Jibana Do Chhakire Ashara Alok Ep 280 |21 AUGUST 2021| ଦ୍ୱନ୍ଦ୍ୱରେ ଦାମ୍ପତ୍ୟ ଜୀବନ

แชร์
ฝัง
  • เผยแพร่เมื่อ 24 ม.ค. 2025

ความคิดเห็น • 265

  • @pintusahoo4965
    @pintusahoo4965 ปีที่แล้ว +1

    ❤❤❤❤❤❤❤❤❤ nice job 👍👍👍👍👍👍👍👍👍👍👍 OTV 👍👍

  • @binapanipanda9368
    @binapanipanda9368 3 ปีที่แล้ว +2

    ଜୟ ଶ୍ରୀ ଜଗନ୍ନାଥ

  • @Aster-mv3ww
    @Aster-mv3ww 3 ปีที่แล้ว +2

    କହି ଜାଣିଲେ କଥା ସୁନ୍ଦର। ଅଭିନୟ କରି ଜାଣିଲେ ଚରିତ୍ର ସୁନ୍ଦର। ଏହି ଝିଅ ପ୍ରକୃତରେ ଭଲ ଅଭିନୟ କରି ଜାଣିଛି। କାଉ କଳା ହୋଇଗଲେ କ'ଣ କୋଇଲି ସହିତ ସମାନ ହୋଇଯିବକି....। ଝିଅଟି ମଞ୍ଚସୀନ ବିଚାରପତିମାନଙ୍କୁ ଗୁରୁଜନଭାବି, ସବୁ କଥା ସେମାନଙ୍କ ସାମ୍ନାରେ ପରିପ୍ରକାଶ କରୁଥିଲା କେବଳ ସ୍ବାର୍ଥ ହାସଲ ପାଇଁ। ଟିକିଏ ସ୍ବାର୍ଥ ମିଳିଲାନି ବୋଲି ସେହି ଗୁରୁଜନମାନଙ୍କୁ ବେଖାତିର କରି ମଞ୍ଚ ଛାଡ଼ି ପଳାଇବାକୁ ଉଦ୍ୟମ କରୁଛି ମାନେ....... ଏହିଥିରୁ ପରିଲକ୍ଷିତ ହେଉଛି , ଏହି ନାରୀ ତା ଶସୁର ଘର ଲୋକମାନଙ୍କୁ କିପରି ସମ୍ମାନ ଦେଉଥିବ.......
    କାଉ ଯେତେ କା କା କଲେବି କୋଇଲି ଭଳି ମାଧୂର୍ଯ୍ୟପୂର୍ଣ୍ଣ ହୋଇପାରିବ ନାହିଁ।
    ସଂସ୍କାର ବିହୀନ ଆସୁରୀ.......
    Kick to the Kickers 🏌️🏌️🏌️⚔️⚔️🔫😢

  • @meditationmusic1061
    @meditationmusic1061 3 ปีที่แล้ว +18

    ଭାଉଜ ଭାରି ଅଭିମାନୀ 👉👈

  • @drkailashlectures
    @drkailashlectures 3 ปีที่แล้ว +36

    ମାସେ ପରେ ନିରପେକ୍ଷ ଭାବେ ଆଉ ଥରେ ପରଖା ଯାଉ । ଆଶାର ଆଲୋକ କରିଥିବା ପ୍ରୟାସ କେତେଦୂର କାଟୁକାରୀ ହେଲା ।
    ଜୟ ଜଗନ୍ନାଥ

  • @meditationmusic1061
    @meditationmusic1061 3 ปีที่แล้ว +26

    ପୁରୁଷ କମିଶନ କେବେ ହେବ????

  • @promadamishra1397
    @promadamishra1397 3 ปีที่แล้ว +26

    ଏହି କାର୍ଯ୍ୟକ୍ରମରେ ଅଧିକାଂଶ ମହିଳା ଉଦ୍ଧ ତ ଅଭଦ୍ର ଆଚରଣ କରୁଛନ୍ତି।ଶତକଡା ୭୦ ଭାଗ ନିଜର ଓ ନିଜ ବାପା ଘରର ଭୁଲ୍ ଥାଇ ସ୍ବାମୀ ପରିବାରକୁ ଦୋଷ ଦେଉଛନ୍ତି।ଶେଷରେ ମିହିର ଦାସ ଓ ଅନ୍ୟମାନେ ପୁଅ କୁ ଭୁଲ୍ ମାଗିବାକୁ କହୁଛନ୍ତି ଏବଂ ପୁଅର ବାପ ମା ଭଉଣୀ ଙ୍କ ସାମ୍ନାରେ ଝିଅ ଘର ଲୋକଙ୍କୁ ଭୁଲ୍ ମାଗୁଛି ଯାହା କେବଳ ଦୃଷ୍ଟି କଟୁ ନୁହେଁ ଜଣେ ପୁରୁଷ ର ସ୍ୱାଭିମାନ ଉପରେ ଆଞ୍ଚ ଆସୁଛି।ପୁଅକୁ ବାପ ମା ଭାଇ ଭଉଣୀ ଙ୍କ ଠାରୁ ଅଲଗା ରହି ସ୍ତ୍ରୀ କୁ ମନାଇବାକୁ କୁହା ଯାଉଛି।ଏହା କେଉଁ ପ୍ରକାର ବିଚାର ।ଘର ଯୋଡ଼ା ଯାଉଛି ନା ଭଙ୍ଗା ଯାଉଛି

