chapai dei thile.police ku clean chit army officer and his mangetar ku doshi banei thile but army head quarters ru bamboo sahi hela ru tike action nei chanti.pare clean chit dei debe.nabin babu govt thile road upare drama kari thante like kolkata
What about police How they tortured the complaint, what about the behaviour of the police staffs ,Dont try to protect them , protect the public first ,Do you understand....?
This police man is narrating cock and bull stories. In Bhubaneswar the common man is feeling so unsafe to go out of his house after evening 7 pm. Theft, burglary, road rage, eve teasing, rape , murder, vandalism, cattle trafficking, smuggling is common affair on daily basis. Police is busy in making money. Majority police are millionaires. The police man doesn't not feel shame to blow his own trumpet. Really shame less.
Semane nisare thile boli tanku mari ki tanka hata bhangi daba.... video ru ta semiti kichi janapaduni...main katha hela nighy pindha police ku nighty pindhithile boli kahile seita hela adua....
ଆପଣଂକ ହାତ ରେ ଆମେ ସୁରକ୍ଷିତ ଭାବୁଥିଲୁ ଆଜି ଆପଣ ହିଁ ଏମିତି କହୁଛନ୍ତି ଦେଖିବାକୁ ବି ଖରାପ ଲାଗୁଛି
Tali dui hata re baje
Nia na Thai dhua bahre nahi
A jo officer Katha vall lage but A case hela pare mote lagu6i Se iic ku A officer babu Support karu6anti
ନିଶା ରେ ଥିଲା ବୋଲି ମେଡିକାଲ ରିପୋର୍ଟ ଅଛିକି ?
Bhai Tuma what's app no dio sabu prove pathei dabi
ପ୍ରଥମେ କୁହ CCTV କୁଆଡେ ଗଲା
You are very good police ips
Justice for odisha police and major
ନିଜେ ଧରା ପଡିବେ ବୋଲି cctv କୁ damage କରି କହୁଛନ୍ତି electronic failure, ବଦମାସୀ ପୋଲିସ ର। ସତେଚନ ହେଲେ ସମାଜ ଶାନ୍ତି ପାଇବ ବନ୍ଧୁ। ଧନ୍ୟବାଦ
CCTV chori hoigala 😂😂😂
Pandu sabu nei ki gola
ତୁ ବାଳ ପୋଲିସ ହାରାମଯାଦା CCTV ଦେଖା ।ତୁ ଥିଲୁ କି ବେ ଶାଲା ।ତୁ ପୋଲିସ ନୁହଁ ତୁ ଗୋଟିଏ ହାରାମି ।ମୁଁ କହୁଛି ତୁ mayurbhanj ଯେବେ ଆସିବୁ କହିବୁ ଟିକିଏ ନିସା ଦେଖାଇବା
ପୁରା ମିଥ୍ୟା କହୁଚି ପ୍ରତୀକ ସିଂହ ଟଙ୍କା ଲାଞ୍ଚ ନେହାଚି
Bhai social media ra viral sabu haisarilane dakha
DCP jaha kauu chanti sata
Tuma what app no dio sabu video pathei dabi
ତୁ ପୋଲିସ ରେ ଅଛୁ କିରେ@@rikashsingh4726
DCP ଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ହେଉ
ଅନ୍ୟ case କଥା ପଚାରିଲେ, Police ବାବୁ କହିବେ" Investigation" ଚାଲିଛି।
ଏଠି କିନ୍ତୁ ବିନା Investigation ରେ କେମିତି DCP babu ଏତେ କଥା ଜାଣିଲେ???
ଏମାନେ ପୁଣି IPS officer ,ଦେଶ ସେବା କରିବା ଏମାନଂକର ପୁଣି କାମ। ସେ ଦେଖିଛନ୍ତି ସେ ମହିଳାଙ୍କ ଅବସ୍ଥା।
ଲଜ୍ଜା ନାହିଁ, ଛି ଛି....
