Namaskar, I love ISKCON. But I pray to follow the system of Shree Mandir Shree Jagannath, Puri. I understand your expectations. In any negative circumstances we have to follow the original rules, if we are devotees.
Ame manuchhu apana sanatana dharma pai bahut prayasa karuchhanti. Kintu Jagannath nka niti niyama ku nei emiti Adinia Ratha jatra karantu nahi ki Loka nka manare Gaudiya sampradaya prati Kharap bhabana asiba. ISKCON jogu jemiti Gaudiya sampradaya prati kaunasi akhepa na asu. Shri Jagannath Niti Niyama Aneka. Tanku nei emiti Bhul kama karantu nahi. Jay Jagannath 🙏
ISKON IS TO SPREAD KRISHNA CONSCIOUSNESS.. LET THEM DO KRISHNA RATHA JATRA ..SPREAD THE GITA PUBLISHED BY PRABHUPADA . SPREAD SANATANA DHARMA . THEY CAN KEEP LORD KRISHNA & RADHA INSIDE CHARIOT & HAVE. JATRA .ON THE WHOLE PREACH SANATANA DHARMA.
America re thiba so called "Jagannath premi" ISKCON ku parihasa karuchanti . Jie nije mati ku vuliki bidesh re rahuchi. JAY JAGANNATH from puri . Full support ISKCON
Hare Krishna Prabhuji Dandavat Pranam ! It’s not about Iskcon’s contribution towards sanatan dharma prachara.Its about celebrating Rathayatra in a different tithi. We need to celebrate Rathayatra according to shastra (Skanda Puran) . As GBC took a stand on the celebration of Rathayatra on a different date in India and all Iskcons temples adhered to the same ,then why all other Iskcon temple outside India won’t adhere to the same . GBC is the main decision maker In Iskcon after srila prabhupada..So, every temple inside or outside side India should listen to GBC and should refrain themselves from celebrating Rathayatra at different tithis.. ~ Parjanya Gopa Das~
Bidhhi nishedh ra Ulghna kari ki Tma ku sara biswas re prachar kariba darkar nhi 1st nija bharat desha re hin hindu mana nku ekathi kariba pai lagi pada. Au hna bidesh govt free time re amara Ratha yatra habani sastra anusaare haba 🙏🚩 JAY JAGANNATH
ତାଙ୍କ ନିୟମ ଅନୁସାରେ ଆମ ପ୍ରଭୁ ଜଗନ୍ନାଥଙ୍କୁ ସେମାନେ ଏ ଭଳି ରଥ ଯାତ୍ରା କରିବା ଅନୁଚିତ୍
ଇସ୍କନ ବହୁତ୍ ଭଲ କର୍ମ କରୁଛି କିନ୍ତୁ ଏ ଭଳି ଅଦିନିଆ ରଥଯାତ୍ରା ଅନୁଚିତ୍
Real
ସତ କହିଲେ
Timezone is different in different places so , if Rathyatra will happened in the timezone of Newark , what will happened ?
@gyanaranjansahoo6927 ok kintu Rath Yatra name change karntu Kalia Yatra karantu
Mana ichha Kariba kan bhala
@@LokanathMotivation no, because of lord Jagannath is the god of all country, universe...etc . So our job is to think about all country.