    • @manasranjandash2464
      @manasranjandash2464 3 ปีที่แล้ว +6

      ସଂପର୍କ ଯୋଡିବା ଅର୍ଥ କ'ଣ ସ୍ୱାମୀ ସବୁକଥାରେ ହଁ ମାରିବ? ବର୍ତ୍ତମାନ ସମୟରେ ବୋଧେ ବାହାଘର ହେବାଟା ଖରାପ। ପୁରୁଷ ହେବାକୁ ହେଲେ ସବୁ କଥାରେ ପତ୍ନୀଙ୍କର କଥାରେ ହଁ ମାରିବ।ବାହା ନହେଲେ ସମାଜ କହିବ ବାଡ଼ୁଅ ଆଉ ବାହା ହୋଇସାରିବା ପରେ ପତ୍ନୀ ମହୋଦୟା କହିବେ ଛିଃ କୁଳାଙ୍ଗାର।

    • @friendshiprocks8673
      @friendshiprocks8673 3 ปีที่แล้ว +1

      @@manasranjandash2464 🤣

    • @bibhumusictv691
      @bibhumusictv691 3 ปีที่แล้ว

      @@friendshiprocks8673 subscribe

    • @jyotiranjanbehera9527
      @jyotiranjanbehera9527 3 ปีที่แล้ว

      Bekar Katha bht family joda jauchi tume ek dam faltu nazar re kahucha

    • @jyotiranjanbehera9527
      @jyotiranjanbehera9527 3 ปีที่แล้ว +1

      Jadi gote bhul magibaru sansara Jodi heijauchi kn heigala bhul magidele

  • @JagannathDash-qh7ih
    @JagannathDash-qh7ih 2 หลายเดือนก่อน

    Thanking you asara aloka

  • @msdhoni1973
    @msdhoni1973 2 ปีที่แล้ว

    ଏଇ ଭଦ୍ରକ ର 2 ଦମ୍ପତି ଙ୍କୁ ପଚାରିବା କୁ ଚାହୁଁଚି ,,ସେ କେମିତି ସେ ମାଡାମ ମାନଙ୍କୁ ଦେଖା କଲେ ଆଉ ,,, ଏଇ ଆଶା ର ଆଲୋକ କୁ ଗଲେ ,,,,ଦୟା କରି ମତେ କୁହନ୍ତୁ ଯେଉ ମାନେ ବି ଏହା ପଢିଲେ ଟିକେ ସହଜୋଗ କରନ୍ତୁ

  • @sanjaysahoo4558
    @sanjaysahoo4558 3 ปีที่แล้ว +1

    Asar aalokaku mor koti namaskar

  • @psamal7415
    @psamal7415 3 ปีที่แล้ว +16

    Gopabandhu sir nkara judgement always high level 🙏🙏🙏🙏🙏🙏🙏🙏🙏🙏🙏

  • @manaskumarnayak1738
    @manaskumarnayak1738 3 ปีที่แล้ว +2

    Moro gote request mihir sir sabu bele ama hrudayare ruhantu apana please sir 🙏🙏🙏🙏🙏🙏🙏🙏

  • @ଦୈତାରୀ_ଦାସ_ବାଲେଶ୍ୱର_ସୋର

    ମିହିର sir ଜଣେ ବହୁତ ସୁନ୍ଦର ବେକ୍ତି 🙏

  • @nabakishoresubudhi2647
    @nabakishoresubudhi2647 3 ปีที่แล้ว +7

    ଆପଣଙ୍କ ଅଶାର ଆଲୋକ ଏକ ଭଲ କାର୍ଯ୍ୟକ୍ରମ କିନ୍ତୁ ଆପଣଙ୍କ ସଂସ୍ଥାରେ କିଛି ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ ଅର୍ଥଲୋଭି, ଏଭଳି ଏକ ଘଟଣା ମୋର ଜଣେ ସମ୍ପର୍କୀୟଙ୍କ କ୍ଷେତ୍ରରେ ଘଟିଛି 2017/18 ବଲାଙ୍ଗୀର.. ନରସିଂହପୁର କେସରେ |

