🔴LIVE | 'ସରକାର ଆମ ଚାକିରି ଦିଅ' | Junior Teacher Protest | 09.07.24 | Odisha Reporter |

แชร์
ฝัง
  • เผยแพร่เมื่อ 7 ก.ค. 2024
  • 🔴LIVE | 'ସରକାର ଆମ ଚାକିରି ଦିଅ' | Junior Teacher Protest | 09.07.24 | Odisha Reporter |
    Odisha Reporter is one of the best Odia news portal in Odisha. Get all the news updates in Odia.
    ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaReporteronTH-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #juniorteacher #protest #aspirants #odishagovt #CMMohanMajhi #OdishaCM #Mohanmajhi #OSEPA #odishareporterlive #liveodishareporter #odisha #bhubaneswar #cmo #mohanmajhi #mohancharanmajhi #odishagovt #odisha #news #odishagovt#Odisha #odishareporter #liveodishareporter #liveodishanews #live #odishanews #livenews2024 #odishareporterlivenews #livenews #live #breakingnews #todaynews #newsupdate #oriyanews #liveodishanews #live #odishanews #livenews2024 #OdishaElections2024 #Odisha #odishapolitics #livenews #liveodishareporter #odishareporterlive #odishanews

ความคิดเห็น • 300

  • @Educationpoint100
    @Educationpoint100 13 วันที่ผ่านมา +111

    Junior teacher ମାନଙ୍କୁ ରେଗୁଲାର ସହିତ ଜଲ୍ଦୀ ନିଯୁକ୍ତି ଦିଆଯାଉ। OJTAA jindabad

  • @rojimamunshorts1797
    @rojimamunshorts1797 13 วันที่ผ่านมา +94

    Junior teacher ମାନଙ୍କୁ ଜଲ୍ଦୀ ନିଯୁକ୍ତି ଦିଆଯାଉ

    • @foryou1717
      @foryou1717 13 วันที่ผ่านมา +2

      @@rojimamunshorts1797 ଦରମା ପଇସା ତୁମେ ଦେବ କି?, ରାଜ୍ୟ ରାଜସ୍ୱ ଦୁର୍ବଳ ଅଛି,

    • @bgmilover8980
      @bgmilover8980 13 วันที่ผ่านมา +1

      ​@@foryou1717 tora kn poduchhi, tu to gharu dauchhu ki

    • @kalpatarurout3073
      @kalpatarurout3073 13 วันที่ผ่านมา

      Mahal manda job kareba ke

    • @rojimamunshorts1797
      @rojimamunshorts1797 13 วันที่ผ่านมา

      @@foryou1717 exam kn pn karauthile

    • @sushiltanty6982
      @sushiltanty6982 13 วันที่ผ่านมา

      ​@@foryou1717 kichhi durbala nahi. Bahut paisa achhi Govt pakhare 😑

  • @C.mishramasti
    @C.mishramasti 13 วันที่ผ่านมา +110

    ଜଲଦି ଚାକିରୀ ଦିଅ ଆଉ ରେଗୁଲାର କରାଅ । ବସ ରେ ରଙ୍ଗ ଲଗେଇବାକୁ ସମୟ ଆଉ ପଇସା ଅଛି ଶିକ୍ଷକଙ୍କୁ ରେଗୁଲାର ନାହିଁ କି ଚାକିରୀ ନାହିଁ ?

    • @bapujeedas5140
      @bapujeedas5140 13 วันที่ผ่านมา +2

      Naveen ku khoja kuaade gale

    • @ramakantanayak9567
      @ramakantanayak9567 13 วันที่ผ่านมา +5

      ୨୫ ବର୍ଷ ର ସରକାର ର କିଛି କରିପାରିଲ ନାହିଁ ୨୫ଦିନର ସରକାର କୁ ପଚାରୁଛନ୍ତି ଶଳା ବେହିଆ ମିଡିଆ ଖବର ପ୍ରସାରଣ କରୁଛନ୍ତି .

    • @gasaintalma7286
      @gasaintalma7286 13 วันที่ผ่านมา +1

      ​@ramakantanayak9567 Seita to Bhai... Ame somoste bhabile bjd kichhi koriparilani... Amo pain bjp huyeto kichhi koribe, au Joldi koriba. Kintu a government b ta Thu double phussssss...

