ଷାଠିଏ ପଉଟି ଭୋଗରୁ ତୁମର Sathie Pauthi Bhoga Ru Tumar II Singer Rabindra Mohapatra II Disha Bhakti II
ฝัง
- เผยแพร่เมื่อ 23 ส.ค. 2024
- ଷାଠିଏ ପଉଟି ଭୋଗରୁ ତୁମର
Singer Rabindra Mohapatra
Welcome to Disha Bhakti Channel, your search ends here for Odia bhakti & culture based entertainment content like Odia Osha,Odia Prabachan,Odia Bhajan, Odia Purana,Odia Gitinatya,Odia Pala,Odia Daskathia,Oddisi,Champu,Chhanda,Ghoda Nacha.Please support our team for development of this you tube channel. Bless us. Like,share & Subscribe Now. Thank you
Channel Link : www.youtube.co...
Keep watching...keep subscribing
ଭିକାରି ବଳ ଙ୍କ ଅବିକଳ କଣ୍ଠ... 🙏🙏🙏🙏🙏🙏🙏🙏ଜୟ ଶ୍ରୀରାମ
ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହେଉଛି 🙏🙏🙏 ଜୟ ଜଗନ୍ନାଥ
Same☺
Yes
ଭଜନ ସମ୍ରାଟ ଭିକାରୀ ବଳଙ୍କ ଅସ୍ତିତ୍ଵ ବଜାୟ ରଖିଚ ତୁମେ 🙏
Right
ସମ୍ମାନୀୟ ରବିନ୍ଦ୍ର ବାବୁ ଭାବଭକ୍ତି ଭଜନ ଜଗତରେ ସବୁଠାରୁ ଶ୍ରେଷ୍ଠ କଣ୍ଠ ଶିଳ୍ପୀ ଏଥିରୁ ଜଣାଯାଏ କି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଓ ଭଜନ ସମ୍ରାଟ ଭିକାରୀ ବଳଙ୍କ ପୂର୍ଣ୍ଣ ଆଶିର୍ବାଦ ରହିଛି ,ଏହାର ପ୍ରତ୍ୟକ୍ଷ ପ୍ରମାଣ ଅନୁଭବ ହେଉଛି ,
ଶ୍ରୀଜଗନ୍ନାଥ ଙ୍କ ଅପାର କରୁଣା, ଭଜନସମ୍ରାଟ ଙ୍କ ମନେରଖିବା ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଯୁକ୍ତ ରବିନ୍ଦ୍ର ମହାପାତ୍ର ଙ୍କୁ ପରିଚିତ କରାଇଛନ୍ତି। ଅଦ୍ଭୂତ ଅପୂର୍ବ ଜୟ ଜଗନ୍ନାଥ🙏🙏🙏🙏🙏🙏🙏🙏
JAY.JGANNATH Bhai super
Jai jagannath ♥️♥️♥️🙏🙏🙏
@@RahuluddinGandhy pppppppppppppppppppppppp
Jay jagannath 🙏🙏🙏
@@promodkumarjena5793 ii
Rabindra sir ଙ୍କ ନମ୍ରତା ହିଁ ତାଙ୍କ ପରିଚୟ l ତାଙ୍କ ସୁଲଳିତ କଣ୍ଠସ୍ୱର ଅତୀବ ସୁନ୍ଦର l ଯେତେ ପ୍ରଶଂସା କଲେ ବି କମ l ସେ ଦୀର୍ଘାୟୁ ହୁଅନ୍ତୁ ଓ ଜଗତବାସୀ ଙ୍କୁ ଏଇମିତି ଜଗନ୍ନାଥ ଜଣାଣ ଶୁଣାଇ ଆପ୍ୟାୟିତ କରାନ୍ତୁ l ଜୟ ଜଗନ୍ନାଥ
ଆପଣଙ୍କ ଭିତରେ ଆମେ ଭଜନ ସମ୍ରାଟ ଙ୍କୁ ଅନୁଭବ କରୁଛୁ
ସମ୍ରାଟ ଙ୍କ ଆଶୀର୍ବାଦ ରବିବାବୁ ଙ୍କ ଉପରେ ସଦା ରହୁ
ବାଦ୍ୟ ର ତଳେ ତଳେ ରବୀନ୍ଦ୍ର sir ଙ୍କ ସ୍ୱର୍ ଅତି ସୁନ୍ଦର 🙏🙏🙏🙏
ବହୁତ ସୁନ୍ଦର ଭଜନ ପରିବେଷଣ କରିଛନ୍ତି।।। ଲାଗୁଛି ମହାନ୍ ପୂରୁଷ ଭିକାରୀ ବଳ ଙ୍କୁ ପାଇ ଭଗବାନ ଙ୍କ ପରଷ ପାଇଗଲି।।।।ଜୟ ଜଗନ୍ନାଥ 🙏🙏🙏 ଆପଣଙ୍କୁ ସଦା ଏମିତି ଖୁସି ରେ ରଖିଥାନ୍ତୁ 🙏
Beautiful performance sir & flutist is excellent .
