Mo Bou | Women's Day Special Song | Aliva Lenka | Sricharan Mohanty | Kalandi Rout | Sanjay

แชร์
ฝัง
  • เผยแพร่เมื่อ 21 ส.ค. 2024
  • Suman Creation Media ପ୍ରସ୍ତୁତ କରୁଛି ମହିଳା ଦିବସ ଉପଲକ୍ଷେ ଏକ ସୁନ୍ଦର ଓଡ଼ିଆ ଗୀତ "ମୋ ବୋଉ" । ଏହି ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ଅଲିଭା ଲେଙ୍କା ଓ ଶ୍ରୀଚରଣ ମହାନ୍ତି, ଗୀତ ରଚନା କରିଛନ୍ତି କାଳନ୍ଦୀ ରାଉତ ଓ ସଂଗୀତରେ ସଜେଇଛନ୍ତି ସଞ୍ଜୟ ।
    ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଭଜନ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
    ► Please Like, Share, Comment & Don't Forget To Subscribe Our Channel Suman Creation Media.
    ► Video Credits
    ♫ Song Name: Mo Bou
    ♫ Singer: Aliva Lenka & Sricharan Mohanty
    ♫ Lyrics: Kalandi Rout
    ♫ Music: Sanjay
    ♫ Dubbing & Mixing: AB Studio
    ♫ Edit: Prashant
    ♫ Produced By: Mohan Bhai (WhatsApp 8018209332)
    ♫ Banner: Suman Creation Media
    ► "Mo Bou" - Now Streaming On -
    ♫ TH-cam Music - • Album - Mo Bou
    ♫ I Tunes - geo.itunes.app...
    ♫ Spotify - open.spotify.c...
    ♫ Gaana - gaana.com/song...
    ♫ Wynk - wynk.in/music/...
    ♫ Jio Saavn - www.jiosaavn.c...
    ♫ Amazon Music - music.amazon.i...
    ♫ TH-cam Artist Page - • Mo Bou
    #SumanCreationMedia #MoBou #AlivaLenka #SricharanMohanty #KalandiRout #Sanjay #Women'sDay #BouMoBou #Bou #MoBouAlivaLenka #Mother'sDaySpecialSong #internationalwomensday #AlivaLenkaSong #SricharanMohantySong #BestofAlivaLenka #BestofSricharanMohanty #MaaPariKiyeHeba #MaaToBina #OdiaSong2023 #womensday #womensdaysong
    ► Copyright Disclaimer
    Copyright © of The Content Belong To Suman Creation Media. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.

ความคิดเห็น • 1.4K

  • @aratilatasahoo5716
    @aratilatasahoo5716 ปีที่แล้ว +44

    ଗୀତ ଶୁଣିଲା ପରେ ମୋ ପାଖରେ କିଛି ଶବ୍ଦ ନାହିଁ କହିବାକୁ । ଏ ତେଣୁ ମୋ ଅନ୍ତରରୁ ଦୁଇକଣ୍ଠଶୀ ଳ୍ପି ଙ୍କୁ ହୃଦୟଭରା ପ୍ରଣାମ । 🙏🙏🙏🙏🙏🙏🙏🙏🙏

    • @sumancreationmedia
      @sumancreationmedia  ปีที่แล้ว +4

      🙏

    • @rabitripathy1821
      @rabitripathy1821 10 หลายเดือนก่อน +4

      very much nice,when i see i am craying,i remember my bou.

    • @user-gs2eu2lv5o
      @user-gs2eu2lv5o 5 หลายเดือนก่อน +2

      Great🎉❤

    • @user-gs2eu2lv5o
      @user-gs2eu2lv5o 5 หลายเดือนก่อน +2

      🙏🙏🙏🙏👌👌👌👌❤️❤️❤️❤️🌹🌹🌹🌹🌹

    • @rakeshsahu9653
      @rakeshsahu9653 10 วันที่ผ่านมา

      Ohhhh lhlhlhlbl😮hllhhllh😢lhhhhhllhyl hii thi hii hii​

  • @bijayakumarmaharana8330
    @bijayakumarmaharana8330 ปีที่แล้ว +28

    କାଳନ୍ଦି ସାର୍ ଆପଣ ଆଜିଯାଏ ଏଭଳିଗୀତକୁ କଉଠି ଲୁଚାଇ ରଖିଥିଲେ ଆପଣଙ୍କୁ ମୋହୃଦୟରୁ କୋଟି କୋଟି ନମସ୍କାର 🙏🙏🙏 ଆପଣଙ୍କ ପୁରା ଟିମ୍ କୁଅଶେଷ ଅଶେଷ ଧନ୍ୟବାଦ 🙏🙏🙏🙏👌👌👌