    • @C.mishramasti
      @C.mishramasti 12 วันที่ผ่านมา

      @@gasaintalma7286 kariba sure bhai but time table thik karunahanti

  • @Jh-.sgsy.
    @Jh-.sgsy. 13 วันที่ผ่านมา +11

    Jounir teacher ମାନଙ୍କୁ regular ସହ jaldi ନିଯୁକ୍ତି ଦିଆ ଯାଉ

  • @SatyaMajhi-iy1kr
    @SatyaMajhi-iy1kr 13 วันที่ผ่านมา +10

    ଶିକ୍ଷା ବ୍ୟବସ୍ଥା ର ମୂଳ ଦୁଆ ହେଉଛି ପ୍ରାଥମିକ ଶିକ୍ଷା ତେଣୁ ପ୍ରାଥମିକ ଶିକ୍ଷା ର ବିକାଶ ନିମନ୍ତେ ଯଥା ଶୀଘ୍ର Junior Teacher recruitment ସହ ରେଗୁଲାର କରାଯାଉ ଯାହା ଦ୍ଵାରା ସରକାର ଙ୍କ ଦ୍ଵାରା ଘୋଷିତ ସମାନ କାମକୁ ସମାନ ନିଯୁକ୍ତି ର ସତ୍ୟତା ପ୍ରତିପାଦନ କରନ୍ତୁ...

  • @studypoint1280
    @studypoint1280 13 วันที่ผ่านมา +33

    ଓଡ଼ିଶାବାସୀଙ୍କର ନୂଆ ସରକାରଙ୍କ ଉପରେ ବହୁତ ଆଶା ଓ ଭରସା ଅଛି, ଦୟା କରି ପୂର୍ବ ସରକାରଙ୍କର schematic ନାମ ରେ ଯେଉଁ ଘୃଣ୍ୟ ପ୍ରଥା ସୃଷ୍ଟି କରିଛନ୍ତି ତାହାକୁ ବନ୍ଦ କରି ନିୟମିତ ଚାକିରି ଦିଆ ଯାଉ । Entrance ଦେଇକି ct kariba, ତା ପରେ 2 ଟା ବୋର୍ଡ exam ଦେବ, ତା ପରେ otet ତା ପରେ cbt exam ଦେଇକି ଚାକିରି କରିବ ହେଲେ ଦରମା ଦିନକୁ 400 ଟଙ୍କା ରୁ କମ। ହେ ମୋହନ ସରକାର ୟା ଉପରେ ନିର୍ଦ୍ଧିଷ୍ଟ ଧ୍ୟାନ ଦେବେ ବୋଲି ଓଡ଼ିଶାବାସୀଙ୍କ ବିଶ୍ବାସ😢

  • @babulsahoo6140
    @babulsahoo6140 13 วันที่ผ่านมา +19

    JT ମାନଙ୍କୁ ଶିଘ୍ର ନିଯୁକ୍ତି ସହ ରେଗୁଲାର ଶିଘ୍ର କରାଯାଉ

  • @dcreative2544
    @dcreative2544 13 วันที่ผ่านมา +37

    ଶୀଘ୍ର ନିଯୁକ୍ତି ଦିଆଯାଉ

  • @chandanpolai331
    @chandanpolai331 13 วันที่ผ่านมา +28

    ରାଜ୍ୟ 20 ହଜାର ପଦବୀ ପୂରଣ ହେବା ସହିତ ଆଉ ଯୋଉଁ ଚୁକ୍ତିଭିତକ କଳା ପ୍ରଥା ବି ଉଠିବା ଦରକାର

  • @odiashortsFunny
    @odiashortsFunny 13 วันที่ผ่านมา +22

    ପିଲା ମାନଙ୍କୁ ଯଥାଶୀଘ୍ର ନିଯୁକ୍ତି ଦିଆଯାଉ

  • @manirudh4754
    @manirudh4754 13 วันที่ผ่านมา +9

    JusticeForJuniorTeacher
    Regular teacher
    ମୋହନ ସାର୍ ଯଥା ଶୀଘ୍ର ସମ୍ଭବ ଏମାନଙ୍କୁ ଚାକିରି ଦିଅ ଓ ରେଗୁଲାର ରେ ନିଯୁକ୍ତି ଦିଅ

  • @himansukumar1149
    @himansukumar1149 13 วันที่ผ่านมา +27

    ସରକାର ମିଠା କଥା ଚାଲିବ ନାହିଁ.. ଶୀଘ୍ର ରେଗୁଲାର ସହିତ ନିଯୁକ୍ତି ଦିଆଯାଉ...