    • @kanhucharannaik5946
      @kanhucharannaik5946 3 ปีที่แล้ว +2

      କଣ ଘଟିଛି?
      ଖୋଲିକି କୁହନ୍ତୁ
      ସମସ୍ତେ ଜାଣିବେ।

  • @bibhumusictv691
    @bibhumusictv691 3 ปีที่แล้ว +2

    କ'ଣ କହିବି ଏ ଦୁନିଆରେ ଏମିତି ଚାଲିଛି
    କ'ଣ କରିବା ଦୁଇଟି ମନ ଗୋଟିଏ ମନ୍ଦିର
    ବହୁତ ସୁନ୍ଦର ହୃଦୟ ଦରକାର
    ନହେଲେ ସମାଜ ଭାଙ୍ଗି ଜିବ
    ଜୀବନ ଆରମ୍ଭ ରୁ ଏମିତି କ'ଣ କରିବା
    ଜୟ ଜଗନ୍ନାଥ

  • @khushinath4033
    @khushinath4033 3 ปีที่แล้ว +15

    Thakeu ଗୋପବନ୍ଧୁ ସାର୍ ଆପଣ ଆସିଲେ👏👏

  • @priyabrata2615
    @priyabrata2615 3 ปีที่แล้ว +7

    ମତେ ଲାଗୁଛି ସବୁ ଦୋଷ ପୁଅ ର .

  • @meditationmusic1061
    @meditationmusic1061 3 ปีที่แล้ว +11

    ଉଭୟ ଭଲ.. ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପାର୍ଥନା.. ସବୁ ଠିକ ହେଇଯିବ.... 🙏👍

  • @niranjanpagal798
    @niranjanpagal798 3 ปีที่แล้ว +5

    ଝିଅ ଯଦି, ବାପ ଘରକୁ,, ରାଗିକି,,ଗଲେ, ବାପ,ବୁଝିବ,, ଝିଅ ରାଗିକି ଗଲେ, ଏଥିପାଇଁ,ବାପ, ଘର ଦୋଷ, ଝିଅ ବହୁତ ଜିଦ୍ ଏଥିପାଇଁ ବାପ ଦାଇ ବାପ ଡରା ଇବ,ଯେ ମୋ, ଝିଅର କଛି ଦୋଷ ନାହିଁ, ମୁ ଯାଉଛି ଥାନା ରେ କେସ କରିବି,,ଜୁଇ କି ଥାନା ନାରେ,ନା ଲିକୋଠା ଦେଖାଇବି

  • @Aster-mv3ww
    @Aster-mv3ww 3 ปีที่แล้ว +3

    ନମ୍ରତା ମେଡମ। ଆପଣ ନାରୀ ବୋଲି ବେଶୀ ନାରୀ ମାନଙ୍କୁ ସହାୟତା କରିବା ଆଦୌ......
    ବିଚାର ପତି ଆସନରେ ବସି ପକ୍ଷପାତିତା ଆଦୌ ଠିକ୍ ନୁହେଁ..........
    Kick to the Kickers 🏌️🏌️⚔️⚔️⚔️🔫😢

  • @diptiranjansahu813
    @diptiranjansahu813 3 ปีที่แล้ว +17

    Gopobandhu sir A1........... always and every time.....

  • @Aster-mv3ww
    @Aster-mv3ww 3 ปีที่แล้ว +3

    ସତୀ ସାବିତ୍ରୀ ଦେବୀ, ସତୀ ସାଣ୍ଡିଲୀ ଦେବୀ ଓ ସତୀ ଅନସୂୟାଙ୍କ ଭଳି ମହାନ ନାରୀ ମାନଙ୍କର ଜୀବନ ଶୈଳୀକୁ ଏହି ଭଳି ଉଗ୍ରାଧୁନିକ ନାରୀ ମାନେ ..........! ଗୋଟିଏ ହାତରେ ତାଳି ବାଜେ ନାହିଁ। ସ୍ବାମୀଟି ସ୍ତ୍ରୀର କୌଣସି ଭୁଲ କୁ ଦୁନିଆ ଆଗରେ ପ୍ରକାଶ କଲାନାହିଁ, ତାମାନେ ନୁହେଁ ଯେ, ସ୍ତ୍ରୀଟିର ଆଦୌ ଦୋଷ ନାହିଁ। କିନ୍ତୁ ଏହି ନାରୀ ଟି କେଉଁ ଗୁଣବତୀ ଯେ କେତେ ସତୀ ଯେ, ନିଜ ସ୍ବାମୀଙ୍କୁ ସମାଜ ଆଗରେ ଅପମାନିତ କରିବା, ତାଙ୍କର ମର୍ଯ୍ୟାଦା ହାନୀ କରିବା ଏହା କେଉଁ ଗୁଣବତୀ ସତୀତ୍ବର ପରିଚୟ ଦେଉଛି......।
    ଏହି ନାରୀଟି ଅନ୍ୟର ଦୋଷ ଦର୍ଶଉଛି କାହିଁ ନିଜେ କହୁନାହିଁ ଯେ ମୋର ମଧ୍ୟ ଦୋଷ ଅଛି ବୋଲି.....
    ଏହି ନାରୀଟି ମଧୁର ବିଷଧାରୀ ସର୍ପଟିଏ।
    Kick to the Kickers 🏌️🏌️⚔️⚔️🔫😢

