Pura micha mu jaichi Paisa kameiba ra full formula pura tiket katibe bhitaraku gale tiket neijibe eara 8jana loka achanti tautar dala numuni Bihar mate kahila ki tama pai alaga special puja karibaku padiba 4000tanka jamakara Eaibhali lutuchanti lumuni Bihar re
Mu arta trana bagarti kahuchi sonepur distik ru Apana nka shakti mo mana ku paila tenu mu tama padatale coti juhar 🙏🙏🙏mu Apananka mantra kenti parli Apnanko pun kale daja kari phon tiku otha be Jay shri ram jay hanuman ❤❤❤
ବିଶ୍ଵାସ ହିଁ ଭଗବାନ, ଗଙ୍ଗା ନାମ ରେ ଜଳ ହିଁ ପବିତ୍ର, ହାତ ଯୋଡ଼ିଲେ ଭଗବାନଙ୍କ ଆଶ୍ରିତ । ତୁଳସୀ ଜଳ ହିଁ ପାଦୁକା, ଜୟ ଜଗନ୍ନାଥ
ବିଶ୍ୱାସ ହେଉଛି ପ୍ରତିଟି ରୋଗ ଭଲ ହେବାର ସର୍ବତମ ଔଷଧ,ଆଧ୍ୟାତ୍ମିକ ହେଉ ବା ବିଜ୍ଞାନ, ବିଶ୍ୱାସ ହେଉଛି ସବୁଠୁ ବଳବାନ
Mu nije try karichi biswas re
Safala hele @@BachakarKola
Tutor nku biswas kale maribo
8
1ľ
ସବୁ ମିଛ କଥା ମୁ ବି ଯାଇଥିଲି ମୋର ଗୋଟେ ପୁତୁରା କୁ ନେଇକି ଯାଇଥିଲି ଥରେ ନୁହେଁ 13ଥର ଯାଇଥିଲୁ କିଛି ବି କାମ କରିଲାନି ସବୁ ମିଛ ଏ ଦୁନିଆରେ ସବୁଠୁ ସତ ସେ ହେଉଛି ଭଗବାନ 🙏ଏ ବାବା ମିଛ.. ପଦରେ ପାଦ ଛନ୍ଦା ଏ ବାବା ହୋଉଛି ମୋ........ ଧନ୍ଦା
Kan hei thila ki bhai
@@LipuParida-c1oclg
😭🙏🙏🙏💐sir🙏 namaskar🙏
କଣ ପ୍ରୋବଲେମ୍ ହେଇଥିଲା କି ଏବେ ଭଲ ହେଲାଣି କି ନାଇଁ.maybe mu kichi help kariparibi
ହୁଣ୍ଡା ସାମ୍ବାଦିକ କୁ ପ୍ରଖ୍ୟାତ ଟାଉଟର 🥺
ଏଇଟା ଗୋଟେ ଭଲ qwality ର ଟାଉଟର ଟା
ମୁଁ କେବଳ ଭଗବାନଙ୍କୁ ବିଶ୍ୱାସ କରେ ଓ ନିଜ କର୍ମ ଉପରେ ପୂର୍ବ ଜନ୍ମରେ କିଛି ଭୁଲ କରିଛେ ବୋଲି ଆମର ରୋଗ ଅଛି ଏହାକୁ ଭୋଗିବାକୁ ପଡ଼ିବ
