Where Does Mohan Belong To? Dharmendra's Group Or Manmohan's Group | Nirbhay Gumara Katha

แชร์
ฝัง
  • เผยแพร่เมื่อ 2 ก.พ. 2025

ความคิดเห็น • 224

  • @UpendraBehera-o1z
    @UpendraBehera-o1z 10 วันที่ผ่านมา +38

    ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ଦାୟୀ । ସେ ନିଜର ଗୋଷ୍ଠୀ ତିଆରି କରିବା ପାଇଁ ବ୍ୟସ୍ତ ।

  • @BhagirathPrusty
    @BhagirathPrusty 10 วันที่ผ่านมา +48

    ମତେ ଲାଗୁଛି ଓଡ଼ିଶା ବେଜେପିର ଅସଲ ଭିଲିଆନ୍ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସଂଗଠନ ଓ ଶାସନ ଭିତରେ ମୁଣ୍ଡ ନ ପୂରାଇବା ଉଚିତ ନଚେତ୍ ରାଜ୍ୟ ବିଜେପି ରସାତଳକୁ ଯିବ।

    • @Karma-jb4je
      @Karma-jb4je 9 วันที่ผ่านมา

      genda daliya

  • @BiswaPradhan-qy5vc
    @BiswaPradhan-qy5vc 10 วันที่ผ่านมา +35

    ଧର୍ମେନ୍ଦ୍ର ପ୍ରଧାନ ପାଣ୍ଡିଆନ ଓ କ୍ରୀତଦାସ ସହ ହାତ ମିଶାଇ ନିର୍ବାଚନ ଜିତି ଛନ୍ତି ଏତେ ଯଦି ଲୋକପ୍ରିୟ ନେତା ତେବେ କୋରାପୁଟ ରୁ ନିର୍ବାଚନ ଲଢ଼ି ଜିତନ୍ତୁ ଦେଖିବା ଏକ ନମ୍ବର ଗର୍ବୀ ଓ ଅହଙ୍କାରୀ ନେତା ଜଣେ ଧର୍ମେନ୍ଦ୍ର ପ୍ରଧାନ

    • @souravpradhan5186
      @souravpradhan5186 9 วันที่ผ่านมา

      Reserve seat re OBC loko ladhi paribani

  • @susantasahoo9544
    @susantasahoo9544 10 วันที่ผ่านมา +22

    ଯେ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଓଡିଶା ରାଜନୀତିରୁ ଦୂରେଇରହିବା ପାଇଁ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦେଶ ନଦିଅନ୍ତି ତେବେ ଓଡିଶାରୁ ବିଜେପି ଦଳ ପଂଚାୟତ ନିର୍ବାଚନରେ ସମ୍ପୂର୍ଣ ପୋଛି ହୋଇଯିବ /ଓ ଭବିଷ୍ୟତରେ ଦ୍ୱିତୀୟ ବାର କେବେ ହେଲେ ବିଧାନସଭାରେ ସଂଖ୍ୟାଧିକ ଆସନ ଜିତିପାରିବନାହିଁ /

  • @MaheswarKar-z8g
    @MaheswarKar-z8g 10 วันที่ผ่านมา +26

    ଧର୍ମେନ୍ଦ୍ର ନିଜେ ଜିତିବା ପାଇଁ ନିର୍ବାଚନ ପୂର୍ବରୁ ମେଣ୍ଟ ପାଇଁ ବ୍ୟାକୁଳ ଥିଲେ, କିନ୍ତୁ ମନମୋହନ ମେଣ୍ଟକୁ ତୀବ୍ର ବିରୋଧ କରିଥିଲେ ଓ ସମସ୍ତଙ୍କୁ ନେଇ ନିର୍ବାଚନ ଲଢ଼ି ସରକାର କୁ କ୍ଷମତାକୁ ଆଣିଥିଲେ। ବିଜେପି କୁ କ୍ଷମତା କୁ ଆଣିବାରେ ଧର୍ମେନ୍ଦ୍ର ଙ୍କ କିଛି ତ୍ୟାଗ ନାହିଁ।

  • @geetaranisamal6638
    @geetaranisamal6638 10 วันที่ผ่านมา +26

    ଏ ସବୁ ନିମନ୍ତେ ଧର୍ମେନ୍ଦ୍ର ପ୍ରଧାନ ଦାୟୀ।

  • @satishchandrabehera7291
    @satishchandrabehera7291 10 วันที่ผ่านมา +22

    ସବୁକିଛି କହି ପାରନ୍ତି ଆପଣ ନିର୍ଭୟରେ।
    ସେଥିପାଇଁ ବସି ପାରିଛନ୍ତି ଆମ ହୃଦୟରେ।।
    ଆପଣଙ୍କୁ ଆମର ବହୁତ ବହୁତ ବଧେଇ।
    କାଳିଆ ରଖିଥାନ୍ତୁ ଆପଣଙ୍କୁ ଘଣ୍ଟ ଘୋଡେ଼ଇ।।
    ଜୟ ଜଗନ୍ନାଥ!!!

    • @MuktikantaNayak-iw5rv
      @MuktikantaNayak-iw5rv 10 วันที่ผ่านมา +3

      Bhala lagila ..

    • @satishchandrabehera7291
      @satishchandrabehera7291 7 วันที่ผ่านมา

      @MuktikantaNayak-iw5rv
      ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ
      ଜୟ ଜଗନ୍ନାଥ!!!

  • @gopalchandramohapatra3892
    @gopalchandramohapatra3892 10 วันที่ผ่านมา +17

    ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ଯ ମାନେ ଏଇ ନିର୍ଭୟ ବିଚାର ଟିକେ ଶୁଣନ୍ତୁ।

  • @biswajeetnayak5019
    @biswajeetnayak5019 10 วันที่ผ่านมา +16

    ଓଡ଼ିଶା ରାଜନୀତିରୁ ଧର୍ମେନ୍ଦ୍ର ପ୍ରଧାନ ଦୂରେଇ ରହିବା ଉଚିତ୍ ସେ ତ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି କେନ୍ଦ୍ର କଥା ନବୁଝି ଓଡ଼ିଶା କଥାରେ କାହିଁକି ମୁଣ୍ଡ ପୁରାଉଛନ୍ତି 2024 ନିର୍ବାଚନରେ ଯଦି ବିଜେପିର ବିଜୟ ହୋଇଛି ତାହା କେବଳ ମନମୋହନ ସାମଲଙ୍କ ପାଇଁ ତେଣୁ ମୋ ମତରେ ମନମୋହନ ହିଁ ଆଗାମୀ ଦିନରେ ମଧ୍ୟ ବିଜେପି ଦଳର ସଭାପତି ରହିବା ଉଚିତ୍।

  • @soumyaranjansahoo2194
    @soumyaranjansahoo2194 10 วันที่ผ่านมา +28

    Power ଆସିଲେ ଏମିତି ହୁଏ.. ଆହୁରି ପିଟା ପିଟି ହେବ ବିଜେପି ଦଳ.. ଠିକ ରେ ସମ୍ଭାଳି ନପାରିଲେ କଂଗ୍ରେସ ଭଳିଆ ହେବେ.. ଇୟେ ଓଡ଼ିଆ କଙ୍କଡା...

