Dada ku dekhi kari bahut khush lagla. Dada kar katha pura sat aye. Se akashvani re announcer b aan. Ame join kala bele ammu b kahu thile satha adke dekhle b patha ke agke dekha. Pet k dekha. Kalakar life ra struggle dekhichan dada. Bahut khush laguche etki din pare takar i geega viral hela j. Au geeta asba takar ame hope karmu
ବହୁତ ଖୁସି ଲାଗେ ସେ ଗୀତ ଶୁଣିଲେ😊😊❤❤😍😍Sir ଙ୍କୁ ଦେଖି ବହୁତ ଖୁସି ଲାଗିଲା😊😊😊
ଯାହା ହେଉ ଏ ଅଭିନେତା ଜଣଙ୍କୁ ଦେଖିବାକୁ ମିଳିଲା
Hn
Bhai satare❤
Mu bi khojuthili dekhibaku 👍
Mu bi
😊😊😊😊😊😊
କଳାକାର ଜଗତର ଏମାନେ ହେଲେ ବଣ ମଲ୍ଲି, ଯିଏ ବଣ କୁ ବୁଲିବାକୁ ଯାଇଛି, ସେ ତାହାର ବାସ୍ନା ବାରିଛି। ଓଡ଼ିଆଙ୍କ ହୃଦୟର କଳାକାର ମାନଙ୍କୁ ଶୁଭେଚ୍ଛା।❤
ବହୁତ ଧନ୍ୟବାଦ hero ଙ୍କୁ ଦେଖିବାକୁ ମିଳିଲା ❤❤❤
ଅତି ସୁନ୍ଦର ଭାବରେ ଉପସ୍ଥାପନା
ହିରୋ ଙ୍କୁ ଦେଖି ଖୁସି ଲାଗିଲା।
ସତରେ ଏହି ଗିତ ଟେ ବହୁତ ସୁନ୍ଦର ହୋଇଛି. ମୁ ଦେଖି ବହୁତ ଖୁସି ଅନୁଭବ କଲି. Hero is no 1 for ever... ଏହି ଗିତ ର making team ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏
ମୋ ହିରୋ ଭାଇ ଅନୁଗୋଳ ର ଜାଣିକି ଖୁସି ଲାଗିଲା Love From Angul ❤️
Angul
Chhendipada -Purunagarh (Bagdia)
@@deepenkumarsahu2047bhai bagadia kheli jaithilu sabuthhu best tournament hue love from puri
Chhendipada block angul
@@JharanaSahu-p2n tama ghara chhendiapada ki?
ଛି ଛି ଛି ରେ ନନି ଗୀତ viral hepapare mu hero ଙ୍କୁ ଦେଖିବାକୁ ବହୁତ୍ ବ୍ୟଗ୍ର ଥିଲି ଯାହା ହେଉ finally dekha ହେଇଗଲା ❤❤❤
ଭାଇ ଆପଣ 30 ବର୍ଷ ପରେ ବି viral ହେଇ ଗୋଲ ❤ ଅଜବ ଏ ଦୁନିଆ କାହା ଜୀବନ ରେ କଣ ଘଟିବ କହି ହେବନି😢❤
100%❤
ହଁ ଭାଇ ସମୟ କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଇବ କେହି କହି ପାରିବେ ନାହିଁ ସେଇ ସମୟ ହିଁ ବଳବାନ
ଦେଖା କରୀ ଭଲ ଲାଗିଲା ଭାଇ ତମକୁ ଧନ୍ୟବାଦ 🙏🙏🙏