ଭଣ୍ଡ ବାବା ଚମତ୍କାରୀ ଠକ
Thik katha
Chela achanti
Right baba brahmana nkara puja ra sakti ahhi semiti baba nka pakhe Sri mahadev nka asirbad achhi
ବାବା ନମସ୍କାର ! ଆପଣ କଣ ସତରେ ଭଗବାନ୍ ? ଯଦି ଆପଣ ସତରେ ଭଗବାନ ତେବେ ମୁଁ ସେହି ଦିନକୁ ଅପେକ୍ଷା କରୁଛି ଯେବେ ଆପଣ ଗିରଫ୍ ହେବେ ଆଉ ଜେଲ୍ ହାଜତକୁ ଯିବେ ଏବଂ ଯୋଉ ସମୟରେ ଆପଣ ଜେଲ୍ ହାଜତରେ ସାରଥୀ ଭଳି ରହିବେ ସେତେବେଳେ ଯଦି ଜେଲ୍ ଗେଟକୁ ଆପଣ ଛୁଇଁଦେଲେ ଗେଟ୍ ଆପେ ଆପେ ଖୋଲିଯିବ ଏବଂ ଆପଣ ଆପେ ଆପେ ପଦାକୁ ବାହାରି ଆସିବେ ସେହିଦିନ ଆମେ ଭାବିବୁ ଯେ ଆପଣ କୌଣସି ତାନ୍ତ୍ରିକ ନୁହଁନ୍ତି । ଆପଣଙ୍କ ଦେହରେ ନିଶ୍ଚୟ କୌଣସି ଦୈବ ଶକ୍ତି ରହିଛି । ଏବେ ବାବା ଆମେ କହୁଛୁ !ସେହି ଦିନକୁ ଆମେ ମଧ୍ଯ ଅପେକ୍ଷାରେ ରହିଲୁ । ଯେ ଆପଣ କେବେ ଗିରଫ୍ ହେବେ ଆଉ ପ୍ରକ୍ରୁତ ସତ କଥାଟା ପଦାକୁ ଆସିବ ?
Ha ha ha lajya aku kuha jaye bhadrami saha sanmana 😂😂😂 bhai apana nka katha re dum achhi 😝😝
4:31
ଏଥିରେ ତନ୍ତ୍ର ର କୋଉଠି ଭୁଲ ରହିଲା, ତନ୍ତ୍ର ତ ସ୍ଵୟଂ ମହାଦେବ ଙ୍କ ଦ୍ବାରା ସୃଷ୍ଟି ଭକ୍ତି କରିବାର ସମସ୍ୟା ରୁ ମୁକ୍ତ ହେବାର ଏକ ଶକ୍ତିଶାଳୀ ମାର୍ଗ
ସବୁ ମିଛ ସାର
Sampurna michha, Nija upare biswas rakhile Ela phala miliba.
ଏଥର ହସପିଟାଲ ବନ୍ଦ
ବ୍ୟବସାୟ କରିବା ନୁଆ ଫର୍ମୁଲା
Ek no choro ta 🤣
Tate laguchhi heini.. Hai agaku to gods chalibani.. Tu nichhaya jibu
@@satyabadisahoo4488 ବାବୁ ମୁଁ ନିଜେ ଦେଖା କରି କଥା ହେଇଛି ଆର୍ତ୍ତତ୍ରାଣ ବାବା ସହ ମୋ ହାତ ଠିକ୍ କରି ପାରିଲେ ନାହିଁ ସେ କି ବାବା
@@satyabadisahoo4488 🤣🤣🤣kaha se aate he log
No ଭକ୍ତିରେ ଶକ୍ତି
Pura bhanda Baba
Tote golkunda dakithila ki?