  • @Jh-.sgsy.
    @Jh-.sgsy. 13 วันที่ผ่านมา +8

    ଖାଲି ଭାଷଣ ମାରିଲେ କିଛି ହେବନି ଶିକ୍ଷା ମନ୍ତ୍ରୀ ମହାଶୟ..... କାମ କରି ଦେଖାଅ

  • @priyankaworld6497
    @priyankaworld6497 13 วันที่ผ่านมา +15

    ହେ ମୋହନ ସରକାର ଆପଣ ଏଇ ଆଶାୟୀ ମାନଙ୍କ ଦୁଃଖ ବୁଝିବେ ।ଏତିକି ଆଶା।ଶୀଘ୍ର 20000 ପୂରଣ ପାଇଁ ନିର୍ଦ୍ଦେଶ ଦିଅନ୍ତୁ।

  • @tapashreemohanta6144
    @tapashreemohanta6144 13 วันที่ผ่านมา +6

    Thank you so much rajat sir for your presence... Selfless heiki apan amoku support koruthibaru bht bht dhynabad🙏

  • @NatureTour8716
    @NatureTour8716 13 วันที่ผ่านมา +10

    ହେ ସରକାର ଆଶାୟୀ ଶିକ୍ଷକ ମାନଙ୍କ ଦୁଃଖ ଏବଂ ଓଡ଼ିଶାର କୁନି କୁନି ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଯୁକ୍ତି କାର୍ଯ୍ୟ ତ୍ଵରାନିତ କରାଯାଉ ଜୟ ଜଗନ୍ନାଥ 🙏

  • @livelaughloveNS1992
    @livelaughloveNS1992 13 วันที่ผ่านมา +40

    Mohan sarkar pilanku jaldi nijukti dia

  • @swarajkumarbej3768
    @swarajkumarbej3768 13 วันที่ผ่านมา +22

    ଖାଲି ମାଗଣା ଯୋଜନା କରି ରାଜସ୍ବ ହାନୀ କରାଅ।ଧନ୍ୟ ସରକାର ତମେ।ଯେଉଁମାନେ ଶିକ୍ଷାର ମୂଳଦୂଆ ପକାଇବେ ସେମାନଙ୍କର କିଛି ମୂଲ୍ଯ ନାହିଁ??

  • @bhubaneswarrout3991
    @bhubaneswarrout3991 13 วันที่ผ่านมา +4

    Junior Teacher ମାନଙ୍କୁ ରେଗୁଲାର ସହିତ ଶୀଘ୍ର ନିଯୁକ୍ତି ଦିଆଯାଉ।

  • @shivashakti_2023
    @shivashakti_2023 13 วันที่ผ่านมา +7

    ସରକାର JTS ନିଯୁକ୍ତି ଶୀଘ୍ର ସମ୍ପୂର୍ଣ୍ଣ କରନ୍ତୁ l

  • @arunanahak5377
    @arunanahak5377 13 วันที่ผ่านมา +12

    ଶିକ୍ଷା ବର୍ଷ ଆରମ୍ଭ ହେବାର ଚାରି ମାସ ପୁରିଲାଣି , ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଅଭାବ ମାତ୍ର ପିଲାଙ୍କ ଭବିଷ୍ୟତ ଓ ଗୁଣାତ୍ମକ ଶିକ୍ଷାକୁ ପାଦରେ ଆଡେଇ ଦେବା , ସରକାରଙ୍କ ମାନସିକତା କୁ ପଦାରେ ପକାଉଛି ।

  • @OO7OdiaRider
    @OO7OdiaRider 13 วันที่ผ่านมา +23

    Rajat Mishra sir❤❤❤❤❤❤❤ well said....

  • @abhayamalik701
    @abhayamalik701 13 วันที่ผ่านมา +18

    Regular re joining dia jau.....

  • @himansukumar1149
    @himansukumar1149 13 วันที่ผ่านมา +8

    Rajat mishra sir well said..🎉🎉

  • @JayJagannath9090
    @JayJagannath9090 13 วันที่ผ่านมา +16

    Mahal manda exam deini ..plz a sabu kuhani ...seita only autogenerated admit card...exam re kichhi b problem nanhi ..case hoithila District or state selection ku nei ..thik se bujhiki reporting karantu..Jts process jaldi kariba pain ye strike ...20k fillup pain strike ..so alaga kichhi kuhantu nanhi...🙏

  • @zoomstatus2482
    @zoomstatus2482 13 วันที่ผ่านมา +9

    ଯଥା ଶୀଘ୍ର ନିଯୁକ୍ତି ଦିଅ ସରକାର 🙏🏻

  • @gitanjalihati725
    @gitanjalihati725 13 วันที่ผ่านมา +12

    Tq Rajat sir🎉🎉

  • @sankarmohanty6613
    @sankarmohanty6613 13 วันที่ผ่านมา +9

    କୁଆଡେ ଗଲେ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନ????