  • @budhanathmohapatra150
    @budhanathmohapatra150 10 วันที่ผ่านมา +8

    ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଓଡ଼ିଶା ଆସିବା ବନ୍ଦ କରାଯାଉ, ଯଦି ସେ ବାରମ୍ବାର ଓଡ଼ିଶା ଆସିବେ, ଜନତା ତାଙ୍କ ବିରୋଧ ରେ ରାଜ ରାସ୍ତାକୁ ଓଲ୍ହାଇବେ।

  • @PrasantKumarSwain-f5t
    @PrasantKumarSwain-f5t 10 วันที่ผ่านมา +11

    କେବଳ ଜଣେ ଦୁଇଜଣଙ୍କ ନିମନ୍ତେ ଓଡ଼ିଶା ବିଜେପି ନାହିଁ ନଥିବା କ୍ଷତି ସହିବ ।

  • @santoshbiswal6256
    @santoshbiswal6256 10 วันที่ผ่านมา +9

    ସାର ନମସ୍କାର. ବିଜେପି ଦଳ ଏ ଭୋଟ ରେ କେବେ ଭାବି ନଥିଲେ ଯେ ଶାସନ ବାର ନେଇ ସରକାର ଚହଲେଇବେ ବୋଲି. ଏ ମିତି ହେଲେ ଦଳ ଭାଙ୍ଗିଯିବା. ପୁଣି ଅନ୍ୟ ଦଳ ଶାସନ ଗାଡି ଚଷଳେଇବ. ଭଗବାନ ଏ ଦଳକୁ ବଞ୍ଚାତୁ. ଜୟ ଶ୍ରୀରାମ.....

  • @kanhurathkanhajayjagannath
    @kanhurathkanhajayjagannath 10 วันที่ผ่านมา +4

    ସୁନ୍ଦର ବିଶ୍ଲେଷଣ,,,,

  • @SabitaKhuntia-ih5yq
    @SabitaKhuntia-ih5yq 10 วันที่ผ่านมา +3

    Jay Jagannath sir namaskar very good person apana jaha kahuchanti absolutely right 🙏🙏

  • @maheswarprusty3043
    @maheswarprusty3043 10 วันที่ผ่านมา +3

    Very good. Tapik congratulations to you🙏🙏🙏

  • @RABINARAYANTRIPATHY-k4o
    @RABINARAYANTRIPATHY-k4o 10 วันที่ผ่านมา +3

    Nabin bhai , great. Aapan kar Nirbhay bahut bhala lagucchi. Kolkata re bahut loka dekhchanti. 🙏🙏

  • @KamalakantaNayak-z3o
    @KamalakantaNayak-z3o 10 วันที่ผ่านมา +8

    ସାର୍ ନମସ୍କାର 🙏 ଏକତା ହିଁ ବଳ। ପିଲାଦିନେ ଜଣେ ବାପା ତା'ର ତିନି ପୁଅଙ୍କୁ ଖଣ୍ଡିଏ ଖଣ୍ଡିଏ ବାଡି ଧରାଇ ଦେଇ ଭାଙ୍ଗିବାକୁ କହିଥିଲେ। ସମସ୍ତେ ସହଜରେ ଭାଙ୍ଗିଦେଲେ। କିନ୍ତୁ ସବୁ ବାଡି ଏକାଠି ବାନ୍ଧି ଭାଙ୍ଗିବାକୁ ଦେବାରୁ କେହି ଭାଙ୍ଗି ପାରିଲେ ନାହିଁ। ଏ କାହାଣୀକୁ କ'ଣ ବିଜେପି ନେତାମାନଙ୍କୁ ପଢାଇବା ପାଇଁ ପଡିବ। ଜୟ ଜଗନ୍ନାଥ ସ୍ବାମୀ 🙏

  • @bimalkantatripathy2776
    @bimalkantatripathy2776 10 วันที่ผ่านมา +10

    ଏତେ ଅନ୍ତର୍ଦ୍ଵନ୍ଦ କେବଳ ମନମୋହନ ସାମଲ ଙ୍କୁ ଦୂରରେ ରଖିବା।

  • @manjupravamishra8000
    @manjupravamishra8000 10 วันที่ผ่านมา +5

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @Jagannath-oc9ht
    @Jagannath-oc9ht 10 วันที่ผ่านมา +4

    ଜୟ ଜୟ ଶ୍ରୀ ଜଗନ୍ନାଥ ।

  • @prafullamohanty5557
    @prafullamohanty5557 10 วันที่ผ่านมา +8

    ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପି ନିମନ୍ତେ କଳଙ୍କ। ପାଣ୍ଡୁ ସହ ମିଶି ଚକ୍ରାନ୍ତ ନ କରିଥିଲେ ନିର୍ବାଚନ ହାରି ଥାନ୍ତେ ବିଜେପି ସରକାର ଓଡିଶା ରେ ବିଶ୍ୱସନୀୟତା ହରାଇଥିବା ର ମୁଖ୍ୟ କାରଣ ଧର୍ମେନ୍ଦ୍ର ପ୍ରଧାନ .ଆଜି ପଳୀ ରୁ ରାଜଧାନୀ ପର୍ୟ୍ୟନ୍ତ ବିଜେପି ପୁରା ଶୂନ୍ୟ।
    ଆଜି ଯଦି ନିର୍ବାଚନ ହୁଏ ତେବେ ବିଜେପି ଅମାନତ ହରାଇବ।ଥରେ ପରୀକ୍ଷା କରି ଦେଖନ୍ତୁ। ପଞ୍ଚାୟତ ନିର୍ବାଚନ ରେ ସବୁ ଠିକ୍ ହୋଇଯିବ।

    • @RanjanBehera-ge1kf
      @RanjanBehera-ge1kf 10 วันที่ผ่านมา +2

      ☀️ ଗ୍ରାମାଞ୍ଚଳରେ ଆମେ ପଚାରି ବୁଝିଥିଲୁ..୧୦୦ ରୁ ୯୦ ଭାଗ କହୁଛନ୍ତି ଆମେ ଆଉ ବିଜେପିକୁ ସମର୍ଥନ କରିବୁ ନାହିଁ....