Chief minister sir,please suspend this nonsense person immediately
Aga pratic sing ku suspend Kari investigation Kara jau
Se maagiha soichi
Cm don't have the authority to terminate an all india service man lol .thoda padh liya karo bhai 😂
Dcp କୁ suspend କର l
ଦମ୍ପତି ମଦ ପିଇଲେ କଣ ହୋଇ ଗଲା ମଦ ଦୋକାନ ସମ୍ପୂର୍ଣ୍ଣ ବନ୍ଦ କରୁନ
This police person should be immediately arrested and suspended
NONSENSE, SHAMELESS POLICE TELLING LIE. SHAME ON YOU.
ୟାକୁ ବି investigation କରାଯାଉ ଏ ମିଛ କହୁଛି
ନିଜ ବିଭାଗ କଥା କୁହ ହେ.. ନିଜ ଘର ତ ଠିକ୍ ନାହିଁ ପର କଥା କଣ କହୁଛ..nighty ପିନ୍ଧି staff ଜଣ ଙ୍କ କୋଉ duty କରୁଥିଲା.. ସିବିଆଇ ତଦନ୍ତ ନିହାତି ଦରକାର
ପ୍ରତୀକ ବାବୁ ତୁମେ କେତେ ସତ କହୁଚ ତୁମ ମୁହଁରୁ ସ୍ପଷ୍ଟ ଜଣାପଡ଼ୁଛି
ଏତେ କଥା କହୁଛନ୍ତି ହେଲେ ୟା ସପକ୍ଷରେ ଆପଣଙ୍କ ପାଖରେ cc tv ଫୁଟେଜ ନାହିଁ।କଟକ DCP ରୁ ଭୁବନେଶ୍ୱର DCP ହେବାକୁ ଆପଣଙ୍କୁ 3 ବର୍ଷ ରୁ ଅଧିକ ହେଲାଣି।ଭରତପୁର ଆଦର୍ଶ ଥାନାରେ CCTV ନାହଁ ବୋଲି ଆପଣଙ୍କୁ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।ଏଠି ଯଦି ଯୋଗୀ ମୁଖ୍ୟମନ୍ତ୍ରୀ ଥାନ୍ତେ ଆପଣଙ୍କୁ ଏ ପ୍ରେସ ମୀଟ କରିବାକୁ ପଡ଼ିନଥାନ୍ତା ମାନେ ତା ପୂର୍ବରୁ ଭରତପୁର ଥାନାରେ CCTV ନାହିଁ ବୋଲି ଆପଣଙ୍କୁ ନିଲମ୍ବନ କରାଯାଇଥାନ୍ତା।ଆପଣଙ୍କ ଅଧୀନରେ ଥିବା PS ଗୁଡ଼ିକ ଆପଣ periodical inspection କରନ୍ତି କି ନାହିଁ।ଗୋଟେ ମଡେଲ PS ରେ cctv ନାହିଁ ଆପଣଙ୍କର onus ନୁହେଁ କି ଜାଣିବା ଏବଂ ତା ଉପରେ ପ୍ରତିକାର କରିବା।ଯଦି ତାହା ହୋଇନାହିଁ ତେବେ ଆପଣ କର୍ତ୍ତବ୍ୟରେ ଅବହେଳା କରିଛନ୍ତି।ଅତଏବ ଆପଣଙ୍କ ଉପରେ negligence to resume the lawful assignment ର charge frame ହୋଇ DP ହେବାକଥା।
You are correct
ୟାକୁ ପ୍ରଥମରେ ସସପେଣ୍ଡ କରାଯାଉ
Right
Right
This prateek should be suspended first. Without his suspension proper inquiry can't be done.
ଥାପଡ଼ ମାରିଥିଲେ ଭଲ ହୋଇ ଥାନ୍ତା ଏ ପ୍ରତୀକ ସିଂ ଡହରା ମିଛୁଆଟା ୟାଙ୍କ ବିରୁଦ୍ଧରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
ଥାନାରେ ତ ସିସିଟିଭି ନଥୂଲା ଡିସିପି ଏତେ କଥା ଜାଣିଲେ କେମିତି, ଡିପାର୍ଟମେଣ୍ଟ କୁ ବନ୍ଚେଇବାପାଇଁ ଡିସିପି ମିଛ କହୂଛନ୍ତି,
Right
Right
ଲୋକମାନେ ଜାଣିଛନ୍ତି ତୁମ ପୋଲିସ ଵାଲା କେତେ ଭଲ ଆଉ ଭଦ୍ର
ବ୍ରହ୍ମ ଚଟକନି ଖାଇବୁ ପ୍ରତୀକ ସିଂ, ସିଧା ସତ କହିବୁ,3rd degree ଜାଣିଛୁ ତ ଭଲ ସେ
ପ୍ରତୀକ ସିଂ ବୋଧେ ଭାବୁଛନ୍ତି ପୋଲିସ ପୁରା ସତୀ ସାବିତ୍ରୀ ଆଉ ସମସ୍ତେ ଅପରାଧୀ !!!!
