Baba Artatrana || 3G ENCOUNTER || Kalinga TV

แชร์
ฝัง
  • เผยแพร่เมื่อ 21 พ.ย. 2024

ความคิดเห็น • 4.8K

  • @beenasursangam7383
    @beenasursangam7383 2 ปีที่แล้ว +13

    ଗଧ ମାନଙ୍କୁ ଏଇଠି ବସିବାର ଅଧିକାର ନାହିଁ

    • @desicomedynayak
      @desicomedynayak 2 ปีที่แล้ว

      Gaddha kiye maam?

    • @skjawed7146
      @skjawed7146 4 หลายเดือนก่อน

      Madam Mantra padiya Ku ha🤝🤝🤝👍👍✌️✌️Pels❤

  • @vivekmohapatra143official9
    @vivekmohapatra143official9 2 ปีที่แล้ว +6

    ଶଳା ଅଭଦ୍ର ଛୁଆ ଗୁଡ଼

  • @prabhakarofficial6678
    @prabhakarofficial6678 2 ปีที่แล้ว +51

    ପ୍ରଶ୍ନ ପଚାରିବା ମହିଳା ମାନେ ହିଁ ଆଯାଗ୍ୟ।

    • @srsahoo7110
      @srsahoo7110 2 ปีที่แล้ว

      Over confident women.
      Don't know anything.
      Shame for their type of argument

  • @sanjuktapanigrahi1346
    @sanjuktapanigrahi1346 2 ปีที่แล้ว +7

    Baba nka katha mote thhik laguchi..... blessings kale bi thhik hue.... biswas rahiba darakara....Jay Jagannath 🙏

  • @pratyushkumarlenka5064
    @pratyushkumarlenka5064 2 ปีที่แล้ว +108

    ଆରେ ଭାଇ କାହାକୁ ବିଶୱାସ କର ନାହିଁ କେବଳ ଭଗବାନଙ୍କୁ ବିଶୁୂୂୂୂୂଆସ କର ,ଜୟ ଜଗନ୍ନାଥ

    • @dillipkumarpadhan8072
      @dillipkumarpadhan8072 2 ปีที่แล้ว +3

      How dare you compare with sarathi, sura??

    • @unemployee7056
      @unemployee7056 ปีที่แล้ว

      @@dillipkumarpadhan8072 give your wife to this man for 2 to 3 day she will be blessed brother

    • @jajatikesarisahoo7752
      @jajatikesarisahoo7752 7 หลายเดือนก่อน

      ​@@dillipkumarpadhan8072 ea kete bele compare kale

    • @parikhitamishra4784
      @parikhitamishra4784 7 หลายเดือนก่อน +1

      The anchorers were in a mood to offend the guest. If people could get positive results will it be an offence? Wnere the qualified doctors fail and the patient comes to Baba for cure should baba refuse?
      ARTATRAN BABA ZINDABAD.

    • @maminarana936
      @maminarana936 3 หลายเดือนก่อน

      @@dillipkumarpadhan8072 q1

  • @rabindrakumarsahoo1923
    @rabindrakumarsahoo1923 2 ปีที่แล้ว +20

    ଆର୍ତ୍ତତ୍ରାଣ ବାବୁ ଯେତେ ଇଂରାଜୀ ମିଡିଅମ୍ ସେମାନଙ୍କ ପାଇଁ ସାଇରାମ୍ , ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ଜନନୀ

  • @Bindas100
    @Bindas100 ปีที่แล้ว +34

    ଦୁର୍ବଳ ସାମ୍ବାଦିକତା,ଖାଲି ରାଉ ରାଉ,

  • @rnsawesometeach5139
    @rnsawesometeach5139 2 ปีที่แล้ว +107

    ଏ ବେଧେଇ ମାନଙ୍କୁ ଯେତେ ବୁଝେଇ ଲେ ବୁଝିବେନି......... ଏମାନେ ହେଲେ ଅର୍ଧ ଶିକ୍ଷିତ ନାରୀ......

  • @r.b.gopalreddy1130
    @r.b.gopalreddy1130 3 ปีที่แล้ว +53

    ଓଁମ ନମଃ ସିବାୟା. ଧନ୍ୟବାଦ ବାବା. କୋଟି କୋଟି 3 କୋଟି ପ୍ରଣାମ ବାବା.🌹🌹🌹🌹🌹🌹🌹🌹🌹🌹🌹🌹🌹🌹

  • @sushantmajhi171
    @sushantmajhi171 3 ปีที่แล้ว +81

    ଭଗବାନଙ୍କୁ ଚାଲେଞ୍ଜ୍ କରନୀ ଧନ୍ସ ହେଇଜୀବ ସମସ୍ତେ ଏ ବିଜ୍ଞାନ ଭଗବାନ୍ ହିଁ ଦାନଦେଇଛନ୍ତି ଆମକୁ ଏ କଳୀଯୁଗରେ ଚାଲିବା ପାଇଁ