❤️❤️❤️ ଛୋଟ ରୁ ଏତେ ବଡ ହେଲି aji❤️ଯାଏ କେବବି ଶୁଣିନଥିଲି ଏଇ ଗୀତ❤️ ବହୁତ ଭଲ ହେଇଛି
ଅଭିନେତା କୁ ଦେଖିବାକୁ ବହୁତ ଇଛା ଥିଲା । ତାହା ପୁରଣ ହେଲା ।
ଧନ୍ଯବାଦ 🙏
ଅଭିନୟ ବହୁତ୍ ବଢିଆ ହେଇଛି ହୃଦୟ ସ୍ପର୍ଷୀ
ଆମେ ଅଭିନେତ୍ରୀ କୁ ବି ଦେଖିବାକୁ ଚାହୁଁଚୁ, please 🙏
ପ୍ରକୃତରେ ଏମାନେ କଳାକାର ,ଏମାନଙ୍କ କଳାର ଗାରିମା ଅତି ସୁନ୍ଦର ଏବଂ ଶାଳୀନତା ଅତି ସୁନ୍ଦର | ଅତୀତର ସ୍ମୃତି 😢😊 ଜୟ ଜଗନ୍ନାଥ ❤
ପୁରୁଣା ଅଭିନେତା ଙ୍କୁ ଦେଖିବାକୁ ମିଳିଲା.. ଧନ୍ୟବାଦ ବିଭୂବାବୁ...ଓ ନିର୍ଦେଶକ ମାନଭଞ୍ଜନ ବାବୁ ଜୟ ହୋ
ଏବେ ତ ବିଭୁ ବାବୁ hero.... ଏଥିରୁ ଜଣlପଡିଲା
କଳାକାର କେବେ ମାରେନି.....❤
ଖୁସି ଲାଗିଲା ମୋ ଅନୁଗୋଳ ହେରୋ ଭାଇ
ଏ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ 🙏
Excellent, Heart Touching Performance Of The Real Sambalpuria Babu...Jai Maa Samalei
ଭାଇ ଆପଣକୁ ହୃଦୟ ରୁ ପ୍ରଣାମ ଆମ ଆଦିବାସୀ ଭାଇ କୁ ଜୁହାର😢❤
ମହାପ୍ରଭୁ କେତେ ବେଳେ କାହା ର ଭାଗ୍ୟ କେତେ ବେଳେ ଖୋଲି ଦିୟନ୍ତି ସେଇଟା କେବଳ ମହାପ୍ରଭୁ ଙ୍କୁ ଜଣା 👈
Right
Jay jagannath swami ⭕‼️⭕🙏🛕❤️🙌😊
ଠିକ କଥା
ଯାହାହେଉ ସେତେବେଳ ର ଅଭିନେତା କୁ ଦେଖିବାକୁ ମିଳିଲା ❤❤
ଏ ଗୀତରେ ଅଭିନୟ କରିଥିବା ସମସ୍ତ କଳାକାରଙ୍କୁ ପଦାକୁ ଆଣିଲେ ଆହୁରି ଭଲ ଲାଗିବ
ଯାହା ହେଉ ଅଭିନେତା ଜନକୁ ଦେଖିବାକୁ ମିଳିଲା ବହୁତ୍ ଖୁସି ଲାଗିଲା 👍
ବହୁତ ଭଲ ଅଭିନୟ ସେଇ ସମୟରେ ଥିଲା
ଏଇ ଗୀତ କୁ ଆଉ ଥରେ ନୂଆ ଷ୍ଟାଇଲ ରେ ଗାଇଲେ ବହୁତ ସୁନ୍ଦର ହୁଅନ୍ତା 👌👌👌❤️❤️❤️❤️❤️
ଅଭିନେତା ଭାଇ ଙ୍କୁ ଫିଲ୍ମରେ ଗୋଟେ chance ଦିଆ ଯାଉ
Social media power .. real hero ku dekai thiba ru . Dil se thank u....
ଯାହା ହେଉ ଏ ଅଭିନେତା ଜଣଙ୍କୁ ଦେଖିବା ପରେ
ବହୁତ ଖୁସି ଲାଗିଲା
ଆଜି ମୋ ଆଶା ପୂରଣ ହେଲା ଯାହା କୁ ମୁଁ ଦେଖିବି ବୋଲି ଭାବିଥିଲି ଆଜି ଦେଖି ପାରିଲି ମୁ ସାମ୍ବାଦିକ ଙ୍କୁ ବହୁତ ବହୁତ୍ ଧନ୍ୟବାଦ୍ ❤❤❤❤
ସତରେ କେତେ ଖୁସି ଲାଗୁଚି
❤ସେବେର କଳାକାର ଏବେର ଚମତ୍କାର 😮
ଭାଇ କୁ ଦେକି ବହୁତ କୁସି ଲାଗିଲା 🙏🏻🙏🏻💞
ସରଳ ମଣିଷ.... ମଧୁର ବାଣୀ ❤️❤️❤️
Part 2 gita shooting kara... Ame sapport karibu....
