ମୁଁ ମଲା ପରେ || କଣ୍ଠ,ଗୀତ,ସଂଗୀତ:- ରବୀନ୍ଦ୍ର ମହାପାତ୍ର|| Mun Mala Pare ||Rabindra Mohapatra Odia Bhajan

แชร์
ฝัง
  • เผยแพร่เมื่อ 12 ก.ย. 2024
  • ✽ କଣ୍ଠ / ଗୀତ / ସଂଗୀତ: ରବୀନ୍ଦ୍ର ମହାପାତ୍ର
    ************************************
    ମୁଁ ମଲାପରେ କେହି ଯେ ନ କହୁ
    ମରିଗଲା ଭଲ ହେଲା
    ଏମିତି ମଣିଷ କର ମତେ ପ୍ରଭୁ
    ଲୁହରେ ସବୁରି ଆଖି ଭିଜୁଥିବ
    କୋହରେ ସବୁରି ହ୍ରୁଦ କାନ୍ଦୁଥିବ
    ହେ ମଣିମା, ଜାଣିବି ମୋ ଜନ୍ମ ସାର୍ଥକ ହେଲା ||୦||
    ************************************
    ସ୍ୱର୍ଗ ଦୁଆରରେ ନ ଜଳିଲେ ନାହିଁ
    ଗାଆଁ ମଶାଣିରେ ଜଳୁ ପଛେ ଜୁଇ
    ସରଗବାସୀ ମୁଁ ନ ହେଲେ ନାହିଁ
    ନର୍କ ଯନ୍ତ୍ରଣାରେ ପଛେ ରହିବି ମୁହିଁ
    ଏମିତି ମଣିଷ କର ମତେ ପ୍ରଭୁ
    ସବୁରି ହସର କାରଣ ହୋଇଥିବି
    ସବୁରି ମନକୁ ସ୍ନେହରେ ଜିଣୁଥିବି
    ହେ ମଣିମା, ଜାଣିବି ମୋ ଜନ୍ମ ସାର୍ଥକ ହେଲା ||୧||
    ************************************
    ଅବଢ଼ା ଗଣ୍ଡିଏ ଯଦି ନାହିଁ କପାଳେ
    ଶାଗପଖାଳରେ ମୋର ସଂସାର ଚଳେ
    ଡୋରି ଲାଗୁ କି ନ ଲାଗୁ ଶୀରିମନ୍ଦିର
    ମୋ ଭଙ୍ଗା ଠାକୁର ଘରେ ଦର୍ଶନ ମୋର
    ଏମିତି ମଣିଷ କର ମତେ ପ୍ରଭୁ
    ସତରେ ସତରେ ପ୍ରଭୁ ବଂଚୁଥିବି
    ସେବାରେ ସେବାରେ ଆନନ୍ଦ ପାଉଥିବି
    ହେ ମଣିମା, ଜାଣିବି ମୋ ଜନ୍ମ ସାର୍ଥକ ହେଲା ||୨||
    ************************************
    ( ରବୀନ୍ଦ୍ର ମହାପାତ୍ର )
    -------------------
    ✽ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତଜଣାନ୍ତୁ ।
    ✽ଆମେ ଭେଟି ଦେଉଛୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଇଁ "Rabindra Mohapatra Official” ୟୁ ଟ୍ୟୁବ ଚାନେଲ
    ✽ ତେବେ ଆମ ଚାନେଲ “Rabindra Mohapatra Official”କୁ ସବସକ୍ରIଇବ କରନ୍ତୁ ଓ ବେଲ ବଟନକୁ ପ୍ରେସ କରନ୍ତୁ ଯାହାଦ୍ୱାରା ଆପଣ ପାଇପାରିବେ ସମସ୍ତ ଭିଡିଓ ସହଜରେ ।
    II ଧନ୍ୟବାଦ II
    ✽DIRECTED BY : Laxmi Prasad Mahapatra

