ନବୀନ ସାର୍,ଆପଣଙ୍କ ଏହିଭଳି ବିଶ୍ଳେଷଣ ଶୁଣିବା ପରେ ମୋହନ ସାର ଙ୍କ ଉପରୁ ଆସ୍ଥା ଧୀରେ ଧୀରେ କମିବାରେ ଲାଗିଛି।This is high time to pull up his 🧦 socks.Activities of some cabinet ministers are very dismal and proves incompetent.Hence request Mohan Sir to be very proactive to prove his mettle .
BJD thila mula,hela dala.Ebe BJP heichhi mula and ebe BJD heichhi dala .Tenu duhen duhinkar paripurak Pandian najiba parjyanta. Dhanyabad Sir apankara mosarakara comment ku.Janata janileleni chintakaleni ebe heba kana?
Let pandian be arrest, as this person is involved in all corruption in his tenure, hence Nabinji will not date to drive out clever pandian. He had engaged all South contracyors to get heavy tips from them.
ସରକାର ରେ ମନ୍ତ୍ରୀ ମଣ୍ଡଳ ଓ ବିଧାୟକଙ୍କ ମଧ୍ୟରେ coordination ର ଅଭାବ ପରିଲକ୍ଷିତ ହେଉଛି। ଆଉ ମନ୍ତ୍ରୀ ମଣ୍ଡଳ ପ୍ରସାରଣ ହେବା ଦରକାର। Seniors ମାନଙ୍କୁ ଅଗ୍ରାଧିକାର ଦେବା ଦରକାର। ତାହେଲେ କିଛିମାତ୍ରାରେ ସଫଳ ହେଇ ପାରନ୍ତି।
Health deptt ରେ ପାଣ୍ଡିଆନ ଅନୁଗାମୀ OAS ବାବୁ ମାନେ ଏବେ ବି ସକ୍ରିୟ ଅଛନ୍ତି. ମୋହନ ସରକାର କାହିଁକି ଗାଦି ମଡ଼ା OAS କୁଁ ହଟାଉ ନାହାନ୍ତି ଜାଣୀହେଉନି. ଦେଖାଯାଉ ଶୁଭାନନ୍ଦ ମହାପାତ୍ର ଭଳି OAS କେବେ ଯାଉଛନ୍ତି
ଅତି ସୁନ୍ଦର ମଞ୍ଜକଥା ର ବିଶ୍ଳେଷଣ।
Very beautiful presentation sir . Thanks for awareness Jay Jagannath ❤
ନବୀନ ଦାସ ବାବୁ! ଆପଣ ଯାହା ଅନୁମାନ କରିଛନ୍ତି about ବିଜେପି ( ମୋହନ) ସରକାର is really the extended Pandian guided 5T ସରକାର। କାରଣ ସେମାନେ ଏ ପର୍ଯ୍ୟନ୍ତ Pandian ଦ୍ଵାରା ନିର୍ଦ୍ଦେଶିତ ଦୁର୍ନୀତି ଗୁଡିକରୁ କୌଣସି ଗୋଟିକର ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କରୁ ନାହାଁନ୍ତି କି ଆଗକୁ କରିବେ ବୋଲି ଆଶା ନାହିଁ।
୫ ଟି ବୋଲି ଗୋଟିଏ ବିଭାଗ କୌଣସି ରାଜ୍ୟରେ କିମ୍ବା ଦେଶରେ ଏପରି ନାହିଁ। ନବୀନ ବାବୁ ନିଜ ଇଚ୍ଛାରେ ବିଭାଗ ଖୋଲା ଥିଲେ। ମୋହନ ସରକାର ତାକୁ ନଉଠଆଇ ଚାଲୁ କରିବାର କାରଣ କ'ଣ ହୋଇପାରେ। ମୋହନ ସରକାର କ'ଣ ବିଜେଡି ପରି ଲୁଟିବାର ଆଶା ରଖିଛନ୍ତି? ଜୟ ଜଗନ୍ନାଥ।
ନବୀନ ପଟନାୟକ ର ମହାପାପ ତା ପିଛା ଛାଡିବ ନାହିଁ। ଆପଣା କଲା କର୍ମ ମାନ ବେଳୁ ହୋଇବ ସାବଧାନ। ନବୀନ ପଟ୍ଟନାୟକ ସବୁ ପ୍ରପଂଚ ପ୍ରତାରଣା ର ଆଇକନ।
ନବୀନଙ୍କ ଦିମାଗରେ ଥିବା ପାଣ୍ଡିଆନ ବୁଦ୍ଧିସବୁ ଏକ୍ସପାଇର ହୋଇ ସାରିଲାଣି 6ମାସ ଭିତରେ ! ଏବେ ତାଙ୍କ ସନ୍ୟାସୀ ଗୁରୁ କେବଳ ଦୁର୍ବୁଦ୍ଧିଗୁଡ଼ା ଅନଲାଇନରେ ପ୍ରେରଣ କରୁଛନ୍ତି ସତ କିନ୍ତୁ ତାହା ମୂଲ୍ୟହୀନ ସାବ୍ୟସ୍ତ ହେଉଛି !