Test kara bhala bahele galua kahiba
@@starboy1256Tora kiye Bhala Heichhi kaha
Kamaku nuha
ବାବା ଙ୍କ mantra ରେ ବହୁତ୍ power ଅଛି ..ମୋ ଦେହ ଭଲ ହେଇ ଯାଇଚି ..he is vry kind hearted and vry simple 🙏🙏🙏
Tamara kan heithila bhala heigala kahila
Tamara kan heithila bhala heigala kahila
Hmm health issues thila
Thaka baba thaka
ମୁଁ ବବା ଙ୍କ ପାଖ କୁ ଯାଇଥିଲି ମୋ ଦେହ ରେ ଗୋଡ ରଖିଥିଲେ ହେଲେ result ଶୂନ
ହା ହା...😂
😂😂😂
Bhanda baba
🤣🤣🤣🤣🤣
😂😂😂😂😂
ମୁଁ ମୋ ମାକୁ ନେଇକି ଅନେକଥର ଯାଇଛି କିନ୍ତୁ କିଛି ଲାଭ ହେଇନି ବରଂ କ୍ଷତି ହେଇଚି ସେ ହାତ ଗୋଡ଼କୁ ମୋଡ଼ିମାଡ଼ି କରନ୍ତି ସେଥିରେ ଅଧିକ enjord ହେଇଗଲେ 🥺🥺
Jagatsinghpur ra kou jagare dekhanti a baba tk kahi paribe ki
@@nandinirinky3792 Mu sunuchi mandasahi re kn
କେତେ ଟଙ୍କା ପିସ୍ ଦେଇଚ ଲେଖିବ ଭାଇ ପ୍ରାସାସନିକ ମିଡିଆ ସବୁ ତା ପକେଟ୍ ରେ
Mo diabetis vala karidiantu
Sata kathha sir
ମୁଁ ବାବାଙ୍କ ପାଖକୁ ଯାଇଥିଲି,,, ମୋ ମୁଣ୍ଡରେ ହାତରଖିଥିଲେ କିଂନ୍ତୁ ମୋର ଉଚ୍ଚ ରକ୍ତଚାପ ରୋଗ ଭଲହେଲାନାହିଁ,, ୟେ ଭଣ୍ଡ ବାବା....,, ଦୟାକରି ବିଶ୍ୱାସ କରନ୍ତୁନାହିଁ 16:25
Om shanti bhaiji aha nirata satya ghare thisabukichi sambhaba
ଅକର୍ମ କର୍ମ ଦାୟକ ବାବା ଶ୍ରୀ ଶ୍ରୀମହାଦେବ ଶିବ ଶଙ୍କର
ପ୍ରକୃତରେ ଦେହର ବଡ଼ ମେଡ଼ିସିନ୍ ହଉଚି ନିଜର ନିଜ ଉପରେ ବିଶ୍ୱାସ ରଖିବା ଆଉ ଭଗବାନ ଙ୍କ ଉପରେ ବି ବିଶ୍ୱାସ ରଖିବା।ପ୍ରଥମ କଥା ହେଲା ସତ୍ ବାଟରେ ଚାଲିବା ମିଛକୁ ତ୍ୟାଗିବା କଷ୍ଟ ହବ କିନ୍ତୁ ନିଜ ପାଇଁ ବହୁତ୍ ଉପକାର।ରୋଗ ଦେଖିଲେ ଡରିବ
🙏🙏🙏ହର ହର ମହାଦେବ🙏🙏🙏
ଯେଉଁ ମାନେ ଅନ୍ଧ ବିୱାସ୍ କହୁଛନ୍ତି, ତାଙ୍କ ଘରେ କଣ କିଛି ପୂଜା ହୁଏ ନାହିଁ, ବିଭା ଘରେ ପଣ୍ଡିତଙ୍କୁ କାହିଁକି ଦକା ହୁଏ। ମନ୍ଦିର କୁ କଣ ପାଇଁ ଯାଆନ୍ତି, ପିତା ମାତା ଙ୍କୁ କାହିଁକି ପ୍ରଣାମ କରାଯାଏ । ବିଶ୍ଵାସ ରେହିଁ ବିଜ୍ଞାନ । ଚନ୍ଦ୍ର କୁ ଗଲେ ବିୱାସୋ ଓ ଭରସା ।
ଧନ୍ୟବାଦ ବାବାଆର୍ତ୍ତତ୍ରାଣ ଓ ଆଶୁତୋଷ ବାବୁ... ଏ ସବୁ ସମାଜ ହିତରେ ଲାଗୁ...🎉🎉
Reiki healer ନିଶ୍ଚିତ,ସେଥିଲାଗି ଛୁଇଁଲା ପରେ ସମସ୍ତ ରୋଗ ଭଲ କରିପାରୁଛନ୍ତି।ଜୟଗୁରୁଦେବ
Banda jay garu deba
500..tiket kata..vala rojgar..
