Excellent comment and presentation..Thank you for your brave and true facts. This is best devotion towards Mahaprabhu Jagannath. This is the best episode of your entire career of Nirvay Gumar Katha.Jagannath bless you to continue this journey 🙏
Sabu heritage site n mandir like our Sree mandir ra care naba ASI ra responsibility....which is a central agency...au Agaru b Sree Mandir re stone khasichi...meghanada pachiri re problem haichi...a sabu bohut old structure...Sethi pani galuchi...bhangini kichi....like 🐑 sheep jiye jaha kahila madijiba...sabubele politics 😀 😂😂..Abe mandir charipakha kete spiritual laguchi...au a sabu helani kete din hela...and Phata kn wait karithila ki bjd gale bahariba??Ama sir kara ta without bjd asthma baharijiba...he can't survive....real issues anantu sir...otherwise congress pari hajijibe...au bjd pari budhi sikhibe
Nabin babu , many many thanks for your information, i do request you please try to telecast the same thing in national label electrical media house. So Pandu and Nabin Pattanayak should be exposed.
ନବୀନ ବାବୁ ଆଉ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ଉଚିତ ଥିଲା। ଓଡ଼ିଶାକୁ ଧ୍ଵଂସ କରିବାକୁ ଯାହା ଯାହା ଯୋଜନା ବାକି ଥିଲା, ସବୁ ପୂରଣ କରିଥାନ୍ତେ।
ସବୁ ନିଜ ଆଖି ଆଗରେ ଦେଖି ଦେଇ ଯାଇ ଥାଆନ୍ତେ, ନବୀନ ବାବୁ, କାହିଁକି ନା ବଡ଼ ବଡ଼ ଯୋଜନା ରେ ବି ଏତେ ବଡ଼ ବଡ଼ ହେଭି ମେସିନ୍ ମଧ୍ଯ ଲାଗି ନ ଥିବ, ହୀରାକୁଦ ବନ୍ଧ ନିର୍ମାଣ କରିବାରେ ମଧ୍ୟ ଏପରି ମେସିନ୍ ବ୍ୟବହାର ହୋଇ ନ ଥିବ। କଳା ପାହାଡ଼ ହାତରେ ଯଦି ଏପରି ମେସିନ୍ ଲାଗି ଥାଆନ୍ତା ଆଜି ପାଣ୍ଡିଆନ କୁ ଶ୍ରୀହୀନ କରିବାକୁ ମିଳି ନ ଥାଆନ୍ତା । କଳା ପାହାଡ଼ ତା କାମ ସାରି ଦେଇ ଥାଆନ୍ତା ।
ଶ୍ରୀ ମନ୍ଦିର ର ଏପରି ଅବସ୍ଥା ପାଇଁ କେବଳ ଗଜପତି ମହାରାଜା ହିଁ ଦାୟୀ
Right.
मंदिर पर सरकार का नियंत्रण है
ଆଜ୍ଞା ନମସ୍କାର ଆଜ୍ଞା ମଠ ମନ୍ଦିର ସବୁ ଭାଙ୍ଗିବାରେ ଯେଉଁ ରୂପା ଇଟା ସବୁ ମିଳିଥିଲା ସେ ସବୁ କୁଆଡ଼େ ଗଲା ତାହା ଲୋକଲୋଚନକୁ ଆସିଲାନି ? ଜୟଜଗନ୍ନାଥ ଜୟ ଶ୍ରୀଜଗନ୍ନାଥ
