UP Chief Minister Yogi Adityanath Addresses Public Gathering In Odisha's Banapur
ฝัง
- เผยแพร่เมื่อ 22 พ.ค. 2024
- UP Chief Minister Yogi Adityanath delivered a powerful and inspiring speech at a public gathering in Banapur, Odisha. Addressing the enthusiastic crowd, he spoke about development initiatives, the importance of strong leadership, and the future of Odisha under dynamic governance.
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #Odisha #YogiAdityanath #Banapur #Odisha #PublicSpeech #Leadership #Development #OdishaEvents #PoliticalNews #InspiringSpeech #Progress #Unity
ଯୁବବର୍ଗଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ ଖେଳୁଛି ବିଜେପି
୧୫ ଲକ୍ଷ ଟଙ୍କା ଆକାଉଣ୍ଟକୁ ଆସିବ? ଏହା ବୋଧେ ଏକବିଂଶ ଶତାବ୍ଦୀର ସବୁଠୁ ବଡ ମିଛ
Tu kidney bech de..15lak mil jayega 😂
ଯୁବବର୍ଗଙ୍କୁ ଚାକିରି ନାହିଁ, ମହଙ୍ଗା ମାଡରେ ଜନତା ହାଇଁପାଇଁ । ଇଏ କଣ ଅଚ୍ଛେଦିନ
Jay Jagannath 🙏🏻 🙏🏻 🙏🏻
Mu first like kari6i
ବର୍ଷକୁ ୨ କୋଟି ଚାକିରି । ଘୋଷଣା ବୋଧେ ବିଜେପି ନେତାଏ ଭୁଲିଗଲେଣି ।
ଚିକ୍କିଣିଆ କଥା କହିବେ, ଭୋଟ ହାତେଇବା ପରେ ପଛରେ ଲାତ ମାରିବେ । ଏହା ହିଁ ବିଜେପି ନେତାଙ୍କ ଅଭ୍ୟାସ
Jay jagannath🙏🙏
ନିଯୁକ୍ତିର ନାଁ ଗନ୍ଧ ନାହିଁ, ଯୁବବର୍ଗଙ୍କ ଭବିଷ୍ୟତ ଗଲାଣି ଅନ୍ଧାର ହୋଇ
Pandu ku vote de se tamilnadu re daba job 😂
ବିଜେପି ସରକାରରେ ହିଁ ଦେଶରେ ବେକାରୀ ହାର ସବୁଠୁ ଉପରେ,ଏକଥା କଣ ଅନ୍ଧଭକ୍ତ ମାନିବେ
ଓଡ଼ିଶାର ବିକାଶ ଚାହେଁନି ବିଜେପି, ଆଉ ଏଥିରେ ସହଯୋଗୀ ସାଜିଛି ରାଜ୍ୟ ପଦ୍ମଦଳିଆ ୟୁନିଟ୍ ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ହେଲା କଣ? ଏକଥା ରାଜ୍ୟ ବିଜେପି ନେତାଙ୍କୁ ପଚାରନ୍ତୁ
ବିଜେପି ପାଇଁ ସବୁଠୁ ବଡ ଆଲର୍ଜି କଣ ଜାଣନ୍ତି, ଚାକିରି
Jay shree ram
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବିଜେଡି ଲଢୁଛି, କିନ୍ତୁ ରାଜ୍ୟ ବିଜେପି ପାଟିରେ କଣ ତାଲା ପଡିଛି
ଜୟ ଜଗନ୍ନାଥ 🙏🙏🙏jay BJP 🙏🙏🙏
Odisha ku Target Kalani 0:00
Hello
BJP ❤️😘❤️😘❤️
Welcome to odisha yogi ji❤️
ଦଳୀୟ ସ୍ୱାର୍ଥ ପାଇଁ ରାଜ୍ୟର ସ୍ୱାର୍ଥକୁ ପାଦରେ ଦଳିମକଚି ଦେଉଥିବା ବିଜେପିକୁ ବେଳହୁଁ ସାବଧାନ
PGL
ରାଜ୍ୟର ସ୍ୱାର୍ଥ ନୁହେଁ ଦଳୀୟ ସ୍ୱାର୍ଥ ଓଡ଼ିଶା ବିଜେପି ପାଇଁ ଗୁରୁତ୍ୱ ବହନ କରେ
Jay bjp,jay jagannath
ଧୋକା ଦେବାରେ ବିଜେପି ଠାରୁ କେହି ବଳିଯିବେନି, ସେଥିପାଇଁ ତ ବିଜେପିକୁ ଓଡ଼ିଶାବାସୀ ଆଦୌ ପ୍ରଶୟ ଦିଅନ୍ତିନି
Jaya Jagannatha Jaya BJP Dharmaku Rajaniti Karuchi Hele Odishare Jodisankha Nabeen Sarakara
Vote for bjp
Jay shree ram