Education Minister Dharmendra Pradhan addresses gathering at BJP's Felicitation ceremony | KalingaTV
ฝัง
- เผยแพร่เมื่อ 8 ก.พ. 2025
- Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
TH-cam: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews
ସରକାର ଆସିବ ଜିବ ଆଗ ଲୋକଙ୍କ କାମ କର,ଏକ ନମ୍ବର ରାଜ୍ୟ କର
💯
JAGANNATHA BHARASA ODISHARA ..ODIA ASMITA BOLI LOKA VOTE DEICHHANTI
❤🎉🎉❤ Jay Jagannath Swami Dharmendra bhai namaskar bada bhai Jahan pahuncha Sabu bujhi paruchi Munmun Manmohan bhai ku namaskar Munmun bhai kichi kahu Dharmendra bhai Dharmendra hamen to Achu Manmohan bhai jaani chahie bahut cost price Jay Mata Jay Mata❤❤❤❤❤❤❤❤❤❤ bande Utkal Janani Janani Janani Janani Janani Janani Janani Janani Janani Janani Jay Shri Krishna Radhe Radhe
ଓଡ଼ିଶାର ପୂଜ୍ୟ ସ୍ପଦ୍ ମାନଙ୍କୁ ସମ୍ମାନ ପ୍ରଦାନ କରିବାବେଳେ ପକ୍ଷ ପା ତିତା କାହିଁକି ରହିଅଛି। ଏଠାରେ ହରେକୃଷ୍ଣ ମହତାବଙ୍କ ନେଇପା ରିଲ, ବିଜୁ ପଟ୍ଟନାୟକଙ୍କ ନାନେଇଥିଲେ ଇତିହାସ ଭୁଲ ହୋଇ ଯାଇ ଥାଆନ୍ତା।
ଅସ୍ମିତା ଭୋକ ଆଉ ନାହିଁ। ଅସ୍ମିତା ଅସ୍ମିତା କେତେ ଦିନ କହିବା, ଦରବୃଦ୍ଧି ପେଟ ଭୋକ ବଢାଇଲାଣି । କିଛି କରନ୍ତୁ।
BJD SARKAR RE SABU FREE MILUTHILA NA KANA😅😅😅
khidele pet pureni kari khile pet pure biva bashi din nob dmptir chhu hueni dash mash das din lage
କାହାନ୍ତି ଆମ କୋଟି ଓଡିଆଙ୍କ ମଉଡ ମଣୀ ପ୍ରଭୁ ଶ୍ରୀ ଜଗନ୍ନାଥ ଆଉ କାହିଁ ଏ ମୋହନ ବାବୁ, କାହାନ୍ତି ଆମ ବଳିୟାର ଭୁଜ ବଡ଼ ଠାକୁର ଶ୍ରୀ ବଳଭଦ୍ର ଆଉ କାହିଁ ଏ କନକ ବର୍ଦ୍ଧନ ସିଂହଦେଓ,କାହାନ୍ତି ଆମ ମମତାମୟୀ ମାତା ସୁଭଦ୍ରା ଆଉ କାହିଁ ଏ ପ୍ରଭାତୀ ଅପା.....ଖବରଦାର ଯଦି ଆମ ପ୍ରଭୁ ଙ୍କ ସହିତ ଏମାନଙ୍କୁ ତୁଳନା କରିବ। କୋଟି ଓଡିଆଙ୍କ ହୃଦୟ ରେ ଅଛନ୍ତି ଆମ ପ୍ରଭୁ କିନ୍ତୁ ଏମାନେ ନୁହଁ। ଓଡ଼ିଆ ଅସ୍ମିତା ଓଡ଼ିଆ ଅସ୍ମିତା କହିଦେଲେ ହେବନି... ସଠିକ୍ ସ୍ଥାନରେ ତାକୁ ବ୍ୟବହାର କରି ଶିଖ। କୁଆଡୁ ଚାଲିଆସିଲେ କେଜାଣି କାହା ସହିତ କାହାକୁ ତୁଳନା କରାଯାଏ ବି ଜଣାନାହିଁ।🤬🤬🤬🤬🤬😡😡😡😡😡😡😡😡😡😡😡😡😡😡🤬🤬🤬🤬🤬🤬🤬🤬🤬😡😡😡😡😡🤬🤬🤬😡🤬😡🤬😡🤬😡🤬😡🤬😡😡😡🤬🤬🤬