ଅତି ସୁନ୍ଦର ଉପସ୍ଥାପନା ମହାଶୟ।
ଜଗନ୍ନାଥ୍ କେବେ କ୍ଷମା ଦେବେ ନାହିଁ। ପିକୁ ପଟ୍ଟନାୟକ ବିରୋଧ କରିବା ଯୋଗୁଁ ତାଙ୍କୁ ମିଛ କେସ ରେ ଫସାଇ ଦିଆ ଯାଇଥିଲା। ସବୁ ପ୍ରଭୁ ଜଗନ୍ନାଥଙ୍କ ଉପରେ ଛାଡି ଦିଅନ୍ତୁ ଆଜ୍ଞା।
ଆପଣ ଠୀ କ କହିଛନ୍ତି ।
ନବିନ ବାବୁ ଆଉ Pandian କଳାପାହାଡ଼ ହେଇ ମଠ ମନ୍ଦିର ଭାଙ୍ଗି ଦେଲେ
ପରମ ଭକ୍ତ ନବୀନ ବାବୁ ଖୋଳ ତାଡ଼ କରି ଯାହା ବାହାରିଲା ବିକ୍ରି କରି ଦଳୀୟ ଫଣ୍ଡସ୍ ବଢାଇ ଛନ୍ତି।
ଯଦି ଓଡ଼ିଶାରେ କେହି ବଚସ୍କର ଥାନ୍ତି ତେବେ ନବୀନ ର ସବୁଠାରୁ ବଡ ବଚସ୍କର ହେଉଛନ୍ତି ଗଜପତି ମହାରାଜ l
ଗଜପତି ୨୫ ବର୍ଷ ଧରି କିଛି ନକହିବା ନିରବ ସମର୍ଥନ ଆଶ୍ଚର୍ଯ୍ଯ ଲାଗୁଛି।
I'm daily viewer of nirvaya gumarkatha
ମୁ କହିବାକୁ ଚାହେଁ କି ଆମର ଗଜପତି ମହାରାଜ
ଦୁର୍ନୀତି କୁ ବହୁତ ପ୍ରଶୟ ଦେଇଛନ୍ତି
ଆପଣ ବହୁତ ଭଲସେ ଜାଣିଛନ୍ତି
ଶ୍ରୀମନ୍ଦିର ଧ୍ବଂସ ପାଇଁ ପୂର୍ବ ସରକାର, ଗଜପତି, ବର୍ତମାନ ର ସରକାର, ASI ସମସ୍ତେ ଦାୟୀ
ଏମାର ମଠ ରୁ ସୂନା ଈଟା ମିଳିବା
ପାଣିଆ ଓ ନବିନ ଙ୍କୂ ମାଟି ତାଡ଼ି ଆଉ ଜାହା ଅଛି ବୋହି ନେବାକୁ କହିଲା
ସେ ଗଜପତି ଙ୍କୁ ଆଗ ବାନ୍ଧି
ବିଜେଡ଼ି ରୁ କେତେ ଟଙ୍କା ନେଇଛନ୍ତି ତା'ର ବି ତଦନ୍ତ ହେବା ଆବଶ୍ୟକ
ଓଡ଼ିଶାର କଳା ପାହାଡ ଥିଲେ ନବୀନ ପଟ୍ଟନାୟକ। ଯୋଗ୍ଯ ପିତା ର ଅଯୋଗ୍ୟ ପୁତ୍ର।ଗଜପତି ଥିଲେ ଜଗନ୍ନାଥଙ୍କ ପ୍ରଥମ ସେବକ ପରିବର୍ତ୍ତେ ବିଜେଡି ଦଲର ବଡ ସେବକ।
ଗଜପତି ମହାରାଜା ବିଜେଡି ଦଳର କରାୟତରେ ଥିଲା ଭଳି ଅନୁମାନ କରାଯାଉଛି ।
ପୁରୀର ଆଜିର ପରିସ୍ଟିତି ପାଇଁ ନବୀନ ବାବୁ, ପାଣ୍ିଆନ ଓ ASI ଦାୟୀ
ନବୀନ ଓ ପାଣ୍ଡିଆନ୍ କୁ ବର୍ତ୍ତମାନ ର କଳାପାହାଡ କହିଲେ ଭୁଲ୍ ହେବ ନାହିଁ ।
❤ପରିକ୍ରମା ପ୍ରକଳ୍ପ ନାମରେ ଯେଉଁ ଧ୍ଵଂସ ଲୀଳା ନବୀନ ପାଣ୍ଡୁ ଶାସନ କାଳରେ କରାଗଲା ମହାପ୍ରଭୁ କାହାକୁ କ୍ଷମା ଦେବେନି ଜୟ ଜଗନ୍ନାଥ
ବାସ୍ତବ ନିୟମ ଭାଗିଂ ନିୟମ ବିରୁଦ୍ଧ କାର୍ଯ୍ଯ କରିଥିବା ବ୍ଯକ୍ତି ବିଶେଷକୁଂ ଜଗନ୍ନାଥ କ୍ଷମା ଦେବେନି॥
ଶ୍ରୀମନ୍ଦିର ର ଢାଞ୍ଚା ବି ଦୁର୍ବଳ ହୋଇଯିବ କାରଣ ମେଘନାଦ ପାଚେରୀ ରେ ଫାଟ ପଡ଼ିବା ଓ ପାଣି ଗଳିବା ର ଅର୍ଥ ପାଚେରୀ ପାଖ ର ମାଟି ଦୁର୍ବଳ ହୋଇଗଲାଣି, ହେଲେ ଏମିତି ଆଗରୁ ତ ହୋଇ ନଥିଲା ଏହା କେବଳ JCB ଲଗେଇ ଖୋଳା ଖୋଳି ହେବାର ଫଳ।
କାହିଁକି ଗଜପତି ମହାରାଜା ନବୀନଙ୍କୁ ପ୍ରଶଂସା କଲେ, ପ୍ରତ୍ନତାତ୍ବିକ ବିଭାଗ କାହିଁକି ଅନୁମତି ଦେଇଥିଲା
ASI gote central agency...au center re BJP thila...abe kahibe loka ki Sree Gajapati Maharaj b bjd supporter...Ama loka 🐑...
