Sahara india refund potral new update | Sahara india under processing | Sahara india refund apply

แชร์
ฝัง
  • เผยแพร่เมื่อ 2 ม.ค. 2025

ความคิดเห็น • 208

  • @SahuAmarendraAllInOne
    @SahuAmarendraAllInOne  ปีที่แล้ว +12

    Sahara india refund potral new update | Sahara india under processing | Sahara india refund apply

  • @abhisekpradhan7
    @abhisekpradhan7 7 หลายเดือนก่อน +1

    Bhai amra pan card ra name re gote spelling bhul acchi...kn sei ta kichi problem haba.. please reply sir 🙏 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @pratibhaacharya4558
    @pratibhaacharya4558 6 หลายเดือนก่อน

    ଏବେ ଯେଉଁମାନେ ପୋର୍ଟାଲ ପଠାଇ ନାହାନ୍ତି କିପରି କରିବେ ସେ ବିଷୟ ମୁଖ୍ୟତଃ ପ୍ରଚାର କରନ୍ତୁ

  • @hemantasahoo7939
    @hemantasahoo7939 ปีที่แล้ว +1

    କିଛି ନୂଆ କଥା କୁହନ୍ତୁ, ସେଇ ଗୋଟିଏ କଥାକୁ ବାରମ୍ବାର ଖାଲି କହୁଛ ।

  • @santoshreddy7947
    @santoshreddy7947 ปีที่แล้ว

    କିଛି କାମ ନାହୀ କି ଏମିତି କଥା କହୁଛତି ଲୋକମାନଙ୍କ ଟଙ୍କା ମିଲୁନାହ଼ ସରକାର କୁ କିଛି କାମ ନାହି

  • @santoshreddy7947
    @santoshreddy7947 ปีที่แล้ว

    ଇଲେକସନ ପାହି ସରକାର ଏମିତି ଖେଳ ଖେଳୁଛନତି

  • @ullashmaharana6320
    @ullashmaharana6320 ปีที่แล้ว +3

    କେନ୍ଦ୍ର ସରକାର ସାହାରା ଟଙ୍କା ଖାଇ ସାରିଲାଣି , ଟଙ୍କା ମିଳିବା ସମ୍ଭବ ନୁହେଁ , ଇଲେକ୍ସନ ଆଗକୁ ଅଛି , ତେଣୁ ଏ ସବୁ ପାଲା ଚାଲିଛି । ରାଜ୍ୟ ସରକାର ମଧ୍ୟ ଚିଟଫଣ୍ଡ ଟଙ୍କା ଖାଇ ସାରିଲାଣି ।

    • @lifestylevlogs6661
      @lifestylevlogs6661 ปีที่แล้ว

      Sahara company kya government approved hi ya private company aur lic Jo ki government approved hi agar lic me invest Kiya Jaye kya Paisa dobega nehi to matlab Paisa agreement ke anusar miljayega kya???🙏🙏🙏🙏🙏🙏

  • @hanumansingh602
    @hanumansingh602 ปีที่แล้ว

    सिगनेचर जागा रे जो लेखा हेचि अलगा को उठी कमपले करि पारिबन सबु टका केबे मिलिब पता नहीं जय जगन्नाथ

  • @stranger.-.1171
    @stranger.-.1171 ปีที่แล้ว +1

    Hello sir mora adhar card correction joithila sethilagi abe efficiency re name match heuni boli dekhauchi......knn karibaku padiba please kahibe???

