ବିମାନରେ ଫେରିଲା ୯୨ କଙ୍କାଳ, ୩୭ ବର୍ଷ ପର୍ଯ୍ୟନ୍ତ ଗାଏବ ଥିଲା ବିମାନ....

แชร์
ฝัง
  • เผยแพร่เมื่อ 10 พ.ย. 2024

ความคิดเห็น • 592

  • @Neture_world
    @Neture_world ปีที่แล้ว +8

    👇ଯେଉଁ ମାନେ ଭାବୁଛ ମିଛ ବୋଲି coment କୁ ଲାଇକ କର

  • @santalixpro306
    @santalixpro306 2 ปีที่แล้ว +63

    ଏହି ଗପଟି ଭଲ ଲାଗିଲା । ଆମ ଗାଁ ବିମାନ ବନ୍ଦରରେ ଭୂତ ପିଶାଚ ମାନେ ଚଲେଇ ଆଣିଥିଲେ ।🤣🤣🤣🤣🤣🤣🤣🤣🤣🤣😂😂😂 କ୍ୟାମେରା ଆଣିକି ଆସ ।

  • @asimcreation7285
    @asimcreation7285 ปีที่แล้ว +9

    ଅସମ୍ଭବ କୁ ସମ୍ଭବ ତମେ ହିଁ କରି ପାରିବ 👌👌

  • @kishorchandrabehera8971
    @kishorchandrabehera8971 2 ปีที่แล้ว +26

    ମିଛି 100% ମିଛି

  • @gaancreation1409
    @gaancreation1409 2 ปีที่แล้ว +45

    ଭାସ୍କର ର ଅନ୍ୟ ନାମ ତସ୍କର

  • @viralboy_ashu
    @viralboy_ashu 2 ปีที่แล้ว +98

    ମହାକାଶ ରେ ବୁଲୁଥିଲା ବିନା ଇନ୍ଧନରେ 🤦

  • @ajaykumarpradhan6330
    @ajaykumarpradhan6330 2 ปีที่แล้ว +54

    ସମସ୍ତେ ଏଇ news channel କୁ report କର
    ଗୋଟେ responsible channel ହିସାବରେ ଏଭଳି fake news ବନେଇ view ବଢେଇବା ନିନ୍ଦନୀୟ

  • @MadanKumar-pw2to
    @MadanKumar-pw2to 2 ปีที่แล้ว +93

    ହଁ ବା ଶେଷରେ ଭାସ୍କର ନ୍ୟୁଜ୍ ବାଲା ପାଇଲେ 👏👏👏👏👏👏👏👏

    • @saronsara2058
      @saronsara2058 2 ปีที่แล้ว

      😂😂😂

    • @ashikaashika1114
      @ashikaashika1114 2 ปีที่แล้ว

      🤣🤣🤣🤣🤣🤣🤣🤣🤣

    • @Sunitabehera-q6p
      @Sunitabehera-q6p ปีที่แล้ว

      😂😂😂😂😂😂😂😂

    • @balakrushnarath4854
      @balakrushnarath4854 6 หลายเดือนก่อน

      ସତ news ଆପଣ ଇଣ୍ଟେର୍ନେଟ ରେ ଖୋଜି ପାରନ୍ତି

  • @purefarmingyoutubechannel739
    @purefarmingyoutubechannel739 2 ปีที่แล้ว +5

    ହଇ ହୋ ଭାସ୍କର news ବିମାନ ର କୋଉପଟେ ବସିଥିଲ ।

  • @santoshdas219
    @santoshdas219 2 ปีที่แล้ว +163

    37 b, ବର୍ଷ ପଯନ୍ତ ତେଲ ସରିନଥିଲା, ମାଗିହା

  • @sagarswopna1717
    @sagarswopna1717 ปีที่แล้ว +9

    ଗପ ଟି ବହୁତ ମଜାଦାର ଲାଗିଲା ଆହୁରି ଏମିତି ଗପ post kari ଚାଲନ୍ତୁ👍👏👏👏👏

  • @PabitraBastia-wz4ew
    @PabitraBastia-wz4ew 6 หลายเดือนก่อน

    Yes a bhalia historical news verry good..Thanks Bhaskar media channel..