  • @mikipradhan9351
    @mikipradhan9351 ปีที่แล้ว +24

    ଗୀତଟିର ସ୍ରଷ୍ଟାଙ୍କୁ ଭୂମିଷ୍ଠ ପ୍ରଣାମ🙏
    ଏତେ ସୁନ୍ଦର ସୃଷ୍ଟି, ପୁରା ଗୀତ ଶୁଣି ଆଖିରେ ଆଉ ଲୁହ ରହିଲାନି🙏
    ଆପଣ ମାନଙ୍କୁ ଅନ୍ତରରୁ ଧନ୍ୟବାଦ..
    ବୋଉ ଲୋ love you ❤

  • @urmiladei5260
    @urmiladei5260 ปีที่แล้ว +18

    ବହୁତ ବଢିଆ ହୃଦୟସ୍ପର୍ଶୀ ଗୀତ l ବାରମ୍ବାର ଶୁଣିଲେବି ଇଚ୍ଛା ହେଉଛି ପୁନର୍ବାର ଶୁଣିବାକୁ l ସମସ୍ତଙ୍କୁ ଧନ୍ୟବାଦ lରଚନା କରିଥିବା ଭାଇନାଙ୍କୁ ଧନ୍ୟବାଦ l 🙏🏻🙏🏻🙏🏻

  • @himansu_122
    @himansu_122 ปีที่แล้ว +12

    ଏ ଗିତ ଶୁଣି ଆପଣ ମାନଙ୍କୁ କେମିତି ଧନ୍ୟବାଦ ଦେବି ବୁଝିପାରୁନି love you team.

  • @user-tz7xe7hh1s
    @user-tz7xe7hh1s ปีที่แล้ว +29

    ଆଖି ରୁ ଲୁହ ଝରି ଆସିବା ପରି, ପ୍ରତେକ ଙ୍କ ହୃଦୟ ରେ ଲୁଚି ରହିଥିବା ଅନୁଭବ ର ଗୀତ ଟିଏ l ଗୀତିକାର ଙ୍କୁ ଧନ୍ୟବାଦ l ଗାୟକ ଓ ଗାୟିକା ଖୁଵ ଉଷ୍ମତା ଭରି ଗାଇଛନ୍ତି l Hats Off.

  • @binayamuduli
    @binayamuduli ปีที่แล้ว +43

    ବହୁତ ଦିନ ପରେ ଏମିତି ଏକ ଗୀତ ର ସୃଷ୍ଟି ହେଇଛି ଯାହା ଆଖିରେ ଲୁହର ବନ୍ୟା କରିଦେଲା... ଅତ୍ୟନ୍ତ ହୃଦୟସ୍ପର୍ଶୀ.... ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ

    • @sumancreationmedia
      @sumancreationmedia  ปีที่แล้ว +1

      😢🙏🙏🙏

    • @pradeepskitchen1517
      @pradeepskitchen1517 ปีที่แล้ว +2

      ମୋର ଇଚ୍ଛା ହେଉଛି ଲେଖକଙ୍କର ପାଦ ଧୂଳି ମୋ ମୁଣ୍ଡରେ ମାରିବାକୁ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ,ଆପଣଙ୍କର ସମସ୍ତ ସହଜୋଗୀ ଭାଇ ଭଉଣୀ ମାନଙ୍କୁ, ମୋର ଅନୁରୋଧ ଆପଣ ମାନଙ୍କୁ ବାପାଙ୍କ ନାମ ରେ ଗିତ ଲେଖିବାକୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

    • @mpjena5552
      @mpjena5552 ปีที่แล้ว +1

      Very very heart touching song, tq ❤🎉

    • @usernamesmita
      @usernamesmita 9 หลายเดือนก่อน

      ​@@sumancreationmedia😮😮😮

  • @nimaincharanasahoo5757
    @nimaincharanasahoo5757 ปีที่แล้ว +17

    A beautiful heart touching song on mother which describes all qualities of mother. I have lost my mother 10 years ago. By listening this song it brings tears in my eyes. Many many thanks both to writer and singers.

