@@jagankumarjena6465 hare krushna pranam 🙏🏻🙇🏻♀️apana nku bhai mora mora atk jogyata nahi je kaha birudha re kahibaku bas mu kbl atk janichi mo prabhu krushna hni vagban baki kia Kala na kala mu kn kari paribi jadi bi iskcon re kia bi kichi bhul karu thiba au tanku prabhu krushna dandabat debe hele atk janichi mu iskcon vaut vala karan taku mo gurudeba srila prabhupad partistha kariki jai chanti 🙏🏻🙇🏻♀️🙏🏻🙏🏻bas atk jadi mo dwara apana nku kichi aghat lagi thiba sana ଭଉଣୀ vabiki khyama kari debe🙏🏻🙏🏻🙇🏻♀️🙇🏻♀️
ISKCON is the only organization in this world who is distributing real spiritual knowledge to the world.Go ahead ISKCON, You are doing the greatest job for all leaving being.Jai Jagannath
Pura thik katha ama Krishna bhakti desa bidesa re prabhupada prachar karithile ame nije nonveg khauche bele bele kharap laguchi Hindu hoi ❤❤ei loka kn khuchanti aschrya laguchi ama Hindu Mane bi sei kharap kama bi karuchanti ta Mane kn prabhu nku smaran karunahanti joy jagannath joy srikrishna❤❤❤❤❤km bayas re nija gyana balare samasta nka hrudaya ku jituchanti ❤❤
Being from Odisha, i feel so bad when the ppl of my state think and tell about Srila Prabhupada!!!!! the more we tell bad abt prabhupada, we wont get Lord Jagannath!!!
ହରି ଓଁ।
ଅତି ସୁନ୍ଦର ଉପସ୍ଥାପନା ଆମ ଭାରତ ମା ର ସମସ୍ତେ ସନ୍ତାନ ସିଏ ଯେଉଁ ଧର୍ମ ର ହେଉନା କାହିଁକି।ଇସ୍କନ କୁ ଆମେ ଭୁଲ ଦେଉନାହୁଁ କିନ୍ତୁ ଆମ ଧର୍ମ ପରମ୍ପରା କୁ ପଛରେ ପକାଇ ଶାସ୍ତ୍ର ବିହିତ ଯେଉଁ ରଥ ଯାତ୍ରା କରିବା ପାଇଁ ସ୍ଥିର କରିଛନ୍ତି ତାହା ଆମକୁ ଠିକ୍ ଲାଗୁନାହିଁ।ଆମେ ଏତେ ଜ୍ଞାନୀ ନୁହନ୍ତି ଯେ ଆପଣ ମାନଙ୍କ ସହ ଜ୍ଞାନ ର ତର୍କ କରିପାରିବୁ ତେବେ ଆଶା ପ୍ରଭୁ ଜଗନ୍ନାଥ ଙ୍କୁ ଯିଏ ଯେବେ ବି ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିଛି ତାର ସର୍ବନାଶ ହୋଇଛି ସେ ପରମେଶ୍ବର ତାଙ୍କୁ ଆମେ କଣ ରକ୍ଷାକରିବା ?ତେଣୁ ଭକ୍ତି କୁ ବ୍ୟପାରା ନକରି ମହାପ୍ରଭୁ ଙ୍କ ପଦାର ବିନ୍ଦ ଯୁଗଳେ ନିଜକୁ ସମର୍ପି ଦେଇ ଶରଣ ପସନ୍ତୁ ସବୁ ଠିକ୍ କରିଦେବେ।
ଇସ୍କନ ସଂସ୍ଥାକୁ କୁ ମଧ୍ୟ ଆମେ ସମ୍ମାନ କରୁ ତେଣୁ ଆମର ଅନୁରୋଧ ଅଦିନ ରେ ପ୍ରଭୁ ଙ୍କ ଯାତ୍ରା ନ କରନ୍ତୁ।
ଜୟ ଜଗନ୍ନାଥ
ଯିଏ ସାଈ ମନ୍ଦିରରେ ଅଷ୍ଟାଙ୍ଗ ଯୋଡ଼ି ମୁଣ୍ଡିଆ ମାରି ଘଣ୍ଟା ଘଣ୍ଟା ବିତାଏ ସାଈ ମନ୍ଦିରରେ ସେ କ'ଣ ଜାଣିବେ ହିନ୍ଦୁ ଧର୍ମର ମହତ୍ତ୍ଵ 🙏❤️🙏 ଜୟ ଜଗନ୍ନାଥ 🙏
Same