  • @ajitkumaryoutubechannel8528
    @ajitkumaryoutubechannel8528 2 ปีที่แล้ว +17

    ତେଲ ଟା କନ ଭଗବାନ ପକାଉଥିଲେ ଆକାଶରେ 🤣🤣🤣🤣🤣🤣

  • @basantarout1507
    @basantarout1507 2 ปีที่แล้ว +1

    ଓଡ଼ିଶାବାସୀ ସବୁ ପାଗଲ ବୋଧେ bhaskar news ଭାବୁଛି

  • @raghunarhkarjee947
    @raghunarhkarjee947 ปีที่แล้ว +22

    ଭାସ୍କର ନ୍ୟୁଜ ର ଜଣେ ଏମିତି ପାଇଲଟ ଥିଲାକି, ତାର ପରିସ୍ରା ରେ ବିମାନ ଚଲାଉ ଥିଲା

  • @nirakarrout1973
    @nirakarrout1973 2 ปีที่แล้ว +53

    ଭାସ୍କର କୁ ଏମିତି ଫାଲତୁ କଥା ହିଁ ଭଲଲାଗେ

  • @murmuda5506
    @murmuda5506 ปีที่แล้ว +3

    Woooooo.... Fantastic story by bhaskar news repoters....

  • @SKumar-wu3mw
    @SKumar-wu3mw 2 ปีที่แล้ว +3

    ମାଗିହା ଭାସ୍କର

  • @rudraswain1689
    @rudraswain1689 ปีที่แล้ว +2

    ବାଳ ବେପାର କରୁନ, ଯଦି କାମ ନାହିଁ, ଏମିତି ମିଛ କହିବା ଠିକ୍ ନୁହଁ ,

  • @s.n.creation3040
    @s.n.creation3040 2 ปีที่แล้ว +4

    ଏ ବିଜ୍ଞାନ ଯୁଗରେ ବି ଭାସ୍କର ଚ୍ଯାନେଲ ସାରା ଦୁନିଆ କୁ କେମିତି ବୋକା ବନଉଛି ଦେଖନ୍ତୁ । ମୁଁ ତ ଭାବୁଛି ଏ ଦୁନିଆର ସବୁଠାରୁ ବୋକା ହେଉଛି ଭାସ୍କର ଚ୍ଯାନେଲ ।

  • @odiasong539
    @odiasong539 ปีที่แล้ว +3

    ତମେ ସବୁ କୋଉଠି ଡିଙ୍ଗା ମାରୁଥିଲ ଶଳା ମୋ ଠାରୁ ଶୁଣିବ ବୋଲି ହଉଛ

  • @khitishkumarmohanty9396
    @khitishkumarmohanty9396 2 ปีที่แล้ว +8

    Best ever fairy tale 😂 by bhaskar

  • @rasmitasamal3309
    @rasmitasamal3309 2 ปีที่แล้ว +7

    ଆମ ବାଡ଼ି ରେ ବି ଗୋଟେ ନଡ଼ିଆ ଗଛ ବୁଲୁଛି ଦୀର୍ଘ 40 ବର୍ଷ ହେଲାଣି ଆସ ଆସ ଜଲଦି କ୍ୟାମେରା ଧରିକି ଆଉ ଗୋଟେ କଥା ସମସ୍ତଙ୍କ ଚାଳ ଘରୁ ସବୁ ଚାଳ ସବୁ ଉଡି ଯାଉଛି 😅😅 ଆସ ଆସ

