Pura micha mu jaichi Paisa kameiba ra full formula pura tiket katibe bhitaraku gale tiket neijibe eara 8jana loka achanti tautar dala numuni Bihar mate kahila ki tama pai alaga special puja karibaku padiba 4000tanka jamakara Eaibhali lutuchanti lumuni Bihar re
Mu arta trana bagarti kahuchi sonepur distik ru Apana nka shakti mo mana ku paila tenu mu tama padatale coti juhar 🙏🙏🙏mu Apananka mantra kenti parli Apnanko pun kale daja kari phon tiku otha be Jay shri ram jay hanuman ❤❤❤
Sir apana nka video mu sabubele dekhuchi but apana a chora mana nku please anantuni ,ea kia mu janichi bhagwan yanku dekha kari kahuchanti mo naa nai bepar kare , oh god
ସବୁ ମିଛ କଥା ମୁ ବି ଯାଇଥିଲି ମୋର ଗୋଟେ ପୁତୁରା କୁ ନେଇକି ଯାଇଥିଲି ଥରେ ନୁହେଁ 13ଥର ଯାଇଥିଲୁ କିଛି ବି କାମ କରିଲାନି ସବୁ ମିଛ ଏ ଦୁନିଆରେ ସବୁଠୁ ସତ ସେ ହେଉଛି ଭଗବାନ 🙏ଏ ବାବା ମିଛ.. ପଦରେ ପାଦ ଛନ୍ଦା ଏ ବାବା ହୋଉଛି ମୋ........ ଧନ୍ଦା
Kan hei thila ki bhai
@@LipuParida-c1oclg
😭🙏🙏🙏💐sir🙏 namaskar🙏
Sampurna michha, Nija upare biswas rakhile Ela phala miliba.
ବିଶ୍ୱାସ ହେଉଛି ପ୍ରତିଟି ରୋଗ ଭଲ ହେବାର ସର୍ବତମ ଔଷଧ,ଆଧ୍ୟାତ୍ମିକ ହେଉ ବା ବିଜ୍ଞାନ, ବିଶ୍ୱାସ ହେଉଛି ସବୁଠୁ ବଳବାନ
Mu nije try karichi biswas re
Safala hele @@BachakarKola
Tutor nku biswas kale maribo
8
1ľ
ମୁଁ ମୋ ମାକୁ ନେଇକି ଅନେକଥର ଯାଇଛି କିନ୍ତୁ କିଛି ଲାଭ ହେଇନି ବରଂ କ୍ଷତି ହେଇଚି ସେ ହାତ ଗୋଡ଼କୁ ମୋଡ଼ିମାଡ଼ି କରନ୍ତି ସେଥିରେ ଅଧିକ enjord ହେଇଗଲେ 🥺🥺
Jagatsinghpur ra kou jagare dekhanti a baba tk kahi paribe ki
@@nandinirinky3792 Mu sunuchi mandasahi re kn
କେତେ ଟଙ୍କା ପିସ୍ ଦେଇଚ ଲେଖିବ ଭାଇ ପ୍ରାସାସନିକ ମିଡିଆ ସବୁ ତା ପକେଟ୍ ରେ
Mo diabetis vala karidiantu
Sata kathha sir
ହୁଣ୍ଡା ସାମ୍ବାଦିକ କୁ ପ୍ରଖ୍ୟାତ ଟାଉଟର 🥺
ମୁଁ କେବଳ ଭଗବାନଙ୍କୁ ବିଶ୍ୱାସ କରେ ଓ ନିଜ କର୍ମ ଉପରେ ପୂର୍ବ ଜନ୍ମରେ କିଛି ଭୁଲ କରିଛେ ବୋଲି ଆମର ରୋଗ ଅଛି ଏହାକୁ ଭୋଗିବାକୁ ପଡ଼ିବ
ଭଣ୍ଡ ବାବା ଚମତ୍କାରୀ ଠକ
Thik katha
Chela achanti
ବାବା ନମସ୍କାର ! ଆପଣ କଣ ସତରେ ଭଗବାନ୍ ? ଯଦି ଆପଣ ସତରେ ଭଗବାନ ତେବେ ମୁଁ ସେହି ଦିନକୁ ଅପେକ୍ଷା କରୁଛି ଯେବେ ଆପଣ ଗିରଫ୍ ହେବେ ଆଉ ଜେଲ୍ ହାଜତକୁ ଯିବେ ଏବଂ ଯୋଉ ସମୟରେ ଆପଣ ଜେଲ୍ ହାଜତରେ ସାରଥୀ ଭଳି ରହିବେ ସେତେବେଳେ ଯଦି ଜେଲ୍ ଗେଟକୁ ଆପଣ ଛୁଇଁଦେଲେ ଗେଟ୍ ଆପେ ଆପେ ଖୋଲିଯିବ ଏବଂ ଆପଣ ଆପେ ଆପେ ପଦାକୁ ବାହାରି ଆସିବେ ସେହିଦିନ ଆମେ ଭାବିବୁ ଯେ ଆପଣ କୌଣସି ତାନ୍ତ୍ରିକ ନୁହଁନ୍ତି । ଆପଣଙ୍କ ଦେହରେ ନିଶ୍ଚୟ କୌଣସି ଦୈବ ଶକ୍ତି ରହିଛି । ଏବେ ବାବା ଆମେ କହୁଛୁ !ସେହି ଦିନକୁ ଆମେ ମଧ୍ଯ ଅପେକ୍ଷାରେ ରହିଲୁ । ଯେ ଆପଣ କେବେ ଗିରଫ୍ ହେବେ ଆଉ ପ୍ରକ୍ରୁତ ସତ କଥାଟା ପଦାକୁ ଆସିବ ?
