Odissi sankirtan tala / laxmidhara Jena /bidyadhara das/sanskruti Sankara ama parichaya/ baranga

แชร์
ฝัง
  • เผยแพร่เมื่อ 10 พ.ย. 2022
  • Odissi sankirtan tala / laxmidhara Jena /bidyadhara das/sanskruti Sankara ama parichaya/ baranga
    ବିଶେଷ ସୂଚନା : ଏହା କୌଣସି ବିବାଦ ନୁହେଁ , ଓଡ଼ିଶୀ ସଙ୍କୀର୍ତ୍ତନ ଓଡ଼ିଶାର ଏକ ସ୍ବତନ୍ତ୍ର କଳା ତେଣୁ ଓଡ଼ିଶୀ ସଙ୍କୀର୍ତ୍ତନ ରେ ଗାୟନ ସହିତ ତାଳ ମାନ ର ମଧ୍ୟ ବହୁତ୍ ମହତ୍ତ୍ଵ ରହିଛି ତେଣୁ ତାଳ ପକାଇବା ଓଡ଼ିଶୀ ସଙ୍କୀର୍ତ୍ତନ ର ଏକ ବିଶେଷ ଅଙ୍ଗ ଅଟେ । ଏହା କୌଣସି ବିବାଦ ନୁହେଁ ।
    #gurulaxmidharajena
    #gurubidyadharadas
    #odissi
    #sankirtan
    #barang
    #balijatra
    #cuttak

ความคิดเห็น • 46

  • @RKROUT-fj6pr
    @RKROUT-fj6pr ปีที่แล้ว +3

    ଏ ହେଉଛି ଆଜ୍ଞା ଓଡ଼ିଶୀ ସଂକୀର୍ତ୍ତନ 🙏

  • @kumudasahu1499
    @kumudasahu1499 ปีที่แล้ว +1

    I like odishi sankirttam

  • @Jigyanshu1234
    @Jigyanshu1234 10 หลายเดือนก่อน +1

    ପ୍ରେମ କୀର୍ତ୍ତନ କରନ୍ତୁ
    ଏ ତାଳ ରୁ କଣ ମିଳିବ ?
    🙏

    • @SANSKRUTI.SANSKARA.9658
      @SANSKRUTI.SANSKARA.9658  10 หลายเดือนก่อน

      ଆପଣଙ୍କ କହିବା ଠିକ୍ କିନ୍ତୁ କିଛି କଳା ବାଦ ଉପରେ ଆଧାରିତ ଯେମିତି ବାଦ ପାଲା ତେଣୁ ସମସ୍ତ କଳା ର ନିଜସ୍ଵ ସ୍ୱତନ୍ତ୍ରତା ଅଛି ।

  • @kailashkanhar9019
    @kailashkanhar9019 ปีที่แล้ว +1

    I like odisha kirtan

  • @surjyasanu7422
    @surjyasanu7422 ปีที่แล้ว +1

    Ati Sundar

  • @Chandan_965
    @Chandan_965 4 หลายเดือนก่อน +2

    Bidyadhara sir kn number ta dala

    • @SANSKRUTI.SANSKARA.9658
      @SANSKRUTI.SANSKARA.9658  4 หลายเดือนก่อน +1

      ନମ୍ବର ମୋ ପାଖରେ ନାହିଁ

  • @saroj5344
    @saroj5344 ปีที่แล้ว +2

    Bhala taal dauchanti hele taal kana dosa achi

  • @user-zn2vj5ty8v
    @user-zn2vj5ty8v ปีที่แล้ว +1

    ଏ ତାଳ ବେତାଳ ମନଗଢା ତାଳ

  • @gyanaranjanojha919
    @gyanaranjanojha919 ปีที่แล้ว +2

    Kou distick

  • @kasardakirtanmandalikasard3847
    @kasardakirtanmandalikasard3847 ปีที่แล้ว +1

    ୧୦୮ ତାଳ ପରିଚୟ ଦେଖନ୍ତୁ

    • @saroj5344
      @saroj5344 ปีที่แล้ว

      108 bajeila belaku samaya kain

  • @motilalpradhan2288
    @motilalpradhan2288 ปีที่แล้ว +2

    ହିଁସାରେ କିର୍ତନ୍ୟ କରନ୍ତି ତାଳ ମୃଦଙ୍ଗ ଧରି
    ମଧୁର କିର୍ତନ ଯାହାକି ଦେଇଛନ୍ତି ପାଶୋରି
    ଗାୟକ ବାୟକ ଉଭୟ ମଧ୍ୟେ ତର୍କ ଲାଗିଛି
    ତାଳରେ କଳି ନରପତି ଯାଇ ବସିରହିଛି
    ଏପରି ସ୍ଥାନରୁ ଶ୍ରୀହରି ହୁଅନ୍ତି ଅନ୍ତର୍ଦ୍ଧାନ
    ଭାବଗ୍ରାହୀ ସିନା ଭାବରେ ହୋଇଛନ୍ତି ବନ୍ଧନ