Amane sabu chaina re bhai jai jagannth
ସମସ୍ତେ ଭାଇ ଓ ଭଉଣୀ ମାନଙ୍କୁ ମୋରପ୍ରଣାମ ବହୁତ ଭଲ ମତ ଦେଇଛନ୍ତି। ସନାତନ ଧର୍ମର ପ୍ରଚାର ଓ ପ୍ରସାର ଦିଗରେ ଧ୍ୟାନ ଦିଅନ୍ତୁ।
ହରେ କୃଷ୍ଣ ପ୍ରଭୁ ଜୀ ଦଣ୍ଡବତ ପ୍ରଣାମ 🙏🏻🙇🏻♀️ଆପଣ ବହୁତ ସୁନ୍ଦର ଉତ୍ତର ଦେଲେ ଆଉ ଆପଣ ଙ୍କ ଉତ୍ତର ରେ ମୁଁ ମୋ ନିଜ କୁ ବହୁତ ଗର୍ବିତ ଅନୁଭବ କରିଲି କି ଯାହା ହଉ ଆମ ସନାତନ ଧର୍ମ ରେ ଶୁଦ୍ଧ ଭକ୍ତ ଙ୍କ ପାଇଁ ଆଜି ସନାତନ ଧର୍ମ ବଞ୍ଚିକି ଅଛି ଲୋକ ତ ଖ୍ରୀଷ୍ଟିଆନ ଲୋକ ଙ୍କୁ ଦେଖିକି ପ୍ରଭୁ କୃଷ୍ଣ ଙ୍କୁ ଛାଡିକି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ଦଉ ଛନ୍ତି ସେତେବେଳେ କାହିଁ କେହି ପ୍ରଶ୍ନ କରୁ ନାହାନ୍ତି କି ତମେ ଓଡ଼ିଆ ସନାତନ ଧର୍ମ ତମେ କଣ ପାଇଁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରୁଛ.... ଆଉ ଯେତେବେଳେ ବିଜେଡି ର କିଛି ଲୋକ ମହାପ୍ରଭୁ ଙ୍କୁ ଗାଡି ରେ ବୁଲେଇ ବୁଲେଇ ଭିକ ମାଗିଲା ଭଳି କାର୍ଯ୍ୟ କରୁ ଥିଲେ ସେତେବେଳେ ୟେ ମାନେ କୁଆଡେ ଯାଇ ଥିଲେ ଆଜି ଯାଉ ମାନେ ଇସ୍କନ ଉପରେ ପ୍ରଶ୍ନ କରୁ ଛନ୍ତି ଇସ୍କନ ପାଇଁ ବହୁତ ଲୋକ ଆଜି ଭଲ ରାସ୍ତା ରେ ଚାଲୁ ଛନ୍ତି ଆଉ କିଛି ଲୋକ ସହି ପାରୁ ନାହାନ୍ତି କି ଆମେ ତ ଆମିଷ ଖାଉଚୁ ମଦ ପିଉଛୁ ଖରାପ ସମ୍ପର୍କ ରଖୁଛୁ ୟେ ମାନେ ବି ସବୁ ଏମିତି ହୁଅନ୍ତୁ
Prabhu ji apana sathik utara diucbanti
Jeun mane bepara karanti semananku anya ra mahat karya se vali dekha jae hindu bhai ek hua Na hele bangla desha abasta heba
@@monamotivationspeaker ଅତି ସୁନ୍ଦର ଅପା 🙏 ଧର୍ମ ଜlଣିକି ଯିଏ ଅଧର୍ମ କରେ ତାକୁ ପାପି ନୁହେଁ ଦୋଷୀ କୁହାଯାଇ ତାର କ୍ଷମାନାହିଁ. ବିଜେଡି ଗୋଟେ ରାଜନୀତି ଦଳ କୌଣସି ଧର୍ମ ସଂସ୍ଥା ନୁହଁ. ଇସ୍କନର ଉଦେଶ୍ୟ ନାମ ପ୍ରଚାର ନିମିତ୍ତ କରାଯାଇଥିଲା ଧର୍ମ ପାଇଁ. ଆଉ ବିଜେଡି କୁ ତାର ଦଣ୍ଡ ଓଡ଼ିଆ ମାନେ ଦେଇଛନ୍ତି. ରାଜ୍ୟରୁ ହଟାଇ ଦେଲେ. କିନ୍ତୁ ଇସ୍କନ ଯାହା କରୁଛି ତାର ଦଣ୍ଡ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦେବେ.
ଆଉ ରହିଲା ଧର୍ମ ପତିବର୍ତ୍ତନ.?
ଧର୍ମ ପରିବର୍ତନ ଏବେ ନୁହେଁ ଅନ୍ୟଯୁଗ ମାନଙ୍କରୁ ରହିଆସିଛି ଉଦାହରଣ - ମୋ ଗୁରୁଦେବ ଶ୍ରୀକୃଷ୍ଣ ନଲେ କହି ନ ଥାନ୍ତେ ଅର୍ଜୁନକୁ ସର୍ବ ଧର୍ମ ପରିତ୍ୟାଗ କରି ମୋରି ଶରଣ କୁ ପଳି ଆସ 👍.... ସେ ସର୍ବ ଧର୍ମ କଣ?.
ଭଗବାନ ଭକ୍ତକୁ ବାଛନ୍ତିନି ତାଙ୍କର ସମସ୍ତେ ସନ୍ତାନ
କିନ୍ତୁ ଭକ୍ତ ଭଗବାନ କୁ ବାଛେ. ଏହା ନିଜ ନିଜର ମତ
କାହାର ଧର୍ମ କୁ ନେଇ ଆମେ କହିବା ଉଚିତ ନୁହେଁ.
ଇସ୍କନ ନାମ ପ୍ରଚାର ପାଇଁ ହେଇଥିଲା ତୁମେ ମାନେ ଧର୍ମ ପରିବର୍ତନ ର ସଙ୍ଘ୍ୟl ଦେଇଦେଲ. ଜଦି କେହି ହିନ୍ଦୁ କ୍ରିଷ୍ଠାନ ହୋଉଛି ଆମକୁ ବାଧୁଛି ତାହେଲେ କେମିତି ରୁଷିଆ ଗୋରା କୁ ଆମେ ଆମ ଧର୍ମ ପାଳନ କରିବା ନିମତେ ସନାତନୀ ହବାକୁ କହୁଛେ?....
ଆଗ ଧର୍ମ କଣ ଜlଣ ଜାତି କଣ ଜାଣ 👍
ଆପେ ବୁଝିପାରିବ ସବୁ.......