  • @sasmitabehera20206
    @sasmitabehera20206 3 ปีที่แล้ว +12

    Love you mihir sir 😊

  • @ananditamishra1365
    @ananditamishra1365 ปีที่แล้ว +1

    mam said the wrong thing about tulsi das doha. sorry mam, dont spread misinformation. tadan means education .

  • @NakayKing
    @NakayKing 9 หลายเดือนก่อน

    Mihir das pranam

  • @sweetyworld2167
    @sweetyworld2167 3 ปีที่แล้ว +13

    I m the first one , great show ,kehi mehir das place nei paribeni

  • @bulukumar1448
    @bulukumar1448 3 ปีที่แล้ว +1

    Babare emiti mancha eita bhagabanka mancha jeumane jugment karuchanti jane jane bhagaban sadrusa real bhagaban ehimane satare ete raga bhitare hasi hasauchanti🙏🙏🙏

  • @ranubadal4203
    @ranubadal4203 3 ปีที่แล้ว

    Joy jagananth

  • @kashinathsamantaray6941
    @kashinathsamantaray6941 3 ปีที่แล้ว +1

    ଓଟିଭି ର ଗୋଟିଏ ସୁନ୍ଦର ପ୍ରାୟାସ ଉଜଡି ଯାଇ ଥୀବା
    ପବିତ୍ର ସମ୍ପର୍କ କୁ ଯୋଡିବା ର ଅହମ୍ ଭୂିକକା ନିଭାଉ ଉ ଥୀବା ଆଶାର ଆଲୋକ ମଞ୍ଚର ସମ୍ମାନୀୟ ଯଜ ମାନଙ୍କୁ ଓଡ଼ିଶାର ଅଗଣିତ ଦର୍ଶକଙ୍କ ତରଫରୁ କୋଟି କୋଟି ପ୍ରଣାମ
    ଶତ କଥା ହେଲା ନିଷ୍ଟl ର ଶହ ଭଗବାନ ଙ୍କୁ ପୁଜା କଲେ ଅଶ୍ରିବlଦ ପ୍ରlପ୍ତ ହୁଏ
    କିନ୍ତୁ ବିନା ସ୍ୱର୍ଥ ବିନା ଅର୍ଥରେ ଦୁଇଟି ପବିତ୍ର ଆତ୍ମା କୁ ଯୋଡିବା ରେ ମଞ୍ଚର ଯଜ ମାନଙ୍କର ଅହମ ଭୂମିକା ରହିଛି ଏହି ମଞ୍ଚକୁ ସମାଧାନ ପାଇଁ ଆସୁଥିବା ଦାମତି ମାନଙ୍କୁ ଅନୁରୋଧ ଭାଙ୍ଗି ଯାଇ ଥୀବା ସଂସାର କୁ ପୁଣି ଥରେ ଏଇ ମଞ୍ଚରେ ସଜାଡି ଦେଇ ଯାଆନ୍ତୁ ଦେଖୀବେ ଜଗତର ନାଥ ଜଗନ୍ନାଥ ଙ୍କ ଅlଶ୍ରିବlଦ ପ୍ରାପ୍ତ ହେବା ସହ କୋଟି କୋଟି ଓଡିଶା ବାସୀଙ୍କ ମଞ୍ଚ ପ୍ରତି ଭଲ ପାଇବା ଆପଣ ମାନଙ୍କର ଆଗମୀ ଭବିଶତକୁ ପ୍ରଜୋଲିତ କରାଇବାରେ ସାହାଯ୍ୟ କରିବ
    ଜୟ ଜଗନ୍ନାଥ

  • @nilusahoo4627
    @nilusahoo4627 3 ปีที่แล้ว +6

    ପୁଅର ବହୁତ ଦୋଷ ଅଛି ସେଥି ପାଇଁ ଚୁପ୍ ରହୁଛି !!!

  • @bubu9203
    @bubu9203 3 ปีที่แล้ว +3

    A mancha thakuranka dakara ......2ti manara milana❤️❤️....

  • @meditationmusic1061
    @meditationmusic1061 3 ปีที่แล้ว +6

    ମିହିର ସାର ଗ୍ରେଟ..