ହଇଓ ସିଂ ବାବୁ ମିଛ କହିବାର ସୀମା କଣ ସରୁନି ପୋଲିସ ପାଖରେ !!!!
ଛି ୟେ ଘୃଣିତ କର୍ମ ପାଇଁ କୋଟି କୋଟି ଓଡ଼ିଶାବାସୀ ଙ୍କ ମୁଣ୍ଡ ତଳକୁ ହେଇଯାଇଛି ଆଜି । ତଥାପି ଲଜ୍ଜ୍ୟା ଲାଗୁନି ଆଉ ମିଛ ପରେ ମିଛ ନାଟକୀୟ ଗପ କହି ଚାଲିଛନ୍ତି ଆହୁରି .....
ତୁ ବି suspend ହବୁ।ଅପେକ୍ଷା କର।ଆମକୁ ସୁରକ୍ଷା ଦେଉଥିବା ଯବାନ ଙ୍କୁ ଅଭଳି ବ୍ୟବହାର ଠିକ୍ ନୁହେଁ।
ମୋହନ ବାବୁ ଆପଣ କିଛି ପଦକ୍ଷେପ ନେବେ ନା bjd ସରକାର ଭଳି ଚୁପ୍ ବି ରହିବେ,, ଏମାନଙ୍କୁ ବିରୋଧରେ ମାମଲା ରୋଜୋ କରି jail କୁ ପଠାନ୍ତୁ ନ ହେଲେ ଓଡ଼ିଶାରେ ଶାସନ ବ୍ୟବସ୍ଥା ଆଉରି ଦୁର୍ବଳ ହୋଇପଡିବ
Nabina chaka thila mohan ta thu bi ahuri maichia❤️
ପ୍ରତିକ ସିଂ ର ନର୍କୋ ଟେଷ୍ଟ ହେଉ ତୁମକୁ ଲାଜ ନାହିଁ ବିଷ ଖାଇ ଦିଅ
ନିଶାରେ ଦମ୍ପତି ନଥିଲେ ତୁମ ଭାଡୁଆ ପୋଲିସ ଗୁଡା ଥିଲେ
ମଦ ପିଇ ଖରାପ୍ ବ୍ୟବହାର କଲା ବୋଲି ତାକୁ ନଙ୍ଗଲା କରିବ ଆଉ ପିଟିବ ଶୋଳା ମିଛ କହୁଛୁ। ଏ nonsense କୁ ସିଧା ଗୁଳି କରିବା କଥା
ସେ IIC କୁ ସେଫ କରିବାକୁ,IIC ପାଖରୁ କେତେ ଟଙ୍କା ନେଇଛ ?
ଲୋକେ ତାତିଲେଣି।ଆଉ ଘଣ୍ ଘୋଡାଅନି।ତୁମ ନାମରେ ମଧ୍ଯ ସତ କୁ ଲୁଚାଇବା ଅପରାଧରେ ମାମଲା ହେବା ଦରକାର।
Transfer kara a dcp ko a sabu miccha kahu chhi
ଡିସିପି ର୍ ପାଟି ଲାଗିଯାଉଛି ଖାଲି ମିଛ
ଆଉ ରାମାୟଣ କୁହନି ବରଂ ଦୋଷୀକୁ କେମିତି କଠୋର ରୁ କଠୋର ଦଣ୍ଡ ମିଳିବ ତାହାରି ଉପରେ ତର୍ଜମା କର ସିଏ ବାଳ IIC ହଉ କି ଯୋଉ ଶଳା ହଉ. ତୁମେ ପୋଲିସ ସବୁ କୋଉ ବାଳରେ ବାଳ ଯେ
ଡହରାଟା
Shame on you Dcpppp
ଏ ବାଡ଼ିଖିକୁ ମୁଁ ଭଲ ମଣିଷ ଭାବୁଥିଲି ହେଲେ ତ ପରମ ହାରାମି
Just look at his face & body language, he is trying to hide the fact..
