Purana Ganthi - EP - 87 | ଶିବଙ୍କୁ କାହିଁକି ଲିଙ୍ଗ ରୂପରେ ପୂଜା କରାଯାଏ ? | Prabachaka Rabindra Mohanty

แชร์
ฝัง
  • เผยแพร่เมื่อ 10 ม.ค. 2025

ความคิดเห็น • 108

  • @muraliseth8631
    @muraliseth8631 8 หลายเดือนก่อน +49

    କଲି ଯୋଗ ଯେତେବେଳେ ତମୋପ୍ରଧନ ହେଲା ମଣିଷ କାମ ବିକାର୍ ରେ ବଶୀଭୂତ ହେଲା ନିଜେ ତ ଭୁଲ୍ କଳା ଭଗବାନ୍ ଙ୍କ ନାମ ରେ ଭୁଲ୍ କଥା ଲଖିବାରେ ଲାଗି ପଡିଲା ତା ପରେ ଆମ ଭାରତ ରେ ବହୁତ୍ ନିଜକୁ ଜ୍ଞାନୀ ଭାବି ବିସ୍ତାର ସହିତ ବୁଝାଉଛନ୍ତି ଆମେ ବିଚାର କରିବା କଥା ଯେ ଜଣେ ଯଦି ସଚ୍ ଚା ମନରେ ଯଦି ଭଗବାନ୍ ଶିବ ପରମାତ୍ମା ଙ୍କୟାତ୍ ରେ ଲିନ ହେବ ତା ଭିତରେ ଯାହା ବିକର୍ ଥିବା କାମ କ୍ରୋଧ୍ ନଷ୍ଟ ହେଇଯିବ ସେ ଶିବ ବାବା କେତେ ପବିତ୍ର ଥିବେ ଭାବି ଦେଖୁନ ସେ ତ ପବିତ୍ରତା ର ସାଗର ପ୍ରେମ୍ ର ସାଗର ଶାନ୍ତି ସ୍ୱରୂପ ଜ୍ଞାନ ର ଭଣ୍ଡାର ସେ ନିରାକାର ବୋଲି ତାଙ୍କୁ ଜ୍ୟେତିର ଲିଙ୍ଗ ରେ ପୂଜା କରା ଜା ଏ ସେ ଜନ୍ମ ମରଣ ଚକ୍ର ରେ ଆସନ୍ତି ନାହିଁ ସେ ପରମ୍ ଧାମ ନିବାସୀ ଏବେ କଳିୟୋଗ ଲାଷ୍ଟ୍ ସମୟ ଚାଲିଛି ଭଗବାନ୍ ଧରତୀ କେ ଆସି ସାରି ଲେନି ଆପଣ ମାନେ ଜାଗ୍ରତ ହୁଅନ୍ତୁ ଏବେ ନୁହେତ କେବେ ନୁହେଁ

    • @MANASKUMARSAHOO-tl9kn
      @MANASKUMARSAHOO-tl9kn 8 หลายเดือนก่อน +4

      Bahut bhut dhanyawad bhai tamaku

    • @muraliseth8631
      @muraliseth8631 8 หลายเดือนก่อน +3

      ଆପଣଙ୍କୁ ବି ବହୁତ ଧନ୍ୟବାଦ

    • @ApurbabarihaBariha
      @ApurbabarihaBariha 8 หลายเดือนก่อน +3

      ରାଇଟ କଥା ଭାଇ

    • @MANASKUMARSAHOO-tl9kn
      @MANASKUMARSAHOO-tl9kn 8 หลายเดือนก่อน

      @@muraliseth8631 amane salanku sashtra gyan kichhi nahni bujhila sale parampita paramatma shiva nku sadharana manisha boli bhabuchhanti seithipai emiti chinta dhara salankara