    • @Dhenkanalia_Pinku
      @Dhenkanalia_Pinku 2 ปีที่แล้ว +1

      Ryt

    • @jitendramalik1711
      @jitendramalik1711 2 ปีที่แล้ว

      କିଛି ପ୍ରମାଣ ଅଛି

    • @pravakarrout3044
      @pravakarrout3044 2 ปีที่แล้ว +1

      ଜଣେ ସୁପର ଠକ ।ଦିନେ ଧରାପଡିବେ ।ଦୁଇ ଶହଟଙ୍କା ଦେଲେ ସମ୍ପୂର୍ଣ୍ଣ ଆରେଗ ।ରାଉରକେଲାରେ କେମ୍ପ କରି ଚିକିତ୍ସା ଆଳରେ ଵହୁତ ଟଙ୍କା କଲେକସନ କଲେ ।ସାତଦିନପରେ ଆସ ।ଆସିଲେ ପୁଣି ଦୁଇଶହ ଟଙ୍କା ଦେବାକୁ ହେବ । ମୋର ଝଗଡା ହେଲା ।ଆଉ ଯାଉନାହିଁ ।ଗାଡ଼ି ଚଡି ବୁଲୁଛି ।ଗୋଟେ ବେପାର ଚଳେଇଛି । ନିର୍ମଳବାବା ପରି ।କେତେଟା ଚାମଚା ରଖିଛି ସେ ପ୍ରଚାର କରୁଛନ୍ତି । ଏମିତି ନୂଆ ନୂଆ ଜାଗାକୁ ଯାଇ ହଜାର ହଜାର ଟଙ୍କା ଠକି ନେଉଛି ।ସବୁ ମିଛ କହୁଛି ।ସୂପର ଚାଲୁ ।ଦିନ ଆସିବ ଧରାପଡିବ ।ସୁଦ ମିଛ କହୁଛି ।
      ଲେମ୍ବୁ ଘସିଲେ ଯଦି ଭଲ ହୁଅନ୍ତା ତେବେ ମେଡିକାଲ ଉଠିଯାଉ ।ଆସ୍ଥା କୁ ନେଇ ବେପାର କରୁଛି ।ମୋର ପାଇଲସ,ଥାଇରଏଡ ଭଲ ହେଲା ନାହିଁ ଶଳା ମୋ ଗଣ୍ଡି ରେ ଦୁଗଥରଗୋଇଠା ମାରିଛି ।ମୋ ବେକରେ ଚାପୁଡା ମାରିଛି କାହିଁ ଭଲ ହେଲା ନାହିଁ ।ଶଳାକୁଦେଖିଲୈ ତା'ବେକରେ ଗାମୁଛା ପକାଇ ମୋର ଓ ମୋସ୍ତ୍ରୀ ଵାବଦରେ ଆଠଶହ ଟଙ୍କା ଆଦାୟ କରିବି ।ସେବା ନାମରେ ଦାମିଗାଡି ଚଡି ଚେଲା ଚାମଣ୍ଡାଧରି ଅଏସ କରୁଛି ।ଓଡ଼ିଆ ଜାତି ସରଳ ବିଶ୍ୱାସ ରେ ଠକୁଛନ୍ତି ।ଚାନ୍ଦ ମି ଆକୁ ପ୍ରଚାର କରି ସାଇବାବା କରି ଦେଲେ । ସେହିପରି ଚେଲାମାନେ ପ୍ରଚାରକରି ଆର୍ତ୍ତତ୍ରାଣ ବାବା କରିଦେଲେଣି ।କିଛି ସାଧନା ନାହିଁ ।ପରମଟାଉଟର ।

    • @raghunathpalaka6392
      @raghunathpalaka6392 2 ปีที่แล้ว

      Biswas dyara hi loko bhala huyanti

  • @crhr5
    @crhr5 2 ปีที่แล้ว +10

    ତମ ବେଳାଭଲ ଜଗନ୍ନାଥ କାଠରେ ତିଆରି ପ୍ରତିମା
    ଯଦି ଜୀବନ୍ତ ପ୍ରତିମା ହେଇଥାନ୍ତେ, ତାଙ୍କୁବି ଜେରା କରି ସାରନ୍ତାଣି l ଧନ୍ୟ ତମେ ମିଡ଼ିଆ, ଧନ୍ୟ ତୁମ ବ୍ୟବହାର l ଛି... ଛି... ଛି..... ଘୋର ଲଜ୍ୟା l

  • @yusmisabar3628
    @yusmisabar3628 ปีที่แล้ว +9

    ସବୁ question ର answer ସାର୍ nka ପାଖରେ ଅଛି 🙏 that is great.....

  • @Harekrishnatv1113
    @Harekrishnatv1113 2 ปีที่แล้ว +6

    ଗୋଟିଏ କଥା ହେଲା ବିଜ୍ଞାନ ଆଉ ଆଧ୍ୟାତ୍ମିକ ଭିତରେ ଆକାଶ ପାତାଳ ଫରକ୍ ଅଛି ବିଜ୍ଞାନ ଯେତ ଆଗକୁ ଗଲେ ବି ଆଧ୍ୟାତ୍ମିକ ଶକ୍ତି ପାଖରେ ହାର୍ ମାନିବ ସତ୍ୟ ତ୍ରିବାର ସତ୍ୟ ହର ହର ମହାଦେବ 🙏

    • @jitendramalik1711
      @jitendramalik1711 2 ปีที่แล้ว

      Sir କୋଉଠି ବିଜ୍ଞାନ ହାର ମାନିଚି

  • @samantakumarnaiksantosh7503
    @samantakumarnaiksantosh7503 2 ปีที่แล้ว +112

    ଯେଉଁ ମାନେ ନିଜ ପାଖରେ ବିଶ୍ୱାସ ନାହିଁ,ସେମାନଙ୍କୁ ବୁଝାଇବା ଅପେକ୍ଷା ହାତୀକୁ ଚଢି ପିନ୍ଧେଇବା ସହିତ ସମାନ

    • @jugalabehera5240
      @jugalabehera5240 2 ปีที่แล้ว +1

      Bhagban.arjunku.1.kala.deithile.tamanekann.arjun.kann.bhagban.koi.rupare.manisaku.seibhali.deithanti

    • @akshayakumarroutray3183
      @akshayakumarroutray3183 2 ปีที่แล้ว +1

      .

