How Many Out Of 7 MPs Originally Belong To BJD ? | Nirbhay Gumara Katha

แชร์
ฝัง
  • เผยแพร่เมื่อ 17 ธ.ค. 2024

ความคิดเห็น • 122

  • @nrushinghnathsahu1630
    @nrushinghnathsahu1630 3 ชั่วโมงที่ผ่านมา +24

    ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ଵପ୍ନ ଦେଖୁଚି ସିଏ ମୋହନ ସରକାର ର ପ୍ରତ୍ୟକ କାର୍ଯ୍ୟ ରେ ବାଧା ସୃଷ୍ଟି କରୁଛି.

  • @brajabandhumohanty3905
    @brajabandhumohanty3905 3 ชั่วโมงที่ผ่านมา +12

    ନବିନ ବାବୁ ତୁମକୁତ ଧନ୍ୟବାଦ ନିଶ୍ଚୟ, କିନ୍ତୁ ତୁମ ବାପା ଓ ମାଆଙ୍କୁ ନମନ କରୁଛି ଓ ଧନ୍ୟବାଦ ଦେଉଛି ।

    • @NirmalSahu-p3r
      @NirmalSahu-p3r 2 ชั่วโมงที่ผ่านมา

      ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ନା ଉପସ୍ଥାପକ ନବୀନ ଦାସ ବାବୁଙ୍କୁ । ସଠିକ ହୋଇପାରିଲାନି ?

  • @bijaymahanta802
    @bijaymahanta802 2 ชั่วโมงที่ผ่านมา +2

    ନିର୍ଭ ୟ ମହାଶୟ ଆପଣକୁ କୋଟି କୋଟି ପ୍ରଣାମ ❤

  • @KUNJABIHARINAIK-r3h
    @KUNJABIHARINAIK-r3h 2 ชั่วโมงที่ผ่านมา +4

    ରାଜନୀତିରେ ସବୁକିଛି ସମ୍ଭବ

  • @bishnucharnrana3282
    @bishnucharnrana3282 3 ชั่วโมงที่ผ่านมา +7

    ମୋହନ ମାଝୀ ସରକାର ନିର୍ଭୟ ଗୁମର କଥାକୁ ନିଶ୍ଚୟ ଗୁରୁତ୍ଵ ଦେଉଛନ୍ତି କାରଣ ବିଷ୍ଣୁପଦ ସେଠୀଙ୍କ ସମ୍ବନ୍ଧରେ ଆଲୋଚନା ହେବା ଦିନ ହିଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଆପଣଙ୍କୁ ଅଶେଷ ଧନ୍ୟବାଦ।

  • @UpendraBehera-o1z
    @UpendraBehera-o1z 3 ชั่วโมงที่ผ่านมา +5

    ବହୁତ ସୁନ୍ଦର ଉପସ୍ଥାପନା।

  • @prasantakumarswain3419
    @prasantakumarswain3419 3 ชั่วโมงที่ผ่านมา +12

    ଆପଣ ଏହିପରି ଓଡ଼ିଆ ମାନଙ୍କର ଗୁମର ଖୋଲୁ ଥାଆନ୍ତୁ ମୋର ବିଶ୍ବାସ ଓଡ଼ିଆ ଦିନେ ଜାଗିବେ !

  • @thirdeye9492
    @thirdeye9492 58 นาทีที่ผ่านมา +1

    ପେଟ ପାଇଁ ସବୁ ନାଟ
    କେତେ ବେଳେ ରାଜା
    କେବେ ପୁଣି ରାଣୀ
    ଜିନ ଟା କିନ୍ତୁ ଭାଟ
    😢😢

  • @prafulasingh2267
    @prafulasingh2267 3 ชั่วโมงที่ผ่านมา +3

    ନମସ୍କାର !
    ଜନତାଙ୍କ ବେତ ବାଜିଲେ ସବୁଠିକ ହୋଇଯାଏ ।
    ବିଶେଷକରି ଆପଣ ଓ ଆପଣମାନଙ୍କ ପରି ନିର୍ଭିକ ସାମ୍ବାଦିକଙ୍କ ବିସ୍ପୋରକ ଚେତାବନୀ ଦ୍ଵାରା ଠିକଠାକ ହେବା ସମ୍ଭବ ହୋଇପାରେ ।
    ଜୟ ଶ୍ରୀରାମ

  • @trilochanpatnaik6321
    @trilochanpatnaik6321 2 ชั่วโมงที่ผ่านมา +1

    ନବୀନ ଦାସ ବାବୁ ଗୋଟେ ଭଲ ଉଦାହରଣ ଦେଲେ ( ଲେବର ରୁମ୍ ପ୍ରମିଶ) ଯାହା ସବୁ ରାଜନେତା ଙ୍କୁ ପ୍ରଯୁଜ୍ୟ। ଧନ୍ୟବାଦ୍।

