Sri Jagannath Astakam by Pandit Suryanarayan Rathasharma | ଶ୍ରୀ ଜଗନ୍ନାଥ ଅଷ୍ଟକମ୍ | Sidharth Music
ฝัง
- เผยแพร่เมื่อ 23 ส.ค. 2024
- Album : Paatha Ratnam
Album No : JE - 766
Singer: Pandit Surya Narayan Rathsharma
Lyrics : Pandit Sadashiba Rathsharma
Music : Pandit Surya Narayan Rathsharma
Music Label : Sidharth Music
---------------------------------------------------
Watch & Subscribe to our other TH-cam Channels:
👉 Sidharth Bhakti : / sidharthbhakti
👉 Sidharth Music: / sidharthmusic
👉 Sidharth TV : / sidharthtv
👉 Namita Agrawal : / namitaagrawal
-----------------------------------------------------
Enjoy & stay connected with us!
👉 Like us on Facebook : / sidharthbhaktiodia
-----------------------------------------------------
#OdiaBhaktidhara #SidharthMusic #SidharthBhakti #SidharthTV #NamitaAgrawal #SitaramAgrawal
कदाचित् कालिन्दी तट विपिन सङ्गीत तरलो
मुदाभीरी नारी वदन कमला स्वाद मधुपः
रमा शम्भु ब्रह्मामरपति गणेशार्चित पदो
जगन्नाथः स्वामी नयन पथ गामी भवतु मे ॥१॥
भुजे सव्ये वेणुं शिरसि शिखिपिच्छं कटितटे
दुकूलं नेत्रान्ते सहचर-कटाक्षं विदधते ।
सदा श्रीमद्-वृन्दावन-वसति-लीला-परिचयो
जगन्नाथः स्वामी नयन-पथ-गामी भवतु मे ॥२॥
महाम्भोधेस्तीरे कनक रुचिरे नील शिखरे
वसन् प्रासादान्तः सहज बलभद्रेण बलिना ।
सुभद्रा मध्यस्थः सकलसुर सेवावसरदो
जगन्नाथः स्वामी नयन-पथ-गामी भवतु मे ॥३॥
कृपा पारावारः सजल जलद श्रेणिरुचिरो
रमा वाणी रामः स्फुरद् अमल पङ्केरुहमुखः ।
सुरेन्द्रैर् आराध्यः श्रुतिगण शिखा गीत चरितो
जगन्नाथः स्वामी नयन पथ गामी भवतु मे ॥४॥
रथारूढो गच्छन् पथि मिलित भूदेव पटलैः
स्तुति प्रादुर्भावम् प्रतिपदमुपाकर्ण्य सदयः ।
दया सिन्धुर्बन्धुः सकल जगतां सिन्धु सुतया
जगन्नाथः स्वामी नयन पथ गामी भवतु मे ॥५॥
परंब्रह्मापीड़ः कुवलय-दलोत्फुल्ल-नयनो
निवासी नीलाद्रौ निहित-चरणोऽनन्त-शिरसि ।
रसानन्दी राधा-सरस-वपुरालिङ्गन-सुखो