ସୁନ୍ଦର ଉପସ୍ଥାପନ କରିଥିବାରୁ ମୋର ଆପଣ ଙ୍କୁ କୋଟି କୋଟି ପ୍ରଣାମ, ଜଗନ୍ନାଥ ମହିମା କଥା କୁ ବିଶ୍ୱରେ ପ୍ରଚାର କରୁଛି ଓ ଓଡ଼ିଆ ଙ୍କର ପ୍ରିୟ ଠାକୁର ଆଜି ବିଶ୍ୱପାଇଁ ଗର୍ବ ସହିତ କହିପାରୁଛି ଯେ ମୁଁ ଓଡ଼ିଆ ମୋ ଠାକୁର କାଳିଆ
ଗଜପତି ମହାରାଜ କେବେ ଆଦିବାସୀ ଅଞ୍ଚଳ ହଉଥିବା ଧର୍ମାନ୍ତ୍ରଣ ଉପରେ ପଦେ କିଛି କହି ନାହାନ୍ତି
Gajapati nku sasana byabasta dei dia tebe janiba gjjapati kn karibe jie sasnare achhi taku kuha
ରାମ ରାମ 🙏 ଜୟ ଜଗନ୍ନାଥ 🙏
ଯଦି ପ୍ରଚାର କରୁଛ ହେଲେ ମନା ନାହିଁ
ଭଗବାନ ସମସ୍ତଙ୍କ ର କିନ୍ତୁ ସଂସ୍କୃତି ପରମ୍ପରା କିଛି ବି ମାନି ବେ ନି ମନ ଇଚା କରିବେ
କର ଅଲଗା ନାମ ଦିଅନ୍ତୁ ରଥଯାତ୍ରା ଦିଅନ୍ତୁନି
ଇସ୍କନ ଆଜି ସାରା ବିଶ୍ୱ ରେ ସନାତନ ଧର୍ମ ପ୍ରଚାର କରୁଛି, ଯେଉଁ ମାନେ ସନାତନ ଧର୍ମ ପ୍ରଚାର କରୁଛନ୍ତି, ତାଙ୍କୁ ସହଯୋଗ କରନ୍ତୁ, ସନାତନ ଧର୍ମ ପ୍ରଚାର ହେଉଛି ଖୁସି ହେବା କଥା, କିନ୍ତୁ ନିଜ ଭିତରେ ଯଦି କଳହ କରିବା ତା ହେଲେ ନିଜର ହିଁ ନଷ୍ଟ କରୁଛୁ. ଜୟ ଜଗନ୍ନାଥ.
You are right
Right hare krishna
Ok
ଜୟ ଜଗନ୍ନାଥ, ଏବେ ଆଜ୍ଞା ଭଲ କଥା ,ଯେତେ ଭଲ କାମ କରନ୍ତୁ ଲୋକ ମାନେ କିଛି ବୁଝୁ ନାହାନ୍ତି, କାରଣ ସେମାନେ ହିନ୍ଦୁ ସନାତନ ଧର୍ମ ଅନୁସାରେ କଣ କରିବା ଉଚିତ୍ ଆଉ କଣ ନ କରିବା ଏବେ ବି ଜାଣି ନାହାନ୍ତି , ଜୟ ଶ୍ରୀ ଜଗନ୍ନାଥ
Hare Krishna
ହରେକୃଷ୍ଣ
ଇଏ ହେଉଛି ସନାତନ ଧର୍ମର ପ୍ରଚାର କରିବାପାଇଁ ଆବଶ୍ୟକ ଭବିଷ୍ୟତରେ ସମାଜ ଖୁସିରେ ରହୀ ପାରିବେ କେତେ ବଦନାମ କରିବାକୁ ଓଡ଼ିଆମାନେ ଆମ ସଂସ୍କୃତିକୁ ଭୁଲି ଯାଇଛନ୍ତି କିନ୍ତୁ ବିଦେଶର ସଂସ୍କୃତି ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି
ପ୍ରଭୁ ଜଗନ୍ନାଥଙ୍କର କୃପାରୁ ବହୁ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ସଂଗଠନ ବିଭିନ୍ନ ଦେଶରେ ଇକ୍ସନର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ପ୍ରଚାର ପ୍ରସାର କରିବା ଇତ୍ୟାଦି କାର୍ଯ୍ୟକ୍ରମ ବେଶ୍ ପବିତ୍ର ହରେକୃଷ୍ଣ ମହା ମନ୍ତ୍ର କୀର୍ତ୍ତନ ଚାଲିଛି ଜୋରଦାର ହେଉଛି ମୁଖ୍ୟ ବସ୍ତୁ ଯେହେତୁ ଏଥିରେ ଦୁଖର ଥିବା ବିଷୟ ହେଉଛି ଇକ୍ସନ କୁ ନିନ୍ଦା କରନ୍ତୁ ନାହି କାହିଁକି ନା ଆଜି ସାରା ରାଜ୍ୟରେ ସତ୍ୟ ସନାତନ ଧର୍ମର ପ୍ରଚାର କରିବାପାଇଁ ଇକ୍ସନ ଓ ଭକ୍ତ ମାନେ ନିଜର ଶାରିରୀକ କୁ କଷ୍ଟ ଦେଇ ଓ ସନାତନ ଧର୍ମ କୁ ପ୍ରଚାର କରିବାପାଇଁ ବ୍ୟସ୍ତ
ଆପଣଙ୍କ ମତରେ ଓଡ଼ିଶାର ସମସ୍ତ ଙ୍କୁ ପ୍ରଣାମ
ଜାହା ପ୍ରଭୁଜୀ କହୁଛନ୍ତି ତାହା ପ୍ରକୃତରେ ଓଡ଼ିଶାର କେତେ ଭାଗ୍ୟର ବିଷୟ ଇଏ ହେଉଛି ନିରାଟ ସତ୍ୟ ହରେକୃଷ୍ଣ
ଅନେକ ପ୍ରଶ୍ନ ଉଠିଛି
ମୋତେ ଆପଣ କଲ୍ କରନ୍ତୁ
+17132820697 hare Krishna
Namaskar, I love ISKCON. But I pray to follow the system of Shree Mandir Shree Jagannath, Puri. I understand your expectations. In any negative circumstances we have to follow the original rules, if we are devotees.