  • @maheswarparihari5189
    @maheswarparihari5189 2 ชั่วโมงที่ผ่านมา +1

    ମୋହନ ସରକାର ପ୍ରକୃତରେ ସଚ୍ଚୋଟ ମନ୍ତ୍ରୀମଣ୍ଡଳ ଭାବରେ କାମ କରିବାକୁ ଆଶା କରୁଛି କିନ୍ତୁ ଆଉ ଏକ ବାହ୍ୟ ଶକ୍ତି ତାଙ୍କ ଉପରେ ଚାପ ପ୍ରୟୋଗ କରୁଛି ବୋଲି ଜଣା ପଡ଼ୁଛି ।

  • @SagarikaKanungo
    @SagarikaKanungo 49 นาทีที่ผ่านมา +1

    କେବଳ ଲୋକଙ୍କୁ ଭୁତାଇବା ଏହି ଭଳି ଗଣମାଧ୍ୟମ ର କାମ

  • @jchoudhury274
    @jchoudhury274 ชั่วโมงที่ผ่านมา +1

    ଆଉ କିଛି ଦିନ ପରେ ମୂଳ ରୁ ସଫା ହେଇଯିବ wait Kara ଜୟ ଜଗନ୍ନାଥ

  • @prafullamohanty5557
    @prafullamohanty5557 ชั่วโมงที่ผ่านมา

    ଜୟ ଜଗନ୍ନାଥ ସାର୍।ଅତି ସୁନ୍ଦର ଉପସ୍ଥାପନା। ପୋଲ ଖୋଲ ସମସ୍ତଙ୍କର।

  • @kishorchsrichandan307
    @kishorchsrichandan307 2 ชั่วโมงที่ผ่านมา +3

    ତେଲ ମାରି ପଦ ପାଇଥିବା ଏମାନେ ନିର୍ବାଚନ ଲଢ଼ି ନାହାଁନ୍ତି। ସନ୍ଦେହ ପ୍ରତ୍ୟେକ ଅନ୍ୟ ଉପରେ ଅଛି ଏ ମେଳି ରୁ ଜଣା ପଡୁଛି

  • @chandipadapanda4707
    @chandipadapanda4707 ชั่วโมงที่ผ่านมา +1

    ଶେଷ ନିଶ୍ବାସ ଯାଏ ବିଜଦ ରେ ରହିବେ ବୋଲି ଯେଉଁ କଥା କହିଲେ ତାହାକୁ ନବୀନ ବାବୁ ବିଶ୍ବାସ କରି ପାରନ୍ତି ହେଲେ ଓଡିଶାର ଜନତା କେବେ ବି ବିଶ୍ବାସ କରି ନ ପାରନ୍ତି ।

  • @hemantakumarmohanty849
    @hemantakumarmohanty849 3 ชั่วโมงที่ผ่านมา +2

    ଜୟ ଜଗନ୍ନାଥ ଭାଇନା ପ୍ରଣାମ 🙏

  • @santoshkumarsethi5567
    @santoshkumarsethi5567 3 ชั่วโมงที่ผ่านมา +6

    ମନୋଜ ସାହୁ(IAS) ଙ୍କୁ ମୁଖ୍ୟମନ୍ତ୍ରୀ ଅଫିସ କୁ ଆସିବାକୁ ବିଳମ୍ବ ହେବାର କାରଣ ପାଣ୍ଡିଆନ୍ ico ସିଷ୍ଟମ।

  • @Jagannath-oc9ht
    @Jagannath-oc9ht ชั่วโมงที่ผ่านมา +1

    ବିଜେଡି ର ମାନ ଅଛି କେଉଁଠି ଯେ ମାନଟା ହାନି ହୋଇ ଜିବ। କାହାର ଷେସ ନିଶ୍ବାସ କଥା କହୁଛନ୍ତି ଜଣା ପଡିଲା ନାହିଁ ।

  • @manjupravamishra8000
    @manjupravamishra8000 3 ชั่วโมงที่ผ่านมา +2

    ମୋର ଅନୁମାନ ଅନୁସାରେ ଶାହା‌ ମହୋଦୟ ଓ ଧର୍ମେନ୍ଦ୍ର ବାବୁଙ୍କ ପେନ୍ଚ ହୋଇ ପାରେ ମନୋଜ ବାବୁଙ୍କ ବିଳମ୍ବରେ ନିଯୁକ୍ତି ହେବା। ପ୍ରଣାମ ସାର୍ 🙏।ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @anandamohapatra8403
    @anandamohapatra8403 3 ชั่วโมงที่ผ่านมา +4

    Khub bhal lagila Bhai Ram Ram Radhe

  • @lokanathrout8763
    @lokanathrout8763 2 ชั่วโมงที่ผ่านมา +1

    ସଠିକ ବିସ୍ଲେସଣ

  • @prakashkumarjena.babusan.n3760
    @prakashkumarjena.babusan.n3760 ชั่วโมงที่ผ่านมา +1