  • @rajkumardutta3684
    @rajkumardutta3684 10 วันที่ผ่านมา +7

    ମୋହନ ମାଝୀ ଜାହା କରୁଛି ସବୁ ଭାବେ ଚିନ୍ତା କରୁଥାଉ ଏବଂ ଆର ଭେଟକୁ ଆଉ ପାଈଵ ନାହିଁ ସେତେବେଳେ କୁ ହାତ ପାଈଵ

  • @ramakantabarik4944
    @ramakantabarik4944 10 วันที่ผ่านมา +3

    ମନମୋହନ ସାମଲ ଙ୍କ ପାଇଁ ଓଡ଼ିଶା ରେ ବିଜେପି ସରକାର ହୋଇଛି। ଧର୍ମେନ୍ଦ୍ର ପ୍ରଧାନ ମନମୋହନ ସାମଲ ଙ୍କୁ ହରେଇବା ରେ ଭୁମିକା ନେଇଥିଲେ। ଧର୍ମେନ୍ଦ୍ର ଚାହାନ୍ତି ଓଡ଼ିଶାର ବିଜେପି ଧୂଳିସାତ ହେଇଯାଉ କିନ୍ତୁ ତାଙ୍କ କଥାରେ ଉଠ ବସ ହେଉଥିବା ଲୋକ ରାଜ୍ୟ ସଭାପତି ହୁଅନ୍ତୁ।

  • @PrasantaKumarSahoo-65
    @PrasantaKumarSahoo-65 10 วันที่ผ่านมา +6

    ଆଜ୍ଞା ନମସ୍କାର,
    ଓଡ଼ିଶାର ଭାରତୀୟ ଜନତା ପାର୍ଟିରେ ଯଦି ଏ ଗୋଷ୍ଠୀ ବନାମ ସେ ଗୋଷ୍ଠୀ ଏଭଳି ଲାଗି ରହେ ...... ତେବେ ରାଜ୍ୟର ତ ଯାହା ଉନ୍ନତି କରିବେ କରିବେ କିନ୍ତୁ ଦଳର ଅବନତି ନିଶ୍ଚିତ !!! ଏଥିପ୍ରତି ଦଳର ହାଇକମାଣ୍ଡ ଦୃଷ୍ଟି ଦେବେ କେବେ...?

    • @gudli24
      @gudli24 10 วันที่ผ่านมา

      Highcommand nischit janithibe

  • @prabhasray675
    @prabhasray675 10 วันที่ผ่านมา +4

    Jay Jagannath

  • @baidurjya7367
    @baidurjya7367 10 วันที่ผ่านมา +7

    🙏🙏 ଜୟ ଜଗନ୍ନାଥ

  • @BijayMishra-o8p
    @BijayMishra-o8p 9 วันที่ผ่านมา

    ଆଜ୍ଞା ପ୍ରଣାମ
    ଗୋଲଖ ବାବୁ ହେବେ ସଭାପତି

  • @MrSachidananda1
    @MrSachidananda1 10 วันที่ผ่านมา +2

    ଆପଣ ସାମ୍ବାଦିକ ହୋଇ ମଧ୍ୟ ଓଡିଶା ର ଏକନାଥ ସିନ୍ଧେ ଙ୍କୁ ଏବେ ଜାଣିଲେ ମୁଁ କିନ୍ତୁ ତାଙ୍କୁ ମାର୍ଗଶିର ମାସରୁ ଜାଣିସାରିଲିଣି ।ପୂର୍ବ ସରକାରଙ୍କ ସମୟରେ ହୋଥିବା କେତେକ ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିବାରୁ ଏହା ମାସ ମାସ ଧରି ପଡ଼ିରହିଲା କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ହେଲାନି। ତେଣୁ ମୁଁ ବିଧାନ ସଭାରେ ଏହି ଦୁର୍ନୀତି କୁ ଉଜାଗର କରିବାକୁ କେତେ ଜଣ ଭାଜପା ବିଧାୟକ ଙ୍କୁ ଅନୁରୋଧ କରିବାରୁ ପ୍ରଥମେ କହିଲେ ଆମେ ତ ଏବେ ସରକାର କୁ ଆସିଲୁ ଆମକୁ settle ହବାକୁ ୩/୪ ମାସ ଲାଗିବ ତେଣୁ ଦଶହରା ବେଳକୁ ଦେଖିବା ,ଦଶହରା ବେଳକୁ ଯିବାରୁ କହିଲେ ଏଇଟା ଆମର ପ୍ରଥମ ବିଧାନ ସଭା ଅଧିବେଶନ ଥିଲା ତେଣୁ ନେକ୍ସଟ ଅଧିବେଶନ କୁ ଦେଖିବା ।ଡ଼ିସେମ୍ବର ଅଧିବଶେନ କୁ ଉଠାଇବାକୁ କହିବାରୁ କହିଲେ ଉଠାଇଲେ କଣ ହବ , ବିଜେଡି ର ଯେଉଁ ଦୁର୍ନୀତି କଥା ପଚାରିଲେ ଆମ ମନ୍ତ୍ରୀମାନେ ତିନୋଟି ଉତର ଦେଉଛନ୍ତି ୧- ତଥ୍ୟ ସଂଗ୍ରହ କରାଯାଉଛି ,୨- ସରକାରଙ୍କ ପାଖରେ ତଥ୍ୟ ନାହିଁ ,୩- ତଦନ୍ତ ଚାଲିଛି ।ଏହା ପରେ ନେତା ଜଣଙ୍କ କହିବା କୁ ଆରମ୍ଭ କଲେ ଯେ ଯଦି ଏହି ତିନୋଟି ଉତର ଆମ ମନ୍ତ୍ରୀ ମାନଙ୍କ ଠାରୁ ଶୁଣିବାକୁ ଚାହୁଁଛ ତାହାଲେ କୁହ ଉଠାଇବା କିନ୍ତୁ କୌଣସି ତଦନ୍ତ ଆଶା କରନି । କାରଣ ଆମେ ନିଜେ ସରକାରୀ ଦଳ ର ନେତା ହୋଇ ଆମମନ୍ତ୍ରୀ ମାନଙ୍କୁ ପଚାରିପାରିବୁନି ଯେ ତୁମେ କାହିଁକି ତଦନ୍ତ କରିବନି ? ନେତାଜନକ କହିଲେ କଣ କରିବା ଆମ ମନ୍ତ୍ରୀମାନେ ଦୁର୍ନୀତି ସମ୍ପର୍କିତ ପ୍ରଶ୍ନ ଗୁଡାକୁ କାଉଣ୍ଟର କରି ପାରୁନାହାନ୍ତି । ଆହୁରି ମଧ୍ୟ ଶୁଣିବାକୁ ପାଇଲି ଯେ "ବିଧାନ ସଭା ଏହି ୨/୪ ଦିନ ଭିତରେ ମୁଲତବୀ ହୋଇଯିବ କାରଣ ସେମାନେ ଆମକୁ challenge କରି କହୁଛନ୍ତି ଯେ ତୁମେ ଆମର କିଛି କରି ପାରିବନି ତଥାପି ଆମର ସମସ୍ତେ ଚୁପ" ।exactly ସେ ଯେବେ କହିଥିଲେ ବିଧାନ ସଭା ମୁଲତବୀ ହେବ ,ତାହାର ୨ ଦିନ ପରେ ବିଧାନ ସଭା ମୁଲତବୀ ହେଲା , କାରଣ ବିଜେଡି ମୋହନ ମାଝୀ ଙ୍କର ଗୃହରେ ଦିଆଯାଇଥିବା ଏକ ମନ୍ତବ୍ୟ କୁ ନେଇ ହଂଗାମା କଲା ଓ ଗୃହ ମୁଲତବୀ ହେଲା ।ସତେକି ବିଜେପି ଵାଲା ବିଜେଡି ସହିତ ଗୋଟିଏ ଆଭ୍ୟନ୍ତରୀଣ deal କରିଥିଲେ ଯେ ଯଦି ତୁମେ ଚାହୁଁଛ ଯେ ଲୋକ ବିଧାନ ସଭା ରେ ଆମକୁ ତୁମ ଦୁର୍ନୀତି କଥା ନ ପଚାରନ୍ତୁ ତେବେ ହଂଗାମା କର ଯେପରି ଗୃହ ମୁଲତବୀ ହୋଇଯିବ ।ମୁଁ ଜଣେ ସାଧାରଣ ଲୋକ ହୋଇ ମଧ୍ୟ ଏହି deal ଟିକୁ ବୁଝି ପାରିଲି ।ଲାଗିଲା ଯେ ଯେଉଁ ଦିନ ମୋହନ ମାଝୀ ବିଜେଡି ର ଦୁର୍ନୀତି ବିରୁଦ୍ଧରେ ଆକ୍ସନ ନେବାକୁ ଆରମ୍ଭ କରିବେ ବୋଧ ହୁଏ ସେହିଦିନ ତାଙ୍କୁ ଷଡଯନ୍ତ୍ର କରି ବିଦା କରିଦିଆଯିବ । ଆଜ୍ଞା ମୋହନ ମାଝୀ ସତରେ ବହୁତ ଭଲ ଲୋକ, ଖଣି ମାଫିଆଙ୍କ ବିରୁଦ୍ଧରେ ଲଢ଼ି ମାଡ଼ ବି ଖାଇଛନ୍ତି କିନ୍ତୁ କଣ କରିବା ସେ ଏକୁଟିଆ ପଡି ଯାଉଛନ୍ତି ।କଣ କରିବା ଓଡିଶା ର ଏକନାଥ ସିନ୍ଧେ ଙ୍କ ସହିତ କେନ୍ଦ୍ର ର ଜଣେ ବରିଷ୍ଠ ଭାଜପା ନେତାଙ୍କର business ରେ joint partnership ରହିଛି ତେଣୁ ସେ ସରକାର କୁ ଚାପ ପକାଉଛନ୍ତି କିଛି ଆକ୍ସନ ନ ନେବାକୁ ମୁଁ ଏପରି ଶୁଣିଲି। ହେଇ ଥାଇପାରେ ।ନହଲେ ସେହି କେନ୍ଦ୍ର ବରିଷ୍ଠ ଭାଜପା ନେତା ଜଣଙ୍କ ଓଡିଶା ଆଶିଲେ ଓଡିଶା ର ଏହି ଏକନାଥ ସିନ୍ଧେ ଙ୍କ ସହିତ ଏକୁଟିଆ କାହିଁକି ହୋଟେଲ ରୁମ ରେ ଦେଖା କରୁଛନ୍ତି ?