ସବୁ ଜଗନ୍ନାଥଙ୍କ ଇଛା
Hare Krishan. Krishan is an all creator.
ସବୁ କ୍ଷେତ୍ର ରେ iskon ହିଁ controversy କୁ ଆସୁଛି।
ଜଗନ୍ନାଥ ଙ୍କ କୃପା ବିଶ୍ଵର ଠାକୁର ସମସ୍ତଙ୍କ ଅଧିକାର ❤
ସତ କହିଲ
ରାମ ରାମ
Thik kahila Probhu ji hare krishna
Hare Krishna prabhuji 🙏🙏🙏🙏💐
Right right right
Apana sanatan dharma prachar karucha bahut bhala katha... kintu rule regulation maniki dharma prachar karantu
Sata kahila
Yes we will do
Support iskcon
ନିଶ୍ଚୟ ପ୍ରଭୂଜୀ ଠିକ୍ ଭବେ ପ୍ରଚାର ହେଉଛି।❤
ପରନ୍ତୁ ଅଜ୍ଞାନ ଅନ୍ଧାର ରେ ଥିବା ହିନ୍ଦୁ ବି ଖରାପ୍ ନୁହଁନ୍ତି । କାରଣ ସେମାନେ ବି ନିଜକୁ ସଜାଡି ବାକୁ ଚାହାନ୍ତି। ସେ (ଆମେ)ବି ନିଜର ଆରାଧ୍ୟ ଦେବତା ଙ୍କୁ ଅଦିନ ରେ ପର୍ବ ପାଳନ କୁ ନେଇ ବୁଝପାରୁନାହଁନ୍ତି । ଯାହାବି ହେଉ controversy ବି ହେଉ କିନ୍ତୁ ହିନ୍ଦୁ ଏକ ହୁଅନ୍ତୁ ।🙏🙏🙏 ଯେଉଁ ସଂସ୍ଥା ବି ହେଉ ସବୁ #ସନାତନ ।କିଏ କେଉଁ ସଂସ୍ଥା କୁ ଆପଣେଇ ପାରେ।
Hare Krishna right
All glories to srila Prabhupada 🙏🏻
All gloris to Srila Bhakti Siddhant Saraswati Prabhupada
Warld famas harekrishna
Ame manuchhu apana sanatana dharma pai bahut prayasa karuchhanti. Kintu Jagannath nka niti niyama ku nei emiti Adinia Ratha jatra karantu nahi ki Loka nka manare Gaudiya sampradaya prati Kharap bhabana asiba. ISKCON jogu jemiti Gaudiya sampradaya prati kaunasi akhepa na asu. Shri Jagannath Niti Niyama Aneka. Tanku nei emiti Bhul kama karantu nahi. Jay Jagannath 🙏
Emane Gaudiya nku manantini ki Utkalitanku manantini. Emene varnashankara
Emane Gaudiya manantini ki Utkaliya nku manantini. Emane Varnashankara
ଯଦି ଛୁଟି ମିଳୁନି ତାହାଲେ ବିଦେଶରେ ରଥଯାତ୍ରାର କିଛି ଆବଶ୍ୟକ ନାହିଁ l ଜଗନ୍ନାଥ ମନୋରଞ୍ଜନ ପାଇଁ ନୁହନ୍ତି, ଯେ ଯେବେ ଛୁଟି ମିଳିବ ସେବେ ତାଙ୍କ କଥା ଭାବିବ l ଛୁଟି ମିଳିଲେ film ଦେଖିବାକୁ ଯାଅ, resturant ରେ ଖାଇବାକୁ ଯାଅ l କିନ୍ତୁ ଛୁଟି ମିଳିଲେ ରଥଯାତ୍ରା କରିବୁ, ଏ ଭାବନାରୁ ବାହାରକୁ ଆସ l ଜଗନ୍ନାଥଙ୍କ ପ୍ରତି ଅସମ୍ମାନ ହେଲେ, ଅନ୍ୟ ଲୋକଙ୍କ କଥା ଜାଣିନୁ, କିନ୍ତୁ ଓଡ଼ିଆ ଲୋକ ଗୋଡେଇକି ପିଟିବେ l ଆପଣ ମାନେ ସବୁ ଠିକ କରୁଛନ୍ତି l କିନ୍ତୁ ଯୋଉ ଟିକେ ଭୁଲ ବୋଲି କହୁଛନ୍ତି, ସେ ଭୁଲ ହୋଉଛନ୍ତି ଜଗନ୍ନାଥ l ଆଉ ସେଇ ଟିକେ ଭୁଲ ଓଡ଼ିଆ ମାନଙ୍କ ବଡ଼ ଭୁଲ l ଚଳନ୍ତି ବିଷ୍ଣୁ ଗଜପତି, ସତର୍କ କରିଲେଣି l ୟା ପରେ ଯଦି ସାବଧାନ ନ ହେବ... ଓଡିଶା ରେ iskcon ର ଆବଶ୍ୟକ ନାହିଁ l ବାହାରେ ଯାଇଁ ବେପାର କରି ଆମେରିକା କୁ ପଇସା ଦିଅ l ଆମ ଲୋକ ଯିଏ ବାହାରେ ରହୁଛନ୍ତି ସେମାନେ ଵି ବିରୋଧ କରୁଛନ୍ତି l ତେଣୁ ସାବଧାନ ହୁଅ..... ଜଗନ୍ନାଥ ଙ୍କୁ ସମ୍ମାନ ଦେବା ଶିଖ
କେବଳ ଜଗନ୍ନାଥ ମହାପ୍ରଭୁ ନୁହଁ ଦେବୀ ସତୀ, ଭଗବତୀ କାଳିକା ,ମହାଦେବ ଆଦି ଙ୍କୁ ବି ଅପମାନ କରୁଛନ୍ତି
th-cam.com/video/0Td9UYglJmI/w-d-xo.htmlsi=-FHdUfW2Cuttg54S
ମୁଁ ଆପଣଙ୍କ କଥାରେ ଏକମତ
ରାମ ରାମ 🙏
ଠିକ୍ କଥା କହିଛନ୍ତି ଭାଇ 🙏
ଜୟ ଜଗନ୍ନାଥ🙏🙏🙏
Adinia ratha Yatra
ISKON IS TO SPREAD KRISHNA CONSCIOUSNESS.. LET THEM DO KRISHNA RATHA JATRA ..SPREAD THE GITA PUBLISHED BY PRABHUPADA . SPREAD SANATANA DHARMA . THEY CAN KEEP LORD KRISHNA & RADHA INSIDE CHARIOT & HAVE. JATRA .ON THE WHOLE PREACH SANATANA DHARMA.
ବିଦେଶରେ କେବଳ ରଥ ଯାତ୍ରା ଅଦିନ ରେ ନା ଆଉ ସବୁ ?
America re thiba so called "Jagannath premi" ISKCON ku parihasa karuchanti . Jie nije mati ku vuliki bidesh re rahuchi. JAY JAGANNATH from puri . Full support ISKCON
ଓଡ଼ିଶା ଲୋକ ମୂର୍ଖ ତେଣୁ kn ଜାଣିବେ
ରଥରେ କୃଷ୍ଣଙ୍କୁ ବସାଇ ବୁଲାଉ ନାହାନ୍ତି କଣ ପାଇଁ ?
ରଥଯାତ୍ରା ସମୟରେ କରାଯାଉଥିବା ଆଗ ପ୍ରଭୁଙ୍କ ରଥଜତ୍ରା ତାପରେ କିନ୍ତୁ ଅଧିନରେ କରନା ପ୍ରଭୁଙ୍କ ର ଜୋଉଦିନହଊଚିକର ତମେମାନୁଚଭଲ କିନ୍ତୁ ରଥଯାତ୍ରା ଦିନ କର ନହେଲ ଥାହୁ ଆମେ ଚାହୁଁ ନାହିଁ ଜୟ୍ ଜଗନ୍ନାଥ ପ୍ରଭୁ
Right Bhai 😊
I support iskon❤ but I opposed iskon to celebrate wrong time ratha Yatra 😢
Right Bhai 👍
Sirlo prabhupada ki joy pranam
Sorry prabhuji ea Chhota Katha nuhe bahut bada Katha, jagannath ama odia sanskruti ama odia asmita so dayakari khelantuni
ରଥରେ କୃଷ୍ଣଙ୍କୁ ବସାଇ ବୁଳାନ୍ତୁ ।
Iskon to disclose its merit of preaching, to lock up face who criticise u .