ଭାଷଣ ରେ କିଛି ହବନି କାମ କର ଲୋକଙ୍କ ପାଖ କୁ ଯାଅ.Junior teacher କେବେ appointment ଦେବ
ଭାଇ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଙ୍କୁ କୌଣସି ନେତା ଙ୍କ ସହିତ ତୁଳନା କର ନାହିଁ
ରାଜନୀତି ଓ ଧର୍ମ ନୀତି ଏକା ସାଙ୍ଗରେ ଚାଲେ ନାହିଁ ଜନତା କୁ ଠକି ପାରିବେ ନାହିଁ
କେବଳ ଭାଷଣ ଦେଉଛ JUNIOR TEACHER କୁ ଶୀଘ୍ର Appointment ଦିଅ, ଆଉ ଦର୍ଯ୍ୟ ନାହିଁ l
Right 👍👍👍👍👍👍👍
2029 congress coming odisha
Bijuli bill kebe free heba
ଦର ବୃଦ୍ଧିକୁ କୁ ନେଇ ଲୋକ ମାନେ ହଇରାନ୍ ହଉଛନ୍ତି ଟିକେ ଧ୍ୟାନ ଦିଅନ୍ତୁ ବୋଲି ମୋର ବିଶ୍ବାସ ଓ କାମନା କରୁଛି
Dhajya dhara bhaii
300 unti bijuli free
ଆମ ଓଡ଼ିଆ ଅସ୍ମିତା କୁଆଡେ ଗଲା
Right
Gujrat
ଓଡ଼ିଆ ଆବେଗକୁ ସମ୍ମାନ ଦେବାକୁ ଯାଇ ମାନନୀୟ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓଡ଼ିଆ ଅସ୍ମିତା ଓ ତାମିଲ ଅସ୍ମିତା ପରି ବିଖଣ୍ଡିତ ଭାରତର ଅର୍ଘ୍ୟ ଢାଳି ଦୋଗଲା ପଣିଆ ର ପରିଚୟ ଦେଇଥିବାରୁ ଜଣେ ଭାରତୀୟ ଓଡ଼ିଆ ପାଇଁ ଏହା ଗର୍ବର ନୁହେଁ।
NET exam dei thiba pila nka vabisya katha kahileni
ପାଳ ଖାଆନ୍ତୁ ମୋର କିଛି ଯାଏ ଆସେ ନାହିଁ
Say something about NEET question paper scam....😂
NEET exam katha manapadilani bodhe🎉🎉🎉bahut bhala loka jaba
କାମ କରି ଜନତାଙ୍କ ଦିଲକୁ ଜିତନ୍ତୁ ଗରିବଙ୍କୁ ସହଯୋଗ କରନ୍ତୁ ଭଟ ସମୟ ରେ ବିନା ରିସ ବତ ରେ ବହୁତ ଭଟ ପାଅ ନ୍ତୁ jai ଜଗନ୍ନାଥ
ଆରେ ଇଏ ସେଇ ଲୋକ ନା ଯିଏ କହିଥିଲେ ବିଜେପି ସରକାର କୁ ଆସିଲେ ବାର୍ଦ୍ଧକ୍ୟ ଭତା 3000 ହେବ ବୋଲି
NEET ର ପଇସା ଆସି ନାହିଁ ସମୟ କୁ ଅପେକ୍ଷା କରନ୍ତୁ
Hm Bhai aau bijuli bil 300 unit chhad heba bali kahithila
Hnn
Neet କଥା କୁହା ଟିକେ
ଲାଜ ଲାଗୁନି
Manmohan bhai jindabad
Jai sri ram /priya dharmendra Pradhan. Ji apanku Antarik subhechha.
Neet katha kuha
Sara bharata re chhatra andolan tejilani
ଭାଇ ସାଢେ଼ ଚାରି କୋଟି ଲୋକ ଭୋଟ ଦେଇ ନାହାଁନ୍ତି. ଆପଣ ଙ୍କ ଭାଷଣ ରୁ ମନେ ହେଉଛି ବୋଧେ କେହି ବିରୋଧ ନାହାଁନ୍ତି.
