5T Chairman Kartik Pandian campaigns in Malkangiri ahead of elections || KalingaTV

แชร์
ฝัง
  • เผยแพร่เมื่อ 27 เม.ย. 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    TH-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

ความคิดเห็น • 222

  • @arjunpangijindabad6747
    @arjunpangijindabad6747 2 หลายเดือนก่อน +4

    ଓଡ଼ିଆ ବୁଢ଼ା ନବୀନ ବୁଢ଼ା ର ଜୀବନ ଖାଇ ଦେଲୁ ପାଣ୍ଡୁ

  • @sunilrauto5923
    @sunilrauto5923 2 หลายเดือนก่อน +3

    ପ୍ରଦୀପ ମାଝୀ ତାଳି ମାରିବା ପାଇଁ ଠିଆ ହୋଇ ଛନ୍ତି

  • @pramoddash5937
    @pramoddash5937 2 หลายเดือนก่อน +5

    BJP jindabad 💯 jitibe

  • @SansaiDharua-in8op
    @SansaiDharua-in8op 2 หลายเดือนก่อน +3

    ମାଲକାନଗିରି ଜିଲ୍ଲା ବାସୀଙ୍କୁ ଅନ୍ଧାରରେ ରଖିଲେ... Go back to Tamilinadu

  • @SidheshSahu-xy7rs
    @SidheshSahu-xy7rs 2 หลายเดือนก่อน

    Pandian babu nka steps Mane
    Ama odisha basinka hrudaya ku bahut khusi pradan karu achi

  • @LaxmipriyaDaspatra
    @LaxmipriyaDaspatra 2 หลายเดือนก่อน

    ମାଲକାନଗିରି ଜିଲ୍ଲା ର ସ୍ବାସ୍ଥ୍ୟ, ଶିକ୍ଷା କୃଷି, ସହିତ କ୍ରୀଡା ପାନୀୟ ଜଳ ତଥା କଳା ସଂସ୍କୃତି ଓ ଐତିହ୍ୟ କେମିତି ଲୋକଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ତତ୍ପରତା ପ୍ରକାଶ କରିଛନ୍ତି ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ।

  • @pritamsharma1937
    @pritamsharma1937 2 หลายเดือนก่อน

    The conch sign is a sign of development and faith. Naveen Babu has worked tirelessly for the people of Odisha for 25 years. Our Chief Minister wants Odisha to become the number one state in India.

  • @user-wk4yn6xv8l
    @user-wk4yn6xv8l 2 หลายเดือนก่อน

    ଚାଷୀ ଭାଇ ମାନଙ୍କ ସୁଖ ଓ ଦୁଃଖ ର ସାଥି ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଚାଷୀ ମାନଙ୍କ ସହିତ ସବୁବେଳେ ଛିଡା ହୋଇ ଆସିଛନ୍ତି l

  • @SHEELA_3333
    @SHEELA_3333 2 หลายเดือนก่อน

    ସାରା ଓଡିଶା ବାସୀଙ୍କ ଦୁଃଖ ନବୀନ ବାବୁ ବେଶ ଭଲ ଭାବେ ବୁଝୁଛନ୍ତି ସେଥିପାଇଁ ତ ବିଭିର୍ଣ୍ଣ ପ୍ରକାର ଯୋଜନା ଏବଂ ବିଭିର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।ଯାହାକି ଆମ ଓଡିଶା ର ବହୁତ ବିକାଶ ହେଉଅଛି।

  • @SHEELA_3333
    @SHEELA_3333 2 หลายเดือนก่อน

    ବିକାଶ ହିଁ ଏକମାତ୍ରମୂଳ ଲକ୍ଷ୍ୟ ଆଉ ଉଦେଶ୍ୟ l ସାରା ଓଡିଶା ବାସୀଙ୍କ ଆଶ୍ରିବାଦରେ ସମ୍ଭବ ହୋଇଛି l

  • @SidheshSahu-xy7rs
    @SidheshSahu-xy7rs 2 หลายเดือนก่อน

    Ame Mane bahut khusi achu
    Laxmi jojana and jagnnath jojana ra step ku dekhi....

  • @user-ux4lp2rn2w
    @user-ux4lp2rn2w 2 หลายเดือนก่อน

    ଜାତିର ଶ୍ରେଷ୍ଠ ସେବକ, ଜନତାଙ୍କ ଜନନାୟକ- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @user-pt7oi6bj4t
    @user-pt7oi6bj4t 2 หลายเดือนก่อน

    ଓଡ଼ିଶାବାସୀଙ୍କ ଭଲପାଇବା ଏବଂ ପ୍ରଭୁ ଜଗନ୍ନାଥଙ୍କ ଆଶି ବାଦରେ ହିଁ ନବୀନଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି ।

  • @SidheshSahu-xy7rs
    @SidheshSahu-xy7rs 2 หลายเดือนก่อน

    Naveen Babu understands the pain of Odisha residents very well, that's why he is providing various types of plans and various cooperations, which is developing Odisha.