  • @sangramkesharibehera3032
    @sangramkesharibehera3032 ปีที่แล้ว +9

    ବଉର ମିଠା କଥା ଭଳି ଏ ଗୀତ ଏତେ ହୃଦୟସ୍ପର୍ଶୀ ହୋଇଛି ଯେ ତାହା ବର୍ଣ୍ଣନା ର ବାହାରେ

  • @debendrakumarnayakbabu5861
    @debendrakumarnayakbabu5861 ปีที่แล้ว +17

    କାଳନ୍ଦୀ ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍,ବହୁତ ଉଚ୍ଚ କୋଟିର ରଚନା ❤ ପ୍ରଣାମ

  • @saratkumarrout1508
    @saratkumarrout1508 ปีที่แล้ว +7

    ଏ ହୃଦୟ ସ୍ପର୍ଶ ଗୀତ ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଛି🙏
    ଦୁଇ କଣ୍ଠ ଶ୍ଳିପିଙ୍କୁ ହୃଦୟରୁ ପ୍ରଣାମ 🙏

  • @user-xb2jx3eu4z
    @user-xb2jx3eu4z ปีที่แล้ว +27

    Salute to the writer as well as all team members for this beautiful song.👃👃👃...

  • @sushantasekharmohanty4446
    @sushantasekharmohanty4446 ปีที่แล้ว +5

    ସମସ୍ତଙ୍କ ଅନୁଭବର ଅତି ସୁନ୍ଦର ଶବ୍ଦ ସଂଜୋନାର ଉପହାର ଧନ୍ୟବାଦ୍ କାଳନ୍ଦୀ ଵାଵୁ । ପିଢି ପରେ ପଢି ସମସ୍ତେ ମନେ ରଖିଵେ ,Sricharan babu ,the best.

  • @OdishaMatiraBasna
    @OdishaMatiraBasna ปีที่แล้ว +14

    ହୃଦୟକୁ ଏମିତି ଛୁଇଁଗଲା ଯେ ଏମିତି ଗୀତ କରିବାକୁ ଇଛା ବଢିଗଲା । ଧନ୍ୟବାଦ ସମସ୍ତ ଟିମକୁ

    • @rashmitamaharana5934
      @rashmitamaharana5934 ปีที่แล้ว

      Good

    • @RanjanKumar-rb9hx
      @RanjanKumar-rb9hx ปีที่แล้ว +2

      ହୃଦୟ କୁ ଛୁଇଁ ଗଲା

    • @basantamanjarijena4681
      @basantamanjarijena4681 ปีที่แล้ว +1

      Basanta manjari rayasingh jena ,
      ମୋ ବୋଉ ଶବ୍ଦ ଟିରେ , ଏ ମିତୀ ମମତା ଭରା
      ମଧୁରତା ଭରି ରହିଛି ଯେ ,ସେହି ହୃଦୟ ସ୍ପର୍ଷୀ ସଙ୍ଗୀତ ଟି ଅ ନ୍ତର ର କେଉଁ ଏକ କୋମଳ ତ ନ୍ତ୍ରୀ କୁ
      ଛୁଇଁ ନୟନ ରୁ ଲୋତକ ର ଝରଣା ଟିଏ ସତରେ ଝରି ଯିବ । ଏହି ସଙ୍ଗିତଟିରେ ପ୍ରତ୍ୟେକ ସହଯୋଗୀ ଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ଧନ୍ୟବାଦ ।

  • @p.prabhatkhuntia2337
    @p.prabhatkhuntia2337 ปีที่แล้ว +6

    ଯେତେ ବର୍ଣ୍ଣନା କଲେ ବି ବୋଉର ଗୁଣ ଗାରିମା ସରିବନି କିନ୍ତୁ ଆପଣ ବୋଉର ସମସ୍ତ ଗୁଣ ଗାଥା କୁ ଅତି ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି।ଆଉ ଶ୍ରୀଚରଣ ସାର ଆଉ ମାଡ଼ମ ବି ଅତି ସୁନ୍ଦର ଭାବରେ ଗାଇଛନ୍ତି।ଆପଣଙ୍କୁ କୋଟି କୋଟି ପ୍ରଣାମ🙏♥️🙏

