ରବି ଧାନ ବିହନ କୁ ମାତ୍ର 2-3 ଦିନରେ ଗଜା କରନ୍ତୁ Biozyme Seed Plus
ฝัง
- เผยแพร่เมื่อ 4 ก.พ. 2025
- How to Germinate paddy seed in winter
Winter paddy seed germination in 2-3 days
How can germinate paddy seed earlier
Rabi paddy
Seed germination
Welcome To Our TH-cam Channel KRUSHI SAMPADA
Krushi Sampada TH-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
Also Providing Low Cost Technology To The farmers On Integrated Pest & Disease management
Cultivation Practises Of Different Crops
High Yielding Varities Of Different Crops
Use Of organic Pesticide Fungicide & Fertilizer Ecofriendly
Increasing Production & Productivity Of Soil By Maintaining Soil Fertility
Thank you
Krushi Sampada
#krushisampada #odia #farming #seed - วิทยาศาสตร์และเทคโนโลยี
No 1 agriculture channel
❤❤❤❤❤❤ जय जगन्नाथ
ଜୟ ଜଗନ୍ନାଥ
Sir rabi rutura China badam chasa bisayare sampurna baba rani tik diatu sir
ନିଶ୍ଚିନ୍ତ
Sir ama tarabhuja chasha bishayare paramarsha debaku ama jamiku kebe asibe please kuhantu
Contact number ଦିଅନ୍ତୁ
Sir khara tia kakudi ra bhala veraity manji nama kuhantu 🙏🙏🙏
th-cam.com/video/79x8cti8ZCU/w-d-xo.html
ଏହି vedio ରେ ରହିଛି
ଲଙ୍କା ଗଛର ପତ୍ର ମୋଡ଼ି ଯାଉଛି, କ'ଣ କରିବା?
ଲଙ୍କା ଫସଲରେ ପତ୍ର ମୋଚା ରୋଗ ଲାଗିଛି।ଏହାର ବାହକ ଉକୁଣୀଆ ପୋକ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଆକ୍ରାନ୍ତ ପତ୍ର କୁ ଛିଣ୍ଡାଇ ନଷ୍ଟ କରନ୍ତୁ।
ନୀଳ ଅଠାଳିଆ କାର୍ଡ ଏକର ପ୍ରତି 20 ଟି ବ୍ୟବହାର କରନ୍ତୁ।
ଫସଲ ରେ potash ସାର ଗୁଣ୍ଠ ପ୍ରତି 500gm ସହିତ ଜୈବିକ ସାର BIOZYME ବା BIOVITA ଏକର ପ୍ରତି 300-400gm ମିଶାଇ ପ୍ରୟୋଗ କରନ୍ତୁ।
Movento lit ପ୍ରତି 1ml ବା
Diafenthiuron 50%WP (pigasus) lit ପ୍ରତି 2gm ବା
Solomon lit ପ୍ରତି 1ml ବା
Diafenthiuron 40%+Spinetoram 5%SC (Trassid) lit ପ୍ରତି 2ml ବା
Exponus drum ପ୍ରତି 3.4ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Online miliba ki sir
ହଁ ମିଳିବ
Sir ନମସ୍କାର ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣଙ୍କ channel ଦେଖି ବହୁତ କିଛି ଶିଖିବାକୁ ମିଳୁଛି। ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
Sir ebe alu chas kale heba kinahni kuhantu
Sir reply me please
ନା ଏବେ କରନ୍ତୁ ନାହିଁ ।ଶୀତ କମିଯିବ ଆଳୁ ଫଳିବ ନାହିଁ