Hid many things in Odisha politics than revealing. Everything looks greener in other side of the river. Still a nice and valuable discussion. I felt questions asked were leading and the speaker could have been given more elbow space to reveal his points independently. Keeping eye on time constraints, anchor has conducted a beautiful episode. Keep it up.
Best podcast anchor
ମହାନ ବ୍ୟକ୍ତିତ୍ୱ ଓଡ଼ିଶାର ଗର୍ବ ଗୌରବ ଆପଣଙ୍କୁ ହୃଦୟରୁ ପ୍ରଣାମ
Very good Political Leader of Odisha. Proud of Banapur Soil.
Bhai nka Ghar chilika ra kou jaga
We are really proud of you sir
Bahut bhala lagila . Swabhimani neta nku sunilu.
ଆପଣ କେବଳ ଜଣେ ନେତା ନୁହେଁ। ଆପଣ ଓଡିଶା ବାସୀଙ୍କ ପାଇଁ ଜଣେ ମହାନ୍ ବ୍ୟକ୍ତିତୟୋ। ଆପଣଙ୍କ ମାର୍ଗ ଦର୍ଶନ ଏବେ ର ନେତା ମାନଙ୍କୁ ବହୁତ୍ ଜରୁରୀ। ସତ ସତ ପ୍ରଣାମ ଆପଣଙ୍କୁ।🙏
Tanka ra kau karma pain ama taku prestige debu
Wow......ete badhia programm
My Favourite podcast 🎉🎉❤❤❤
ଓଡ଼ିଶା ରାଜନୀତିରେ ଜଣେ ସମ୍ମାନ ଜନକ ବ୍ୟକ୍ତିତ୍ଵ
Bahut bahut badhai ❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉
I am very proud for our leadership,paikapua geat, jayajagrnath
Honest, leader of odisha
ଜୟ ଜଗନ୍ନାଥ
ରାଜ୍ୟ ପାଳ ରାଜନୀତି ର ଉର୍ଧ୍ଵ ରହି କାମ କରିବା ଦରକାର..
ଆଦର୍ଶ ରାଜନେତା।1977 ମସିହାରୁ ଜାଣେ ।ତାଙ୍କ ସହିତ ମିଶିବାର ସୁଯୋଗ ପାଇଛି। ଓଡ଼ିଶାର ଗୌରବ। ସୁସ୍ଥ ରେ ରୁହନ୍ତୁ ଓ ବହୁ ରାଜନେତାଙ୍କୁ ପରାମର୍ଶ ଦିଅନ୍ତୁ।
ଜୟ ଜଗନ୍ନାଥ।
ଛତିଶଗଡ ଥାଇ ମହାନଦୀ ପାଇଁ କଣ କରିଛନ୍ତି 👌🏻
ନବୀନ 24 ବର୍ଷ ରେ କଣ କରିଛନ୍ତି
କଣ ଛତିଶଗଡ ରେ ରାଜ୍ୟପାଳ ହେଲେ ମହାନଦୀ ର କାମ କରିପାରିବ?
@@lilamayasahu6669ଓଡିଶା ରେ ଥିବା ସମସ୍ୟା କୁ ଅନ୍ୟ ଗୋଟେ ରାଜ୍ୟ ର ରାଜ୍ୟପାଳ କିପରି ସମାଧାନ କରି ପାରିବେ..... ସେ ସମ୍ପୃକ୍ତ ରାଜ୍ୟ ରେ ଥିବା ମୁଖ୍ୟମନ୍ତ୍ରୀ ଆଉ ଦେଶ ର ପ୍ରଧାନମନ୍ତ୍ରୀ କଣ କରୁଥିଲେ
Se kn chattisgarh sarkar re thile ki😂
ସିଏ ବା ରାଜ୍ୟପାଳ ଥିଲେ
Good morning Sangram Sir 🙏🙏🙏🙏🙏
ମୁଁ ଆଜି ଏମିତି ଜଣେ ମହାନ୍ ବ୍ୟକ୍ତିତ୍ଵ କୁ ଦେଖିବାର ସୁଯୋଗ ପାଇଲି ଯାହା ହେଉ Argus news channel କୁ ମୁଁ ଧନ୍ୟବାଦ୍ ଜ୍ଞାପନ କରୁଛି।
Always great Mr Sangram babu 👌
Hid many things in Odisha politics than revealing. Everything looks greener in other side of the river. Still a nice and valuable discussion. I felt questions asked were leading and the speaker could have been given more elbow space to reveal his points independently. Keeping eye on time constraints, anchor has conducted a beautiful episode. Keep it up.