  • @sonadalylifestyle271
    @sonadalylifestyle271 2 หลายเดือนก่อน

    ସବୁ ପରିସ୍ଥିତିରେ ରହିଛି ଲୋକଙ୍କ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଛି l

  • @user-wk4yn6xv8l
    @user-wk4yn6xv8l 2 หลายเดือนก่อน

    ଶୃଙ୍ଖଳ, ସୁସ୍ଥ ଓଡ଼ିଶା ସୁଖୀ, ସୁନ୍ଦର ଓଡ଼ିଶାର ସଫଳତାର ରୂପାନ୍ତରଣ ଦିଗରେ କାର୍ଯ୍ୟକାରିତା ଜାରି ରଖିଛି ରାଜ୍ୟ ସରକାର ।

  • @srikantrout2342
    @srikantrout2342 2 หลายเดือนก่อน

    Naveen Babu is determined to make Odisha the best state and will continue to do so.

  • @susantakupanda
    @susantakupanda 2 หลายเดือนก่อน

    Pandian sir, please back for odisha please 😢🙏

  • @user-qg6eq2mg3u
    @user-qg6eq2mg3u 2 หลายเดือนก่อน

    ଆମେ ଓଡିଶାବାସୀ ଗର୍ବ ଅନୁଭବ କରୁଛୁ ଯେ ଯାହା କୈଣସି ସରକାରଙ୍କ ଅମଳରେ ହୋଇପାରି ନଥିଲା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ କାର୍ତ୍ତିକ ପାଣ୍ଡିଆନ ସାର ଙ୍କ ପାଇଁ ଓଡ଼ିଶାର ସବୁ ବିକାଶ କାର୍ଯ୍ୟ ସମ୍ଭବ ହୋଇପାରିଛି।

  • @srikantrout2342
    @srikantrout2342 2 หลายเดือนก่อน

    The Chief Minister is giving special attention to how all the projects of Malkangiri district can be completed.

  • @user-pt7oi6bj4t
    @user-pt7oi6bj4t 2 หลายเดือนก่อน

    ମାଲକାନଗିରି ଜିଲ୍ଲାରକାଲିମେଳାଠାରେ 5Tଅଧକ୍ଷ କାର୍ତ୍ତିକ ପାଣ୍ଣିମାନ ଙ୍କ ନିର୍ବାଚନୀ ସଭାରେ ହଜାର ହଜାର ଲୋକଙ୍କର ସମାଗମ ଦେଖି ବିରୋଧାମାନଙ୍କର ନିଦ ହଜିଯାଉଛି ।

  • @sonaliparida143
    @sonaliparida143 2 หลายเดือนก่อน

    ଆମ ରାଜ୍ୟ ସରକାର ଥିବା ପଯ୍ୟନ୍ତ ଓଡ଼ିଶା ବାସୀଙ୍କର ଓ ଛାତ୍ର ସମାଜର କୌଣସି ଅସୁବିଧା ହେବ ନାହିଁ।ଆମ ରାଜ୍ୟ ସରକାର ନବୀନ ବାବୁ ହେଉଛନ୍ତି ଗରୀବ ଜନତା ଙ୍କ ସାଥୀ।

  • @LaxmipriyaDaspatra
    @LaxmipriyaDaspatra 2 หลายเดือนก่อน

    ମାଲକାନଗିରି ଜିଲ୍ଲା ର ଆମର ଯୁବ ସମାଜ ପାଇଁ, ମା ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସୁନ୍ଦର ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ l

  • @user-ux4lp2rn2w
    @user-ux4lp2rn2w 2 หลายเดือนก่อน

    ହଟିଛି ଅଭାବ, ବଦଳିଛି ଜୀବନ । ଗରିବ, ଅସହାୟଙ୍କ ସାଥିରେ ଅଛନ୍ତି ନବୀନ l

  • @SidheshSahu-xy7rs
    @SidheshSahu-xy7rs 2 หลายเดือนก่อน

    Chief Minister Puthai is going to create a new history in Odisha. It will be established as a glorious achievement in the history of Odisha.

  • @srikantrout2342
    @srikantrout2342 2 หลายเดือนก่อน

    With the launch of Malkangiri Lakshmi Bus today, the state government has also taken the responsibility of empowering the women of Mission Shakti.

  • @karunakarbehera3365
    @karunakarbehera3365 2 หลายเดือนก่อน +1

    ❤Where is Naveen ?❤

  • @user-qg6eq2mg3u
    @user-qg6eq2mg3u 2 หลายเดือนก่อน

    ଶଙ୍ଖ ଚିହ୍ନ ହେଉଛି ବିକାଶ ଓ ବିଶ୍ୱାସର ଚିହ୍ନ ଦୀର୍ଘ 25 ବର୍ଷ ନବୀନ ବାବୁ ଓଡିଶା ବାସୀଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଓଡ଼ିଶା ଭାରତରେ ଏକ ନମ୍ବର ରାଜ୍ୟରେ ପରିଣତ ହେଉ।

  • @srikantrout2342
    @srikantrout2342 2 หลายเดือนก่อน

    No matter how many conspiracies the opposition has already known, the popularity of Hon'ble Chief Minister and ST leader VK Pandian is clear and pure

  • @srikantrout2342
    @srikantrout2342 2 หลายเดือนก่อน

    Development is the only primary goal and objective. It is made possible by the Ashribad of all the residents of Odisha.