  • @brahmaachary3955
    @brahmaachary3955 ปีที่แล้ว +1

    Sahara portal thik nahi spline hele bhala heba

  • @jugalkumardigal3309
    @jugalkumardigal3309 ปีที่แล้ว +25

    ଭାଈ, ମୋର ସବୁ ଠିକ ଥିଲା,2ମାସରୁ ଅଧିକ ହେଲା, ଏହି ଠକ ସରକାର, ଓଡ଼ିଶା ର ସବୁ ଜାମା କାରି ପ୍ରତିବାଦ ରେ ଧାରଣା ଦେବା ଦରକାର 🙏🏻

    • @SahuAmarendraAllInOne
      @SahuAmarendraAllInOne  ปีที่แล้ว

      Ok

    • @sahooexerciseyoga781
      @sahooexerciseyoga781 ปีที่แล้ว

      Bhai Mora bhi sabu thick achhi lekhuchhi aadhaar not match with Sahara slip au data base not match amiti lekhuchhi

  • @ravisankar8345
    @ravisankar8345 ปีที่แล้ว

    No SAHARA MONEY NO VOTE TO BJP

  • @brahmaachary3955
    @brahmaachary3955 9 หลายเดือนก่อน

    ବି,ଜେ,ପି, ସରକାର ଚାଲ୍

  • @biswajitdash6022
    @biswajitdash6022 ปีที่แล้ว +1

    ଭାଇ ଯଦି ସାହାରା କାର୍ଯ୍ୟାଳୟ ପଇସା ଦେଲା ନାହିଁ ଲୋକଙ୍କୁ ଭୂଆ ବୁଲେଇ ବୁଲେଇ maturity ପଇସା ନଦେଇ ପୁଣି ଜମା କରିବା ପାଇଁ manager କହିଲା ସେତେବେଳେ ଭାଇ ତମେ କଣ ଶୋଇ ପଡ଼ିଥିଲ କି 😢😢😢।।।। ସାହାରା କାର୍ଯ୍ୟାଳୟ ଲୋକଙ୍କ ପଇସା ସେତେ ବେଳେ ଦେଲା ନାହିଁ ଖାଲି ଲୋଭ ଦେଖାଇ ଆହୁରି ରଖ ଆହୁରି ରଖ କହିଲା।। ଲୋକ ବି ଲୋଭ ରେ ପଡ଼ି ନିଜ ଝାଳ ଭୁଆ ଧନ ରଖିଦେଲେ।।।। କଣ ଲୋକଙ୍କ ର କିଛି ଭୁଲ ନାହିଁ।। ନା ମୋର ବି ଭୁଲ ନାହିଁ।।। Bank Post office ଉପରେ ଭରସା ନକରି ପଇସା ସାହାରା କୁ ଟେକି ଦେଲେ 😢😢😢😢 ଆଉ ଏବେ government କୁ ଦୋଷ ଦେବା କେତେ ଦୂର୍ ଠିକ୍ 😢😢😢😢।। ଲୋକଙ୍କ ଭୁଲ ମୋର ଭୁଲ ଏଥିରେ କେହି କିଛି କରି ପାରିବେନି।।। ସେଥିପାଇଁ ଅନ୍ଦୋଲନ କରିବାକୁ ହେବ ନହେଲେ କାନ ମୁଣ୍ଡ ଆଉଁସି କି ବସି ବାକୁ ହେବ

  • @hemantapanda8513
    @hemantapanda8513 ปีที่แล้ว +1

    Bhugatan nehi to bjp ko matdan nehi
    Vote for nota

  • @Mrindia3578
    @Mrindia3578 ปีที่แล้ว

    Mor apply ra 45 days re 10000 credit hela...

  • @smrutiranjanbarik0194
    @smrutiranjanbarik0194 ปีที่แล้ว +1

    Paisa nadabar bahana

  • @bishnupriyapradhan8904
    @bishnupriyapradhan8904 ปีที่แล้ว +1

    Mora 10000asichi satare

    • @SahuAmarendraAllInOne
      @SahuAmarendraAllInOne  ปีที่แล้ว

      Keun jillaru kahibe koun skim re paile tike kahile bhala heba

    • @bishnupriyapradhan8904
      @bishnupriyapradhan8904 ปีที่แล้ว

      @@SahuAmarendraAllInOne Nayagarh district nuagaon block

    • @SainySugyani
      @SainySugyani ปีที่แล้ว

      Deficiency achi boli kichi msg asithila ki ??