    :INSTRUMENTS:
    ✽MUSIC ARANGEMENT & HARMONIUM: Basant Mishra
    ✽TABLA: Jogendranath Swain
    ✽KEYBOARD: Manoj Dutta
    ✽FLUTE: Shyamsundar Rao
    ✽GHUNGUR/KHANJANI: Jyotiranjan Swain
    ✽OCTAPAD: Satyakam Mohapatra
    ✽MIXING & MASTERING BY: Sanjay Moharana
    ✽DUBBING: FTI STUDIO, KHANNAGAR, CUTTACK
    ✽ Watch the video and stay connected with us for more entertainment updates.
    LIKE | COMMENT | SHARE | SUBSCRIBE
    ♪ Enjoy and stay connected with us!! ♪
    ✽ Mail Id: selirabi8680@gmail.com
    ✽ Whatsapp Us: +91-9938112393
    ✽Contact Us:+91-8847803572
    ✽ Video Edited & Design By: Suvam Music Media
    ✽ Edited At: Suvam Music Media
    ✽ Camera: Jagannath Senapati
    ✽ Description, Uploaded, Published By: Laxmi Prasad Mahapatra
    ✽Copyrights: @Rabindra Mohapatra Official
    ✽All copyrights of the pictures and music that are used in my videos are owned by its respective owners and I really appreciate them.
    ✽If any of the owners have a problem with your pictures and music used here, please send me a message and i will remove them.

ความคิดเห็น • 596

  • @rajeshkumarpadhy8972
    @rajeshkumarpadhy8972 ปีที่แล้ว +8

    🙏 ଧନ୍ୟ ତୁମେ ଶିଳ୍ପୀ ଧନ୍ୟ ତୁମ ଭାବ 🙏 କୋଟି ପ୍ରଣାମ ହେ ମୋ ଶିଳ୍ପୀ ବନ୍ଧୁ / ବଡ଼ଭାଇ 🙏

  • @Sradhanjali_3582_
    @Sradhanjali_3582_ 8 วันที่ผ่านมา +1

    Jay jagannath prabhu param brahma🙏💩🙏Bahut sundar vajan akhire Luha aasijauchhi😭😭♥️♥️🌹🌹

  • @gunumunu0555
    @gunumunu0555 2 ปีที่แล้ว +1

    Ahaaaa bhai ଆଖି ଓଦା ହୋଇଗଲା ରେ 🙏😪

  • @jikuratha1463
    @jikuratha1463 11 หลายเดือนก่อน +1

    Ehi Gita jeun mane sunithibe ,nischaya tanka netra ru bhaba asru jhari thiba.dhanyabad sir, Jaya Jagannath 🙏🏻🙏🏻🙏🏻

  • @radhakantarajaguru5183
    @radhakantarajaguru5183 2 ปีที่แล้ว +21

    The reality of life...
    ବାଃ...କି ସୁନ୍ଦର ଭାବ 🙏
    ରବି ଭାଇନା ଆପଣ ଏହି ଗୀତକୁ ପୁରା ଭାବରେ ଭାବରେ ସାରିଦେଇଛନ୍ତି.
    🙏ଜୟ ଜଗନ୍ନାଥ 🙏
    Lyricist ଙ୍କ ପାଇଁ ପଦେ - one of the best 👌👌🙏ସର୍ବଶ୍ରେଷ୍ଠ 🌹🌹
    କଣ ହୋଇଛି ଏହି ଗୀତ!!!!

  • @Pratapkumarmaharana2518
    @Pratapkumarmaharana2518 2 ปีที่แล้ว +4

    ଆହା.... କି ସୁନ୍ଦର ଆପଣଙ୍କ ଶବ୍ଦ ର ଶୈଳୀ କି ସୁମଧୁର ପ୍ରଭୁ ଙ୍କର ରସ ଅମୃତ ହୃଦୟ ତରଳି ଯାଉଚି ❤ଜୟ ଶ୍ରୀ ଜଗନ୍ନାଥ 🙏

  • @digambarbarik7762
    @digambarbarik7762 ปีที่แล้ว +1

    Rabindra bhai tuma Gita suni ae jiban chali jau 🙏🙏🙏🙏

  • @dipakkumarbal8318
    @dipakkumarbal8318 3 ปีที่แล้ว +1

    Khub Hrudaysparshi lekha bhai. Apananka kanthare gitati khub sruti madhura hoichhi. Music composition bi chamatkar. Prabhu Jagannatha nka apara karuna sarbada apananka upare rahithau. Jay Jagannath.