ନାୟକ କୁ ଦେଖି ବହୁତ ଖୁସି ଲାଗୁଚି
Aama angul district ru janiki bahut khusi lagila bhai 😊
ଅଭିନେତା ବିଭୁ ସାର୍ ସତକଥା କହିଲେ
ସେତେବେଳେ ଭାଇରାଲ୍ ହୋଇଥିଲେ ତାଙ୍କ ଲାଇଫ୍ ରେ ସବୁଠି ଫେମସ୍ ହୋଇ ସାରନ୍ତେଣି ଯାହାହେଉ
ମେଡିଆ ରେ କିନ୍ତୁ ଏତେ ବର୍ଷ ଅନ୍ତରରେ ଖୋଜା ପଡିଛନ୍ତି ! ଚମତ୍କାର 💐 ଧନ୍ୟବାଦ୍ zee odisa news ଚେନେଲ୍
ବହୁତ ବଢିଆ ଲାଗିଲା ଭାଇ ଓମାଇ ଗଡ୍
ଦେଖି କି ବହୁତ ବହୁତ ଖୁସି ଲାଗୁଛି ❤❤❤❤
ଯଉ ଲୋକ କୋରାପୁଟିଆ ଦେଶିଆ ଗୀତରେ ଅଭିନୟ କରିଛନ୍ତି ସିଏ ଆଜିବି ଜୀବିତ ଅଛନ୍ତି ଏବଂ ସେହି ଗୀତବି ଆଜି ଜୀବିତ ଅଛି ସେଥିପାଇଁ ମୋ ତରଫରୁ ବହୁତ ବହୁତ ଦନ୍ୟବାଦ।
ସତରେ ଭାଇ ଆପଣ ଏମିତି ଗୀତ କରିଥ ❤❤ femous ହେଇ ଗୋଲା❤❤
ଖୁସି ଲାଗିଲା but heroin କାଇଁ କେବେ ଆଣିବ
ଯା ହେଉ ମୋ କୋରାପୁଟିଆ ଭାଷା ପାଇଁ ମୁଁ ଗର୍ବିତ outstanding acting , music and love to Ac❤
First view, first like, first comments😂
Jaha heu dhanyabad apanaka chaneel
ବିଭୁ ଦାଦା ତୁମକୁ ଦେଖୀ ବହୁତ ଭଲ ଲାଗିଲା।2003 ସମ୍ବଲପୁର ଆକାଶବାଣୀ ଯୁବ ବାଣୀ କାର୍ଯ୍ୟକ୍ରମ ର 1ନମ୍ବର ଉଦଘୋଷକ ବି
ସେ ଅଭିନେତ୍ରୀ ଙ୍କୁ ଥରେ ଦେଖାନ୍ତୁ😊
ନିଶ୍ଚୟ ସୁଯୋଗ ମିଳିବା ଦରକାର ଫିଲ୍ମି ରେ ଭିଲିୟନ ରୋଲ ଭଲ କରି ପାରିବେ ଓଡ଼ିଆ ସିରିଏଲ ରେ କରି ପାରିବେ ସୁଯୋଗ ନିଶ୍ଚୟ ଦିୟା ଯିବା ଦରକାର 👈🙏
Satare bhai Tama chenelku dhanya bada
❤❤❤ Angul hero 🎉🎉🎉
ଦେଖିକରି ବହୁତ ଖୁସ ଲାଗଲା
ଏଇ ଗୀତ ରେ ଏବେ କଲିକତା ଉଠୁଚି ପଡୁଚି ଭାଇ 😂😂😂😂👍👍👍👍
ଅତି ସୁନ୍ଦର ଅଭିନୟ ଭାଇ
Bht bodhia heichi dada❤❤❤❤❤❤❤
ଅନୁଗୋଳ ରୁ ଜାଣି ବହୁତ ଭଲଲାଗିଲା ❤❤
ବହୁତ ଭଲ ଗୀତ ସୁନ୍ଦର କଣ୍ଠ ❤😮
ଯାହା ହେଉ ଦେଖି ଖୁସି ଲାଗିଲା
Last seen is amazing yaar🎉🎉🎉
ଦୁଃଖ ର କଥା ଗୀତର ସ୍ରଷ୍ଟା ଙ୍କୁ ଭଗବାନ ତାଙ୍କ ପାଖକୁ ନେଇ ଯାଇଛନ୍ତି 😢
Mui balasore pila but l love sambalpuri Jay maa samalesari
Jay Maa samleshwari keve asucha sambalpur au samalei Maa ku dekha kareinemi
Mousa tame bahut vala acting karithila ajibi trend Tamara sei vedio
Oh sehi hero❤❤bht bholo Abhinav karichhanty
Unbelievable❤❤❤