ପାଣ୍ଡିଆନ ଓ ଭାରତୀୟ ଆର୍କିଲୋଜିକାଲ ସଂସ୍ଥା ନାଁ ରେ କେଶ ହେଉ l
ଗଜପତି ଙ୍କୁ ବାଚସ୍ପତି କରିବାକୁ ଲୋଭ ଦେଖାଇ ଥିବେ ନ ହେଲେ କିଛି ଅଙ୍କ ବି!
ASI ଏସବୁ କାର୍ଯ୍ୟ କଲାବେଳେ କାହିଁକି ଚୁପଚାପ ରହିଥିଲା ? ମୋହନ ସରକାର କାହିଁକି ଏ ପର୍ଯ୍ୟନ୍ତ ଖୋଳତାଡ କରୁ ନାହାଁନ୍ତି ।
ଜନତା ମଧ୍ୟ କେବେଵି ମୋହନ ସରକାରଙ୍କୁ କ୍ଷମା ଦେବେ ନାହିଁ, ନବୀନ ବାବୁ ତ ଓଡିଶା ପାଇଁ ଜଣେ ସୈତାନ ଥିଲେ 👌👌
କେବଳ madam ଅପରାଜିତା ଷଡ଼ଙ୍ଗୀ ଓ ଓଟିଭି Pandian ର ପରିକ୍ରମା ପ୍ରକଳ୍ପ ବିରୁଦ୍ଧରେ ସ୍ବର ଉଠାଇ ଥିଲେ। ନବୀନ ସରକାର ଏହାକୁ ଭ୍ରୁକ୍ଷେପ କରି ନ ଥିଲେ।
ନାଟ ର ଗୋବର୍ଧନ 😄ଗଜପତି 🤦♂️
ଆଜ୍ଞା ଧନ୍ୟବାଦ
ଆପଣଙ୍କ ଆଜିର ଆଲୋଚନା ବାସ୍ତବିକ ଓଡିଶାବାସୀଙ୍କ ଚିନ୍ତା।ଏଥିରେ ଯିଏ ବି ଦୋଷୀ ହୁଅନ୍ତୁ ନା କାହିଁକି,ବର୍ତ୍ତମାନର ବିଜେପି ସରକାର ଆପଣଙ୍କ ଦୃଷ୍ଟିକୋଣକୁ ଅନୁଭବ କରି ଏହାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନ ନେଲେ ଲୋକେ ଏ ସରକାରକୁ ମଧ୍ଯ କ୍ଷମା କରିବେ ନାହିଁ !
ମହାପ୍ରଭୁଙ୍କ ଗୁପ୍ତ ସମ୍ପତ୍ତି ସୁରକ୍ଷିତ ଥାଉ, ଚାଲାଣ ନହୋଇଥାଉ, ଜିପିଆର ସର୍ଭେ ଏବଂ ପରିକ୍ରମା ପ୍ରକଳ୍ପ ସମସ୍ତ ତଥ୍ୟ ଓ ଖର୍ଚ ର ଶ୍ୱେତପତ୍ର ମାଧ୍ୟମରେ ଲୋକାଲୋଚନ କୁ ଅଣାଜାଉ,ଏ ଏସ ଆଇ ହେଉଛି ନାଟର ଗୋବର୍ଦ୍ଧନ, ଜିଏ ହେଉନା କାହିଁକି ଜଦି ଠାକୁର ଙ୍କ ସମ୍ପତି ଲୁଟ କରିଥାନ୍ତି ତାଙ୍କୁ ଧର୍ମ ସହିବ ନାହିଁ 😢👌🙏
କେବଳ ନବୀନ ବାବୁଙ୍କ ପାଇଁ ବାଇଶି ପାହାଚ ରେ ମୀନ ଖେଳିବା ସମ୍ଭବ ହୋଇପାରେ ......