ଶଳା ଲକ୍ଷ୍ୟାଧିକ ଛାତ୍ରଙ୍କ ଜୀବନ ସହିତ ଖେଳି ସରିବ ପରେ ତତେ ଟିକେ ବି ଲାଜ ଲାଗୁନି ।ହଁ ଚୋରଙ୍କ ମୁଂହରେ ଲାଜବ ଥାଏ କେଉଁଠି? ପଇସା ପାଇଁ ତୁ ଏତେ ତଳକୁ ଖସି ଗଲୁ । ଏ ପର୍ଯ୍ୟନ୍ତ ଇସ୍ତଫା ଦେଇନୁ କାହିଁକି ?
NEET bisoyore tk kuho
300 unti free electric bill kani
Jumla thila କାହିଁକି ଲଜ୍ଜ୍ୟା କରୁଛ ବା
EDUCATION RE. KEMITI AMARA ODISHA AGAKU JIBA TAHA KARANTU 🎉🎉🎉
କାମ କର, ଭାଷଣ ଦରକାର ନାହିଁ
କାମ କର ଭାଷଣ ଦରକାର ନାହିଁ
କଳାକାର ମାନଙ୍କ ପାଇଁ ଭତ୍ତା ବୃଦ୍ଧି ପାଇଁ ଅନୁରୋଧ କରୁଛି,,, ଆପଣ ରାଜନଗର ନିର୍ବାଚନ ମଣ୍ଡଳୀ କୁ ଆସି ଦେଖି ଯିବାକୁ ଅନୁରୋଧ କରୁଛି ଏହି ରାଜନଗର ବ୍ଲକ ଆଜିବି ଅଫିସର ମାନେ ତାଙ୍କର ରାଜ କରିବାରେ ମଧ୍ୟ ଉଦ୍ୟେମ୍ ଚାଲୁ ରଖିଛନ୍ତି।
NEET ଘୋଟାଲା ର master Mind ଧର୍ମେନ୍ଦ୍ର ପ୍ରଧାନ ଡକାୟତ ଚୋର
ଜୟ ଶ୍ରୀ ରାମ 🙏🙏🙏
Dropadi prabhati parida ku srikrushna Samir das bastra haranaru Rakhta karichanti 7:33
Marvelous & splendid speach by SJ Dharmendra bhai
Dharmendra great
Tu dekhuchi tautar 🎉 11:03
ମୁକୁ ଭାଇ ଆପଣଙ୍କ ଗୋଟେ ପଦ କଥା ମୋ ମନ କୁ ଖୁସି କଲା ଯେ ମୋ ପ୍ରଭୁ ଜଗନ୍ନାଥ ଙ୍କୁ ସମର୍ପିତ କରିଥିବାରୁ,। ତାଙ୍କ ଇଚ୍ଛା ବିନା କେହି ବି କାହାର ଡ୍ୟାସ କରି ପାରିବେନି. ତୁମର ଭାଷଣ କୁ ଗ୍ରହଣ କଲି ଓ ଖୁସି ଯେ ପୂର୍ବ ସୁରୀ ମାନଙ୍କ ନାମ ନେଇଥିବାରୁ
Neet exam ରୁ କେତେ ମାରିଲା ଓଡ଼ିଶା ବାସୀ ଜାଣିବାକୁ ଚାହୁଁଛନ୍ତି
300 unit Electricity
Kanak news
Bahut bahut ଅନୁରୋଧ କରାଯାଉଛି ଯେ
ଓଡ଼ିଶାରେ ଓଡ଼ିଆ ଭାଷାରେ ଯେକୌଣସି subject ରେ ଯେପରିକି history,politics science,philosophy, geography,education
ରେ ଓଡ଼ିଆ ଭାଷାରେ ପଢା ଯାଉ
ଯାହାଦ୍ୱାରା ଓଡିଆ ଭାଷା ରେ
ପଢିବାକୁ ଇଛା କରୁଥିବା ଛାତ୍ରଛାତ୍ରୀ ମାନେ ନିଜ ମାତୃଭାଷା ରେ collage , posts graduation, University re patha padhi ପାରିବେ
ଅନୁରୋଧ କନକ ଟିଭି
ମୋ ବିଚାର କୁ ଦୟାକରି mukhyamantri ପାଖକୁ pathanku
ଓଡ଼ିଶାରେ ଓଡ଼ିଆ ଭାଷାରେ collage posts graduation University re odia re history politics science philosophy geography education Sabu subject Odia re patha jauanuradha Kanak news 🙏🙏🙏
Excellent lectures 🎉🎉
bejuli 300 unit kebe pradhan babu?
Au puri jibeni Tama tini bhai bhauni nku ta dekhile au jibanti dhannya hoi gala
ହରେକୃଷ୍ଣ ମହତାବଙ୍କ ନାଁ ଟି ନେଲେ ଓଡ଼ିଆ ଅସ୍ମିତା ରେ ବିଜୁବାବୁଙ୍କ ନାଁଟି ହଜିଯାଇଛି ଏହା ହିଁ ଆଚରଣ ଉଚ୍ଚାରଣ। ଏହା ନିଃସନ୍ଦେହ ଓଡ଼ିଆ।
ଅଧିକ ଗପ ମାର ନି କାମ କର
Neet neet chora maghi😊
Bala minister Dharmendra ji
🙏🌼🙏 ଜୟ ଜଗନ୍ନାଥ ସ୍ଵାମୀ କି ଜୟ 🎉❤🎉
Odia asmita kuade gala 300unit bijuli chada kebe haba
4.5ଲକ୍ଷ ଛାତ୍ର ଛାତ୍ରୀ ସହିତ ଖେଳ ?
NEET ଘୋଟାଲା ର ମହାନାୟକ ଭାବେ ଆପଣ ସବୁଦିନ ପାଇଁ ମନେରହିବେ
Please take care of Nitish Kumar
ଧମେଧର,ବିଜେପିରୁ,ଗଲେ,ବିଜେପି,ଭଲରେଚାଲିବ,
Ragile kan heba.vote dei Sambalpur basi jitaichhanti jetebele 5 years wait kari tanka chehera dekheibaku padiba.white colour ku se tanka bhasana re aahuri white karidebe.
ମୋଦୀ ସରକାର ଙ୍କ ଦ୍ଵାରା 10 ଟି ଇସ୍ତାହାର ପ୍ରକାଶ କରିଥିଲେ କଳାକାର ଭତ୍ତା ବୃଦ୍ଧି ପାଇଁ ଅନୁରୋଧ କରୁଛି।
Pandu daba
Emitia minister mananka pai odisha gariba katha kuha kapila neet pilanka future spoil karuchi chora ta
Bjp sarkar katha adhika kama kam
କିଛିକହିଲନି ଯାହା ନିର୍ବାଚନ ପ୍ରତିଶ୍ରୁତି ଥିଲା ଓଡ଼ିଶାରୁ ମଦ କେଵେ ହଟିବ ,
ଏ ଢେଙ୍କl ନlଳିଆ କୀରା ବୋଲୁଛି
Biju Patnaik kn kichi karinahanti sabu ta bjp karuchi re bhai
SIR, NEET BISAYARE KICHI KUHANTU, TU - KAHIBU
Dharama bhai tike Neet,Net katha kuha.Lajya paguni
First resign diyo education minister ru. Petrol hike control kariparilani tapare education bhi sambhali parilani
ତୋ ଗର୍ଵ ତୋତେ ଖାଇବ
Ebe jiti galani , ethara ta tk volume kam kara .. Election samaya re gahali karu thila thik achi . kintu ebe au gahali kariki odisha basi nku kala kariba na kan ..😂😂
Education chora....first petrol chora then education.
300 ୟୁନିଟ ବିଜୁଳି ଫ୍ରୀ କେବେ
bhasonore goribopetopuriboni😮63borsohela 522,35acrjomi hodopkorichi jkpm rgda😮govtyojana miluni chakirinahi kemithi milibo mandia jurum jaibjp😢😮😅
Dharmendra sir pls come back be our chief minister. ❤
ଶଳା ଦଲାଲ,
ସାମଲ ଵାଵୁ ଟିକିଏ ଚେଶେଟା କର ଦଳ ଜାତିଲା ତମେ କିପରି ଚିପିମିନିଷଟର ହେବ ତମର ଜିଦ ଆଜି ଏମାନଙ୍କୁ ଭାଷଣ ଦେବା ରସୁଜଗ ଦେଉଛି
Ab ki bar dharmedhar Pradhan 💪💯
ଭାରତ ମାତାକି ଜୟ ଜୟ ଜଗନ୍ନାଥ
Thanks for tips
Plz. Do something for Odisha don't shout. U r not a GOOD person. All r good .plz
Widrow from BJP.