    • @chikumikufamily1038
      @chikumikufamily1038 2 ปีที่แล้ว +2

      Baba Frud bhai mu jaithhili ,300 fees then Mora kn heichi roga mu kahite deleni loka adhika boli ,au sethika lokanku bi pacharili ,Sabu kahile Kichhi Minutes pain bhala hauchanti ,sie bi Sabu loka nuha
      Kehi beleive kariki jaaa aaaa ni re

    • @odisha792
      @odisha792 2 ปีที่แล้ว

      Right your opinion

    • @chitrasenpangi9295
      @chitrasenpangi9295 2 ปีที่แล้ว

      ସତ କଥା 👌👌👌

  • @pabitrapanda2136
    @pabitrapanda2136 4 ปีที่แล้ว +7

    Se baba hau ki jaha hau.. Bt etiki tanku thnx kahibi je se sura sarathi bhalia nijaku bhagaban boli kahunahanti ....... Mu ta tanku janini bt jetiki janichi se bahut bhala.. JAY BABA ARTATRANA🙏🙏🙏🙏

  • @AMESAMBALPURIA-f4h
    @AMESAMBALPURIA-f4h 9 หลายเดือนก่อน +1

    ଭହୁତ ସୁନ୍ଦର ବାବା ଆର୍ତ୍ତତ୍ରାଣ

  • @biswajitjena9543
    @biswajitjena9543 2 ปีที่แล้ว +101

    ସମସ୍ତଙ୍କୁ ବୁଝେଇ ହବ, ମାଇକିନାଙ୍କୁ ନୁହେଁ 🤣🤣🤣

  • @Bhupendraspeaker
    @Bhupendraspeaker 4 ปีที่แล้ว +147

    ବହୁତ ମୂର୍ଖ ଜର୍ଣ୍ଣାଲିଷ୍ଟ ଓଡ଼ିଶାରେ ଅଛନ୍ତି ବୋଲି
    ଆଜି ଓଡିଶା ଏହି ଅବସ୍ଥାରେ ଅଛି
    ଥୁ ଥୁ...... news କଳିଙ୍ଗ and etc

    • @priyacharandas7352
      @priyacharandas7352 3 ปีที่แล้ว +5

      ଵେଧେଈ ଝିଅ

    • @ashwinikumarsahu1839
      @ashwinikumarsahu1839 2 ปีที่แล้ว +2

      Right bro.

    • @nareshmaharanna9009
      @nareshmaharanna9009 2 ปีที่แล้ว +2

      They don't have basic knowledge how to take interview in proper manner.It seems they neither have minimum knowledge in any sphere rather think themselves the most wise journalist by only questioning vague questions without letting him answer.No channel should expect to raise TRP by hiring beautiful girls only.

    • @milimeher3641
      @milimeher3641 2 ปีที่แล้ว +2

      Right

    • @prafullakumarmahanta1953
      @prafullakumarmahanta1953 2 ปีที่แล้ว +2

      Right

  • @jyotiranjanbhuyan4120
    @jyotiranjanbhuyan4120 2 ปีที่แล้ว +22

    Perfect/excellent answer given by Baba of all questions. Good Job...

  • @bhanuprakashparida91
    @bhanuprakashparida91 2 ปีที่แล้ว +1

    Thank you Kalinga tv. Sabu gote gote nijaku bhagwan bhabibelni. Loka manaku khali boka banauchi au kichi nuhe

  • @Samayaranjki1oe
    @Samayaranjki1oe 3 ปีที่แล้ว +5

    Jai ho baba.....god bless you
    Apana Kai sunuchanti aguda

  • @laxmanchandradash7854
    @laxmanchandradash7854 2 ปีที่แล้ว +26

    ବାବାଙ୍କ ମନ୍ତ୍ରର ଶକ୍ତି ଅଛି ।ଯେ ଆପତ୍ତି କରୁଛନ୍ତି ସେମାନଙ୍କର ଅନୁଭୂତି ନାହିଁ । ସେମାନେ ବିତଣ୍ଡୀ ଯୁକ୍ତି କରୁଛନ୍ତି ।

  • @Ganesh.s1234
    @Ganesh.s1234 ปีที่แล้ว +4

    Baba apananku koti 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @prafullapradhan3860
    @prafullapradhan3860 ปีที่แล้ว +2

    Jaya Jagannath Artatrana Baba moora Antarika subheschha .Pranam Grahana Karibe .Jaya Jagannath Jaya Pancha Sakha .

  • @prashantanayak560
    @prashantanayak560 5 ปีที่แล้ว +119

    ବିଶ୍ବାସେ ମିଳନ୍ତି ହରି
    ତର୍କେ ବହୂ ଦୂରେ........👍👍👍

    • @subashjena420
      @subashjena420 5 ปีที่แล้ว +4

      *Bloody Nonsense*
      *mu kete asaa nei Mo Bapanku nei jai thili kintu ye chutiya Mo* *Bapanka tharu 1000/- nei , lata Mari chadi dela*

    • @kumarsuryasnat3775
      @kumarsuryasnat3775 5 ปีที่แล้ว +1

      @@subashjena420u are a doctor..still u went 🤣🤣🤣people like u let these babas to grow...by the way u are Ayurvedic/Allopathic

