Kirtan world chanal k dhanyabaad .kanje ki semane kalakar maanakar pratibha k prakash karuchan.lekin pade kahbaar k chahuche aapn jen lekhuchan sudharma gurunk sundar guru bandana. taku pachraai ki lekhsan ki tamar nijar mane lekhi desh eta guru bandana bali,🙏🙏🙏🙏🙏
ଗୁରୁ ଶ୍ରୀ ସୁଧର୍ମା ଦାସଙ୍କ କୀର୍ତ୍ତନ ଅତି ମନମୁଗ୍ଧକର ଓ ଭକ୍ତି ଭାବ ପୂର୍ଣ୍ଣ ଅଟେ।ରାଧେ ଶ୍ୟାମ 🙏
ଅତି ସୁନ୍ଦର ମନ ମୁଗ୍ଧ ପରିବେଷଣ ଏହା ହେଉଛି ପ୍ରକୃତ ସଂକୀର୍ତନ
ଗୁରୁଙ୍କୁ ବହୁତ ବହୁତ ସାଧୁବାଦ ଓ ମୋର ପ୍ରଣାମ
ଜୟ ଶ୍ରୀ ରାଧେ 🙏
ହରେ କୃଷ୍ଣ ❤
ଆପଣ ଆମ ଓଡ଼ିଶାର କୀର୍ତ୍ତନ ଜଗତର ପ୍ରକୃତ ଗୁରୁ
ଆପଣଙ୍କୁ କୋଟି କୋଟି ପ୍ରଣାମ ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ଆପଣ ଏମିତି କୀର୍ତ୍ତନ ଭକ୍ତ ମାନଙ୍କୁ ଭେଟି ଦିଅନ୍ତୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୋର ଓ ମୋର ପରିବାରର ଏତିକି କାମନା
ଏଭଳି ବନ୍ଦନା ଶୁଣି ମନ ପ୍ରଫୁଲିତ ହୋଇଗଲା, ଅତି ସୁନ୍ଦର....
ଆଜିର ଅଙ୍ଗ ପ୍ରଦର୍ଶନକାରୀ ମହିଳା କୀର୍ତନ ପରିବେଷଣ କରୁଥିବା ତଥାକଥିତ ଉଦଣ୍ଡି ନାରୀମାନେ ଏହାକୁ ଟିକେ ଦେଖିବା କଥା ଓ କିଛି ଶିଖିବା ବହୁତ ଜରୁରୀ | ଆଗକୁ ଏ ମହିଳାମାନେ ସବୁ ଧର୍ମ, ସଂସ୍କୃତି, ପରମ୍ପରା, ଭକ୍ତି କୁ ଭସ୍ମ କରିଦେବେ | ବେଳ ଥାଉ ଥାଉ ସାବଧାନ ହୋଇ ଯାଅ |
Right
ଚମତ୍କାର ଅତି ସୁନ୍ଦର ଭାବରେ ଉପସ୍ଥାପନ ଅତି ଉଚ୍ଚକୋଟୀର ପ୍ରତିଭା
Bahut badhiya 🙏🙏🙏
ଜୟ ଜଗନ୍ନାଥ 🙏🙏ଅତି ସୁନ୍ଦର ଅତି ଚମତ୍କାର କଣ୍ଠଶ୍ୱର
ଖୁବ୍ ଭାବପୂର୍ଣ୍ଣ ହୋଇଛି, ଜୟ ଶ୍ରୀରାଧେ 🙏
ବହୁତ ବିଡିଆ ଲେଡିସ କିର୍ତନ ମାନେ ଖାଲି
ଦେଖ୍ଵାର କେ ସୁନ୍ଦର ଆପନ ମାନେ ମନ କେ ଘିନି ନଉଛନ ଅତିସୁନ୍ଦ ର
radhe radhe❤❤❤,so nice
ଏବେ ଯେଉଁ ଗୁରୁ ଆଉ ଚାଲ ମାନେ କୀର୍ତନ କରୁଛନ ତାହା ଲୋକ ଦେଖାଣିଆ ଆଉ ଟଙ୍କା ଲୋଭରେ ଆମ କୀର୍ତନ ଆଉ ସଂସ୍କାର କୁ ମାଟିରେ ମିଶାଇ ଦେଉଛନ୍ତି ଆପଣ ମାନଙ୍କୁ ଅନୁରୋଧ ଗୁରୁ ଶ୍ରୀ ସୁଧର୍ମା ଦାସ ଙ୍କ ଠାରୁ ଶିଖ 🙏ଜୟ ଜଗନ୍ନାଥ 🙏
Radhe krishna Radhe krishna🙏🙏🙏
ଚମତ୍କାର ହୃଦୟଛୁଆ ପରିବେଷଣ ।best of best
ବହୁତ୍ ସୁନ୍ର ଭାବେ ଗିତ୍ ଗାଉଛନ୍ ହୁରୁଦ୍ କେ ଭେଦି ଯାଉଛେ
ବାକି ଇ କାଠି ବଜଉ ବାଲେ ଯେନ୍ ନାଚିକରି ସଂକିର୍ତ୍ତନ ର ମାନ କେ ତଲେ ପକାବାର୍ କେ ଅପଚେଷ୍ଚା କରୁଛନ୍
Sire apananka bhabapurn swaraku odisi nutya thik rahiba ebhali nutynuha
ସତ କଥା
Bahuta bhala lagila apanankara swara🎉
jay shree radhe krushna prabhu🙏🙏🙏🙏🙏
❤️❤️❤ଜୟ ଶ୍ରୀ ରାଧା ରାଣୀ ଙ୍କ ଜୟ ହେଉ