  • @manojmandi4101
    @manojmandi4101 13 วันที่ผ่านมา +6

    ପିଲାଙ୍କୁ ଶୀଘ୍ର ନିଯୁକ୍ତି ଦିଅନ୍ତୁ ସରକାର ସ୍କୁଲ ଗୁଡିକ କେତେ ଅବସ୍ଥା ରେ ଚାଲିଛି ବିନା ଶିକ୍ଷକ ରେ 🙏

  • @samamaperwin6260
    @samamaperwin6260 13 วันที่ผ่านมา +21

    Jts joining jaldi karajau

  • @zoomstatus2482
    @zoomstatus2482 13 วันที่ผ่านมา +16

    ଖାଲି କଥା କୁହାଳିଆ ସରକାର ହୁଅନା ତୁମେ ମୋହନ ସରକାର.. ନିଜ ପ୍ରତିଶୃତି ଆଉ ଆଦର୍ଶ ବଞ୍ଚାଓ.. ନହେଲେ 2029 ରେ ନିଶ୍ଚିହ୍ନ କରିଦେବୁ... ଶିକ୍ଷକ ସମାଜ ପ୍ରତି ଅବହେଳା କର ନା... ପରିଣତି ଭଲ ହବନି 🙏🏻

    • @anupamasingh1482
      @anupamasingh1482 13 วันที่ผ่านมา +1

      Ehi pancha barsa shabhala

    • @foryou1717
      @foryou1717 13 วันที่ผ่านมา

      @@zoomstatus2482 kou ସରକାର ବି ନିଯୁକ୍ତି ଦେଇପାରିବେ ନାହିଁ କାରଣ ରାଜ୍ୟ ରାଜସ୍ୱ ଦୁର୍ବଳ ଅଛି, ଦରମା ପାଇଁ ଟଙ୍କା ଆସିବ କେଉଁଠି?, ନିଜେ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା କର,

  • @gitanjalihati725
    @gitanjalihati725 13 วันที่ผ่านมา +19

    Jts ନିଯୁକ୍ତି ଆଉ କେତେ ଦିନ????

  • @subarnashomekitchen3086
    @subarnashomekitchen3086 13 วันที่ผ่านมา +13

    6 month heba document verification sare ghare basichhu government change hela kintu ama katha kahi bujhu nahanti amaku jaldi posting dia jau

  • @Educationpoint100
    @Educationpoint100 13 วันที่ผ่านมา +37

    ଅନିଲ ଆଉ ପଙ୍କଜ ଦେଖିନିଆ OJTAA ର power। ସବୁ ପିଲା ଜାଣିଛନ୍ତି ଅନିଲ କେବଳ youtube ରେ video ପକେଇ ଆଉ ପଇସା income କରିବାକୁ osepa ଆସୁଚି ବାକି ତା ମନରେ ପିଲାଙ୍କ ପ୍ରତି କିଛି ଦରଦ ନାହିଁ

    • @bibhusundarswain678
      @bibhusundarswain678 13 วันที่ผ่านมา +5

      Bhai semiti kehi kahaku kuhani ame samaste misile sabu possible haba. Ama ama bhitare controversy anani

    • @Educationpoint100
      @Educationpoint100 13 วันที่ผ่านมา

      ​@@bibhusundarswain678 ତମେ କହିଲେ କଣ ହବ ଭାଈ ଅନିଲ ତା paid telegram case group chanel ରେ ପିଲାଙ୍କୁ OJTAA rally ରେ ନଯିବାକୁ କହୁଚି। କି ହିନ ମାନସିକତା ପିଲା

    • @b9gi6
      @b9gi6 13 วันที่ผ่านมา

      Eita delete karidea vai controversy ku dakani

    • @b9gi6
      @b9gi6 13 วันที่ผ่านมา

      Tume Mane emity hei ama job ku khaoni...

  • @stutipravakhatua6077
    @stutipravakhatua6077 13 วันที่ผ่านมา +5

    ସରକାର ଙ୍କୁ ଅନୁରୋଧ ଆଉ କଷ୍ଟ ଦିଅନ୍ତୁ ନାହିଁ ।ନିଯୁକ୍ତି ଦିଆଯାଉ

  • @swarajkumarbej3768
    @swarajkumarbej3768 13 วันที่ผ่านมา +11

    ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ଓଡ଼ିଶାରେ ନକ୍ସଲ ଢଙ୍ଗରେ ଆନ୍ଦୋଳନ ଦରକାର।