  • @sonaliparida143
    @sonaliparida143 2 หลายเดือนก่อน

    ଯିଏ ଯାହା କରନ୍ତୁ ନା କାହିଁକି,ଆଗାମୀ ନିର୍ବଚନ ରେ ନବୀନ ପଟ୍ଟନାୟକ ନିଶ୍ଚିତ ସବୁଠୁ ଅଧିକ ଭୋଟ ପାଇବେ ଓ ସରକାର ଗଢିବେ।

  • @user-qg6eq2mg3u
    @user-qg6eq2mg3u 2 หลายเดือนก่อน

    ଲୋକମାନଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରି ଓଡିଶାର ଜନସାଧାରଣଙ୍କ ଜୀବନକୁ ସୁନ୍ଦର ଓ ସରଳ କରି ଗଡି ତୂଳୁଛନ୍ତି ରାଜ୍ୟ ସରକାର l

  • @user-ranjit687
    @user-ranjit687 2 หลายเดือนก่อน

    5T ସଚିବ ଭି କେ ପାଣ୍ଡିଆନ୍ ନିଃସ୍ଵାର୍ଥପର ଭାବରେ ଆମ ଓଡ଼ିଶା ବାସୀଙ୍କର ସେବା କରି ଜନତା ଙ୍କ ହୃଦୟ ରେ ବିକାଶ କୁ ପରିଚିତ କରିଦେଛନ୍ତି l

  • @user-wk4yn6xv8l
    @user-wk4yn6xv8l 2 หลายเดือนก่อน

    ପ୍ରତ୍ୟେକ ଜୀବନ ମୂଲ୍ୟବାନକୁ ଆଧାର କରି ରାଜ୍ୟରେ ସ୍ବାସ୍ଥ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

  • @RajkishoreRout-gw1bs
    @RajkishoreRout-gw1bs 2 หลายเดือนก่อน

    ଗୋଟିଏ ଜନମଙ୍ଗଳ ରାଜ୍ୟ ରେ ସାଧାରଣ ଜନତା ଙ୍କ ମଙ୍ଗଳ ପାଇଁ ସେହି ରାଜ୍ୟ ସରକାର ନିଷ୍ପତି ନିଅନ୍ତି

  • @sonadalylifestyle271
    @sonadalylifestyle271 2 หลายเดือนก่อน

    ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ଶୁଭାରମ୍ଭ କରିଥିଲେ ଆମ ନବୀନ ସରକାର ଆଉ ଏବେ ପୁଣି ଲକ୍ଷ୍ମୀ ବସ କୁ ଶୁଭାଆରମ୍ଭ କରିଛନ୍ତି l

  • @BugguJena
    @BugguJena 2 หลายเดือนก่อน

    ରାଜ୍ୟର ଚାରିଆଡେ ଚମକୁଛି ମୁଖ୍ୟମନ୍ତ୍ରୀ ଙ୍କର ବିକାଶ ଏବଂ ନିର୍ବାଚନ ରେ ନେଇଥିବା ପ୍ରତିଶୃତିକୁ ଭଲ ଭାବରେ କାର୍ଯ୍ୟକାରୀ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

  • @srikantrout2342
    @srikantrout2342 2 หลายเดือนก่อน

    Odisha Chief Minister Naveen Patnaik has reviewed all areas from education to health and agriculture to sports.

  • @user-ranjit687
    @user-ranjit687 2 หลายเดือนก่อน

    ପିଲା ମାନେ କେମିତି ସରକାରୀ ସ୍କୁଲ ରେ ପାଠ ପଢ଼ି ଭଲ ମଣିଷ ହେବେ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନେକ ଚେଷ୍ଟା ଜାରି ରଖିଛନ୍ତି।

  • @sonadalylifestyle271
    @sonadalylifestyle271 2 หลายเดือนก่อน

    ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା କୁ ଅନୁସରଣ କରିବା ପାଇଁ ଉତ୍ସାହିତ ହେଉଛନ୍ତି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ '

  • @BugguJena
    @BugguJena 2 หลายเดือนก่อน

    ବିଜୁ ଜନତା ଦଳ ଲୋକଙ୍କ ସହିତ ସବୁବେଳେ ସବୁବେଳେ ପରିସ୍ଥିତିରେ ରହିଛି ଲୋକଙ୍କ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ରାଜ୍ୟର ସ୍ବାର୍ଥ ପାଇଁ କାମ କରୁଛି ।