Debasish babu is very excellent and best pointer..
Ai baba thaka
Pranam baba 🙏
Apananka pain mu nua jiban paichi
Thanks God🙏
Jay Jagannath 🙏🙏🙏
DEBASISH BABU , TWO SITE Ete bhala conversation lagila je 24 hour sunilebi bore heba nahin.
The best post cast ..best anchor ..
🙏🙏🙏 ଜୟ ଜଗନ୍ନାଥ ଜୟ ଶ୍ରୀ ରାମ
Great Podcast ❤
Jaya shree Jagannath Swami Nayan patha gami bhhaba tume pranam prabhhu omm namah shivay pranam prabhhu Jaya sitaram pranama maa pranam prabhhu Jaya Hanuman jaya raghubara ram pranama prabhhu her her mahadev pranama prabhhu shree shivay namahstuvym pranama prabhhu
Artra trana nana sabu sata khauchanti Jay nana 🙏🙏👍👍
Om namah shivaya ❤
Mora bahudinara dieses bhala hoijaichi. So congratulations
Mi6
I'm proud of Hindu
Jay jagannath
Baba apananku mor Bhumista pranam
Thank you sir 🙏, and Baba Arta trana
Mantra suniki mora jwara kamichhi 🎉🎉🎉 Jay Jagannath 🎉🎉🎉
ଦେବାଶିଷ ବାବୁ ଆପଣ ଏମିତି ଅନ୍ଧ ବିଶ୍ବାସ ସମାଜ ରେ ପ୍ରଚାର କରନ୍ତୁ ନାହିଁ କାରଣ ଏଇ ବାବା ଙ୍କ ପାଖକୁ ମୁ କୋଡ଼ିଏ ଶନିବାର ଯାଇଚି ପ୍ରତିଥର ପାଞ୍ଚ ଶହ ଟିକେଟ କରି କିଛି ଲାଭ ହେଲାନି କି କାହାର ହେବାର ମୁଁ ଦେଖିନି କି ସୁଣିନି ସେ ମୋତେ ଭଲ କି ଚିହ୍ନି ବେ ମୋ ଝିଅ କୁ ନେଇ କି ଯାଉଥିଲି ମୁଁ ଭୁବେଶ୍ବରର ନନ୍ଦନ ବିହାର ରେ ରୁହେ
ଆପଣ ସତ କହୁଚନ୍ତି କି ମିଛ କହୁଛନ୍ତି ମୁଁ ଜାଣିନି କିନ୍ତୁ ମୁଁ ଆପଙ୍କ କଥାରେ ଏକ ମତ
@@jeeban. ମୁଁ କାହିଁକି ମିଛ କହିବି sir ସତ୍ କଥା
Mun bi jaichi kichhi labha helani ate prachara hauchi kaumanankàra bhala hauchi mun bujhi paruni
Mun bi jaichi kichhi labha helani ate prachara hauchi kaumanankàra bhala hauchi mun bujhi paruni