ଧର୍ମ = ମନୁଷ୍ୟ କୁ ଗୁରୁଃସ୍ୱାମୀ ଙ୍କ ପ୍ରାପ୍ତି ପାଇଁ ପ୍ରେଣଣା ଦିଏ (ଭଗବତ ପ୍ରାପ୍ତି ) ଯାହା କେବଳ ଗୁରୁଶିଷ୍ୟ ଦ୍ୱାରା ସମ୍ଭବ 🙏
ଜାତି =ବ୍ରାହ୍ମଣ. କ୍ଷେତ୍ରୀୟ. ବୈଶ୍ୟ. ଶୁଦ୍ର.
୪ ଟି ଜାତି ଯାହା ଜନ୍ମ ରୁ ଆଧାର ହେଉଛି.
ସେଥିପାଇଁ ଧର୍ମ ରେ ସଙ୍କଟ ଦେଖା ଯାଉଛି.
ଈଶ୍ୱର ତ ଜାତି କର୍ମରେ ଆଧାର କରିଛନ୍ତି.(ଗୀତା )
ବ୍ରାହ୍ମଣ ଆମିଷ ଖାଇ ଜଦି ମନ୍ଦିରକୁ ଯିବ ତାହା ପବିତ୍ର ଆଉ ସେହିମାନଙ୍କୁ ଉଚ ପଦବୀ ରେ ଗୁରୁମାନିନେବେ ଜନ.
ଜଦି ଜଣେ ହରିଜନ ବ୍ରହ୍ମଦର୍ଶି ହେଇଥାଉ ନା କାହିଁ ସେ ଜାତିରେ ଛୁଆଁ ଅଛୁଆଁ ବାରଣ ହବ.
ଯେଉଁ ଦିନ ମଣିଷର କର୍ମ ଅନୁସାରେ ଜାତିର ସଂଜ୍ଞା ଦିଆଯିବ. ସେହିଦିନ ଧର୍ମର ରକ୍ଷା ହବ. ନଲେ ମଞ୍ଚ ଉପରେ ବସିଥିବା ଜ୍ଞାନୀ ଗଣ ନିଜର ଅହଂ ଭାବକୁ ଜାଣିପାରିବେନି ଆଉ ଗୁରୁ ଶିଷ୍ୟ ଉଭୟ ପ୍ରଥଭଷ୍ଟ ହେଇଯିବେ ଏହା ହିଁ ଦୁଃଖ 😭
ଆଜି ସମାଜ ରେ କେବଳ ଏହାହିଁ ସତ୍ୟ କି ଜଣେ ଅନ୍ୟଜଣକୁ ଅଧିକ ଜ୍ଞାନୀ ଭାବୁଛି ଆଉ ଧର୍ମ ଅଧର୍ମର ମାର୍ଗ ଦର୍ଶନ କରିପାରୁନାହାନ୍ତି. ଉଦାହରଣ ଇସ୍କନ ରେ ଥିବା ମୋର ପ୍ରିୟ ଭାଇ ମାନେ ବହୁତ ଭଲ କିନ୍ତୁ କିଛି ବଡ ପଦବୀରେ ଥିବା ଭାଇମାନେ ପ୍ରକୁତ ଈଶ୍ୱରଙ୍କ ଶରଣ ରେ ଅସି ନାହାନ୍ତି. ଯୋଉଟା କି ଆଜି ପ୍ରତି ଫଳିତ ହେଲା ଆମେରିକା ର ରଥଯାତ୍ରା. ନିୟମ ଭାଙ୍ଗିବା?
ଜଦି ଜଣେ ନିୟମ ଜାଣିଥିବା ବ୍ୟକ୍ତି ନିୟମ ମାନିବେନି ତ ତାକୁ ଅହଂକାରୀ କୁହାଯିବ. ଯୋଉଟା ଆଜି ଇସ୍କନ ସହ ଘଟିଛି. ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ନିୟମ ର ପ୍ରତୀକ
@@jagankumarjena6465 hare krushna pranam 🙏🏻🙇🏻♀️apana nku bhai mora mora atk jogyata nahi je kaha birudha re kahibaku bas mu kbl atk janichi mo prabhu krushna hni vagban baki kia Kala na kala mu kn kari paribi jadi bi iskcon re kia bi kichi bhul karu thiba au tanku prabhu krushna dandabat debe hele atk janichi mu iskcon vaut vala karan taku mo gurudeba srila prabhupad partistha kariki jai chanti 🙏🏻🙇🏻♀️🙏🏻🙏🏻bas atk jadi mo dwara apana nku kichi aghat lagi thiba sana ଭଉଣୀ vabiki khyama kari debe🙏🏻🙏🏻🙇🏻♀️🙇🏻♀️
@@monamotivationspeaker ଗୁରୁଃସ୍ୱାମୀ ଅପା 🙏. ଇସ୍କନ ଭଳି ପବିତ୍ର ଅନୁଷ୍ଠାନ ପ୍ରାୟ ଏ ଜଗତରେ ପାଇବା କଷ୍ଟକର. ଆଉ ପ୍ରଭୁପାଦ ଗୋ ସ୍ୱାମୀ ଙ୍କର ଚରଣରେ 🙇♂️ଭୂମିଷ୍ଟ ପ୍ରଣାମ. ଆମର ଉଦେଶ୍ୟ କାହାର ଜ୍ଞାନ ବା ଧର୍ମ କୁ ଆଘାତ ପାଇଁ ନୁହେଁ କେବଳ. ମନ ମାନିଆ ହେଉ ଥିବା ଭାଇ ମାନଙ୍କ ପାଇଁ. କ୍ଷମା କରିବେ ଜଦି ମୋର ଶବ୍ଦଗତ ତ୍ରୁଟି ଥିବ. କଳି କରାଉ ଥାଏ ସେହି ତା ବିନୁ ଅନ୍ୟଗତି ନାହଁ. କାହିଁକି ଏମିତି ହେଉଛି ସେ କାଳିଆ ସ୍ୱାଇଁ ହିଁ ଜାଣିଛି 🙏 ଜଗତର କଲ୍ୟାଣ ହେଉ
