ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ
ହେ ମହାବାହୁ ମୋତେ ରକ୍ଷାକର
ହେ ମହାବାହୁ ଏ ଅଧମ କୁ କୃପା କର
ଶିବ ନାନା ଙ୍କ କଣ୍ଠ ଏବଂ ତାଙ୍କୁ ବାଦ୍ୟ ଦେଉଥିବା ସମସ୍ତ ସହଯୋଗୀ ଙ୍କୁ ହୃଦୟ ରୁ ପ୍ରଣାମ।
🙏🙏
ଓମ୍ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ନମଃ ନମଃ ହରି ହରି ନମସ୍ତୁତେ ନମଃ ଜୟ ମୋ ମାତୃଭାଷା ନମଃ
ସକାଳୁ ସକାଳୁ ଶିଵ ନନା ଙ୍କ ଭଜନ ଦ୍ଵାରା ଆରମ୍ଭ ହେଲେ ଭଲ ରେ କାଟୁଚି ଦିନ ,,just wow bhajan 👌👌
ପ୍ରଭୂ🙏❤️🙏
Khub sundar
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ 🙏🙏😂😂
ଏ ଗିତ ଶୁଣିଲେ ଦିନ ରେ ଭୋକ କୁଆଡେ ନିଦ ପଳଉଛି ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ🙏🏻🙏🙏🙏🙏🏻🙏🏻🙏🙏🏻🙏🏻🙏🏻🙏🏻🙏🏻
ସକାଳୁ ସକାଳୁ ଏ ଗୀତ ଶୁଣି ମନ ମୁଗ୍ଧ ହୋଇଗଲା ଜୟ ମୋହା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି ସମସ୍ତ ଙ୍କୁ ଘଣ୍ଟ ଘୋଡେଇ ରଖନ୍ତୁ 🚩🙏🙏🙏🚩
ହେ ପ୍ରଭୁ ଏହି ସଂସାର କୁ ରକ୍ଷା କର ପ୍ରଭୁ
ଭଜନ ଟି ଅତ୍ୟନ୍ତ ହୃଦୟସ୍ପ୍ରସି 🙏🏻🙏🏻
ହୃଦୟସ୍ପର୍ଶୀ ଭଜନ ଶିବ ନନା ଙ୍କର 🙏🙏ଜୟ ଜଗନ୍ନାଥ
Bahut Sundar Jay jagannath 🙏🙏🙏🙏🙏🙏🙏🙏🙏🙏🙏
ବହୁତ ସୁନ୍ଦର ଭଜନ କୀର୍ତ୍ତନ । ଟିମ୍ କୁ ବହୁତ ବହୁତ ଧନ୍ୟବାଦ୍ । ଜୟ ଜଗନ୍ନାଥ 🙏🙏🙏🙏🙏👌👌👌👌👌
......
Vary Nice 👍👍👍👍👍
ଆପଣଙ୍କ ସ୍ୱର ଅତି ଉତ୍ତମ. ହରିବଂଶ ପୁରାଣ ମଧ୍ୟ ଅନନ୍ୟ 🙏
Ahibhajan sabu sunimana santiase musunile hinsoithae siba nanasirnku pranam tanka bhabana sabu madhur swara
ନିସ୍ତରିଲି ପ୍ରଭୁ ! 🙏 ଜୟ ଜଗନ୍ନାଥ
🙏🙏🙏ଜୟ ପ୍ରଭୂ ଜଗନ୍ନାଥ 🙏🙏🙏ବହୁତ ସୁନ୍ଦର ଭଜନ। ମୋ ହ୍ରୃଦୟକୁ ବହୁତ ଭଲ ଲାଗିଲା । ଧନ୍ୟବାଦ ।👌👌👌
ଜୟ ବଳିୟାରଭୁଜ।🙏ମା ସୁଭଦ୍ରା ।🙏ଜୟ ଜଗନ୍ନାଥ।🙏ଜୟ ଶ୍ରୀ ସୁଦର୍ଶନ ।🙏ମ
ଏହି ଗୀତ ରେ କି ଶାନ୍ତି ମିଳୁଛି... ଜୟ ଜଗନ୍ନାଥ
ନିରାଶ୍ରୟଃ ମାଂ ଜଗଦୀଶ ରକ୍ଷ୍ୟ🙏🙏🙏
ଆହା କିସୁଦ୍ଦର
Jay jagannth ati sundara bhajan bahut santi lagichi
ହର ହର ହର ହର ମହାଦେବ ନମଃ
ଅତି ସୁନ୍ଦର ପରିବେଷଣ ନନା। ମଧୁରାଷ୍ଟକମ୍ ର ଏହି ପରି ପରିବେଷଣ ପାଇଁ ନନାଙ୍କୁ ଅନୁରୋଧ।
Sundra katha nice bae
❤️👍👍👍ggg
ଶିବ ନନା ପ୍ରକୁତରେ ମୋ ହୃଦୟକୁ ଶାନ୍ତି ଦେଉଛି କେବଳ ସେଇ ବିଷ୍ଣୁ ନାମ 🙏🙏🙏🙏🙏
ଜୟ ମାଆ ଜଗତ ଜନନୀ ମାଆ
ହୃଦୟଶ୍ପର୍ସୀ ନିରାଶ୍ରୟଷ୍ଟକମ୍ ସ୍ଳୋକ ।