  • @baidankababa8392
    @baidankababa8392 ปีที่แล้ว +9

    ସୁନ୍ଦର ଶବ୍ଦ ପଟୁଆରରେ ବୋଉର ଗୀତ ବେଶ୍ ଶ୍ରୁତି ମଧୁର।ଗୀତ ସହ ଜଡ଼ିତ ପ୍ରତିଟି ଚରିତ୍ର ବଧେଇର ହକଦାର୍।ଓଡ଼ିଆ ସଂଗୀତ କ୍ଷେତ୍ରରେ ନିଆରା ସ୍ବରଟିଏ.. ବାରମ୍ବାର ଶୁଣିଲେ ବି ମନ ପୁରୁନି।ସଂଗୀତରେ ବୋଉର ସାହିତ୍ୟ ଖୋଜୁଥିବା ଗୀତିକାରଙ୍କୁ ଅଜସ୍ର ଶୁଭକାମନା।

  • @chakradharasahu6873
    @chakradharasahu6873 ปีที่แล้ว +7

    ସାର୍ ଏବଂ ମାମ୍ ଙ୍କୁ ମୋର କୋଟି କୋଟି ପ୍ରଣାମ। ଏଇ ଗୀତ ଶୁଣିଲା ପରେ ମୁଁ ବହୁତ୍ ସମୟ କାନ୍ଦିଛି ।ବୋଉ ଭଳି ଶବ୍ଦ ଦୁନିଆ ରେ ନାହି । କିନ୍ତୁ ଆଜିର ସମାଜ ବାପା,ବୋଉ ର ଇଜତ ଦେଉନାହାନ୍ତି।କିନ୍ତୁ ମୁଁ ଆଜି ବହୁତ୍ ଭାଗ୍ୟବାନ ମୋ ବାପାବୋଉ ମୋ ପାଇଁ ଜୀବନ୍ତ ଦେବତା । ତାଙ୍କ ଚରଣ ତଳେ ସବୁବେଳେ କୋଟି କୋଟି ଜୁହାର 🙏🏻🙏🏻🙏🏻

  • @Shree_creatives3827
    @Shree_creatives3827 ปีที่แล้ว +11

    ହୃଦୟସ୍ପର୍ଶୀ ଗୀତ ଟିଏ ମନେ ପଡିଗଲା ଅତୀତ ର ସବୁ କଥା ମୋ ବୋଉ ❤

  • @umeshpattanayak3364
    @umeshpattanayak3364 ปีที่แล้ว +14

    "My Mother" was the best choice of persons to commemorate on the Women's Day. The talented singers had stamina to sing for 24 minutes, and yet the sacrifice, care, affection and love of mother remained incomplete.

  • @prakashchandrabiswal2363
    @prakashchandrabiswal2363 11 หลายเดือนก่อน +4

    Nobody can take the place of mother.She's unique. Thanks a lot.

  • @prabinkumar3620
    @prabinkumar3620 ปีที่แล้ว +18

    Congratulations to All the members....U all r really deserve Appreciation for making this Song❤️

  • @suryakantapanda253
    @suryakantapanda253 ปีที่แล้ว +16

    ମା ପାଇଁ ଏତେ ସୁନ୍ଦର ଗୀତଟି ରଚନା କରିଥିବାରୁ ତୁମକୁ ଅଶେଷ ଅଶେଷ ଧନ୍ୟବାଦ!ସତରେ ହୃଦୟକୁ ଛୁଇଁଗଲା ତୁମର ଏ ଗୀତଟି ଯୋଉଁ ମାନେ ମାକୁ ଅନାଦର କରୁଛନ୍ତି ସେଇମାନେ ଟିକେ ମନ ଦେଇ ଗୀତଟିକୁ ଶୁଣନ୍ତୁ 🙏🙏🙏

    • @pkbarik4718
      @pkbarik4718 ปีที่แล้ว

      Se manaka ro bhagya Kai je ae gito ku suni paribe sir😢😢😢😢😢
      Semane to papo re budi rohile. maa ro momata bujhi be kouthi angya🙏🙏🙏🙏🙏 dhanya bad

  • @sasmitarout2014
    @sasmitarout2014 ปีที่แล้ว +7

    ହୃଦୟ ଛୁଇଁଲା ଭଳି ଗୀତ ଟିଏ ଅତି ସୁନ୍ଦର ଲଭ ୟୁ

  • @santoshpattnayak2589
    @santoshpattnayak2589 ปีที่แล้ว +3

    ଚମତ୍କାର ଅତି ଚମତ୍କାର ସଂଯୋଜନା । ଲେଖକ କାଳନ୍ଦୀ ମହୋଦୟଙ୍କୁ ସାଧୁବାଦ । 🙏🙏🙏

  • @gatikrushnapalei3643
    @gatikrushnapalei3643 ปีที่แล้ว +22

    Wow. What a beautiful song. I am very much impressed in this song. I have lost my mother since 30 years. Very heart touching song. Many many thanks to the lyrist and singers Mr Sricharan and Aliva Lenka. Expression of both are very touchy. In my opinion this is one of the best Odia song in Bou.