ରୂପା ଇଟା ମିଳିବା ପରେ ନବୀନ ପାଟିରୁ ନାଳ ବାହାରିଲା।
ପାଣ୍ଡିଆନ ଆଉ ନବୀନ ଙ୍କୁ ବାନ୍ଧିକି ଜେଲରେ ରଖାଯାଉ, ଜଗନ୍ନାଥ ଙ୍କ ପ୍ରତି ବହୁତ ଅନ୍ୟାୟ କରିଛନ୍ତି, ଗଜପତି ପୁରା ନବୀନ ସରକାର ଙ୍କ ଦୃଢ ସମର୍ଥକ ଥିଲେ,ମୋହନ ସରକାର ଏହାର ତଦନ୍ତ କରି ଶ୍ରୀମନ୍ଦିର ର ର ସୁରକ୍ଷା କରାଯାଉ, 100 ମିଟର ଭିତରେ ସବୁ କାର୍ଯ୍ୟ କୁ ପୁରା ଭାଙ୍ଗି ଦିଆ ଯାଉ, ପାଣ୍ଡିଆନ ଆଉ ନବୀନ ଙ୍କୁ ଜେଲରେ ରଖାଯାଉ, ଏହି ଦୁଇ ଜଣଙ୍କୁ ଜେରା କରାଯାଉ
ଆଜି ମେଘନାଦ ପାଚେରୀକୁ ବିପଦ ଆସିଛି, ଶ୍ରୀମନ୍ଦିର ପ୍ରତି ବିପଦ ଅସମ୍ଭବ ନୁହେଁ /ଗାନ୍ଧିନଗର I I T ଯେଉଁ G P R ରିପୋର୍ଟ ଦେଇଛି ତାହା ନଥି ଭିତରେ ଥିଲେସିନା ସାର୍ବଜନୀନ ହେବ, ନଥିଲେ କଣ ହେବ / 2019--2024 ଏ ପାଞ୍ଚବର୍ଷରେ ଓଡିଶାରେ ଗଣତନ୍ତ୍ର ଶାସନ ନଥିଲା,, ତାହା ଥିଲା ଏକଛାତ୍ରବାଦ ଶାସନ , ସେ ସମୟରେ ଯିଏ ବିରୋଧ କରିଥାନ୍ତେ, ସେମାନଙ୍କୁ ନିର୍ଯାତନା ଦିଆହୋଇଥାନ୍ତା ଓ ମିଥ୍ୟା ମକଦମାରେ ଫସାଇ ଜେଲରେ ଠୁଙ୍କି ଦେଇଥାନ୍ତେ /
ସେହି ସମୟରେ ମୋ ସହିତ ଅନ୍ୟ ବହୁତ ଜଗନ୍ନାଥଙ୍କ ଭକ୍ତ ମାନେ, ସୋସିଆଲ ମିଡିଆରେ 9:47 ଏହି ପରିକ୍ରମା ପ୍ରକଳ୍ପ କୁ ବିରୋଧ କରି ପାଣ୍ଡିଆନଙ୍କୁ କଳାପାହାଡ଼ ବୋଲି ବର୍ଣ୍ଣନା କରୁଥିଲୁ । କିନ୍ତୁ ବିଜେଡି ଦଳୀୟ ନେତା, କୁଜି ନେତା ଓ କର୍ମୀମାନେ କହୁଥିଲେ, ପାଣ୍ଡିଆନ ଜଣେ ବିକାଶ ପୁରୁଷ, କିନ୍ତୁ ଆମେ କହୁଥିଲୁ ବିନାଶ ପୁରୁଷ ।
BJD ହଉ ବା BJP ସବୁ ଗୋଟିଏ ନାଉର ମଞି । କିଛି ନିଉଜ ଚ୍ୟାନେଲ ଓ ନି୍ଭୟ ପେପର ଯେହେତୁ paid ବା managed ହେଇପାରିବେ ନି ସେଥିପାଇଁ ବିରୋଧ କରୁଥିଲେ
Excellent comment and presentation..Thank you for your brave and true facts. This is best devotion towards Mahaprabhu Jagannath. This is the best episode of your entire career of Nirvay Gumar Katha.Jagannath bless you to continue this journey 🙏
ଆଜ୍ଞା, ରତ୍ନଭଣ୍ଡାର ସର୍ଭେ ଓ ଗଣତି ଉପରେ ଆପଣ କିଛି ବିସ୍ତୃତ ତଥ୍ୟ ଦିଅନ୍ତୁ | ଓଡିଶାବାସି ଆପଣଙ୍କ ନିରପେକ୍ଷ ମତା ମତର ଅପେକ୍ଷାରେ ଅଛନ୍ତି, କାରଣ ସର୍ଭେ କମିଟି ଠାରୁ ସରକାର ପର୍ଯ୍ୟନ୍ତ ସମସ୍ତେ ନୀରବ |