Regular jts ku karajau
lJay Jagannath🙏 Jay Nila Madhab🙏Omm🕉️Jay BJP🙏Jay Modi ji🙏Jay Yogi ji🙏Jay ABVP🙏Proud of Odisha central union education minister Ujjala man, Dharmaraj,Dharmavir Shri Dharmendra Pradhan.SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR.(GPHKBG)
ଜୟ ଜଗନ୍ନାଥ ପଂଚାୟତ ରେ ବସୁଧା ଓଭର ହେଡ ପାଣି ଟାଙ୍କି କଲେ କଣ ହେବ ଚାଳକ କୁ ଦରମା ଦିୟ ସେ କଣ କାମ କରୁନି ତାର କଣ ବଞ୍ଚିବ ଅଧିକାର ନାହଁ ମାସକୁ ମାତ୍ର ଟ ୨୦୦୦ ଙ୍କା କଣ ଏଇଟା ସାର ଆମର ଦୁଃଖ ଟିକିଏ ବୁଝ ?
ଚୋର ବଦମାସ୍ ଅଫିସର କୁ ଚଞ୍ଚଳ ବିଦାୟ
ଦିଆଯାଉ
Sade neet au bhu exam pila rastre basichnti babu athi asi bhasana dauchnti parliament re kichi khunhanti👍🏻👍🏻odisha lokanku manibaku padiba asmita talu bahruchi
ଓଡ଼ିଶା ରେ PM sri Achool ଲାଗୁ କର
ବିଜୁ ପଟ୍ଟନାୟକ ନା କହିଲେ କଣ ଅସୁବିଧା ହେଇଥାନ୍ତା
#justice of net exam student
Neet scam upare kama karo😂
Spoiling the name and fame of Odisha which was build by Naveen Pattnaik.
Jai siri ram bhuligala bnsheba
ଶୁଣନବିନବାବୁଆଉତମକୁଜିନେତାଦଳଭାଷଣଦେଇଜାଣିଚଶୁଣୀଶିଖ୨୪ ବର୍ଷରେଏମିତିପଦେଶୁଣିନଥିଲୁଖାଲିମାରିଖାଇବାଶୁଣୁଥିଲୁଆଉବଜେଡିଜିନ୍ଧେକେଆତାନେହି
Jay jagannath swami
🙏🙏🙏
Odia asmita Hela Ashwini vaishnav Kendra mantri Heba ,Manoj Ahuja chief secretary hoichhanti a odia asmita
modiguaranty😢nethabhasono 😂77borsohela swathonthro kaharipai😮63borsohelajkpm rgda522,35acrjomi hodopkorichi😢nethanku dekhajavuni😂adivasi😊adivasi😮adivasi jaibjp😊
Dharmendra babu Odisha BJP ra jane patha pradarsaka 🙏
Tame Mane kete thar sava Karucha
Where is Pradeep Panigrahi?
Dharmendra Pradhan badalare Sambit Patra nku Education minister karithile bhala heithanta
Very good 👍
Nan accused for NEET scam 😡😡😡😡😡😡
Jai Neet
3000 kebe daba sei katha kuha
ରତ୍ନ ଭଣ୍ଡାର କେବେ ଖୋଲା ହେବ,
Reneet.......
E Ashwini Baishnav ku Odia loka nka mundare kn pain laducha ??? Se kemiti Odia hela.... Tahele Dharmendra Pradhan ta Bihari... karana se Bihar ru Rajya sabha ku jai Minister heithila last time..... setebele Dharmendra Pradhan Odisha ru Mantri.... au sei logic re Ashwini Baishnav Rajasthan ru Mantri..... Taku Odia Mantri kahiba band karantu