ଦୟାକର ହେ ମହା ପ୍ରଭୁ.. ଜୟ ଜୟ ଜଗନ୍ନାଥ ନାମ ଡାକି ଡାକି ୟେ ଜୀବନ ଚାଲିଯାଉ...ଦୟାକର ହେ ମହାବାହୁ.. ଜୟ ଜୟ ଜଗନ୍ନାଥ 🌹🙏🏻
🌹 Nilachala 🌹 Nibasaya 🌹 Nityaya 🙏 Paramatmane 🌹 Balabhadra 🙏 Subhadra 🌹 bhyang 🙏 Jagganathayate 🌹 Namah 🌹🌹🌹🙏🌹🙏🌹🙏🌹🙏🙏🌹🙏🌹🙏🌹🌹🙏
ଭଜନ ଲାଗୁଚି ପ୍ରଭୁଙ୍କ ପାଖରେ ମୁଁ ଅଛି । ଧନ୍ୟ ତୁମେ ନିଳାମୟ ଶ୍ରୀ ବିଷ୍ଣୁ ଗୋବିନ୍ଦ ହରେ ମୁରାରେ ❤❤❤😊😊
ଭାଇନା ସୁନ୍ଦର ଭାବରେ ପରିବେଷଣ କଲେ,
ଅତୀବ ସୁନ୍ଦର ଉପସ୍ଥାପନା 🙏🙏🙏🙏
ଶ୍ରୀରାଧେ 🙏🙏🙏🙏🚩
ଦୟାକର ହେ ମହାବାହୁ... ଜୟ ଜଗନ୍ନାଥ 🌹🙏🏻
ଶିବ ନନା ମୋର ପ୍ରଣାମ ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏🙏🙏🙏🙏🙏
Kouthu pau6 nana ati sundar bahutu badhia 🙏🙏🙏🙏
निराश्रयाष्टकम्हे नुतनाम्बु धरचारु मुर्त्ते,हे कुंति पंच तनयाभिहंत।हे बिप्र दामोदर मुक्ति दाता,निराश्रय मां जगदीश रक्षः॥1॥क्षीराब्धिजा वल्लभ वासुदेव,ब्रह्माण्ड कारि प्रणताम्बुजार्क।हे द्रौपदी दुःख समीर सर्प,निराश्रय मां जगदीश रक्षः॥2॥महाप्रभो कंस दशाननारे,तापत्रयो तापित शीतरश्मि।अनाथ बन्धो करुणेक सिन्धो,निराश्रय मां जगदीश रक्षः॥3॥बिधृत धत्रि सबरोगरेत,सुरम्यराजीव दलायतक्षः।हे कामि काम प्रदकाम चारि,निराश्रय मां जगदीश रक्षः॥4॥हे कृष्ण हे विश्व निदान विष्णो,हे देवकी मानस कौरवेन्दो।हे नृसिंहरिष्ट तमोर्क देव,निराश्रय मां जगदीश रक्षः॥5॥हे पिता कौशय धरादि देव,हे दानव मृत्यु मोक्ष निवास।हे गौतम स्त्री स्तुतिशालिने च,निराश्रय मां जगदीश रक्षः॥6॥हे गोकुल रक्षण गोपिनाथ,गोपाल गोपिनाथ प्राणबन्धो।श्रीमद यशोदा हृदयाबधि चन्द्र,निराश्रय मां जगदीश रक्षः॥7॥हरे मुरारे मधुकैटभारे,गोविंद गोपाल मुकुंद शौरे।यज्ञेश नारायण कृष्ण विष्णो,निराश्रय मां जगदीश रक्षः॥8॥हे कृष्ण गोविन्द हरे मुरारे,हे नाथ नारायण वासुदेव।कृपा विधेहि महीपापसिन्धो,निराश्रय मां जगदीश रक्षः॥9॥इति निराश्रयाष्टकम् संपूर्णम्॥
Thank you
बहुत बहुत धन्यवाद
🙏🙏ଜୟ ଜୟ ଜଗନ୍ନାଥ ସ୍ୱାମୀ 🙏🙏
ଅତି ସୁନ୍ଦର ଭଜନ ଶିବ ନାନା