    • @namratatuni9582
      @namratatuni9582 4 ปีที่แล้ว +1

      @@subashjena420 chhi,so,sad

  • @JayJagannathSwami-gp5dq
    @JayJagannathSwami-gp5dq 2 ปีที่แล้ว +13

    ବାବା ଆପଣ ଠିକ

  • @somnathganguly6192
    @somnathganguly6192 2 ปีที่แล้ว +6

    Baba is great.. Pranam baba

  • @somanathdalei537
    @somanathdalei537 3 หลายเดือนก่อน +2

    Very good baba artatrana

  • @Ajaykumarpradhan827
    @Ajaykumarpradhan827 2 ปีที่แล้ว +27

    ଯେଉଁ ମାନେ ଦିନ ଦିନ ଧରି ଚାଲିପାରୁ ନାହାଁନ୍ତି ସେମାନେ ଚାଲିଛନ୍ତି,🙌

  • @gkmedia8024
    @gkmedia8024 4 ปีที่แล้ว +52

    କଳିଙ୍ଗ ଟିଭି ତମେ ସବୁ ଵେକାର୍ କଥା ପଚାରୁଚ ତମର ଚେନାଲ୍ ଅପ୍ କରିଦେବା କଥା🗣️🗣️

  • @chhamukhuntia1182
    @chhamukhuntia1182 ปีที่แล้ว +9

    ଦିନେ ବାବା ଶ୍ରୀ ମନ୍ଦିର ଆସିଥିଲେ, ମୁଁ ଦେଖା ହୋଇଥିଲି, ମତେ ଜଗନ୍ନାଥ ଙ୍କ ଗଭା ଟି ମାଗିଲେ, ମୁଁ ଗଭା ଟି ତାଙ୍କୁ ଦେଲା ବେଳେ ମୋ ଶରୀର ଏକ ସିହିରଣ ସୃଷ୍ଟି ହୋଇଥିଲା, ଆଉ ସେ ଗଲା ପରେ ମତେ ଜର ହୋଇଥିଲା,

  • @sarbeswarbehera9649
    @sarbeswarbehera9649 2 ปีที่แล้ว +1

    ହଁ ମୁଁ ମାନୁଛି ବାବାଙ୍କର ଇଶ୍ୱର ଶକ୍ତି ଅଛି କିନ୍ତୁ କରୋନା ମହାମାରୀ ସମୟରେ କୁଆଡେ ଯାଇଥିଲେ..ହଜାର ହଜାର ନିରୀହ ଜୀବନ ଚାଲିଗଲା ?🙏

  • @Educationalupdate1
    @Educationalupdate1 2 ปีที่แล้ว +13

    ଆମର ଦେବାଦେବୀ ହେଲେ ୩୩ କୋଟି କିନ୍ତୁ ବାବା, ମାତା ହେଲେଣି ୩୪ କୋଟି ...

  • @pratapsinghbhatra1828
    @pratapsinghbhatra1828 ปีที่แล้ว +11

    ବାବା ଆର୍ତ୍ତତ୍ରାଣ କହିବାଟା ଠିକ୍,🙏🙏🙏

  • @panditdinabandhupadhi2675
    @panditdinabandhupadhi2675 4 ปีที่แล้ว +12

    କେବଳ ବହି ପାଠ ପଢି ଆଜିର ସମାଜରେ କୌଣସି କାର୍ଯ୍ୟ କୁ ସଠିକ୍ ରୂପରେ ରୂପାନ୍ତରିତ ହୋଇପାରିବନି ମହାଶୟା ମାନେ🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾କେବଳ ବିଜ୍ଞାନକୁ ନେଇ ଚାଲୁଛନ୍ତି ଟିକେ ଆମର ହିନ୍ଦୁ ଧର୍ମର ପୁରାଣ ଶାସ୍ତ୍ର ଉପରେ ଦୃଷ୍ଟି ଦେଲେ ହୁଏତ ଦୈବୀ ଶକ୍ତି ଉପରେ ବିଶ୍ବାସ କରିପାରିବେ ।।।।👌🏼👌🏼👌🏼👌🏼👌🏼👌🏼👌🏼👌🏼👌🏼👌🏼👌🏼👌🏼👌🏼👌🏼👌🏼

  • @bhanuprakashparida91
    @bhanuprakashparida91 2 ปีที่แล้ว

    Thank you Kalinga tv. Eta bi gote bhanada baba . Khali prahasana . Loka mane medical na jaiki bhanda baba nka sarana kn pai nauchanti kejani . Loka mane satarka sabdhan haba katha . Andha biswas ku aji bi kn pai loka prasaya dauchanti ???

  • @visitnilakantha
    @visitnilakantha 4 ปีที่แล้ว +31

    ମୂଲ୍ୟହୀନ ଯୁକ୍ତି କରୁଛନ୍ତି ତିନିଜଣ ବନ୍ଦ କରନ୍ତୁ

    • @justtry8764
      @justtry8764 2 ปีที่แล้ว

      Right bhai jukti mane kn janinahnti amane,

  • @kumarjena1367
    @kumarjena1367 4 ปีที่แล้ว +48

    ଜର୍ଣ୍ଣାଲିଷ୍ଟ ମାନେ ଭାଷା ତ କହୁଛନ୍ତି, କିନ୍ତୁ ମଧୁରତା ନାହିଁ, ଆଉ........

  • @susantabehera1414
    @susantabehera1414 4 ปีที่แล้ว +97

    ସେ ତ କହୁଛନ୍ତି ସବୁ ଭଲ କରିଦେଉଛନ୍ତି ତମର ଯଦି କଣ ହଉଚି ଜାଉନ ତାଙ୍କ ପାଖକୁ

  • @ckgamingyt5769
    @ckgamingyt5769 ปีที่แล้ว +2

    ଧ୍ୟଂସ ହେଇଯିବ ରେ ବେଧେଇ ଗଣ

  • @mpcriation7671
    @mpcriation7671 2 ปีที่แล้ว +23

    Baba apana ଏମିତି କରନ୍ତୁ 3ଜଣ ଯାକ ଝିଅ ଜେମେତି ଆଉ କାହାରି ଆଗରେ ଯୁକ୍ତି ତର୍କ କରିପାରିବେ ନାହିଁ କି Life ଟାଇମ ପାଇଁ ପାଟି ବନ୍ଦ୍ କରିଦିଅ.... 🙏🙏

  • @madandehuri3440
    @madandehuri3440 3 ปีที่แล้ว +5

    କିଲ ଭଉଣୀ ମାନେ ଆଗ ଜ୍ଞାନ ନା ଆଗ ବିଜ୍ଞାନ

  • @nalupanda135
    @nalupanda135 2 ปีที่แล้ว +38

    ତିନିଜଣ ଅଜଥା କଥା ୟୁକ୍ତି କରୁଛନ୍ତି ବାବା ତ କହୁଛନ୍ତି ଯେ ମୋତେ ପରିକ୍ଷା କରାଜାଉ ରୋଗ ଭଲ ହଉଚ୍ଚିକି ନାହି ଦେଖ 👍👍👍👍