    ବିଜେଡି rip 😂😂😂😂

  • @gyanabratamohanty4219
    @gyanabratamohanty4219 2 ชั่วโมงที่ผ่านมา +1

    ବିଜେଡି ନେତାମାନେ ଏଥର ପରାଜୟ ପରେ ପାଗଳ ହୋଇଗଲେଣି, ବାସ୍ତବତା /ପରାଜୟ , ଓ ଦଳ ଡିଆଁ କୁ ଗ୍ରହଣ କରିପାରୁନାହାନ୍ତି | ଡେରିରେ ହେଲେ ବି ଏମାନଙ୍କ କୁମ୍ଭୀର କାନ୍ଦଣା ଜାଣିଗଲେ ବୋଲି ତ ଓଡିଶାବାସୀ ଏମାନଙ୍କୁ ସରକାରରୁ ହଟେଇ ଦେଲେ | ବୁଡି ଗଲା ଗୋଡ଼ - ତଳକୁ ତଳକୁ 👍👍🙏🙏

  • @laxmidharapanda6086
    @laxmidharapanda6086 2 ชั่วโมงที่ผ่านมา +1

    ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସିବାରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲେ ବିଜେପି ଢୋଲ ଭିତରର ମୂଷା ଧର୍ମେନ୍ଦ୍ର ପ୍ରଧାନ !
    ବିଜେଡିର 7ଜଣ ରାଜ୍ୟସଭା ସଦସ୍ୟଙ୍କ ବକ୍ତବ୍ୟ ଯାତ୍ରା ଡାଇଲଗ ସହିତ ସମାନ !

  • @KishorAcharya-rc5lj
    @KishorAcharya-rc5lj 3 ชั่วโมงที่ผ่านมา +3

    Ek nation ek education କାହିଁକି ହେଉନି।cbse,icse ପରି ବିଭିନ୍ନ ଶିକ୍ଷା ପଦ୍ଧତି କାହିଁକି?ek nation,ek education,ek examination,ek question

  • @nrusinhacharangajendra2993
    @nrusinhacharangajendra2993 ชั่วโมงที่ผ่านมา +1

    ଥୋପ ପଡିଛି ଖୁବ ଶୀଘ୍ର ରାଜ୍ୟସଭା MP ଦଳ ଛାଡ଼ିବେ..

  • @ashoksahoo8150
    @ashoksahoo8150 ชั่วโมงที่ผ่านมา

    ନିଜେ ନବୀନ ବିଜେପି ଚାରା।ଏଠି ଅରଜିନାଲ କେଉଁଠୁ ମିଳିବେ।

  • @manasdas5715
    @manasdas5715 3 ชั่วโมงที่ผ่านมา +1

    ଏ ରାଜ୍ୟସଭା ସଦସ୍ୟ ମାନେ ଅମେରୁଦଣ୍ଡି ସେମାନଙ୍କ କଥା କହିବା ବୃଥା ଆଞ୍ଜା, ମନୋଜ ସାହୁ କର୍ଯ୍ୟରେ ଜୋଗ ଦେବା ବିଳମ୍ବ ର କାରଣ ମୋ ମତରେ ଇକୋଶିଷ୍ଟମ କନେକ୍ଟ ହୋଇଥିବା କିଛି ନେତା ନିଶ୍ଚିତ ଷେଣ୍ଢ ପୁରାଇଥିବେ 👌🙏

  • @manindranathbehera2818
    @manindranathbehera2818 ชั่วโมงที่ผ่านมา

    ମୋତେ ଲାଗୁଛି ଏମିତି ଚାଲିଲେ ମୋହନ ସରକାରଙ୍କ ଏଇଟା ଆରମ୍ଭ ଓ ଶେଷ ସମୟ

  • @bishnumishra8668
    @bishnumishra8668 3 ชั่วโมงที่ผ่านมา +2

    ସନ୍ୟାସୀ ଙ୍କ ଠାରୁ memo ଆସିଲା ପରେ ସାମ୍ବାଦିକ ସମ୍ମିଳନୀ କଲେ 😅😂

  • @santoshbiswal6256
    @santoshbiswal6256 3 ชั่วโมงที่ผ่านมา +2

    ସାର ୟୁ ଆର ଫୁଳ୍ଲ ଅଫ correct

  • @Jagannath-oc9ht
    @Jagannath-oc9ht ชั่วโมงที่ผ่านมา +1

    JAI SHREE JAGANNATH.