Bohut sundara bhajana emiti jari rahuThanks to sidharth networkJay jagannatha
Nice voice siba nana jay jagannath swami siba nana
ପ୍ରାତଃ ସମୟରେ ସବୁଦିନ ମୁଁ ଏହି ଭଜନ ସୁଣେ ❤
Wow pandite apana nka kanthha re jadu achhi
ପ୍ରଣାମ ଭାଇନା ଅତିସୁନ୍ଦର ଚମତ୍କାର ଭିବୁକୃପଦୃଷ୍ଟି ସର୍ବଦା ଆପଣ ଙ୍କ ଠାରେ ରହିବ
Siba nana nka bhakti gita mo life re bahut Cheng asi6i 🙏🙏🙏🙏🙏
Wooow nice dil khus heihala
ହେ ପ୍ରଭୁ ମୋର ସବୁ ଭୁଲ କୁ କ୍ଷମା କରି ଅପଣଂକଙ୍କ ପଦ ତଳେ ମୋତେ ସ୍ଥାନ ଦିଅ ହେ ପ୍ରଭୁ. 🙏🏼🙏🏼❤️🙏🏼
ଏହି ଗୀତ କୁ ଅପେକ୍ଷା ଥିଲା ଜୟ ଜଗନ୍ନାଥ 🙏
Jay Jagannath bahut sundar prabhu 🙏🙏🙏🙏🙏🙏🙏
Nirashrayang maa jagadisha rakhya🙏🙏tama chhada kehi nahni prabhu....sharanare rakhitha...🙏🙏
ହେ ମହାବାହୁ ନିରାଶ୍ରୟ ମାମ ଜଗଦୀଶ ରକ୍ଷମ।ସଦା ସର୍ବଦା ଆପଣଙ୍କ ଚରଣ ତଳେ ସ୍ଥାନ ଦିଅନ୍ତୁ।ତୁମ ବିନୁ ଆନ ଗତି ନାହିଁ।ଜଗତର କଲ୍ୟାଣ କରନ୍ତୁ।ଜୟ ଜଗନ୍ନାଥ,ଜୟ ଶ୍ରୀ ରାମ,ଶ୍ରୀ କୃଷ୍ଣାୟ ନମୋ ନମଃ।🙏🙏🙏🙏
❤
Very nice song 🙏🙏
Jay shree Krishna 🥰, 🙏🙏 Jay Jagannath sawmi Nayana patha gami bhava tume 🥰 🙏 🙏 🥰
Ram ram Bhai good 😘😘🙏🏻🙏🏻🙏🏻
Jai shree krishna 🙏
ବହୁତ ସୁନ୍ଦର ଭଜନ 🙏🙏🙏🙏🙏🥰👍👍👍👍👍👍🥰👌👌👌👌👌
Ati Sundar voice siba nana.jai jagannath swami
Atmaku trupti karidela. Jay jagannath. Nana charanare pranam
Jay Shree Jagganath 🙏🙏🙏🙏 Ashribad dia maha prabhu mun jou kama re jauchi saphala hebi 🙏🙏🙏🙏
ଜୟ ଜୟ ଜଗନ୍ନାଥ ସ୍ବାମୀ 🙏🙏 ଶିବ ନନା ଆପଣଙ୍କ ସଂଗୀତ ଅତି ସୁନ୍ଦର ଏବଂ ଆନନ୍ଦ ଲାଗୁଚି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍ ।🙏🙏
ନିରାଶ୍ରୟ ମା ଜଗଦୀଶ ରକ୍ଷ ହରି ଓଁ
🙏 ଅତି ଉଚ୍ଚ କୋଟିର ଓ ହୁଦ୍ୟୟ ସ୍ପର୍ଷି ଆପଣ ଙ୍କ ସ୍ୱର ସିଧସଳଖ ଯାଇକି hurudya ରେ ବାଜୁଚି 🙏 କୋଟି ଓଡ଼ିଆ ଙ୍କ ଜୀବନ ଧନ ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣ ଙ୍କୁ emti ଅଧିକ ରୁ ଅଧିକ ଶକ୍ତି ଦିଅନ୍ତୁ ଆମ ଓଡିଆ କୁ ଆଗକୁ ନେବା ପାଇଁ 🙏🙏🙏
ନନା ଆପଣ ଶ୍ରୀ ଜଗନ୍ନାଥାଷ୍ଟକଂ ବି ଗାନ୍ତୁ
ଆମ ପ୍ରଭୁ ଯେମିତି ସୁନ୍ଦର ପ୍ରଭୁଙ୍କ ଭଜନ ସେମିତି ସୁନ୍ଦର
ଜୟ ଜଗରନ୍ନାଥ ପ୍ରଭୁ.. ଜୟ ଶ୍ରି ରାମ ପ୍ରଭୁ...