  • @ganeswarsahoo8982
    @ganeswarsahoo8982 8 หลายเดือนก่อน

    ଭାସ୍କର ଶବୁ ଅସମ୍ଭବ କୁ ସମ୍ଭବ କରିପାରିବ

  • @Shadow-Blade-Shorts
    @Shadow-Blade-Shorts 7 หลายเดือนก่อน +1

    ଚୁପ୍ ଶଳା, ମାଗିହା , ଭଣ୍ଡୁ ଆ

  • @krishnaytstudio
    @krishnaytstudio 2 ปีที่แล้ว +15

    କାହିଁ ସେ ବିମାନ ଆମକୁ ଦେଖୁନ ୫୧୩ ନମ୍ବର

  • @ganeswarsahoo8982
    @ganeswarsahoo8982 8 หลายเดือนก่อน

    ହ ଇରେ ଭାସ୍କର ତୁ ଏ ଖବର କ ଉଠ ପାଇଲୁ

  • @viralboy_ashu
    @viralboy_ashu 2 ปีที่แล้ว +24

    କଣ ପବନ ରେ ଚାଲୁଥିଲା 🤦

    • @srinathkar1438
      @srinathkar1438 2 ปีที่แล้ว +1

      😁😂😂

    • @maxx_9928
      @maxx_9928 2 ปีที่แล้ว +1

      Nain bro ମଲା ଲୋକ ଙ୍କ ସଢା gas re uduthila 😂🤣

  • @Lagajaytv
    @Lagajaytv 2 ปีที่แล้ว +2

    କଙ୍କାଳ ଉଡ଼ାଉତିଲାକି ଜାହାଜ ଆଉ ପୁଣି ହୁପରକୁ ଗୋଲା ମିଛକତା ପାଲତୁ ନିଉଜ ବୋକା ବନାଉଛନ୍ତି ଆମକୁ

  • @Mangalsamad7575
    @Mangalsamad7575 2 ปีที่แล้ว

    ମିଛ....

  • @jagannathjani4112
    @jagannathjani4112 ปีที่แล้ว

    Bahut badia

  • @sushantakumar4202
    @sushantakumar4202 ปีที่แล้ว +3

    ଗପ ଶୁଣିବାକୁ ବହୁତ ଭଲ ଲାଗୁଛି.. କଙ୍କାଳ ଉଡାଜାହାଜ ଚଳାଉଛି.. ଏଇ news ରେ କେତେ TRP ମିଳିଛି..plz ଟିକେ କମେଣ୍ଟ କରିକି ଜନେଇବ...

  • @tunadehury1500
    @tunadehury1500 ปีที่แล้ว

    ଶଳା ମାଗିହା ଭାସ୍କର news କୁଆଡୁ କୁଆଡୁ ସବୁ ଏ news ପାଉଛି

  • @laxmipriyasingh2350
    @laxmipriyasingh2350 ปีที่แล้ว +1

    ହାରାମି repoter

  • @chitaranjanpradhan6697
    @chitaranjanpradhan6697 ปีที่แล้ว

    Aau kou news ku mililani kebala bhaskar news ku milila . Bhala chanela ta ...

  • @helpinghands-
    @helpinghands- 2 ปีที่แล้ว +2

    Bhaskar tv ku. ate jaldi khabar mili la.ama ku 3 yr. Agaru mili thila.

  • @amaodishanews1936
    @amaodishanews1936 2 ปีที่แล้ว +1

    Bhai mane last pajanta news dekhantu

  • @Desipila.143
    @Desipila.143 ปีที่แล้ว +8

    ଭାଇ ମୁଁ ମାଲକାନଗିରି ରେ ରକିଦେଇଥିଲେ ଆମ ଘର ବାଡ଼ଭିତରେ🤭🤪😁

  • @BhumijKola8683
    @BhumijKola8683 ปีที่แล้ว

    Porisra re b plain chale sunichhi, tume tumo jhadare b plain cholei delo....khub sundor story bhaskoro