  • @msdhoni1973
    @msdhoni1973 2 ปีที่แล้ว

    ରଶ୍ମିତା ଆଉ କବିତା ମାଡାମ ଙ୍କ ର ସହିତ ମୋର କିଛି ପ୍ରୋବ୍ଲେମ ସେୟାର କରିବା କୁ ଚାହୁଁଚି ,,,,କେମିତି କରିବି

  • @rohitasingh7265
    @rohitasingh7265 2 ปีที่แล้ว

    ନିଜ ସୁନା ଟା ଖରାପ ଅଛି , ଆଉ ପତି ପତ୍ନୀ ଦୁହେଁ କାହିଁକି ସୁନାରୀ କୁ ଦୋଷ ଦେଉଛନ୍ତି ! ପ୍ରଥମେ ଦୁହେଁ ଯାକ ଠିକ୍ ହୁଅ ! ତୁମେ ଠିକ୍ ଥିଲେ ଅନ୍ଯ କିଏ ତୁମ ସଂସାରକୁ ଭାଙ୍ଗି ଦେବ କି ? ବେକାର୍ ରେ ନିଜର ସମ୍ପକୀୟ ମାନଙ୍କ ଠାରେ ଅପ୍ରିୟ ହେଉଛ !
    ସେଥିପାଇଁ କଥାରେ ଅଛି:- ପାନ୍ ମେଁ ସୁପାରି ହେ ତୋ ସେକା କିୟା କରେଗା , ତେରା ମେରା ଦିଲ୍ ହେ ତୋ ଦୁନିଆଁ କିୟା କରେଗା !!

  • @rajendragouda5784
    @rajendragouda5784 3 ปีที่แล้ว +1

    🙏 ମିହିରସାର୍ 🙏 ଗୋପବନ୍ଧୁ ସାର୍ 🙏
    ଘଟଣା ଅଘଟଣା ଜିବନ ରେ ତ
    ଅନେକ ଅସେ , କିନ୍ତୁ ରମେଶ ବାବୁ ଙ୍କୁ ପଦେ ପଚାରିବାକୁ ଚାହେଁ ।
    ଅରମ୍ବରୁ ସେସଯାଏ ଏକା ବସି ଥଲ ମାତ୍ର କିଛି ସମୟ ପୁଅକୁ କୋଳକୁ ନେଲ ବର୍ତ୍ତମାନ କୁହନ୍ତୁ
    ପୁଅ ସ୍ତ୍ରୀ ଠାରୁ ଟଙ୍କା ଟା କ'ଣ ତମ ପାଇଁ ବଡ଼ । ଝିଅ କୁ ବି ପଦେ ଏତେ ରାଗ ଅଭିମାନ ରେ ସଂସାର ଚଳେ ନାହିଁ ମା
    ଠାକୁର ଙ୍କ ଦୟରୁ ଭଲରେ ରୁହ।

  • @sanjaysahoo4558
    @sanjaysahoo4558 3 ปีที่แล้ว

    Jajhanath Prabhu tumor dampatya jibau sukhamaya karantu

  • @priyankamohanty2993
    @priyankamohanty2993 3 ปีที่แล้ว +2

    Ye gote show, ethi always purusa mananku support....au kichi b heijau khali ekathi heijao. Sabu bhuli jibaku kuha jae jhia ku. N sasu gharaku return karijibaku kuha hauchi. Tapare Mara ki bancha

  • @mangulisahoomangulisahoo6715
    @mangulisahoomangulisahoo6715 3 ปีที่แล้ว +3

    ଷୁରୁଷ କମିସନ ନିହାତି ଆବଶ୍ଯକୀୟ

  • @agnikumarsahu8863
    @agnikumarsahu8863 3 ปีที่แล้ว +12

    ନାରୀ କୁ ଗୃହ ଲକ୍ଷ୍ମୀ କୁହାଯାଏ ତେଣୁ କୋମଳ ହ୍ରୁଦୟ ଓ କୋମଳ ଭାଷା ହେବା ଦରକାର। ପୁରୁଷ ର ଦାୟିତ୍ୱ ହୀନ ତା ଜଣା ଯାଉଛି କିନ୍ତୁ ଝୀଅଟି କଠୋର ଓ ଜିଦିଖୋର ପ୍ରକୃତିର ଜଣାଯାଏ ।

  • @manasranjandash2464
    @manasranjandash2464 3 ปีที่แล้ว +7

    ପତ୍ନୀ ମହୋଦୟା ଠାରୁ ମୁଁ ଅପମାନ ପାଉଛି, ଚୁପଚାପ୍ ସହିଯିବାକୁ ବାଧ୍ୟ ନତୁବା ପାଖ ପଡୋଶୀଙ୍କ ଠାରୁ ଶବ୍ଦ କ'ଣ ମ ଆଜି କେତେ ହେଲା? ଏମିତି ଜାଗାରେ ଘା ,ନା ଦେଖି ହୁଏ ଅବା ଦେଖେଇ ହୁଏ।