  • @A1lover-r4s
    @A1lover-r4s ปีที่แล้ว

    Sir society name aau adhar name alaga achhi kemiti society name change karibu kuhantu please sir🙏

  • @tukuntukunsahu4100
    @tukuntukunsahu4100 3 หลายเดือนก่อน

    Mora.kebe.miliba

  • @rameshchandrapanda2
    @rameshchandrapanda2 ปีที่แล้ว +1

    ସରକାର ଆଉ ସାହାରା କିଏବି ପଇସା ଫେରେଇବାକୁ ଚାହୁଁନାହାନ୍ତି। ଆମେ ଯେତେ ବାଡେଇ ପିଟି ହେଲେ କଣ ହେବ। ଗୋଟିଏ ମାତ୍ର ଉପାୟ 300 ରୁ 30କୁ ଆଣିବାକୁ ପଡିବ ଏ ମୋଦୀ ସରକାର କୁ।

    • @lifestylevlogs6661
      @lifestylevlogs6661 ปีที่แล้ว

      Sahara company kya government approved hi ya private company aur lic Jo ki government approved hi agar lic me invest Kiya Jaye kya Paisa dobega nehi to matlab Paisa agreement ke anusar miljayega kya???🙏🙏🙏🙏🙏🙏

  • @ashokkumarmishra7424
    @ashokkumarmishra7424 ปีที่แล้ว

    ସବୁ ଭୁଲ ଆମ ଜନତା ଙ୍କର,
    ଯଦି ସବୁବେଳେ ସରକାର ବଦଳୁଥାନ୍ତା
    ଏମିତି କିଛି ହୁଅନ୍ତା ନାହିଁ |
    ବେଶିଦିନ ଶାସନ କରିଲା ଯୋଗୁଁ ତାଙ୍କ ଚେର ଗହୀରକୁ ପଲୋଉଛି |
    ହଉ ଯାହା କରୁଛନ୍ତି କରନ୍ତୁ,
    ଆଉ ଅଳ୍ପ ବର୍ଷ ର ଅପେକ୍ଷା ପରେ ସବୁ ଠିକ ହୋଇଯିବ |
    ଆମ ପଇସା ଗଲା ଗଲା |
    ଆମେ ରୋଜି ରୋଟି ର ବ୍ୟବସ୍ଥା କରିବୁ, ନା ସରକାର ର ନିୟମ ଅନୁସାରେ ଯାଇ ଜନସେବା କୁ ଖାଲି ଦୌଡୁ ଥିବୁ?

  • @basantipradhan5365
    @basantipradhan5365 ปีที่แล้ว

    Aama gariba mananka tanka khaiki roga bemarare sighra mara khali michhakathha aamaku kahuchi midiaa Bhai,,

  • @MihirLenka-gn3te
    @MihirLenka-gn3te ปีที่แล้ว

    My 60000😢😢😢

  • @ajayabehera9460
    @ajayabehera9460 ปีที่แล้ว +1

    ସରକାର ଲୋକ ଙ୍କୁ ଠ କି ଵା ଛାଡ଼ ଅନ୍ୟ କିଛି ନାହିଁ

  • @ullashmaharana6320
    @ullashmaharana6320 ปีที่แล้ว

    ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର, ସାହାରା ଏବଂ ଚିଟ୍ ଫଣ୍ଡ କାନ୍ଧ ଉପରେ ବନ୍ଧୁକ ରଖି ଗରିବ ଲୋକଙ୍କୁ ମାରିବାକୁ ଚେଷ୍ଟା କରୁଛି । କିନ୍ତୁ ଆମେ ଏତେ ବୋକା ନୁହଁ , ଏଥର ନିର୍ବାଚନରେ ଦେଖେଇ ଦବୁ , ଗରିବ କଣ କରିପାରେ ।