ହେ ମହାବାହୁ ଆପଣଙ୍କ ବିନା କିଛି ଅନ୍ୟ ଗତି ନାହିଁ ପ୍ରଭୁ 🌹🙏🏻
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Ati sundar Bhakti song
Radhe Radhe Jay sri Krishna.
jay jagannath prabhu sabu thik kara sindura ra marjyada rakha prabhu
ଅତି ସୁନ୍ଦର ଭାବରେ ବର୍ଣ୍ଣନା ବାହାରେ ଜୟ ଜଗନ୍ନାଥ ମୋ ମହା ପ୍ରଭୁ ହେ
JAY SRI JAGANNATH
Nice voice👌. Nirasraya maam jagadisha rakshya
Jay Jagannath Bahut sunder laguchi
ମଧୁରାଷ୍ଟକମଂ ଆଉ ଗୋଟେ ପାଇଁ ଅନୁରୋଧ ନନା🙏
can you provide the English lyrics of this bhajan
ଶ୍ଲୋକ ଭୁଲ ବୋଲିଲେ ବହୁତ୍ ଅନିଷ୍ଟ ହୋଇଥଏ।
ଏହି ଭଜନ ର ସମସ୍ତ କର୍ତା କୁ ନମେସ୍ୟ
ଶିବ ନନା କୁ ମୋର ହୁଦ୍ ୟ ରୁ ପ୍ରଣାମ
Ahi songs re ki anada au Santi miluchi bhagwanku pranam 🙏autamaku v 🙏
Bahut sundar song one'lyrics of Odia heart touching lyrics 😢 Jay jagannath Swami 🙌🙌
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ🙏🙏🙏🙏🙏🙏🙏🙏🙏
Jay Jagannath Maha Prabhu Krupamay Shree Hari 🙏🌹❤️🌹🙏
ଅତି ସୁନ୍ଦର ଭଜନ । ଜୟ ଜଗନ୍ନାଥ।
ହେ ମହାବାହୁ କୋଟି ଓଡ଼ିଆଙ୍କ ମଉଡମନି ହେ କାଳିଆ ରଜା ମନଗୋବିନ୍ଦ କାଳିଆ ଠାକୁର ଏ ବୈଷ୍ଣବ ପରିବାର ତରଫରୁ ଆମର କୋଟି କୋଟି ପ୍ରଣାମ ସ୍ବୀକାରକର ମହାପ୍ରଭୁ ଜୟ ଜଗନ୍ନାଥ
ପ୍ରଭୁ ଏହି ସୁନ୍ଦର ଗୀତ ଶୁଣିବା ପରେ କେତେ ଶାନ୍ତି ତାହା ବର୍ଣ୍ଣନା କରି ହେବ ନାହିଁ।🙏🙏🙏🙏❤️❤️❤️😭😭
Jay seee Krishna
ଅତି ସୁନ୍ଦର 👌👌🙏🙏🚩🚩
ହେ ଦ୍ରୌପଦୀ ଦୁଃଖ ସମୀର ସର୍ପ 🙏🙏 ଜୟ ରାଧେ ଜଗନ୍ନାଥ 🙏
Radhe Radhe ...