जगन्नाथः स्वामी नयन-पथगामी भवतु मे ॥६॥
न वै याचे राज्यं न च कनक माणिक्य विभवं
न याचेऽहं रम्यां सकल जन काम्यां वरवधूम् ।
सदा काले काले प्रमथ पतिना गीतचरितो
जगन्नाथः स्वामी नयन पथ गामी भवतु मे ॥७॥
हर त्वं संसारं द्रुततरम् असारं सुरपते
हर त्वं पापानां विततिम् अपरां यादवपते ।
अहो दीनेऽनाथे निहित चरणो निश्चितमिदं
जगन्नाथः स्वामी नयन पथ गामी भवतु मे ॥८॥
जगन्नाथाष्टकं पुन्यं यः पठेत् प्रयतः शुचिः ।
सर्वपाप विशुद्धात्मा विष्णुलोकं स गच्छति ॥९॥
॥ इति श्रीमत् शंकराचार्यविरचितं जगन्नाथाष्टकं संपूर्णम् ॥
ଉଚିତ ମାର୍ଗରେ ପାଦପଡୁ ମୋ'ର ନଥିବ ପାପର କର୍ମ,,, ତୁମ ନାମ ଧରି ବାଟ ଚାଲୁଥିଲେ ଜୀବନ ହେବ ମୋ ଧନ୍ୟ,,🛐🛐🛐
Jay Jagannath
Wha bhadia🙏👏
ସବୁ ତୁମ ଇଛା ପ୍ରଭୁ ଜଗନ୍ନାଥ ❤
😢 ଭାବିବାକୁ ତୁମ ମୂରତି ମୋ କ୍ଷୁଦ୍ର ହୃଦୟରେ ନାହିଁ ବାଟ,,ଦୂରୁ ଶ୍ରୀଚରଣେ ଅର୍ପଣ କରୁଛି ଘେନ ହେ ବିଶ୍ଵ ସମ୍ରାଟ,,,🛐🛐🛐
ହେ ମଣିମା ....🙏🙏 କିଛି ମାଗିଲା ବେଳେ ବାଷ୍ପରୁଦ୍ଧ ହେଇଯାଉଛି ,ତଣ୍ଟି ଶୁଖିଯାଉଛି ,ଆଖିରୁ ଲୋତକ ଝରିପଡୁଛି ...ହେ ଅନ୍ତର୍ଯ୍ୟାମୀ ଭକ୍ତବତ୍ସଳ ଆଶା କରେ ମନର ବ୍ୟଥାକୁ ବୁଝିବ 🙏
ପ୍ରତି ଓଡ଼ିଆ ଏଇ ମନ୍ତ୍ର କୁ ଶୁଣି ,,,,,, ନିଜକୁ ଗର୍ବିତ କରୁଥିବେ,,, ସେ ଭାଗ୍ୟ ମୋର ଅଛି
ଏହା ମନ୍ତ୍ର ନୁହେଁ 😂😂
Ae Hauchi Astkam Mane Stuti
ଓଁ ନମୋ ଭଗବତେ ବାସୁଦେବାୟ ନମଃ,,, ଓଁ ନମୋ ଭଗବତେ ବାସୁଦେବାୟ ନମଃ,,, ଓଁ ନମୋ ଭଗବତେ ବାସୁଦେବାୟ ନମଃ,,,🛐🛐🛐
Jay jagannath
Jaya Jagannath 🙏
ହେ ମହାବାହୁ ତୁମ ଚରଣ ରେ କୋଟି କୋଟି ପ୍ରଣାମ ହେ ମଣିମା ଶୁଣିମା ହେଉ ହେ 🙏🙏🙏🙏😭❤❤ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏😭😭😭😭
🙏🙏1
ହେ ମହାପ୍ରଭୁ 🛐 ଜଣା ଅଜଣା ରେ ଯେଉଁ ଭୁଲ୍ କରିଛି , କୃତାଞ୍ଜଳୀପଟରେ କ୍ଷମା ଭିକ୍ଷା କରୁଛି ମଣିମା 🛐 ତୁମ ଶ୍ରୀଚରଣରେ ଶରଣପଶୁଛି ପ୍ରଭୁ,, ରକ୍ଷା କର,, ରକ୍ଷାକର,, ରକ୍ଷାକର,, ନାରାୟଣ 🛐 ଓଁ ଶରଣଂ ମମଃ 🛐🛐🛐
ହେ ମହାବାହୁ ଆପଣଙ୍କ ପାଦ ପଦ୍ମରେ ଅନନ୍ତ କୋଟି କୋଟି ଦଣ୍ଡବତ ମଣିମା
Jay Jagannath kutti kutti pranam
ଅନନ୍ତ କୋଟି ବ୍ରହ୍ମାଣ୍ତ ର ମଣିମା ଙ୍କୁ ମୋର କୋଟି କୋଟି ପଣାମ।
@@kumarnareshbaral3091p a
ଓଁ ନମୋ ଭଗବତେ ବାସୁଦେବାୟ ନମଃ 🕉️🤲 💐🏵️🌹🥀🌷🌿🌿🛐🛐🛐
@@kumarnareshbaral3091😊pop
ହେ ମହାପ୍ରଭୁ 🛐 ତୁମ ଭଲ ପାଇବାଟା କ'ଣ ଏତେ ଯନ୍ତ୍ରଣା ଦାୟକ,,???