ସନ୍ନ୍ୟାସୀ ବନ୍ଧୁ ବହୁତ୍ ସୁନ୍ଦର୍ ଉତ୍ତର ଦେଲେ, ଜୟ ଜଗନ୍ନାଥ, ଜୟ ଇସ୍କନ, ଜୟ ସନାତନ , ଜୟ ହିନ୍ଦୁ ଧର୍ମ
ହରେ କୃଷ୍ଣ,ଦଣ୍ଡବତ ପ୍ରଣାମ ପ୍ରଭୁ, ବହୁତ ସୁନ୍ଦର ଆଲୋଚନା,
Its a good organization and the the inner intention is very good, please go ahead... And this institute distribute the BHAKTI all over world ❤
କେତେ ସୁନ୍ଦର ବଳିଷ୍ଠ ଆଉ ଉପାଦେୟ ଆଲୋଚନା ଶୁଣି ଖୁବ ଖୁସି ଆଉ ଆନନ୍ଦ ଲାଗିଲା. ଧନ୍ୟବାଦ. ଜୟ ଶ୍ରୀକୃଷ୍ଣ. Jay ଜଗନ୍ନାଥ
I love ISCON. Jay jagannath.
ବିଜେଡି ଯେତେବେଳେ ଜଗନ୍ନାଥ ଙ୍କୁ ଅର୍ପଣ ରଥ ନା ରେ ବୁଲାଉଥିଲେ। ସେତେବେଳେ ଗଜପତି କୋଉଠି ସୋଇଥିଲେ।
Right 👍
Right question... Jay Jagannath 🙏🚩🙏
Thik kahile
Very good question bro
Tanka government rahila ki au jagannath nku naiki rajaniti se sahibeni so be careful
ସନାତନ ଧର୍ମକୁ ବିଭାଜନ କରିବା ପାଇଁ ତଥା ଜଗନ୍ନାଥ ପ୍ରେମୀ ଓ ଇସ୍କନ୍ କୃଷ୍ଣ ଭକ୍ତଙ୍କ ମଧ୍ଯରେ ପ୍ରାର୍ଥକ୍ଯ କରାଇ ସନାତନିଙ୍କୁ ଦୃବଳ କରିବା ପାଇଁ ଚକ୍ରାନ୍ତ
No...... I am not agree with you. Where is truly meaning of spiritual life it's will come out. Jay Jagannath
Akdam thik katha
Sata pratisata sata katha emane sabu sanatan hindu dharm ku bichhinna kariba pain sabu rajaniti chaleichanti
Thik kahile
Ok
ଭଗବାନଙ୍କୁ ପୂର୍ଣ୍ଣ ଭାବେ ବାଝିବା ପାଇଁ ଏହା ଥିଲା ଶ୍ରୀ ପ୍ରଭୂପାଦଙ୍କର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଜୟ ଜଗନ୍ନାଥ।
Right ❤❤❤❤❤🙏🙏jai jagannath ❤jai srila Prabhupad
ପ୍ରଭୁପାଦ ଆଗ ନା ସ୍କନ୍ଦ ପୁରାଣ!😂
😂🤣
ସାଧୁ ସନ୍ଥ ମାନଙ୍କୁ ନିନ୍ଦା କରୁଥିବା ଲୋକ ନାର୍କରେ ବାସ କରନ୍ତି 👍
@IpsitaSahoo-hw1of ଆଛା..... ଯେଉଁ ଗୁରୁ ବଳତ୍କାର ପରି ଘୃଣ୍ୟ କାର୍ଯ୍ୟ କୁ ନିଜ ପୁସ୍ତକରେ ଏମିତି ବର୍ଣ୍ଣନା କରୁଛନ୍ତି ଯେମିତି ଏହା ଏକ ମହାନ କାର୍ଯ୍ୟ.... ସେମିତି ବ୍ୟକ୍ତି ଙ୍କୁ best ଗୁରୁ କହୁଛ 😁...... ଭଗବତ ଗୀତା ର ଭାବାର୍ଥ କୁ ବଦଳାଇ ନିଜ ହିସାବରେ ଭାଷ୍ୟ କରିଛନ୍ତି ଏହାର ଅର୍ଥ କି କୃଷ୍ଣ ଜ୍ଞାନୀ ନୁହଁନ୍ତି ଶ୍ରୀଲା ପ୍ରଭୁପଦ ହେଉଛନ୍ତି ଜ୍ଞାନୀ 🤣
ଜୟ ଜଗନ୍ନାଥ ହରିବୋଲ ଆପଣ ସୁଚିନ୍ତିତ ମତାମତ ପାଇଁ ଅଶେଷ ଧନ୍ୟବାଦ୍ ଜଣାଉଛୁ
Bahut badhiya prabhuji
Bahut sundar answer 🙏🙇🙏 loke kichhi logic na bujhi kichhi bi kohuchanty... Logically mate bohut val lagila
Excellent talk I have ever heard. Superb presentation by our Iskon guru .