ଜୟ ଶ୍ରୀରାମ
Jay Jagannath sir namaskar apana nka nirvaya jaha karuthila absolutely right 🙏🙏
ପ୍ରଚାର ଯାତ୍ରା କର ରଥଯାତ୍ରା ଅଦିନିଆ ରେ କର ନାହିଁ।
ଜୟ ଶ୍ରୀ ଜଗନ୍ନାଥ 🙏🌹।
ଅବଶ୍ୟ ପଡିବ ନିଶ୍ଚୟ ପଡିବ।
ଗଜପତି ସବୁ ଜାଣିଛନ୍ତି, ଭବିଷ୍ୟତ ରେ ଗଜପତି ଙ୍କ କାର୍ଯ୍ୟ କୁ ତଦନ୍ତ ପରିସର କୁ ଆଣନ୍ତୁ, ତାଂକୁ ମଧ୍ୟ ପାଣ୍ଡିଆନ ଆଉ ନବୀନ ଦଶା ଭୋଗିବାକୁ ଦିଆ ଯାଉ, ଜଗନ୍ନାଥ ଗଜପତି ଙ୍କ ବିଚାର କରିବେ,ଗଜପତି ବହୁତ କିଛି ପାଣ୍ଡିଆନ ଙ୍କ ଠୁ ପାଇ ଥିବେ, ଏହାର ମଧ୍ୟ ତଦନ୍ତ ସୁପ୍ରିମ କୋର୍ଟ ଙ୍କ ଏକ ବିଚାରପତି କରନ୍ତୁ, ଗଜପତି ଙ୍କ ଭଦ୍ର ମୁଖା କୁ ଖୁଲା ଯାଉ
Bhai Sree Gajapati maharaj ku sanman daiki comment lekha...Nijaku Prabhu ka Bhakta kahucha au tanka chalanti Pratima ku asanman karucha??
କୋଟି କୋଟି ଜଗନ୍ନାଥ ପ୍ରେମୀ ତଥା ଶ୍ରଦ୍ଧାଳୁଙ୍କ ମନର କୋହ, ନିରବରେ ବସି ସବୁ ଶୁଣୁଛି ଦେଖୁଛି କାଳିଆ ମହୀରୁହ। ଜୟ ଜଗନ୍ନାଥ!!!
ପୁରୀ ରାଜା ଗଜପାତି ମହାରାଜ, ASI ଏବଂ ଶଙ୍କରାଚାର୍ଯ୍ୟ managed ହେଇଯାଇଥିଲେ
ଜୟ ଜୟ ଶ୍ରୀ ଜଗନ୍ନାଥ । ଚାରି ଦ୍ବାର ଖୋଲା ଗଲା ଭଲ ହେଲା । ଭକ୍ତ କେମିତି ସହଜ ସରଳ ସୁନ୍ଦର ଭାବେ ଦର୍ଶନ କରିବେ। (ହେଉ ପଛେ ଘରେ ରହି ଦଶଦିନ ଅପେକ୍ଷା କରିବେ କି ପୁରୀରେ ରହି ଦୁଇ ତିନି ଦିନ ଅପେକ୍ଷା କରିବେ ।) ସେହି ବ୍ୟବସ୍ଥା କରନ୍ତୁ । ଗୋଟିଏ ସରକାର ଚାରି ଦ୍ବାର ଖୋଲି ଦେଲେ ବୋଲି ବାହାଷ୍ଫୋଟ ମାରନ୍ତୁ ନାହିଁ । ଖୋଲିବା ଥିଲା ଖୋଲିଲା । 2. ଶ୍ରୀ ମନ୍ଦିର ନିକଷ୍ଥ ମନ୍ଦିର ଭାଂଗିଲେତ ଭାଂଗିଲେ ଗଭିର ଖୋଳତାଡ୍ ଭାରି ମେସିନ୍ ଦ୍ବାରା , ଏହା ଭିରି ବିପଦ ନିଶ୍ଚିତ। 3. ଖବର କାଗଜ କୁହନ୍ତୁ, ରାଜନୈତିକ କୁହନ୍ତୁ, ସାଧାରଣ କୁହନ୍ତୁ । ଭୟ କରୁଥିଲେ ସେହି ଅଭିଶପ୍ତ ସରକାରଙ୍କୁ । ବିରୋଧ କଲେ ଜେଲ ଓ ନିର୍ଯ୍ଯାତନା ଲୋକଙ୍କ ଅନ୍ତରର ଅଭିଶାପ ଓ ଜଗନ୍ନାଥଙ୍କ ତିର୍ଯ୍ୟକ ଦ୍ରୁଷ୍ଟିର ପ୍ରଭାବ ରେ ସରକାର ତ ଗଲା ଦଳ ନିଶ୍ଚିହ୍ନ ହେବ।