Jay Jagannath swami 🌹, Siba Nona's voice it's a hurttuching, All Jagannath bhjan 🙏🌹🌹
ମଣିମା ଗୁହାରି ଶୁଣ ମୋର🙏
Really it's a heart touching spiritual song , jai Jagannath 🙏
ଶିବ ନନା 🙏🙏
ହେ ମହାବାହୁ ତମେ ସବୁ ଦେଖୁଚ ମୋ ସହ କଣ ହଉଚି କେତେ କଷ୍ଟ ମୁଁ ପାଉଛି ତେଣୁ ଏ ଦୁଃଖ କଷ୍ଟ ରୁ ମୁକ୍ତ କର ଓ ଦୀର୍ଘାୟୁ କର
Jai shree radhe Krishna
Jay Jagannath Swami Nayan patha gami bhaba time🙏🙏🙏🙏🙏
Pravu jaganath etiki krupa kariba mo upare apanka asirbada sabubele mo upare rahithu
Prabhu ji Hum Aapka Hai Apa Hamari Hai Jay Shree Radhe Radhe Ji Maharani ki Jay 🙏🌹❤️🌹🙏
nana pranam,sate jemiti mahadeba shiba mahabahu shree jagannatha nku bandana karuchanti
Shiba Nana, spiritual voice ❤
Main ek short dekhe aya... Bohot khub sundar... Jay Jagannath.. 🥰🥰🙏🙏❤❤
Siba nana 🙏 bahutu badhia
ଏ ଘିତ ଶୁଣିକିମୋ ମନସୁଇଗଲା ଜୟ ଜଗନ୍ନାଥ
Jay jagannth prabhu mate rakhya kara mo
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ
ହେ ମହାବାହୁ ମୋତେ ରକ୍ଷାକର
ହେ ମହାବାହୁ ଏ ଅଧମ କୁ କୃପା କର
ଶିବ ନାନା ଙ୍କ କଣ୍ଠ ଏବଂ ତାଙ୍କୁ ବାଦ୍ୟ ଦେଉଥିବା ସମସ୍ତ ସହଯୋଗୀ ଙ୍କୁ ହୃଦୟ ରୁ ପ୍ରଣାମ।
🙏🙏
ଓମ୍ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ନମଃ ନମଃ ହରି ହରି ନମସ୍ତୁତେ ନମଃ ଜୟ ମୋ ମାତୃଭାଷା ନମଃ
ସକାଳୁ ସକାଳୁ ଶିଵ ନନା ଙ୍କ ଭଜନ ଦ୍ଵାରା ଆରମ୍ଭ ହେଲେ ଭଲ ରେ କାଟୁଚି ଦିନ ,,just wow bhajan 👌👌
ପ୍ରଭୂ🙏❤️🙏
Khub sundar
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ 🙏🙏😂😂
ଏ ଗିତ ଶୁଣିଲେ ଦିନ ରେ ଭୋକ କୁଆଡେ ନିଦ ପଳଉଛି ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ🙏🏻🙏🙏🙏🙏🏻🙏🏻🙏🙏🏻🙏🏻🙏🏻🙏🏻🙏🏻
ସକାଳୁ ସକାଳୁ ଏ ଗୀତ ଶୁଣି ମନ ମୁଗ୍ଧ ହୋଇଗଲା ଜୟ ମୋହା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି ସମସ୍ତ ଙ୍କୁ ଘଣ୍ଟ ଘୋଡେଇ ରଖନ୍ତୁ 🚩🙏🙏🙏🚩
ହେ ପ୍ରଭୁ ଏହି ସଂସାର କୁ ରକ୍ଷା କର ପ୍ରଭୁ
ଭଜନ ଟି ଅତ୍ୟନ୍ତ ହୃଦୟସ୍ପ୍ରସି 🙏🏻🙏🏻
ହୃଦୟସ୍ପର୍ଶୀ ଭଜନ ଶିବ ନନା ଙ୍କର 🙏🙏ଜୟ ଜଗନ୍ନାଥ
Bahut Sundar Jay jagannath 🙏🙏🙏🙏🙏🙏🙏🙏🙏🙏🙏
ବହୁତ ସୁନ୍ଦର ଭଜନ କୀର୍ତ୍ତନ । ଟିମ୍ କୁ ବହୁତ ବହୁତ ଧନ୍ୟବାଦ୍ । ଜୟ ଜଗନ୍ନାଥ 🙏🙏🙏🙏🙏👌👌👌👌👌
......
