଇ ଆପଣ ପୁରା ଝାଳ ବାହାରିବା ପ୍ରଶ୍ନ ପଚାରୁଛନ୍ତି 😛😛

  • @gouraharibehera5102
    @gouraharibehera5102 หลายเดือนก่อน

    Reporter bhai nku namskara bahut bahut ❤

  • @moharghyadharmohapatraxii-3390
    @moharghyadharmohapatraxii-3390 2 ปีที่แล้ว +4

    Like an actor selects a film after going through the script, then why Mr Sambit you asked those worthless questions you might have skipped those... If you are a good person( according to you) then you might have suggested the channel creators to remove those questions or from the very beginning you might have denied from asking those questions... If youtubers are roasting you after two years for money as you said then you also asked those worthless questions for money only... Bro first see have you done the right thing by asking those questions wich you might have skipped or denied the channel created from asking those questions..

  • @gyanranjanmishra6842
    @gyanranjanmishra6842 2 ปีที่แล้ว +22

    The anchor is looking smarter than the so called actor...😂😂😂😜😜😜

  • @santoshroul2587
    @santoshroul2587 2 ปีที่แล้ว +44

    କୌଣସି ହିନ୍ଦୀ reality show ରେ ଏମିତି question ପଚାରି ନାହାନ୍ତି। ହଁ funny question ପଚାରି ଛନ୍ତି କିନ୍ତୁ ଯାହାର କିଛି meaning ଥାଏ। ହେଲେ ଏ question ର କଣ meaning ଅଛି।ଆମ ୧୪ପୁରୁଷ ରେ କେହି ଏ ans କହିପାରିବେ ନି । ଯିଏ ଏ question ଦେଇଚି ତାକୁ ଆଗକୁ ଅଣ।

    • @mahidas863
      @mahidas863 2 ปีที่แล้ว +2

      Hindi show me aisa kuch nh puchha jata. Kiska dil dukha k apne apko hero kehna galt h.

    • @ramchandrastar3425
      @ramchandrastar3425 2 ปีที่แล้ว

      @@mahidas863 right

    • @pikachuComment
      @pikachuComment 2 ปีที่แล้ว

      Hindi Loko chakuli pitha khaonti nahi bodhe .se thi pain pacharanti nahi

  • @dilezm4199
    @dilezm4199 2 ปีที่แล้ว +3

    Sambit feels inside 😭

  • @biswajitsahoo4010
    @biswajitsahoo4010 ปีที่แล้ว

    Finally this actor understand the power of viewers ...
    I have one doubt how this actor said on camera he gave him 10/10 as a judge
    Means 100 percent perfect judge because of this attitude these kind of actors loosing their identity and one day will come the channel will slowly loose it's popularity

  • @k-adicomedy8266
    @k-adicomedy8266 2 ปีที่แล้ว +26

    ମିଡିଆ ଭାଇ ଜଣଙ୍କ ବହୁତ୍ କାଇଦା କରିକି ଭିତିରିଆ କଥା ପଚାରୁଛନ୍ତି ।
    ଜ୍ଞାନୀ ଲୋକକୁ ଏମିତି 2 ଅକ୍ଷିରି 3 ଅକ୍ଷିରି ଭାଷା ଦରକାର ।

  • @abinashmohanty2021
    @abinashmohanty2021 2 ปีที่แล้ว +140

    ଆରେ ପ୍ରଶ୍ନ ଦେଖିକି ଜାଣିପାରୁନ କୋଉଟା ପଚରାଯାଏ ଆଉ କୋଉଟା ପଚରା ଯାଏନି ।।। ଯେତିକି ପଚାରିବା କଥା ସେତିକି ପଚାର ଆଉ ସେଥିରେ ଯୋଉ ଦାନ୍ତ ଦେଖେଇକି ହସୁଛ ଭାରି ଭଲ ଲାଗୁଚି ଆଉ

    • @badaldx4915
      @badaldx4915 2 ปีที่แล้ว

      Bhai ଦାନ୍ତ dekhaiki hasunahanti ସେମାନେ ଦାନ୍ତ choduchnti

    • @abinashmohanty2021
      @abinashmohanty2021 2 ปีที่แล้ว

      @@badaldx4915 👌

    • @onlyentertainment10M
      @onlyentertainment10M 2 ปีที่แล้ว +1

      🤣🤣🤣🤣

  • @girimotivate667
    @girimotivate667 ปีที่แล้ว +1

    God bless you 🙂

  • @aratinayak9223
    @aratinayak9223 ปีที่แล้ว +1

    Good

  • @njcreation7604
    @njcreation7604 2 ปีที่แล้ว +230

    Yara ଓକାତ୍ ନାଇ ମ judge ହେବାକୁ

  • @riteshritesh6405
    @riteshritesh6405 ปีที่แล้ว +1

    Midia Bhai apana Bhal custchens pachari chhanti apanaku. Bahuta bahuta dhanyawad

  • @mrkumar1170
    @mrkumar1170 2 ปีที่แล้ว

    Thank you kanak news rupor ter

  • @WellwisherShiva
    @WellwisherShiva 2 ปีที่แล้ว +192

    Very good reporter for questioning in a very logical way👌💓👍

    • @harish1508
      @harish1508 2 ปีที่แล้ว +5

      Nothing, it is a Scripted interview to convey audience that the judges were correct and they were following some script.

  • @rudrakumar5966
    @rudrakumar5966 2 ปีที่แล้ว +86

    ଛି ଛି ଲଜ୍ଜ୍ୟା ଆଉ କିଛି ପ୍ରଶ୍ନ ନାହିଁ ଶେଷରେ ଚକୁଳି ପିଠା ରେ କେତେଟା କଣା ଏଇଟା ଗୋଟେ ପ୍ରଶ୍ନ

  • @gaganjena4774
    @gaganjena4774 ปีที่แล้ว +1

    bisha nath move song all. star cartss.. supearr.. hiro.

  • @Crazy_Blogger7924
    @Crazy_Blogger7924 2 ปีที่แล้ว

    & sabu bajya question ku kn channel baneiki dauchanti

  • @rakeshpradhan200
    @rakeshpradhan200 2 ปีที่แล้ว +152

    Brave journalist 🤗😌

    • @maskedaffairs7216
      @maskedaffairs7216 2 ปีที่แล้ว

      Lalua sambit
      Lala khali gadi gadi gadi gadi jauchi

  • @dibyasingh3816
    @dibyasingh3816 ปีที่แล้ว +2

    Kanaka news thanks 👍👍🙏🙏