  • @ramprasadpanda5372
    @ramprasadpanda5372 10 วันที่ผ่านมา +1

    Right 👍

  • @prabinakumarmuduli7573
    @prabinakumarmuduli7573 10 วันที่ผ่านมา +1

    Very nice , Sir your discussion says regarding Bjp's internal conflict. Comming time will prove longevity of party.

  • @rabindrakumarpuhan7688
    @rabindrakumarpuhan7688 3 วันที่ผ่านมา

    One and only media person you sir who speaks true and fearless speech we welcome sir

  • @rajanikantachoudhury2343
    @rajanikantachoudhury2343 10 วันที่ผ่านมา +6

    ଠିକ ଢୋଲ ଭିତରେ ମୂଷା. ଏପରି ଏପରିପକ୍ତ କଥା କେମିତି ବିଜେପି ରେ ହୋଇପାରେ କି? ଏଠୁ ଜଣା ଯାଉଛି ବିଜେପି କୁ ବିଜେଡି ଚଳାଉଛି କି?

  • @chhabindramansingh73
    @chhabindramansingh73 10 วันที่ผ่านมา +7

    ଆଗରୁ ଗୁଡ଼ ନଥିଲା ଏବେ ଭରା ମାଠିଆ, ଧରମା ଟା ଦୁଷ୍ଟ ହେଉଛି bjp ରେ ଗୋଳିଆ କରୁଚି

    • @RanjanBehera-ge1kf
      @RanjanBehera-ge1kf 9 วันที่ผ่านมา +1

      💠 ପ୍ରକୃତରେ ଆଜ୍ଞା ସତ କଥା...ଆମ ମାନଙ୍କ ଦୀର୍ଘ ଦିନର ପରିଶ୍ରମ ବୃଥାରେ ଯାଉଛି...

  • @sanjayapanda8176
    @sanjayapanda8176 10 วันที่ผ่านมา +5

    ବିଜେପି ଗୋଟେ ଏମିତି ଦଳ ତାଙ୍କ ଦଳକୁ ଯେତେବଡ କରିମିନାଲ ଗଲେ ସେମାନେ ପୁରା ସଫା ହଇକି ବାହାରିବେ..

  • @ajaykumarmohapatra3530
    @ajaykumarmohapatra3530 10 วันที่ผ่านมา

    Sir, Your analysis is true in reality......

  • @trilochanpatnaik6321
    @trilochanpatnaik6321 10 วันที่ผ่านมา +4

    ମୋହନ ଙ୍କ BJP ସରକାର ଓଡ଼ିଶାରେ ଶାସନ ଗୃହ ରେ ପ୍ରବେଶ କରୁ କରୁ ଚାଳ ବାଯୁଛି। ତେଣୁ ଏମାନଙ୍କ ଭବିଷ୍ୟତ ଅନ୍ଧାର ହେଇଯିବ।

    • @RanjanBehera-ge1kf
      @RanjanBehera-ge1kf 9 วันที่ผ่านมา +1

      @@trilochanpatnaik6321 💠 ନିଶ୍ଚିତ ଆଜ୍ଞା, ଆମ ମାନଙ୍କ ପରିଶ୍ରମ ବୃଥା... ହେଲେବି ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବା..