  • @PurnenduSarangi
    @PurnenduSarangi 42 นาทีที่ผ่านมา +1

    OMP ଛକରେ DJ ରେ ମହାନଦୀ ଗୀତ ବଜେଇଥିଲେ
    ପ୍ରତି ଛକରେ banner ପୋଷ୍ଟର ମାରିଥିଲେ

  • @durgaprasadmishra329
    @durgaprasadmishra329 ชั่วโมงที่ผ่านมา

    Excellent explanation sir. Tkcr sir

  • @JogendraMishra-i4o
    @JogendraMishra-i4o 3 ชั่วโมงที่ผ่านมา +2

    7 ଜଣ ରାଜ୍ୟସଭା ସାଂସଦ ମାନଙ୍କ ମଧ୍ୟରୁ କେବଳ ମୁନ୍ନାଖାଁ ଓ ସୁଳତା ଦେଓ ପ୍ରକୃତ ବିଜୁଜନତା ଦଳର। ମାନସ ମଙ୍ଗରାଜ ସସ୍ମିତ ପାତ୍ର ଏବଂ ସାମନ୍ତରାୟ ବାବୁ କଂଗ୍ରେସରୁ ଆସିଥିବା ବେଳେ ନିରଂଜନ ବିଶି ସାଂସଦ ହେବା ପୁର୍ବରୁ ବିଜୁଜନତା ଦଳ ଓ ସରକାରର ବିରୋଧୀ ଥିଲେ ।

  • @maheswarprusty3043
    @maheswarprusty3043 3 ชั่วโมงที่ผ่านมา +1

    Congratulations very good tapik

  • @KumarBishoi
    @KumarBishoi 52 นาทีที่ผ่านมา

    Apananku dhanayabad sir

  • @subodhakumarray6136
    @subodhakumarray6136 2 ชั่วโมงที่ผ่านมา

    ନିତି ନିତି ରାଜନୀତି।ନିତି ହିନ ଲୋକ ରାଜ ନିତି କରନ୍ତି।

  • @narayanmohanty5100
    @narayanmohanty5100 2 ชั่วโมงที่ผ่านมา

    ଆଜିର ଏ ପି ସୋ ଡ ବହୁତ ଭଲ ଲାଗିଲା। ଆପଣ ବିଜେଡି ର ମଞ୍ଜ କଥାଟି କହିଦେଲେ

  • @odishaallmusical7405
    @odishaallmusical7405 2 ชั่วโมงที่ผ่านมา

    ମୁନା ଖାଁଙ୍କୁ ଛାଡିଦେଲେ କେହି ନୁହଁନ୍ତି, କ୍ଷମତା ଲୋଭ ମଉକା ପାଇଲେ ସବୁ ଚାଲିଯିବେ. ଆପଣ ଯାହା କହିଛନ୍ତି ପୁରା ଜନ୍ମ ଘଡିମୂଳ କଥା.

  • @susantasahoo9544
    @susantasahoo9544 3 ชั่วโมงที่ผ่านมา +1

    ବିଜେଡ଼ି ଦଳର କୌଣସି ନେତା ଏବେ ବିଜୁ ବାବୁଙ୍କ ନାମନେବା ସୁନ୍ଦର ଲାଗୁନାହିଁ / ନବୀନ ପଟ୍ଟନାୟକ କେବେବି ନେତା ନଥିଲେ କି ନେତା ନୁହଁନ୍ତି / ପର କାନ୍ଧରେ ଜୁଆଳି ଜୋଚି ଭଲ ହଳକରି ଜାଣିଛନ୍ତି / ଆପଣଙ୍କ ମାଧ୍ୟମରେ ବିଜେପି ଦଳକୁ ଅନୁରୋଧ ସେମାନେ ନିଜ ନିଜ ସୀମାରେ ରହି କାମକରନ୍ତୁ ଓ ବାକ୍ୟ କୁହନ୍ତୁ, ଯାହା ଦଳପାଇଁ ଓ ରାଜ୍ୟପାଇଁ ଭଲହେବ /

  • @dhrubacharanprusty7077
    @dhrubacharanprusty7077 2 ชั่วโมงที่ผ่านมา +1

    Perfect analysis sir

  • @ArunDas-hc5zz
    @ArunDas-hc5zz 3 ชั่วโมงที่ผ่านมา

    ସାତ ଜଣ ସାଂସଦ ଙ୍କ ର ଶେଷ ନିଃଶ୍ୱାସ ନା ଶେଷ ବିଶ୍ୱାସ ପର୍ଯ୍ୟନ୍ତ ରହିବେ।ନିଃଶ୍ୱାସ ଜିବ ସତା ର ବିଶ୍ୱାସ ସମ୍ପର୍କର ।

  • @sumanapradhanChiku
    @sumanapradhanChiku 2 ชั่วโมงที่ผ่านมา

    ମାତ୍ର ଗୋଟିଏ ହ୍ୱିସିଲ ମାରିଲେ ଦଳର ମାଲିକ ବି ବିଜେପିରେ ମିଶିବ
    କାରଣ ହେଲା ଭୟ
    ଯଦି ନିଷ୍ଠାପର ସହ ସରକାର କରିଥାନ୍ତେ ଆଜି ଡରିକି ରହିନଥାନ୍ତେ ଭ୍ରଷ୍ଟାଚାର କରିଛ ନାମ କିଏ ନେବ ?

