ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
3:19 dipu janglia majhi re dei dela😂
ମଞ୍ଜୀ କୋଉଠି ମିଳିବ ବହୁତ୍ ଭଲ ଚାଷ ଟିଏ 👍👍👌👌
ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ଅଧିକାରୀ ସହ ଯୋଗାଯୋଗ କରନ୍ତୁ ନଚେତ୍ ଅନଲାଇନ୍ ରେ ବି ମିଳୁଚି (oyester mushroom spawn) ଲେଖି ସର୍ଚ୍ଚ କରନ୍ତୁ
Thanks so much ❤
କେଉଁ ମାସ ପର୍ଯ୍ୟନ୍ତ କରାଯାଏ
ମାର୍ଚ୍ଚ ମାସ ପର୍ଯ୍ୟନ୍ତ
Sir ଧିଙ୍ଗିରି ଛତୁ କେବେ କରା ଯାଏ🙏🙏🙏
ଶୀତ ମାସ ରେ
ଶୀତ ଦିନରେ
ସାର ଆପଣ କିଲ ପ୍ରତି କେତେ ଦାମ ରେ ବିକ୍ରି କରନ୍ତି..
୨୦୦ ଟଙ୍କା ପ୍ରତି କିଲ
❤❤❤❤❤❤
youtube.com/@farmergagan1?si=2bWu5lO0Q9HY20W3
15 ଦିନ ପରେ ବେଡ୍ କୁ ଅନ୍ଧାର ରୁ ଆଲୋକ କୁ ଆଣିବା କି ସେମିତି ଅନ୍ଧାର ଜାଗା ରେ ରହିଥିବ ?
ଅନ୍ଧାରରେ ରହିବ
Seed price kete
20/25
Kete ta layer manji padiba
ଯାହା ଦେଲେ କିଛି ଅସୁବିଧା ନାହିଁ
Thanks
ଧନ୍ୟବାଦ 👍
ପାଳ ଛତୁ ମନ୍ଜୀ ନା ଅଳଗା ମନ୍ଜୀ ଏଟା
ଧିଙ୍ଗିରି ଛତୁ ମଞ୍ଜି
Please sent above seeds
ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ଅଧିକାରୀ ସହ ଯୋଗାଯୋଗ କରନ୍ତୁ ଠିକଣା ପାଇ ପାରିବେ ଯଦି ମିଳୁନାହିଁ online ରେ ବି ପାଇ ପାରିବେ flipcart,amazan ରେ
Mangi kouthi milibo
ମଞ୍ଜି କେଉଁଠି ମିଳିବ
ଛତୁ ଚାଷ କରୁଥିବା ଲୋକଙ୍କ ପାଖରୁ ପାଇ ପାରିବେ ଯଦି ମିଳୁନାହିଁ Oyester mushroom spawn ଲେଖି ସର୍ଚ୍ଚ କରନ୍ତୁ online ରେ ମିଳିଯିବ flipcart,amazan ରେ
ଦେଢ଼ kg ରୁ ଅଧିକ
ଗୋଟିଏ ବେଡ଼ରେ କେତେ କେଜି ଆସିବ ❤
ଦେଢ଼ କିଲୋ ରୁ ଅଧିକ ଅମଳ ଆସିଥାଏ
Are murkha ଆଉଟିକେ ବଡ ହବ କହୁଚୁ ପୁଣି ଏକାବେଳେ ତୋଲିବ କହୁଚୁ😊
ଛତୁ କଢ଼ ଆସିବାର ଚାରି ରୁ ପାଞ୍ଚ ଦିନରେ ଛତୁ ଅମଳ କରା ଯାଏ
ଭିଡିଓ ଭଲ ଭାବରେ ଦେଖନ୍ତୁ ଏବଂ ବୁଝାନ୍ତୁ ତା ପରେ କମେଣ୍ଟ କରିବେ। ଏହି ସବୁ ବେଡ୍ କଣ ଗୋଟିଏ ଦିନରେ ତିଆରି ହେଇଛି? ସବୁ ଅଲଗା ଅଲଗା ଦିନରେ ତିଆରି ହେଇଛି ତେଣୁ ଛତୁ ମଧ୍ୟ ଅମଳ ଅଲଗା ଅଲଗା ଦିନରେ ହେବ। ଧନ୍ୟବାଦ୍!