  • @ManoranjanMallick-rf7qw
    @ManoranjanMallick-rf7qw 5 หลายเดือนก่อน

    🙏😭

  • @sanyasisahoo-sachin2988
    @sanyasisahoo-sachin2988 ปีที่แล้ว +1

    ଭାସ୍କର ନ୍ୟୁଜ ବାଲ ଲୁଚେକି ରଖୀ ଥିଲେ ବୋଧେ

  • @jeebanjyotimishra7395
    @jeebanjyotimishra7395 ปีที่แล้ว +11

    କି ଜ୍ଞାନ ତୋର କିରେ ଭାସ୍କର

  • @bmtalcher431
    @bmtalcher431 ปีที่แล้ว

    Se jai thika

  • @rakeshmallick6567
    @rakeshmallick6567 6 หลายเดือนก่อน

    ନା ନା...ବିମାନ ଟି କଙ୍କାଳ 💀💀ହେଇକି ଫେରିବାର ଥିଲା😅😅😅😂😂😂

  • @jayantibehera2786
    @jayantibehera2786 2 ปีที่แล้ว

    Hm sata katha

  • @unknown_stranger1
    @unknown_stranger1 2 ปีที่แล้ว +3

    Bhaskar channel ra talented experts Mane khojiki anichanti flight ku.....

  • @sbcreative5977
    @sbcreative5977 2 ปีที่แล้ว +1

    Intresting story

  • @badalmohapatra5041
    @badalmohapatra5041 2 ปีที่แล้ว +1

    Bhaskar news channel ku dekhu dekhu bimana asila ta mane a news channel ta pura super heichi

  • @biswajitpalai553
    @biswajitpalai553 2 ปีที่แล้ว +2

    Nice story

  • @chanda8301
    @chanda8301 2 ปีที่แล้ว +1

    କିରେ ପେଲେଇପୁଅ ପଡିଶା ଭାସ୍କର ହ୍ୟା ତୋର ଯୋଉ ପେଳ news 😂😂😂😂😂

  • @ChhabilaMunda
    @ChhabilaMunda 2 ปีที่แล้ว +5

    ମହାକାଶରେ ବୁଲୁଥିଲା ବିନା ଇନ୍ଧନରେ...🧐

  • @sakuntalabhokta1444
    @sakuntalabhokta1444 ปีที่แล้ว

    Best,ever,fairytale😂bybhaskar,'

  • @jagannathbehera9349
    @jagannathbehera9349 2 ปีที่แล้ว +3

    Impossible this incidents.

  • @akcreator6518
    @akcreator6518 2 ปีที่แล้ว

    ଆରେ ଗାଲୁଆ ଭାସ୍କର ଟୋପେଳକୁ ଲାଜ ନାହି

  • @tikishyambehera3129
    @tikishyambehera3129 2 ปีที่แล้ว +17

    ଭୁତ ଆତ୍ମା ମାନେ ବିମାନ ଚଳାଉଥିଲେ।
    ଭଲ ଗପଟିଏ।

  • @amitbehera2320
    @amitbehera2320 2 ปีที่แล้ว +3

    Miracle happen.

  • @Roster8572
    @Roster8572 2 ปีที่แล้ว +15

    କୋଠୀ ଦେଖିଲ ବିମାନ ଆମକୁ ଦେଖାଅ

  • @Ashutoshkarna59
    @Ashutoshkarna59 ปีที่แล้ว

    ମାଗିହା ଚେନାଲ ଭାସ୍କର ନିଉଜ୍

  • @bhabanishankarpati466
    @bhabanishankarpati466 7 หลายเดือนก่อน +1

    What a fake News ..How can it possible without fuel flying that Aeroplane till 37 years

  • @subratapradhan7823
    @subratapradhan7823 2 ปีที่แล้ว

    Fuel କଣ ସରୁନଥିଲାକି ..ସେଇଟା କଣ ବାହୁବଳୀ 2 ଫିଲ୍ମରେ ଯୋଉ ପ୍ରଭାସ & ଅନୁଷ୍କା ଯାଉଥିଲେ ସେଇ ପୁଷ୍ପକ ବିମାନ ହେଇଥିବ.....ଏତେ ମିଛ 🤦🏻‍♂️🤦🏻‍♂️🤦🏻‍♂️🤦🏻‍♂️🤦🏻‍♂️