😢 ଦୁଃଖ ଶୁଣିବ କି ନା ହେ ମଣିମା,,, ଦୁଃଖି କାନ୍ଦେ ବଡ଼ଦାଣ୍ଡ ରେ ଅନା ହେ ମଣିମା,,, ଦୁଃଖି କାନ୍ଦେ ସିଂହ ଦୁଆରେ ଅନା ହେ ମଣିମା,,, ଦୁଃଖ ଶୁଣିବ କି ନା ହେ ମଣିମା,,,, 🛐🛐🛐
Jay Jagannath 🚩🚩🚩
ଜୟ ଶ୍ରୀ ଜଗନ୍ନାଥ 🚩🙏🕉️🛐
ହେ ପ୍ରଭୁ ହେ ଜଗତ ର ନାଥ ଜଗନ୍ନାଥ ଏ ସଂସାର ର ମଙ୍ଗଳ ହେଉ ବିଶ୍ଵ ରେ ସୁଖ ଶାନ୍ତି ବିରାଜ ମାନ ହେଉ।।। ତୁମେ ଅଗତି ର ଗତି ❤🙏
ହୃଦୟ ସ୍ପର୍ଶ କରି ଆତ୍ମା ଦିବ୍ୟ ଆନନ୍ଦରେ ରସପ୍ଲୁତ ।ପୂଜ୍ୟ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥ ଶର୍ମା ମହୋଦୟ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କୃପା ପ୍ରାପ୍ତ ଅନନ୍ୟ ଭକ୍ତ । କୋଟି ଦଣ୍ଡବତ ପ୍ରଣାମ। ଜୟ ଜଗନ୍ନାଥ।
ସତ୍ୟରେ ନୃସିଂହ , ତ୍ରେତୟାରେ ରାମ ଦ୍ଵାପରେ ନନ୍ଦ ନନ୍ଦନ ,,କଳିଯୁଗେ ତୁମେ ଗଉର ସୁନ୍ଦର ପ୍ରଚାରିଲ ହରିନାମ ,,, ହରେକୃଷ୍ଣ ହରେରାମ ,, ହରେକୃଷ୍ଣ ହରେରାମ ,,,🛐🛐🛐
"jai JAGANNATH swami Nayana patha gami bhaba tume"♥️♥️♥️🙏🙏🙏♥️♥️♥️🚩🚩🚩
"bhaba tume" nuhe aagyan "..bhabatu me"
"ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ"
ଧନ୍ୟ ତୁମେ ପଣ୍ଡିତେ ସୂର୍ଯ୍ୟ ନାରାୟଣ ରଥସର୍ମା ଧନ୍ୟ ଧନ୍ୟ ହେ
Maha prabhu Jagannath Namaskar.This Jagannath Astakam is my most favourite song.
Great
ଓଁ ନମୋ ନାରାୟଣ ଶରଣଂ ମମଃ 🛐🛐🛐
ଓଁ ନମାମି 🚩 ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🛐🛐🛐
Jayjagannath
ShreRadhaRadha
ଆତ୍ମାକୁ ତୃପ୍ତି କରିଦେଉଛି ♥️♥️🙏🙏
Very good.PRANAM.JAY JAGNNATH.
Jay jagannath🙏🙏🙏
Jay Jagannath Swami Nayan pathagami bhaba tume.
Jay Jagannath Swami Nayana patha gami bhaba tume
Jay Jagannath
Jay jagannath Swami 🙏🙏🙏🙏
Jagannath Swami Nayana Patha Gami Bhaba Tume🙏🙏🙏
He Prabhu Jagatara Natha Jagannatha Prabhu he , sankata nasa Kara Prabhu he , bipada nasa Kara Prabhu he , Ashirbada Kara Prabhu he , He Prabhu ANTARYAMI mo upare thiba se bipada ku sampurna adei Dia Prabhu he he Karuna Sindhu mote Karuna Kara Prabhu he , he Prabhu mote rakhya kara Prabhu he mote daya kara Prabhu he Dina Bandhu mote udhara kara Prabhu he mo upare se bipada kebe bi anibani Prabhu he mo upare se sankata kebe bi anibani Prabhu he . Omm maa lo maa .