  • @LaxmipriyaDaspatra
    @LaxmipriyaDaspatra 2 หลายเดือนก่อน

    ଆଜି ମାଲକାନାଗିରି ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ ସହିତ ମିଶନ ଶକ୍ତି ର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଦାୟିତ୍ୱ ମଧ୍ୟ ନେଇଛନ୍ତି ରାଜ୍ୟ ସରକାର l

  • @BugguJena
    @BugguJena 2 หลายเดือนก่อน

    ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲା ର ବିକାଶ ପାଇଁ ରାଜ୍ୟ ସରକାର ତତ୍ପର ହେବା ସହିତ ଲୋକଙ୍କ ନିଜସ୍ବ ସମସ୍ୟା ର ସମାଧାନ ମଧ୍ୟ କରୁଛନ୍ତି।

  • @user-ql6vs1rk8q
    @user-ql6vs1rk8q 2 หลายเดือนก่อน

    ସେବା କ୍ଷେତ୍ରରେ, ସ୍ବାସ୍ଥ୍ୟ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ଆଦି ସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟା ଜାରିରହିଛି l

  • @RajkishoreRout-gw1bs
    @RajkishoreRout-gw1bs 2 หลายเดือนก่อน

    ଓଡିଶା ବିକାଶ ର ବିନ୍ଧାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକ ପ୍ରିୟତା ସବୁବେଳେ ଏହିଭଳି ରହିଥିବ!

  • @SidheshSahu-xy7rs
    @SidheshSahu-xy7rs 2 หลายเดือนก่อน

    Ama 5t jaha bi achi bhala achi au
    Odisha basi nku bhala subidha dauchi

  • @srikantrout2342
    @srikantrout2342 2 หลายเดือนก่อน

    In front of the popularity of Hon'ble Chief Minister Naveen Patnaik and 5T Chairman Karvik Pandian, the political tactics of the BJP have completely paled

  • @user-ux4lp2rn2w
    @user-ux4lp2rn2w 2 หลายเดือนก่อน

    ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଗ୍ରାମାଞ୍ଚଳର ବିକାଶ କରି ଓଡିଶାକୁ ଏକ ସଶକ୍ତ ରାଜ୍ୟ କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦା ସର୍ବଦା ଧ୍ୟାନ ଦେଇଛନ୍ତି ।

  • @user-ranjit687
    @user-ranjit687 2 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆଜି ମାଲକାନଗିରି ଜିଲ୍ଲା ର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇ ପାରିଛି!

  • @user-ux4lp2rn2w
    @user-ux4lp2rn2w 2 หลายเดือนก่อน

    ନବୀନ ବାବୁ ଚାଷୀମାନଙ୍କ ପ୍ରତି ତାଙ୍କର ଉଦାରତା ବେଶୀ ସେଥିପାଇଁ ରାଜ୍ୟରେ ବିଭିନ୍ନ ଯୋଜନା ଦ୍ଵାରା ଚାଷୀମାନେ ଉପକୃତ ହୋଇ ପାରୁଛନ୍ତି

  • @srikantrout2342
    @srikantrout2342 2 หลายเดือนก่อน

    Karshik Pandian Sar from the district to understand the plight of the people of Odisha
    He was visiting the district.

  • @sonadalylifestyle271
    @sonadalylifestyle271 2 หลายเดือนก่อน

    ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଏବଂ କୃଷିର ମଧ୍ୟ୍ୟ ବିକାଶ କରିବା ସହିତ ଲୋକଙ୍କ ମଙ୍ଗଳ ଚିନ୍ତା କରେ ବିଜେଡି ଦଳ l

  • @user-ux4lp2rn2w
    @user-ux4lp2rn2w 2 หลายเดือนก่อน

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସବୁବେଳେ କାମରେ ବିଶ୍ୱାସ କରନ୍ତି, ଲୋକଙ୍କୁ ସେମାନଙ୍କ ବିକାଶର ହିସାବ ଦେବାରେ ବିଶ୍ୱାସ କରନ୍ତି ସେଥିପାଇଁ ଲୋକେ ମୁଖ୍ୟମନ୍ତ୍ରୀ ଉପରେ ବିଶ୍ୱାସ ରଖିଛନ୍ତି ବୋଲି 5ଟି ଅଧକ୍ଷ କହିଛନ୍ତି

  • @LaxmipriyaDaspatra
    @LaxmipriyaDaspatra 2 หลายเดือนก่อน

    ବିଜୁ ଜନତା ଦଳ ଲୋକଙ୍କ ସହିତ ସବୁବେଳେ ସବୁ ପରିସ୍ଥିତିରେ ରହିଛି ଲୋକଙ୍କ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଛି l