  • @sushreesangita4827
    @sushreesangita4827 ปีที่แล้ว +12

    ଏତେ ସୁନ୍ଦର ଗୀତ ପାଇଁ ଅଶେଷ ଧନ୍ୟବାଦ ଆପଣଙ୍କୁ। 🙏🙏🙏 ବୋଉ ଶବ୍ଦରେ ଭରା ଅପୂର୍ବ ସ୍ନେହ ଆଉ ମମତା। ଚମତ୍କାର ଶବ୍ଦ ସଂଯୋଜନା। 🙏

  • @sibanisahoo8146
    @sibanisahoo8146 ปีที่แล้ว +5

    ହୁଏତ କୈାଣସି ଶବ୍ଦ ନାହିଁ ପ୍ରଶଂସାର ଖୁବ୍ ଉର୍ଦ୍ଧରେ ❤❤❤❤❤❤❤❤❤❤❤❤❤❤❤❤❤❤❤

  • @biswanathgouda5217
    @biswanathgouda5217 ปีที่แล้ว +4

    ଏହି ପରି ହୃଦୟସ୍ପର୍ଶି ଗୀତଟିଏ କରିଥିବାରୁ ସମ୍ପୂର୍ଣ୍ଣ ଟିମକୁ ମୋର ନମସ୍କାର । ଛବିଗୁଡ଼ିକ ଗାଁ ମାଟିର ହୋଇଥିଲେ ଭଲ ହୋଥାଆନ୍ତା। ଆଗକୁ ଏହିପରି ଗୀତ କଲେ ଆଶାକରେ ଏଥିପ୍ରତି ଦୃଷ୍ଟି ଦେବେ।

  • @nikunjaroutray549
    @nikunjaroutray549 ปีที่แล้ว +4

    ଗୀତଟି ଭଲ ତା ସାଙ୍ଗକୁ ସୁର୍ ମଧ୍ୟ। ଗୀତିକାରଙ୍କୁ ଧନ୍ୟବାଦ ଏବଂ ଦୁଇ କଣ୍ଠଶିଳ୍ପୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

  • @sujatalenka1879
    @sujatalenka1879 ปีที่แล้ว +9

    ବହୁତ ବହୁତ ଧନ୍ୟବାଦ ଆଜ୍ଞା..... 🙏🙏🙏🙏ବୋଉ ମୋର 🙏🙏🙏🙏🙏ଆଉ ନାହିଁ ଦୁନିଆରେ...... ବୋଉ ବିଷୟରେ ଗୀତ ଟି ମୋ ବୋଉ ପାଇଁ ପୁରା ପ୍ରଯୁଜ୍ୟ...... 🙏🙏🙏🙏କାଳିଆ ମୋ ବୋଉ କୁ ତୋ ପାଖରେ ରଖିଥା 🙏🙏🙏🙏

    • @bijayakumarmaharana8330
      @bijayakumarmaharana8330 ปีที่แล้ว

      ଆପଣଙ୍କୁ ଆପଣଙ୍କର ବୋଉ ଙ୍କ ଆଶିର୍ବାଦା ରହିଛି ମନକଷ୍ଟ କରନାହିଁ 🙏🙏🙏

  • @srinibaspanda6824
    @srinibaspanda6824 4 วันที่ผ่านมา

    ଖୁବ୍ ସୁନ୍ଦର ହୃଦୟ ସ୍ପର୍ଶୀ ଦୁଇ କଣ୍ଠଶିଳ୍ପୀ ଙ୍କ ଗୀତ ପରିବେଷଣ । ଅଶେଷ ଧନ୍ୟବାଦ ସହ ପ୍ରଣାମ ଜଣାଉଛି ।

  • @banacreations1102
    @banacreations1102 ปีที่แล้ว +2

    ବହୁତ ସୁନ୍ଦର ବୋଉର ଗୁଣ ଯେତେ ଗାଇଲେବି ସରେନି. ପ୍ରତି ଧାଡ଼ି ସୁନ୍ଦର ସ୍ୱରରେ ହୃଦୟର ଅଜସ୍ର କାହାଣୀ..