Ha ha ha lajya aku kuha jaye bhadrami saha sanmana 😂😂😂 bhai apana nka katha re dum achhi 😝😝
4:31
ଦେବାଶିଷ ବାବୁ ଆପଣ ଏମିତି ଅନ୍ଧ ବିଶ୍ବାସ ସମାଜ ରେ ପ୍ରଚାର କରନ୍ତୁ ନାହିଁ କାରଣ ଏଇ ବାବା ଙ୍କ ପାଖକୁ ମୁ କୋଡ଼ିଏ ଶନିବାର ଯାଇଚି ପ୍ରତିଥର ପାଞ୍ଚ ଶହ ଟିକେଟ କରି କିଛି ଲାଭ ହେଲାନି କି କାହାର ହେବାର ମୁଁ ଦେଖିନି କି ସୁଣିନି ସେ ମୋତେ ଭଲ କି ଚିହ୍ନି ବେ ମୋ ଝିଅ କୁ ନେଇ କି ଯାଉଥିଲି ମୁଁ ଭୁବେଶ୍ବରର ନନ୍ଦନ ବିହାର ରେ ରୁହେ
ଆପଣ ସତ କହୁଚନ୍ତି କି ମିଛ କହୁଛନ୍ତି ମୁଁ ଜାଣିନି କିନ୍ତୁ ମୁଁ ଆପଙ୍କ କଥାରେ ଏକ ମତ
@@jeeban. ମୁଁ କାହିଁକି ମିଛ କହିବି sir ସତ୍ କଥା
Mun bi jaichi kichhi labha helani ate prachara hauchi kaumanankàra bhala hauchi mun bujhi paruni
Mun bi jaichi kichhi labha helani ate prachara hauchi kaumanankàra bhala hauchi mun bujhi paruni
Pura micha mu jaichi Paisa kameiba ra full formula pura tiket katibe bhitaraku gale tiket neijibe eara 8jana loka achanti tautar dala numuni Bihar mate kahila ki tama pai alaga special puja karibaku padiba 4000tanka jamakara
Eaibhali lutuchanti lumuni Bihar re
ଏଥର ହସପିଟାଲ ବନ୍ଦ
🎉🎉
ମୁଁ ବାବାଙ୍କ ପାଖକୁ ଯାଇଥିଲି,,, ମୋ ମୁଣ୍ଡରେ ହାତରଖିଥିଲେ କିଂନ୍ତୁ ମୋର ଉଚ୍ଚ ରକ୍ତଚାପ ରୋଗ ଭଲହେଲାନାହିଁ,, ୟେ ଭଣ୍ଡ ବାବା....,, ଦୟାକରି ବିଶ୍ୱାସ କରନ୍ତୁନାହିଁ 16:25
ପ୍ରତ୍ୟେକ ଅନ୍ଧ ପ୍ରତିପଦ କ୍ଷେପରେ ଖାଲରେ ପଡ଼ନ୍ତି ନାହିଁ । । ପୁନଶ୍ଚ ନବେ ପର ସେଣ୍ଟ୍ ଅନ୍ଧ ବିନା ବାଡିରେ ଚାଲିଲେ ମଧ୍ୟ ଗାଲରେ ପଡନ୍ତି ନାହିଁ ଆର୍ତ୍ତିଆଟା ମହାଠକ ,🙏👌
ବାବା ପ୍ରଣାମ 🙏🙏, ମୋ ଗୋଡ଼ଦରଜଫୁଲା ସହିତ ହାତ ର ଦୁଇ ଖୁଆ ଦରଜ. ଅନେକ ଥର ଫୋନକରିଛି, ମେସେଜ ପଠାଇଛି ଏବେବି ଜଣାଉଛି ବାବା ଟିକେ ଆଶ୍ରିବାଦ ଦିଅନ୍ତୁ, ଯିବାକୁ ବାହାରି ଥିଲେ ବି ଯାଇ ହେଉନି, ଟିକେ ଭଲ ଲାଗିଲେ ନିଶ୍ଚୟ ଯିବି.ନମସ୍କାର,ଧନ୍ୟବାଦ.