Hare krushan. I love iscon
Hare Krishna Prabhu Apnanku Dandabat Pranam 🙇🏻🙇🏻🙇🏻🙏🙏🙏
Sampurna satya
Thank u prabhuji dandvat pranam 🙇♂️🙇♂️🙇♂️🙇♂️👍👍👍
I love iskcon. Jay Jagannath
@@Akshayam2020 ratha Yatra kaly yada khaiba sabu escon
Kainki
@@GaneshPanda-ct7qu sethiki gale janiba...
Excellent explanation. Our pujas Ganapathi maharaj ji should learn from this explanation !
I love iscon
Right Prabhu Ji
ଶ୍ରୀ ଲ ପ୍ରଭୁ ପାଦ ହୋଉଛନ୍ତି ମହାନ ସନ୍ଥ ତାଙ୍କ ପାଇଁ ଶ୍ରୀ ହରି ନାମ ସାରା ବିଶ୍ୱ ରେ ପ୍ରଚାର ପ୍ରସାର ହୋଉଛନ୍ତି 🙏
Ta boli kn adina re rath jatra karibe ki
Jai Shree Rama Krishna Radhe govind
ISKON Devotees are not Hindus.
mo banda lala
@@ratnakarbal3669tame kete bada hindu Jana paduchi
ଭାଗବାନଙ୍କୁ ପୂଜା ଓ ଆରାଧନା ଡ ଜରୁରୀ କିନ୍ତୁ ତରିକା କିମ୍ବା ସମୟ ନୁହେଁ । ଆମ ସନାତନ ଧର୍ମକୁ ସାରା ବିଶ୍ଵବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ମଁୁ ଇସ୍କୋକୁ ପ୍ରଣାମ କରୁଛି ।
Hare Krishna Prabhu dandavat pranam,apana jaha kahile sampurna thik
Right pravu ji ...hare Krishna 🙏.. dandavat pranam
The way Prabhu gave the reply is commendable.. Thank you Prabhu
Lovely conversation
Ati sundar..
❤❤❤❤ ହରେକୃଷ୍ଣ ହରେକୃଷ୍ଣ ହରେକୃଷ୍ଣ ହରେକୃଷ୍ଣ ❤❤❤❤❤
Hare Krishna dandvat pranam pravuji.apana thik answer deichhanti
Jai jagannath
Dhanya Prabhu praneswar apnankara bhakta hebaku is my desire
hare krishna prabhuji dandwat pranam , well explained .
ISKCON is the only organization in this world who is distributing real spiritual knowledge to the world.Go ahead ISKCON, You are doing the greatest job for all leaving being.Jai Jagannath
Tame tama certificate re kn tama ra 1 jana parents name achi.. Kain au 2 ta ta hei parini
Great chora
ଆଗ୍ୟା ଆପଣଙ୍କୁ ଧନ୍ୟବାଦ ଜୟ୍ ଜଗନ୍ନାଥ ପ୍ରଭୁ
Aty Sundar Gyan prabhuji
Jai Hg Praneswara Krsna Prabhuji.... please accept my humble obeisances at your holy feet.
Hare krishna prabhu 🙏
Right answer prabhuji deichhanti
Very good messg
Very good 👍 nice answer❤
Hare Krishna Prabhu Dandyavat pranaam.
Very good.
HAre Krishna
A C Bhktibedanta swami srila prabhu padaki jay
Radhe Radhe Krishna Krishna 😊
Hare krishna hare Rama hari bol
Jay Jagnnath,Baba your openion is quite correct. Every person is the creation of God Krishna.
Pura thik katha ama Krishna bhakti desa bidesa re prabhupada prachar karithile ame nije nonveg khauche bele bele kharap laguchi Hindu hoi ❤❤ei loka kn khuchanti aschrya laguchi ama Hindu Mane bi sei kharap kama bi karuchanti ta Mane kn prabhu nku smaran karunahanti joy jagannath joy srikrishna❤❤❤❤❤km bayas re nija gyana balare samasta nka hrudaya ku jituchanti ❤❤
Jay Jagannath... Jay shree Krishna.... Jay iscon
Iscon is doing tremendous job for sanatan dharma... Jay Prabhupada
Hare Krishna 🙏 Jay Jagannath 🙏
ଖୁବ୍ ସୁନ୍ଦର prabhuji 🙏🏻❤️ହରିବୋଲ 🙏🏻।
Bahut Sundar Answers pravuji 🙏 HareKrishna ❤❤
Hare Krishna prabhuji 🙏
Hare krishna radhe radhe dandbat pranam Prabhu ji
Iscon is good organisation
ହରେ କ୍ରିଷ୍ଣା ପ୍ରଭୁ ଜୀ 🙏🏻ଆପଣଙ୍କ ଚରଣରେ ମୋର ଦଣ୍ଡବତ ଆପଣ ଯାହା ବି କହିଲେ ସତ୍ୟ କହିଲେ ଏବଂ ଉଚିତ କହିଲେ।
କ୍ରୀଷ୍ଣା ମାନେ ଦ୍ରୌପଦୀ
ମଦ୍ଯପାନ, ଆମିଷ ଭୋଜନ କରିବା ଲୋକ
ଭାଗବତ ଗୀତା ପାଠ କରି ନ ଥିବା ଲୋକ ISKCON ଵିଷୟରେ କଣ ଜାଣିବ।।।।।।
@@brm5980 ଓଡିଶା ରେ ଛେଳି , କୁକୁଡ଼ା ଚୋବେଇବା ଵାଲା ଲୋକ ବି ଧର୍ମ ଉପରେ ଜ୍ଞାନ ଦିଏ |...