Mu chanhuthili Hero ku dekhiba pain ja hau 😃😃😃♥️♥️♥️♥️🙏sir
2020 ମସିହାରେ ମୂଁ ବେଶୀ ଶୁଣୁ ଥିଲି ମୋତେ ଭାରି ଭଲ ଲାଗେ
Super really bhai really 👌 jay jagannath
Ama angul matira hero
Thank you Bhai Tripura ru ❤❤
🙏 angya bahut badhiaa Abhinaya karichan angya aapanku bahut bahut dhanyawad 🙏
Bhai ku aagaku badhibagu dia bhaimaane like kara share kara au support kara..🙏🙏🙏 6i 6i re nani 6i...😁😁😁
ବହୁତ ଖୁସୀ ଲାଗିଲା ❤❤❤
Bahut sundar ❤
ଯାହା ହୋଉ ଅପେକ୍ଷା ର ଅନ୍ତ ଘଟିଲା.... 🔥
Really beautiful you are great 👍 sir
Nice 👍👍👍 mind blowing song old songs is.best.super
Heroine ku b ana please 😢😢
Kusi lagila hero ଦେଖି 😮😮❤❤ plz ହିରୋଇନ୍ କୁ ବି plz ଏହି chenal anantu plz
Career starts now🎉
ବହୁତ ଭଲ ଅଭିନୟ ଭାଇ 🌹🌹🌹
Very nice acting biswal sir 🎉🎉🎉
Ebe bi sei nisa achhi😊
❤❤❤supar hero sir
Bibhuti babu ❤❤❤
Ei video ro heroine nku b dekhantu
ଦେଖି କି ଖୁସି ଲାଗିଲା
କୋରାପୁଟ୍ ରୁ କିଏ କିଏ ଦେଖୁଛ 👍 କର
ଯାହା ହେଉ ଆଜି ଦେଖା ହେଲା hero ଭାଇ ଙ୍କୁ ❤
WW... GREAT KOLI 😂
ଯାହା ହଉ ଆମ ଅନଗୁଳ ଟୋକା ♥️
Dada ku dekhi kari bahut khush lagla. Dada kar katha pura sat aye. Se akashvani re announcer b aan. Ame join kala bele ammu b kahu thile satha adke dekhle b patha ke agke dekha. Pet k dekha. Kalakar life ra struggle dekhichan dada. Bahut khush laguche etki din pare takar i geega viral hela j. Au geeta asba takar ame hope karmu
Big star thank you
ଆମେ ହିରୋ ଭାଇ କୁ ଦେଖିଲୁ ହିରୋଇନ୍ କୁ କେବେ ଦେଖିବୁ
Dekhiki bahut khusi lagila.
Ama angul hero 👍
ଯାହା ହେଉ ନିର୍ଦ୍ଦେଶକ ଓ ହିରୋ ଙ୍କୁ ଦେଖିଲୁ ଏବେ ହେରୋଇନ୍ ଙ୍କୁ ଖୋଜି ଆଣନ୍ତୁ
Ok this trend song odisha ❤❤❤❤
Bahut khusi lagila dekhiki 😊
ହିରୋଙ୍କୁ ଦେଖି ଖୁସି ଲାଗିଲା ହିରୋଇନ୍ କୁ tk ଦେଖାନ୍ତୁ please
Bhala lagila