ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଧନ୍ୟବାଦ ସାର୍ ଆପଣ ଭିଡିଓ ମଧ୍ୟରେ ବିସ୍ତୃତ ଭାବରେ ଦର୍ଶାଇଛନ୍ତି କେବଳ ବଜାର ଦର କୁ ଅପେକ୍ଷା ❤
ବଢିଆ
Good video sir🙏
Sir apana nkara upastapana bahut vala laguchi
Thank you
Sir marketing kemiti kariba gote chasi kouthi bikri kariba and kete tankare bikri kariba per quintal kindly reply debe
This is the only problem for Odisha farmers
Plz sir inform me
Good idea 👍
ସାର ଏକମାଣରେ କେତେ ମଞ୍ଜି ଆବଶ୍ୟକ
ଏକର ପ୍ରତି 3-4 kg ବିହନ ଦରକାର ହୋଇଥାଏ।
Good video
ସୂର୍ୟ୍ଯ ମୁଖୀ ଚାଷ ଭଲ ଅମଳ ହେଲେ, ଏକର ପ୍ରତି କେତେ ତେଲ ସଂଗ୍ରହ କରିହବ, ତାର ଲାଭ କ୍ଷତି ବିଷୟ ରେ ଆଲୋଚନା କଲେ ଉପକ୍ରୁତ ହେବୁ।
Jarbesy
ଆପଣଙ୍କ ସହ ଖୁବ୍ ଅଳ୍ପ ସମୟ ପାଇଁ ପ୍ରତ୍ୟକ୍ଷ ଯୋଗାଯୋଗ ଚାହୁଁଛି। ଏହା କିପରି ସମ୍ଭବ ହେବ ?
Sir surjamukhi re ghasa kemiti niyatrana Kari haba sir
Sir namaskar Suryamukhire patra kala heijauchi kn karabi
Sir namaskar Suryamukhire redbettel lagichhanti kn speare karibi
Chloropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
Merketing kau thii Kariba sir?
Sir surjamukhi re poka lagu chan kaie medicine dema sir tike kahun
Sir mor 15 gunta jami re kety bihona
ପରିକ୍ଷା ମୂଳକ ଭାବେ ଆମ ଅଞ୍ଚଳ ମୁଁ ପ୍ରଥମ କରି ଥିଲି ଅମଳ ଭଲ ହୋଇଥିଲା 10 ବର୍ଷ ପରେ କରିବା କୁ ଯାଉଛି କିଛି ପରାମର୍ଶ ମୋ'ର ଆବଶ୍ୟକ ହୁଏ ତାହେଲେ ଆପଣଙ୍କୁ ମାଗିବି ଦେବେ ତ
sir rashi chasa bidaya re video banantu sir
ସୂର୍ୟ୍ଯ ମୁଖୀ ମଞ୍ଚୀ ରେଟ୍ କେଜି ପିଚା କେତେ କେଉଟି ମିଳିବ ମୁଁ ଲକି ରାମ
Ama pakhare achhi
ସାର ସୂର୍ଯ୍ୟମୁଖୀ ଗଛରେ ବିଟିଲ ଲାଗି ଛନ୍ତି କଣ କରିବି ଟିକେ କୁହନ୍ତୁ
ସାର୍ ଏହି ମଞ୍ଜି ବିଲରେ ବୁଣା ଯାଏ ନା ପୋତା ଯାଏ ଦୟା କରି କୁହନ୍ତୁ
ପୋତା ଯାଏ
ସୂର୍ଯ୍ୟମୁଖୀ ଫୁଲ ଚାଷର ସଂପୂର୍ଣ୍ଣ ଜୈବିକ ପଦ୍ଧତି କ'ଣ ?
Thank you ,Sir .Please tell about Green and Black gram cultivation as Rabi crops .
Sir mu chasha karibaku chauchi fast tume kemti kn karibaku padiba .apana gote vala ki se bisayare video karantu sir
Sunflower selling idea kuhantu
Sir ଜୈବିକ ପ୍ରଣାଳୀ ରେକୁହନ୍ତୁ
1acer re kete surja mukhi heba
Sir 1 ଏକର ରେ କେତେ ଖର୍ଚ୍ଚ ହେବ ଆଉ କେତେ ଲାଭ ହେବ ଟିକେ କହିବେ
savebird
suriyakiron hybrid sunfower
A location kouthi particular sir kou district
Cuttack District, Nischintakoili block
ଆପଣଙ୍କ ଭିଡିଓ ରେ ଦର୍ଶାଇ ଥିବା vestige product ଉପରେ ମୋର ଭରସା ଅଛି ଯାହା କି bio products ଅଟେ।
ଖରାଟିଆ ସୂର୍ଯ୍ୟମୁଖୀ ଚାଷ ପାଇଁ କେଉଁ ମାସରେ ବିହନ ବୁଣିବା ଆବଶ୍ୟକ?
ଖରଟିଆ ସୂର୍ଯ୍ୟମୁଖୀ ଚାଷ ପାଇଁ January ମାସରେ ମଞ୍ଜି ଲଗାଯାଇଥାଏ।
Parrot.Beerbottelbell
ସାର୍ ଏହି ଫସଲକୁ ଷଣ୍ଢ ଓ ମାଙ୍କଡ୍କ ଖାଆନ୍ତି କି ନାହିଁ ଜଣାଇବେ
ଶୁଆ ମଞ୍ଜି ଖାଇ ଥାଆନ୍ତି
ସୂର୍ଯ୍ୟମୁଖୀ କେତେ ଦିନେ ସଂପୂର୍ଣ୍ଣ ଅମଳ ହେଇଥାଏ
ସୂର୍ଯ୍ୟମୁଖୀ ଫସଲ ର କିଛି କିସମ 95-100ଦିନିଆ ଓ ଆଉ କିଛି କିସମ 100-110ଦିନରେ ଅମଳ ହୋଇଥାଏ।
Manganiz sulfet sir kan
Manganese ଅଣୁ ସାର।
Julamukhi,seed,deiler,to,cottat
sir monkey mane gacha khahibeni ta
hello
Parrots and birds problem
Sabalua au budha poka pai ki poison daba darkara
Chloropyriphos 50%℅Cypermethrin 5%lit ପ୍ରତି 1ml ବା Catrap hydrochloride 50%SP lit ପ୍ରତି 1.5gm ହିସାବରେ ସ୍ପ୍ରେ କରନ୍ତୁ।
1 mana re kete aqua gell lagiba
1 ଏକର ପ୍ରତି 2-3kg ହିସାବରେ Agri aquazel କୁ ବ୍ୟବହାର କରି ପାରିବେ। ମୂଳ ସାର ପ୍ରୟୋଗ ସମୟରେ ସାର ସହିତ ମିଶାଇ ମାଟିର 5-10cm ତଳେ ପ୍ରୟୋଗ କରନ୍ତୁ।
Sir seeds miliba ki apanka pakhare pls send your number
Thank you sir please number deantu
TimeofpasticideusetosaveHoneybees