    • @SANSKRUTI.SANSKARA.9658
      @SANSKRUTI.SANSKARA.9658  ปีที่แล้ว +1

      ଜୟ ଜଗନ୍ନାଥ ଆଜ୍ଞା । ଉତ୍କଳ ରେ ଭିନ୍ନ ଭିନ୍ନ ପ୍ରକାର କଳା , କୀର୍ତ୍ତନ , ସଂସ୍କୃତି ଅଛି ତନ୍ ମଧ୍ୟରୁ ଓଡ଼ିଶୀ ସଙ୍କୀର୍ତ୍ତନ ଏ ଓଡ଼ିଶାର ନିଜସ୍ଵ କଳା ଯାହା ପ୍ରଭୁ ଙ୍କ ନାମ ଗୁଣ କୀର୍ତ୍ତନ ସହିତ ତାଳ ମାନର ମହତ୍ତ୍ଵ ବି ବଜାଇ ରଖେ । ଯେମିତିକି ନଦିଆ କୀର୍ତ୍ତନ ରେ କେବଳ ମହାମନ୍ତ୍ର ର କୀର୍ତ୍ତନ ହେଉଥିବା ବେଳେ ଭାଗବତ ମେଳା ରେ ତାଳ ବି ମହତ୍ତ୍ଵ ରହେ ତେଣୁ ବିଭିନ୍ନ ପ୍ରକାର କଳା ଏ ଓଡ଼ିଶା ରେ ଅଛି । ତେଣୁ ଓଡ଼ିଶୀ ସଙ୍କୀର୍ତ୍ତନ ରେ ତାଳ ମାନ ବି ମହତ୍ତ୍ଵ ରହିଛି ଏହା କୌଣସି ବିବାଦ ନୁହେଁ ।

    • @simanchalbehera139
      @simanchalbehera139 ปีที่แล้ว +2

      ନଦିଆଁ କୀର୍ତ୍ତନ ଭାବ ପ୍ରେମ ଲୟ
      ଓଡ଼ିଶୀ କୀର୍ତ୍ତନ ତାଳ କଷା କଷି ଲୟ

  • @subhajyotimoharana1373
    @subhajyotimoharana1373 ปีที่แล้ว +1

    Good

  • @kasardakirtanmandalikasard3847
    @kasardakirtanmandalikasard3847 ปีที่แล้ว +1

    Ioo କି ତାଳ?

  • @saroj5344
    @saroj5344 ปีที่แล้ว +1

    Ye taal kete Matra ki

  • @sahooboy9428
    @sahooboy9428 7 หลายเดือนก่อน +1

    Ata odhisi kirtana nuhan

  • @kasardakirtanmandalikasard3847
    @kasardakirtanmandalikasard3847 ปีที่แล้ว +1

    ବାସ୍ତବରେ ତାଙ୍କୁ ତାଳ କାଳ ଜନା ନାହିଁ

    • @SANSKRUTI.SANSKARA.9658
      @SANSKRUTI.SANSKARA.9658  ปีที่แล้ว +1

      ସମସ୍ତ ଙ୍କ ର ଭୁଲ୍ ଅଛି ଭାଇ କିନ୍ତୁ ଜଣେ ଗୁରୁ ତୁଲ୍ୟ ବ୍ୟକ୍ତିତ୍ଵ ଙ୍କୁ ଏପରି ସମାଲୋଚନା ଟା ମୋତେ ଉଚିତ୍ ଲାଗୁନାହିଁ

    • @kasardakirtanmandalikasard3847
      @kasardakirtanmandalikasard3847 ปีที่แล้ว +1

      @@SANSKRUTI.SANSKARA.9658 bhai satra anusare taal karantu.