  • @gumancharanjena
    @gumancharanjena ปีที่แล้ว

    The behaviour of 3 journalists.... very indecent...!
    Unusual arguments.
    😮😮😮

  • @biswakanhar9579
    @biswakanhar9579 4 ปีที่แล้ว +84

    ଯେତେବେଳେ ମେଡିକାଲ କାମ ହାରିଯାଏ ସେହି ଠାରୁ ଏହି ଅନ୍ଧ ବିଶ୍ଵାସ ର କାମ ଆରମ୍ଭ ହୋଇଥାଏ ।

    • @sanjayakumarbehera3491
      @sanjayakumarbehera3491 4 ปีที่แล้ว +3

      ଠିକ କହିଲେ ଆଜ୍ଞା

    • @ugresansagria9993
      @ugresansagria9993 3 ปีที่แล้ว +1

      Yes sir

    • @bichitrabaral3016
      @bichitrabaral3016 2 ปีที่แล้ว

      Ha bhai a pura sata mu bi athiki jaichi

    • @satyabrataroul6588
      @satyabrataroul6588 2 ปีที่แล้ว +3

      ବାବୁ, ଏଇଟା ଅନ୍ଧ ବିଶ୍ବାସ ବୋଲି ତୁମେ ଜାଣିଲ କେମିତି? ତମେ ଯାହାକୁ ବାପା ବୋଲି ଡାକୁଛି, ତାହା ବିଶ୍ବାସ ରେ ଡାକୁଛ ନା ଅନ୍ଧ ବିଶ୍ବାସ ରେ ଡାକୁଛ।

    • @pitambersahoo2554
      @pitambersahoo2554 2 ปีที่แล้ว

      ତମ ଛୋଟେ ମାରିଲେ ଜାଣିବୁ

  • @tapansahu8506
    @tapansahu8506 4 ปีที่แล้ว +57

    ଏଇ 3 ଜଣ ମୂର୍ଖ କୁ ପାରିବ ହାଟ ପଠେଇ ଦବା
    ଭଲ bargening କରିକି ପରିବା ଆଣିବେ
    ମୂର୍ଖ ମନେ

  • @happypani-bapi
    @happypani-bapi ปีที่แล้ว +5

    ଜୟବାବାଆତ୍ରତ୍ରାଣଙ୍କ ଜୟହଉ

  • @rahulbag2795
    @rahulbag2795 2 ปีที่แล้ว +1

    ବାବା ରାଗିଲେ ଏହି ତିନି ଜଣ କୁ ବନ୍ଧ୍ୟା ବନେଇ ଦେବେ.

  • @debendrasoren1176
    @debendrasoren1176 5 ปีที่แล้ว +32

    ମାଡାମ୍ ମାନଙ୍କର କଥା ବାର୍ତ୍ତା ଠିକ୍ ନାହିଁ ଆଉ.....

    • @surengraphics2084
      @surengraphics2084 4 ปีที่แล้ว

      Yes ✅✅✅✅✅👍

    • @tapuswain5522
      @tapuswain5522 4 ปีที่แล้ว

      @@surengraphics2084 kou Katha thik laguni baba nka micha karnama Dhara padi jauchi boli

  • @SantaalTV
    @SantaalTV 5 ปีที่แล้ว +176

    ଏଡ଼େ ମୂର୍ଖ ଜରନାଲିଷ୍ଟ ଓଡ଼ିଶାରେ ଅଛନ୍ତି😁😁

    • @pkutcepktvrv6293
      @pkutcepktvrv6293 5 ปีที่แล้ว +1

      "🙏नमस्ते 🚩👌👌👌🤣🤣🤣

    • @s.rpanda5194
      @s.rpanda5194 4 ปีที่แล้ว +1

      Odisha ra ehi ta problem...

    • @priyankasenapati9693
      @priyankasenapati9693 4 ปีที่แล้ว +1

      🤣🤣🤣😂😂

    • @srutee2619
      @srutee2619 4 ปีที่แล้ว

      Murkha nuhan paasanda..

    • @mamatanaik6155
      @mamatanaik6155 2 ปีที่แล้ว

      Apanmane Sabu mukha kahaki murkha kahuchhanti see pura right

  • @mu1341
    @mu1341 5 ปีที่แล้ว +33

    In odisha Baba means father. All fathers are not evil.
    Dear journalists 3G please develop your questions quality. The person seems genuine. I can see you are just framing a person like anything.

  • @BrajakishoreParhi-sh4tm
    @BrajakishoreParhi-sh4tm หลายเดือนก่อน

    ପ୍ରଭୁ ଆପଣଙ୍କ ସତ କାର୍ଯ୍ୟକୁ ଗ୍ରହଣ ଲାର
    କରନ୍ତୁ 🙏

  • @chitrasenpangi9295
    @chitrasenpangi9295 2 ปีที่แล้ว +12

    ବହୁତ ବହୁତ ଧନ୍ୟବାଦ ସାର 🙏🙏🙏ଏପରି ରୋଗି ମାନଙ୍କୁ ଭଲ କରିଥିବା ଯୋଗୁ 😍🙏🙏🙏

  • @basantasethy7816
    @basantasethy7816 4 ปีที่แล้ว +54

    ମାଡାମ ଗଣ କାହିଁକି ଗପରେ ମାତିଛନ୍ତି ? ଜଦି ଜଣେ କିଛି କରିପାରୁଛନ୍ତି ତାଙ୍କ ପଛରେ କାହିଁକି ପଡିଛନ୍ତି .....ଜେତେ ବାବା ଓଡ଼ିଶାରେ ଥିଲେ କାଇଁ ତାଙ୍କୁ ଏପରି ଟିଉସନ କରୁନଥିଲେ ....