  • @simpiranisahu2046
    @simpiranisahu2046 ปีที่แล้ว +1

    Jay jagannath....bhat bhala lagila real line in life

  • @Dinabandhu_Shri_Jagannath
    @Dinabandhu_Shri_Jagannath 4 ปีที่แล้ว +47

    ଅତି ଭାବ ବିଭୋରକାରୀ ସ୍ୱର।ମହାପ୍ରଭୁ ଆପଣଙ୍କୁ ଶଙ୍ଖ ରେ ପୁରେଇ ଚକ୍ର ଆଢ଼ୁଆଳରେ ରଖନ୍ତୁ।ଆପଣ ସତରେ ଅମୃତକଣ୍ଠ।
    ଜୟ ଜଗନ୍ନାଥ 🙏🙏

  • @jagannathrath8108
    @jagannathrath8108 3 ปีที่แล้ว +5

    ଟିକା ଗୋବିନ୍ଦଚନ୍ଦ୍ରର ପଦ ଗୀତର ମାନକୁ ଆହୁରି ଵଢାଇଦେଇଛି। ରବି ଭାଇଙ୍କ ଏଇ ନିଆରା ଭାବ ହୃଦୟସ୍ପର୍ଶୀ।

  • @sumitramalik9721
    @sumitramalik9721 3 ปีที่แล้ว +1

    Ki bhab dhanya apana laguchi Jagannath apananka antarare basa kari chanti🙏🙏

  • @dilipkumargiri2467
    @dilipkumargiri2467 2 ปีที่แล้ว +1

    Ravindra bhai ahi Gito ku mu baromber baromber sakali sune....thanks for you Rabindra bhai... according to Dilip Giri from Jharkhand

  • @binodinimeher4298
    @binodinimeher4298 27 วันที่ผ่านมา +1

    Atti sundar bhajan

  • @shubhasmitapanda4779
    @shubhasmitapanda4779 8 หลายเดือนก่อน +1

    Long live Rabindra babu
    Heart touching voice
    superb lyrics

  • @sanjeevpaikray977
    @sanjeevpaikray977 2 ปีที่แล้ว +8

    Wonderful ! Heavenly sounds
    ଜୟ ଶ୍ରୀ ଜଗନ୍ନାଥ !👏

  • @nirmala-giri123
    @nirmala-giri123 ปีที่แล้ว +1

    ବହୁତ ସୁନ୍ଦର ଗୀତ,ଭଆବଭକ୍ତଇର ଗୀତ। ସୁମଧୁର କଣ୍ଠସ୍ୱର। ବହୁତ ଭଲ ଲାଗିଲା। ଧନ୍ୟବାଦ। ଶୁଭ ସକାଳ ର ଶୁଭ ଅଭିନନ୍ଦନ, ଜୟ ଜଗନ୍ନାଥ 🌹🌹।

  • @chinu1416
    @chinu1416 ปีที่แล้ว +7

    ଆପଣଙ୍କ ସୂର ଭଗବାନଙ୍କ ର ନିକଟତର ହେବାର ମାଧ୍ୟମ

  • @swarnapravadash1975
    @swarnapravadash1975 29 วันที่ผ่านมา +1

    Gitati hruday sparsi. Rabi. Mahapatra. Nka. Kantha. To. Madya. Marma sapsrasi

  • @susantabehera1853
    @susantabehera1853 2 ปีที่แล้ว +1

    Koti koti naman Rabindra Sir

  • @sushantaswain204
    @sushantaswain204 2 ปีที่แล้ว +4

    ରବି ବାବୁ ଆପଣଙ୍କ ହୃଦୟ ସ୍ପର୍ଶି ସଂଗୀତରେ ମୋର ମନ ପରମେଶ୍ୱର ଙ୍କ ପାଖରେ ହଜି ଗଲା ଜୟ ଜଗନ୍ନାଥ

  • @goodchoices4406
    @goodchoices4406 3 ปีที่แล้ว +1

    Kanthare prabhu krupa baari hei jaauchhi. 🙏🙏🙏

  • @15.8c.biswajeetmohanty6
    @15.8c.biswajeetmohanty6 2 ปีที่แล้ว +1

    Many many thanks,because it is a heart touching song.Go ahead

  • @LUCKY_95427
    @LUCKY_95427 ปีที่แล้ว +1

    ବହୁତ ସୁନ୍ଦର ଗୀତ ଟିଏ 🙏☺ଜୟ ଶ୍ରୀରାମ ମହାପ୍ରଭୁ ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ 🙏😊

  • @purnachandrapattnayak9978
    @purnachandrapattnayak9978 2 ปีที่แล้ว +3

    ହୃଦୟସ୍ପର୍ଶୀ ଭଜନ। ସମସ୍ତ କଳାକାର ଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରୁଛି। ଜୟ ଜଗନ୍ନାଥ।

  • @akshayakumarnath7752
    @akshayakumarnath7752 หลายเดือนก่อน +1

    Your tone and voice is so heart touching,every body will be emotional to wards Jagannath so also attention is only upon Mahapravu Jagannath.Excellent and marvelous performance.God bless you for all times to come...
    Joy Jagannath.