    • @debendraherna5728
      @debendraherna5728 8 หลายเดือนก่อน

      ⁰⁰⁰

  • @subratbhoi9094
    @subratbhoi9094 หลายเดือนก่อน +4

    ସିବ ଅର୍ଥ କଲ୍ୟାଣକାରୀ ଲିଙ୍ଗ ଅର୍ଥ ଜ୍ୟୋତି ।ଶିବ ଲିଙ୍ଗ ଅର୍ଥ କଲ୍ୟାଣକାରୀ ଜ୍ୟୋତି । ତାହା ଦୀପର ପ୍ରତୀକ । ଶିବ ମନ୍ଦିରରେ ଦୀପ ସଦୃଶ ଏକ ମୂର୍ତ୍ତି ପୂଜା କରାଯାଏ । ଲିଙ୍ଗ ନିହରେ ମୂର୍ଖ । ତାହା ପରମାତ୍ମଙ୍କର ଜ୍ୟୋତି ସ୍ୱରୂପର ପ୍ରତୀକ । କିଛି ନଜାଣି ସନାତନ ଧର୍ମର ବଦନାମ କରନାହିଁ ଘୋର ପାପ ହେବ ତଥା ନର୍କଗାମୀ ହୋଇଯିବୁ । ପ୍ରବଚନ ଦେବା ଛାଡ଼ିଯିବ। ଲାଜ ଲାଗୁନି ଭଗବାନଙ୍କ ନାମରେ ଅଭଦ୍ର କଥା କହିବାକୁ । ଛି ଛି ରେ ପ୍ରବକ୍ତା ମହାଶୟ ।

    • @sunilkumardebnath7161
      @sunilkumardebnath7161 หลายเดือนก่อน

      All right ❤❤❤❤❤❤❤❤

    • @pralayakumar7824
      @pralayakumar7824 หลายเดือนก่อน

      ଭାଇ ଏଭଳି ଅମଣିଷ ହିଞ୍ଜଡ଼ା ପ୍ରବଚକ ପୁରାଣ ର ଭୁଲ୍ ବ୍ୟାଖ୍ୟା କରି ନିରାକାର ପରଂବ୍ରହ୍ମ ଶିବ ଙ୍କୁ ଅପମାନ କରୁଛନ୍ତି ଏମାନଙ୍କୁ ନର୍କ ରେ ବି ସ୍ଥାନ ମିଳିବନି

    • @janituajanakahinheu3202
      @janituajanakahinheu3202 9 วันที่ผ่านมา

      Are Bhai Puranare ee sabu achi tume Bodhe Om Shanti dikhaya neicha Sethi pain kichi jani nahon.

  • @PratapSahu-uv5qv
    @PratapSahu-uv5qv 7 หลายเดือนก่อน +11

    ତୋ ଏମାନଙ୍କ ମଧ୍ୟରୁ କେଉଠା ଠିକ୍ ରେ ମୂର୍ଖ ପଣ୍ଡିତ କ୍ଷମା ପ୍ରାର୍ଥନା, ଭଗଵାନ ଇଶ୍ଵର ହେଉଛନ୍ତି ପରମବ୍ରହ୍ମ ପୁରୁଷୋତ୍ତମ ଦେବ ଙ୍କ ଦେବ ମହାଦେବ କାହାର ସାହସ ଅଛି ଯେ ସାମାନ୍ୟ ଅଭିଶାପ ଦ୍ଵାରା ପରମାତ୍ମା ସ୍ୱରୂପ ସଦାଶିବ ଙ୍କ ଲିଙ୍ଗ ଖଣ୍ଡନ କରିଦେବ ❤ ଏହା ସମ୍ପୂର୍ଣ୍ଣ ଭୁଲ ତଥ୍ୟ କିମ୍ବା ରଚକ ତଥ୍ୟ କିମ୍ବା କିମ୍ବଦନ୍ତୀ ଅନୁସାରେ ଲେଖା ଅଛି ❤ ଜୟ ଜଗନ୍ନାଥ ହର ହର ମହାଦେବ ❤ ଭୁଲ ଥିଲେ କ୍ଷମା କରି ବ୍ରହ୍ମାଣ୍ଡ ରଚନା ଶିବ ମହା ପୁରାଣ ବର୍ଣ୍ଣନା ଅନୁସାରେ ଯାହା ଲେଖା ଅଛି ତାହା ପଢ଼ ❤

    • @pralayakumar7824
      @pralayakumar7824 หลายเดือนก่อน

      ଭାଇ ଏମାନେ ମୂର୍ଖ ବ୍ୟକ୍ତି

  • @sadasivasahoo4572
    @sadasivasahoo4572 7 หลายเดือนก่อน +4

    Om Namah sibaya 🙏🙏🙏🙏💐💐🌹🙋❤️💐

  • @amagankhatibiju143
    @amagankhatibiju143 19 วันที่ผ่านมา

    🙏🙏🙏🙏🙏

  • @ShibaBehera-p4i
    @ShibaBehera-p4i หลายเดือนก่อน +1

    ପେଟ ପାଇଁ ସବୁ ନାଟ, ବିନା ପ ରିଶ୍ରମରେ ସୁସ୍ୱାଦୁ ଖାଦ୍ୟ

  • @Smailqueenpuni
    @Smailqueenpuni หลายเดือนก่อน +1

    ଅତି ସୁନ୍ଦର କଥା କହୁଛନ୍ତି ହୃଦୟ ରୁ ପ୍ରଣାମ🙏🙏

  • @tapeswarsahoo3468
    @tapeswarsahoo3468 7 หลายเดือนก่อน +1

    Jay Shiv Shakti🙏❤

  • @laxmandwibedy2694
    @laxmandwibedy2694 8 หลายเดือนก่อน +7

    ଭୁଲ ତଥ୍ୟ ପରିବେଷଣ କରି ବିଭ୍ରାନ୍ତ କର ନାହିଁ ।ଶିବ ପୁରାଣ ପଢ଼,ଲିଙ୍ଗ ପୂଜାର ସଠିକ୍ କାରଣ ଜାଣି ପାରିବ ।
    ଓଁ ନମଃ ଶିବାୟ

  • @sudarsanbarik4258
    @sudarsanbarik4258 หลายเดือนก่อน +1

    ରଖ ରଖ ତମ ପୂରାଣ

  • @SibaMishra-ex3el
    @SibaMishra-ex3el 8 หลายเดือนก่อน +2

    Jay bholababa ki jay🙏🪔🔱🛕🙏

    • @SibaMishra-ex3el
      @SibaMishra-ex3el 8 หลายเดือนก่อน +2

      Jay parbati pati ki jay🙏

  • @pralayakumar7824
    @pralayakumar7824 หลายเดือนก่อน +1

    ଶିବ ପୁରାଣ ରେ ଏପରି କିଛି ଲେଖାନାହି ମୂର୍ଖ ବ୍ୟକ୍ତି । ଆମ ଧର୍ମକୁ ଅପମାନ କରିବା ପାଇଁ କିଛି ବିଧର୍ମୀ ପୁରାଣ କୁ ମିଶ୍ରଣ କରିଛନ୍ତି।। ଭଗଵାନ ନିରାକାର ପରଂବ୍ରହ୍ମ ସଦାଶିବ ଙ୍କୁ ଅପମାନ ତମକୁ ନର୍କ ରେ ବି ସ୍ଥାନ ମିଳିବନି 🤬

  • @samarendrasi2577
    @samarendrasi2577 7 หลายเดือนก่อน +3

    ମକହାଶୟ ଏତେ ପ୍ରବଚନ କଣ ପାଇଁ ଦଉ ଛନ୍ତି ସିଧା ସିଧା ଲିଙ୍ଗ ର ଅର୍ଥ ବୁଝାନ୍ତୁ
    ସଂସ୍କୃତ ରେ ଲିଙ୍ଗ ର ଅର୍ଥ ପ୍ରତିକ

  • @minuchandra609
    @minuchandra609 หลายเดือนก่อน +1

    Bhil tathya .puranara udbhava bebuthnu.baidika kalaru shibalinga Puja rahichi.parmbramhavswarup bhagabaan Shiva.

  • @markandachhatria6422
    @markandachhatria6422 หลายเดือนก่อน

    Bahut sundar Sir pranam ❤❤❤❤

  • @hariharamaharana1989
    @hariharamaharana1989 8 หลายเดือนก่อน +1

    ଦେଶ, ସଂସ୍କୃତି ଦ୍ରୋହୀ.......

  • @srout4172
    @srout4172 7 หลายเดือนก่อน +1

    Om namo namah 🙏🙏🙏🌺🌸🌼🏵️🪷

  • @narendrameher2089
    @narendrameher2089 7 หลายเดือนก่อน +1

    Om Jay shree Sai Ram Thakur Krishna Keshaba Chandra Brahma Bisnu Maheswar Jagannath Swamy Om Jay shree Sai Ram Jay Guru GURUSWYAMY Namah Shivaya Jagannath Swamy Om Jay shree Sai Ram Maha Mahima Alekh Saranam

  • @RabindraMeher-q2q
    @RabindraMeher-q2q หลายเดือนก่อน +1

    Jai Sri Radhe Krishna

  • @gobindabhoi1188
    @gobindabhoi1188 8 หลายเดือนก่อน +2

    Om namah shivay

  • @asitrout7659
    @asitrout7659 8 หลายเดือนก่อน +2

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @RajendraDas-w2b
    @RajendraDas-w2b 7 หลายเดือนก่อน +1

    Har har Mahadev

  • @asishpattnayak3164
    @asishpattnayak3164 8 หลายเดือนก่อน +3

    Har har mahadev 🙏 MAA 🙏

  • @DusmantaSahu-yk1vu
    @DusmantaSahu-yk1vu 8 หลายเดือนก่อน +2

    Radhe radhe radhe

  • @saratnaik7334
    @saratnaik7334 2 หลายเดือนก่อน +1

    Au sehi bramhanmane nahanti and madam mausa khauchhanti

  • @progamingop3798
    @progamingop3798 2 หลายเดือนก่อน

    Jay Sri jagannath 🙏🌹🙏

  • @sushantakumar847
    @sushantakumar847 8 หลายเดือนก่อน +2

    ପାଗଳ କଥା..

  • @bharatising205
    @bharatising205 7 หลายเดือนก่อน +1

    Manisa
    , ମଣିଷ ନିଜେ ପାପ କଲୁ ତାକୁ ଭାଗ ବନମ୍କ୍ ନାମରେ କଳଙ୍କ ଲଗୈଲୁ ତତେ ଉଦ୍ଧାର କରି ବ କିଏ ତୋ ପ୍ରବ ଚନ୍ ରେ ନିଆଁ ଲାଗୁ

  • @AbheyNayak
    @AbheyNayak 7 หลายเดือนก่อน

    Har har mahadev🙏🙏🙏🙏💐

  • @BabuliSahoo-yq7ei
    @BabuliSahoo-yq7ei 8 หลายเดือนก่อน +2

    Jay bhulesankar baba ki jay ho 🌺🌺🌺🌺🌺🌺🪔🪔🔱🔱🔱🔱 x🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @chinmayanath943
    @chinmayanath943 7 หลายเดือนก่อน

    Bapa Sambhu sarnaam prabhu tuma icha

  • @muraliseth8631
    @muraliseth8631 8 หลายเดือนก่อน +8

    ପୁରାଣ ରେ ଯାହା ବର୍ଣ୍ଣନା କରା ହେଇଛି ମଣିଷ ଏତେ ବିଶ୍ଵାସ କରୁଛି ଯେ ସତେ ଯେମିତି ଭଗବାନ ପୁରାଣ ଶାସ୍ତ୍ର ଲେଖିଛି ପ୍ରଥମେ ଆମେ ବିଚାର କରିବା କଥା ଯେ ଶିବ ଆଉ ଶଙ୍କର ମଧ୍ୟରେ ପାର୍ଥକ୍ୟ ଅଛି ଶିବ ପରମ୍ ପିତା ପରମାତ୍ମା ନିରାକାର ଏବଂ ଶଙ୍କର ଆକାରୀ ଦେବତା ଶିବ ହେଉଛନ୍ତି କଲ୍ୟାଣ କାରି ଆଉ ଶଙ୍କର ବିନାଶ କାରି ଦେବତା

    • @kailashpatra6567
      @kailashpatra6567 7 หลายเดือนก่อน

      Jay sambhu Bhagaban...Jay jaganath Prabachika Moharajnkau Anantakoti Pranam ❤❤❤❤Jay Jaganath Jay Bhagabata Jay Bharat

    • @SUDHIRDASH-g8w
      @SUDHIRDASH-g8w 7 หลายเดือนก่อน

      Thik

  • @bijayanandapanda8816
    @bijayanandapanda8816 20 วันที่ผ่านมา

    ବ୍ରାହ୍ମଣ ଙ୍କ ଶକ୍ତି ଜିତୁ ଦାସ କୁ ବୁଝାନ୍ତୁ

  • @santharammajhi4576
    @santharammajhi4576 8 หลายเดือนก่อน +4

    ଏହି ପୁରାଣ କିଏ ଲେଖି ଛନ୍ତି ଓ ବ୍ରାହ୍ମନ ଭଗବାନ ଙ୍କଠାରୁ ବଡ ତାହେଲେ ବ୍ରାହ୍ମଣ ମନ୍ଦିର କେଉଁଠି ଅଛି ଏ ଗୁଡ଼ିକ ମନୁବ।ଦ ।

  • @bishnuprasadnayak8469
    @bishnuprasadnayak8469 7 หลายเดือนก่อน

    ଜୟ ଜଗନ୍ନାଥ 🙏🙏ବହୁତ ସୁନ୍ଦର 👍👍ଧନ୍ୟବାଦ 👍🌹

  • @sudhirkar5034
    @sudhirkar5034 7 หลายเดือนก่อน

    Omm Nammo Shivaya

  • @PratapSahu-uv5qv
    @PratapSahu-uv5qv 7 หลายเดือนก่อน

    ❤ଓମ୍ ନମଃ ଶିବାୟ ନମଃ ଶିବାୟ ❤

  • @sanjaykumarbhuyan710
    @sanjaykumarbhuyan710 7 หลายเดือนก่อน

    ଓଁ ନମଃ ଶିବାୟ 🙏🙏

  • @SurprisedBackpacker-sd6lg
    @SurprisedBackpacker-sd6lg 8 หลายเดือนก่อน +2

    Jay Sri Ram

  • @SatyaPrakash-lt4us
    @SatyaPrakash-lt4us หลายเดือนก่อน

    😊
    L😊

  • @laxmikantatandi8706
    @laxmikantatandi8706 20 วันที่ผ่านมา

    Brahmana mana bala sahuta saman😅😅

  • @manoranjanpradhan15
    @manoranjanpradhan15 8 หลายเดือนก่อน

    Jai Radhe Krishna,Jai Jagannath

  • @bksarojkumartripathy3675
    @bksarojkumartripathy3675 6 หลายเดือนก่อน +1

    ଆମ ହିନ୍ଦୁ ଧର୍ମକୁ ଘୋର ଅପମାନ କରୁଛନ୍ତି ୟେ ମହାଶୟ....
    ଶିବ ଶବ୍ଦର ଅର୍ଥ ହେଉଛି କଲ୍ୟାଣକାରୀ, ଶିବ ଜ୍ୟୋତିର୍ଲିଙ୍ଗ ରୂପରେ ପୂଜା ପାଉଥିବା ଶିବ ପରମାତ୍ମା ଙ୍କ ନାମରେ ହି ତାଙ୍କ ରୁପ ସମାହିତ ଅଛି.. ନାମ ଶିବ ରୂପ ହେଉଛି ଜ୍ୟୋତି ସ୍ୱରୂପ ନା ସେ ପୂର୍ଲିଙ୍ଗ ନା ସେ ସ୍ତ୍ରିଲିଙ୍ଗ ସେ ଜ୍ୟୋତି ସ୍ୱରୂପ.
    ସେ ସ୍ଵୟଂମ୍ଭୁ, ସେ ଅଜନ୍ମା, ସେ ନିରାକାର, ସେ ସର୍ବଶକ୍ତିମାନ....
    ଶିବ ପରମ ପବିତ୍ର, ପରମଧାମ ନିବାସି, ତାଙ୍କର ଶରୀର ନାହିଁ....
    ସେ ପବିତ୍ରତାର ସାଗର, ଜ୍ଞାନର ସାଗର, ପତିତ ପାବନ.
    ଶ୍ରୀମଦ୍ ଭଗବତ ଗୀତାରେ କାମ ବିକରକୁ ମଣିଷର ପରମ ଶତ୍ରୁ ବୋଲି କହିଛନ୍ତି ନିଜେ ପରମ ପିତା ପରମାତ୍ମା...
    ୟେ ମହାତ୍ମାଙ୍କର ବୁଦ୍ଧି ଯେମିତି, ସେମିତି ଆଡ଼ୁ ସାଡୁ ଗପୁଛନ୍ତି.....

  • @anjaanenews4458
    @anjaanenews4458 8 หลายเดือนก่อน +1

    ଆଦିବାସୀଙ୍କ ପଥର ପୂଜା ଫଲୋ କରି ଲିଙ୍ଗ ରୂପେ ପୂଜା କଲେ ।

  • @SahebaPadhan-ph9np
    @SahebaPadhan-ph9np 7 หลายเดือนก่อน +1

    6কসন

  • @PapuSahu-m8t
    @PapuSahu-m8t 8 หลายเดือนก่อน +1

    Har har mahadev

  • @natabarmalliknatabarmallik9143
    @natabarmalliknatabarmallik9143 หลายเดือนก่อน

    A sabugalua gap nij bepar pain a katha sib thakur a bhali karm kebe kari nathibe tannk namare kahiba uchit heuni

  • @prasantabag7551
    @prasantabag7551 8 หลายเดือนก่อน

    ଭଗବାନ୍ ଠାନୁ ବଡ୍ ମା ବାପା,, ଇ ବାଭନ୍ ମାନେ ରାମାୟଣ ରେ ଆଶୁର୍ ଥିଲେ ବାଭନ୍ ମାନେ ପୁଜାରେ କଦେଲ୍ ଖଣେଭି ନାଇଛାଡତ୍ ଚୋର୍ ମାନେ ଲାଜ୍ ସରମ୍ ଭି ଟିକେ ନାଇନ ବିନ୍ ରକତ୍ତିଆ ମାନେ ,ମଦ୍ ମାଛ ସିକାର୍ ବିଡ଼ି, ଶବୁ ଧାରନ୍ କରୁଛନ୍ ଇ ଜେନ୍ କହୁଛେ ପୁଓକ୍ ହେଇ କରି ମର୍ ବା ଭଲ୍ ଜଦିନାଇଜାନି ଖରାପ୍ ନାଇ କହ

  • @santharammajhi4576
    @santharammajhi4576 8 หลายเดือนก่อน +1

    ଏହା ମନ୍ମୁ ବଦ ଅଟେ

  • @__satyabrata__jena4091
    @__satyabrata__jena4091 7 หลายเดือนก่อน

    🙏🪔Har har Mahadev 🪔🙏

  • @prabhasmohapatra7527
    @prabhasmohapatra7527 7 หลายเดือนก่อน +1

    କାହିଁକି ବାବୁ ପୁରାଣ କଥା ନ ଜାଣି ପ୍ରବଚନ ଦେଉଚ୍ଚ ।

  • @Sukantamaharana-yb6sc
    @Sukantamaharana-yb6sc 8 หลายเดือนก่อน +1

    Jay jagannath 🙏🙏🙏

  • @dibakarmishra1706
    @dibakarmishra1706 8 หลายเดือนก่อน +1

    ଆଉ ଶାଳିଗ୍ରାମ ପୂଜା କାହାର ପୂଜା ?

  • @saradamohapatra2556
    @saradamohapatra2556 7 หลายเดือนก่อน

    ଅବାସ୍ତବିକ ପରିଚର୍ଚ୍ଚା.

  • @puspapanda8111
    @puspapanda8111 หลายเดือนก่อน +1

    Puura michha katha kahucha.

  • @astroscience-ku7bc
    @astroscience-ku7bc 5 หลายเดือนก่อน

    Au sehi brahamana nahanti

  • @raghunathmasanta7367
    @raghunathmasanta7367 7 หลายเดือนก่อน

    ସବୁ ଗାଲୁଆ କଥା

  • @kunaswain6677
    @kunaswain6677 8 หลายเดือนก่อน +3

    ମହାଶୟ, ଖାଲି ପୁରାଣ ପଠନ କରିଛନ୍ତି ନା କିଛି ଶାସ୍ତ୍ର ଅଧ୍ୟାୟନ କରିଛନ୍ତି,ଶାସ୍ତ୍ର ମୂଳ ଅର୍ଥ ନ ଜାଣି,କଦର୍ଥ କରି ପ୍ରତିପାଦନ କରି ନିଜକୁ ପଣ୍ଡିତ କୁହନ୍ତୁନି,ଏହା ମୂର୍ଖ ର ପରିଚୟ।ଏଇଥିପାଇଁ ପ୍ରବକ୍ତା ଅଧାରୁ ଯାଉଛନ୍ତି।କିଛି ଜ୍ଞାନ ଆହରଣ କରନ୍ତୁ,ସମାଜ କୁ କିଛି ପରିବର୍ତନ କରନ୍ତୁ ନିଜର ବି କଲ୍ୟାଣ ହେବ।

  • @raghunathmasanta7367
    @raghunathmasanta7367 7 หลายเดือนก่อน

    କଥା ଅଲଗା କାହିଁକି।ତାହେଲେ କୋଉ ଟା ଠିକ

  • @mahindrarout9996
    @mahindrarout9996 8 หลายเดือนก่อน

    ଭଲ ଲାଗିଲା। ସମସ୍ତ ଦେବତାମାନେ ଉଚ୍ଚାରଣ କ'ଣ ଠିକ୍?

  • @raghunathmasanta7367
    @raghunathmasanta7367 7 หลายเดือนก่อน

    ସେଇ ଲିଙ୍ଗ ଟା ପଥର ହେଲା କେମିତି

  • @sampadsahoo6286
    @sampadsahoo6286 8 หลายเดือนก่อน

    🙏🙏🙏🙏🙏🙏🙏

  • @pralayakumar7824
    @pralayakumar7824 หลายเดือนก่อน

    ମୁର୍ଖ ପଣ୍ଡିତ

  • @jitendrakumarpradhan6371
    @jitendrakumarpradhan6371 5 หลายเดือนก่อน

    Aita bhandami ta kichi jana nahi

  • @raghunathmasanta7367
    @raghunathmasanta7367 7 หลายเดือนก่อน

    ସବୁକଥାରେ ବ୍ରାମହନ ମାନଙ୍କୁ ଟେକୁଛ

  • @PradeepPradhan-t2x
    @PradeepPradhan-t2x 7 หลายเดือนก่อน

    ତାରକ୍ ଶରୁ ମାରିବ କିଏ

  • @SarojkumarPagada
    @SarojkumarPagada หลายเดือนก่อน

    Ye mahasayankara bodhay sibanka bisayaray dharana nahin

  • @KulamaniBehera-y7h
    @KulamaniBehera-y7h 7 หลายเดือนก่อน

    Shiva प्रतिका rupare puja pauchhanti लिंगा rupare nuhan nuhan.

  • @baidyanarayanbhoi4614
    @baidyanarayanbhoi4614 8 หลายเดือนก่อน +1

    Ekatha michha. Jaha siba parbatinka bisaysre lekha achhi.

  • @srisaiatman
    @srisaiatman 8 หลายเดือนก่อน +1

    ହଇହୋ ପ୍ରବକ୍ତା ମହାଶୟ , ତମକୁ ଏ ଅବାନ୍ତର କପୋଳ କଳ୍ପିତ କଥା ଗୁଡ଼ିକ କିଏ କହିଲା ? ପ୍ରଥମେ ପାଠ ପଢ଼, ଶାସ୍ତ୍ର ପଢ଼, ତାପରେ ପ୍ରବଚନ ଦେବାକୁ ବାହାରିବ । ମନେରଖ, କୌଣସି ପୁରାଣ ପ୍ରାମାଣିକ ଗ୍ରନ୍ଥ ନୁହେଁ । ଏଭଳି ପାଗଳ ପ୍ରଳାପ ଷ୍ଟୁଡିଓ ଭିତରେ ଚଳି ଯାଉଚି । ଥରେ ମଞ୍ଚକୁ ଆସ, ତାପରେ public ସବୁ ବତେଇ ଦେବେ ଶାସ୍ତ୍ରୀୟ ପ୍ରମାଣ ସହ face to face