  • @Odia_pua_vlogs
    @Odia_pua_vlogs 5 ปีที่แล้ว +118

    ବାବା କଥାରେ ପାଣି ପିଆଇ ଦେଲେ 😂😂😂😂nice video

  • @AMESAMBALPURIA-f4h
    @AMESAMBALPURIA-f4h 9 หลายเดือนก่อน +1

    ଏମାନଙ୍କ ପାଖରେ ଭଗବାନ ବୋଲି କିଛି ନାଇଁ ଏମାନଙ୍କୁ ବୁଝେଇ କିଛି ଲାଭ ନାଇଁ

  • @jagannathcreationbyprakash8892
    @jagannathcreationbyprakash8892 3 ปีที่แล้ว +25

    ବାବା ଠିକ୍ ଅଛି।।🙏🏻🙏🏻🙏🏻

  • @manasmeher8620
    @manasmeher8620 2 ปีที่แล้ว +6

    ଗର୍ବି ସ୍ତ୍ରୀ ଲୋକଙ୍କୁ ବୁଝାଇ ବା ଟା ନିଜ ଗାଲରେ ଜୋତା ମାରିବା ସଙ୍ଗେ ସମାନ

  • @biswajitnayak5168
    @biswajitnayak5168 2 ปีที่แล้ว +14

    I don’t know his touch right or wrong.But one thing I praise he answer so perfectly

  • @Funnyvideosbyindia
    @Funnyvideosbyindia ปีที่แล้ว +1

    ବେ ରୋଗୀ ମାନଙ୍କୁ ଯାଇକି ପଚାର ସେମାନେ କଣ ପାଇଁ ଯାଉଛନ୍ତି

  • @niranjanrout7717
    @niranjanrout7717 4 ปีที่แล้ว +74

    ସତରେ ଏ ଏଙ୍କର ମାନେ ବେକାର ଟାଇମ ପାସ କରୁଛନ୍ତି, ଚାଇନା ଜିନିଷ ଭାରତରେ, କି ଓଡ଼ିଶାରେ, କେମିତି ବନ୍ଦ ହେବ ସେ ବିଷୟରେ, ଆଲୋଚନା କରନ୍ତୁ ଲୋକ ମାନେ କେମିତି ସଚେତନ ହେବେ ସେ ବିଷୟରେ ଆଲୋଚନା କରନ୍ତୁ,

    • @crishevens6864
      @crishevens6864 2 ปีที่แล้ว +1

      Bhai apono thik kohinchhonti kintu midia balanku kuhontu eporisibu no kuhontu,

  • @sumitrabalabantaray0977
    @sumitrabalabantaray0977 2 ปีที่แล้ว +8

    ଓଁ ନମଃ ଶିବାୟ ,ଧନ୍ୟବାଦ ବାବା

  • @mohantymuraree2690
    @mohantymuraree2690 5 ปีที่แล้ว +17

    Baba u r extremely supreme...

  • @krupasindhumahakurcreation8416
    @krupasindhumahakurcreation8416 2 ปีที่แล้ว +1

    କଲିଙ୍ଗ ଚେନାଲ ର ଇ ଏନକର ମାନକର ପ୍ରଶ୍ନ ପଚାରିବା ଶୈଲି ଠିକ ନାଇଁ। ଧିକ kalinga ମିଡିଆ

  • @jyotiranjanbehera5157
    @jyotiranjanbehera5157 5 ปีที่แล้ว +11

    Baba gote mantra upload karidia jaha deha kharap haba se download kari suniba. Au medical jibaku padibani.

  • @gandharbanayak2764
    @gandharbanayak2764 5 ปีที่แล้ว +50

    ସତ୍ୟର ହେବ ଜୟ

  • @bhagirathidasodisha.6934
    @bhagirathidasodisha.6934 4 ปีที่แล้ว +42

    ଏ ଝିଅ ପିଲା ମନକୁ କଳିଙ୍ଗ ଟିଭି ରେ ନିଯୁକ୍ତି ଦେଇ ସାଧାରଣ ରେ ଆପଣଙ୍କ ଚାନେଲ ର ବଦନାମ କରୁଛନ୍ତି ତେଣୁ ଏପରି କାର୍ଯ୍ୟକ୍ରମ କରନ୍ତୁ ନାହିଁ ଲଜ୍ୟା କର ପିଲା ମାନେ ଏମାନଙ୍କର ନୀତି ନୈତିକ ଥିଲା ଭଳି କିଛି ସାଣ୍ଠନା ନାହିଁ

  • @SUBHRANSU99
    @SUBHRANSU99 2 ปีที่แล้ว +1

    ଲୋକଙ୍କ ଭୁଲ୍ , ଲୋକମାନେ ବାବା banauchhanti

  • @smrutimishra6433
    @smrutimishra6433 2 ปีที่แล้ว +5

    This news ankars r great ,very nicely questioneing.

  • @sidheswarsahoo2790
    @sidheswarsahoo2790 5 ปีที่แล้ว +21

    😂😂😂😂 What a comedy interview.. Hasi hasi peta darja heigalani.. 🤣🤣🤣🤣🔥🔥🔥

  • @alokdas7240
    @alokdas7240 2 ปีที่แล้ว +7

    ଦବ୍ୟ ଶକ୍ତି ବେଧ୍ୟେଇ ମାନଙ୍କ ପାଇଁ ବାବା କର ଦରକାର

  • @mamatasethi1017
    @mamatasethi1017 3 หลายเดือนก่อน

    More Baba nka upare bahut biswas but jai paruni tanka pakhaku but sure jibi ❤❤❤❤you 🙏🙏🙏🙏🙏

  • @debakantamohapatra1901
    @debakantamohapatra1901 5 ปีที่แล้ว +11

    I suggest to Editor of kalingtv.your anchors should question on proper way and good questions also otherwise it may stopped like kanaka and otv

    • @aasthakhamari4626
      @aasthakhamari4626 5 ปีที่แล้ว

      Totali michha mu jaichi 10,12 thara sethi kichhi miracle hueni sabu michha ... please rogi manku b dakantu.