  • @kailashchandraswain2296
    @kailashchandraswain2296 ปีที่แล้ว +8

    It takes all the qualities of mother. Thanks to writer and singers who have done admirable jobs narrating mother's care, nourishing, protecting and educating the child.

  • @SanjayKumarRout99
    @SanjayKumarRout99 ปีที่แล้ว +25

    ଏହି ଗୀତ ଶୁଣିବା ସମୟରେ ମୁଁ ଲୁହ ଅଟକେଇ ପାରିଲିନି । ସାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏🙏

  • @radhakantarajaguru5183
    @radhakantarajaguru5183 ปีที่แล้ว +2

    ଅତି ଚମତ୍କାର ଲେଖା!!!!
    ଅଶେଷ ଧନ୍ୟବାଦ ସେଇ ଲେଖକଙ୍କ ପାଇଁ ଯିଏ ଏଭଳି ଅମୂତର ଧାରା ସୃଷ୍ଟି କରିଛନ୍ତି 🙏🙏🌹🙏🙏🌹🙏🙏🌹🙏🙏
    ମୋ ବୋଉ ଯେମିତି ମୋ ପାଇଁ ମହାନ
    ସମସ୍ତଙ୍କ ବୋଉ ସେମିତି ସମସ୍ତଙ୍କ ପାଇଁ ମହାନ ❤️❤️❤️
    କାଳନ୍ଦୀ ଭାଇ ସତରେ ଏହାକୁ ଲେଖିଲାବେଳେ ମା ସରସ୍ୱତୀ ଆପଣଙ୍କ ମନକୁ ବଶୀଭୂତ କରିଥିଲେ 🙏🙏

  • @PratikshyaRaniPanda
    @PratikshyaRaniPanda 3 หลายเดือนก่อน +1

    Kou odia nathibe badhe .. je a Gita suni kandi nathibe .......❤❤❤ Ate Sundar song .. jete tarif kale bi Kam haba... Thank you soo much .....🙏🙏🙏🙏🙏🙏🙏🙏🙏🙏

  • @suramanisamala2106
    @suramanisamala2106 ปีที่แล้ว +46

    ମୋ ବୋଉ କୁ ନେଇ ଏମିତି ଗୀତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ସମସ୍ତଙ୍କୁ ମୋର ଭୂମିଷ୍ଠ ପ୍ରଣାମ କରୁଛି🙏😭

  • @chaitanyabariki810
    @chaitanyabariki810 ปีที่แล้ว +3

    ବହୁତ ଭଲ ଲାଗିଲା 🙏🙏
    ପଚାଶ ବର୍ଷ ତଳକୁ ଚାଲିଯାଇଥିଲି ଗୀତ ଶୁଣିବା ବେଳେ 🙏🙏🙏🙏

  • @JishukrishnaDas-et4ek
    @JishukrishnaDas-et4ek 26 วันที่ผ่านมา

    ବୋଉ ମୋର ସତରେ ଗୋଟାଏ ମହାନ କାରିଗର ଦେହ ଗଢିଯାଇଚି ପଥର ପଡିଲେବୀ ସହୀପାରିଵି ଧନ୍ୟ ତୁ ଜନନୀ ତୋତେ କୋଟି କୋଟି 🙏🙏🙏🙏🙏

  • @rdmixdj
    @rdmixdj 10 หลายเดือนก่อน +2

    ବଉ ପାଇଁ ଶବ୍ଦ ନାହିଁ
    ଅସୀମ ଧର୍ଯ୍ୟ ର ଉଦାହରଣ
    ସ୍ନେହ ମମତା ର ଉଦାହରଣ
    ଜୀବନ୍ତ ଭଗବାନ
    ମୋ ବଉ....