  • @ଐତିହ୍ୟ
    @ଐତିହ୍ୟ 3 ปีที่แล้ว +2

    ନମ୍ରତା ଚଢା ଜୀ, ଢୋଲ ଗଁବାର ଶୁଦ୍ର ପଶୁ ନାରୀ ର ଅର୍ଥ ଆପଣ 14 ଜନ୍ମ ରେ ବୁଝିପାରିବେନି। ଆଉ ଦୟାକରି ତୁଳସୀ ଦାସ ଗୋସ୍ଵାମୀଙ୍କ ନାଁ ସମ୍ମାନ ସହିତ ନିଅନ୍ତୁ।ତୁଳସୀ ଦାସ ଆପଣଙ୍କ ବାଡ଼ି ପଛରେ ଘର କରିନାହାନ୍ତି। ବୁଝିଲେ?

  • @berserkgmes6048
    @berserkgmes6048 3 ปีที่แล้ว +1

    ଚଢା ମାଡାମ୍ ବିଚକ୍ଷଣା
    ବିଦୁଷୀ

  • @dibakarrout4146
    @dibakarrout4146 3 ปีที่แล้ว +2

    ଇଏ ଝିଅ ବହୁତ ଜିଦିଆ ଆଉ ହିଁସିକି
    ଖାଲି ଚାହଁଉଛି ତାକୁ ତା ଛୁଆ କୁ ଚାହୁଁହ ଆଉ ତା ବାପ ମା କୁ ନ ଦେଉ

  • @maheswarjena1928
    @maheswarjena1928 3 ปีที่แล้ว +3

    Sonice. Mihersir. Altemallthebest

  • @pankajiniswain5370
    @pankajiniswain5370 3 ปีที่แล้ว +3

    Aji bi stree sangare anaya houchi purusha ra garba ahankar sea baha heiki anichi stree sangre jaha chahiba kariba

    • @subhrajitsamaljajpur1536
      @subhrajitsamaljajpur1536 3 ปีที่แล้ว

      ନା ଏଇଭଳି ତୁମର ଚିନ୍ତାଧାରା ଆଜ୍ଞା.. ସବୁ ଲୋକେ ସମାନ ନୁହନ୍ତି..

    • @pankajiniswain5370
      @pankajiniswain5370 3 ปีที่แล้ว

      @@subhrajitsamaljajpur1536 mun kohuni samaste boli

  • @puspanjalibehera3759
    @puspanjalibehera3759 3 ปีที่แล้ว +1

    You are great sister

  • @sumiswainvlogs
    @sumiswainvlogs 3 ปีที่แล้ว +3

    Aamane sina kahi dou ki bohu ra bhul boli kintu eita sata bohuku setiki jantrana dele hin. Gote jhia kichhi kare

  • @jeebanjyotikhuntia652
    @jeebanjyotikhuntia652 2 ปีที่แล้ว

    Iye jemiti Swami evali loka kebe marriage Kariba Katha nuha ,emiti marriage kariki se jhia ku kastta deba taa jeeban nasta karibara kounasi adhikar nai

  • @meenakshikar6351
    @meenakshikar6351 3 ปีที่แล้ว +4

    ସ୍ଵାମୀ ପୁରା ଲାପରବାୟ ସ୍ତ୍ରୀ ପ୍ରତି । ସବୁ ବାପା ମାଁ ଙ୍କ ଉପରେ ଠେଲି ଦେଇ ନିଶ୍ଚିନ୍ତ ରେ ବସିଯାଉଛି। ସ୍ତ୍ରୀ ଟି ବହୁତ କଷ୍ଟ ପାଇଛି । ଜଗନ୍ନାଥ ତାକୁ ଭଲରେ ରଖନ୍ତୁ।

    • @Samalsanjay0
      @Samalsanjay0 3 ปีที่แล้ว

      Aapana kemti janile

    • @tulusirdaspattanayak5671
      @tulusirdaspattanayak5671 3 ปีที่แล้ว

      ଭାଉଜ ଟା ଭାରି ମିଛେଇ,ଏ ଶାଳୀ ଭଉଣୀ ମଧ୍ୟ ଖାଲି ଧନ ଧନ ହେଉଛି, ଏ ଭାଉଜ କେବେ ଘର କରି ପାରିବ ନାହିଁ କାରଣ ଯେଉଁ ସ୍ରୀ ଯଦି ସ୍ବାମୀ କୁ ସମସ୍ତ ଙ୍କ ଆଗରେ ସ୍ବାମୀ କୁ ଭୂଲ ମଗା କରାଉଛି ଏଇଟା ବାଳ ମାଇକିନିଆ

  • @rajumahanta841
    @rajumahanta841 3 ปีที่แล้ว +5

    Pua ra bahut dosa rahichhi jou ta ki jhia katha ru clear jana padijauchhi ta pua nija bhul bujhi ki jhia ra sabu fullfill kariba katha .