  • @RajkishoreRout-gw1bs
    @RajkishoreRout-gw1bs 2 หลายเดือนก่อน

    ରାଜ୍ୟ ବାସୀ ଙ୍କ ନିମନ୍ତେ ବିଜେଡ଼ି ର ପ୍ରତି ଟି ନିଷ୍ପତି ସ୍ବାଗତ ଯୋଗ୍ୟ ରହିବ

  • @LaxmipriyaDaspatra
    @LaxmipriyaDaspatra 2 หลายเดือนก่อน

    ଓଡିଶା ର ଉପାନ୍ତ ଅଞ୍ଚଳ ବାସୀ ଙ୍କ ବହୁତ ବଡ଼ ସମସ୍ୟା ଥିଲା ଗମନାଗମନ ତାହା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

  • @user-ranjit687
    @user-ranjit687 2 หลายเดือนก่อน

    ମାଲକାନାଗିରି ଜିଲ୍ଲାର ସମସ୍ତ ପ୍ରକଳ୍ପ କେମିତି ପୁର୍ଣ ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ ଗୁଡ଼ିକୁ ସମ୍ପୂର୍ଣ କରାଉଛନ୍ତି |

  • @r_lipun_samal857
    @r_lipun_samal857 2 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ ଅଧିକ ବିଶ୍ୱାସ କରନ୍ତି, ଯାହା କୁହନ୍ତି ଠିକ୍ ସମୟରେ କରି ଦେଖାଇଦିଅନ୍ତି

  • @srikantrout2342
    @srikantrout2342 2 หลายเดือนก่อน

    Under the instructions of the Chief Minister, 5 Chief Ministers, VK Pandian, are working tirelessly in the formation of the new government of Odisha and are the leaders of development

  • @user-pt7oi6bj4t
    @user-pt7oi6bj4t 2 หลายเดือนก่อน

    5Tଅଧ୍ୟକ୍ଷ କହିଛନ୍ତି ମାଲକାନଗିରି ଜିଲ୍ଲାର ଉନ୍ନତି ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଦିନ ରାତି କାମ କରୁଛନ୍ତି ।ତେଣୁ ଆପଣ ମାନେ ଯୋଡ଼ି ଶଙ୍ଖରେ ଭୋଟ ଦେଇ ତାଙ୍କୁ ଆର୍ଶିବାଦ କରନ୍ତୁ:

  • @SHEELA_3333
    @SHEELA_3333 2 หลายเดือนก่อน

    ନବୀନ ବାବୁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେରେ ଗଢ଼ିତୋଳିବା ପାଇଁ ସଂକଳ୍ପ ନେଇ କାର୍ଯ୍ୟ କରି ଚାଲିଛନ୍ତି ଓ ଆଗକୁ ମଧ୍ୟ କରି ଚାଲିବେ l

  • @srikantrout2342
    @srikantrout2342 2 หลายเดือนก่อน

    Odisha's progress has been slow and moving forward for the Hon'ble Chief Minister.

  • @RajkishoreRout-gw1bs
    @RajkishoreRout-gw1bs 2 หลายเดือนก่อน

    ବିଜୁ ଜନତା ଦଳ ଲୋକଙ୍କ ସହିତ ସବୁବେଳେ ପ୍ରତି ପରିସ୍ଥିତିରେ ରହି ଓଡ଼ିଶାବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ସହ ରାଜ୍ୟର ସ୍ୱାର୍ଥ ପାଇଁ କାମ କରୁଛି l

  • @PritamSharma-zo4th
    @PritamSharma-zo4th 2 หลายเดือนก่อน

    ଆପଣ ଅପଙ୍କ campain ଜାରି rakhtu କଷ୍ଟ କଲେ sir। କ୍କୃଷ୍ଟନ ନିଷ୍ଟିତ ମିଳିବ

  • @user-qg6eq2mg3u
    @user-qg6eq2mg3u 2 หลายเดือนก่อน

    ମାଲକାନଗିରି ରେ ଆଦିବାସୀ ଭାଇଭଉଣୀ ଙ୍କ ଉପରେ ହଜାର ହଜାର କେସ ଅଛି କିନ୍ତୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କର ପଚାଶ ହଜାର କେସ କୁ ବାପସ କରିଛନ୍ତି l ଏହିଭଳି ଐତିହାସିକ ପଦକ୍ଷେପ କେହି ବି ନେଇ ନ ଥିଲେ ଯାହା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି l

  • @BugguJena
    @BugguJena 2 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ର ସବୁ ଜିଲ୍ଲା ର ବିକାଶ ସାଧନ କରିଛନ୍ତି। ସେବା କ୍ଷେତ୍ରରେ, ସ୍ବାସ୍ଥ୍ୟ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ଆଦି ସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟା ଜାରିରହିଛି ଏବଂ ଜନସାଧାରଣ ଙ୍କ ପାଇଁ ସେ ଆଗକୁ ମଧ୍ୟ କରିବେ ।

  • @RajkishoreRout-gw1bs
    @RajkishoreRout-gw1bs 2 หลายเดือนก่อน

    ବିଜୁ ଜନତା ଦଳ ଓଡିଶା ବାସୀ ଙ୍କ ସହିତ ସବୁଦିନ ରହିଛନ୍ତି ସବୁବେଳେ ଲୋକ ଙ୍କ. ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ ରେ କାର୍ଯ୍ୟ କରୁଛନ୍ତି.