  • @brajakishorepadhi4022
    @brajakishorepadhi4022 3 ชั่วโมงที่ผ่านมา +7

    ଇଡି, ସିିବିଆଇ ଥରେ ୟେ ୭ ଟା କଂ ଉପରେ ରାହୁ ଦୁରଷ୍ଟି ପକାନ୍ତୁ। ନବୀନ ପଟ୍ଟନାୟକ ବିଶ୍ବସ୍ତରିୟ ଟାଉଟର। ଗାଲୁଆ।

  • @basantapattnaik7812
    @basantapattnaik7812 4 ชั่วโมงที่ผ่านมา +1

    ସାର ପ୍ରଣାମ 🙏🌹

  • @udhabkar3472
    @udhabkar3472 2 ชั่วโมงที่ผ่านมา

    ମାନସ

  • @SRSwain14
    @SRSwain14 20 นาทีที่ผ่านมา

    ଗୋଟେ ଆଡ଼କୁ ଢଳୁ ଥିବା ସାମ୍ବାଦିକ ତା ରାଜ୍ୟ ପାଇଁ କ୍ଷତିକାରକ
    ଆପଣଙ୍କ ମତ କଣ?
    ଓଡ଼ିଶା ର ଗଣ ମାଧ୍ୟମ ବିଜେପି ପ୍ରେମ ରହୁଚି କି ?

  • @bishnucharnrana3282
    @bishnucharnrana3282 3 ชั่วโมงที่ผ่านมา

    ୨୦୨୪ ଜୁନ୍ ମାସରେ ସାଲାଇନ୍ ଲାଗିଥିବା ବିଜୁ ଜନତା ଦଳର ଶେଷ ନିଶ୍ୱାସ ଚାଲିଯାଇଛି ।

  • @trilochanpatnaik6321
    @trilochanpatnaik6321 2 ชั่วโมงที่ผ่านมา

    BJD ନେତାଙ୍କର କଣ ମାନ ଅଛି କି? ତାମିଲ ଜୋଇଁ ସମସ୍ତଙ୍କ ମାନ କୁ ଜଳାଞ୍ଜଳି ଦେଇ ଦେଇଛନ୍ତି। ମାନ ଥିଲେ ସିନା ମାନହାନି ମକଦ୍ଦମା କରନ୍ତେ। ସେମାନଙ୍କ କଥା ପାଣିର ଗାର।

  • @dasarathirath8333
    @dasarathirath8333 3 ชั่วโมงที่ผ่านมา

    ରାଜନୀତି ରେ ଶତ୍ରୁ ,ମିତ୍ର ଙ୍କୁ ସମୟ ଦେଖି ଜାଣିହୁଏ ।ଆଜିର ଶତ୍ରୁ ମିତ୍ର ହେଇଯାଏ ,ନିଜର ,ଦଳର ସ୍ବାର୍ଥ ପାଇଁ ।ତେବେ ଜନସାଧାରଣ ଯେତେଦିନ ପର୍ଯ୍ୟନ୍ତ ସରଳ ,ବୋକା ହେଇ ରହିଥିବେ ,ସବୁ ରାଜନୈତିକ ଦଳ ଏମିତି କରିଚାଲୁଥିବେ ।କହିବା କୁ ବିହୁତ କଥା ରହିଛି ତେବେ ସମୟ ହିଁ ଏହାର ସମାଧାନ କରିବ ।ଓଡ଼ିଶାରେ କଂଗ୍ରେସ ,ବିଜେପି ,ବିଜେଡି ଙ୍କ କାରନାମା କୁ ଦେଖିଲେ ମନେ ହୁଏ ,କୋଇ ଶାଳା ଭାଲୋ ନୁହେଁ ,ନରୋତ୍ତମ ଦାସ କହେ ।ତେବେ ବିଜେପି,ବିଜେଡି ଦଳର ବିଷୟରେ ମୁଁ ଆଗରୁ ବହୁବାର କହିଛି ,ଏମାନେ ଦି ସ ଉ ତୁ ଣୀ ।ଦିନରେ ଠୀଆପାଲା ,ରାତିରେ ନାଲିପାଣି ମିତ୍ରତା ।ମୋଟାମୋଟି କହିଲେ ,Business Janata Party BJP. ,Business Janata Dal ,BJD ..ଆପଣଙ୍କ ସମୀକ୍ଷା କୁ ସ୍ବାଗତ କରୁଛି ।ବିନମ୍ର ନମସ୍କାର ।ଦାଶରଥି ରଥ ,ସୋନପୁର ସହର ।

  • @sushreesangitapattanaik-lr5kw
    @sushreesangitapattanaik-lr5kw 33 นาทีที่ผ่านมา