  • @user-lw8rw4gd9z
    @user-lw8rw4gd9z 10 หลายเดือนก่อน +8

    ବାପା ଓ ବୋଉ ଙ୍କୁ ମୋର ଭୂମିଷ୍ଠ pranam

  • @durgamadhab9125
    @durgamadhab9125 ปีที่แล้ว +35

    ମୋ ରୁମ ଗୁଡ଼ା ଟାଙ୍କୁରୀ ଉଠିଲା..... ଯିଏ ଆଖି ବନ୍ଦ କରିକି ଶୁଣିବ ସେ ପୂରା କାନ୍ଦି ପକେଇବ... ଏମିତିରେ ବି ଲୁହ ଆସିଯାଉଛି 😥

    • @sumancreationmedia
      @sumancreationmedia  ปีที่แล้ว +4

      Setiki darkar sir.jadi luha asichhi ta hrudayaku chhuinchhi.🙏

    • @suramanisamala2106
      @suramanisamala2106 ปีที่แล้ว +1

      ବୋଉ କୁ ଭଲ ପାଉଥିଲେ ରୁମ କଣ ଆଖି ରୁ ଲୁହ ବାହାରି ଜୀବ 😭😭😭😭🙏

    • @simanchalkhosla2773
      @simanchalkhosla2773 6 หลายเดือนก่อน

      Bohut Sundar gitota heichi ,🦚🙏🙏🙏🙏🙏🙏🦚🪔🪔🪔🪔🪔

  • @chittaranjanswain5693
    @chittaranjanswain5693 6 หลายเดือนก่อน +1

    The song composed by Aliva Lenka singing by Sricharan Mohanty is very very heart touching which is beyond my description.My hearty congratulation to them.Wish best of luck n do more in future by the grace of Lord Jagannath.

    • @chittaranjanswain5693
      @chittaranjanswain5693 6 หลายเดือนก่อน

      Again my hearty congratulation to both the singers .At the time of listen I felt just like fountain of honey creates from their throat.Many many thanks to them Wish their best of luck n dazzling future in this line.God bless them.

  • @UmakantaJena-iw3sc
    @UmakantaJena-iw3sc ปีที่แล้ว +2

    ମୋ ବୋଉ ବାପା ଙ୍କ ପାଦ ତଳେ ମୋ ମଥା ସବୁ ବେଳେ ଝୁଙ୍କୁକି ଥାଉ ଅତି ସୁନ୍ଦେର ଗୀତ ଟେ ହୃଦୟ ଆଖି ର ଲୁହ ରେ ଭିଜି ଗଲା 🙏🙏

  • @surajitdash
    @surajitdash ปีที่แล้ว +4

    "ବୋଉ" ପାଇଁ ଚମତ୍କାର ଗୀତ କାଳନ୍ଦୀ ବାବୁ, ସୁନ୍ଦର ସଂଗୀତ ରଚନା ଆଉ ହୃଦୟସ୍ପର୍ଶୀ ଗାୟନ | ମନ କୁ ଛୁଇଁଲା ଭଳି ଗୀତ ଟିଏ, ବହୁତ ଭଲ ଲାଗିଲା |

  • @biswaprakashdas2727
    @biswaprakashdas2727 ปีที่แล้ว +5

    ଅତୀତର ସବୁ କିଛି ମନେ ପକେଇ ଦଉଛି ସଂଗୀତ ବେଉ ❤❤

  • @Jugbalgond7777
    @Jugbalgond7777 6 หลายเดือนก่อน +1

    ବହୁତ ସୁନ୍ଦର ଲାଗିଲା ଓଡ଼ିଆ "ମୋ ବୋଉ" ଗୀତ ଟି ଦିଦି ଅଲିଭା ଓ ବଡ ଭାଇ ଚରଣ ମହାନ୍ତି ଙ୍କୁ କୋଟି କୋଟି ପ୍ରଣାମ କରୁଛି 🙏ଏମିତି ଆଗକୁ ବଢ଼ିବାରେ ଭଗବାନଙ୍କର ଆର୍ଶୀବାଦ ରହୁ🙏 ଜୟ ଜଗନ୍ନାଥ 🌅🏹 ଜୟ ଶ୍ରୀ ରାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @manojkumarpani6424
    @manojkumarpani6424 4 หลายเดือนก่อน +1

    ମୁଁ ବେଶି ଖୁସି ଅଟେ କାରଣ ଏହି ଗୀତ ନିଜେ ମୋ ସାଙ୍ଗ ଲେଖିଛି! ଗୀତ ଟି ବହୁତ୍ ଅର୍ଥପୂର୍ଣ୍ଣ ଏବଂ ମନ ଛୁଆ ହୋଇଛି