କବି- କୁନ୍ତଳା, ସାମ୍ବାଦିକ କଟକ.
Great Podcast ❤
ଏ ହେଉଛି ପେଲା ବାବା
The best post cast ..best anchor ..
ହୋଇଓ ଆରତ ବାବା ସତରେ ଆପଣ କେତେ ନମ୍ବର ବେହିଆ କହିଲେ ତୁମେ ଯଦି ଛୁଇଁ ଦେଲେ ରୋଗ ସବୁ ଭଲ ହେଇଯିବ ତେବେ ତୁମେ ନିଜ ଦେହକୁ ଆଗ ଛୁଇଁକି ଦେଖ ଯଦି ତୁମେ ନିଜେ ପଥର ପାଲଟି ଯିବ ଆଉ ସବୁଦିନ ପାଇଁ ମନ୍ଦିରରେ ପୂଜା ପାଇବ।
Correct
🙏🙏🙏 ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
Debasis bhai thank you
Debasish babu is very excellent and best pointer..
Jay jagannath
Eha satya
ଜୟ ଶ୍ରୀ ଜଗନ୍ନାଥ 🙏
Right baba brahmana nkara puja ra sakti ahhi semiti baba nka pakhe Sri mahadev nka asirbad achhi
ବାବା ଙ୍କ mantra ରେ ବହୁତ୍ power ଅଛି ..ମୋ ଦେହ ଭଲ ହେଇ ଯାଇଚି ..he is vry kind hearted and vry simple 🙏🙏🙏
Tamara kan heithila bhala heigala kahila
Tamara kan heithila bhala heigala kahila
Hmm health issues thila
ପ୍ରକୃତରେ ଦେହର ବଡ଼ ମେଡ଼ିସିନ୍ ହଉଚି ନିଜର ନିଜ ଉପରେ ବିଶ୍ୱାସ ରଖିବା ଆଉ ଭଗବାନ ଙ୍କ ଉପରେ ବି ବିଶ୍ୱାସ ରଖିବା।ପ୍ରଥମ କଥା ହେଲା ସତ୍ ବାଟରେ ଚାଲିବା ମିଛକୁ ତ୍ୟାଗିବା କଷ୍ଟ ହବ କିନ୍ତୁ ନିଜ ପାଇଁ ବହୁତ୍ ଉପକାର।ରୋଗ ଦେଖିଲେ ଡରିବ
🙏🙏🙏ହର ହର ମହାଦେବ🙏🙏🙏
❤❤❤❤🎉🎉🎉
Thank you sir 🙏, and Baba Arta trana
Om namah shivaya ❤
Jay baba Artatrana
Pura bhanda Baba
Tote golkunda dakithila ki?