    Dharama

  • @pratapchandrasamal2396
    @pratapchandrasamal2396 3 ชั่วโมงที่ผ่านมา

    କଥାରେ ଅଛି ନା ବୁଡି ଗଲା ଗୋଡ଼ ତଳକୁ ତଳକୁ, ତେଣୁ କୁଟା ଖିଅକୁ ବି ସେମାନେ ଭରଷା କରିବେ।
    କୌତୁକର କଥା ହେଉଛି ମୋଦୀ ମହାଶୟ ମାଲ ପ୍ରସଙ୍ଗ ଉଠେଇ ଚୁପ୍ ରହିଲେ ହେଲେ ସୁଜିତ୍ କୁମାର ଙ୍କୁ କାହିଁକି ବାଧିଲ ??
    ରାଷ୍ଟ୍ରପତି ପଶ୍ଚିମବଙ୍ଗ କଥା କହିଲେ ଅଥଚ 3 ବର୍ଷ ହେଲା ମଣିପୁର ଜଳୁଛି, ସେଠିକାର ମହିଳାମାନେ ଅକଥନୀୟ ଅତ୍ୟାଚାର ଭୋଗୁଚନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ନା ସେଠାକୁ ଯାଉଛନ୍ତି ନା ରାଷ୍ଟ୍ରପତିଙ୍କ ମୁଁହରେ କିଛି କୁହାଉ ଛନ୍ତି।
    ଆପଣ ଭାବୁଛନ୍ତି କି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି ବୋଲି। ଯାହା ଆଗ ଇଞ୍ଜିନ ଯେତିକି ଟାଣୁଛି, ପଛରେ ଇଞ୍ଜିନ ଚାଲୁ ଅବସ୍ଥାରେ ଅଛି ବୋଲି ଜଣା ପଡୁନି। ମୋହନଙ୍କ କା ସରକାରଙ୍କୁ ଉପରୁ ଯାହା ନିର୍ଦ୍ଦେଶ ଯେତେବେଳେ ଆସିବ ସେ ତାହା ପାଳନ କରିବେ।
    ସବୁ କୌତୁକର କଥା।
    ପ୍ରସଙ୍ଗ ପାଇଁ ଧନ୍ୟବାଦ୍।

  • @uttamkumarbarik552
    @uttamkumarbarik552 2 ชั่วโมงที่ผ่านมา

    ଆପଣଙ୍କ ର ଚର୍ଚ୍ଚାରେ MLA ପଦ୍ମଲୋଚନ ପଣ୍ଡା ଙ୍କୁ ନିମନ୍ତ୍ରଣ କରନ୍ତୁ.

  • @raghubirdas7621
    @raghubirdas7621 3 ชั่วโมงที่ผ่านมา +1

    Nabin Parnaik is affrsid of CBI

  • @rabindrapatra8223
    @rabindrapatra8223 3 ชั่วโมงที่ผ่านมา

    Very beautiful analysis sir thanks for awareness Jay Jagannath ❤

  • @SagarikaKanungo
    @SagarikaKanungo 52 นาทีที่ผ่านมา

    ସମସ୍ତେ ତ ବିଜେପିର ଆଉ କେତେ କଣ ବା ।

  • @prasantakumarswain3419
    @prasantakumarswain3419 3 ชั่วโมงที่ผ่านมา

    ମନୋଜ ସାହୁଙ୍କ CMO ରେ ନିଯୁକ୍ତି ବିଳମ୍ବ ପଛରେ ପାଣ୍ଡିଆନ ଇକୋ ସିଷ୍ଟମ୍ ଦାୟୀ, ଆପଣ ବିଶ୍ଵାସ କରିବାକୁ ବାଧ୍ୟ ।

  • @kulamanibiswal7499
    @kulamanibiswal7499 2 ชั่วโมงที่ผ่านมา

    Very good ❤

  • @aksahoo346
    @aksahoo346 3 ชั่วโมงที่ผ่านมา +1

    Pranam. Bahut vala bisaya kahile dhanyabad odisare aagaku vala sasana. +. Vala. Sasaka milibe ahi varasa. Aau. Nahi. Tenu. Jaha miliba. Bandhiba. Ghare basi. Kandiba manoja babu nka bilamba lagi. Bjp dalara dhola vitare. Musa thila abe baharigala. Odisare bjp gotia sthanu kandhei sarkara chhalichi jay sriram

  • @kalpanaparida3178
    @kalpanaparida3178 3 ชั่วโมงที่ผ่านมา

    Right

  • @Jagannath-oc9ht
    @Jagannath-oc9ht 57 นาทีที่ผ่านมา +1

    Delay of Manoj Sahu in CMO occurred may be there are two points of view. 1. As you have guessed. 2. It is Amit Saha's slow study & advise.