Beautiful ❤️❤️❤️
ଧନ୍ୟବାଦ,ଦ୍ୱିତୀୟ ଭିକାରି ବଳ,
ଅତିବ ସୁନ୍ଦର ବଂଶୀ ବାଦନ
ଭିକାରୀ ବଳଙ୍କ ଦ୍ୱିତୀୟ ସ୍ୱରୂପ...
ମହାନ ପ୍ରତିଭାଙ୍କୁ ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା।
ସାର୍ ବାଇଶି ଥର ଶୁଣିବା ପରେ ବି ଆହୁରି ଶୁଣିବା ପାଇଁ ଇଚ୍ଛା ହଉଛି। ଜଗନ୍ନାଥଙ୍କ କରୁଣା ଏମିତି ଥାଉ। ଜୟ ଜଗନ୍ନାଥ Sir 🙏
Ygbjk
Ravindra sir is the substitute of Brahma lina bhajan samrat bhikari bala, really load jagannath extremely know the pain of devoties, jai jagannath 🙏🙏🙏🙏🙏🙏
ସୁନ୍ଦର ଅତି ସୁନ୍ଦର ଜଗନ୍ନାଥଙ୍କ ଅପାର କରୁଣା ରହୁଥାଉ ଆପଣଙ୍କ ଉପରେ 🙏🙏
Hart
Touching
Rabindra Mohapatra great Asset of indian musical instruments.🙏🙏🙏
ହେ ଥାକୁରେ ମୁଁ ତୁମ ପାଖରେ ସବୁଦିନ ପାଇ ରୁଣି 😢😢 ଜୟ ଜଗନ୍ନାଥ 🙏🙏
ପ୍ରଣାମ ସାର୍🙏 ଆପଣଙ୍କ ଭାବପୂର୍ଣ୍ଣ କଣ୍ଠ ଆଉ ଗୀତ ଗାଇବାର ଶୈଳୀ କିଛି ସମୟ ପାଇଁ ଗୋଟେ ଅଲଗା ଦୁନିଆ କୁ ନେଇଯାଏ। ଯେମିତି ଆତ୍ମା କିଛି କ୍ଷଣ ପାଇଁ ଜଗନ୍ନାଥମୟ ହେଇଯାଏ। ଜୟ ଜଗନ୍ନାଥ ସାର୍🙏
Proud of Odisha 🙏 Jay kalia Santa 🙏🙏🙏🙏🙏🙏🙏👍👍
🙏🙏🙏🙏🙏🙏😭😭😭😭🪔🪔🪔🪔🪔🏅🏅🏅🏅 ଗୁରୁ ଶ୍ରୀ ଭିକାରୀ ବଳ ମୋର ସିଙ୍ଗର କୀର୍ତ୍ତନ
Lord Jagannath has gifted you suitable voice for odia devotional songs. Excellent rendition,Rabindra babu.
ଅତି ସୁନ୍ଦର, ଜୟ ଜଗନ୍ନାଥ ସ୍ୱାମୀ
Heart touching voice ❤️
True tribute to Bhikari Bala, greatest devout singer and sadhak of Odisha.
🙏🙏🙏Really ❤ touching🙏🙏🙏
ଅତି ସୁନ୍ଦର ଭାବରେ ଗାଇଳେ ସାର୍
I Am Getting Shocked After It..
Ohhh My God!! Ohhh My God!!
Really Very Nice Voice, like Vikaribolo,, Thank you so much,, God bless you
Samrat nka asirbad sada sarbada rabi bhai nka upare rahuu...❤
Jay Jagannath Swami Narayan Pathagami Bhabatume 🙏🙏🙏
Excellent voice and always heart touching
JAI JAGANNATH 🙏🙏🙏🙏🙏
Khub sundar paribesan Rabi bhai.
ଭାଇ ଆପଣଙ୍କ ଭଜନ ଭଜନ ସମ୍ରାଟଙ୍କୁ ସ୍ମରଣ କରାଇଦେଉଛି, 🙏🙏🙏
Wahoo so beautiful song it's remember us the legend bhajan samrat b bala my loveble respectable brother
So nice song
Best singer.... Beautiful song.... Thanks
Tears come out from my eyes after listeing this song
🙏🙏🙏🙏🙏
Hrudaya ku chhuin gala mitha swara❤❤❤❤❤❤❤
Very sweet Bhajan by Ravindra Mohapatra 👍
Bahut thar suni sarilani pare bi nua nua lage ... Bhajan tiii😢😢🥹🥹🥰🥰🥰❣️❣️❣️❣️
Jay balaram jagannath suvadra jay maa mahalaxmi 🙏🙏🙏🙏🌷🌷🌷🌷🌹🌹🌹🌹🌻🌻🌻🌻🌼🌼🌼🌼🌸🌸🌸🌸🌺🌺🌺🌺🍎🍌🍉🍇
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ 🙏🙏
ଜୟ ଜଗନ୍ନାଥ ଜୟ ଗାଦିବ୍ରହ୍ମ
ପ୍ରଭୁ ଜଗନ୍ନାଥ କାଳିଆ ଠାକୁର ମଙ୍ଗଳ କରନ୍ତୁ🙏
ଅତି ସୁନ୍ଦର ଭଜନ
ବହୁତ ଭଲ ଲାଗୁଛି।
Sir:superbhajan:thanku,yourvoicenice,jayjaganath
Beautiful voice Rabindra sir🙏🙏🙏
Jay Jagannath Mahaprabhu
Jay Sri jagannath swami Nayana Patha Gami Bhaba tume
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Super song ,,& voice. Also👌👌👌👌
Jai jagannath pravu
Jay jaganatha swamee.