    • @lifestylevlogs6661
      @lifestylevlogs6661 ปีที่แล้ว

      Sahara company kya government approved hi ya private company aur lic Jo ki government approved hi agar lic me invest Kiya Jaye kya Paisa dobega nehi to matlab Paisa agreement ke anusar miljayega kya???🙏🙏🙏🙏🙏🙏

  • @sonisamal7080
    @sonisamal7080 ปีที่แล้ว +1

    sir, My father is no more what i will do plz tell me

  • @mkb4305
    @mkb4305 ปีที่แล้ว

    ଭାଇ ମୋର 5ଟା ବଣ୍ଡରୁ ଦୁଇଟା ମେଚୁରିଟୀ ହେଇଛି ଆଉ ତିନଟା ମେଚୁରିଟି ହେଇନି କଣ କରିହେବ। ଯାହା ଦୁଇଟା ମେଚୁରୀଟୀ ହେଇଛି ତାହା apply କରିବି ନା ସବୁଯାକ ବଣ୍ଡ ଦେବୀ ଭାଇ ପ୍ଲିଜ୍ reply କରନ୍ତୁ ।

  • @arunprasaddash1399
    @arunprasaddash1399 ปีที่แล้ว

    ସାହାରା ଟଙ୍କା କେବଳ ମୋଦି ନିଜର ପାର୍ଟି ଫଣ୍ଡିଙ୍ଗ୍ ପାଇଁ ଲୁଟି ନେଇଛି। ଲୁଟେରା ମୋଦି ପାଇଁ ଜନସାଧାରଣ ହିନସ୍ଥା ରେ।😮😮

  • @Odia_Recipe_77
    @Odia_Recipe_77 9 หลายเดือนก่อน

    ଆରେ ଭାଇ କାହାର ପଇସା ଆସିଲା ନା ନାଇ ଟିକିଏ କୁହ

  • @chandumurmu368
    @chandumurmu368 ปีที่แล้ว +7

    ଠକ ସରକାର ପଇସା ଦେବ ନାହିଁ

    • @lifestylevlogs6661
      @lifestylevlogs6661 ปีที่แล้ว

      Sahara company kya government approved hi ya private company aur lic Jo ki government approved hi agar lic me invest Kiya Jaye kya Paisa dobega nehi to matlab Paisa agreement ke anusar miljayega kya???🙏🙏🙏🙏🙏🙏

  • @sahooexerciseyoga781
    @sahooexerciseyoga781 ปีที่แล้ว +1

    Bhai Mora aadhaar card name Saha Sahara rasid name pura thick achhi se lekhuchhi not match with aadhaar au data base re name match karuni kn karibi kuha aita sala thaka sansta gute

  • @AkashaSamal-o2f
    @AkashaSamal-o2f ปีที่แล้ว

    Jadi aasipariba kahibe tahale

  • @santoshreddy7947
    @santoshreddy7947 ปีที่แล้ว

    ସରକାର ଠକ

  • @AkashaSamal-o2f
    @AkashaSamal-o2f ปีที่แล้ว

    Bhai aamara kaliaa jojana aasuthila 14 kistita aasilani kahiki kahi paribe

  • @PrafullakumarDeep
    @PrafullakumarDeep ปีที่แล้ว

    Mara 2month ହେଲାଣି bhai milini

  • @kabitapanigrahi4630
    @kabitapanigrahi4630 ปีที่แล้ว +2

    ସବୁ document ଦେଲା ପରେ ବି କିଛି ନ।କିଛି କେଁ ବାହାର କରୁଛନ୍ତି କିଛି ମିଳିବ ନାହିଁ ଏସବୁ ଅମିତ୍ ଶାହା ଙ୍କର ଗୋଟେ ରାଜା ନୈତିକ ଚାଲ ଯାହାର ଟଙ୍କା ଗଲା ତାହାର ଗଲା