ନାଇଁ ଆଜ୍ଞା ଏହା ମଧ୍ୟ ଜଗନ୍ନାଥଙ୍କ ଇଚ୍ଛା
ସାର ପ୍ରଣାମ 🙏🌹
ସର୍ଭେ ରେ ଜାହା ଜଣା ପଡ଼ିଥିବ ସେ କେବଳ ପାଣ୍ଡିଆନ କୁ ଜଣା ଦିୟା ନିୟା ସେସବୁ କରୁଥିଲା l ମେସିନ ଦ୍ୱାରା ଖୋଲିବା ଯୋଗୁ ମେଘନାଦ ପାଚେରୀର ଏ ଅବସ୍ଥା ଅଘକୁ ବହୁତ କିଛି ହେବ ଜାହା ଜଣା ପଡୁଛି ସବୁ ଠାରୁ ବଡ଼ ଦାଈ ଆମ ଓଡ଼ିଆ ଲୋକ ଏବଂ ଆମ ଗଜପତି ମହା ରାଜା ସେ
ଚାହିଁଥିଲେ ସରକାର ଉପରେ ଚାପ ପକେଇ ପରି ଥାଆନ୍ତେ l
700 ବର୍ଷ ଭିତରେ ଏଭଳି ଉନ୍ନତି ହୋଇ ନ ଥିଲା.
Haha exactly, eita hin chapa heithila news paper r😂
700 ବର୍ଷରେ ଯାହା ନହୋଇଥିଲା, ତାହା କରିଛନ୍ତି
Jay shree jagannath
Sir ଚକାଆଖି ଶ୍ରୀମନ୍ଦିର ରେ ସବୁ ଦେଖିଚି
ଉଚିତ ଦଣ୍ଡ ଦେବ
ଆଗକୁ ଦେଖିବେ କାଳିଆ କଣ କରିବ
ସାର୍, କଣ ଅସୁବିଧା ଅଛି ତଦନ୍ତ କରିବାକୁ ଟିକେ ପୋଡକ୍ୟାଷ୍ଟରେ ଚଳିତ ସରକାରଙ୍କ କୌଣସି ବି ମନ୍ତ୍ରୀଙ୍କୁ ପଚାରନ୍ତୁ।
You have raised right point
. Now it's right point for moham sarkar to save Jagannath temple
ଅରବିନ୍ଦ ମୁଦୁଲିଙ୍କ ଏକ ଗୀତ:-
ଚାଳରେ ମୋ ବସୁ
ପଛେ ଶାଗୁଣା ପକ୍ଷୀ
ମୋ ଘର କାନ୍ଥ ପଥର
ପଡୁ ପଛେ ଖସି ।
ବଡ଼ ଦେଉଳରେ ଜଗାକାଳିଆ ରେ
ତୋର ଶାଗୁଣା ନ ବସୁ
କି ପଥର ନ ଖସୁ
କି କିର୍ତ୍ତୀ ଚନ୍ଦ୍ରେ କଳଙ୍କ
ନ ଲାଗୁ କଳଙ୍କ ନ ଲାଗୁ।
Good news sir
Hard truth❤
Sir pranam. Gajapati and bjd dala mandira pain bipad dakianichhanti.
Good
👍
Sir apanaku bahut bahut dhanyabad.
Lord Jagannath will never excuse Naveen Ji n Pandian. Excellent presentation
କିଛି ବି ଅପ୍ରତ୍ୟାଶିତ ନାହିଁ, ଯାହାକି ୪୨୦୦ କୋଟି ଟଙ୍କାର ପରିକ୍ରମା ପ୍ରକଳ୍ପ ର ପ୍ରତିକ୍ରିୟା ର ସମ୍ଭାବନା ଅଛି।
ମହାରାଜ କହିଥିଲେ
ଅର୍ପଣ ରଥ କରି ଚାଉଳ ମାଗିବା ଆମର ନିଷ୍ପତି ନ ଥିଲା
ନବୀନ ତ ସବୁ ମଠ ମନ୍ଦିର ଭାଙ୍ଗିଲା ପରେ ଜଗନ୍ନାଥ ମନ୍ଦିର କୁ ପରୋକ୍ଷରେ ଭାଙ୍ଗିଦେବାକୁ ଚକ୍ରାନ୍ତ କରୁଥିଲେ ।
ସାରଅଆଣ୍ଣଙସହ ମୁଁ ଏକମଡ🎉
Bahut bhala lagila meghanada pare karma prachira kath.....!!!!!