  • @purnachandrakar9190
    @purnachandrakar9190 3 ปีที่แล้ว +13

    ରବି ସାର୍, ଏକ ଅମୃତ କଣ୍ଠ, ସ୍ବର, ଭାବ ଭାବନା ସହିତ ଆପଣଙ୍କ ନିଜ ଲେଖାରେ ୟେ ଭଜନ ପରିପୃଷ୍ଠ ହେଲା ବୋଲି ଆମେ ଜାଣିଲୁ। ଜୟ ଜଗନ୍ନାଥ!!

  • @madhusmitasha6650
    @madhusmitasha6650 3 ปีที่แล้ว +3

    ଗୀତ, ସଂଗୀତ ଓ ଭାଵଭରା କଣ୍ଠରେ ହୃଦୟସ୍ପର୍ଶୀ ଜଣାଣଟି ସତରେ ଆଖିରେ ଲୁହ ଆଣିଦେଲା। 👌👌👌ଜୟ ଜଗନ୍ନାଥ 🙏

  • @pradipkumarbiswal3366
    @pradipkumarbiswal3366 ปีที่แล้ว +1

    ଅତି ସୁନ୍ଦର କଣ୍ଠ ସ୍ୱର ଭିକାରି ବାଲାଙ୍କ ଅବିକଳ ସ୍ୱର. ଜୟ ଜଗନ୍ନାଥ

  • @lopamudranayak8522
    @lopamudranayak8522 3 ปีที่แล้ว +2

    Bahut sundar lekha aau gaiba.. Satare sir luha asigala.. Bht sundar.. No words for this..... 🙏🙏🙏🙏🙏🙏

  • @BNMohapatra1964
    @BNMohapatra1964 ปีที่แล้ว +3

    ରବି ଭାଇ ଆପଣଙ୍କ କଣ୍ଠର ଯାଦୁ ଚମତ୍କାର। 🙏🌹
    ପ୍ରଭୁ ଜଗନ୍ନାଥଙ୍କ କୃପା ରୁ ଦୀର୍ଘାୟୁ ଓ ନିରୋଗୀ ରୁହନ୍ତୁ।
    ଜୟ ଜଗନ୍ନାଥ 🌹🙏🙏🙏🌹

  • @ranjitbehera4815
    @ranjitbehera4815 3 ปีที่แล้ว +4

    ଅତ୍ୟନ୍ତ ହୃଦୟସ୍ପର୍ଶୀ ସଙ୍ଗୀତ ସତରେ ଆଖିରୁ ଲୁହ ଆସିଗଲା ମୁଁ ଭାବ ବିହ୍ଵଳିତ ହୋଇଗଲି । ରବି ସାର୍ ଙ୍କୁ ଅଶେଷ ଧନ୍ୟବାଦ୍ 🙏 ।

    • @kaibalyarath3512
      @kaibalyarath3512 2 ปีที่แล้ว +1

      Mora b akhire luha asigala.Ki Bhaba satare

  • @ganeswarswain908
    @ganeswarswain908 3 หลายเดือนก่อน

    Bahut Sundar Bhajan🙏Jay jagannath 🙏

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว +4

    ଏଇ ଗୀତଟି ବହୁ ପ୍ରଚଳିତ ହେଲେ ଆପଣଙ୍କ ଗାଇ ବାର ଭାବଧାରା ଏକ ସ୍ୱତନ୍ତ୍ର ଆକର୍ଷଣ ହୃଦୟକୁ ବିଭୋରିତ କରିଦିଏ ଏହାହିଁ ହେଉଛି ଅସଲି କଳାକାରର ଭାବର ଲକ୍ଷଣ , ଧନୁବାଦ ଆଜ୍ଞା ,

    • @BishnukumarBaral-es6gx
      @BishnukumarBaral-es6gx ปีที่แล้ว

      🙏🙏🙏

    • @laxmanapalo6280
      @laxmanapalo6280 18 วันที่ผ่านมา +1

      ଭାବ ଭକ୍ତିପୂର୍ଣ୍ଣ ଗାୟକ, ଆପଣଙ୍କୁ ନମୋନମଃ 🙏🙏🙏

  • @mgprasadmgprasad7938
    @mgprasadmgprasad7938 2 ปีที่แล้ว +1

    Jay jaganath ji pravuji

  • @Dasdas-by5ke
    @Dasdas-by5ke ปีที่แล้ว +1

    Really , singing style is very attractive and amazing. After late bhajan samrat you will keep his. Name. Your tone is very heart touching. God may bless you.