  • @Shankarbadra2
    @Shankarbadra2 4 ปีที่แล้ว +27

    ବିଶ୍ବାସ କରୁ ନ ଥିବା ଲୋକଙ୍କୁ କଥା କହି କିଛି ଲାଭ ନାହିଁ।

  • @sivaprasaddas361
    @sivaprasaddas361 4 ปีที่แล้ว +78

    ତୁମେ 3 ଜଣ ଥରେ ଥରେ ଯାଅ
    ଚିକିତ୍ସା କରି ଆସ, କିଛି ଉପାୟ କରି
    ସତରେ ହଉ କି ମିଛରେ 😀😀

  • @susantakumarmaharana5825
    @susantakumarmaharana5825 2 หลายเดือนก่อน +1

    ବାବାଙ୍କ ସହିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ସରିବା ତମେ ତିନି ଜଣ ଯାକ କମେଣ୍ଟ ବକ୍ସ ଫିଟେଇ ଦେଖିବ ତୁମ ପାଇଁ ପୁରସ୍କାର ଦେଇଥିବେ ଲୋକ ମାନେ

  • @brundabanlenka7315
    @brundabanlenka7315 ปีที่แล้ว +4

    ମାଡାମ ବାବା ଆର୍ତତ୍ରାଣକୁ ଏପରି କିଛିବି ଶବ୍ଦ କୁହନ୍ତୁନି. ଯଦି ଆପଣଙ୍କ ଜୀବନରେ କିଛି ବି ଅଘଟଣ ଘଟେ ସେ ସମୟରେ ବାବାଙ୍କୁ ଯୋଗାଯୋଗ କଲେ ଆପଣ ନିଜେ ଅନୁଭବ କରିପାରିବେ. ଜୟ ବାବା ଆର୍ତତ୍ରାଣ. 🙏🙏.

  • @thefurnituretechnicianbijo5267
    @thefurnituretechnicianbijo5267 ปีที่แล้ว +11

    Baba is great 🙏🏾 🙏🏾 🙏🏾 🙏🏾 🙏🏾 🙏🏾 🙏🏾 🙏🏾 🙏🏾 🙏🏾 🙏🏾 👍👍👍👍👍👍

  • @taranisennaik4458
    @taranisennaik4458 2 ปีที่แล้ว +4

    Good logic by baba.God bless you. God bless you.

  • @AkshayaSwain-y2l
    @AkshayaSwain-y2l 10 หลายเดือนก่อน +2

    Baba apananku koti koti namaska

  • @janmejayasahani5608
    @janmejayasahani5608 3 ปีที่แล้ว +20

    ଏ ୩ ଜଣ ଝିଅଙ୍କୁ ଟ୍ରିଟମେଣ୍ଟ ଦରକାର ଟଙ୍କା ‌ଦେଇ ପାଠ ପଢି ନାହାନ୍ତି

    • @arjunnaik4155
      @arjunnaik4155 3 ปีที่แล้ว +1

      Arta trana baba many people have been recovering by your good Devine power you are really like a great person don't criticize on him let him Chace to service to the people

    • @abinashdas9906
      @abinashdas9906 3 ปีที่แล้ว

      ଆଉ ଟଙ୍କା ଦେଇ ପାଠ ପଢ଼ିବେନି ଆଉ କଣ କୁଣ୍ଡା ଦେଇ ପଢ଼ିଥାନ୍ତେ କି ଏ ନମ୍ୱର୍ one ଚୋର ବାବା କଣ କହୁଛ ରେ

  • @The_eternallove_of_God
    @The_eternallove_of_God 3 ปีที่แล้ว +7

    You are a simple man.
    You are not god..
    God is always God.. 🙏

  • @kushadehury8045
    @kushadehury8045 2 ปีที่แล้ว +25

    Salute you baba

  • @SubhendukumarSahani
    @SubhendukumarSahani 9 หลายเดือนก่อน +1

    ଜୟ ଶ୍ରୀ ରାମ

  • @beshraofficialbs7504
    @beshraofficialbs7504 2 ปีที่แล้ว +6

    Sir is great 🙏🙏

  • @lambodarmahanta5218
    @lambodarmahanta5218 5 ปีที่แล้ว +10

    Okbaba thank you treatement is well service to pepole

  • @sahashranshupanda7616
    @sahashranshupanda7616 4 ปีที่แล้ว +6

    You are Brilliant.
    Suburb.....keep its up......

  • @odiajhiasangita
    @odiajhiasangita ปีที่แล้ว +1

    ଦୁନିଆରେ ଏମିତି କିଛି ରୋଗ ନାହିଁ,ଯାହାକି ଭଲ ହେଇପାରିବନି।କିନ୍ତୁ ଆଜି କାଲିକା ଖାଦ୍ୟପେୟ,ଆଉ କର୍ମ ପାଇଁ ଲୋକ ଭୋଗୁଛନ୍ତି,କିନ୍ତୁ ଜାଣିପାରୁନାହାନ୍ତି।ଯଦି ଜାଣିପାରୁନାହାନ୍ତି ଏହି ରୋଗୀ ମାନେ ଶିକାର ହେଇଛନ୍ତି ଡାକ୍ତରମାନଙ୍କର ।ଏମାନେ ଲୋକମାନଙ୍କୁ ଲୁଟି ଚାଲିଛନ୍ତି କିନ୍ତୁ ଲୋକ ଏତେ ନିରୀହ ଲକ୍ଷ ଲକ୍ଷ ଖର୍ଚ୍ଚ କରି ମଧ୍ୟ ନିଜ ଲୋକଙ୍କୁ ବଞ୍ଚେଇ ପାରୁନାହାନ୍ତି।ଶାସ୍ତ୍ର,ଜ୍ଞାନ,ବିଦ୍ୟା,ପୋଥି,ଯୁଗ ଯୁଗରୁ ଅଛି,ଲୋକମାନେ ଆଗରୁ ଆୟୁର୍ବେଦିକ ଚିକିତ୍ସା ଆଉ ଝଡ଼ା ଫୁଙ୍କ ଦ୍ୱାରା ଭଲ ହଉଥିଲେ।କିନ୍ତୁ ମେଡିଆ ନିଜକୁ ବହୁତ ଜ୍ଞାନୀ ବୋଲି ଭାବି ନିଜର news ଚଂନେଲ ର ଉନ୍ନତି ପାଇଁ ସବୁ ଜିନସକୁ ଅନ୍ଧ ବିଶ୍ୱାସ କହି ଈଶ୍ୱରୀୟ ଶକ୍ତିର ମଜାକ ବନାଉଛନ୍ତି।