ପ୍ରତୀକ ଏକ ମିଛୁଆ ଟାଉଟର ପ୍ରଥମେ ଆକୁ ବଦଳି କରାନ୍ତୁ ମୋହନ ବାବୁ, ଏମାନେ ନବୀନ ପୋଲିସ
ଆଉ ଆଈ ମା କାହାଣୀ ସୁଣାନl
DCP ସେ ଦୀନ ରାତି ଭରତପୁର ଥାନାରେ ଥିଲେକି ? ସି ସି ଟିଭି ତ ନଥିଲା ତ ଜାଣିଲେ କେମିତି ???
PC ଠୁ 😂
ଡାହା ମିଛ
ଭିତିରିଆ IIC କୁ ସପୋର୍ଟ କରି କେଶ ଆଉ ଚପେଇବା କୁ ଚେଷ୍ଟା କରନି
chapai dei thile.police ku clean chit army officer and his mangetar ku doshi banei thile but army head quarters ru bamboo sahi hela ru tike action nei chanti.pare clean chit dei debe.nabin babu govt thile road upare drama kari thante like kolkata
ଆଉ ଆପଣଙ୍କ ଅଧିକାରୀ ମାନେ କେମିତି ଥିଲେ,କଥାରୁ ଲାଗୁଛି ଆପଣ ବି ସେମିତି
ଚୋର ମୁହାଁ କୋଉଠି ରୁ ଆସିଛୁ ବେ
କଥା ବାର୍ତା ରୁ ଲାଗୁଚି କାହାଣୀ ବନେଇଛି
Change this useless dclpppppp
କାହିଁକି ଷଣ୍ଢ କୁ ଭାଗବତ ପଢ଼ାଉଛ
Bjd period bhabuchhanti
Total false
ତୁମକୁ ମାଡ଼ ଦରକାର ତୋର ପୋଲିସ ଵାଲା ଛାଡ଼ିଯିବ
Totally jhut bolrehi he DCP such such ki bat karegi he...
କିଏ ସତ କହୁଛି କିଏ ମିଛ କହୁଛି ସିସିଟିଭି କ୍ୟାମେରା ଥିଲେ ସବୁ ଜଣା ପଡିଥାନ୍ତା
Shameless Odisha Police ....Pratik singh very bad person ...also dismiss this person
Michhua police ku safe karuchi....aku transfer kara Nagaland ku
Isko vi suspended krooo Bhut Vacha ra hai e IPS OFFICER
Even a small child can guess he is a liar, shame, Admit your mistake.
Eei bi chora
ଆମେ ଜାଣିଛୁ ତମ ପୋଲିସ୍ ସବୁ କେମିତି ଭଦ୍ର ।
Police misbehave କୁ ସହୀ ପାରୁନି misbehave କରିବାରୁ ଏମିତି kn athi ବ୍ରିଟିଶ ଶାସନ ଚାଲିଛି
ଏମିତି ପୋଲିସ ମାନେ ଯେଉଁଠି ଅଧିକ ଟଙ୍କା ପାଇବ ସେଠି ଦାନ୍ତ ଦେଖା
DCP ସାହେବ୍ ଯାହା କହୁଛନ୍ତି ତାର ସିସିଟିଭି ଫୁଟେଜ ଦେଇଦେଲେ ଆଉକିଛି ବିବାଦ ର ପ୍ରଶ୍ନ ଉଠନ୍ତାନି।
Totally story creator
D C P ଭରା ଗଂଜେଇ ଟାଣି ଦେଇଛି, ମୂର୍ଖ ଟାକୁ ଆଗ ଟ୍ରାନସଫର କର, ବହୁତ ଦିନ ରହିଲାଣି
Full pre planning statement
Liar liar liar fabricating it
Kahani kahuchi
Over all ପୋଲିସ ର କାମ ଏପରି ହେବ ବୋଲି କେହି ଗ୍ରହଣ କରୁନାହାନ୍ତି। ସମସ୍ତେ ପୋଲିସ ର କାର୍ଯ୍ୟ ଧାରାରେ ଅତିଷ୍ଠ। ଆରେ ବାବୁ ସମାଜର ସେବା କରିବାକୁ ତମେ ମାନେ ଅଛ ନା ନିର୍ଯାତନା ଦେବାକୁ। ଆଚରଣ ଶୁଦ୍ଧି ନ କରି ସଫେଇ ଦେଲେ କଣ ପୋଲିସ କୁ କେହି ଭଦ୍ର ବୋଲି / ଠିକ ବୋଲି କହିବେ। ବୁଝୁନ କାହିଁକି ? ତମେ କଣ ସମାଜ ଉପରେ ତମ ରାଜତ୍ୱ କରିବାକୁ ଚାକିରୀ କରିଛ? ସୁଧୁରି ଯା ରେ ବାବୁ ମାନେ। ଆମକୁ ଟିକେ ଶାନ୍ତି ଦିଅ। ଏ ଅସ୍ୱାଭାବିକ କାର୍ଯ୍ୟକ୍ରମ କରନି। ତମ ମାନଙ୍କ ପାଇଁ ସ୍ୱତନ୍ତ୍ର ଶାସ୍ତି ଅଛି। ଅପେକ୍ଷା କର। ଧିକ ତମ ମଣିଷ ପଣିଆ।