Jay baba
ଓଡ଼ିଆର ବାଜପେୟୀ କହିଲେ ଅତୁତ୍ୟ ହେବ ନାହିଁ
🎉❤🎉
Good person
Jay Jagannath
ଆପଣ ଏ ଦେଶ ପାଇଁ ଗୌରବ
He is a learned man
ବହୁତ ଭଲ ଲାଗିଲା
ବିଶ୍ବଭୂଷଣ ଆମ ସମୟର ଜଣେ ନୀତି ବାନ ନେତା ଏଥିରେ ଦ୍ବିରୁକ୍ତି ନାହିଁ। ମୁଁ ତାଙ୍କ ସହ ଅତି ଅଙ୍ଗାଙ୍ଗୀ ଭାବେ କିଛି ଦିନ ରାଜନୈତିକ କାର୍ଯ୍ୟକରିଛି
Sangam ❤vahi
ସାର୍ ଙ୍କୁ ମୋର ସାଦର ପ୍ରଣାମ, ସାର୍ ଙ୍କୁ ମୋର ଅନୁରୋଧ ଓଡ଼ିଶା ସରକାର ଅଧିନ ୫୦୦୦୦ ରୁ ୬୦୦୦୦ ଆଉଟତ୍ସୋର୍ସିଂ କର୍ମଚାରୀ ଅସହାୟ ଭାବେ କାମ କରୁଛନ୍ତି l ସେମାନଙ୍କ ର ଦୁଃଖ କଥା ଥରେ ସାମ୍ନା କୁ ଆଣନ୍ତୁ l ଆପଣ ଅନୁମତି ଦେଲେ ସଂଘ ର ସଭାପତି ଙ୍କୁ ଆମେ ଅନୁରୋଧ କରିବୁ ଆପଣଙ୍କ ର podcast ରେ ଯୋଗଦାନ କରିବେ l
ସାର ଜଣେ ବିଜ୍ଞ ବ୍ୟକ୍ତି। କିନ୍ତୁ ସଂଗ୍ରାମ ଭାଇ, ସେମିତି ହସି ହସି ସାର ଙ୍କୁ କୋଟିଆ ଆଉ ପୋଲାଭରମ କଥା ପଚାରିଲେ ନି ?
nice podcast
ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର ଆଉ 24 ବର୍ଷ ର ଗର୍ବ ଅହଂକାର ଓଡିଶା କୁ ପୁରା ବରର୍ବାଦ କରିଦେଇ ସୋବୁ ସୀମା ଟପି ଯାଇଥିଲେ ଆଉ ସେଥିପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ମୂଳ ରୁ କାଟି ସଫା କରିଦେଲେ.. ଜୟ ଜଗନ୍ନାଥ 🙏🙏
କୋଟିଆ ବିବାଦ ଉପରେ କିଛି ବିବୃତ୍ତି ଦିଅନ୍ତୁ ପୂର୍ବତନ ଆନ୍ଧ୍ର ରାଜ୍ୟପାଳ
@@subashmishra5616 ଏଇ ବିବୃତି ଟି ଆମ ପ୍ରିୟ ନବୀନ ବାବୁ ଦେବା ଉଚିତ କାରଣ ଆମେ ନିବୀନ ବାବୁଙ୍କୁ ଭୋଟ ଦେଇ ଚବିଶ ବର୍ଷ ମୁଖ୍ୟମନ୍ତ୍ରୀ କରିଥିଲୁ
Aparajita Sarangi mam nku dakantu please
ବହୁତ ଭଲ ନିଉଜ
BISWANHUSAN HIGHCOURT BAR MEMBER.TANKU AME JANICHU.
Chilika nirbachana mandali ra duijana baraputra ku dekhi garba anubhaba hauchi....
Odisha politics ra Jane uchha mana ra Rajaneta.
Good
The post of governor should be abolished it has become a rest shade for old and defected politician
ଆନ୍ଧ୍ରପ୍ରଦେଶରେ ରାଜ୍ୟପାଳ ଥିଲା ବେଳେ କୋଟିଆ ବିବାଦରେ କଣ କରୁଥିଲେ।
ଆମ ମୁଖ୍ୟମନ୍ତ୍ରୀ କରୁଥିଲେ ଯାହା ଠିକ ସେମିତି କରିଥିବେ
Apan odisha politics ra jane durdarsi neta .
Cold storagedarkar
Mahanadi pain
କେଶବ ଟିକେ ଆଣତୁ
Namita Agarwal ku dakantu
EVM JALIATI HEIPARE?
Ei podcast bjp ra
Jay Jagannath