  • @satyachannel112
    @satyachannel112 2 ปีที่แล้ว

    Fuel sarilani

  • @ChitaMandalRani
    @ChitaMandalRani ปีที่แล้ว

    😢😢

  • @karaand.shantihembram6797
    @karaand.shantihembram6797 2 ปีที่แล้ว +1

    Super story

  • @newsimportant9744
    @newsimportant9744 2 ปีที่แล้ว +2

    ମୁର୍ଖ କିଏ ଅଛି ଯେ ଲାଜ ଲାଗୁନି କି

  • @sed.boy143
    @sed.boy143 ปีที่แล้ว +6

    ବାଳ କାହାଣୀ ପାଇଁ .....ଭାସ୍କର ଭାଇ🤔🤔

  • @Bestactor-m8h
    @Bestactor-m8h 7 หลายเดือนก่อน +1

    Malo chhi chhi ki comment mate Jadi kie emiti comment karithanta Mu bisa kahiki marijaithanti pachhe mo chanel re au video post karunahanti

  • @prasantanayak4444
    @prasantanayak4444 2 ปีที่แล้ว +27

    ମନ ଗଢା କାହାଣୀ

  • @abhimanyusamal4851
    @abhimanyusamal4851 2 ปีที่แล้ว +4

    ସତରେ କଣ ଏଇଟା ଗ୍ରହଣୀୟ ସତ୍ୟ,,,???

  • @GOPALKHEMUNDU-f7i
    @GOPALKHEMUNDU-f7i 2 หลายเดือนก่อน

    କାହାଣୀ ଭଲ ଥିଲା ମଜା ଆସିଗଲା 😁😁

  • @prasantakumarpk
    @prasantakumarpk 2 ปีที่แล้ว

    Kou bimana bandara re lagithila ki??

  • @TrinathaNayak-rt9rl
    @TrinathaNayak-rt9rl ปีที่แล้ว

    This real no fake this time travel

  • @pinkinayak52
    @pinkinayak52 2 ปีที่แล้ว

    Hn para bhaskar loke sei biman paile pare

  • @Rajababu-gk6kp
    @Rajababu-gk6kp 2 ปีที่แล้ว

    କିଏ ନେଇକି ଆସିଲା ବିମାନ
    ବୋକା ଚ୍ୟାନେଲ୍

  • @ppbbanty7237
    @ppbbanty7237 2 ปีที่แล้ว

    କେବେକା news କେବେ ଦେଖଉଚ ଆଉତ କିଛି ପାଇଲନି ସେସରେ ଚାନେଲ ପାଇଁ କିଛି ଗୋଟେବି ଛାଡିଦଉଚ
    ହେ ବେକାର ତମ Bhaskar news ଚାନେଲ