Mu vabichi apana kichi jani nahanti.. Bapaku mousa dakuna
Iskon is best
@@brm5980 right
Iskcon jiba aasiba, jagannath dham semiti thiba. Jagannath nka niti rite chale Odisha re.
Excellent excellent excellent. Kau gote odia emiti explain kari pariba waw
ଶ୍ରୀଲ ପ୍ରଭୁପାଦ ହେଉଛନ୍ତି ଦିବ୍ୟ ଦେହଧାରୀ ଅବତାରିପୁରୁଷ ତାଙ୍କର ଏଜଗତରେ ଜୁଗଧର୍ମ ଅନୁସାରେ ହରିନାମ ପ୍ରଚାରକରିବା ହେଉଛି ସମସ୍ତ ମହାନ୍ କର୍ମମାନଙ୍କଠାରୁ ସର୍ବଶ୍ରେଷ୍ଠ ଦିବ୍ୟକର୍ମ ଅଟେ । ଏହାକୁ ଯେଉମାନେ ବିରୋଧ କରୁଛନ୍ତି ସେମାନେ ହରିନାମ ତତ୍ୱକୁ ନବୁଝିପାରିଥିବା ଜଡ଼ ଅଟନ୍ତି ।
Pura sata
ଜୟ ଶ୍ରିଲ ପ୍ରଭୁପାଦ ❤❤❤❤
Bahut sundar pr 🙏
I love iskcon, my emotions,my affection, my family, my heart ❤️
Haribol 🙏❤️😻♥️❤️❤️❤️🙏🙏🙏🙏🙏🙏🙏
Jai srila Prabhupad 👍
You love ISKON or the supreme Krishna?
Iskon is just an organisation
Haribool 🙌🏽🙌🏽
Jay jagannath 🙏
Jay shree Krishna 🙏
I love iskcon❤❤❤❤
Bahut bahut dhanyabad... Apananka katha re satya ra teja spasta jana paduchi... Apananku pranam ... Satya dharma ra jaya heu
ହରେକୃଷ୍ଣ ପ୍ରଭୁ ଦଣ୍ଡବତ ପ୍ରଣାମ 👏🙏👏 ଜୟ ଜଗନ୍ନାଥ 🌺👏
ଜଗନ୍ନାଥ ଭିକ ମାଗିଲେ ହିନ୍ଦୁମାନେ ପୁରା ଖୁସ |
Really the suggestion is praiseworthy.
Hare Krishna Prabhuji Bahut Bahut Dhanyawad Haribol❤
Hare krishna 🙏 prabhuji Dandvat pranam 🙇♀️100% perfect 👍answer...Hariboll 🙌🙌
Bahut bahut dhanyawad pr ji
Bahutt sundarr prabhujii🙏🙏🙏
Hare Krishna Prabhu ji aapka Charan Mein Koti Koti Pranam🌺🙏🌺🚩
Jay shree Krishna radhe radhe krishna
Jay Iskcon 🙏🙏🙏
Harekrishna Prabhu 🙏💐❤️❤️🙏❤️🙏❤️ Bahut sundar bhabare bujhai dele
Jeun Mane iskan bepara katha kahuchanti se jai puri re abadha rate pachari diantu.
ଆରେ ନିର୍ଲଜ୍ଜ ପାଗଳ ତୁ ମହାପ୍ରସାଦ କୁ ତୁଳନା କାଉଛୁ ଇସ୍କନ ସହିତ bbsr iskon ରେ ଉଷୁନା ଭାତ ଭୋଗ ଲାଗୁଛି
ପୁଣି ଥରେ ସମ୍ବର ସହିତ।
"ଜଦ ଅର୍ଣ୍ଣମ ପଚତେ ଲକ୍ଷ୍ମୀ
ଭୁକ୍ତା ଶୟଂ ଜନାର୍ଦ୍ଦନ"
------ ସ୍କନ୍ଦ ପୁରାଣ
ଏବେ ପୁରୀ ଆସ , ମହାପ୍ରସାଦ free ରେ ମିଳୁଛି
@Weareequal-i6ejanina ki kichhi time lagi state govt free karithae time to time
@@ManimaMahabahuusuna Anna kn bhagawan srusti karinahanti
@@ManimaMahabahukouthi?
Excellently explained
ପ୍ରାଣେଶ୍ବର ପ୍ରଭୁ ଜାହା ବୟାନ ଦେଲେ ତାହା ସର୍ବୋତମ ଅଟେ ।
ଆରେ ଶଳା ଏ ତୋ ପ୍ରଭୁ 😂😂😂😂😂😂
Munus jadi pravhu hue taha hele tar bhkta mane andhbhakt atantii😅😅😅....Manisha Manisha ku pravhu boli manuchhi 😅😮😮
@Arenamode2033 ପ୍ରଭୁ ପଦବାଚ୍ୟ ସମସ୍ତେ ନୁହନ୍ତି କେବଳ ସେହିମାନେ ପ୍ରଭୁ ପଦବାଚ୍ୟ ,ଯେଉଁମାନେ ଆଧ୍ୟାମିିକ ବାଦି ଓ ଭଗବତ୍ ତତ୍ୱକୁ ଯାଣିଥାନ୍ତି ।
@@suryakantalenka1441 ମୁର୍ଖ ପ୍ରଭୁ ପଦବଦଚାଚ୍ୟତ ସେ ଅଟନ୍ତି ଯେଉଁମାନେ ଆଧ୍ଯାତ୍ମିକ ଜ୍ଞାନରେ ପରିପୁର୍ଣ୍ଣ ଓ ଭଗବତ୍ ତତ୍ୱକୁ ଯାଣିଥାନ୍ତି, କୁଳାଙ୍ଗାର ଆଉକଣ ତୋଭଳି ନରାଧମକୁ ପ୍ରଭୁ କୁହାଯାଇ ଥାନ୍ତାକି....?😂😂😂😂
@@Rathi522 ଯିଏ ଗୀତା ଜ୍ଞାନ ଦେଇଛନ୍ତି , ଅର୍ଜୁନ କୁ ବିଶ୍ଵରୂପ ଦର୍ଶନ କରାଇଛନ୍ତି , କେବଳ ସେ ହେଲେ ଏକ ମାତ୍ର ପ୍ରଭୁ , ବାକି ତାଙ୍କ ସେବକ | ସେବକ କୁ ପ୍ରଭୁ ବୋଲି କାହିଁକି କହୁଛ ?