  • @bhaskarbehera7873
    @bhaskarbehera7873 ปีที่แล้ว +1

    ଏଥିରୁ ଜଣା ପଡୁଛି ଟଙ୍କା ଦେବା ଉପରେ ନାହିଁ ତେଣୁ ଏହି ପରି ମେସେଜ ଲେଖୁଛନ୍ତି, ତାଙ୍କର ଆପ୍ଲିକେସନ form ରେ ଏତେ option ଦେବାର ନଥିଲା, ଲୋକ ମାନେ ବିକା ଲୋକ ମାନଙ୍କର ଭୁଲ ଆଉ କିଛି କହିବାର ନାହିଁ, ଏବେ ଲୋକ ମାନେ ଟଙ୍କା ନପାଇଲେ ମୋ ସେବା କେନ୍ଦ୍ର ସହ ଝଗଡା ଆରମ୍ଭ କରିବେ କିଛି ଅଶିକ୍ଷିତ ଲୋକ,

    • @lifestylevlogs6661
      @lifestylevlogs6661 ปีที่แล้ว

      Sahara company kya government approved hi ya private company aur lic Jo ki government approved hi agar lic me invest Kiya Jaye kya Paisa dobega nehi to matlab Paisa agreement ke anusar miljayega kya???🙏🙏🙏🙏🙏🙏

  • @pkvlogs3023
    @pkvlogs3023 ปีที่แล้ว +8

    ଆମେ ଜମା କରିବୁ, ଆମ ଟଙ୍କା ଦେବାକୁ କେତେ ନାଟକ।

  • @jagabandhumalla3772
    @jagabandhumalla3772 ปีที่แล้ว +1

    Death case ପାଇଁ କଣ ସୁବିଧା ଅଛି କି?

  • @Tapas1725
    @Tapas1725 ปีที่แล้ว

    ତୋ ଘର କୋଉଠି କହିବୁ ମୁଁ ଯିବି

  • @PrafullakumarDeep
    @PrafullakumarDeep ปีที่แล้ว

    କେମିତି Check kari haba

  • @sanjibsahoo4689
    @sanjibsahoo4689 ปีที่แล้ว

    ମୋର ଆସିଛି 10,000
    ରେଜେକ୍ଟ msg ଆସିଥିଲା କିନ୍ତୁ ଆସିଲା ଆଉ ଗୋଟେ under proses ରେ ଅଛି

  • @tukuntukunsahu4100
    @tukuntukunsahu4100 3 หลายเดือนก่อน

    Mu.paini

  • @sibarammajhi1472
    @sibarammajhi1472 ปีที่แล้ว

    Kandhamaljillacommentyesshibarammajhi

  • @dibyasinghparida4360
    @dibyasinghparida4360 ปีที่แล้ว

    ମୋର ପୁଣି ଆବେଦନ ରେ ଶହେ ଟଙ୍କା ଗଲା,

  • @manunaik8954
    @manunaik8954 ปีที่แล้ว +8

    54 ଦିନ ହେଲା ପରେ ବି Under Processing

  • @tapassamal2685
    @tapassamal2685 ปีที่แล้ว

    Utub ରେ ଦେଖୁଚୁ ସରକାର ମିଛ କହୁଛି ନା utub ମିଛ କହୁଛି କିଏ ଜାଣେ ସବୁ fols new ଲାଗୁଚି diclar ହଉଚି

  • @sameersahu43767
    @sameersahu43767 ปีที่แล้ว +4

    ସବୁ ଲୋକଙ୍କୁ ଧୁଆଁ ବୁଲା ଯାଉଛି

    • @lifestylevlogs6661
      @lifestylevlogs6661 ปีที่แล้ว

      Sahara company kya government approved hi ya private company aur lic Jo ki government approved hi agar lic me invest Kiya Jaye kya Paisa dobega nehi to matlab Paisa agreement ke anusar miljayega kya???🙏🙏🙏🙏🙏🙏