  • @deepakkumarsahoo5544
    @deepakkumarsahoo5544 13 วันที่ผ่านมา +4

    Abolish contractual and appoint The selected candidates soon

  • @pradyumndas6510
    @pradyumndas6510 13 วันที่ผ่านมา +6

    ସେ ୧୧,୨୦୦ ଟଙ୍କା ଦରମା ରେ ୬ ବର୍ଷ ଠିକା ଚାକିରି ହେଉ ପଛେ , କିନ୍ତୁ ତମେ ସରକାର ନିଯୁକ୍ତି ଦିଅ ତମ ସମାନ କାମ କୁ ସମାନ ଦରମା ପ୍ରତିଶ୍ରୁତି ପଛେ ପୁରା ନ କର କିନ୍ତୁ ମାନସିକ ଶାନ୍ତି ଦିଅ, ଦୟାକର

    • @ayamcreation1308
      @ayamcreation1308 13 วันที่ผ่านมา

      ରେଗୁଲାର ତୁମର ନାର୍ଯ୍ୟ ଦାବି

  • @SatrughanNayak-qf1rt
    @SatrughanNayak-qf1rt 13 วันที่ผ่านมา +10

    ଓଡ଼ିଶା ଆଶାୟୀ ପ୍ରାର୍ଥୀମାନଙ୍କ ଚାକିରି ମାହାଲ୍ ମାଣ୍ଡା ଖାଇଗଲା, ବିଜେଡ଼ି ସରକାର୍ ସମୟରେ ସ୍କୁଲ୍ ର ଭଙ୍ଗା ଫଟା କାନ୍ଥରେ ରଙ୍ଗ ବୋଳି ଗୁଣାତ୍ମକ ଶିକ୍ଷା ଦେଉଥିଲେ, ବର୍ତମାନ ଚବିଶ ବର୍ଷ ର ସରକାର୍ କୁ ଉପାଡ଼ି ଫିଙ୍ଗିଲେ ଏହି ଆଶାୟୀ ପ୍ରାର୍ଥୀମାନେ ଆଉ ତାଙ୍କ ଅଭିଭାବକ ମାନେବି ସରକାର୍ ବଦଳିବା ରେ ଭୋଟ ଦେଇ ସହଯୋଗ କରିଛନ୍ତି, ବର୍ତ୍ତମାନ ସରକାର୍ ଏହି ଆଶାୟୀ ମାନଙ୍କ ଆଶା ଆଶାରେ ରଖି ଦେବେନିତ?

  • @harekrushnasahoo1917
    @harekrushnasahoo1917 13 วันที่ผ่านมา +1

    ଏହା ବହୁତ ନିନ୍ଦନୀୟ ଘଟଣା ଯେ ଆମ ରାଜ୍ୟ ସରକାରଙ୍କର ଶିକ୍ଷା ପ୍ରତି ଏତେ ହୀନ ଭାବ 😢😢

  • @purnachandrasahu6785
    @purnachandrasahu6785 13 วันที่ผ่านมา +4

    ରଜତ sir tkk ଇଜ୍ଜତ ରଖନ୍ତୁ

  • @Edsbcsrtjiin
    @Edsbcsrtjiin 13 วันที่ผ่านมา +14

    Jay odisa report

  • @lifeneverstopsteaching2232
    @lifeneverstopsteaching2232 13 วันที่ผ่านมา +11

    Thanks odisha reporter for support, but gote Katha exam re kaunasi aniyamata hei nai boli high court clarify karichhanti .so please ae kathati mention karantu because it's about dignity of hardworking jts selected and to be selected candidate

  • @kunapadhan7204
    @kunapadhan7204 13 วันที่ผ่านมา +12

    Good channel for people

  • @priyankaworld6497
    @priyankaworld6497 13 วันที่ผ่านมา +4

    JT ନିଯୁକ୍ତି ତୁରନ୍ତ କରାଯାଉ।

  • @studypoint1280
    @studypoint1280 13 วันที่ผ่านมา +10

    1 re primary teacher 6 yr hela posting nahi,
    2 re contractual achhi
    Phir bhi sarkar chup kahinki??????
    Nua sarkar upare bahut bharosa aau biswas achhi aau se bharosa ku na bhangantu nua sarkar.

  • @stitirout5038
    @stitirout5038 13 วันที่ผ่านมา +4

    Abolish contractual system from Primary education and recruit 20k aspirants as soon as possible ✊️jay jagannath 🙏

  • @antaryamimishra449
    @antaryamimishra449 13 วันที่ผ่านมา +4

    ରହ ହୋ ଭାଇ ମାନେ ଏକ ମାସ ହୋଇଛି 50 ବର୍ଷ ଶାସନ କରିବେ ପରେ wait and see

  • @archanaabhilipsha6418
    @archanaabhilipsha6418 13 วันที่ผ่านมา +5

    We want justice..We want our job

  • @Priyanshuslearningactivity
    @Priyanshuslearningactivity 13 วันที่ผ่านมา +4

    Please complete the JTs joining process as soon as possible it's our humble request