  • @raghubirdas7621
    @raghubirdas7621 3 ชั่วโมงที่ผ่านมา +1

    Why Pandian is moving freely

  • @akshayakumarnayak492
    @akshayakumarnayak492 3 ชั่วโมงที่ผ่านมา

    Good

  • @nalinibehera1619
    @nalinibehera1619 4 ชั่วโมงที่ผ่านมา +1

    sir one ନେଶନ one ରାସନ କେବେ ଲାଗୁ ହେବ

  • @arobindanayak7653
    @arobindanayak7653 ชั่วโมงที่ผ่านมา +1

    PANDIAN Babu Ebe v Ring Master Undercover

  • @rajanikantabiswal2669
    @rajanikantabiswal2669 2 ชั่วโมงที่ผ่านมา

    D P

  • @abinashnayak3913
    @abinashnayak3913 3 ชั่วโมงที่ผ่านมา

    ସାର, ଟିକେ ଗୋଟେ ବିଷୟରେ କୁହନ୍ତୁ ଯେ କଳା ତାଲିକାଭୁକ୍ତ ହେଇଥିବା କମ୍ପାନୀ କୁ ଅକଟୋବର ରେ କିଏ କାମ ଦେଲା ଓ କାହିଁକି? ଅଉ ବିଷ୍ଣୁ ବାବୁଙ୍କୁ ଛବି ଜେରା କଲା ଠିକ କିନ୍ତୁ ମନ୍ତ୍ରୀ ନିତ୍ୟାନନ୍ଦ ବାବୁ କେମିତି ବାହାରିଗଲେ? ନା ଏ ସରକାର ବି ଆମଲା ଙ୍କ ଦ୍ଵାରା ପରିଚାଳିତ? ଟିକେ ବିସ୍ଲେସଣ କଲେ ଭଲ ହୁଅନ୍ତା l

  • @satyanarayanbehera4887
    @satyanarayanbehera4887 2 ชั่วโมงที่ผ่านมา +1

    Monoj sahu nka deri ra karana padian eco system

  • @natabarmishra8367
    @natabarmishra8367 3 ชั่วโมงที่ผ่านมา

    A. Central leader hankering for Odisha chair delayed the joining of private secretary.

  • @gangadhardash3430
    @gangadhardash3430 3 ชั่วโมงที่ผ่านมา

    🎉🎉

  • @bhubanmohanty3853
    @bhubanmohanty3853 2 ชั่วโมงที่ผ่านมา

    VKP

  • @prabhatkumarsahu6020
    @prabhatkumarsahu6020 3 ชั่วโมงที่ผ่านมา

    🙏🙏🙏

  • @SidharthPrasadDas
    @SidharthPrasadDas 2 ชั่วโมงที่ผ่านมา

    ବାବୁ ଆପଣ ତ ବହୁତ ପୁରୁଣା ସାମ୍ବାଦିକ,ଜାଣିଥିବେ କୋଉ ଦଳ ରେ ଆଉ ଅରଜିନାଲ ଲୋକ ଆଉ ଅଛନ୍ତି କି, ଭାରତ ରେ ଗୋଟେ ଯାତ୍ରା ପାଟି ଥିଲା କଂଗ୍ରେସ ସେଥିରୁ ପା ଆଜି କେତେ ଯାତ୍ରା ପାଟି ଗଣି ହେବନି, କୋଉଠୁ ଆଉ ଅରଜିନାଲ ପାଇବେ ଖାଲି ବିଜେଡି କାହିଁକି ବିଜେପି କଂଗ୍ରେସ ସବୁ ଦଳ ରେ ପଶିଆସିଥିବା ଲୋକ ନେତା, ମୂଳ ବିଜେପି ର ନେତା ଏବେ ବିଜେପି ରେ ଅଲୋଡ଼ା, ଏ ସିଷ୍ଟମ ସବୁ ଦଳ ରେ ଚାଲିଛି ଆପଣ ଗୋଟେ ଦଳ କଥା କହୁଛନ୍ତି କଣଆଉ

  • @chandanpatra4459
    @chandanpatra4459 4 ชั่วโมงที่ผ่านมา +2

    Sir dharmendra pradhan atkauthile kahikina cmo Ra sabu report abe pmo ku jiba na sethipai

  • @JhasaPradhan-bi5bv
    @JhasaPradhan-bi5bv 2 ชั่วโมงที่ผ่านมา

    Dhermendra

  • @BighneswarMohanty-s8l
    @BighneswarMohanty-s8l ชั่วโมงที่ผ่านมา +1

    337 Koti tankara sc St Dept ra bisayare kuhantu kia kia dai

  • @ShakuntalaNayak-i4s
    @ShakuntalaNayak-i4s 2 ชั่วโมงที่ผ่านมา

    Excellent video sir.BJP neta nka akhi kebe kholib?Bahut manthar gati te chaluchhi pari kaguchhi.Bada bada machha kebe dhara padibe?

  • @hotelvishalresidency179
    @hotelvishalresidency179 ชั่วโมงที่ผ่านมา

    Prathame Dharmendra Pradhan nku Gala Dhakka dei BJP ru hatei dia jiba darkar.