Pura micha mu jaichi Paisa kameiba ra full formula pura tiket katibe bhitaraku gale tiket neijibe eara 8jana loka achanti tautar dala numuni Bihar mate kahila ki tama pai alaga special puja karibaku padiba 4000tanka jamakara
Eaibhali lutuchanti lumuni Bihar re
Baba apana mahan omm namah shivay
ମାନିଲେ ଠାକୁର ନ ମାନିଲେ ପଥର
ଏ ହେଉଛି ପେଲା ବାବା
ଜୟ ଜଗନ୍ନାଥ ବାବା ମୁଁ ବି ମନ୍ତ୍ର ଶୁଣି ଓ ଆପଣଙ୍କୁ ଭାବି ମୋର ଅଧକପାଲି ମୁଣ୍ଡ ବିନ୍ଧା ରୁ ମୁକ୍ତି ପାଇଛି ବାବା ମୁଁ ଗୁଜୁରାଟ ରେ ରୁହେ ସେଦିନ ଠାରୁ ମୁଁ ଆପଣ ଙ୍କୁ ବିଶ୍ୱାସ କଲି, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ
ପ୍ରଭୁ ଜଗନ୍ନାଥ ଆପଣକୁ ସତାଉ କରନ୍ତୁ ମାନବ ସେବା ଜାରିରହୁ ପ୍ରଭୁ ଜଗନ୍ନାଥ ଓ ଶିବଶଙ୍କର ଆପଣକୁ ଆହୁରି ଶକ୍ତି ପ୍ରଦାନ କରନ୍ତୁ 🙏🙏
ଜୟ ଜଗନ୍ନାଥ 🙏🙏🙏ଜୟ ଭୋଲେବାବା 🙏🙏🙏
Maghia andho😅😅😅
Adha kapali mundabidha kemiti bhala heba ame janinu amaku kuhantu
Baba tonka nei nadele kn Kariba amaku kuhantu tonka magi magi thaki galuni daunai kuhantu baba🙏🙏🙏🙏🙏🙏🙏😭😭😭😭😭😭😭
No 1 bhanda baba mu bi roggi ku nei ki jai thili labha kichhi hela nanhi
ସବୁ ରୋଗ ଭଲ କରୁ ଥିବେ କିନ୍ତୁ ଫିଡ଼ସ ପରି ରୋଗ ଭଲ କରିପାରୁନାହାନ୍ତି
Biswase milaye Hari Tarke bahu dure.❤
Baba Jane prakruta Siba bhakta.Tenu se bhakti dwara roginku bhala karichanti.
ତୁମେ ଜଗନ୍ନାଥଙ୍କ ବାପା ବୋଧେ ଆର୍ତ୍ତତ୍ରାଣ
ଜୟ ଶ୍ରୀ ଜଗନ୍ନାଥ 🙏
Arattranababa🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ ❤❤❤❤❤
Jay jagananth Jay ho arrattran baba
Eha satya
Biswase milai Hari tarke bahudura,🙏
I love you baba 🎉🎉🎉
Jay Baba Artatran
ଗାଲୁଆ ନମ୍ବର ଓନେ
ବାବା ପ୍ରଣାମ 🙏🙏, ମୋ ଗୋଡ଼ଦରଜଫୁଲା ସହିତ ହାତ ର ଦୁଇ ଖୁଆ ଦରଜ. ଅନେକ ଥର ଫୋନକରିଛି, ମେସେଜ ପଠାଇଛି ଏବେବି ଜଣାଉଛି ବାବା ଟିକେ ଆଶ୍ରିବାଦ ଦିଅନ୍ତୁ, ଯିବାକୁ ବାହାରି ଥିଲେ ବି ଯାଇ ହେଉନି, ଟିକେ ଭଲ ଲାଗିଲେ ନିଶ୍ଚୟ ଯିବି.ନମସ୍କାର,ଧନ୍ୟବାଦ.
କବି- କୁନ୍ତଳା, ସାମ୍ବାଦିକ କଟକ.