  • @saisworld1924
    @saisworld1924 13 วันที่ผ่านมา +7

    Regular re join dia jau

  • @Bssahu07
    @Bssahu07 13 วันที่ผ่านมา +2

    Jaya jagannath

  • @deepakacharya3892
    @deepakacharya3892 13 วันที่ผ่านมา +7

    ଗେରୁଆ ରଙ୍ଗ ଛାଡ଼ି TEACHER ମାନଙ୍କୁ ତୁରନ୍ତ ରେଗୁଲାର କର। TEACHERS ମାନେ ଦେଶର ଭବିଷ୍ୟତ ଗଢ଼ୁଛନ୍ତି। କିନ୍ତୁ MLA ND ମନ୍ତ୍ରୀ ମାନଙ୍କ ଦରମା ବଢୁଛି। କେଉଁ MC MLA ND ମନ୍ତ୍ରୀ ଗରିବ ବେ ?

  • @sonalibehera2674
    @sonalibehera2674 13 วันที่ผ่านมา +5

    Hello odisha reporter🤚tuma pakhe prove achhi mahalmanda exam ଦେଇଛି😡କିଛି prove na rakhi kahin କହୁଚ

  • @Kunjabiharibag5
    @Kunjabiharibag5 13 วันที่ผ่านมา +2

    #MOHANSARKAR🙏🙏🙏 PLEASE SPEED UP JUNIOR TEACHER SCHEMATIC

  • @srikantnayak3832
    @srikantnayak3832 13 วันที่ผ่านมา +6

    Thanks a lot all of you ...

  • @himansukumar1149
    @himansukumar1149 13 วันที่ผ่านมา +16

    ଯଥାଶୀଘ୍ର ନିଯୁକ୍ତି ଦିଅ ଆଉ ରେଗୁଲାର କର..

    • @kalpatarurout3073
      @kalpatarurout3073 13 วันที่ผ่านมา

      Mahal manda jade teacher hua pelanka vabisyata kana heba

    • @himansukumar1149
      @himansukumar1149 12 วันที่ผ่านมา

      @@kalpatarurout3073 ବନ୍ଧୁ ଆପଣ supreme court ଯାଆନ୍ତୁ.. Mahal manda ଙ୍କୁ ଚାକିରୀ ମିଳିବନି..

  • @Kunjabiharibag5
    @Kunjabiharibag5 13 วันที่ผ่านมา +2

    Sandar Jabardst Jindabad Thank u #Odisha Reporter
    Bahut sundar Detail Explanation thank u

  • @bapinisahoo5009
    @bapinisahoo5009 13 วันที่ผ่านมา +6

    Junior teacher mananku jaldi regular posting dia jau with 4200 grade pay....🎉

    • @chandrasekharmohanta6334
      @chandrasekharmohanta6334 12 วันที่ผ่านมา

      4200 grade pay junior teacher 😅

    • @bapinisahoo5009
      @bapinisahoo5009 12 วันที่ผ่านมา

      @@chandrasekharmohanta6334 smile kan pai ?

    • @chandrasekharmohanta6334
      @chandrasekharmohanta6334 12 วันที่ผ่านมา

      @@bapinisahoo5009 1st u observe ur level after demand 4200 grade pay

    • @bapinisahoo5009
      @bapinisahoo5009 12 วันที่ผ่านมา

      @@chandrasekharmohanta6334 Kan 4200 grade pay pai jane tgt teacher ra level nai ? Tume ta jemiti kahucha salary tuma gharu aani deicha bhai ?

    • @chandrasekharmohanta6334
      @chandrasekharmohanta6334 12 วันที่ผ่านมา

      @@bapinisahoo5009 Junior teacher not equal TGT (salary Odisha public nk tax ru nobody mu be tex pay koruchhi Odisha government seta 1 rupee hou ki 50paesa hou) by the way tomku posting deba ki nahin dekho ago

  • @subhashreesamal180
    @subhashreesamal180 13 วันที่ผ่านมา +3

    Jaldi regular kara au posting dia ...nahele aga election re dekha heba

  • @mrdevanand1992
    @mrdevanand1992 13 วันที่ผ่านมา +1

    Thanku rajat sir

  • @SamiraMajhi5
    @SamiraMajhi5 13 วันที่ผ่านมา +2

    Thank you Rajat Sir for coming ❤❤

  • @joginathpanda8836
    @joginathpanda8836 13 วันที่ผ่านมา +1

    ମୁଖ୍ୟମନ୍ତ୍ରୀ ବିଚାର କରନ୍ତୁ

  • @Anilbhoi-ob1bl
    @Anilbhoi-ob1bl 13 วันที่ผ่านมา +6

    Plz jts joining nijukti sighra diantu

  • @DESH_DUNIYAVLOGS
    @DESH_DUNIYAVLOGS 13 วันที่ผ่านมา +1

    Please continue JTS Recruitment process as soon as possible

  • @soumya8516
    @soumya8516 13 วันที่ผ่านมา +1

    Please give appointment to the junior teacher in regular mode as soon as possible