କି ମଧୁର କଣ୍ଠସ୍ବର 🙏🙏🙏
ଜୟ ମହାବାହୁ,ତୁମେ ପରଂବ୍ରହ୍ମ,ତୁମ୍ଭ ଚରଣରେ କୋଟି କୋଟି ପ୍ରଣାମ।
Jay shree jagannath ❤🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🛕🛕🛕🙏🛐🕉️ ଜଗତର ନାଥ ଜଗନ୍ନାଥ ସ୍ବାମୀ ଆପଣଙ୍କ ପାଖରେ ମୋରେ କେଟି କେଟି ଦଣ୍ଡ ଵତ
Jay shree jagannath 🙏🙏
Jagannath padesaranam Jagannath swami natanayanapathagamibhabatume
He pravu jagannath jagatara natha tuma charana tale eai jibana samarpita.Rakhy kara mahaprabu
ହେ ପ୍ରଭୁ ଆପଣଙ୍କ ପାଦ ପଦ୍ମରେ କୋଟି କୋଟି ପ୍ରଣାମ ପ୍ରଭୁ 🌹🙏🌹🙏🌹, ଜୟ ଶ୍ରୀଜଗନ୍ନାଥ 🌹🙏🌹🙏🌹
🙏Jay jagannath swami Nayan pathagami vaba tume 🙏🌸🏵️🌸🌹🌸🏵️🌸🌹🌸🏵️🌸🌹❣️❣️❣️
JAY SHREE RADHE KRISHNA NAMAH🙏🙏🙏🙏🙏🙏🙏🙏🙏🙏
🙏 ଜୟ ଶ୍ରୀଜଗନ୍ନାଥ 🙏
he manima apanankar sri payare sastanga dandabatta prabhu ,ehi astakam sunile mana prana sabu shanti lagiba sahita apankara sri charana chhada au kichhi mana chahunahi prabhu.... Astakam jeun sundar bhabare Bola hoichhi bodhe au kehi bolile seta manamugdha hoi pari na thanta
Maharaj Apana'nku Koti'koti Pranam Ki Swara Apana'nkara Kanare Sunila Belaku Amruta Pari Laguchhi.....Jay Shree Jagannath
🙏🌹 Jai shree Jagannath Koti koti pranam 🙏🙏🙏🙏🙏🌹
Jay jagannath 🙏🙏🙏🙏
❤🙏🌸🌺💚💛🍎🌷jai jagnath ji blade ji subhadra mai 🌷🍎💛💚🌺🌸🙏
Jayjagannathswamikijayho
Jayjagannathsaran
Jay jay jay Jagannath pravu
nayana pathagami vaba tume.#####$$$#####
Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ତ୍ରାହି ତ୍ରାହି ମହାବାହୁ 🙏🙏🙏
JAY SHREE RADHE KRISHNA NAMAH🙏🙏🙏🙏🙏🙏🙏🙏 0:23
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
ମଣିମା ଅଖିଳ ବ୍ରହ୍ମାଣ୍ତ ନାୟକ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ।।🙏🙏🙏🙏🙏
Jayjagannathsaran❤❤❤❤
Jai jagannath
🙏🙏🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🕉️ ନମୋ ଭଗବତେ ବାସୁଦେବାୟ 🕉️ ନମୋ ଭଗବତେ ପୁରୁଷୋତ୍ତମାୟ 🙏🙏🙏