  • @srikantrout2342
    @srikantrout2342 2 หลายเดือนก่อน

    5t demands to draw attention to the problems of transportation during the Secretary's visit.

  • @BugguJena
    @BugguJena 2 หลายเดือนก่อน

    ଆଜି ଓଡ଼ିଶାର ପୁରପଲ୍ଲୀ ଠାରୁ ସହରାଞ୍ଚଳ ଯାଏଁ ବିକାଶ ର ଗାଥା ସାରା ଦେଶଦେଖ୍ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା କୁ ଅନୁସରଣ କରିବା ପାଇଁ ଉତ୍ସାହିତ ହେଉଛନ୍ତି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ '

  • @r_lipun_samal857
    @r_lipun_samal857 2 หลายเดือนก่อน

    ଲୋକ ଙ୍କ ଦୁଃଖ ବୁଝି ତାର ତୁରନ୍ତ ସମାଧାନ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି ବିଜୁ ଜନତା ଦଳ ର ନେତା ଭି କେ ପାଣ୍ଡିଆନ!

  • @SHEELA_3333
    @SHEELA_3333 2 หลายเดือนก่อน

    ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ସେ ହେଉଛନ୍ତି ଜଣେ ପ୍ରମୁଖ ନେତା l ତାଙ୍କର ପ୍ରତିଟି କାର୍ଯ୍ୟ ସାରା ରାଜ୍ୟବାସୀ ପାଇଁ ଆଦର୍ଶ l

  • @user-ql6vs1rk8q
    @user-ql6vs1rk8q 2 หลายเดือนก่อน

    ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ଆସନରେ ବସାଇବା ପାଇଁ ଜନତାଙ୍କ ମନରେ ନୂଆ ଆଶା ଓ ଉଦ୍ଦୀପନା ଖେଳିଯାଇଛି.

  • @srikantrout2342
    @srikantrout2342 2 หลายเดือนก่อน

    Our new government launched rice and biju health welfare scheme from AI Malkangiri and now again launched Lakshmi bus

  • @user-qg6eq2mg3u
    @user-qg6eq2mg3u 2 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶନାରେ 5T ଅଧ୍ୟକ୍ଷ ଲୋକଙ୍କୁ ପାଖକୁ ଯାଇ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ଏବଂ ସମାଧାନର ବାଟ କାଢୁଛନ୍ତି

  • @BugguJena
    @BugguJena 2 หลายเดือนก่อน

    ଷଷ୍ଠ ଥର ପୁଣି ଥରେ ନବୀନ ବାବୁ ବିଜୟ ହାସଲ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ଉନ୍ନତି ଏବଂ ଓଡ଼ିଶାବାସୀଙ୍କ ସେବା କରିବେ।

  • @PritamSharma-zo4th
    @PritamSharma-zo4th 2 หลายเดือนก่อน

    Sir tik କହିଲେ ଏଥର ଓଡିଶାରେ double engine ସରକାର କରିବ

  • @user-wk4yn6xv8l
    @user-wk4yn6xv8l 2 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ସ୍ବପ୍ନକୁ ବାସ୍ତବରେ ରୂପାନ୍ତରିତ କରିବା ପାଇଁ 5T ଅଧ୍ଯକ୍ଷ ଭିକେ ପାଣ୍ଡିଆନ ସାର୍ ଦିନ ଏବଂ ରାତିକୁ ଏକ କରି ରାଜ୍ୟର ବିକାଶ କାର୍ଯ୍ୟରେ ଆଗେଇ ଚାଲିଛନ୍ତି।

  • @user-ux4lp2rn2w
    @user-ux4lp2rn2w 2 หลายเดือนก่อน

    ଯିଏ ଓଡିଶାର ସାଡେଚାରି କୋଟି ଲୋକଙ୍କୁ ତାଙ୍କ ନିଜପରିବାର ଭାବନ୍ତି ସେ ଓଡିଶାବାସୀଙ୍କ ସୁଖଶାନ୍ତିରେ ବଞ୍ଚିବାପାଇଁ ବାଟ ଦେଖେଇ ଥାନ୍ତି ସେ ଆଉ କେହି ନୁହନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ l

  • @user-wk4yn6xv8l
    @user-wk4yn6xv8l 2 หลายเดือนก่อน

    ଲକ୍ଷ୍ମୀ ବସ ରାଜ୍ୟର ଗ୍ରାମlଞ୍ଚଳରୁ ସହରାଞ୍ଚଳକୁ ସୁଲଭ ଓ ନିର୍ଭରଯୋଗ୍ୟ ସେବା ମାନ୍ୟବମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ଭବ ହୋଇ ପାରିଛି l

  • @SidheshSahu-xy7rs
    @SidheshSahu-xy7rs 2 หลายเดือนก่อน

    ଓଡ଼ିଶା ର ସାମୁହିକ ବିକାଶ ପାଇଁ ଓ ସାଢେ଼ ଚାରିକୋଟି ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ ସବୁ ବେଳେ ଚେଷ୍ଟିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ l

  • @user-pt7oi6bj4t
    @user-pt7oi6bj4t 2 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସମସ୍ତ ବର୍ଗର ଲୋକଙ୍କ ପାଇଁ ଜନହିତକରଯୋଜନାମାନ କରିଛନ୍ତି, ସେଥିପାଇଁ ପ୍ରତିନିର୍ବାଚନରେତାଙ୍କର ଲୋକପ୍ରିୟତାବଢ଼ିବାରେ ଲାଗିଛି.