    • @SANSKRUTI.SANSKARA.9658
      @SANSKRUTI.SANSKARA.9658  ปีที่แล้ว

      @@kasardakirtanmandalikasard3847 ଶାସ୍ତ୍ର ପରେ ବି ଉପଶାସ୍ତ୍ର ଲେଖାଯାଇଛି । ଖାଲି ଶାସ୍ତ୍ର ଦେଖିଲେ କେମିତି ହବ । ଯିଏ ଯେଉଁ ପଥର ପଥିକ ହୋଇପାରିଲା

    • @kasardakirtanmandalikasard3847
      @kasardakirtanmandalikasard3847 ปีที่แล้ว +1

      Thik achhi, mu bharat muni sastra padhe,tebe mote tuma gurunka saha parikhya karaantu.

    • @SANSKRUTI.SANSKARA.9658
      @SANSKRUTI.SANSKARA.9658  ปีที่แล้ว

      ପ୍ରଥମେ ସେ ତାଳ ରେ କଣ୍ ଭୁଲ୍ ଅଛି ଭାରତ ମୁନି ଙ୍କ ଶାସ୍ତ୍ର ରୁ ଫଟୋ ଉଠାଇ ଜଣାନ୍ତୁ

  • @jeevankrushnamohapatrajeev1258
    @jeevankrushnamohapatrajeev1258 ปีที่แล้ว +1

    🤪🤪🤪

  • @biswajitkhilar7192
    @biswajitkhilar7192 ปีที่แล้ว +1

    Se n gauchi kichhi clier subhuni bujhihauni

  • @dhananjaydas6042
    @dhananjaydas6042 ปีที่แล้ว +2

    🙏🙏🙏

  • @prahalladnaik9943
    @prahalladnaik9943 ปีที่แล้ว +1

    Budha tall chora. Rakhuchi

  • @manasakumar3024
    @manasakumar3024 ปีที่แล้ว +1

    Ye ki odisi kirtan.... Kirtan janicha na nahi ba.... Pagala nka bhali tala mara hauchi... Jadi odisi kirtan suniba ki dekhiba tebe Jajpur district asa.. ame suneibi.... Bayasa hei gale bidya arjana hei jayeni... Sikhya darkar... Mu jane PALA Bala... Gayaka ratna Pratap sahu mo guru

    • @SANSKRUTI.SANSKARA.9658
      @SANSKRUTI.SANSKARA.9658  ปีที่แล้ว +1

      ଆପଣଙ୍କ ମତାମତ ପଢି ଏତେ ଦୁଃଖ ଲାଗୁଛି ଯେ ଆମେ ଚିନ୍ତା କରିପାରୁନୁ ଆପଣଙ୍କୁ କେଉଁ ଉପାଧି ରେ ଭୂଷିତ କରିବୁ । ମୁଁ ଶୁଣିଥିଲି ଗାୟକ ରତ୍ନ ପ୍ରଭାତ ସାହୁ ଙ୍କ କଥା ଯାହାଙ୍କର ନିକଟରେ ମୃତ୍ୟ ଘଟିଛି ହେଲେ ଗାୟକ ରତ୍ନ ପ୍ରତାପ ସାହୁ ବୋଲି ଆଜି ମୁଁ ପ୍ରଥମେ ଶୁଣିବାକୁ ପାଇଲି । ହଉ ହେଇଥାଇପାରେ କିନ୍ତୁ ଜଣେ ଗୁରୁ ଗ୍ରହଣ କରିଥିବା ବ୍ୟକ୍ତି ଗୁରୁଜନ ବ୍ୟକ୍ତି ବିଶେଷ ଙ୍କୁ ପାଗଳ କହିବା ଓ ପରିହାସ କରିବା ଟା ଉଚିତ୍ ନୁହେଁ ବନ୍ଧୁ । ଆଉ ଆପଣ ଙ୍କ ଯାଜପୁର ରେ କୀର୍ତ୍ତନ ଭଲ ଶୁଣାଇ ପାରୁଥାଇ ପାରନ୍ତି କିନ୍ତୁ ତାଳ ବିଷୟରେ ବିଶେଷ ଜ୍ଞାନ ଆପଣ ଙ୍କ ଯାଜପୁର ରେ ନାହିଁ , ଯଦି ବା ଥାଏ ଆପଣ ସେ ବିଷୟରେ ଅଭିଜ୍ଞତା ନାହିଁ । ନ ହେଲେ ଆପଣ ଏପରି ମନ୍ତବ୍ୟ ଦେଇ ନଥାନ୍ତେ। କହିବାର ଶୈଳୀ ରେ ତ୍ରୁଟି ଥିଲେ କ୍ଷମା କରିବେ । ଜୟ ଜଗନ୍ନାଥ