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ
Jagannath Swami Nayana patha gami bhava tume🙏🙏🙏
ଅତି ସୁନ୍ଦର ଓ ଭାବପୂର୍ଣ୍ଣ । ଜୟ ଜଗନ୍ନାଥ ।
He Mahabahu rakhya kara🙏🙏🙏🙏
ଶରଣ ରକ୍ଷଣ ମହାବାହୁ 🛐 ତୁମ ଶ୍ରୀଚରଣ କମଳରେ ଶରଣ ପଶୁଛି,, ଉଦ୍ଧାର କର,, ଉଦ୍ଧାର କର,, ଉଦ୍ଧାର କର ନାରାୟଣ 🛐🛐🛐
He natha koti maudamani mo jaga 🙏🙏🙏🙏
😊
😊😊😊😊😊
ଜୟ ଜଗନ୍ନାଥ ସ୍ୱାମୀ🙏🙏🙏
ଶ୍ରୀତ କମଳକୁଚ ମଣ୍ଡଳ ହେ ଧୃତକୁଣ୍ଡଳ ହେ କଳିତଲଳିତ ବନମାଳ,,, ଜୟ ଜୟ ଦେବ ହରେ, ରାଧେକୃଷ୍ଣ ହରି ଗୋବିନ୍ଦ ଗୋପାଲ ହରି ବସୁଦେବ ବାଳ ଭଜ ନନ୍ଦ ଦୁଲାଳ,,, ଜୟ ଜୟ ଦେବ ହରେ ହରି ଜୟ ଜୟ ଦେବ ହରେ 🛐🛐🛐
Nilanchala nibasaya nityayo parmatmane Balabhadra subhadrabhyam Jagannathaya te Namah
My eyes get filled with tear😢😢. when i listing this peaceful Shree Jagannath Astakam ❤️❤️🙏🏻.my heart beat always for krishna the heart of lord Jagannath ❤️🙏🏻🙏🏻🙏🏻.I feel my Prabhu ❤️❤️❤️😢😢😢😢😢😢😢😢....🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 ❤️🙏🏻❤🙏🏻. Jay Jagannath 🙏🏻🙏🏻🙏🏻🙏🏻
😊😊😊😊😊😊😊😊
ଜୟ ମହାପ୍ରଭୁ 🙏
Jay Jagannath Swami
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
J.jagar.natha.swami.nayana.pathagami.bhabatume
ବିଶ୍ଵର ମଙ୍ଗଳ ହେଉ,,, ଜଗତ ଉଦ୍ଧାର ହେଉ,,,, ସମସ୍ତଙ୍କର ମନୋସ୍କାମନା ପୁରଣ ହେଉ,,,,,ହେ ମହାପ୍ରଭୁ,,,, ଏତିକି କଲ୍ୟାଣ କର, ମଣିମା,,,,,, 🛐🛐🛐🛐🛐
ହେ ପ୍ରଭୁ କି ଶୃଙ୍ଗାର କି ରସ ରଖିଚ ତୁମ ଶ୍ରେମୁଖେ. ତମକୁ ଦେଖୁ ଦେଖୁ ଶ୍ରୀ ଚୈତନ୍ୟ ଙ୍କ କଣ୍ଠରୁ ଏଇ ଅଷ୍ଟକମ ଗାନ କରିଥିଲେ ଧନ୍ୟ ଧନ୍ୟ ପ୍ରଭୁ ତୁମ lila🙏🙏🙏🙏🙏🙏ତୁମ ଚରଣେ କୋଟି ସହସ୍ର ପ୍ରଣାମ ମୋର
🙏🙏🙏🙏🙏🙏
ଶ୍ରୀ ଚୈତନ୍ୟ ଙ୍କ କଣ୍ଠରୁ ନୂହେଁ ଇଏ ହେଉଛି ଆଦି ଶଙ୍କରାଚାର୍ଯ୍ୟ ଙ୍କ ରଚିତ ଅଟେ ଯେତେବେଳେ ଜଗନ୍ନାଥ ଙ୍କୁ ଦର୍ଶନ ମିଳିନଥିଲା ତାଙ୍କୁ ସେ ଏଇ ସ୍ତୁତି ଟି ଗାଇ ଉଠିଥିଲେ ଏ ଶ୍ରୀକ୍ଷେତ୍ର ରେ ଏ ଜଗନ୍ନାଥ ଅଷ୍ଟକମ୍ ଅଟେ ଜୟ ଜଗନ୍ନାଥ 🌑❗🌑🙌🙌🙌🙏🙏🙏🚩🚩🚩
Jail jaganath 🙏🙏🙏
🙏🙏🙏🌹🌹Hee Jagannath
🙏🙏🙏🙏🌺🌺🌺 Jay jagannath 🌺🌺🌺🌺🙏🙏🙏
Jay Jagannath🙏🙏🙏
Aee si avaj whaa pandit suryanarayan ratha sharma jai jagannath ❤❤❤