Vary Nice 👍👍👍👍👍
ଆପଣଙ୍କ ସ୍ୱର ଅତି ଉତ୍ତମ. ହରିବଂଶ ପୁରାଣ ମଧ୍ୟ ଅନନ୍ୟ 🙏
Ahibhajan sabu sunimana santiase musunile hinsoithae siba nanasirnku pranam tanka bhabana sabu madhur swara
ନିସ୍ତରିଲି ପ୍ରଭୁ ! 🙏
ଜୟ ଜଗନ୍ନାଥ
🙏🙏🙏ଜୟ ପ୍ରଭୂ ଜଗନ୍ନାଥ 🙏🙏🙏ବହୁତ ସୁନ୍ଦର ଭଜନ। ମୋ ହ୍ରୃଦୟକୁ ବହୁତ ଭଲ ଲାଗିଲା । ଧନ୍ୟବାଦ ।👌👌👌
ଜୟ ବଳିୟାରଭୁଜ।🙏
ମା ସୁଭଦ୍ରା ।🙏
ଜୟ ଜଗନ୍ନାଥ।🙏
ଜୟ ଶ୍ରୀ ସୁଦର୍ଶନ ।🙏
ମ
ଏହି ଗୀତ ରେ କି ଶାନ୍ତି ମିଳୁଛି... ଜୟ ଜଗନ୍ନାଥ
ନିରାଶ୍ରୟଃ ମାଂ ଜଗଦୀଶ ରକ୍ଷ୍ୟ🙏🙏🙏
ଆହା କିସୁଦ୍ଦର
Jay jagannth ati sundara bhajan bahut santi lagichi
ହର ହର ହର ହର ମହାଦେବ ନମଃ
ଅତି ସୁନ୍ଦର ପରିବେଷଣ ନନା। ମଧୁରାଷ୍ଟକମ୍ ର ଏହି ପରି ପରିବେଷଣ ପାଇଁ ନନାଙ୍କୁ ଅନୁରୋଧ।
Sundra katha nice bae
❤️👍👍👍ggg
ଶିବ ନନା ପ୍ରକୁତରେ ମୋ ହୃଦୟକୁ ଶାନ୍ତି ଦେଉଛି କେବଳ ସେଇ ବିଷ୍ଣୁ ନାମ 🙏🙏🙏🙏🙏
ଜୟ ମାଆ ଜଗତ ଜନନୀ ମାଆ
ହୃଦୟଶ୍ପର୍ସୀ ନିରାଶ୍ରୟଷ୍ଟକମ୍ ସ୍ଳୋକ ।
ଦୟାକର ହେ ମହା ପ୍ରଭୁ.. ଜୟ ଜୟ ଜଗନ୍ନାଥ ନାମ ଡାକି ଡାକି ୟେ ଜୀବନ ଚାଲିଯାଉ...ଦୟାକର ହେ ମହାବାହୁ.. ଜୟ ଜୟ ଜଗନ୍ନାଥ 🌹🙏🏻
🌹 Nilachala 🌹 Nibasaya 🌹 Nityaya 🙏 Paramatmane 🌹 Balabhadra 🙏 Subhadra 🌹 bhyang 🙏 Jagganathayate 🌹 Namah 🌹🌹🌹🙏🌹🙏🌹🙏🌹🙏🙏🌹🙏🌹🙏🌹🌹🙏
ଭଜନ ଲାଗୁଚି ପ୍ରଭୁଙ୍କ ପାଖରେ ମୁଁ ଅଛି । ଧନ୍ୟ ତୁମେ ନିଳାମୟ ଶ୍ରୀ ବିଷ୍ଣୁ ଗୋବିନ୍ଦ ହରେ ମୁରାରେ ❤❤❤😊😊
ଭାଇନା ସୁନ୍ଦର ଭାବରେ ପରିବେଷଣ କଲେ,
ଅତୀବ ସୁନ୍ଦର ଉପସ୍ଥାପନା 🙏🙏🙏🙏
ଶ୍ରୀରାଧେ 🙏🙏🙏🙏🚩
ଦୟାକର ହେ ମହାବାହୁ... ଜୟ ଜଗନ୍ନାଥ 🌹🙏🏻
ଶିବ ନନା ମୋର ପ୍ରଣାମ ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏🙏🙏🙏🙏🙏
Kouthu pau6 nana ati sundar bahutu badhia 🙏🙏🙏🙏
निराश्रयाष्टकम्
हे नुतनाम्बु धरचारु मुर्त्ते,
हे कुंति पंच तनयाभिहंत।
हे बिप्र दामोदर मुक्ति दाता,
निराश्रय मां जगदीश रक्षः॥1॥
क्षीराब्धिजा वल्लभ वासुदेव,
ब्रह्माण्ड कारि प्रणताम्बुजार्क।
हे द्रौपदी दुःख समीर सर्प,
निराश्रय मां जगदीश रक्षः॥2॥
महाप्रभो कंस दशाननारे,
तापत्रयो तापित शीतरश्मि।
अनाथ बन्धो करुणेक सिन्धो,
निराश्रय मां जगदीश रक्षः॥3॥
बिधृत धत्रि सबरोगरेत,
सुरम्यराजीव दलायतक्षः।