Iskon gute bidesi Dharma USA re😂😂😂😂
Harekrishna prabhu bahut sundar katha kahile. Horibol
ତମ କଥା କୁ ଆମେ ବୁଝୁଚୁ, କିନ୍ତୁ ସ୍ଥାନ କାଳ ପାତ୍ର ନାଁ ରେ ଜଗନ୍ନାଥ ଙ୍କୁ ନେଇ ଯାହା ବୋଲି ତାହା କରି ପାରିବନି
Jau ta thik na thiba seithi ta jhogada heba bala baba 😅😅
Bangldesh re kichi kriparileni ...ene hindu ku sikahujanti dhrama kn...
Agyan ta hele Mumbai au Delhi re kain Adina re heithila
Bass....tribal area jaiki prachar karntu....ethe sethe kn prachar kruja
ନାନା ମତ ଙ୍କର ନାନା ମତ, ଭାଇ ତମେ ଆମେରିକାର ହିନ୍ଦୁରେ ଭାରତରେ ହିନ୍ଦୁ ମଧ୍ୟରେ ମିଶାଇ ଦେଉଛ, ଆମେରିକା ର ହିନ୍ଦୁ ହେଉଛି ବିଦେଶ ଧର୍ମ
Eita hin chahuchanti Krishna....tama mana iicha Kama na karibaku
ଆପଣ ଯାହା କହିଲେ ଠିକ୍ କହିଲେ କିନ୍ତୁ ରଥ ଯାତ୍ରା ନକରି ଅନ୍ୟ କୌଣସି ବାଟ ଆପଣାଇବା କଥା l ରଥ ଯାତ୍ରାକରି ତମେ ଆମ ଧର୍ମର ଅପମାନ କରୁଚ
Prabhu g. Goudiye math bhi adhi nia rath yatra karuchi
Except gundicha Rathayatra there is no other
Tame prachar prasar Asadha masa re kara
Hare Krishna Prabhuji Dandavat Pranam ! It’s not about Iskcon’s contribution towards sanatan dharma prachara.Its about celebrating Rathayatra in a different tithi. We need to celebrate Rathayatra according to shastra (Skanda Puran) . As GBC took a stand on the celebration of Rathayatra on a different date in India and all Iskcons temples adhered to the same ,then why all other Iskcon temple outside India won’t adhere to the same . GBC is the main decision maker In Iskcon after srila prabhupada..So, every temple inside or outside side India should listen to GBC and should refrain themselves from celebrating Rathayatra at different tithis.. ~ Parjanya Gopa Das~
Iskcon ମନେ ନୁହେଁ ଜଗନାଥଙ୍କ ରଥଯାତ୍ରା କରିବା । ରଥରେ କୃଷ୍ଣ ଙ୍କୁ ବସାଇ ଯାତ୍ରା କରୁ ନାହାନ୍ତି କଣ ପାଇଁ ।? Iskcon maane kan
Atour countri brimhim bad
Prathame nije dharma ku sanmana dia ta pare prachara kariba ok?
Bidhhi nishedh ra Ulghna kari ki Tma ku sara biswas re prachar kariba darkar nhi 1st nija bharat desha re hin hindu mana nku ekathi kariba pai lagi pada. Au hna bidesh govt free time re amara Ratha yatra habani sastra anusaare haba 🙏🚩 JAY JAGANNATH
Jay Jagannath 🙏
ଅବାନ୍ତର ଯୁକ୍ତି କରନ୍ତୁ ନାହିଁ ଆଜ୍ଞା......
ତା ମାନେ ଆପଣ ଚାହୁଁଛନ୍ତି ଅଦିନିଆ ଯାତ୍ରା ହେଇ ଜଗନ୍ନାଥ ସଂସ୍କୃତି ମାଟିରେ ମିଶୁ.... ଏୟା ତ.....
Aha ratha jatra nuhen jagannath Santana dharma prachar iskcon karuchi jagannath nku sankirtan re nei.
Ta man Kara sabu business
You are cursed by Roop Goswami. Your prabhupada is duplicate PRABHUPADA asal prabhupada is Srila BHAKTI SIDDHANT SARASWATI PRABHUPADA
Wrong sir
Hare krishna prabhuji 🙏