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏
Jai Sri Ram jai jagannath om namah bhagabate Basudevaaye 🙏🙏
ସୁପ୍ପର
What a performance by all members
🙏🙏salute 🙏🙏
Thanks you,rabindra dada,bhut sunder lagila e Gita ta au tame vikari bala dada n ka pari gau6,au dhany bat. Tume jagannat bhajan paribesan kru6 ,jay jagannat swami najayana patha gami bhaba tume
ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻
Jay Sri jagannath swami Balabhadra Bhai Subhadra Bhauni ki Pranam
ଜୟ ଜଗନ୍ନାଥ 🙏
ମନ ଚୁଆ ଭଜନ ଭାଇ ❤
ଜୟ ଜଗନ୍ନାଥ ⭕‼️⭕
Very nice voice sir
Jai Jagannath 🙏🙏
Bahut santi lagila prabhu 🙏🙏🙏🙏
Jay jagannath pravu 🙏
Best singer. Jay Jagannath Sir 🙏🙏🙏
Heart touching sir ❤️❤️❤️❤️❤️❤️❤️🙏🙏🙏🙏🙏
I love your song... You are icon of our odisha
Jay jagannata 👌👌😞😞
Jay jaganath.thank u.god bless u .try to y'rbest .practice jarirakhntu .agaku sunder madhur stitio stana prativa r stana absya aib.
Rabindra bhai best singer🍐
🙏🏻🙏🏻🙏🏻🙏🏻Jay jagarnath 🙏🏻🙏🏻🙏🏻🙏🏻
Bhakti bhara sundar bhajan tie manaku chhuin jauchhi
Really love you so much sir 🥺
Jaganathaa mo Swami nku Roja gara karei dia pabhu
ଭଜନ ସମ୍ରାଟ ଙ୍କୁ ଶତ ପ୍ରଣାମ
Super singing Rabindra sir 👏👏👏👏👌👌👌👌👌🙏🙏
My fast favorite songs very nice 👍👍 sir ji(Arabinda Mohapatra)
Jay jaganntaha mahaparbhu rabindra sir nku apra karuna karntu bhikari balanku emiti rabindra sirnka kanthare sunibbaku dyantu jaya jaganntaha sir
Jay jagannath swami.
Super 🙏
Rabi Vai 🙏 Jay Jagannath 😭
Ati sundar , tabla badaka re jie achanti heads up 🙏🙏🙏 jay Jagannath
RAbinda sir smile 👍
Many many thanks Babu.
Jay jagannatha. So nice.
ତବଲା ବାଦକ ଙ୍କର ବାଦନ ରେ ମୁଁ ବିମୋହିତ ଯୋଗୀ ଭାଇଙ୍କ ପରେ ଆଉ ଜଣେ ମୋ ମନକୁ ଛୁଇଁ ଲେ ।।।।। କୋଟି କୋଟି ପ୍ରଣାମ ସାର୍।।। ଟିକେ ମତେ ଆଶୀର୍ବାଦ କରିବେ।। ଆଉ ଅନୁରୋଧ ସରଙ୍କ ନା ଟିକେ ଜଣେଇବେ
Fantastic
ଭିକାରୀ ବଳଙ୍କ ପରେ ଆପଣ ଏକ ମାତ୍ର ଗାୟକ ଯିଏ ଏ ହୃଦୟସ୍ପର୍ଶୀ ଭଜନ କୁ ଜୀବନ ଦେଇ ପାରିଛି.......😍😍😍😍😍😍
Jay Jagannath jay. Sri ram robibabu aapanku. Mu bahhuta. Bhala. Para nobarang pur papodahandi ghata guda
Excellent voice sir🙏🙏
ହେ ପ୍ରଭୁ ଜଗନ୍ନାଥ ତୁମକୁ କୋଟି ପ୍ରଣାମ ଏମିତି କଣ୍ଠଶିଳ୍ପୀ ମାନଙ୍କୁ ତମର ଆଶ୍ରିବାଦ ରହୁ ଏ ମାନବ ସମାଜ ଏମିତି କରୁଣା ର ବାରି ଗୀତ ଶୁଣୁଥିବୁ
Jay Jagannath bahut bhala Gita aebhali Gita gauthantu apananku pranaam janachhi Jay Jagannath
ଶ୍ରୀଜଗନ୍ନାଥ ଙ୍କ ଆପାର କରୁଣା ଭଜନସାମ୍ରାଟ ଙ୍କ ମନୋରଖିଥିବ ନମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ
ଜୟ ଜଗନ୍ନାଥ
Best Rabindra brother