  • @jyotsnasahoo409
    @jyotsnasahoo409 3 หลายเดือนก่อน +1

    Sachayi he prabhu❤❤

  • @sarojnahak6841
    @sarojnahak6841 2 ปีที่แล้ว +1

    ଜୟ ମହାପ୍ରଭୁ ବହୁତ ହୃଦୟସ୍ପର୍ଶୀ ସଙ୍ଗୀତ,ଜୟ ଜଗନ୍ନାଥ ସାର୍

  • @minatirasansara4173
    @minatirasansara4173 3 ปีที่แล้ว +1

    Jay jagganatha. Muna bahuta sundara abhinaya.

  • @nabakishore4297
    @nabakishore4297 3 ปีที่แล้ว +4

    ରବି ଭାଇନା ଜୟ ଜଗନ୍ନାଥ , ଗୀତଟି ବହୁତ ବହୁତ ହୃଦୟସ୍ପର୍ଶୀ । ଭାଇନା ତୁମ ଗୀତ ମୋତେ ବହୁତ ଭଲ ଲାଗେ , ମୁଁ ସବୁବେଳେ ଶୁଣେ ।

  • @mantudigitalbbsr1924
    @mantudigitalbbsr1924 2 ปีที่แล้ว +1

    Oooh super 😘 nice video Bhai 🙏💐😭 Jay Jagannath 🙏💐

  • @lingarajdas6664
    @lingarajdas6664 3 ปีที่แล้ว +13

    ସତରେ ସତରେ ଏହିପରି ସେବା କରୁ ଥାଆନ୍ତୁ। ପ୍ରଭୁ ‌ଆପଣଙ୍କ କଣ୍ଠସ୍ୱର ଶୁଣୁ ଥାଆନ୍ତୁ।

  • @JayJagannath506
    @JayJagannath506 3 ปีที่แล้ว +5

    ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ତମେ ଏମିତ ଭଜନ ଆମ୍ଭମାନଙ୍କୁ ଭେଟିଦୀଅ ଜ ଏ ଜଗନ୍ନାଥ 🙏🙏🙏🙏🙏🙏🙏🙏

  • @santiranjanpati4270
    @santiranjanpati4270 3 ปีที่แล้ว +10

    what a voice Rabindra Mohapatra babu, God gifted! really very nice....

  • @odiaplus866
    @odiaplus866 29 วันที่ผ่านมา +4

    ମାମୁଁ ବହୁତ ବଢିଆ

  • @rakeshsamal632
    @rakeshsamal632 2 ปีที่แล้ว +1

    Atii sundara Bhajan

  • @ashokrarida9086
    @ashokrarida9086 3 ปีที่แล้ว +3

    ବହୁତ ସୁନ୍ଦର ଭଜନ, ହୃଦୟ ସ୍ପର୍ଶୀ, ଜୟ ଜଗନ୍ନାଥ...🙏🙏🙏,

  • @samaptibhoi8432
    @samaptibhoi8432 3 ปีที่แล้ว +1

    Rabindra Bhai apananku namaskar,. Mu age re bahut choto hebi apananka tharu sethilagi kan comment Debi Jani paruni but eatika kahibi ki e song ta sunila pare pura kandipakeili , heart toching voice & mind-blowing song,mu bhajan anthakhyari re bahut song sunichhi apanankar mote Sabu Gita bhala lage , Maha Prabhu jagannath pakhare eatiki prathna mora Prabhu apananka family aue samastanka family ku bhala se rakhantu brabhu corana bhali situation ru rakhya karantu 🙏🙏🙏

  • @subratasahoo574
    @subratasahoo574 3 ปีที่แล้ว +6

    Akhire luha asigala, great Rabindra bhai
    Jay Jagannath 🙏🙏🙏

  • @prakashchandrasahoo8387
    @prakashchandrasahoo8387 11 หลายเดือนก่อน +1

    Jay jagannath heart touching song...