Pandiyan ଜାଣନ୍ତି କୋଉଠି ଅଛି ମାଲ। ମାଲ ମିଳିଗଲେ ନବୀନ ବାବୁ ଦିଲ୍ଲୀ ଗସ୍ତ କରିବେ।
ଫାଇଟି ଉପବିଭାଗ କଣ ଏବେବି ସବୁ ବିଭାଗ ରେ ଚାଲିଛି ?ଯଦି ନଥାଏ ,ପିଆଇଓ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।
ବର୍ତ୍ତମାନ ବିଜୁ ଜନତା ଦଳ ଗୋଟିଏ ବଡ଼ ଢମଣା ସାପ ଯାହାର ଆଦୌ ବିଷ ନାହିଁ ବୋଲି ମୋହନ ମାଝୀ ସରକାର ଜାଣି ସାରିଲେଣି ।
ସାର୍ ନମସ୍କାର ଆଜିର ଏପିସୋଡ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା ଆପଣ ଛଅ ମାସ ହେଲା ପାଣ୍ଡିଆନ୍ ଇକୋ ସିଷ୍ଟମ କୁ ନେଇ ଆଲୋଚନା କରୁଛନ୍ତି କିନ୍ତୁ ମୋହନ ମାଝୀ ଙ୍କର କାର୍ଯ୍ୟ କଳାପ ରେ କିଛି ସୁଧାର ଆସିବା ପରି ଲାଗୁନି,
Nabin Babu apana kimiti sabu janiparuchanti
ନବୀନ ର ଶାର୍ଦ ଦିବସ ପାଳନ କରିବେ
ନିର୍ଭୟ ଗୁମର କଥା କୁ ଧନ୍ୟବାଦ୍, ଛା ୟା ମନ୍ତ୍ରୀ ଗ ଠ ନ କରି।ଲାଭ।କଣ b j d ର,୨୮ ତମ ପ୍ରତଷ୍ଠା ଦିବସ ପାଳନ କରେ ଲାଭ କିଛି ନାହିଁ ,b j d ,ଲୁଟେରା ଦଳ ବୋଲି ଲୋକେ ଜାଣି ସ।ରିଲେନି, ଏ ବିଶ୍ୱାସ ଭାଜନ ଦଳ ନୁ ହେଁ,,,,,,,, ଷଷ୍ଠ କୁମାର ପୁରୋହିତ।।,,,,,,
❤❤❤❤❤
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
ସରକାର ବଦଳିଲେ ଅମଲାତନ୍ତ୍ର ସାଙ୍ଗେ ସାଙ୍ଗେ ବଦଳି ଯାଏନା. ଏଠି ତ ପାଣ୍ଦଆନ ଇକୋ ସିଷ୍ଟମ ଚାଲିଛି ।
ଅନ୍ଧ ଧୁତରାଷ୍ଟଙ୍କ ପୁତ୍ର ମୋହ ପାଇଁ କୁରୁ ବଂଶର ଅବସ୍ଥା ଯାହା ହେଲା, ପାଣ୍ଡିଆନ ମୋହରେ ବି ଜେଡି ଅବସ୍ଥା ତାହା ହିଁ ହେବ
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
☀️ ଏ ୬ ମାସ ଭିତରେ ଏମିତି ବାତାବରଣ ସୃଷ୍ଟି ହେଇଛି ବିଜେପି ବିରୋଧରେ ଯାଉଛି..! ତା'ର କାରଣ ଶାସନବ୍ୟବସ୍ଥା ଢ଼ିଲା,୩୦୦ୟୂନିଟ ମୁକ୍ତ ବିଜୁଳି ନାହିଁ, ଦରଦାମ ଉପରେ ନିୟନ୍ତ୍ରଣ ନାହିଁ, ଭାଗଚାଷୀ ଭୂମିହୀନଙ୍କୁ ପୂର୍ବରୁ ମିଳୁଥିବା ଅର୍ଥ ଦିଆଯାଉନି, ଏମିତି ବହୁତ କାରଣ ଅଛି...