Test kara bhala bahele galua kahiba
@@starboy1256Tora kiye Bhala Heichhi kaha
Kamaku nuha
Pranam baba 🙏
Apananka pain mu nua jiban paichi
Thanks God🙏
Jay Jagannath 🙏🙏🙏
Thaka baba thaka
Joy baba Artatrana
ମୁଁ ବବା ଙ୍କ ପାଖ କୁ ଯାଇଥିଲି ମୋ ଦେହ ରେ ଗୋଡ ରଖିଥିଲେ ହେଲେ result ଶୂନ
ହା ହା...😂
😂😂😂
Bhanda baba
🤣🤣🤣🤣🤣
😂😂😂😂😂
I'm proud of Hindu
ବ୍ୟବସାୟ କରିବା ନୁଆ ଫର୍ମୁଲା
Ek no choro ta 🤣
Tate laguchhi heini.. Hai agaku to gods chalibani.. Tu nichhaya jibu
@@satyabadisahoo4488 ବାବୁ ମୁଁ ନିଜେ ଦେଖା କରି କଥା ହେଇଛି ଆର୍ତ୍ତତ୍ରାଣ ବାବା ସହ ମୋ ହାତ ଠିକ୍ କରି ପାରିଲେ ନାହିଁ ସେ କି ବାବା
@@satyabadisahoo4488 🤣🤣🤣kaha se aate he log
No ଭକ୍ତିରେ ଶକ୍ତି
🎉Galua no 1
ଧନ୍ୟବାଦ ବାବାଆର୍ତ୍ତତ୍ରାଣ ଓ ଆଶୁତୋଷ ବାବୁ... ଏ ସବୁ ସମାଜ ହିତରେ ଲାଗୁ...🎉🎉
Mu arta trana bagarti kahuchi sonepur distik ru Apana nka shakti mo mana ku paila tenu mu tama padatale coti juhar 🙏🙏🙏mu Apananka mantra kenti parli Apnanko pun kale daja kari phon tiku otha be Jay shri ram jay hanuman ❤❤❤
Baba apana mahan omm namah shivay
Ai baba thaka
1st time ଦେଖିଲି ଜଣେ ନିଜର ନିଜେ ଏତେ ପ୍ରଶଂସା କରିବା 😮😮
ଏଇଟା ନିଜର ପ୍ରଶଂସା ନୂହେଁ ବରଂ ନିଜ ବିଷୟରେ ସତକଥା ପ୍ରକାଶ କରିବା. ଏହାକୁ ପ୍ରସଂଶା ବୋଲି ପରଶ୍ରୀକାତର ମାନେ ଭାବନ୍ତି.
Reiki healer ନିଶ୍ଚିତ,ସେଥିଲାଗି ଛୁଇଁଲା ପରେ ସମସ୍ତ ରୋଗ ଭଲ କରିପାରୁଛନ୍ତି।ଜୟଗୁରୁଦେବ
Banda jay garu deba
500..tiket kata..vala rojgar..
Great Toutor
Jaya ho baba
Bhandari baba
ଜୟ ଶ୍ରୀ ଜଗନ୍ନାଥ ❤❤❤❤❤
Om shanti bhaiji aha nirata satya ghare thisabukichi sambhaba
Baba apananku mor Bhumista pranam
ଅକର୍ମ କର୍ମ ଦାୟକ ବାବା ଶ୍ରୀ ଶ୍ରୀମହାଦେବ ଶିବ ଶଙ୍କର
Jaya jagannath
Artra trana nana sabu sata khauchanti Jay nana 🙏🙏👍👍
Baba🙏🙏🙏
No 1 bhanda baba mu bi roggi ku nei ki jai thili labha kichhi hela nanhi
ସେ ଯାହା ହେଉ, ଘରୋଇ ଚିକିତ୍ସାଳୟ ଭଳି ବାବା ଲୁଟୁ ନାହାଁନ୍ତି। ଆଇ ସି ଇଉ ମଲା ଲୋକଙ୍କ ପରିବାର କୁ ଯେପରି ତଳିତଳାନ୍ତ କରୁଛି, ପ୍ରସାର ମାଧ୍ୟମ ତର୍ଜମା କରୁ । ଆଇ ସି ଇଉ ରୋଗି ଙ୍କୁ ଯେତିକି ପଇସାର ଔଷଧ ଦିଆଯାଏ, ଲେମ୍ବୁରେ କେତେ କ୍ଷତି ହେଉଛି?
ମାନିଲେ ଠାକୁର ନ ମାନିଲେ ପଥର
Ye baba bahut bada reiki healer sethipain se sabu kariparuchanti
Ame b karipariba bt ama vitare chesta nahi
Baba pranam
DEBASISH BABU , TWO SITE Ete bhala conversation lagila je 24 hour sunilebi bore heba nahin.
Ea chalak baba
I love you baba 🎉🎉🎉
Mora bahudinara dieses bhala hoijaichi. So congratulations
Mi6
Joy Baba Arattrana ki Joy
Jaya shree Jagannath Swami Nayan patha gami bhhaba tume pranam prabhhu omm namah shivay pranam prabhhu Jaya sitaram pranama maa pranam prabhhu Jaya Hanuman jaya raghubara ram pranama prabhhu her her mahadev pranama prabhhu shree shivay namahstuvym pranama prabhhu
Poad cast ti pura dekhisarila pare bhallagila, tenu dhanyawad
Bhai mu bi mo puo ku nai jaithili 6 thoro nai jiba pare mo puo chaligala kichi labha hela nahi. Baki katha hela emiti hele hospital banda haijibo.