  • @DasharathBenda-uv2uo
    @DasharathBenda-uv2uo 2 หลายเดือนก่อน

    Jay Congress Coming

  • @RajkishoreRout-gw1bs
    @RajkishoreRout-gw1bs 2 หลายเดือนก่อน

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ବାସୀ ଙ୍କ ହଳିଆ ହୋଇ ପଚିଶ ବର୍ଷ ଧରି ବିକାଶ କରି ଆସୁଛନ୍ତି ଆଗକୁ ମଧ୍ୟ କରିବେ!

  • @user-qg6eq2mg3u
    @user-qg6eq2mg3u 2 หลายเดือนก่อน

    ନବୀନ ବାବୁଙ୍କ ପ୍ରଗତିଶୀଳ କାର୍ଯ୍ୟରେ ଓଡିଶାର ଲୋକମାନେ ଖୁସି ଅଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ରକ୍ଷା କରି ଓଡିଶାରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି l

  • @RajkishoreRout-gw1bs
    @RajkishoreRout-gw1bs 2 หลายเดือนก่อน

    ନବୀନବାବୁ ରାଜନୀତି ଅପେକ୍ଷା ଜନସେବାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି. ତେଣୁ ଲୋକେ ତାଙ୍କ ପାଖରେ ରହିଛନ୍ତି.

  • @user-pt7oi6bj4t
    @user-pt7oi6bj4t 2 หลายเดือนก่อน

    ମାଲକାନଗିରି ଜିଲ୍ଲାର ପାହାଡ ଘେରା ଅଞ୍ଚଳରେ ରାଜ୍ୟସରକା ର ଜଙ୍ଗଲ ସୃଷ୍ଟି କରି ଚାଲିଥିବାରୁ ଆଦିବାସୀ ଯୁବକମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ବଜାରରେ ବିକ୍ରିକରି ବେସ ଦୁଇପଇସା ରୋଜ୍ ଗାର କରିପାରୁଛନ୍ତି ।

  • @user-wk4yn6xv8l
    @user-wk4yn6xv8l 2 หลายเดือนก่อน

    Vk pandiyan sir ଓଡ଼ିଶା ର ବିକାଶ ପାଇଁ ବହୁ ଜନ କଲ୍ୟାଣ କାରି ଯୋଜନା ଏବଂ ଛାତ୍ର ଛାତ୍ରୀ ମାନଂକ ପାଇଁ ମଧ୍ଯ ଉଚ୍ଚ ଶିକ୍ଷା ପାଇଁ ବିଭିନ୍ନ ଯୋଜନା ଦ୍ଵାରା ସରକାର ଗଢିବାରେ ସଫଳ ହୋଇପାରିଛନ୍ତି।ମାନ୍ୟବର ମୁଖ୍ୟମନ୍ତ୍ରୀ

  • @user-wk4yn6xv8l
    @user-wk4yn6xv8l 2 หลายเดือนก่อน

    5T ର ଅଧ୍ୟକ୍ଷ ପାଣ୍ଡିଆନ ସାର ଙ୍କ ପରିଚାଳନା ପାଇଁ ଆଜି ଓଡ଼ିଶା ତୀବ୍ର ଗତିରେ ବଢ଼ିଚାଲିଛି ଓ ସାରା ଓଡ଼ିଶାର ବିକାଶ କାର୍ଯ୍ୟ ଦୃତ ଗତିରେ ଆଗକୁ ବଢ଼ିବାରେ ଲାଗିଛି।

  • @BugguJena
    @BugguJena 2 หลายเดือนก่อน

    ପ୍ରତେକ କ୍ଷେତ୍ରରେ ରାଜ୍ୟକୁ ନୂଆ ନୂଆ ପ୍ରକଳ୍ପ ଭେଟି ଦେଉଛନ୍ତି ନବୀନ ବାବୁ । ରାଜ୍ୟରେ ହଉଚି ବିକାଶ ଲୋକମାନଙ୍କ ପାଖରେ ପହଚୁଛି ସମସ୍ତ ସୁବିଧା ।