  • @satyabrata5491
    @satyabrata5491 13 วันที่ผ่านมา +3

    Rajat sir rock

  • @SurjyakantiMishra
    @SurjyakantiMishra 13 วันที่ผ่านมา +1

    Give them joining,,, quickly as soon as possible for quality education in primary school

  • @K_Tarun91
    @K_Tarun91 12 วันที่ผ่านมา

    Thank you ODISHA REPORTER.

  • @tapannaik1328
    @tapannaik1328 13 วันที่ผ่านมา +1

    Suoer presentation

  • @debasmitapanda9060
    @debasmitapanda9060 12 วันที่ผ่านมา +1

    Jt nijukti jaldi diajau🙏🙏

  • @kailashchandrasethy7442
    @kailashchandrasethy7442 13 วันที่ผ่านมา +1

    Outsourcing pila manaku regular karantu 🙏

  • @tapankumarchoudhury2265
    @tapankumarchoudhury2265 12 วันที่ผ่านมา

    Justice for Junior teachers..Abolish Contractual System for JTS...

  • @geetanjalibarik5728
    @geetanjalibarik5728 13 วันที่ผ่านมา +1

    Well done OJTAA team👍

  • @rachanasahoo788
    @rachanasahoo788 13 วันที่ผ่านมา +1

    We want justice

  • @rosmery2020
    @rosmery2020 13 วันที่ผ่านมา +3

    Abolish contractual recruitment system

  • @PMKumar_classes
    @PMKumar_classes 13 วันที่ผ่านมา +1

    news reporter ଭାଇ ମାନେ
    OSEPA and education minister ଙ୍କୁ tk ପଚାର
    ans ଦେବେ BJP govt
    ଗୋଟେ ପଟେ grievances ନେଉଛନ୍ତି
    ନିଜର ବହାପଟ ନେବା ପାଇଁ ଫଟୋ ଉଠାଇ କି social media ରେ ଛାଡୁଛନ୍ତି

  • @ganpatieducation7571
    @ganpatieducation7571 13 วันที่ผ่านมา +1

    Sarkar tume chakiri dia

  • @MansinghMarndi-kt2oe
    @MansinghMarndi-kt2oe 12 วันที่ผ่านมา

    ଏଇଠି ଯେଉଁ ପିଲା ମାନେ ଧାରଣା ରେ ବସିଛନ୍ତି ଏ ମାନଙ୍କୁ ଯଦି ଚାକ୍ରି ମିଳିବନି ତାହାଲେ ଏ ମାନେ ଗୁଳି ଫୁଟାଇ ବାକୁ ବି ପୋଛାଇବେ ନାହିଁ .... ଶୁଣ ସରକାର...????

  • @SachetSamarth
    @SachetSamarth 13 วันที่ผ่านมา +1

    Quickly join to JTs in regular mode..

  • @JyotsnaRaniMandal-pn3dw
    @JyotsnaRaniMandal-pn3dw 13 วันที่ผ่านมา +6

    Ye ta arambha matra 😂

  • @jugalkishoremahanta6870
    @jugalkishoremahanta6870 13 วันที่ผ่านมา

    Appointed the JTs as soon as with regular pay 🙏🇮🇳🚩

  • @niharranjan4900
    @niharranjan4900 13 วันที่ผ่านมา +3

    Bhaunimane agaru road re basuthile ebe govt change hela pare bi semiti basibaku paduchhi eha gote very sad moment mote bahut dukha au kharap bi laguchhi 😢😢😢

  • @12-suryanarayanmartha18
    @12-suryanarayanmartha18 13 วันที่ผ่านมา +2

    Jaldi joining diajau

  • @user-kt6jd5cm5t
    @user-kt6jd5cm5t 13 วันที่ผ่านมา +2

    Govt ta gotia nijukti karjya ku sampurna kariba paine 1.5 yr time neu6i...bahut bada dukh laguchhi odisha matire job kariba pai...😢

  • @sasmitapatra1976
    @sasmitapatra1976 13 วันที่ผ่านมา +3

    Nua govt upare amamanankara bahut biswas achi plz ambhamananku sighra regular karajai posting diajau

  • @subhransusekhar9284
    @subhransusekhar9284 13 วันที่ผ่านมา +3

    Ladhei heba bara bar ladei heba

  • @Lipunbabuofficial
    @Lipunbabuofficial 13 วันที่ผ่านมา +1

    Jindabad......