ଆରତ , କଟକ ବଡ଼ ଡ଼ାକ୍ତରଖାନାରେ କେବେ ତାଲା ପଡ଼ିବ ?
ମହା ଗାଲୁଆ
Baba❤❤
Arattranababa🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ପୁରା ଚର ଟା ମୋ ବାପା ଯାଇଥିଲେ କିଛି ହେଲାନି ଖାଲି ଭାଷଣ ଥରକ 300 10 ଥର 3000 ନେଇଛି
Mantra suniki mora jwara kamichhi 🎉🎉🎉 Jay Jagannath 🎉🎉🎉
Jay gurudev ji
Sarathi baba
Jay Jagannath
ଜୟ ଜଗନ୍ନାଥ
Jay jagananth Jay ho arrattran baba
❤❤❤ଜୟ ଶ୍ରୀରାମ❤❤❤
ମୋର ଦେହ ଭଲ କରିଦିଅ ମୁଁ ମୋଟା ରୁ ସରୁ ହେଇ ଯାଏ ତାପରେ ମୋର ଗୋଡ଼ ଭଲ କରି ଦିଅ 🙏🙏🙏🙏
Mu jetiki janichi atha barsha tale e baba sailasree vihar re rahuthile anak pakhare loka vida hebara mu kebe dekhini
Jay Jagannath
Mo problem solved heichi..
Kn hei thila ki bhai
Bhai 2no sarathi
ବାବା ବହୁତ ସୁନ୍ଦର ମଣିଷ, ଧନ୍ୟବାଦ ଜଣାଉଛି
କିଛି ବି ଭଲ ହେଉନି ମିଛକଥା ମୁଥରେ ମେଡିକାଲ ରେ ଥିଲି କିନ୍ତୁ ମନ୍ତ୍ରବି ଶୁଣି ଛି ବାବାଙ୍କ ପାଖକୁ ଯାଇଥିଲି ମର ମରୋ ଦେହ ଟିକେ ଭଲ ରହୁ ନଥିଲା ବୋଲି 300 ଟଙ୍କା ନେଲେ
ବାବା ପ୍ରଣାମ ଜୟ ଜଗନ୍ନାଥ
Ki bhakti lo maa
ଜୟ ଜଗନ୍ନାଥ 🙏🙏🙏
ସବୁ ରୋଗ ଭଲ କରୁ ଥିବେ କିନ୍ତୁ ଫିଡ଼ସ ପରି ରୋଗ ଭଲ କରିପାରୁନାହାନ୍ତି
ବାବା ପ୍ରଣାମ ।ମୋର ଆଣ୍ଠୁ ଅପରେସନ ହେଇଛି।ଆପଣଙ୍କ ମନ୍ତ୍ରଶୁଣିଜଲଦିଭଲହେଇଜିବି।ଆଶିର୍ବାଦ କର ନ୍ତୁ
Ta tharu Tu b gote tsutariani hebu
Debasish babu jeendabad..
Sir apana nka video mu sabubele dekhuchi but apana a chora mana nku please anantuni ,ea kia mu janichi bhagwan yanku dekha kari kahuchanti mo naa nai bepar kare , oh god
ଗାଲୁଆ ନମ୍ବର ଓନେ
🙏
Fic 400 thanks debakupadhu
Business karibara new formula
Right
Jay shree jagannath 🙏🙏🙏
ହଠାତ୍ ଥରେ ଦେଖିଲ ଶିବ ଙ୍କୁ ?? ଆରେ କେଉଁ ଶିବ କୁ ଦେଖିଲୁ କହ... ନଟିଆ ବିଶ୍ଵାଳ ପୁଅ ଶିବ ନା ପାନ ଦୋକାନୀ ଶିବ ?? ଯିଏ ତୋ କଥା ଶୁଣିବ ସେ ଭାବିବ ତୁ ମହାଦେବ ଶିବ ଙ୍କୁ ଦେଖିଛୁ ବୋଲି
ତୁମେ ଜଗନ୍ନାଥଙ୍କ ବାପା ବୋଧେ ଆର୍ତ୍ତତ୍ରାଣ