Iskon jogu aji sara visware sanatan Dharma pracharit a heiparichi
ହରେକୃଷ୍ଣ ପ୍ରଭୁଜୀ ଦଣ୍ଡବତ ପ୍ରଣାମ 🙏
ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏🙏
Hare Krishna dandavat pranam prabhuji
Hare Krishna dandwat pranaam prabhuji 🙇🏻♀️ thank you for such detailed information
Hare Krishna 🙏 Dandavat Pranam Prabhu Ji. All glories to Srila Prabhupada 🙏
Haribol 👏👏👏
Hare Krishna pravuji...pura thik katha kahile pravuji🙏🙏🙏🙏
Jay A.C Bhaktivendanta Swami Sila Prabhupada Apnankar Shree Charane Ananta koti Dandabat Pranam 🙇🏻🙇🏻🙇🏻🙏🙏🙏
ଜଦି ଅଦିନରେ ରଥଯାତ୍ରା କରିପାରିବା.....
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଇନ୍ଦୁପୁର୍ଣିମା ରେ କରିଦବା🙏....
ନିୟମ ବନେଥିବା ସ୍ୱଇଁ ମହାପ୍ରଭୁ ଙ୍କୁ ଆମେ ମାନିବାନୀ. ଆଉ ନିଜ ନିୟମ ବନେଇ ପାଳନ କରିବା ଏଟା ପ୍ରଚାର କରିବା ଆତ୍ମ ଗର୍ବ.
ଜଗନ୍ନାଥ କୁ ଇସ୍କନ କଣ ପ୍ରଚାର କରିବ ହଜାର ହଜାର ବର୍ଷେ ପୂର୍ବରୁ ସେ ପ୍ରଚାରିତ
ଇସ୍କନର ସ୍ଥାପନ କିଛି ବର୍ଷ ପୂର୍ବେ ହେଇଛି.
ଆଜି ଜଦି ଏସି ବେଦାନ୍ତ ପ୍ରଭୁପାଦ ଠାକୁର ଥାନ୍ତେ ତାହେଲେ ଏମିତି ସେ କରିବା ପୂର୍ବରୁ ମ୍ଳେଛ ଭକ୍ତ କୁ ସଂହାର କରିଥାନ୍ତେ?
ଇସ୍କନ ଉପରେ ଅବିଶ୍ବାସର କାରଣ କ'ଣ ।
କେଉଁ ଆଚରଣ ଯୋଗୁଁ ଏପରି ସମସ୍ୟା?
ଉପଯୁକ୍ତ ଶାସ୍ତ୍ରୀୟ ଆଧ୍ୟାତ୍ମିକ ଜ୍ଞାନର ମୈ।ଳିକ ତତ୍ତ୍ଵ ଜ୍ଞାନର ଘୋର ଅଭାବ କ'ଣ ଏହାର ପ୍ରଧାନ କାରଣ ।ନା ଅଳ୍ପଜ୍ଞ ତଥାକଥିତ ଗୁରୁ ମାନଙ୍କର ଦିଗହରା ମନମୁଖୀ ବାଣୀର କୁପ୍ରଭାବ?😮
ସନାତନ ଧର୍ମର ସୁରକ୍ଷା ଏକ ଆହ୍ୱାନ
ହୋଇଯାଇଛି । ବିଚାର ଆପଣ ମାନଙ୍କର ।।
ମହିମା ଅଲେଖ ନିରଞ୍ଜନ
@surathachandrajena9514 ଗୁରୁଃସ୍ୱାମୀ ଭାଇ 🙏
ଅବିଶ୍ୱାସ ନୁହେଁ ଇସ୍କନ ଉପରେ ଆମ୍ବେ ସଦା ନତ ମସ୍ତକ 🙇♂️. ସମସ୍ୟା ଇସ୍କନ ମାନୁନି ନିୟମ ମହାପ୍ରଭୁ ଜଗନ୍ନାଥ ଙ୍କର. ତ୍ରୁଟି ରହିଲା ଏତେ ବଡ ସଂଥl ଇସ୍କନରେ ଥିବା ଯେଉଁ ଭାଇ ମାନେ ରଥଯାତ୍ରା କୁ ସମର୍ଥନ କରୁଛନ୍ତି.
କାହିଁକି ଏମିତି ହେଲା?.....