ଆପଣଙ୍କ ଭଳିଆ କିଛି ପୂଜ୍ୟ ଗୁରୁମାନଙ୍କ 🙏🏼🙏🏼ପାଇଁ କୀର୍ତ୍ତନ ବଞ୍ଚି ରହିଛି, ନ ହେଲେ ଏବେ ଯାହା ଗୁରୁମାନେ କୀର୍ତ୍ତନ କରୁଛନ୍ତି 🤦🏼♂️.....ଆପଣଙ୍କୁ ଅନନ୍ତ କୋଟି ପ୍ରଣାମ 🙏🏼🙏🏼ଗୁରୁଜୀ
Pranam guruji
Radhe radhe❤❤ 🙏🙏❤❤
ଗୁରୁ ସୁଦର୍ମା ଜଣେ ଶ୍ରେଷ୍ଠ, ଜ୍ୟେଷ୍ଠ, ଏବଂ ବଳିଷ୍ଠ କଣ୍ଠ ଶିଳ୍ପୀ ତଥା କୃଷ୍ଣ ଉପାସକ ଅଟନ୍ତି |
Pranam sair so nice voice au tama bhaktipurna gaiba saila
Guru purnima ki hardik shubhkamnaayein Guru dev ji ko hirdhy se prnam🙏🙏🙏
Ati sundar jay shree krishna 🙏🙏🙏jay guru dev 🙏
Om namah bhagwatey Vasudevaya 🙏🙏🙏❤️❤️❤️
Jay shree Ram Jay shree krishna ♥️
Amazing👍 voice sir very nice 👍 jai shree krishna 🚩🚩🚩🚩
Hare krishna, hare krishna, hare krishna.
🎉🎉🎉🎉🎉 radhey radhey . Ate sundar voice tempo ...guru ji nka pada tale mora koti koti naman ...... Shree radhey.....kanha
ନୃତ୍ୟ ର କୌଣସି ଆବଶ୍ୟକତା ନାହିଁ
Beautiful, radhe radhe
Koti koti pranam guruji hrudaya ku chuin gala ete sunder kirtan
Sumadhura vabapurnna gita ....jay radhee
ଗୁରୁ ଦେବାୟ ନମୋ ନମଃ।
Radhe shayam 🙏🙏🙏🙏🙏
Bahutsundar..gaichhan dada🙏🏽🙏🏽🙏🏽🙏🏽🙏🏽🙏🏽❤❤❤❤❤
Radhe krishna Radhe Krishna
Krishna Krishna Radhe Radhe
❤❤❤very nicely played from kirtan
Sudarma sir ❤❤ aapanku mor dandbata 🙏🙏🙏 actually enta hin video hebar Katha ❤❤❤❤ tqsm enta video upload karithibaru😊🙏
Bahut sunder performance sir Jai shree Ram Jai shree Krishna radhe radhe
Great salute mo sankirtan brunda....Jay shree Ram
ଗୁରୁଶ୍ରୀ କୁହା ଯାଏସି ବଏଲେ ସେଟା ଆନ୍ ଗୁରୁଶ୍ରୀ ସୁଦର୍ମା ଦାସ ବାକି ଲୋକ୍ ନିଜର ମନେ ଗୁରୁଶ୍ରୀ ଆନ୍
ବାକି ଲୁକୁ ୟୁଟ୍ୟୁବ ବାଲେ ବନେଇ ଦେଇଛନ୍
Kirtan jagatara Maha Guru aan dash angya
ସତ୍ ଆଏ
High quality performance in guru vandana
Om Kline krushnaya gobindaya gopijana balhavaya namo namha
ଅତି ସୁନ୍ଦର୍ , ଅତି ସୁନ୍ଦର୍ 🙏🙏🙏🙏🙏💐💐🙏💐🙏
ଜୟ ଶ୍ରୀ କୃଷ୍ଣ ❤🙏🙏🙏🙏
Jay shree gurudev 🙏🙏🙏
Jagannatha Swami nayanapathagami vabatume .
Haribol 🌹🙏🌹
ଅତି ସୁନ୍ଦର ଗୁରୁବନ୍ଦନା ସାର
Radhe Radhe🙏🙏
କୀର୍ତ୍ତନ ଜଗତର ମହାରାଜା ଗୁରୁଶ୍ରୀ ସୁର୍ଧମା ଦାଶ
ATI Sundar 🙏🙏🙏🙏🙏
Deeply heart touching. Salute you Gurudev.