  • @sibaramnayak9907
    @sibaramnayak9907 4 ปีที่แล้ว +4

    Jay Jagannath
    କେତେ ଦିନ ପରେ ମିଳିଲା ଗୋଟିଏ ଭଲ ଭଜନ
    ଧନ୍ୟବାଦ ରବୀନ୍ଦ୍ର ସାର

    • @sibaramnayak9907
      @sibaramnayak9907 4 ปีที่แล้ว +1

      ହୃଦୟକୁ ଛୁଇଁଗଲା

  • @saritapanda8472
    @saritapanda8472 3 ปีที่แล้ว +2

    ରବି ବାବୁ କଣ କହିବି ମୁଁ ପୁରା speechless ଆପଣ ଙ୍କ ଗୀତ ଶୁଣି. ଆପଣ ଆମ ଓଡିଶା ର ଗର୍ବ. ଆପଣ ଙ୍କୁ ପ୍ରଭୁ ଜଗନ୍ନାଥ ସବୁବେଳେ ଆଶୀର୍ବାଦ କରିଥାନ୍ତୁ 🙏🙏🙏🙏🙏🙏

  • @bhikaricharanmishra5537
    @bhikaricharanmishra5537 3 ปีที่แล้ว +1

    ଅତି ସୁନ୍ଦର ଭାବପୂର୍ଣ୍ଣ ପ୍ରାଣସ୍ପର୍ଶୀ ଭଜନ

  • @rakeshbehera8089
    @rakeshbehera8089 ปีที่แล้ว +3

    ସତରେ ଏ ଜିବ ମୟା ସଂସାର ରେ ଅଦ୍ଭୁତ ଆମ ଚରିତ୍ର

  • @manojkumarmishra8914
    @manojkumarmishra8914 ปีที่แล้ว +1

    Heart touching bhajana

  • @singerjitujena3318
    @singerjitujena3318 4 ปีที่แล้ว +3

    ଖୁବ ଆନନ୍ଦ ଲାଗିଲା ଗୀତ ଶୁଣି... ବହୁତ ଭଲ ହେଇଛି

  • @sangyasenirout4119
    @sangyasenirout4119 ปีที่แล้ว +1

    Jai jagannath 🙏🏻🙏🏻🙏🏻

  • @skbyadav546
    @skbyadav546 2 ปีที่แล้ว +1

    ଜୟ ଜଗନ୍ନାଥ 🙏🙏🙏

  • @goutammalik1387
    @goutammalik1387 3 ปีที่แล้ว +22

    କ'ଣ କହି ଆପଣଙ୍କୁ ଧନ୍ୟବାଦ ଜଣାଇବି ମୁଁ ଜାଣିନି
    ଏତିକି କହୁଛି ଭଗବାନ ଆପଣଙ୍କୁ ଘଣ୍ଟ ଘୋଡାଇ ରଖିଥାନ୍ତୁ ଜୟ ଜଗନ୍ନାଥ 🙏🙏🙏

  • @CANVASODISHA
    @CANVASODISHA 2 ปีที่แล้ว +1

    ଖୁବ୍ ସୁନ୍ଦର ହୋଇଛି ରଵି ଭାଇ, ଜୟ ଜଗନ୍ନାଥ 💐🙏

  • @janakiballavmishra6267
    @janakiballavmishra6267 2 ปีที่แล้ว +1

    ଜୟଜଗନ୍ନାଥ

  • @tapankumarraut1166
    @tapankumarraut1166 ปีที่แล้ว +1

    Heart touching bhajan.🙏

  • @annapurnamuduly122
    @annapurnamuduly122 2 ปีที่แล้ว +2

    Kete sundara swara au kete sundara lekha. Really heart touching

  • @SunilDas-ms8xx
    @SunilDas-ms8xx หลายเดือนก่อน +1

    It is a very good and heartfelt bhajan and extent my thanks

  • @santoshpujari619
    @santoshpujari619 3 ปีที่แล้ว +1

    Hrudayaru dhanyabada

  • @satyanarayanjena9682
    @satyanarayanjena9682 หลายเดือนก่อน +1

    Reality of life is reflected. Let's forget all our differences and live with mutual harmony. Nothing is permanent and everything shall pass away.