ଧର୍ମକୁ ଜାଣି ପରିଚାଳନା କରିବାର ତ୍ରୁଟି ରହିଲା. ଭୁଲଭାଲ ସବୁଠି ହୋଉଛି ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ବି ହୋଉଛି.କିନ୍ତୁ ତାକୁ ସୁଧାରିବା ଟା ହିଁ ପ୍ରାୟଶ୍ଚିତ.ଆଉ ରହିଲା ସମସ୍ତେ ଜ୍ଞାନ ବା ଗୁରୁ ବନି ପାରିବେନି. ସେଥିପାଇଁ ତ୍ୟାଗ ଦରକାର ଯୋଉଟା ଏବେ ନାହିଁ ଆଉ. ତ୍ୱତ ଦବା ଆଉ ତ୍ୱତ ନବl ସମସ୍ତଙ୍କ ସାମର୍ଥ୍ୟ ବାହାରେ ସେଥିପାଇଁ ସଦ ଗୁରୁ ଆବଶ୍ୟକ. ଯୋଉଟା ଏବେ ଆଉ ସଦ ଗୁରୁ ନାହାନ୍ତି ଆଉ ଯିଏ ଅଛନ୍ତି ସେ ଗୁପ୍ତ.
ଏମିତି କାହିଁକି ହୋଉଛି ଆହୁରି ହବ ଆଗକୁ ହବ କାରଣ?
ଯିବରେ କରୁଣା ନାହିଁ!
କର୍ମରେ ସଂସ୍କାର ନାହିଁ!!
ଭାବରେ ଭକ୍ତି ନାହିଁ!
ଭକ୍ତ ଅଧିକ ଜ୍ଞାନ ନାହିଁ!!
ପୂଜାରେ ଵିଧି ନାହିଁ!
ମନ୍ତ୍ରରେ ସିଦ୍ଧି ନାହିଁ!!
ଦୃଷ୍ଟି ରେ ଏକତା ନାହିଁ!
ବିଚାର ରେ ସମାନତା ନାହିଁ!!.......
ସେଥିପାଇଁ ଏମିତି ହୋଉଛି କିଛି ବିଚଳିତ ହବାର ନାହିଁ!
ହରି ନାମକୁ ଛାଡ଼ିବା ନାହିଁ 🙏
Hare Krishna 🙏 sath kahuchha
Iskon is the best 🙏
Apana khub sundar bhabare bhujeile jau mane Sanatana dharma ku budai baku chahunti Kabe bi safala habe nahin juge juge Jagannatha nka Jaya Hau🙏
Bahut Sundar upastapana bahut ananda lagila
Being from Odisha, i feel so bad when the ppl of my state think and tell about Srila Prabhupada!!!!!
the more we tell bad abt prabhupada, we wont get Lord Jagannath!!!
Absolutely 🙏
ଏଇ ପ୍ରଭୁପାଦଟା କିଏ ?
@Weareequal-i6e ହଁ ତ କ'ଣ ହୋଇଗଲା ସେଇଠୁ ? ବଳି ଶାସ୍ତ୍ର ସମ୍ମତ । ଶାକ୍ତ ପରମ୍ପରାରେ ବଳି ଅନିବାର୍ଯ୍ୟ । ବଳି ଛଡା ମହାଭଗବତୀଙ୍କ ଆରାଧନା ଅସମ୍ଭବ । ସେଥିରେ ଅସୁବିଧା କେଉଁଠି ? ଆଉ ବୋଧହୁଏ କ'ଣ ? ନାମରେ ପରା ଲେଖା ଅଛି " ଶ୍ରୀ କାଳୀ ଚରଣ ଚାରଣ " ! ଏଥିରୁ ବୁଝା ପଡୁନି କି ଭାଇ ?
@Weareequal-i6e କେଉଁଠି ଅପମାନ କଲି ଆଦ୍ୟାଶକ୍ତିଙ୍କର ଟିକେ ଶୁଣେ ଭାଇ ? ଏଇ ପ୍ରଭୁପାଦ କିଏ ପ୍ରଶ୍ନ କରିଦେଲି ,ସେଥିପାଇଁ ? ପ୍ରକୃତରେ ସେଇଟା କିଏ କି ?
@Weareequal-i6e ଭାଇ ତୁମେ କିଏ ମୁଁ ଜାଣିନି କିନ୍ତୁ ତୁମେ ଶାକ୍ତ ଉପାସନା ଆଉ ପରମ୍ପରା ସମ୍ପର୍କରେ କୌଣସି ଅବଧାରଣା ରଖିନା।ତେଣୁ ତୁମେ ଏଭଳି କହୁଛ । ତେବେ ଯେବେ କୌଣସି କଂସେଇ ତାର କଂସେଇଖାନାରେ ଅସଂଖ୍ୟ ଜୀବ ହତ୍ୟା କରୁଛି ସେତେବେଳେ ବି ତୁମେ ଯାଇ ଏଭଳି ଆପଣାର ମତ ପୋଷଣ କରୁଛ ? ଶାକ୍ତ ପରମ୍ପରାରେ ବଳି ସର୍ବମାନ୍ୟ।ଅତଃ ତୁମେ ତାକୁ ବିରୋଧ କରିବା ଅନୁଚିତ। ସେଭଳି କଲେ ତୁମେ ଜଗଦମ୍ବାଙ୍କ ଶ୍ରୀଚରଣରେ ଅପରାଧ ଅର୍ଜୁଛ ବୋଲି ଜାଣ।
ବହୁତ ସୁନ୍ଦର, ଧନ୍ୟବାଦ
Hari bol
Haribol ❤ 🙏
Radhe Krishna prabhuji Dandavat pranam
Hare Krishna pravu dandvat pranam srila Prabhupada ki jayyyyy 🙇🙇🙇
Right answer dele prabhuji atti sunder bhabare bujheile Hare Krishna prabhuji dandavat pranam 🙏🙇