ଏମିତି ବଡ଼ ଅଫିସର ବି ଯଦି ମିଛ କହିବେ ଆଉ କାହାକୁ ବିଶ୍ୱାସ କରିବ ? ସେ ଲାଞ୍ଚୁଆ ଏତେ ଥର suspend ହେଇକି ବି ଭୁବନେଶ୍ବର କଟକ ରେ posting ପାଉଛି... ସବୁ ପିସି effect .
ମହିଳା ମନ୍ତ୍ରୀଙ୍କ ଦେଖାନାହିଁ ଓଟିଭି ଯାଇ ପ୍ରତିକ୍ରିୟା ନିଅନ୍ତୁ ତାଙ୍କଠୁ ଶୁଭଦ୍ରା ଯୋଜନା ବାଣ୍ଟି ଥକି ଯାଇଛନ୍ତି 😅
He himself looks corrupt, talks manipulatively. We care for our soldiers and feel ashamed of police because of corrupt constables and their superiors.
What about police
How they tortured the complaint, what about the behaviour of the police staffs ,Dont try to protect them , protect the public first ,Do you understand....?
DCP sir kya night pehenkar duty karegi thi...
Pehele batao cc tv kahan he....batao
This police man is narrating cock and bull stories. In Bhubaneswar the common man is feeling so unsafe to go out of his house after evening 7 pm. Theft, burglary, road rage, eve teasing, rape , murder, vandalism, cattle trafficking, smuggling is common affair on daily basis.
Police is busy in making money. Majority police are millionaires. The police man doesn't not feel shame to blow his own trumpet. Really shame less.
DCP sir tamaku laja nanhi aahuri michha kahuchha?? Kn nisare thile boli attempt to rape karibe aau hata goda bhangidebe??
Ea hauchi final cctv ra hard disc memory ea sadin cctv haiki dakhu thila ( aku army TANK ra bandhi ki bula jau)
Semane nisare thile boli tanku mari ki tanka hata bhangi daba.... video ru ta semiti kichi janapaduni...main katha hela nighy pindha police ku nighty pindhithile boli kahile seita hela adua....
Why women police in nightdress.
As far as the footage the lady does not seem any type of intoxication.
DCP Michha Kahuchi. Jay shree Ram
ସସ୍ପେଣ୍ଡ ହେବା ଦରକାର କିଛି ନ ଜାଣି ଯାଞ୍ଚ ନ କରି ମିଡ଼ିଆ ରେ କଥା ହେବା ଠିକ ନୁହଁ.. ଏଠି ବଡ଼ ଠୁ ସାନ ସବୁ ସମାନ 🙏ସରକାର ଫେଲ ଆଇନ ଶୃଙ୍ଖଳା ରେ.. ଜୟ ଜଗନ୍ନାଥ 🙏ଜୟ ଶ୍ରୀ ରାମ 🙏
ଆଇଆଇସି କୁ ସୋପ୍ଟ କରୁଛି DCP P ସିଂ
Only CBI enquiry need.