Yes sir
ହାତୀ ପଡିବ ଫୁସ୍।😊
1 st view sirrr..
ମଉସା ଚାରି ଛକ ନୁହେଁ ଛକ ଛକ ରେ ନବିନ 💚💚💚💚
Jay Jagannath sir namaskar very beautiful presentation absolutely right 🙏🙏
ଜେମିତି ବିଜେଡି ର ପ୍ରଚାର ଥିଲା "ଆମ ନବୀନ ଆମ ଘରେ" ସେମିତି ଏବେବି ଚାଲିଛି ଆମ ସନ୍ୟାସୀ ଆମ ଲୋକସେବା ଭବନ ରେ, ଧନ୍ୟ ରେ
Very nìce.
Jay Shree Jagannath ❤❤❤
, କେବଳ ଦୁଇ ଜଣଙ୍କୁ ଛାଡ଼ି ଦେଲେ ଆଉ କେହି ମନ୍ତ୍ରୀ ଭଳି ଲାଗୁନି😊
❤❤❤
Jai shree jagannath
Pandiyan ku ଛାଡ଼ି ପାରିବେ ନାହିଁ କାରଣ ବିଜେଡି ର ପାର୍ଟି ଫଣ୍ଡ।Ligal and illegal ଭାବରେ ଥିବା ପ୍ରଚୁର ଅର୍ଥ।
Mo mane mohan❤
ନବୀନ ସାର୍,ଆପଣଙ୍କ ଏହିଭଳି ବିଶ୍ଳେଷଣ ଶୁଣିବା ପରେ ମୋହନ ସାର ଙ୍କ ଉପରୁ ଆସ୍ଥା ଧୀରେ ଧୀରେ କମିବାରେ ଲାଗିଛି।This is high time to pull up his 🧦 socks.Activities of some cabinet ministers are very dismal and proves incompetent.Hence request Mohan Sir to be very proactive to prove his mettle .
ଯେତେ ଯାହା କଲେ ଭୈରବ ଓଡ଼ିଶା ବାସୀ ଙ୍କ ଦ୍ଵାରା ଗ୍ରହଣୀୟ ହୋଇ ପାରିବେ ନାହିଁ ।ସେଇ ଅନୁସାରେ ନବୀନ ।
🎉🎉
ରାଜ୍ୟର ବିକାଶ ପାଇଁ ଯିଏ କର୍ଯ୍ୟକରେ, ସେମାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼େ। ଏତେ ସମାଲୋଚନା ହେଉଛି ଅର୍ଥ ରାଜ୍ୟ ବିକାଶ ପଥରେ ଚାଲୁ ଥିଲା ।ବି
ଆଜ୍ଞା ଅପଣଙ୍କ ତଥ୍ୟ ଏବଂ ବିଶ୍ଲେଷଣ ଅତି ଉତ୍ତମ। ଲାଗୁଛି extended ପାଣ୍ଡିଆନ ସରକାର ଚାଲିଛି। ସେଥିପାଇଁ ପ୍ରଦୀପ, ଅପରାଜିତା ଏକଦମ୍ ଚୁପ୍ ହେଇଗଲେ କାରଣ ସେମାନେ ନିଜ ଦଳ ପ୍ରତି ଅନୁଗତ।
ନବୀନ ପଟ୍ଟନାୟକ ଭାଲୁ ଧରିଛନ୍ତି ଧରିଲେ ମଲେ ଛା ଡ଼ିଲେ ମଲେ, ତ୍ରି ସଙ୍କୁ ଅବସ୍ଥା
ସାହା ଅଉ ପାଣ୍ଡିଆନ ଭିତରେ ରେ ତ ସ୍ୱାମୀ ସ୍ତ୍ରୀ ସମ୍ପର୍କ l କିନ୍ତୁ ଆପଣ ଟିକେ ବିଷ୍ଣୁ ସେଠି ଙ୍କୁ ସିବିଆଇ ଜେରା କଲା କିନ୍ତୁ ବିଭାଗୀୟ ମନ୍ତ୍ରୀ କେମିତି ନିର୍ଦୋଷ ହେଲେ l