  • @balakrushnarath4854
    @balakrushnarath4854 ปีที่แล้ว +10

    କିଛି ଖରାପ ମନେ କରିବେ ନାହିଁ ଭାଇ...ସତ କଥା ହେଉଛି କେବେ ଆସିବ ପଇସା କେହି ଜାଣି ନାହାନ୍ତି... ଆସିବ କି ନାହିଁ ଏଇଟା ବି କେହିବି ଜାଣି ନାହାନ୍ତି ..... ୟୁଟୁବ ର ସବୁ ଭିଡିଓ ବେକାର ଆପଣଙ୍କର ଏଇ ଭିଡିଓ ବି.... ତେଣୁ ଫାଲତୁ ଭିଡ଼ିଓ ବନ୍ଦ କର....ଯଦି କିଛି ଖରାପ ଲାଗିଥିବ Sorry

    • @lifestylevlogs6661
      @lifestylevlogs6661 ปีที่แล้ว +1

      Sahara company kya government approved hi ya private company aur lic Jo ki government approved hi agar lic me invest Kiya Jaye kya Paisa dobega nehi to matlab Paisa agreement ke anusar miljayega kya???🙏🙏🙏🙏🙏🙏

  • @bijayamallick6797
    @bijayamallick6797 ปีที่แล้ว +12

    ଏଥିରୁ ଜଣାପଡିଲା ସାହାରା ଟଙ୍କା ଆଉ ମିଳିବନି ସବୁ document ଦେଲା ପରେ ବି under processing

  • @Commonmanvlogs2023
    @Commonmanvlogs2023 ปีที่แล้ว +3

    Right 👉 ଆମର ବି same notice ଆସିଛି

  • @gitanjalisahoo5756
    @gitanjalisahoo5756 ปีที่แล้ว +2

    Sahu sir aji asigala 10 hajara tanka❤ thanku Bhai apanka video bohut helpful heuchhi sabu bele❤

  • @sujit_sahoo
    @sujit_sahoo ปีที่แล้ว

    Miliba nahi

  • @maheswarmandalofficial5028
    @maheswarmandalofficial5028 ปีที่แล้ว +3

    Mo under process ochi

  • @ajayakumarbeherabehera1097
    @ajayakumarbeherabehera1097 ปีที่แล้ว +1

    Bhai more 87 days helani money milini mu bahut tense re rahuchi

  • @kumarmanas1894
    @kumarmanas1894 ปีที่แล้ว

    Name aadhaar re aau sahara bond re same then bi lekhuchhi deficiency mismatch

  • @Purnachandra6372
    @Purnachandra6372 ปีที่แล้ว +2

    45 ଦିନ ହେଲା ପରେ ବି under process ଲେଖୁଛି,,,,,

  • @tusarrout4117
    @tusarrout4117 9 หลายเดือนก่อน

    Are Bhai tike saili thik kar video re au sabu okk

  • @Sahooo175
    @Sahooo175 ปีที่แล้ว

    Bhai Mora b same heichhi 😢😢 kn karibaku padiba

  • @KrushnaMeher-g9p
    @KrushnaMeher-g9p ปีที่แล้ว

    Chorsakar

  • @sudhirmajhi583
    @sudhirmajhi583 ปีที่แล้ว

    Ok

  • @crazyodiaanup
    @crazyodiaanup ปีที่แล้ว +1

    Pan card id nei mobile re apply kari hebo ki na laptop darkar

  • @manasranjantripathy7897
    @manasranjantripathy7897 ปีที่แล้ว

    Gharaku ghara Jai jemiti health pain medicine bantajauchi, Govt dwara, semiti wealth pain gharaku ghara Jai jahara jetiki paiba katha deiki asantu. Mora kahibara katha eai sadharana gariba lokati download, under processing aau status kn bujhiba ... ??? Se jetebele Sahara re tanka rakhithila, ta pakhare keypad mobile te thila ki na sandeha..? Asakari rakhithila, future re paiba pain... But janithila ki esabu kama pain taku thara ku thara online centre ku Jai extra money ganibaku padiba boli ? Hak lokankara tanka esabu,,, kintu nija tanka paiba pain bi ete hairana...