CCTV kahan hai..
Army wala ko jese kuch nahin pata hai pura public ka maang hai Justice for Ankita..
DCP you should not protect your protect your police officer who are involved in assaulting an army officer and his girlfriend.
ଯାହାହେଉ ପୋଲିସ ଆରେଷ୍ଟ ହେବା ଦରକାର
Lier. Wants to save police. DCP should think about injury. Both person were not conflict
ମଦ ଦୋକାନ ସରକାର କରିଛନ୍ତି ପିଇବା ପାଇଁ
ପ୍ରତୀକର ଜାତି ପ୍ରିତୀ ଅଧିକ
ମିଛ କାହାଣି କହି କେଶ କୁ
ଦୁର୍ବଳ କରିବାକୁ ଚାହୁଁଚ
ପ୍ରତୀକ ବାବୁଙ୍କର ନାର୍କୋଟେଷ୍ଟ
କରାଯାଉ
ସିସିଟିଭି ନାହଁ । ଯିଏ ଯାହା କହିବ କହିପାରିବ । ଏ କଥାଟା କୁହ ସେ ଥାନାରେ ସିସିଟିଭି କାହିଁକି ଲାଗିବନି । ସେଠାରେ ନିଶ୍ଚୟ ଅନୈତିକ କାମ ଚାଲୁଅଛି ।
ହଁ ହଁ ସବୁଠିକ୍ କହିଲେ ଆପଣ. ସେଥିପାଇଁ ପୀଡିତାଙ୍କ inner ଖୋଲିବାଟା ନିହାତି ଜରୁରୀ ଥିଲା.
Not only here sir most of the police stations having such type of shameless policies who r not people friendly.
ଯଦି ରାଜଧାନୀ ଭୁବନେଶ୍ୱରରେ ଥାନାର ଅବସ୍ଥା ଏମିତି ତାହେଲେ ଅନ୍ୟ ଜାଗାର କଥା କଣ ହେଉଥିବ
ଯଦି ଡି ସି ପି ଠିକ ତାହେଲେ ପାଞ୍ଚ ଜଣ ସସ୍ପେଣ୍ଡ କାହିଁକି ହେଲେ
ଆର୍ମି ଵାଲା ସୀମା ରେ ରହିବା ସମୟରେ ମଦ ପିଇ ଡିଉଟି କରନ୍ତି, ତାଙ୍କ ଯୋଗୁଁ ତୁମେ ମାନେ ଏଠି ଆରାମ ରେ ଘରେ ଶୋଉଛ, ମଦ ପିଇଲେ ଅସୁବିଧା କୋଉଠି ରହିଲା, ତୁମେ କଣ ମଦ ଚେକିଂ କରୁଥିଲ,
ୟାକୁ ମାଲକାନଗିରି ପଠା ଯାଉ
ମଦ ପିଇ ଯାତରା କରୁଥିବ ଲାଗୁଛି
Right
Pratik singh teeling good story to protect their staff we pray to CM take action against the courpted police officer
ଏକ ପାଖିଆ କହୁଛ, ପୋଲିସ କୁ ବଞ୍ଚାଇବା ପାଇଁ, ପୋଲିସ ଆଇନ୍ କୁ ହାତକୁ ନେଇଛ
ଏଇଟା ଗଞ୍ଜେଇ ଟାଣି ଦେଇଛି ସବୁ ଥାନା ବାବୁ ଙ୍କୁ କହିଛି ଲୁଙ୍ଗି ନାଇଟୀ ପିନ୍ଧି ଶୁଅ ସରକାର ଜୋଇଁ ବୋହୂ।ଆୟାସ କର। ଯାହା ହେବ ଦେଖିବା।ୟା ଉପରେ ଯଦି ଆକ୍ସନ ନ ହୁଏ ତା ହେଲେ ଆମେ ଜାଣିବୁ ବିଜେପି ମାଈଚିଆ ସରକାର।
Salute you sir.