ସୁଦର କଣ୍ଠ 🙏🙏🙏
Your kirtan is really heart touching.Thanks your Team.D D Nayak,Paradeep Port.
ବହୁତ୍ ବଢିଆ ସୁନ୍ଦର୍ ହେଇଛି
One of the popular kirtan guru of Western odisha with beautiful voice all the best to you jai jagannath
Jay jaganatha Swami naynapatha gami bhavatume
JayRadhe Krishna🙏
Siper Kirtan with bhabapurna. Really good
ସାର ପ୍ରଣାମ
Bahut Bahut Badhia
ଚମତ୍କାର ❤❤❤❤❤❤❤
ଯେତେବେଳେ ଗୁରୁବନ୍ଦନା ହେଉଛି ସମସ୍ତେ ଏକଧାଡିରେ ରହି ଏହାକୁ ସମାପନ କରିଲେ ଭଲ ଲାଗନ୍ତା
Hare Krishna Hare Krishna
ବହୁତ ସୁନ୍ଦର ହେଇଛି
Jai Maa Gayatri bless him
ଜୟ ଜଗନ୍ନାଥ 🙏
ସୁଧର୍ମା ଦାସଙ୍କ ଠାରୁ କିଛି ଶିଖନ୍ତୁ ବର୍ତ୍ତମାନର କୀର୍ତ୍ତନ ଗୁରୁମାନେ, ଯେଉଁମାନେ କି କୀର୍ତ୍ତନକୁ ବିଭତ୍ସ କରୁଛନ୍ତି ।
Jai jagannath 🙏
ପୁରା right, he କାଠି ବାଲେ ଅଯଥା ନାଇ dega ଖରାପ ହେଉଚେ, କେତେ ସୁନ୍ଦର ଗୀତ, ମହତ ରଖ
ରାଧେ ରାଧେ ରାଧେ ଗୁରୁ
Radhe Radhe
ଗୁରୁ ଙ୍କୁ କୋଟି ନମନ
Jay Jagannath❤
ଭାଇ ଙ୍କର ଗଳା ଭଲ ଗଡୁଚି। ଭଲ ଲାଗେ ତେବେ ଭାଇଙ୍କ ପରି ହାଜର ଜଣ ଲୋକ ମାନଙ୍କୁ ଏହି ପରି ଗାଇ ବାକୁ ସିଖନ୍ତ୍ ତା ହେଲେ ଏହା ସିକୃତି ପାଇବ। କାହିଁକି ନା ଗୁରୁ ବନ୍ଦନା ର ଗାଇ ବାର ସ୍ୱର୍ ବା ବିଧି ଅନ୍ୟ କେତେକ ସଂପ୍ରଦାୟର ଲୋକମାନେ ଗାଇଛନ୍ତି।
Powerful super voice.Very very nice.
ଅତିସୁନ୍ଦର ଜୟ ଗୁରୁଦେବ 🙏
ପ୍ରେମ ସେ ରାଧେ ରାଧେ
ହୃଦୟସ୍ପର୍ଶି 🙏🙏🙏🙏
ରାଧେ ରାଧେ 🙏
जय श्री कृष्ण हरे कृष्ण जय श्री राम राधे राधे🙏🙏🙏💕💕💕🙏🙏🙏
Very very thanks sir 🙏
Radhe radhe shyam
Sundar...... Bahut sundar... Guru bondana
बहुत ही सुन्दर गुरुदेव सादर नमन
Really heart touching ❤❤
Kirtan world chanal k dhanyabaad .kanje ki semane kalakar maanakar pratibha k prakash karuchan.lekin pade kahbaar k chahuche aapn jen lekhuchan sudharma gurunk sundar guru bandana. taku pachraai ki lekhsan ki tamar nijar mane lekhi desh eta guru bandana bali,🙏🙏🙏🙏🙏
Naai Sir naai pachrei, Change karma k Sir
@@CAPTAINWORLD mui chenge karbar k ni kahbar sir taku t k pacharai dete bele bhal heta .gaichan ta guru bandana ay ki nuhe j
🙏ବହୁତ ମଧୁର ଜୟ ଜଗନ୍ନାଥ🙏
Om sri guru namah 🙏🙏
ଜୟ ରାଧେ 🙏
Absolutely Amazing Voice
Jay Shree Krishna
ମତେ ଆପଣଙ୍କୁ ଗୁରୁ କରିବା ପାଇଁ ଇଚ୍ଛା 🙏🏻🙏🏻
Nai shikhi para didi tankar gita ghaeke gute scell ae.
ଜୟ ଗୁରୁଦେବ
Ati sunder performance
Om namo Bhagavate Basudevaya
🎉 Nice song and singer🎉🎉🎉🎉
Jay shree Radhekrishn🙏🙏🙏
Great
Bahut sundar awaj h..