  • @binodmishra9102
    @binodmishra9102 ปีที่แล้ว

    Jetiki dele dele. Agaku election. Taa pain kichhi rakhibaku padiba naa

  • @M.rManojKumar
    @M.rManojKumar ปีที่แล้ว +2

    67 ଦିନ ହେଲା ପରେ ବି undre process ଆସୁଛି

  • @prasantsahoo3661
    @prasantsahoo3661 ปีที่แล้ว

    Sahara India data base

  • @lifestylevlogs6661
    @lifestylevlogs6661 ปีที่แล้ว +1

    Sahara company kya government approved hi ya private company aur lic Jo ki government approved hi agar lic me invest Kiya Jaye kya Paisa dobega nehi to matlab Paisa agreement ke anusar miljayega kya???🙏🙏🙏🙏🙏🙏

  • @suryakantamishra2215
    @suryakantamishra2215 ปีที่แล้ว

    Kichi mililanahi Khali dhoka.

  • @krushnachandrasahoo9983
    @krushnachandrasahoo9983 ปีที่แล้ว

    Bhai kebe miliba

  • @dpadhi35
    @dpadhi35 ปีที่แล้ว +1

    Faltu system... sabu document proper dela pare b data base re match karuni boli msg asichhi... call centre nahi ki objection utheiba pain kichhi system nahi. Kimba kichhi further documents need dekhau nahi. Ame kan chora ki? Tanka dei sudha data base tanakara match karuni... chhi

  • @kailashojha8502
    @kailashojha8502 ปีที่แล้ว

    Law ku Loka hataku nabadarakar

  • @shivaprasadmohanta9114
    @shivaprasadmohanta9114 ปีที่แล้ว

    70 days under prassasing

  • @mrityunjaymohanty9496
    @mrityunjaymohanty9496 ปีที่แล้ว

    A GOVT PURA MICHHUA TANKAKATHARE KICHI DAM NANHI SABUTANKA KHAIDECHHANTI

  • @srcreation.odia28
    @srcreation.odia28 ปีที่แล้ว

    Bhai ya pain solution ta kichhi kahilani

  • @babupati8067
    @babupati8067 ปีที่แล้ว

    Politics of Govt. Why is prahasan.

  • @prabhakarswar1226
    @prabhakarswar1226 ปีที่แล้ว +1

    More than 50 days have been passed. Matured amount will be Rs. 30,000.00.Message received that the application has been sent to their Lucknow Branch but fund deficiency. Can you say please when I will get my money.

    • @lifestylevlogs6661
      @lifestylevlogs6661 ปีที่แล้ว

      Sahara company kya government approved hi ya private company aur lic Jo ki government approved hi agar lic me invest Kiya Jaye kya Paisa dobega nehi to matlab Paisa agreement ke anusar miljayega kya???🙏🙏🙏🙏🙏🙏

  • @mslipi-1729
    @mslipi-1729 ปีที่แล้ว

    Qshop kebe apply kari heba ❓

  • @nalinikantamallick7281
    @nalinikantamallick7281 9 หลายเดือนก่อน

    ଭାଈ ତୁମ ମୋବାଇଲ ନମ୍ବର ଟିକେ ଦେଲା

  • @sushreebanita-ph6vi
    @sushreebanita-ph6vi ปีที่แล้ว

    Bhai mu apply karinanhi,abe apply kale heba na hebani.