  • @user-ux4lp2rn2w
    @user-ux4lp2rn2w 2 หลายเดือนก่อน

    ବିଭିନ୍ନ ଜନହିତକାରୀ ପଦକ୍ଷେପ ଦ୍ଵାରା ରାଜ୍ୟବାସୀଙ୍କ ପାଇଁ ଜଣେ ସୁ ଜନନେତା ପାଲଟିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @PritamSharma-zo4th
    @PritamSharma-zo4th 2 หลายเดือนก่อน

    Sir ବିରୋଧୀ ଦଳ ରେ ନିଦ ଆହୁରି ଭାଗିବ କାରଣ semane jani ଦେଲେନି କି 2024 election tak ପାଇ ଓଡିଶା ହାତ ରୁ ପଳେଇବ

  • @user-ql6vs1rk8q
    @user-ql6vs1rk8q 2 หลายเดือนก่อน

    ଓଡ଼ିଶା ର ଶିକ୍ଷା ଠାରୁ ସ୍ବାସ୍ଥ୍ୟ ଓ କୃଷି ଠାରୁ କ୍ରୀଡା ସମସ୍ତ କ୍ଷେତ୍ରରେ ସମୀକ୍ଷା କରି ସବୁଥିରେ ଉନ୍ନତି ଆଣି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @sonaliparida143
    @sonaliparida143 2 หลายเดือนก่อน

    5T କାର୍ଯ୍ୟାନ୍ୱୟନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟ ତଥା ଜନ କଲ୍ୟାଣ କାର୍ଯ୍ୟ ତଥା ଓଡିଶାର ବିକାଶ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ଏକ ଭଲ ସ୍ଥିତିରେ ଅଛି।

  • @sonaliparida143
    @sonaliparida143 2 หลายเดือนก่อน

    କାର୍ତ୍ତିକ ପାଣ୍ଡିଆନ ସାର ଓଡ଼ିଶାର ଲୋକଙ୍କ ଦୁଃଖ ବୁଝି ତାର ସମାଧାନ କରିବା ପାଇଁ ଜିଲ୍ଲା ରୁ ଜିଲ୍ଲା ଗସ୍ତ କରୁଥିଲେ .

  • @user-ranjit687
    @user-ranjit687 2 หลายเดือนก่อน

    ମାଲକାନଗିରି ଜିଲ୍ଲା ବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି କି ନାହିଁ ପଚାରି ବୁଝିଛନ୍ତି ଭି କେ ପାଣ୍ଡିଆନ!

  • @r_lipun_samal857
    @r_lipun_samal857 2 หลายเดือนก่อน

    ନବୀନ ବାବୁ ନିଜର 25 ବର୍ଷ ର ଶାସନ କାଳରେ ରାଜ୍ୟକୁ ସଫଳତାର ଶୀର୍ଷ ସ୍ଥାନକୁ ନେଇ ଯାଇଛନ୍ତି l ସ୍ୱାସ୍ଥ୍ୟ ଠୁ ଆରମ୍ଭ କରି ରାସ୍ତା ଘାଟ ଓ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ରାଜ୍ୟ ରେ ଉନ୍ନତି ହୋଇଛି l

  • @user-ranjit687
    @user-ranjit687 2 หลายเดือนก่อน

    ମାଲକାନଗିରି ଜିଲ୍ଲା ବାସୀ ବିଜୁ ଜନତା ଦଳ ର ନେତା ଭି କେ ପାଣ୍ଡିଆନ ଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି!

  • @user-pt7oi6bj4t
    @user-pt7oi6bj4t 2 หลายเดือนก่อน

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ର ବିକାଶକୁ ଆଗେଇ ନେଉ ସମୃଦ୍ଧ ଓଡ଼ିଶା ଗଡିବା ପାଇଁ ଦିନରାତି ଏକ କରି ଦେଉଛନ୍ତି, ଏଥିରେ ସହଯୋଗର ହାତ ବଢେଇବା ପାଇଁ ମାଲକାନଗିରି ଜିଲ୍ଲା ବାସୀଙ୍କୁ ଯୋଡି ଶଙ୍ଖରେ ଆର୍ଶିବାଦ କରିବାପାଇଁଶ୍ରୀ ପାଣ୍ଡିଆନ ସାର ଅନୁରୋଧ କରିଛନ୍ତି.

  • @SidheshSahu-xy7rs
    @SidheshSahu-xy7rs 2 หลายเดือนก่อน

    Odisha basinka mana re sabu bele sankha china prati Prema and sneha rahi thila au rahichi and rahiba juga juga dhriki

  • @user-ql6vs1rk8q
    @user-ql6vs1rk8q 2 หลายเดือนก่อน

    ରାଜ୍ୟରେ କୌଣସି ଅସହାୟ ଗରିବ ଲୋକ ର ଅର୍ଥ ଅଭାବରୁ ଚିକିତ୍ସାରେ ଅବହେଳା ନ ହେଉ ସେଥିପାଇଁ BSKY କାର୍ଡ଼ ଯୋଜନା କୁ ସ୍ଵାସ୍ଥ୍ୟ କ୍ଷେତରେ ସାମିଲ୍ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ.