Mora Mihir Bhainku namaskar Jay jagannath bhai mora bichar jaha mu dekhili apannka program mun bhabuchhi jayanti mam nkar bhul khalanayak hele tanka ma ra moharaja nispati
Jyoti aama gan pila, mu taku bhala bhabare janichhi,se bahut bhala pila, hele ta sahita amiti hela mote bahut dukha laguchhi,bhabuchhi abe se bahut khusi re rahiba
After a great discussion I feel Anusaya don't want to realize anything & stick to her adamant ... So in future their married life will be in danger position .... Pls 🙏God bless them 🙌🙌😞😔🥺😭
ମୋର ମିହିର ଦାଶ ଭାଇ ଙ୍କୁ 🙏🙏🙏 ଜୟ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ ଦିଅନ୍ତୁ
ଏ ଝିଅଟି ତା ମା ଭଳି କିଛି ଭି ସଂଠଣା ଜ୍ଞାନ ନାହିଁ ଏତେ ଗର୍ବ କଣ ରେ ଝିଅ. ତୁ ଏମିତି ହେଲେ ମାଡ ଖାଇବୁନି ତ ଆଉ କଣ ଖାଇବୁ. ଏତେ ବଡ ଦୁନିଆ କେତେ ସୁନ୍ଦର ଦୁନିଆ ବହୁତ ଭଲ ଲୋକ ରହୁଛନ୍ତି ସେମାନଙ୍କ ଠାରୁ କିଛି ଶିଖିବାକୁ ପ୍ରୟାସ କର. ଯିବ ଥାଉଁ ଥାଉଁ ସୁଧୁରି ଯାଅ. ନିଜେ ବଂଚିବା ସହ ଅନ୍ୟକୁ ବଂଚିବା କୁ ଦିଅ. 🙏🏼ଜୟ ଜଗନ୍ନାଥ 🙏🏼
👍
Right
ଝିଅ ଦରମ ଭାଇକୁ ଛାଡୁ ସବୁ ଠିକ ହବ
ବହୁତ୍ ଭଲ ଲାଗିଲା ଅଧୟଟି । ଏ ଝିଅର ଘମଣ୍ଡ ବହୁତ୍ ବିବାହର 7 ବର୍ଷ ପରେ ବି ସଂସାର କେମିତି ଚାଲିବାକୁ ପଡ଼େ ସେ ଶିଖି ପାରିନାହାନ୍ତି ଶିଖିବେ ବା କେମିତି କୁହାଯାଏ ଘରର ମୂଳଦୁଆ ଠିକ୍ ଥିଲେ ସିନା ଘର ବେଶୀ ବୋଝ ସମ୍ଭାଳିବ । ଏ ଝିଙ୍କର ମାଙ୍କ ପଖରେ ଟିକିଏ ବି ସଂସ୍କାର ନାହିଁ ସେ ନିଜେ କେମିତି ସ୍ଵାମୀଙ୍କ ପାଖେ ଚାଲୁଥିବା ସେଇକଥା ଭାବୁଚି । ପିଲାମାନେ ଭୁଲ୍ କଲେ ସେମାନଙ୍କୁ ବୁଝେଇ ଶୁଖେଇ ସଂସାର ଯୋଡ଼ିଦେବା ଗୁରୁଜନ ମାନଙ୍କ କର୍ତବ୍ୟ କୀନ୍ତୁ ଏଠି ଏ ମା ଜଣକ ସମ୍ପୁର୍ଣ୍ଣ ଅଲଗା ଯାହା ଗ୍ରହଣୀୟ ନୁହେଁ ଲଗୁଛି ମା ଙ୍କ ର ଧରମ ପୁଅ କିଛି ଅଲଗା ଯଦି କରିଛନ୍ତି 🤣🤣 ଯୋଉଥି ପାଇଁ ନିଜ ଝିଅର ଭାଙ୍ଗି ଯାଉଥିବା ସଂସାର ମା ଙ୍କ ନଜରକୁ ଆସୁନାହିଁ । ବହୁତ୍ ରଗଲଗୁଚି ଝିଅଟି ଉପରେ ଯିଏ କି ନିଜ ସ୍ବାମୀଙ୍କୁ କହୁଛି ଧରମ ଭାଇଙ୍କୁ କ୍ଷମା ମାଗିବା ପାଇଁ । ଏଥିରୁ କଣ ପଡ଼ୁଚି ତାଙ୍କ ସ୍ୱାମୀର ସମ୍ମାନ ତାଙ୍କ ପାଇଁ କଣ ଅନ୍ୟ ଆଗରେ । ଝିଅଟିର ରାଗ ସମ୍ପୁର୍ଣ୍ଣ ଦେଖା ଯାଉଛି । ଶଶୁରଙ୍କୁ ମୁଣ୍ଡିଆ ମାରିବା ଯାହା ନମରିବା ସହ ସମାନ । ଏତେ କ୍ରୋଧ , ରାଗ , ଈର୍ଷା ମନ ନେଇ କିପରି ସଂସାର କୁ ପୁଣି ଗଢି ଗଢି ତୋଳିବେ ସେକଥା ଭାବିଲା ବେଳକୁ ମୁଣ୍ଡ ଟିଣ ହେଇଯାଉଚି ।🤣🤣🤣
ସେ ଯାହାବି ହେଉ ଭଗବାନ୍ ଙ୍କୁ ପ୍ରାର୍ଥନା ଏ ଦୁଇଜଣଙ୍କ ସଂସାର ପୁଣି ଗଢି ଉଠୁ । 🙏🙏
ଆପଣଙ୍କୁ ମୋର ଅନୁରୋଧ ସବୁବେଳେ ପୁଅକୁ ଭୁଲ ମଗେଇବା ସହିତ ଝିଅକୁ ଭି ଭୁଲ ମାଗିବାକୁ ବାଧୈ କରନ୍ତୁ
Odiamovie
Pppp@@rinamanna2422
Right
ପୁଅ ଏବଂ ତାଙ୍କ ବାପା ଭଲ ଜଣାପଡୁଛନ୍ତି, କିନ୍ତୁ ଏ ଝିଅ ଟା ଉଗରଚଣ୍ଡୀ ଟା ଶଶୁର ପ୍ରତି କେମିତି ଆଚରଣ କରୁଛି, ନିଜ ଭୁଲ ନିଜେ ନ ବୁଝିପାରିଲେ କେବେ ସଂସାର ଭଲରେ ଚାଲିବନି,
ପୁରା ଠିକ
Right
ଧରମ ଭାଇ କିଏ
ସ୍ବାମୀ ଆଗ
3rd person ତୁମ ଦୁଇ ଜଣଙ୍କର ସମ୍ପର୍କ ଭାଙ୍ଗୁଛି
ସେ ଝିଅ କୁ ମାଳି ସାହି ଡାକୁଚି
ଏ ଭଗବାନ ଶଳା ହାରାମି ଅଛି ଏ ଝିଅ ।ତୁ ଏ ପୁଅକୁ କା ଲାଇକ ନାହିଁ କେତେ ସେ ପୁଅ ଭଲ ଜଣା ପଡୁଛି ଆଉ ତୋ ମୁହଁ କେମିତି ଦେଖାଯାଉଛି ଛି ତୋ ନାରୀ ଜାତିକୁ
Mihir sar apana jaladi bhala hoe jantu bhagaban apananku bhalare rakhantu🙏🙏🙏miss you so much sar😔😔😔
Sir ta chaligale😭😭😭
ଝିଅର ମା ଟା ହାରାମି ଜଣା ପଡୁଛି । ପୁଅ କୁ ଦେଖିଲେ ବହୁତ ଭଲ ଜଣା ପଡୁଛନ୍ତି
Mora Mihir Bhainku namaskar Jay jagannath bhai mora bichar jaha mu dekhili apannka program mun bhabuchhi jayanti mam nkar bhul khalanayak hele tanka ma ra moharaja nispati
Jyoti aama gan pila, mu taku bhala bhabare janichhi,se bahut bhala pila, hele ta sahita amiti hela mote bahut dukha laguchhi,bhabuchhi abe se bahut khusi re rahiba
Jaga re Mihir sir nku jaldi bhala Kari de Jai jagannath 🙏🙏🙏
😡
ସୁକାନ୍ତ sir କଥା ରେ ବହୁତ ଶୈଳୀ ବହୁତ ଭଲ
Absolutely right👌💖
@@gayatrimohanty7826 r
Mihir sir nku dekhi aji bahut khusilagila.
No love single life best
Pura right Pro single life
You are absolutely right bro 😊
ମିହିର ସାର୍ ଙ୍କୁ ଦେଖି ଭାରି ଖୁସି ଲାଗିଲା
ସରକାର ନାରୀ ମାନଙ୍କୁ ବେଶୀ ମୁହଁ ଦେଇଛନ୍ତି ସେଇଥି ପାଇଁ ନାରୀ ମାନେ ଉଦତ ହଉଛନ୍ତି l
ବାପା ମାଆ ଙ୍କୁ ହତାଦର କରି sathi ଖୋଜିଲୁ,ଏବେ ହେଉଛି କଣ
ଝିଅର ମନ ସଫା ନାହିଁ ,ତା ମୁହଁରୁ ଦେଖା ଯାଉଛି
Right bhai 👍
ଝିଅ ର ଧରମ ଭାଇଙ୍କୁ ଛାଡୁ ସବୁ ଠିକ ହେଇଯିବ.
Pua ta bahut bhala
Jhia ra igo bahat...amiti igo rakhiba dwara dine sabu hata chhada heijiba
Dharam bhai prema bi bahut
ଝିଅ ଟା ବଦମାସ ସବୁ ଭୁଲ ଝିଅର
Right
ଝିଅର ଧରମ ଭାଇ ଏ ମାନଙ୍କର ସଂସାର ଦେଉଛି ଖାଇ !! ଧରମ ଭାଇ ବୋଧ୍ ହୁଏ ଜ୍ୟୋତି ଠାରୁ ଅଧିକ ସୁନ୍ଦର ଓ କାମୁକ ଥିବ !!
ଅନୁଶୟା ଭଉଣୀ ତୁମେ ବିବେକ ଶୂନ୍ଯ ହୁଅ ନାହିଁ ଏବଂ ନିଜର ସୁନାର ସଂସାରକୁ ଭାଙ୍ଗି ଦିଅ ନାହିଁ !!
Mihir sir nku dekhibare mora bahut echha bhagwan mate thare tia mishibaku sujaga milantakii
ଜଜ ସାର ବଢିଆ କଥା କହି ବୁଝାଉଛନ୍ତି...
ଝିଅ ପିଲା ଘରର ସବୁ କାମରେ ମନ ଦବା କଥା ପୁଅଟେ କହିଲା ଯାଇ କଣ ପାଇଁ ଯିବ
ଭଗବାନ ଦୁହିଁଙ୍କୁ ଭଲରେ ରଖନ୍ତୁ
ଜୟ ଜଗନ୍ନାଥ ❣️
O, TV ladies saporter .very , very thanks to Aashar Alok .Do love marriage, Then come Aashar Alok for Final .
ଏଠି ଝିଅ ମାର ଭୂଲ୍ ପାଇଁ ସଂସାର ନଷ୍ଟ
So sweet mihir sir
Purusa mana nka prati bahut anyay hauchi
ହିନ୍ଦୁ ବିବାହରେ କେବଳ ଦୁଇ ଘର ଭିତରେ ହିଁ କାରଵାର କରା ଯାଏ ।
ଗ୍ରାମ କି ସମାଜକୁ ଵିଵାହରେ କେବଳ ଭୋଜି ଖାଇଵା ରେ ହିଁ ସୀମିତ ରହେ । କିନ୍ତୁ ବିବାହର କୌଣସି ରାଜିନାମାରେ ସଂଶ୍ଳିଷ୍ଟ ହୁଅନ୍ତି ନାହିଁ । ସମାଜ ସାକ୍ଷୀ ନ ରହିବା ହିଁ ମୂଳ କାରଣ !
ଏଇ ଟା ହିଁ ସମ୍ପର୍କ ଵିଗିଡିଵାର ମୂଳ ।
Niriha lokanku bhagaban hairana karanti
please God gives him rebirth in Odisha
Miss u mihir sir😭😭😭😭
Se jhia ra maa kaparakhai ta pai t
a jhia bi kaparakhai heichi ta suna sanssara bhanguchi
I am only watching for Mihir sir 🥰🥰 I like you very much sir🙏🙏🙏
Ehi episode re kynki kejnai laguni emane agaku khusire rahibe.. karana seya dwkha jauni
Dharam bhai jindabad🤭🤭🤭
Mihir sir recover attend the popular show god bless you allyways healthy in life sir ollywood superstar acting is very natural
Sir namaskar, ghara jodiba apananka avijan, please 🙏 mo ghara taku jodidiantu please 🙏
Miss u mihir sir 😭😭🙏
ଝିଅ ତୁମର ସିନ୍ ଲାଷ୍ଟ ପର୍ଯନ୍ତ ଦେଖି ଦୁଃଖ ଓ ଖୁସି ଲାଗିଲା ????ହେଲେ ଧରମ ଭାଇ କୁ ମନରେ ଭୁଲି ପାରିଲାନି ??? ଆଉ ଧରମ ଭାଇ ମୁଁ କହିବି ସେ ଝିଅ ର ଭବିଷ୍ୟତ ଅନ୍ଧାର କରୁଛୁ ଆରେ ଭାଇ ନିଜ କଥା ବୁଝି ତା କଥା ବୁଝିବାକୁ ତା ପରିବାର ଲୋକ ଅଛନ୍ତି
Sata katha bhai
ମୁଁ ଯାହା ଦେଖିଲି ଝିଅ ଟା ବୋହୁତ ଡିହା ଳୀ ଆ
Tame....maane....valare....ruha
God bless you 🙏
Yes single life best
Single life best
Really
@@adhirkumarswain5236 yes
😆😆😆
ଯେତେବେଳେ ବାପୁନ ମାମୁନି ଖୋଜିବ କଣ କରିବା? କିଛି ଉପାୟ 😄😄😄😄😄?????
Dharam bhai sangare tarenare
Mihira Das Sir nk Aeta last Episode Haba Boli Mu janinathili 😢😢😯
A jhia param badhi
Mihir sir deha jaldi pura susta huantu ,🙏🙏🙏
Om sai ram🙏🙏🙏
Mu bi bhabuchhi single life best......
ମିହିର ସାର ପୁଅ ଟାକୁ କାନ୍ଦେଇଲେ ଆପଣ ବହୁତ ଖୁସି ହେଲେ
He god Mihir bhai nku bhala karidiantku sea anyara upakar karuchhanti
ସେ ଧରମ ଭାଇକୁ ନମସ୍ତେ
Great show ever whole world
This was the last shooting for Mihir das, after which he left for his heavenly abode
Niceeee
Jhiatira bahut afdament
Gopabandhu sir. Mihri sir jaldi deha bhala hei asantu
I Miss you mihir sir
Mote laguni se jhia vala boli
Best show ever. Salute Team and Mihir Bhai
Jhia au maa bhala nuhanti
Aji kali ta dharam bhai bhauta badhigaleni jhia manka Pani 🤣🤣🤣🤣🤣🤣 oh ma go tru... love 😂
Last episode of Mihir Das
God bless you Mihir sir
Didi au vai 2jana ekathi heija please🙏
Love is Best baha Baha re Love Chi chi
Jebethu mahila sangathana baharila sebethu jhia Mane konasi pua sangare chali jau chhanti ratira sukha bhangi gale mahila kesh
MAA jhia 2 jana jak bhala no jhia ku dharam bhai dharma ghaita drakar ahi bhali jhia kebe kahar bhala bahu ki stree heiparibani chhi chi
ଝିଅ ର ମା ଲୋ, ତୁ ବିଷ ଖା
Ei jhia bahut badmaas achhi aaku Mali sahi jiba byabastha karajau..
Dhanyabad
Jay. Jaganatha. Mihir. Sir. Bhalkaredia
I think Ashara Alaoka Mancha ra Bhumika Familly Court tharu aneka Urdhare...Ashara Aloka ra e Prayasha nihati bhabare Prasnsa ra Patra.
ଝିଅ କୁ ମାନିବାକୁ ପଡ଼ିବ
A show achhi hele Mihir Dash nahanti ama pakhare.😭😭
😭😭😭😭
Miss you mihir sir
ଇୟେ ଜବରଦସ୍ତିଆ ସମ୍ପର୍କ, ତେଣୁ lasting କରିବନି,ଧରମଭାଇ ପାଇଁ ସମ୍ପର୍କ ନଷ୍ଟ ହେବ,କାହାର ହେଲେ ଜୀବନ ଯାଇପାରେ
କେତେ ସମୟ ଲାଗୁଚି ଏ ହି ଭଳି ଶଶୁର କୁ ଭୁଲ ମାଗିବାକୁ ଛି ଛି ନିଲଜ୍ୟା ଝିଅ
ଏ ଷ୍ଟେଜ ରେ ମିହିର ସାର୍ ନାହାଁନ୍ତି
Aji kali pua mananka katha kehi sunibeni sabu vul pua re aaji kali pua manaka jibana bekare kehisunibeni
It's very true
@@binapanipanda9368 ohh
Get well soon Mihir Dash sir 🙏 I pray Lord jaggnath
Women is 22 years old and since 7 years been harassed
Jhio pila morijibe poche bayaso lucheiba chadibeni
😂😂😂
7 years heba mrg haechhi .10th padhuthila jhia 10th maximum pila 14,15 re karanti obviously 22 heba na
ଖୁସିରେ ରୁହ ଦୁହେଁ
Dharam bhai ku se bhuli pari beni ki valare rahi pari beni
Jhia ra bhul rahi bi jhia bhul dhara jau nahi ki Samaja ye bikruta chinta dhara Samaja ra
Aapana kebe bhabichanti e jodi kebe bi shantire rahibe boli.
Jhio gote dharam Bhai ku rakhi ate sabu kila
😆😆😆 ଝିଅର ଖାଲି କାନ୍ଦ
Mihir sir 🙏🙏🙏🙏🙏🙏🙏🙏
Dharam bhai ra Dharma kama
Jhia ra ma au bhai ra sabu bhul
Sia jhia Dharm Bhai pakharu giha khaichi Sethi pai bala muha kariki thiya heichi
Jyoti tu single raha re
A bhalia jhia ku baha hei bahut
bada bhul hei jaichi tara.
Ta life spoil kari debe re.
Sir kan motte bi aasara alokara re mo bhanga sanshar jodi hoi paribaki.sir please help me.
After a great discussion I feel Anusaya don't want to realize anything & stick to her adamant ... So in future their married life will be in danger position .... Pls 🙏God bless them 🙌🙌😞😔🥺😭
Jhia ta pura ragi hoithiba
ଝିଅ, ଶାଶୁ ମୁହଁ ରଖିଛନ୍ତି ଖଣ୍ଡେ, ପୁରା ତମ୍ପ ସାପ ଖାଲି ଫଁ ଫଁ ହଉଛନ୍ତି 😄😄😄😄😄😄
😁😆😂👏
Dharm vhai jinda bad