  • @Rubu2
    @Rubu2 13 วันที่ผ่านมา

    Thanks to odisha reporter

  • @jnyanadevbhoi5883
    @jnyanadevbhoi5883 13 วันที่ผ่านมา +1

    Aji Rati hi postings dia NUA GOVT

  • @sayadabdulraj1035
    @sayadabdulraj1035 13 วันที่ผ่านมา +2

    Merit list bahar kara

  • @babuhari6224
    @babuhari6224 13 วันที่ผ่านมา +2

    Plz jts nijukthi sighra dianthu

  • @manojbar2958
    @manojbar2958 13 วันที่ผ่านมา +1

    I think, BJP is as same as BJD. Next time will try to Congress

  • @rudranshsekharnaik1229
    @rudranshsekharnaik1229 13 วันที่ผ่านมา +3

    Age badheiba darakar achhi 43 age rakhajau

  • @Abhi-panda
    @Abhi-panda 13 วันที่ผ่านมา +25

    👗👗👗 ପ୍ୟାଣ୍ଟ ସବୁ ରେଡି କର ଭାଇ ମାନେ, ଆଉ ବେଶୀଦିନ ନୁହେ, ଅତିଶିଘ୍ର joining ହେବ।। 👗 କୋଡ ପାଇଁ କେହି କଟିଲେ ମୋତେ ଦୋଷ ଦେବନି।। ରଜତ ସାର୍ ବି ଆସିଛନ୍ତି, thank you sir for your selfless effort

    • @bapinisahoo5009
      @bapinisahoo5009 13 วันที่ผ่านมา +5

      କାଲି ତ କହିଲ ଡ୍ରେସ୍ ଫାଡି ଦେବାକୁ । ଆମେ ଫାଡି ଦେଲୁ ପୋଷାକ । ଆଉ ପଇସା କାହିଁ କିଣିବାକୁ ? କୌଳିକ ବୃତ୍ତି already ଗାଆଁ ଛକ ଉପରେ ଆରମ୍ଭ କରି ଦେଇଛି । ଏବେ କଣ କରିବି । ହଉ, ମୁଁ ଯାଏ ବିରି ଚାଉଳ ଆଣିବାର ଅଛି ହାଟରୁ । ଆଜି ବର୍ଷା ପାଗ ଭଲ ଦି ପଇସା ହେବ । ବେପାର time ରେ କଥାବାର୍ତ୍ତା ନାହିଁ ।

    • @Abhi-panda
      @Abhi-panda 13 วันที่ผ่านมา

      @@bapinisahoo5009 😆😆😆😆 ମୋ ଠୁଁ ବେଶୀ କମେଡି କରୁଛ ଭାଇ

    • @swagatbehera2782
      @swagatbehera2782 13 วันที่ผ่านมา

      ​@@bapinisahoo5009ତମ ଆଡେ ବିରି rate କେତେ ଅଛି ଭାଇ ।

    • @banitasethi656
      @banitasethi656 13 วันที่ผ่านมา +3

      ​@@bapinisahoo5009😂😂😂

    • @Raisevoice..8679
      @Raisevoice..8679 13 วันที่ผ่านมา +1

      Sabubala aitaku hni copy paste karuchi a loka..

  • @haraprasadmahanta4657
    @haraprasadmahanta4657 13 วันที่ผ่านมา

    ସ୍କୁଲରେ ପିଲା ନାହାଁନ୍ତି ଯଦି Private School ବନ୍ଦ କରାଯିବା ଦରକାର

  • @smruti716
    @smruti716 13 วันที่ผ่านมา +2

    Jt joining jaldi diajau

  • @goutamrout3908
    @goutamrout3908 13 วันที่ผ่านมา

    Great🎉

  • @ayamcreation1308
    @ayamcreation1308 13 วันที่ผ่านมา

    ଅପରାଜିତାମ୍ୟାଡମ୍ କଥା ପାଣିରେ ଗାର ନ ହେଉ, ରେଗୁଲାର ସହ ନିଯୁକ୍ତି କରାଓ |

  • @tirthagaminaik8009
    @tirthagaminaik8009 12 วันที่ผ่านมา

    ବିଜେପି କିଛି କରିବନି, ମୋଦି ଅର୍ଡର ନ ହେବା ପର୍ଯ୍ୟନ୍ତ କିଛି ହବନି।😊😊