    • @sujit_sahoo
      @sujit_sahoo ปีที่แล้ว

      Election pare paaiba

  • @jaymuduli4583
    @jaymuduli4583 ปีที่แล้ว

    ମୋର 45ଦିନ ହେଇଗଲାଣି କିଛି ମିଳୁନି

  • @kalpanadas-me7jl
    @kalpanadas-me7jl ปีที่แล้ว

    🙏🙏Om Sai Ram 🙏🙏
    Bhai help us 🙏🙏

  • @smarjitsen2247
    @smarjitsen2247 ปีที่แล้ว

    Why refund is delayed?

  • @barikkiran673
    @barikkiran673 ปีที่แล้ว

    Kichi milibani

  • @mamasatapathy4216
    @mamasatapathy4216 ปีที่แล้ว

    Tanka au.milibani bhaei tike bule balei kahuchanti tankar bi kichi income.hejiba

  • @susantakumarnayak3062
    @susantakumarnayak3062 ปีที่แล้ว

    Govt and central hi hi hi

  • @subhaprakash4498
    @subhaprakash4498 ปีที่แล้ว +1

    From-jajpur

  • @bhanjakishoredas7091
    @bhanjakishoredas7091 ปีที่แล้ว

    3 months cross kola fir be under process re ochi bhorosa nahi

  • @abhirampanda5462
    @abhirampanda5462 ปีที่แล้ว

    ମୋର ଟଙ୍କା ମିଳିନାହିଁ

  • @tripathytutorial4873
    @tripathytutorial4873 ปีที่แล้ว

    Hello sir Mora show karuchi ki society has not uploaded scanned image of account opening form/ membership form

  • @Jyoti-b5k
    @Jyoti-b5k ปีที่แล้ว

    ମୁଁ ବାମ୍ଫ ନେଇଛି, ଏଥରକ ବାମ୍ଫ ଦେବି... 😜

  • @pabitramohandas6101
    @pabitramohandas6101 ปีที่แล้ว

    ବାଳ ଭୁକୁତାନ ମିଳିବ

  • @pranatibehera4805
    @pranatibehera4805 ปีที่แล้ว

    In safi sent found lekhu6i

  • @abedanapradhan1003
    @abedanapradhan1003 ปีที่แล้ว +3

    ଧନ୍ୟବାଦ ଭାଇ 🙏

  • @NarahariMurmu
    @NarahariMurmu ปีที่แล้ว

    Sarkar Sahara thanks debanahi.

  • @samirkumarseth1431
    @samirkumarseth1431 ปีที่แล้ว

    Ye to ek jumla he....

  • @satyabratamohapatra7497
    @satyabratamohapatra7497 ปีที่แล้ว +1

    Under Processing hele money meliba na melibani

  • @sanjaykumarpanda2365
    @sanjaykumarpanda2365 ปีที่แล้ว +8

    ମୁଁ ଜାଣିଛି କେହି ପାଇବେନି ସେଥିପାଇଁ ମୁଁ aply କରିନି

  • @RamakantaPanigrahi-y3l
    @RamakantaPanigrahi-y3l ปีที่แล้ว

    Video ti thik achi, au kete kharchanta kariba pai government ra plan, Subratray ku phasi kahi ki deunahanti, khali politics karuchanti

  • @mr.x4200
    @mr.x4200 ปีที่แล้ว +1

    Bhai government ku jadi danara thanta na tahele physically verify kariki paisa deithanta amiti apply kariki dabaku kahiki lokanku bhuan bulauchhanti

    • @SahuAmarendraAllInOne
      @SahuAmarendraAllInOne  ปีที่แล้ว +2

      Yes

    • @lifestylevlogs6661
      @lifestylevlogs6661 ปีที่แล้ว

      Sahara company kya government approved hi ya private company aur lic Jo ki government approved hi agar lic me invest Kiya Jaye kya Paisa dobega nehi to matlab Paisa agreement ke anusar miljayega kya???🙏🙏🙏🙏🙏🙏