ବିଜେଡି ବିଜେପି ତ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ l
ପାଣ୍ଡିଆନ ଜାଣିଥିଲେ ପୁରୀ ମଠ ମନ୍ଦିର ମାଟି ତଳେ ସୁନା ହୀରା ମୋତି ମାଣିକ ଅଛି । ତେଣୁ ରାତି ଅଧିଆ ଖୋଳା ଖୋଳି ଚାଲିଥିଲା ।
ମହାରାଜା କହିଥିଲେ ପାଞ୍ଚ ଶହ ବର୍ଷ ଭିତରେ ଏପରି କେହି କରିନଥିଲେ ଯାହା pandian କଲେ ନବୀନ ପଟ୍ଟନାୟକଙ୍କ ରାଜୁତି ସମୟରେ।
ଗଜପତି କିମ୍ବା ନବୀନ କାହାରି ଦୂର ଭବିତ ବ୍ୟ ଦୃଷ୍ଟି ନାହିଁ ଏହା ସତ୍ୟ । ସୃଷ୍ଟି ବିଧାନ ଓ ସ୍ଥାୟୀତ୍ଵ କୁ କିପରି ଦୀର୍ଘଜୀବି କରାଯିବ ସେ ମୁନ୍ଦରେ ସାଧାରଣ ଜ୍ଞାନ ସୁଦ୍ଧା ନାହିଁ ।
ଶ୍ରୀ ମନ୍ଦିରର ପଛରେ ପୁରା ପଡି ଯାଇଛନ୍ତି । ପ୍ରଥମେ ମନ୍ଦିର ଗାତ୍ର କୂ କୋଡିଏ ବର୍ଷ+ ପିଟି ଖୋଳି ଚୁନ ଛଜେଇଲେ । ତାପରେ ପଥଳ ଥରକୁ ଥର ପଥର ଖସିଲା । ପୁଣି ସେଭଳି ଭଙ୍ଗାରୁଜା ଚାଲିଲା କେତେ ବର୍ଷ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭରସା ।
ଜୟ ଜଗନ୍ନାଥ
ଯଦି ସୁନା ରୂପା ମିଳିଯିବ, ସେଥିପାଇଁ
ଆପଣ ଭୁଲ କଥା ବାରମ୍ବାର ଗପୁଛନ୍ତି
In 700 years this project is a remarkable work
I have also posted my objections in twitter
Hari das
Jay Jagannath...700 barsa purbaru emiti kama heinathila
History will never excuse Navin Patnaik & v k pandian .
Sabu heritage site n mandir like our Sree mandir ra care naba ASI ra responsibility....which is a central agency...au Agaru b Sree Mandir re stone khasichi...meghanada pachiri re problem haichi...a sabu bohut old structure...Sethi pani galuchi...bhangini kichi....like 🐑 sheep jiye jaha kahila madijiba...sabubele politics 😀 😂😂..Abe mandir charipakha kete spiritual laguchi...au a sabu helani kete din hela...and Phata kn wait karithila ki bjd gale bahariba??Ama sir kara ta without bjd asthma baharijiba...he can't survive....real issues anantu sir...otherwise congress pari hajijibe...au bjd pari budhi sikhibe
ରଙ୍ଗ ବଦଳାଇବାରେ ମାହିର
ମୋ କମେଣ୍ଟ କାହିଁକି ପଢୁ ନାଁହାନ୍ତି
Nabin babu , many many thanks for your information, i do request you please try to telecast the same thing in national label electrical media house. So Pandu and Nabin Pattanayak should be exposed.
Yes,we do admit you.Lord Jagannath will not forgive Mohan govt.
All those responsible will be penalised for destruction of ' Matha and Mandir '
Please wait lord Jagannath will punish them
Even role of ASI is very shady
Kendra sarkar ASI against re action karantu n Mohan sarkar sethipain suparish karantu.
ASI, ପୋପଭକ୍ତ ନବୀନ, ଲୁଟେରା ପାଣ୍ଡିଆ, ଗଜପତି ଓ ସେତେବେଳର ବିରୋଧୀ ବିଜେପି ନେତା ମାନଙ୍କର ମିଲିଭଗତରେ ହିନ୍ଦୁ ମାନଙ୍କର ଶ୍ରେଷ୍ଠଧାମକୁ ବିନାଶ କରିବାର ଚକ୍ରାନ୍ତର ପରିଣାମ ! ଏମାନେସବୁ କଳାପାହାଡ଼ ଭୂମିକାରେ ଅବତୀର୍ଣ ହୋଇଥିଲେ କିନ୍ତୁ ମୂର୍ଖ ଓଡ଼ିଆ ଜଗନ୍ନାଥଙ୍କୁ ଭୁଲି ନବୀନ ପାଣ୍ଡିଆ ମାୟାରେ ବାୟା ହୋଇଗଲେ !