  • @rajeshbiswal819
    @rajeshbiswal819 10 วันที่ผ่านมา +3

    Jay Jagannath Ji

  • @SambhunathDas-rp7cx
    @SambhunathDas-rp7cx 10 วันที่ผ่านมา +3

    ବିଜେପିର ଭବିଷ୍ୟତ ଅନ୍ଧାର. ଏମାନେ ଶାସନ ଗାଦି ସମ୍ଭାଳି ପାରିବେ ନାହିଁ l ଏସବୁ ଜଳ ଜଳ ଦେଖାଯାଉଛି

  • @sureshpadhan2298
    @sureshpadhan2298 10 วันที่ผ่านมา

    ଆପଣଙ୍କ ବିଶ୍ଲେଷଣ ରେ ବହୁତ କିଛି ଦୃଢ଼ ରହସ୍ୟ ଜାଣିବାକୁ ମିଳିଥାଏ ଏଇଟା ସମ୍ପୁର୍ଣ୍ଣ ସତ୍ୟ ଏଥିରୁ ଦଳର କର୍ମୀମାନଙ୍କ ଠାରୁ ନେତା ପର୍ଯ୍ୟନ୍ତ ସମସ୍ତେ ଚେଇଁବା ଦରକାର

  • @SibabrataMohapatra-h5t
    @SibabrataMohapatra-h5t 10 วันที่ผ่านมา

    Right

  • @akashray594
    @akashray594 10 วันที่ผ่านมา +2

    Mast journalism

    • @Dillip5331
      @Dillip5331 10 วันที่ผ่านมา

      Okay thanks Bro ❤

  • @AshokPanda-qt4qn
    @AshokPanda-qt4qn 9 วันที่ผ่านมา

    Namaste Apankar Anuman pura thik👍

  • @prafulasingh2267
    @prafulasingh2267 10 วันที่ผ่านมา +4

    ବିଜୁ ଜନତାଦଳର ହାଇକମାଣ୍ଡ ହେଲେ ନବୀନ
    କଂଗ୍ରେସ ଦଳର ହାଇକମାଣ୍ଡ ହେଲେ ରାହୁଲ
    ବିଜେପି ର ହାଇକମାଣ୍ଡ ଯଦି କୁହାଯାଏ କେନ୍ଦ୍ର ସଭାପତି , ମାତ୍ର ଆପଣଙ୍କ ବିଶ୍ଳେଷଣରୁ ଜଣାଯାଏ , ପ୍ରକୃତରେ ଓଡ଼ିଶା ବିଜେପିର ହାଇକମାଣ୍ଡ କେନ୍ଦ୍ର ସଭାପତି ନୁହଁନ୍ତି ଆଉ କେହି ।

    • @PratapchandraSahu-i5f
      @PratapchandraSahu-i5f 10 วันที่ผ่านมา

      ନବିନ ବାବୁ ଆପଣ ଯାହା କହୁଛନ୍ତି ବି ଜେ ପି ର କେନ୍ଦ୍ରୀୟ ନେତା କଣ ଜାଣ ପାରୁନାହାନ୍ତି। ନା ଜାଣିସୁଣି ଘଣ୍ଟି ଘୁଡାଉଛନ୍ତି। ପଂଳ ନିଶ୍ଚିତ ଭୋଗିବେ।

  • @saratchandrajagdev3734
    @saratchandrajagdev3734 10 วันที่ผ่านมา +2

    ଉତ୍ତମ ସମୀକ୍ଷା ଗୋଦରି କୋଡେ
    ଯେତିକି ମାଡେ ସେତିକି

  • @sureshkumarmohanty42
    @sureshkumarmohanty42 5 วันที่ผ่านมา

    Sir, Jay Jagannath.
    ଯେଉଁ ପର୍ଯ୍ୟନ୍ତ ମୁଖମନ୍ତ୍ରୀ ନିଜେ ନିଷ୍ପତି ନ ନେବେ, ରାଜ୍ୟ ରେ ଉନ୍ନତି ଅସମ୍ଭବ l ଲୋକେ କହିଲେଣି ଏ ସରକାର କେବଳ ରଙ୍ଗ ମରା ସରକାର l ଆଖି ଦୁର୍ଷିଆ କାମ ର ଆବଶ୍ୟକତା ଅଛି l

  • @chandipadapanda4707
    @chandipadapanda4707 10 วันที่ผ่านมา +2

    ଆଜ୍ଞା ,ସବୁ ଚୂଲୀ ମୁହଁ ପଶ୍ଚିମକୁ ,ଏହା ସତ।

  • @niranjanpanda8574
    @niranjanpanda8574 9 วันที่ผ่านมา

    Both Manmohan & Dharmendra are critical.

  • @sibasaktisatapathy7545
    @sibasaktisatapathy7545 10 วันที่ผ่านมา +3

    କ୍ଷମତା ମିଠା ର କରାମତି ଇଏ 🙏

  • @Tukunu7248
    @Tukunu7248 10 วันที่ผ่านมา +4

    Mohon nka 🎉 Manmohan , is rhe right ✅️ choice

  • @pranakrishnakanungo6597
    @pranakrishnakanungo6597 10 วันที่ผ่านมา +5

    ବିଜେପି ବର୍ତ୍ତମାନ ଖଡୁରୀ ଗଛ ପାଇଟିଚାଲାଣି ତାର ଅପଯଶ ବର୍ଣ୍ଣନା କରିହେବ ନାହିଁ 'ଯଦି ମୋହନ ସରକାର ସଚେତନ ନହୁଅନ୍ତି କାଲିକୁ ମୂଳ ପୋଛ ହୋଇଯିବ

  • @AswaniKumarmahapatra
    @AswaniKumarmahapatra 9 วันที่ผ่านมา

    Happy republic Day nabin sir

  • @abhayamishra3806
    @abhayamishra3806 9 วันที่ผ่านมา

    ଆଦିବାସୀ ସଂରକ୍ଷଣରେ ମୂଖ୍ୟମନ୍ତ୍ରୀ ହୋଇଥିବା ମୋହନ ବାବୁ ଜଣେ ଅପାରଗ ମୁଖ୍ୟମନ୍ତ୍ରୀ...... ଏ ଅପାରଗତା ଗୋଟେ ରାଜ୍ୟର ମୁଖ୍ୟମନ୍ତ୍ରୀଠାରୁ ଆଶା କରାଯାଇନପାରେ........ଏମିତି ଯଦି ଆଗକୁ ଚାଲିଲା, ଯେଉଁ ଜନତା ସୁନା ମୁକୁଟ ଦେଇ ପାରନ୍ତି, ସେଇ ଜନତା ଟିଣ ଥାଳି ବି ଧରାଇ ପାରନ୍ତି

  • @jagnnathbehera9001
    @jagnnathbehera9001 10 วันที่ผ่านมา +2

    Manmohan samal Best State President

  • @subashmishra5616
    @subashmishra5616 10 วันที่ผ่านมา +7

    ❤ମୋହନ ମୁଣ୍ଡରେ ପାଦ ଥାପି ମୋଦୀ ଓଡ଼ିଶାର ରତ୍ନ ଭଣ୍ଡାର ତଥା ଖଣିଜ ସମ୍ପଦ ଲୁଣ୍ଠନ ପାଇଁ ଯୋଜନା କରୁଛନ୍ତି ମୋଦୀ ସାଧୁ ସାବଧାନ ଜୟ ଜଗନ୍ନାଥ

    • @TigerDon420
      @TigerDon420 8 วันที่ผ่านมา

      Tu ta magia khali negative chinta kalu....chora sala...