  • @somanathkhara8368
    @somanathkhara8368 ปีที่แล้ว

    ସାର, ସେହି ବିମାନରେ କିପରି ଏତେ ବର୍ଷ ଧରି ଇନ୍ଧନ ସରି ନ ଥିଲା?ଶୀଘ୍ର ଉତ୍ତର ଦିଅନ୍ତୁ।

  • @soumyaranjanmallick6783
    @soumyaranjanmallick6783 ปีที่แล้ว

    Bhaskar news ra news b emiti Haji jau

  • @saisradhasai3623
    @saisradhasai3623 ปีที่แล้ว +4

    ଭଲ ଯାତ୍ରା

  • @bharatmirig9100
    @bharatmirig9100 ปีที่แล้ว

    Kahani a6a hai 😁

  • @vikeshbudek6488
    @vikeshbudek6488 2 ปีที่แล้ว

    Bahut bhala newe te dela bhai thank banda tv

  • @TrinathaNayak-rt9rl
    @TrinathaNayak-rt9rl ปีที่แล้ว

    This real

  • @souravanayak2913
    @souravanayak2913 2 ปีที่แล้ว

    Nice story ☺️

  • @prativatarai7903
    @prativatarai7903 2 ปีที่แล้ว

    Time travel

  • @nabinbagh62
    @nabinbagh62 2 ปีที่แล้ว

    🙄🙄🙄 ohh

  • @sarojdas3297
    @sarojdas3297 8 หลายเดือนก่อน

    ବିମାନ ଆସିଲା କିପରି

  • @bapunofficialblog5977
    @bapunofficialblog5977 ปีที่แล้ว

    Ohh

  • @pravashchandrapradhan5556
    @pravashchandrapradhan5556 2 ปีที่แล้ว +1

    ଏମିତି fake news ଦେଇ ଲୋକଙ୍କୁ ଅନ୍ଧ କର ନାହିଁ

  • @chandrasahu1842
    @chandrasahu1842 ปีที่แล้ว

    ଏହି ବିମାନ ତୋର ବାପା ଉଡ଼ାଉ ଥିଲେ

  • @kanhugouda364
    @kanhugouda364 2 ปีที่แล้ว

    Ahire Maa giaa bhagaban bi emiti kahinathibe kebe

  • @aaryan8829
    @aaryan8829 ปีที่แล้ว +1

    ହୋଇ ରେ ଶଳା ତତେ କହିବା ପାଇଁ ଟିକିଏ ବି ଲାଜ୍ଜ ଲାଗୁନି

  • @yashodabehera5898
    @yashodabehera5898 ปีที่แล้ว +1

    Do you know the actual meaning of "NEW S"

  • @pruthwichauwan7664
    @pruthwichauwan7664 2 ปีที่แล้ว +1

    Please refresh your news

  • @CAREWORLDNGONEWS
    @CAREWORLDNGONEWS ปีที่แล้ว

    "This is Impossible "How you Publicity? ?

  • @RashmirekhaBastia-sq3ln
    @RashmirekhaBastia-sq3ln ปีที่แล้ว

    ଆମ ଗାଁ ରେ ଗୋଟେ ବଡ ନଡ଼ିଆ ଗଛ ଅଛି। ତା ଉପରେ ଚଢ଼ିକି ଦେଖିଲେ କୋଣାର୍କ ମନ୍ଦିର ଦେଖା ଯାଉଚି।ଆସ ଭିଡିଓ ରେକର୍ଡ କରିକି news ଦେବ।

  • @singelboy1437
    @singelboy1437 ปีที่แล้ว

    ଭାସ୍କଟର ଟିଭି ତତେ ଅଉ news ମିଳିଲାନିହିଁ ମିଛ news ପ୍ରସାରଣ କରୁଚୁ

  • @soumyacreation1847
    @soumyacreation1847 ปีที่แล้ว

    Mst jock

  • @sanjaykumarpanda2365
    @sanjaykumarpanda2365 ปีที่แล้ว

    ଏଲିଅନ ମାନଙ୍କ ଦ୍ୱାରା ସବୁ ସମ୍ଭବ ଇ ତାଙ୍କରି ଖେଳ

  • @rakeshkumarmalik3721
    @rakeshkumarmalik3721 2 ปีที่แล้ว

    ତୁମ ଭାସ୍କର ନିୟୁଜ ଚାନେଲ ବନ୍ଧ ହେବା ଦରକାର ସଳା ବାଳ ନିୟୁଜ ଛାଡୁଛ

  • @pradiptakhuntia5534
    @pradiptakhuntia5534 2 ปีที่แล้ว

    ଆଇ ମା ଗପ ପରି ଲାଗୁଛି

  • @raazbhairajabhai2878
    @raazbhairajabhai2878 8 หลายเดือนก่อน

    କୋଉଠୁ ସବୁ ଏ news ପାଉଛ