Mahaprabhu Srimandira ra kichhi khyati naheu.
Digging due to want of gold and silver slabs from Mathas of Puri,
Jagganatha-sabubughibe-sir
There was protest for demolition of Mangu Matha, but they were forced to shut their mouth.
Not a parikarama project, rather PARIKSHANA PROJECT .
E bjd dala pravu jagannath avisaparu budijiba🙏
ଭାରତୀୟ ଜନତା party ଏବେ ଯେତେ ଜୋରରେ ଶ୍ରୀମନ୍ଦିର ବିଷୟରେ କହୁଛି ବିରୋଧୀଦଳରେ ଥିଲାବେଳେ ଏତିକି ଜୋରରେ ମଧ୍ୟ ଵିରୋଧ କରି ନଥିଲା. କାହିଁକିନା ସେତେବେଳେ ମଧୁଚନ୍ଦ୍ରିକା ଚାଲିଥିଲା. ରାଜରାସ୍ତାରେ ଵିରୋଧ ତ ମୋଟେ ନଥିଲା କେବଳ ଲୋକଦେଖାଣିଆ ବିବୃତି ଦେଉଥିଲେ. ଜଣେମାତ୍ର ଅପରାଜିତା ଷଡ଼ଙ୍ଗୀ ତଥ୍ୟ ସହିତ ଵିରୋଧ କରୁଥିଲେ ଯାହାପଛରେ ଭାରତୀୟ ଜନତା party ର ନେତାମାନଙ୍କର ଟିକେହେଲେ ଆନ୍ତରିକ ସମର୍ଥନ ନ ଥିଲା. ସମସ୍ତଙ୍କୁ କାର୍ତ୍ତିକେୟନ ପଟ୍ଟନାୟକ manage କରି ଦେଇଥିଲେ. ସ୍ୱାର୍ଥକେନ୍ଦ୍ରିକ ରାଜନୀତି ଓଡିଶା ସାଂକୃତିକ ଆଧ୍ୟାତ୍ମ୍ମିକ ପ୍ରାଣକେନ୍ଦ୍ରକୁ ନଷ୍ଟ କରିଦେଲା. ହେ ଜଗନ୍ନାଥ,କେବଳ ତୁମେ ଜାଣ କଣ ସତ. ଜୟ ଜଗନ୍ନାଥ
Ehikatha BJP ra D.Pradhan ku pacharile Bhala Heba
Thik katha sir Nirbhay ku Mahaprabhu Jagannath sahile kintu Bidharmi Nabin nku sahileni seithipain danda swarup sasanaru bahar karidele
ନମସ୍କାର ଆଜ୍ଞା
ବହୁ ଆଗରୁ ଲେଖିଥିଲି ଆପଣ ଙ୍କ ପୁରୁଣା episode ରେ। ଓଡ଼ିଶା ରେ ମଠ ମନ୍ଦିର ଭାଙ୍ଗିବାକୁ ଅଧିକାର ଦେଲା କିଏ ????
କ୍ଷମା ଚାହିଁବି କିନ୍ତୁ
ଏ ଶଳା ନବୀନ ପଟ୍ଟନାୟକ, ଆଉ ପାଣ୍ଡିଆନ ସଂପୂର୍ଣ୍ଣ ଭାବେ ଦାୟୀ। ଶଳା ଦୁଇ ଟା ଙ୍କୁ ମାଡ଼ ମାରିବା ଦରକାର। ଆଉ ଏ ସରକାର ଯଦି ପଦକ୍ଷେପ ନନେବେ ତେବେ ମହାପ୍ରଭୁ କ୍ଷମା କରିବେନି । ଶଳା ବିଜୁ ପଟ୍ଟନାୟକ, ନବୀନ, ପାଣ୍ଡିଆନ ବଂଶ ବୁଡିବ। କୁକୁର ଚୋର ଶଳା।
ଗଜପତି ମହାରାଜ ବିଜେଡ଼ିର ପ୍ରଚାରକ ଥିଲେ। ଦୁଃଖ ଲାଗୁଛି ଗଜପତି ମହାରାଜା ଙ୍କ ଭୂମିକା
ପୁରୀ ପଣ୍ଡା ମାନେ ବି ଚୁପ ଥିଲେ। ବିଜେପି ଚୁପ।
Also supported by X B JP MLA of puri JAYANT SARANGI
Yes.Turn of the temple will come.Why BJP remained silent at the time of demolition?