  • @Dillip5331
    @Dillip5331 10 วันที่ผ่านมา +1

    Very nice analysis of BJP party 🙏

  • @chaitanyabariki810
    @chaitanyabariki810 10 วันที่ผ่านมา

    🎉🎉🎉🎉🎉🎉ମୋହନ ଭିଡ କୁ ନୁହନ୍ତି

  • @nrusinhacharangajendra2993
    @nrusinhacharangajendra2993 9 วันที่ผ่านมา

    ଏ ସବୁ କୁ କେନ୍ଦ୍ରୀୟ ନେତୃତ୍ୱ ଶାହା ଏବଂ ମୋଦି ନିଶ୍ଚୟ ଏକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ... ନୂଆ ନୂଆ ସରକାର କୁ ଆସିଛନ୍ତି ଓଡିଶା ବିଜେପି କୁ ଟିକେ ଅନୁଶାସନ କରିବେ କେନ୍ଦ୍ରୀୟ ନେତୃତ୍ୱ... ଆମେ ଆଶା କରିବା ଆଉ କିଛି ଦିନ ମଧ୍ୟ ରେ ଦଳ line କୁ ଆସିଯିବ

  • @budhanathmohapatra150
    @budhanathmohapatra150 10 วันที่ผ่านมา +1

    ବିଜେପି ରେ କେହି ଭଲ ନେତା ନାହାନ୍ତି , କାହିଁକି ନା ତାଙ୍କ ମନ୍ତ୍ରୀ ମଣ୍ଡଳ କୁ ଦେଖନ୍ତୁ, ଲୋକେ କହୁଛନ୍ତି ଏମାନେ ସତ ସତିକା ମନ୍ତ୍ରୀ ନୁହଁନ୍ତି, ଏମାନେ ଯାତ୍ରା ଦଳରେ ଅଭିନୟ କରୁଛନ୍ତି। ଏମାନେ ତୁରନ୍ତ ଭି କେ ପଣ୍ଡିଆନ ଙ୍କୁ ନିଜ ଦଳରେ ମିଶାଇ ଦଳର ସଭାପତି କରି ଦିଅନ୍ତୁ।

  • @reporterbibhuti4376
    @reporterbibhuti4376 9 วันที่ผ่านมา

    ସବୁଠାରେ ବିଜେପି ଦୁଇ ତିନି ଗୋଷ୍ଟୀ ମଧ୍ୟରେ ଚାଲିଛି କସରତ

  • @ravipatnaik79
    @ravipatnaik79 10 วันที่ผ่านมา +2

    Odisha BJP is not "Party with Difference"; it is "Party of Differences" ...

  • @ManmathnathSamantaray
    @ManmathnathSamantaray 10 วันที่ผ่านมา

    ଅପେକ୍ଷା କରାଯାଉ ଏବଂ ଦେଖନ୍ତୁ ବିଜେପି ବେଶୀ ଦିନ ତିଷ୍ଠି ପାରିବ ନାହିଁ l ଚାରିଆଡେ ଦଳ ମଧ୍ୟରେ ଅସନ୍ତୋଷ ନିଶ୍ଚୟ ବଢୁଛି l ଆହୁରି ବି ବଢିବ l

  • @jashobantapradhan7888
    @jashobantapradhan7888 8 วันที่ผ่านมา

    ପାର୍ଟି ଅଟଳଜୀ ଓ ଆଡଭାନୀଙ୍କ ଚିନ୍ତା ଧାରାଠାରୁ ଟିକିଏ ଦୂରେଇଛି ସମାଧାନ ହୋଇଯିବ

  • @peaceisprosperity3203
    @peaceisprosperity3203 10 วันที่ผ่านมา

    ସରକାର ର ବିଫଳତା ପାଇଁ ଧର୍ମେନ୍ଦ୍ର ବାବୁ ଙ୍କୁ ବଳି ଦିଆ ଯିବା ଠିକ ନୁହେଁ

  • @supriyasahoo4400
    @supriyasahoo4400 10 วันที่ผ่านมา +1

    Sir sabu new party re first vibration mode chale jauta ki BJP re hauchi kintu samaya purbaru silence habadarkar n hele --------- jaha haba parinam vhogibe

  • @baikunthabehera3971
    @baikunthabehera3971 10 วันที่ผ่านมา

    Good good very good🎉❤

  • @padarbindasamal4365
    @padarbindasamal4365 10 วันที่ผ่านมา +1

    If state BJP leaders do not believe in respecting Odisha's elected leaders and the people's expectations, they should wait and see what happens to them.

  • @SwayamSantosh4u
    @SwayamSantosh4u 10 วันที่ผ่านมา

    ଧର୍ମେନ୍ଦ୍ର ପ୍ରଧାନକୁ ଓଡ଼ିଶାରେ କେହି ପସନ୍ଦ କରୁନାହାନ୍ତି। ଭାଗ୍ୟ ଟାଣ ଆଉ କେନ୍ଦ୍ରରେ ସରକାର ଅଛି ତ ଠେଲିକି ନେଉଛି। ନଚେତ ସଂଗଠନ ଶୂନ। ମାତ୍ର ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନକୁ ଜାବୁଡ଼ିକି ଧରିଛି। ଦିଲ୍ଲୀରେ ରାଜନୀତି କରିବାର ଅଛି ଯଦି କର, ଓଡ଼ିଶାରେ କେହି ପଚାରିବେ ନାହିଁ

  • @santoshpurohit8540
    @santoshpurohit8540 10 วันที่ผ่านมา

    🙏... 👌.. Manasikta harei basuchanti...ki bhalia cadre party jana paduni....Nana katha 😔

  • @DivineEnergy0508
    @DivineEnergy0508 10 วันที่ผ่านมา

    ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖିଥିବା ବିଜେପି ନେତା ଙ୍କ ସବୁ କାରନାମା କେନ୍ଦ୍ର ପାଖରେ ପହଞ୍ଚିଥିବ ବୋଲି ମୋର ଆଶା😜

  • @sayanodisha9650
    @sayanodisha9650 10 วันที่ผ่านมา

    Oh h ki dukha😅😅

  • @mituprdhan2020
    @mituprdhan2020 10 วันที่ผ่านมา

    Jai shree jagannath Swami 🙏🏻🙏🏻🙏🏻🙏🏻

  • @motilaldash4645
    @motilaldash4645 5 วันที่ผ่านมา

    ସାର଼ ଆପଣ ବିଜେପି ରେ କେବେ ଜଏନ କର଼ଛନ୍ତି?