Good
ନମସ୍କାର ଆଜ୍ଞା ,ସବୁ ଆଶଂକା ଓ ଅନୁମାନକୁ ଅନ୍ତ କରି ଆପଣ ପ୍ରମାଣ କରି ଦେଇ ପାରିଛନ୍ତି ଯେ ପାଣ୍ଡିଆନ ଇଫେକ୍ଟ ଏବେ ବି ସକ୍ରିୟ ହୋଇ ରହିଛି ।
ନବୀନ ବାବୁ ଆପଣ ଯେଉଁ ବାଣ ମାରୁଛନ୍ତି ସେଥିରେ ଉଭୟ ବିଜେଡି ବିଜେପି ଘାଇଲା। ଏମାନଙ୍କ ଭିତରେ ଗୋଟାଏ ନେକ୍ସସ ଅଛି। ଆଗକୁ ବିଜେପି ଧରା ପଡ଼ିବ ଆଉ ଚାରି ପାଞ୍ଜିରୁ ଯିବ। ଲୋକଙ୍କୁ ଭୂତେଇ ଦିନ ଗଡ଼େଇ ଚାଲିଛନ୍ତି।
Absolutely right
Yes
Jay Naveen Babu jinda baad
Sadhubada sradha purna naman.
ସାର୍ ନମସ୍କାର ଟେଣ୍ଡର ସମ୍ବନ୍ଧୀୟ ଜଦି ହୋଇ ଥିବ ପୂର୍ବରୁ ଚୁକ୍ତି ଥିଲେ ବର୍ଷ ଶେଷ ପର୍ୟ୍ଯନ୍ତ ୩୧ ମାର୍ଚ୍ଚ ରହିବ
CD , CBI ଯେମିତି ମାତିଛନ୍ତି , ୭ ଦିନପରେ କ'ଣ ହେବ , ଆଶଙ୍କାରେ ୭ ଦିନ ପୂର୍ବରୁ ନବୀନ ବାବୁ ତାଙ୍କ କଥା କହିଦେଲେ ଅର୍ଥାତ ୭ ଦିନ ଭିତରେ CD , CBI ଦ୍ଵାରା ଯଦି କିଛି ହୁଏ ତେବେ ତାଙ୍କ ଲୋକେ ଆନ୍ଦୋଳନ କରିବେ , ନବୀନ ବାବୁଙ୍କ ଭୟ ।
Sir ଅଫିସର ଲୁଟେରା ସେଥି ପାଇଁ ଆପଣକୁ ପଣ୍ଡିଆଁ ଭଳି ଲାଗୁଚି।ନହେଲେ।actually ସେୟା ନୁହଁ।ପାଣ୍ଡୁ ଗଲା ଥୁ ସିଷ୍ଟମ୍ ଗଲା
ପାଣ୍ଡିଆନ ତ ଏବେ ବି ଗାଦି ମାଡ଼ି ବସିଛି ନବୀନ ନିବାସ ରେ, ପାଣ୍ଡିଆନ ସରକାର ଯାଇଛି ବୋଲି କିପରି ଭାବିବା ?
If again Pandian will stand for any party. The public will not leave him in a direct encounter.
Present govt. is not working as expected. Corruption is increasing.
Don't worry.His 5t brain is with him.Naveenbabu may not take others advice.His adviser is with him.
Yes, if Pandian is removed from BJD and admits some mistakes made by the party.
Yes.Mohan govt is an extended Bjd govt.Shame to Bjp govt.