हे कामि काम प्रदकाम चारि,
निराश्रय मां जगदीश रक्षः॥4॥
हे कृष्ण हे विश्व निदान विष्णो,
हे देवकी मानस कौरवेन्दो।
हे नृसिंहरिष्ट तमोर्क देव,
निराश्रय मां जगदीश रक्षः॥5॥
हे पिता कौशय धरादि देव,
हे दानव मृत्यु मोक्ष निवास।
हे गौतम स्त्री स्तुतिशालिने च,
निराश्रय मां जगदीश रक्षः॥6॥
हे गोकुल रक्षण गोपिनाथ,
गोपाल गोपिनाथ प्राणबन्धो।
श्रीमद यशोदा हृदयाबधि चन्द्र,
निराश्रय मां जगदीश रक्षः॥7॥
हरे मुरारे मधुकैटभारे,
गोविंद गोपाल मुकुंद शौरे।
यज्ञेश नारायण कृष्ण विष्णो,
निराश्रय मां जगदीश रक्षः॥8॥
हे कृष्ण गोविन्द हरे मुरारे,
हे नाथ नारायण वासुदेव।
कृपा विधेहि महीपापसिन्धो,
निराश्रय मां जगदीश रक्षः॥9॥
इति निराश्रयाष्टकम् संपूर्णम्॥
Thank you
बहुत बहुत धन्यवाद
🙏🙏ଜୟ ଜୟ ଜଗନ୍ନାଥ ସ୍ୱାମୀ 🙏🙏
ଅତି ସୁନ୍ଦର ଭଜନ ଶିବ ନାନା
Bohut sundara bhajana emiti jari rahu
Thanks to sidharth network
Jay jagannatha
Nice voice siba nana jay jagannath swami siba nana
ପ୍ରାତଃ ସମୟରେ ସବୁଦିନ ମୁଁ ଏହି ଭଜନ ସୁଣେ ❤
Wow pandite apana nka kanthha re jadu achhi
ପ୍ରଣାମ ଭାଇନା ଅତିସୁନ୍ଦର ଚମତ୍କାର ଭିବୁକୃପଦୃଷ୍ଟି ସର୍ବଦା ଆପଣ ଙ୍କ ଠାରେ ରହିବ
Siba nana nka bhakti gita mo life re bahut Cheng asi6i 🙏🙏🙏🙏🙏
Wooow nice dil khus heihala
ହେ ପ୍ରଭୁ ମୋର ସବୁ ଭୁଲ କୁ କ୍ଷମା କରି ଅପଣଂକଙ୍କ ପଦ ତଳେ ମୋତେ ସ୍ଥାନ ଦିଅ ହେ ପ୍ରଭୁ. 🙏🏼🙏🏼❤️🙏🏼
ଏହି ଗୀତ କୁ ଅପେକ୍ଷା ଥିଲା ଜୟ ଜଗନ୍ନାଥ 🙏
Jay Jagannath bahut sundar prabhu 🙏🙏🙏🙏🙏🙏🙏
Nirashrayang maa jagadisha rakhya🙏🙏tama chhada kehi nahni prabhu....sharanare rakhitha...🙏🙏
ହେ ମହାବାହୁ ନିରାଶ୍ରୟ ମାମ ଜଗଦୀଶ ରକ୍ଷମ।ସଦା ସର୍ବଦା ଆପଣଙ୍କ ଚରଣ ତଳେ ସ୍ଥାନ ଦିଅନ୍ତୁ।ତୁମ ବିନୁ ଆନ ଗତି ନାହିଁ।ଜଗତର କଲ୍ୟାଣ କରନ୍ତୁ।ଜୟ ଜଗନ୍ନାଥ,ଜୟ ଶ୍ରୀ ରାମ,ଶ୍ରୀ କୃଷ୍ଣାୟ ନମୋ ନମଃ।🙏🙏🙏🙏
❤
Very nice song 🙏🙏
Jay shree Krishna 🥰, 🙏🙏 Jay Jagannath sawmi Nayana patha gami bhava tume 🥰 🙏 🙏 🥰
Ram ram Bhai good 😘😘🙏🏻🙏🏻🙏🏻
Jai shree krishna 🙏
ବହୁତ ସୁନ୍ଦର ଭଜନ 🙏🙏🙏🙏🙏🥰👍👍👍👍👍👍🥰👌👌👌👌👌