  • @rabindranarayanjena545
    @rabindranarayanjena545 9 วันที่ผ่านมา

    ଆପଣଙ୍କ ର ଏଭଳି ମନ୍ତବ୍ୟ ଗ୍ରହଣ୍ୟ ନୁହେଁ l

  • @bijayakumarsahu4945
    @bijayakumarsahu4945 10 วันที่ผ่านมา

    ସବୁ ନାଟର ଗୋବର୍ଧନ ଧର୍ମେନ୍ଦ୍ର ପଧାନ ଓଡିଶା ରୁ ବିଜେପି ବୁଡିବ

  • @baistnavcharansahu5336
    @baistnavcharansahu5336 10 วันที่ผ่านมา

    Sir,Pranam agami dinare aedlara abasta kichhi bhala dekha jaunahi sesare phula phutibani kadha hoirahijiba

  • @UpendraBehera-o1z
    @UpendraBehera-o1z 10 วันที่ผ่านมา

    ଜୟ ଜଗନ୍ନାଥ।

  • @adwaitchandrabeura6847
    @adwaitchandrabeura6847 10 วันที่ผ่านมา

    ବିଜେଡି ଶାସନରେ ଭାଜପା କେନ୍ଦ୍ରରୁ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଦେଇଥିଲେ କିନ୍ତୁ ତାଙ୍କର ବିଜେଡି ସମର୍ଥନ ଥିଲା ଏବେ ମଧ୍ଯ ଅଛି।ମେଣ୍ଟ ପାଇଁ ତାଙ୍କର ଇଛା ଥିଲା କେବଳ ମନମୋହନ ସାମଲ ହିଁ ଭାଜପା ଏକାକି ଲଢିବା ଏବଂ ବିଜୟୀ ହେବାପରେ ଭାଜପା ଅହଂକାରୀ ହୋଇ ଯାଇଛି।ଆଗକୁ କାହିଁ କିଛି ଭଲ ରାସ୍ତା ନାହିଁ ଥରେ ଓଡିଆଙ୍କୁ ପ୍ରତାରିତ କଲେ ଓଡିଶା କେବେ ବରଦାସ୍ତ କରିବ ନାହିଁ।

  • @bijoyketanacharya8921
    @bijoyketanacharya8921 10 วันที่ผ่านมา +1

    Joker Govt of Odisha.

  • @BabitaMishra-yx2hr
    @BabitaMishra-yx2hr 10 วันที่ผ่านมา

    ସାର୍ , ନମସ୍କାର । ଆପଣଙ୍କୁ କ'ଣ ବୁଝିପାରୁ ନାହାନ୍ତି କି ଇଏ ପା ଗୋଟେ ମେଣ୍ଟ ସରକାର । ଯିଏ ଯିଦ୍ ଧରିଥିଲେ ମେଣ୍ଟ ପାଇଁ ଇଏ ତାଙ୍କର ଷଡ଼ଯନ୍ତ୍ର । ଯେତେବେଳେ କେନ୍ଦ୍ର ରୁ ତଡା ଖାଇବେ ସେତେବେଳେ ଏହାର ସମାଧାନ ହେବ ।

  • @Aditya.aditya.
    @Aditya.aditya. 10 วันที่ผ่านมา

    ❤❤❤jay jagannath ❤❤❤

  • @bikashhati9155
    @bikashhati9155 10 วันที่ผ่านมา

    Nirat sat kath sir

  • @BijayketanPattnaik
    @BijayketanPattnaik 10 วันที่ผ่านมา

    Only solution Modi jee should drop Mr and Mrs should be given the chance in cabinet with portfolio of Mr

  • @GOVINDCHANDRABEHERA-b5n
    @GOVINDCHANDRABEHERA-b5n 10 วันที่ผ่านมา

    ନବୀନ ସାର୍ ଆପଣ ଧର୍ମେନ୍ଦ୍ର ଙ୍କୁ ଯେତେ ନୁନ୍ୟୁଁ କରି ଦେଖିଇଲେ ମଧ୍ୟ ଧର୍ମେନ୍ଦ୍ର ଙ୍କ ବିନା ଅନୁମତିରେ ଓଡ଼ିଶା ବଜେପି ପତ୍ର ମଧ୍ୟ ହଲିବ ନାହିଁ। କାରଣ ଅଜି BJP Odisha ରେ ଯେଉଁ ମହାଦ୍ରୁମ ରେ ପରିଣତ ହୋଇଛି ତାର ଶ୍ରେୟ କେବଳ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଯିବ।

  • @AnasuyaNayak-o6g
    @AnasuyaNayak-o6g 10 วันที่ผ่านมา

    🎉🙏

  • @NandaKishoreDas-j1x
    @NandaKishoreDas-j1x 9 วันที่ผ่านมา

    ଯଦି ମକୁ ବାବୁ ତାଙ୍କର ମନ୍ଦ ବୁଦ୍ଧିରେ ଲଗାମ୍ ନ ଲଗାନ୍ତି କିମ୍ବା ହାଇକମାଣ୍ଡ ତାଙ୍କୁ ଆୟତ୍ତରେ ନ ରଖନ୍ତି ତେବେ ଓଡ଼ିଶାର ବିଜେପି ବଳି ପଡ଼ିବା ଥୟ। ଓଡ଼ିଶାରେ ବିଜେପିର ପ୍ରଥମ ଶତ୍ରୁ ଧର୍ମେନ୍ଦ୍ର ପ୍ରଧାନ। ହାଇକମାଣ୍ଡଙ୍କୁ ନିଷ୍ପତ୍ତି ନେବାକୁ ହେବ ସେ ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ପାର୍ଟି କାହାକୁ ଗୁରୁତ୍ବ ଦେଉଛନ୍ତି।

  • @kapileswarsahoo7732
    @kapileswarsahoo7732 10 วันที่ผ่านมา +1

    Dharmendra. Babu. C M
    Hebaku Kahinki. Chestita.
    P M jannibe. Kebe ?Bisrunkla

  • @chinmayaprasadacharjya6935
    @chinmayaprasadacharjya6935 9 วันที่ผ่านมา

    Sir you are absolutely correct as I'm from berhampur as per information the new entertainer are trying to dominate the old party members as certain new outsiders are given chances o mandal president without the knowledge of old party members who have served the party without anamoly from the party may be this last chance for party to look into matter seriously otherwise they will fall apart like cards and people are loosing faith in this party ..

  • @bijaykumarsahu2677
    @bijaykumarsahu2677 10 วันที่ผ่านมา

    Dharmendra Pradhan Babu is working as Central Cabinet Minister for last ten years.He should not interfere in State Politics.Also Modiji should drive out from his Cabinet and include Aparajita Madam and Pradeep Panigrahi Babu.