  • @BrundabanaMohapatra
    @BrundabanaMohapatra หลายเดือนก่อน

    Murkha choro Honda Puja ka song MP3

  • @debendranathpal813
    @debendranathpal813 7 หลายเดือนก่อน

    କେଡ଼େ ଗାଲୁ ମାଲୁ କଥା କି ହୋ? କହି ନ ଜାଣି କୁହଳିଆ ଗଦି ପାଇଛ!

  • @srisaiatman
    @srisaiatman 8 หลายเดือนก่อน +4

    ଏହି channel ର owner ସୀତାରାମ ଅଗ୍ରୱାଲା ସାର୍ ଙ୍କୁ ଅନୁରୋଧ ଏଭଳି ଲୋକଙ୍କୁ ଡାକି ନିଜର channel ର ମର୍ଯ୍ୟାଦା ହାନି କରନ୍ତୁ ନାହିଁ

  • @saisibsunil.sunita....3948
    @saisibsunil.sunita....3948 7 หลายเดือนก่อน

    ଦକ୍ଷଙ୍କ ଗଣ୍ଡିରେ ଛେଳି ମୁଣ୍ଡ ଲାଗିଲା ତ ପୁଣି ମୁଣ୍ଡରେ କ'ଣ ଲାଗିଲା ?

  • @jagannathdhall3073
    @jagannathdhall3073 7 หลายเดือนก่อน

    Shiva purana re eha barnan nahi.
    Dekhya yangy samare shib jee ko tanka sasu mankar abhisap mithila
    Ki tumar linga Puja heu
    Ahuri bhi kichhi barna na achhi.

  • @NiranjanBehera-u5u
    @NiranjanBehera-u5u 15 วันที่ผ่านมา

    Nije CC tivi ki

  • @rpdharrpd9558
    @rpdharrpd9558 12 วันที่ผ่านมา

    Tv wala kn pi esabu post karucha .loka mane ta sabu katha ku birodh karile .ethi bi sabu comments opposition re deichhnati. Kn pi e programme rakhucha ..
    Loka mane bhuli jauchhati Nana Muni Nana. Matta boli ...kou loka ta achhi thakurankara sabu real katua share Kari paariba .j. Jaha hele bi Kam besi rahiba ..but ama loka mane esabu every kathare opposition comment.

  • @bhaktabastalbarma
    @bhaktabastalbarma 5 หลายเดือนก่อน

    Gapa bahi padhi emiti kahuchha... Shiva linga ra artha purana padha janiba

  • @subashmishra5290
    @subashmishra5290 7 หลายเดือนก่อน

    Kathata thik nuhen

  • @satyadash6122
    @satyadash6122 8 หลายเดือนก่อน +1

    Misleading information

  • @sunilkumardebnath7161
    @sunilkumardebnath7161 หลายเดือนก่อน

    Abachaka mahashaya tumara maa bhauni nahanti ki?

  • @manoranjanpradhan15
    @manoranjanpradhan15 8 หลายเดือนก่อน

    All absurd things are associated with Shiva .Being a son how he married to mother Jogomaya.So Shiva is uncivilized

  • @bhaktabastalbarma
    @bhaktabastalbarma 5 หลายเดือนก่อน

    Tamaku mada darkar

  • @rsbindranayak
    @rsbindranayak 7 หลายเดือนก่อน

    These are the vondami kahanis.

  • @sheshadevabehera7888
    @sheshadevabehera7888 7 หลายเดือนก่อน

    Bakbas story.

  • @AnilKumar-o3r5o
    @AnilKumar-o3r5o 7 หลายเดือนก่อน

    Om namah shivay