  • @tapanburman4707
    @tapanburman4707 3 ปีที่แล้ว +17

    I selute mehir sir

  • @rajendrabehera5576
    @rajendrabehera5576 3 ปีที่แล้ว +1

    Pua ra bhauni mane achanti boli sasu sasura bahu ku like karunahanti & pua ku capture kariki rakhichanti, se pain sie ta family Katha bujhuni

  • @sadanandapatra3771
    @sadanandapatra3771 3 ปีที่แล้ว

    Jhia write

  • @rabinkumar7301
    @rabinkumar7301 3 ปีที่แล้ว +2

    👍👍very nice 🙏🙏

  • @niranjannayak5126
    @niranjannayak5126 3 ปีที่แล้ว +8

    Pua pura care neba katha

  • @sweetypradhan669
    @sweetypradhan669 3 ปีที่แล้ว

    Tq so much asara aloka

  • @pareshkumarpradhan639
    @pareshkumarpradhan639 3 ปีที่แล้ว +3

    41:18 duryodhan ra sakuni mamu priya thila asubidha re thia hauthila hele sakuni pain hin duryodhan bansa sahita malaa.

  • @subhalaxmiswain5884
    @subhalaxmiswain5884 3 ปีที่แล้ว +1

    Jou mane purusa nunhe semane maranti napurusa

  • @tofankumarmalik6218
    @tofankumarmalik6218 3 ปีที่แล้ว

    Mu dekhuchi
    Ashara Alok re khali jhiy nku sapat karajauchi

  • @bulukumar1448
    @bulukumar1448 3 ปีที่แล้ว +2

    Gopabandhu sir nka katha bahuta uchakotira

  • @ShankarShankar-jt2df
    @ShankarShankar-jt2df 3 ปีที่แล้ว

    Super bhauni

  • @VisitWorkingArea
    @VisitWorkingArea 3 ปีที่แล้ว +1

    Mihir bhai 🙏

  • @prasantapradhan4725
    @prasantapradhan4725 3 ปีที่แล้ว +3

    Pyara mara sabu does

  • @b.ranjanpradhan6674
    @b.ranjanpradhan6674 3 ปีที่แล้ว +4

    Very good

  • @ShreyanshiSradha
    @ShreyanshiSradha 3 ปีที่แล้ว +5

    Hasbend 420ta.. nanada mane bapa ghare rahile amiti jhogda karibe bohut .😘😘😘hasbend ta pura tatur te...

  • @cutiemunu2090
    @cutiemunu2090 3 ปีที่แล้ว

    ଜବରଦସ୍ତ ମିଳା ମିସା

  • @suryanarayansahoo3579
    @suryanarayansahoo3579 3 ปีที่แล้ว +1

    Mihir sir we love you

  • @roshnidbright4894
    @roshnidbright4894 3 ปีที่แล้ว

    Ama area case dhusi

  • @rashmispointofview9591
    @rashmispointofview9591 3 ปีที่แล้ว

    Bahut bhala step nia jauchi...hele kichhi reputated parivar Achhanti semane jibana ra do chhaki re Achhanti hele loka lajya bhaya re
    Ashara aloka jau nahanti...jadi face luchei a samadhan kara jaanta ahuri bahut paribar bhangiba purba ru jodi hei janta au bahut loka upakruta huante

    • @survipradhan6941
      @survipradhan6941 3 ปีที่แล้ว +1

      Yes you are correct. We r a reputed family too and we live in USA. My in laws had treated so badly with me. But I have never ever opposed and never ever replied them back. I have suffered a lot. But now here in America I live happily with my husband. Mu jadi enti oppose karithanti tahale bht besi heithanta. Mo in-laws mane educated murkha. Mu sabu episode dekhe bht Chota Chota katha re ghara bhangi deuchanti. Mo case re Mu bahut bahut besi katha sunuchi Au chup heiki rahuchi otherwise it would have been a different story. Main problem thila yankara j Mu job karu nahin boli. But now I got a good job in US and I’m happy now.

  • @SonuSonu-ck1lj
    @SonuSonu-ck1lj 3 ปีที่แล้ว

    Sir vrey good

  • @sitakantamishra47
    @sitakantamishra47 3 ปีที่แล้ว +1

    ଚଢା ମାମ୍ ନିହାତି ଫାଲ୍ତୁ

  • @AKvideo-kz2jz
    @AKvideo-kz2jz 3 ปีที่แล้ว

    Jhia ti bhala pila

  • @BabuKhan-yh5pn
    @BabuKhan-yh5pn 3 ปีที่แล้ว +1

    Bhout kusi laa go la muta 👌👌😊😊😊😊

  • @sipisahoo7049
    @sipisahoo7049 3 ปีที่แล้ว +1

    Bhala Ra ruha🙏

  • @anantasahoo7249
    @anantasahoo7249 3 ปีที่แล้ว

    Jai jagannath 🙏 Sabu bhala hela

  • @balaramkanhar8048
    @balaramkanhar8048 3 ปีที่แล้ว +1

    Alok

  • @lipikasingh6740
    @lipikasingh6740 3 ปีที่แล้ว

    Really think u say dear

  • @soumayabhatta1421
    @soumayabhatta1421 3 ปีที่แล้ว +6

    Bhai 14 barsh ra antara. 10 th pass kala pare jhia ra birth hoi thiba. Sethi lagi disturbing hauchi.