  • @manaswinisatapathy6176
    @manaswinisatapathy6176 2 ชั่วโมงที่ผ่านมา

    😮😮e mananka sesa niswas jae.bjd ,nabin Babu thibe ta

  • @BiduutaravaSahoo
    @BiduutaravaSahoo 3 ชั่วโมงที่ผ่านมา

    After frustration by BJD

  • @mihirdwivedi8843
    @mihirdwivedi8843 2 ชั่วโมงที่ผ่านมา

    Crime n corruption had reached at the apex why Sulata Madam was silent. Stop houling n blaming the Honorable President.

  • @asitkumarpasayat52
    @asitkumarpasayat52 2 ชั่วโมงที่ผ่านมา

    Actually nowadays voting is meaningless. People don't understand whom they vote for & for what...😂mainly due to horse trading

  • @bijaykumarrout4161
    @bijaykumarrout4161 29 นาทีที่ผ่านมา

    They have nandighosh tv why worried about others kedar misra will suffice

  • @sop828
    @sop828 3 ชั่วโมงที่ผ่านมา

    02 more will Quit BJD Soon.

  • @amitabsamal4118
    @amitabsamal4118 39 นาทีที่ผ่านมา

    BJP ra 20 MP Odisha ra kata jana Orginal BJP??
    MLA BJP ra Odisha ra kata jana Orginal BJP??
    BJP center ra kata jana Orginal BJP ??
    Journalists ta original ki BJP camacha ???

  • @Dina-ud9vt
    @Dina-ud9vt 3 ชั่วโมงที่ผ่านมา

    Sasmit patra bjp

  • @sop828
    @sop828 4 ชั่วโมงที่ผ่านมา

    It should hv been OSD >
    Nabin Pandu Niwas.

  • @nilendrapattanaik1599
    @nilendrapattanaik1599 4 ชั่วโมงที่ผ่านมา

    Sasmit Patra next

  • @asitkumarpasayat52
    @asitkumarpasayat52 2 ชั่วโมงที่ผ่านมา

    Can u explain one thing why the BJP forming govt. in other states if it doesn't had got mandate. Will the BJP bring any bill against horse trading.

  • @pankajkumarkar3207
    @pankajkumarkar3207 2 ชั่วโมงที่ผ่านมา

    Munna khan nka bapa Habibulla khan congress leader thile . Sie bhi BIju paribar nuhen

  • @suvendupattnaik2670
    @suvendupattnaik2670 2 ชั่วโมงที่ผ่านมา

    Pada chata Biju Janata Dal.

  • @brajamishra6854
    @brajamishra6854 3 ชั่วโมงที่ผ่านมา

    Branabandhu Mishra
    Sir apanankara pratyak kathara satyata thae. Tenu sunibaku bhalalage. Ehipari kahichalantu bjp ra saktiku badhanti. Odishare BJP rahibadarakar. Centerrr au 10years rahibadarakara.

  • @asitkumarpasayat52
    @asitkumarpasayat52 2 ชั่วโมงที่ผ่านมา

    What's ur problem mausa.... The 2 MP's that gone from bjd are they from BJP ...

  • @asitkumarpasayat52
    @asitkumarpasayat52 2 ชั่วโมงที่ผ่านมา

    Why u are so worried about bjd & Naveen Patnaik

  • @chhabindramansingh73
    @chhabindramansingh73 3 ชั่วโมงที่ผ่านมา

    ଏ comment ପୁରା ଦେଖ ଯେଉଁ ଚୁତିଆ ଗୁଡା bjd ପାଇଁ comment କରୁଛନ୍ତି, କିଏ ଅନ୍ଧ bjd ନା bjp ଆରେ ଭକୁ ଦଳ ଜାତି ପାଇଁ କୁହ ଯେଉଁ ଦଳରେ ରହ, ମହାନଦୀକୁ 36ଗଡ଼ କୋଟିଆକୁ ଆନ୍ଧ୍ରକୁ ଦେଇ ନବିନା ଓକିଲ ପୋଷିଲା, ଏବେ bjp କୁସମର୍ଥନ କରି bjd ନିଜେ କହିଲା କେତେ ଦୁର୍ନୀତିଵ୍ରଷ୍ଟାଚାରୀ ଦୁର୍ବତିଗ୍ରସ୍ତ, ଏବେ ସାସଂଦ ସାମ୍ବାଦିକ ସନମ୍ମିଳନୀ କରି bjd କହୁଚି ଆମେ ଆଉ ଏକନୁହେଁ ଧିକ bjd

  • @kalpatarudash2770
    @kalpatarudash2770 3 ชั่วโมงที่ผ่านมา

    Galuan nkara barabati chasa

  • @ajayamishra5582
    @ajayamishra5582 3 ชั่วโมงที่ผ่านมา

    Kandheii bisaya re samaste ebe janisarileni

  • @durgacharanbehera86
    @durgacharanbehera86 3 ชั่วโมงที่ผ่านมา

    Bjd ra neta gudak beiman gudak tend Bandha loka gudak, kebal abhinaya re master, mahanadi pain kumbhir kandena kanduthile alajuk gudak, k