  • @jangyeswarray5415
    @jangyeswarray5415 5 ปีที่แล้ว +14

    🙏🏽🙏🏽🙏🏽 OMM NAMAHA SHIBAYA GOD IS SCINCE

  • @L_Das
    @L_Das 5 ปีที่แล้ว +7

    It's just Miracle, that's it., No questions no answer.

  • @shrutisnigdhamohanta7915
    @shrutisnigdhamohanta7915 2 ปีที่แล้ว +8

    Jay bhale baba 🙏🙏🙏

  • @pratapkumarbehera2108
    @pratapkumarbehera2108 2 หลายเดือนก่อน +1

    ନେତା ଅଲଗା କେମିତି ନେତା ମାନଙ୍କୁ ପାଖରୁ କିଛି ଖାଇଛନ୍ତି

  • @peasantrajak2748
    @peasantrajak2748 2 ปีที่แล้ว +4

    You're great baba

  • @Educationalupdate1
    @Educationalupdate1 2 ปีที่แล้ว +7

    ବାବା ଏମାନଙ୍କୁ ଭସ୍ମ କରିଦିଅନ୍ତୁ 🤓🤓🤣

  • @anilkumarsahoo3210
    @anilkumarsahoo3210 4 ปีที่แล้ว +193

    ପଚାରୁଛନ୍ତି ନା କଳି କରୁଛନ୍ତି ବେକାର ଝିଅଗୁଡାକ ଛି ଛି କନକ tv logic otv news ଠୁ ଶିଖ

  • @mahendramohapatra5672
    @mahendramohapatra5672 11 หลายเดือนก่อน

    ଜୟ ଜଗନ୍ନାଥ,ଜଣେ ଜଣେ ପରେ ପ୍ରଶ୍ନ କଲେ ଭଲ ହୁଅନ୍ତା ବେଳେ ବେଳେ ଦୁଇ ଜଣ ପ୍ରଶ୍ନ କରୁଛନ୍ତି ଶୁଣି ବାକୁ ଭଲ ଲାଗୁ ନାହିଁ ଜଣେ ଠିକ୍ ରୂପେ ଉତ୍ତର ଦେଇ ପାରନ୍ତା ।

  • @dinabandhu9772
    @dinabandhu9772 4 ปีที่แล้ว +36

    ଶାଳୀ ଭୁଶୁଣ୍ଡି ମାନେ ତୁମକୁ କିଏ ଗିହାଇଲା ଜେ ଏତେ ଚେଲାଉଚ ଦାରି ମାନେ

    • @The_Real_OnlineEarning
      @The_Real_OnlineEarning 4 ปีที่แล้ว

      😀😀😀

    • @stakmenmeswa4406
      @stakmenmeswa4406 4 ปีที่แล้ว

      Jia pacharuchhi Tara aja ra aja ku dekhichhi ki,

    • @balaramupadhyay
      @balaramupadhyay 3 ปีที่แล้ว

      😁😁😁😁😀

    • @madhusudannayak9242
      @madhusudannayak9242 2 หลายเดือนก่อน

      ଏ ତିନି ଜଣ ମହିଳା ସାମ୍ବାଦିକା ହିନ୍ଦୁ ନୁହନ୍ତି ହେତୁବାଦୀ ଯାହାଙ୍କର ବାପା ନିଶ୍ଚିତ ଜଣେ ମୁସଲମାନ ବା ଖ୍ରୀଷ୍ଟିଆନ ହୋଇଥିବେ, ଆମ ଆର୍ଯ୍ୟ ସମାଜରେ ବାବାଙ୍କ ସ୍ଥାନ ବହୁ ଉପରେ ଥିଲା ଆଉ ଏବେ ମଧ୍ୟ ଅଛି, ଜୟ ଜଗନ୍ନାଥ 🙏🙏🙏

  • @biswaranjansahoo2817
    @biswaranjansahoo2817 5 ปีที่แล้ว +35

    Perfect argument... By baba

    • @Ytsdgr150
      @Ytsdgr150 2 ปีที่แล้ว

      Baba na bala sabu feck

    • @mamatadilipmishra5715
      @mamatadilipmishra5715 2 ปีที่แล้ว

      Katha re khali nahi ki odia menda.jetebele jau baba asile setebele ta goda dharile.e bhali Sarathi bi kichhi dina khai gala ebe puni e

    • @royalname5095
      @royalname5095 2 ปีที่แล้ว

      Bala baba

  • @dancerlipu04
    @dancerlipu04 ปีที่แล้ว +4

    💞💞You are great sir🙏🙏

  • @kadambinisahoo9922
    @kadambinisahoo9922 8 หลายเดือนก่อน

    ଆରେ ଯାହାର ବିଶ୍ୱାସ ହେଲା ସେତତା ପାଇଁ ଭଗବାନ ତୁମେ ବିଶ୍ୱାସ ନକର