  • @sipukusahoo3785
    @sipukusahoo3785 3 ปีที่แล้ว

    ମିହିର ସାର ଆମ ଘର ପାଖର ଜଣେ ବ୍ୟକ୍ତି ବହୂତ ମଡ ଖାଉଚି ସେ ଲାଜରେ କିଛି କହି ପାରୁନି

  • @krupamarndi6501
    @krupamarndi6501 3 ปีที่แล้ว

    Jhio ro sabu doso

  • @jatanirock1548
    @jatanirock1548 3 ปีที่แล้ว +1

    ଝିଅ ଟି ବହୁତ୍ ଭଲ ପୁଅ ଟି ସ୍ବାମୀ ର କର୍ତ୍ତବ୍ୟ କିଛି ଜାଣିନି

  • @MangarajKhuntia-r3t
    @MangarajKhuntia-r3t หลายเดือนก่อน

    Sata.katha

  • @dibyasankardash879
    @dibyasankardash879 3 ปีที่แล้ว +1

    Mihiri das good man

  • @lipunbarik7816
    @lipunbarik7816 3 ปีที่แล้ว

    Gopabandhu sir thankyou

  • @odias.k.m2740
    @odias.k.m2740 3 ปีที่แล้ว +4

    ଏ ଦୁନିଆରେ ଏମିତି ହେଉଛି

  • @dilipnayak8431
    @dilipnayak8431 3 ปีที่แล้ว +1

    Misiki.....ruha..... 🙏
    Mangal.....heba.... 🙏

  • @jilunayak2241
    @jilunayak2241 3 ปีที่แล้ว +7

    So sweet ❣️

  • @pankajiniswain5370
    @pankajiniswain5370 3 ปีที่แล้ว +1

    Sata Katha uparuku samste bhala dekha janti jia jaha sangre rahe sea hin Jane se loka kemiti mo tharu adhika kehi bujhi paribini

  • @dibakarswain2646
    @dibakarswain2646 3 ปีที่แล้ว

    OTV ର ଏଠି ଠିକ ହେଲା ନାହିଁ ଏଠି ଝିଅ ର ବହୁତ ଭୁଲ ଥାଇ ସେ କାହାକୁ ଖମା ମାଗିଲା ନାହିଁ

  • @DilipKumar-qc5mq
    @DilipKumar-qc5mq 3 ปีที่แล้ว +4

    Jhia. Nka katha suni ki bahut haert teaching 🙏😭

  • @bijayjena6002
    @bijayjena6002 3 ปีที่แล้ว +2

    A. Jay jagannath 🌹 🌹

  • @swarupkumarmall2158
    @swarupkumarmall2158 3 ปีที่แล้ว +4

    Nice

  • @leenapadhi3704
    @leenapadhi3704 3 ปีที่แล้ว +9

    This was probably d best episode

  • @balaramkanhar8048
    @balaramkanhar8048 3 ปีที่แล้ว +1

    ASaralok

  • @sunarammarandi2745
    @sunarammarandi2745 3 ปีที่แล้ว +3

    ଝିଅମାନେ ବଢେଇ କି ବେକାର କଥା କହି ପାରନ୍ତି

  • @nareshpradhan7426
    @nareshpradhan7426 3 ปีที่แล้ว

    Gopabandhu sir namaskar

  • @subhrangsuchinmyasoru6312
    @subhrangsuchinmyasoru6312 3 ปีที่แล้ว

    Bohot dukhooo ra Story make it cry n sad....

  • @Niharika_M1
    @Niharika_M1 3 ปีที่แล้ว +5

    Jay Jagannath 🙏

  • @ambujasahoo4202
    @ambujasahoo4202 3 ปีที่แล้ว +5

    Jhia marriage pare kaha ra parichay nai banche.... Swami ra naa bapa ghara ra....

    • @rajalaxmitripathy1049
      @rajalaxmitripathy1049 3 ปีที่แล้ว

      Jahara bi nau jete jauthi jaha bi filup kara from daughter of father name asiba sethi sei lagi duhita dui kulaku hita so kaha parichya kn nija janmakala bapa maa kn udijibe . Swami 2nd thing samya sathire parichaya baniba OK.

  • @diptiranjansahu813
    @diptiranjansahu813 3 ปีที่แล้ว

    Mihir Das A1