Thik helani ebe bi asubidha
Bhala heleni ki nai ebe
ହଠାତ୍ ଥରେ ଦେଖିଲ ଶିବ ଙ୍କୁ ?? ଆରେ କେଉଁ ଶିବ କୁ ଦେଖିଲୁ କହ... ନଟିଆ ବିଶ୍ଵାଳ ପୁଅ ଶିବ ନା ପାନ ଦୋକାନୀ ଶିବ ?? ଯିଏ ତୋ କଥା ଶୁଣିବ ସେ ଭାବିବ ତୁ ମହାଦେବ ଶିବ ଙ୍କୁ ଦେଖିଛୁ ବୋଲି
Joy baba Artatrana
Ye baba bahut bada reiki healer sethipain se sabu kariparuchanti
Ame b karipariba bt ama vitare chesta nahi
ଭାରତ ଆଧ୍ୟାତ୍ମିକ ଦେବ ଭୂମି ସାଇନ୍ସ ର କେନ୍ଦ୍ର ମୂର୍ଖ ବିଦେଶୀ ମାନଙ୍କର ଅନୁଗାମୀ ମୂର୍ଖ
ପୁଅରେ ତୁ ପାଠ ପଢ଼ିଛୁତ ନା ଟିପ ଦଉଛୁ
ହୋଇଓ ଆରତ ବାବା ସତରେ ଆପଣ କେତେ ନମ୍ବର ବେହିଆ କହିଲେ ତୁମେ ଯଦି ଛୁଇଁ ଦେଲେ ରୋଗ ସବୁ ଭଲ ହେଇଯିବ ତେବେ ତୁମେ ନିଜ ଦେହକୁ ଆଗ ଛୁଇଁକି ଦେଖ ଯଦି ତୁମେ ନିଜେ ପଥର ପାଲଟି ଯିବ ଆଉ ସବୁଦିନ ପାଇଁ ମନ୍ଦିରରେ ପୂଜା ପାଇବ।
Correct
Baba pranam
❤❤❤ଜୟ ଶ୍ରୀରାମ❤❤❤
Great Toutor
Jaya ho baba
Pura thaka Baba,Kehi bhala heunahanti.
Hmm bro.😅
Kahaku neiki jaithile ki apana
ବାବା ପ୍ରଣାମ ଜୟ ଜଗନ୍ନାଥ
Ki bhakti lo maa
Debasis bhai thank you
No 1 Bhansali.....
Jay shree jagannath 🙏🙏🙏
ଜୟ ଜଗନ୍ନାଥ 🙏🙏🙏
Baba pranam
Sarathi baba
ଦେବାଶିଷ ପୁରୁଣା ଠକ୍ କୁ ବାବା ଆର୍ତ୍ତତ୍ରାଣ ନୂଆ ଠକ୍।
Jay gurudev ji
Debasish babu jeendabad..
Vala vaasana maailaa.
Baba🙏🙏🙏
Bro tume Jo stile pacharuchha 😊😊😊😊😊😊😊😊😊😊
Jay bhole baba 👏
Bhandari baba
Fic 400 thanks debakupadhu
Bhai 2no sarathi
1st time ଦେଖିଲି ଜଣେ ନିଜର ନିଜେ ଏତେ ପ୍ରଶଂସା କରିବା 😮😮
ଏଇଟା ନିଜର ପ୍ରଶଂସା ନୂହେଁ ବରଂ ନିଜ ବିଷୟରେ ସତକଥା ପ୍ରକାଶ କରିବା. ଏହାକୁ ପ୍ରସଂଶା ବୋଲି ପରଶ୍ରୀକାତର ମାନେ ଭାବନ୍ତି.
Aartatrana baba tame. Jadi moramanaskamana Purna heu tebe mu Satya karibi nahele mukahibi bhandanababolikahiba etetanka kouthu aanuchhanti esabu rojagar karuchhanti baba samajaku bhanduchhanti
Jaijagarnath swami
❤❤❤❤🎉🎉🎉
Bhai rr baba jane bhanda 😢
ବାବା ଯାହା କହିଲେ ସ୍ଵାଗତ ଯୋଗ୍ୟ।ମୁଁ ସେଥିରେ ଏକ ମତ।
to maekinia ku chadide magea to vali keteta andha Ghia nka pain emanka gandi re chera
Very nice comedy 😄😄😄
Baba❤❤
Ea chalak baba
Mu arta trana bagarti kahuchi sonepur distik ru Apana nka shakti mo mana ku paila tenu mu tama padatale coti juhar 🙏🙏🙏mu Apananka mantra kenti parli Apnanko pun kale daja kari phon tiku otha be Jay shri ram jay hanuman ❤❤❤
Jia paichi sea janichi
Book ru scientist hoichi
Sadhana ru baba huanti
Report Bhai English book ru
Sikhichanti English kahiba
All are Right
Bhai apanka pacharibara style bahut sundara o bahut maja
Mu bi jaithili sabu micha thakura achanti kintu baba micha