  • @BishwaRanjanDas-wn1ru
    @BishwaRanjanDas-wn1ru 9 วันที่ผ่านมา

    ଧର୍ମେନ୍ଦ୍ର ବୁଡ଼ାଇ ବ ବିଜେପି କୁ

  • @UpendraDash-g3d
    @UpendraDash-g3d 8 วันที่ผ่านมา

    ମନମୋହନ ମଧ୍ୟରେ ମୋହନ ଅଛନ୍ତି ! ଢୋଲ ଭିତରେ ମୂଷା ଭର୍ତ୍ତି କରିବା ବିଜେପି ପାଇଁ ଶୁଭଙ୍କର ହେଇ ନ ପାରେ ! ଏଣୁ ହାତେ ମାପି ଚାଖଣ୍ଡେ ଚାଲିବା ନୀତି ଆପଣେଇଲେ ଦଳ ନିର୍ବିଘ୍ନରେ ଆଗକୁ ବଢିବ ।

  • @ajitkumarpanda6388
    @ajitkumarpanda6388 10 วันที่ผ่านมา

    Bjp ସଂଗଠନ ଦୁର୍ବଳ ହେଲେ କିଛି ଦିନ ମଧ୍ୟରେ ପଦ୍ମଫୁଲ ମଉଳି ଯିବ ଯଦି କିଏ ବା କଣ କରିପାରିବ,,,,, କପାଳ ରେ କେବଳ କର ମାରିବା ଛଡ଼ା ଆଉ କଣ କରି ପାରିବା,,,,,,

  • @hsinformationandvlogs8057
    @hsinformationandvlogs8057 8 วันที่ผ่านมา

    ଏ ଭଳି ଚାଲିଲେ bjp ଓଡିଶା ରେ ଭୁଶୁଡ଼ିବା ନିଶ୍ଚିତ

  • @biranchisahoo1365
    @biranchisahoo1365 9 วันที่ผ่านมา

    କେତେ ଭରସା ରଖି ଓଡ଼ିଆମାନେ ପ୍ରଥମ କରି ବିଜେପିକୁ ଶାସନ ଗାଦିରେ ବସାଇଥିଲେ। ଦୁର୍ଭାଗ୍ୟ ଘରେ ନ ପଶୁଣୁ ଚାଳ ବାଜିଲାଣି। ସମୟ ଅଛି, ବୁଝାମଣା କରି ଜିଲ୍ଲା ଓ ରାଜ୍ୟ ସଭାପତି ଚୟନ କରନ୍ତୁ। ଘର କଳି ବାହାରକୁ ନ ଆସୁ।

  • @Jagannath-oc9ht
    @Jagannath-oc9ht 10 วันที่ผ่านมา

    ଆପଣଙ୍କ ପରିପ୍ରକାଶ ରୁ ମୋ ମନ କହୁଛି ହାଇ କମାଣ୍ଡ ଅପରାଜିତା ଙ୍କୁ ଯଦୀ ରାଜ୍ୟ ସଭାପତି କରୀ ଦେବେ ବହୁତ ଭଲ ହୋଇଥାନ୍ତା ।ତାଙ୍କ ଗୋଷ୍ଠି ବିଷୟରେ କଣ ଜାଣିଛନ୍ତି କୁହନ୍ତୁ । 2. ସାଧାରଣ ତନ୍ତ୍ର ଦିବସ ପାଇଁ ଆପଣଙ୍କୁ ଶୁଭେଚ୍ଛା

  • @arucharanpradhan5502
    @arucharanpradhan5502 10 วันที่ผ่านมา

    ଆଜ୍ଞା ପ୍ରଣାମ, ରାଜନୀତି ଦଳ ଗୁଡ଼ିକ ଗୋଟିଏ ଗୋଟିଏ କୋ -ଅପରେଟିଭ ସଂସ୍ଥା ପରି। କଥାରେ କହନ୍ତି --କୋପୋରେଟିଭ୍ ସମସ୍ତଙ୍କର,ପ୍ଳାନ୍ ଯାର ତାର।ଦଳ ଭିତରେ ରହି ନିଜ ନିଜର ଆସନ ଲୋଭ ଓ ଟି ଆର୍ ପି ପାଇଁ ଚେଷ୍ଟିତ ରହୁଛନ୍ତି।

  • @madhusudanmohanty4293
    @madhusudanmohanty4293 10 วันที่ผ่านมา

    Deployment after retirement in las and ips level is not legitimate. It is totally illegal non judicial factor.

  • @prasantamohapatra7767
    @prasantamohapatra7767 10 วันที่ผ่านมา +1

    ଓଡିଶାର ଉନ୍ନତି ହେଉନି ବିଜେପି ଅମଳରେ, ଦୁର୍ନୀତି ଗ୍ରସ୍ତ ପୁରସ୍କୃତ ହେଉଛନ୍ତି କାରଣ ବିଜେପି ଦଳରେ ଦୁଇଜଣ କଳଙ୍କିତ ବ୍ୟକ୍ତିଙ୍କ ଯୋଗୁଁ, ସିଏ ହେଲେ ଧର୍ମେନ୍ଦ୍ର ଆଉ ଅମିତ ଶାହ l ମୋତେ କହିବେକି ସେଦିନ ଅମିତ ସାହା ଆଉ ପାଣ୍ଡିଆନ ଙ୍କ ମଧ୍ୟରେ କଣ ରୁଦ୍ଧଦ୍ୱାର ବୈଠକ ହୋଇଥିଲା? ମୁଁ କିନ୍ତୁ ଜାଣିଛି ଆଉ ଉପଯୁକ୍ତ ସମୟରେ ମୁଁ ନିଜେ ଏଇ commet section ରେ ଲେଖିବି l

    • @pratapchandrasamal2396
      @pratapchandrasamal2396 10 วันที่ผ่านมา

      ବନ୍ଧୁ, ଆପଣ ବି ସାମ୍ବାଦିକ ମାନଙ୍କ ଭଳିଆ କହିଲେଣି ଯେ ଉପଯୁକ୍ତ ସମୟରେ କହିବି। ଯଦି ଠିକ୍ କିଛି ଜାଣିଛନ୍ତି ପ୍ରକାଶ କରିବାରେ ଅସୁବିଧା କଣ ?? ଅନୁରୋଧ ସତ କଥା କୁହନ୍ତୁ।

    • @kanhurathkanhajayjagannath
      @kanhurathkanhajayjagannath 10 วันที่ผ่านมา

      କୁହନ୍ତୁ ଆମେ ଜାଣିବାକୁ ଇଚ୍ଛା କରୁଛୁ

    • @am9519
      @am9519 10 วันที่ผ่านมา

      ଖାଲି ଆପଣ ନୁହେଁ.. ଅଧିକାଂଶ intellectual ଏଇଟା ନିର୍ବାଚନ ଆଗରୁ ଜାଣିଛନ୍ତି ଯେ mr ପ୍ରଧାନ & 5t ଆପ୍ରାଣ ଉଦ୍ୟମ କରିଥିଲେ ମେଣ୍ଟ ପାଇଁ... ଯାଦୁ ମଲମ ସବୁ ଭଣ୍ଡୁର କରିଦେଲେ...

  • @AntaryamiKhamari-z2g
    @AntaryamiKhamari-z2g 10 วันที่ผ่านมา +1

    ଓଡିଶା ରେ ଯଦି ବିଜେପି ର ବହୁତ ନେତା ନମ୍ବର 1ହେବାକୁ ଚେଷ୍ଟା କଳେ ଦଳ କଂଗ୍ରେସ ଭଳିଆ ହେବ

  • @bishnucharnrana3282
    @bishnucharnrana3282 10 วันที่ผ่านมา +2

    ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ କନ୍ଦଳ ନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଠିକ୍ ଜାଣି ସାରିଲେଣି,ତେଣୁ ଆଗକୁ ସେ ଚାରି ପାଞ୍ଜିରୁ ଯିବେ ।