ସାହା ମୋଦି +ନବୀନ + pandu= ମୋ ବିଜେପି ନାମାଧାରୀ ପାଣ୍ଡୁ ର ଶାସନ ଏବେ ଚାଲିଛି ଏବଂ ଚାଲିବ ମଧ୍ୟ ଗୋଡ଼ଟଣା ଧରମୁ ଏବେ ବି ପାଣ୍ଡୁ ସାଙ୍ଗରେ ଅଛି
Yes because pandian govt & mohan govt are equal with triangle they are congratulations to each other in every point of the triangle
BJD " JOKER DAY " 🍷😅
Why BOTH are not not arrested so far not यों sent to Jharapara jail
2nd view sir
ମୋହନ ବହୁତ ଗଧ ଗୁଡାକୁ ପାଳନ କରିଛନ୍ତି । 2. Moha Sarkar is extended as pandian Sarkar. 3. କଛି କଛି ନାହିଁ ମଲା ବେଳକୁ ନୋଆ ବସ୍ତ୍ର । 4. ହଁ ସମସ୍ତେ ସାବାରଥ ତି ଆଗ କରିଦେବେ ଆଉ ସେ ତାକୁ ଧରିକି ବସିଥିବେ। 4. ଦରଦାମ ନବିନ କବଳ ବଢେଇଛନ୍ତି, ରାହୁଲ ଜେଭିତି କିଛି ଫାଉନି ଦରଦାମ ଦରଦାମ ଆଦାନି ହେଉଅଛି ଇଏ ତାଙ୍କୁ ଅନୁସରଣ କଲେଣି ଦରଦାମ ବଦଳରେ ମଦଛାଡ ଆନ୍ଦୋଳନ କଲେ ଭଲ ହୋଇଥାଆନ୍ତା ।
Not extended its the same padu sarakar old wine with new bottle
Mulu marile jiba Sari. Deva nk sange kimpa Kalli. D bhangi jiba bhala heba.
Amiti samdadika janmahabadarakara
BJP rupantarita 5t sarakaraki?
Rojagaria putra ku pitasri kebe parihar kari pareki
BJP Mohan Sarkar nku
Jete kahile Bises Paribartan
Kanhi ?
Namaskar.
Neta bihina drunitigrastha BJD Sarakar 6 masare Drunit nakarithiba Mohanji birudhare sadajantra safala hebani 😂
Naibinsir pranamam. 2029belaku nabin na thiba auo mahan bi na thi. Modinka digital jugar Luka sabu Jani paruchhanti
ବିଜେପି ସରକାର ବିଜେଡି ସରକାର ଙ୍କ ଅଂଶ ବିଶେଷ ପରି ମନେ ହୁଏ।
Pranam sir prakrutare odisa ra bjp + bjd ahi dui dala hni gotia dala bujhaja a.
Apananka third eye 👁️ mu bhabuchi bodhe khub sighra kholibaku jauchi
BJD thila mula,hela dala.Ebe BJP heichhi mula and ebe BJD heichhi dala .Tenu duhen duhinkar paripurak Pandian najiba parjyanta. Dhanyabad Sir apankara mosarakara comment ku.Janata janileleni chintakaleni ebe heba kana?
Ebe madhya mohan sarkar pandiyan ra hata barisi pari kama karuchi
Mohan babu jane aadivasi neta ! kintu pandia jane pokhata iAS, pandian naven vali naga sapa ku, pedire purei, gada sunghei rakhichi! aau e mohan chhara niriha matibiradi sapata!
ନବୀନ ପଟ୍ଟନାୟକ କେବେ ଦ୍ବନ୍ଦରେ ରୁହନ୍ତି ନାହିଁ । ତାଙ୍କୁ କଣ କରିବାର ଅଛି ଭଲ ଭାବେ ଜାଣନ୍ତି।
Let pandian be arrest, as this person is involved in all corruption in his tenure, hence Nabinji will not date to drive out clever pandian. He had engaged all South contracyors to get heavy tips from them.
ଜୟ ଜୟ ଶ୍ରୀ ଜଗନ୍ନାଥ ।
ଜୟ ଶ୍ରୀ ଜଗନ୍ନାଥ 🙏🌹