ସମୁଦ୍ରରେ ବିଲୁପ୍ତ ହୋଇଯାଇଥିବା କେନ୍ଦ୍ରାପଡ଼ା ର ଶେଷ ଗାଁ। ସାତଭାୟା

แชร์
ฝัง
  • เผยแพร่เมื่อ 17 ก.ย. 2024
  • ଭିଡିଓ ଟି ଆମେ ପେଣ୍ଠ ରୁ ସାତଭାୟା ବନ୍ଧ ରାସ୍ତା ଦେଇ ଯାଇଥିଲୁ।
    ରାସ୍ତା ରେ ଯିବା ସମୟରେ ଆମେ ଅନେକ ହରିଣ , ମାଛ, ଦେଖିଥିଲୁ ଏବଂ ଯେଉଁ ଲୁଣି ଜଙ୍ଗଲ ଥିଲା ଆପଣ ନିଜେ ନ ଦେଖିଲେ ହୁଏତ ବିଶ୍ୱାସ ନ କରିପାରନ୍ତି ଏତେ ସୁନ୍ଦର ଥିଲା
    ଆମେ କ୍ୟାମେରା ରେ ସବୁ ତ ରେକର୍ଡ କରିପାରିନୁ।
    କ୍ଷମା କରିବେ ଯଦି କିଛି ତ୍ରୁଟି ଥାଏ । ଧନ୍ୟବାଦ୍ 🙏
    ଆଶା କରୁଛି ଭିଡିଓ ଟି ଆପଣମାନଙ୍କୁ ଭଲ ଲାଗିଥିବ। ଦୟାକରି LIKE / SHARE/ SUBSCRIBE କରିବାକୁ ଭୂଳିବେନି 🙏

ความคิดเห็น • 17