ଏତିକି କରୁଣାକର ହେ ମହାବାହୁ,,,,ମୋ ମୃତ୍ୟୁ ସମୟରେ ତୁମ ପତିତପାବନ ବାନା 🚩,,,ମୋ ଆଖି ସାମ୍ନା ରେ ରହିଥାଉ,,,,ଏତିକି ଗୁହାରି ମୋ'ର ରକ୍ଷାକର ମଣିମା,,,, 🛐 ସେ ବାନା ଙ୍କୁ 🚩 ଚାହିଁ ଚାହିଁ ଏ ଜୀବନ ଚାଲିଯାଉ ,,,,🛐🛐🛐
ଓଁ ନମୋ,,,,, ମୋ'ର କୋଟି କୋଟି ପ୍ରଣାମ ଘେନ ହେ କଳାସାଆନ୍ତ,,,, 🛐 ମୁଁ ତୁମର,, ମୁଁ ତୁମର,,, ମୁଁ ତୁମର,, ତୁମ ଶ୍ରୀ ଚରଣରେ ଲୀନ କରିଦିଅ ମୋତେ ,,,ହେ ମହାପ୍ରଭୁ 🛐🛐🛐
Bapa dhan dhan jay ho
Jayjagannathsaran❤❤❤❤❤❤❤❤❤❤❤❤❤❤❤❤❤❤❤
Maha Bahu tuma pada Padma re koti koti pranam karuchi ea akichina
ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ପାହିମାମ୍,, ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷମାମ୍,, ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ତ୍ରାହିମାଂ,, ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଶରଣଂ,,,, 🛐🛐🛐🛐🛐
Chamatkar
ତୁମ ଶ୍ରୀ ଚରଣକମଳରେ ମୋତେ ଟିକେ ଆଶ୍ରା ଦିଅ ପ୍ରଭୁ,,,,,,,🛐🛐🛐
🙏🙏🙏🙏
ଓଁ ନମୋ,,,,,, ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରି,,, ହେ ନାଥ ନାରାୟଣ ବାସୁଦେବ,,, ହରେ ମୁରାରେ ମଧୁକୈଟଭାରେ ଗୋବିନ୍ଦ ଗୋପାଲ ମୁକୁନ୍ଦଶ୍ୟୈରେ,,,, 🛐🛐🛐
Jay Jay Jay Shree jagnarth swyami 🙏🙏🙏🙏🙏🙏🙏🙏🙏🙏🙏🙏🙏🙏😻🙏🙏🙏🙏
🙏🙏🙏🙏🙏🕉️🕉️🕉️🕉️🕉️
Jay Jay sree jagannatha mahaprabhu , tuma pade koti koti JUHARA
He prabhu rakhshya kara
ହେ ଜଗନ୍ନାଥ୍ ସ୍ବାମୀ ମୋ ହ୍ରୁଦୟ ର ଦେଵତା ତୁମ ବିନା ମୋର କିଛି ନାହିଁ ।
ତୁମେ ହିଁ ମୋ ଭରଷା । ପ୍ରଭୂ ।
Jagannath swami ⭕❗❗⭕
ଜୟ ଜଗନ୍ନାଥ ସ୍ଵାମୀ ଜଗତ ମଙ୍ଗଳ ମୟ କର ପ୍ରଭୁ 🙏🙏🙏🙏🙏
କୋଟି ଓଡିଆଙ୍କ ମଉଡମଣୀ,,,, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମୋ'ର ଅନନ୍ତ କୋଟି ଭକ୍ତିଭରା ମଥାନୁଆଁ ଭୂମିଷ୍ଠ ପ୍ରଣାମ 🛐🛐🛐🛐🛐
Jai jagannath swami
Jay jagannath Swami nayan pathagami bhaba tume
🙏🥰Jay Jagannath🥰🙏
Tears + Goosebumps guranted. Jay Jaganath.
जय श्रीराधे 🚩🙏🚩जय जगन्नाथ
He maha Bahu
Jay shree 🙏 jaganntah swami nayanapatha gami bhava tume 🙏🙏🙏🙏🙏🤲🙏🙏🙏🙏🙏