  • @jugalnayak3710
    @jugalnayak3710 ปีที่แล้ว +1

    Jay jagannath 🙏🙏🏼🙏🏼🙏🙏🏼🙏🏼🙏🏼

  • @jayashreedas3876
    @jayashreedas3876 3 ปีที่แล้ว +1

    Rabi sir god bless you thanksgiving

  • @dharanidharasahu1908
    @dharanidharasahu1908 2 ปีที่แล้ว +1

    Omm namo Narayanay 🙏🙏🙏🙏🙏

  • @sudhakarnayak9347
    @sudhakarnayak9347 2 ปีที่แล้ว +1

    ସୁନ୍ଦର ଭଜନ ରବିନ୍ଦ୍ର ଭାଇ। 🙏🙏🙏🙏🙏💐

  • @haraprasadmahapatra2933
    @haraprasadmahapatra2933 4 ปีที่แล้ว +2

    ରବି ଭାଇ ଙ୍କୁ ପ୍ରଣାମ
    ହୃଦୟକୁ ଛୁଇଁଗଲା

  • @sureshbapi82
    @sureshbapi82 4 ปีที่แล้ว +2

    ଆଖିରୁ ଲୁହ ଝରି ଆସିଲା। ଅତ୍ଯନ୍ତ ହୃଦୟସ୍ପର୍ଶୀ 🙏🙏❤❤

  • @bibhutisaha1192
    @bibhutisaha1192 ปีที่แล้ว +1

    Bhagabanaka thharu Sabu thharu srusti bhala manda sabu

  • @dillipkumarswain5574
    @dillipkumarswain5574 2 ปีที่แล้ว +1

    God bless you 👌🏻

  • @anitamishra5018
    @anitamishra5018 8 หลายเดือนก่อน +2

    Superb heart touching Bhajan 👍👌❤️
    Jay Jagannath Mahaprabhu 🙏🙏🙏🙏🙏

  • @tanushreemishra1738
    @tanushreemishra1738 2 ปีที่แล้ว +1

    Bahut sundara o arthapurna bhajan.... 🙏🙏Rabindra bhai

  • @Bhajansubhasandhya-qp2gc
    @Bhajansubhasandhya-qp2gc 8 หลายเดือนก่อน +1

    Jay Jagannath bhai

  • @balabantaparida7737
    @balabantaparida7737 3 ปีที่แล้ว +2

    ଓ ଶାନ୍ତି ଜୟ ଜଗନ୍ନାଥ ଆପଣଙ୍କ କେଟି ଧନ୍ୟବାଦ 🙏🙏🙏🙏🙏🙏👍👍🙏🙏👍

  • @rashmiranjansamal6062
    @rashmiranjansamal6062 2 ปีที่แล้ว +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ,,,,ଆସିବା ଏକା ,,,,,,,ଗଲା ବେଳକୁଯିବା ଏକା,,,,, ଏ ହିତ ଦୁନିଆ

  • @prafullapadhan4427
    @prafullapadhan4427 3 ปีที่แล้ว +1

    Sir namaskar bahut sunder Bhajan aakhi re luha bahari gala agyan mu au suni pari li nahi

  • @ShankarPradhan-qr3uc
    @ShankarPradhan-qr3uc ปีที่แล้ว +2

    Shankar Pradhan goudia borda ganjam odisa Jay jagrnatha purunagita suni mana khusi heli dhanyabada

  • @letslearnmformath
    @letslearnmformath 3 ปีที่แล้ว +3

    ଅପେକ୍ଷା ଥିଲା ରବ ଭାଇ ଙ୍କ ଗୀତ ଜୀବନ ଭାରି ଶୁଣିବା ପାଇଁ ,ବହୁତ୍ ସୁନ୍ଦର ପ୍ରୟାସ ଏଭଳି ଏକ TH-cam channe ର ପରିକଳ୍ପନା କରି। ବହୁତ୍ ବହୁତ ଧନ୍ୟବାଦ 🙏

  • @ashiskumargochhayat7764
    @ashiskumargochhayat7764 2 ปีที่แล้ว +1

    Jay tetiskoti Deva Debi

  • @diptiranjan5637
    @diptiranjan5637 ปีที่แล้ว +2

    ଭାବର ଡୋରୀରେ ବନ୍ଧା ସେ ଭକ୍ତି ଭାବର ଏ ଗୀତ ମନକୁ ତାନିନେଉଛି ବାଦ ଠାକୁର ପାଖକୁ
    ପଦି ଏ କଥା ଏଭବ ସ୍ୱର୍ ଏମିତି ଶୁଣୁଥାଏ ଏ କାନ
    ଜୟ ଜନ୍ନାଥ ସମସ୍ତଙ୍କର ମଙ୍ଗଳ କରନୁ

  • @trinathpradhan532
    @trinathpradhan532 3 ปีที่แล้ว +3

    Bahut sunder bhajan.... Heart touching..