Ati Sundar voice siba nana.jai jagannath swami
Atmaku trupti karidela. Jay jagannath. Nana charanare pranam
Jay Shree Jagganath 🙏🙏🙏🙏 Ashribad dia maha prabhu mun jou kama re jauchi saphala hebi 🙏🙏🙏🙏
ଜୟ ଜୟ ଜଗନ୍ନାଥ ସ୍ବାମୀ 🙏🙏 ଶିବ ନନା ଆପଣଙ୍କ ସଂଗୀତ ଅତି ସୁନ୍ଦର ଏବଂ ଆନନ୍ଦ ଲାଗୁଚି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍ ।🙏🙏
ନିରାଶ୍ରୟ ମା ଜଗଦୀଶ ରକ୍ଷ ହରି ଓଁ
🙏 ଅତି ଉଚ୍ଚ କୋଟିର ଓ ହୁଦ୍ୟୟ ସ୍ପର୍ଷି ଆପଣ ଙ୍କ ସ୍ୱର ସିଧସଳଖ ଯାଇକି hurudya ରେ ବାଜୁଚି 🙏 କୋଟି ଓଡ଼ିଆ ଙ୍କ ଜୀବନ ଧନ ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣ ଙ୍କୁ emti ଅଧିକ ରୁ ଅଧିକ ଶକ୍ତି ଦିଅନ୍ତୁ ଆମ ଓଡିଆ କୁ ଆଗକୁ ନେବା ପାଇଁ 🙏🙏🙏
ନନା ଆପଣ ଶ୍ରୀ ଜଗନ୍ନାଥାଷ୍ଟକଂ ବି ଗାନ୍ତୁ
ଆମ ପ୍ରଭୁ ଯେମିତି ସୁନ୍ଦର ପ୍ରଭୁଙ୍କ ଭଜନ ସେମିତି ସୁନ୍ଦର
ଜୟ ଜଗରନ୍ନାଥ ପ୍ରଭୁ.. ଜୟ ଶ୍ରି ରାମ ପ୍ରଭୁ...
ହେ ମହାବାହୁ ଆପଣଙ୍କ ବିନା କିଛି ଅନ୍ୟ ଗତି ନାହିଁ ପ୍ରଭୁ 🌹🙏🏻
ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Ati sundar Bhakti song
Radhe Radhe Jay sri Krishna.
jay jagannath prabhu sabu thik kara sindura ra marjyada rakha prabhu
ଅତି ସୁନ୍ଦର ଭାବରେ ବର୍ଣ୍ଣନା ବାହାରେ ଜୟ ଜଗନ୍ନାଥ ମୋ ମହା ପ୍ରଭୁ ହେ
JAY SRI JAGANNATH
Nice voice👌. Nirasraya maam jagadisha rakshya
Jay Jagannath
Bahut sunder laguchi
ମଧୁରାଷ୍ଟକମଂ ଆଉ ଗୋଟେ ପାଇଁ ଅନୁରୋଧ ନନା🙏
can you provide the English lyrics of this bhajan
ଶ୍ଲୋକ ଭୁଲ ବୋଲିଲେ ବହୁତ୍ ଅନିଷ୍ଟ ହୋଇଥଏ।
ଏହି ଭଜନ ର ସମସ୍ତ କର୍ତା କୁ ନମେସ୍ୟ
ଶିବ ନନା କୁ ମୋର ହୁଦ୍ ୟ ରୁ ପ୍ରଣାମ
Ahi songs re ki anada au Santi miluchi bhagwanku pranam 🙏autamaku v 🙏
Bahut sundar song one'lyrics of Odia heart touching lyrics 😢 Jay jagannath Swami 🙌🙌
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ🙏🙏🙏🙏🙏🙏🙏🙏🙏
Jay Jagannath Maha Prabhu Krupamay Shree Hari 🙏🌹❤️🌹🙏
ଅତି ସୁନ୍ଦର ଭଜନ । ଜୟ ଜଗନ୍ନାଥ।
ହେ ମହାବାହୁ କୋଟି ଓଡ଼ିଆଙ୍କ ମଉଡମନି
ହେ କାଳିଆ ରଜା ମନଗୋବିନ୍ଦ କାଳିଆ ଠାକୁର
ଏ ବୈଷ୍ଣବ ପରିବାର ତରଫରୁ ଆମର କୋଟି କୋଟି ପ୍ରଣାମ ସ୍ବୀକାରକର ମହାପ୍ରଭୁ