  • @Tukunasethy.
    @Tukunasethy. 3 ปีที่แล้ว +1

    ରବି ସାର, ଜୟ ଜଗନ୍ନାଥ। ଜଗତ ନାଥ ଜଗନ୍ନାଥଙ୍କ ଭଜନଟି ବହୁତ ହୃଦୟସ୍ଵର୍ଶୀ ହୋଇଛି।

  • @myvillagevoice6620
    @myvillagevoice6620 2 ปีที่แล้ว +2

    ରବୀନ୍ଦ୍ର ଭାଇ 🙏🙏🙏🙏🙏🙏
    ଆପଣଙ୍କ ସଂଗୀତ କି ରସ ଭରି ରହିଛି
    ଶୁଣିଲା ମାତ୍ରକେ , ମୋ ଲୋଚନ ରୁ ସ୍ୱୟଂ ଅଶ୍ରୁ ଝରି ଆସୁଛି😭😭😭😭😭😭😭🙏🙏🙏🙏🙏🙏🙏🙏🙏🙏🙏

  • @soumyadas2948
    @soumyadas2948 2 ปีที่แล้ว +1

    Bahut sunder ପ୍ରାର୍ଥନା 🙏🙏

  • @shubhasishbihari1093
    @shubhasishbihari1093 หลายเดือนก่อน +1

    ବହୁତ୍ ସୁନ୍ଦର୍ ଏବଂ ହୃଦୟସ୍ପର୍ଶୀ ଭଜନ ଟିଏ ।
    ବହୁତ୍ ଶିକ୍ଷଣୀୟ ମଧ୍ୟ । ମହାପ୍ରଭୁ ଙ୍କ କୃପାରୁ ଆପଣ ଏମିତି ସୁନ୍ଦର ସୁନ୍ଦର ଭଜନ ଗାଇ ଆମ ଭଳି କିଛି ଲୋକଙ୍କୁ ଭଲ ବାଟ ଦେଖାନ୍ତୁ

  • @jamapadaguptabrahmakhetramtha
    @jamapadaguptabrahmakhetramtha ปีที่แล้ว +1

    ଆଙ୍ଗ୍ଯା ରବିନ୍ଦ୍ର ବାବୁ ଏହି ମୃର୍ଖ କେତୋଟି ଗୀତ ଦେବ ହେ ମହା ମହିମା ଆପଣଙ୍କ ସୁଲଳିତ ଗାଇବେ ଏକଦମ ଏତିକି ଗୁହାରି ରଖିବେ

  • @kedarkumarsahoo9861
    @kedarkumarsahoo9861 2 ปีที่แล้ว +1

    Jay Jagannath sir

  • @subhasisbiswal4949
    @subhasisbiswal4949 ปีที่แล้ว +3

    ହୃଦୟକୁ ସ୍ପର୍ଶ କଲାବରୀ ଭଜନ ଟିଏ ଯେତେଥର ଶୁଣିଲେବି ଆଖିରୁ ଲୁହ ଖସି ଯାଉଛି |🙏🙏🙏🙏🙏

  • @singwithharipriyapadhi6827
    @singwithharipriyapadhi6827 ปีที่แล้ว +2

    ବହୁତ ସୁନ୍ଦର ହୋଇଛି ଭାଇ🙏🙏🙏

  • @odishaculturalzone2090
    @odishaculturalzone2090 3 ปีที่แล้ว +4

    Bahut bahut badhia, akhiru luha bahari asila.... Dhanyabad.

  • @lilismitapatra6629
    @lilismitapatra6629 2 ปีที่แล้ว +1

    Best 👌🏻 ...Best 👌🏻... & best 👌🏻...👌🏻👌🏻 ଜୟ ଜଗନ୍ନାଥ Sir 🙏 keep it up 👍

  • @rkvlogs3618
    @rkvlogs3618 3 ปีที่แล้ว +3

    Wooow,,,, Rabi bhai,,, Jay Jagannath

  • @chittamohanty300
    @chittamohanty300 4 ปีที่แล้ว +2

    ଏହି ସମୟ ରେ ଏହି ଗୀତ ହୃଦୟ କୁ ଛୁଇଁ ଯାଉଛି। ଆଖିରୁ ଦୁଇ ଠୋପା ଲୁହ ଗଡ଼ି ପଡୁଛି।ରବି ଚମତ୍କାର👌👍

  • @sumantaswain7356
    @sumantaswain7356 3 ปีที่แล้ว +15

    Speechless...Bhajan Samrat Bhikari Bala is living in your divine voice.Keep your endeavors Rabindra Babu.

  • @anitamishra4583
    @anitamishra4583 2 ปีที่แล้ว +1

    Bahut sundar ....Apanku dekhile hrudayaru mamata asijauchhi

  • @pujasahoo7038
    @pujasahoo7038 ปีที่แล้ว +1

    Jay Jagannath Swami Nayana patha Gami Vaba Tume 🙏💗💗🙏 sir kha voice bahut sundar 💓🌷💐💐🌷💓🙏🙏🙏🙏🙏