  • @saiaradhyajena4778
    @saiaradhyajena4778 ปีที่แล้ว +10

    ଏହି ଗୀତ ଶୁଣିବା ସମୟରେ ଲୁହ ଅଟକେଇ ପାରିଲିନି।🙏🙏

  • @jitendrarout207
    @jitendrarout207 ปีที่แล้ว +5

    ଗିତାଟି ବହୁତ ସୁନ୍ଦର ହୋଇଚି ।ମାର ମମତା ଏ ଦୁନୀ ଆ ର ସବୁକିଛି।

  • @binashkumarmishra6194
    @binashkumarmishra6194 4 หลายเดือนก่อน +1

    Mind Blowing and I am Completely Speechless, ହୃଦୟରୁ ଅନେକ ଅନେକ ଧନ୍ୟବାଦ୍ ଜଣାଉଛି, ଏହି ଭଳି ସୁନ୍ଦର ଗୀତଟିଏ ପ୍ରସ୍ତୁତ କରିଥିବା ପାଇଁ।

  • @deepakmishra-pb3el
    @deepakmishra-pb3el 11 หลายเดือนก่อน +2

    Mu e Gita suni kandili,Aji ku 22 year hela mu mo bou thru durare rahuchhi.Barsaku thre ba 2 thar dekhik ase .
    Apna mankau more bhumista pranam.E Gita pai.jay Jagannath

  • @soumyaranjantripathy6853
    @soumyaranjantripathy6853 ปีที่แล้ว +4

    ବୋଉ ହିଁ ସବୁକିଛି ❤🙏🏻

  • @subhrajittripathy2972
    @subhrajittripathy2972 ปีที่แล้ว +3

    ❤❤❤❤❤ Really this is the very heart full song and I think this is the last song from each any song.
    Proud of to singer , editor and composed.
    Ever green song for the age❤ ❤❤❤

  • @ranjitabehera1731
    @ranjitabehera1731 ปีที่แล้ว +9

    ଅତି ସୁନ୍ଦର ଗୀତ ଆଖି ରୁ ଲୁହ ଆସି ଯାଉଛି 🙏🙏🙏😭😭😭😭

  • @rajeshkumarsahoo1987
    @rajeshkumarsahoo1987 ปีที่แล้ว +1

    Ati chamatkar gita hoechi bou pai
    Ajira dunia re bahut loka bou ku bhul bujhithanty semane ahi gita tiku nichaya suniba katha
    Love u bou
    Congratulations all team members 🙏🙏🙏🌹

  • @sasmitananda3414
    @sasmitananda3414 ปีที่แล้ว +10

    ଏ ଗୀତ ଶୁଣି ଲୁହ ଅଟକାଇ ପାରିଲିନି ଅଶେଷ ଧନ୍ଯବାଦ

  • @bibhusumandash4610
    @bibhusumandash4610 ปีที่แล้ว +4

    ଏହି ଗୀତ ଶୁଣି ଆଖିରେ ଲୁହ ଆସିଗଲା
    ଧନ୍ଯବାଦ 🙏🙏

  • @pravakarrout3616
    @pravakarrout3616 7 หลายเดือนก่อน +3

    ବୋଉ ପାଇଁ ଉପମା ନିଅଣ୍ଟ। ଏତାଦୃଶ ସଂଗୀତ ପରିବେଷଣ ନିମନ୍ତେ ଅଶେଷ ଅଶେଷ ସାଧୁବାଦ।

  • @sridharnayak3735
    @sridharnayak3735 8 หลายเดือนก่อน +5

    ଆପଣ ଙ୍କୁ କୋଟି ପ୍ରଣାମ ହୃଦ ୟସ୍ପର୍ଶୀ

  • @pradeeptasutar
    @pradeeptasutar ปีที่แล้ว +11

    A class song.. Taste of pure odia

  • @manoranjanbehera4185
    @manoranjanbehera4185 ปีที่แล้ว +6

    comments will less than the feeling
    It’s really heart touching song
    Every word of this song is related to my mother as well
    When I listen this song the tear come from my eye automatically
    No word just hats of you Kalandi sir .
    You are the unique one …..

  • @renubalaparida9261
    @renubalaparida9261 5 หลายเดือนก่อน +1

    ଏତେ ସୁନ୍ଦର ଶବ୍ଦ ସଂଯୋଜନା ବୋଉ ପାଇଁ ଦେହରେ ଶିହରଣ ଖେଳିଯାଏ ଗୀତ ଟି ଶୁଣିଲେ ଆଖିରେ ଲୁହ ଝରି ଯାଉଛି ମୁଁ ତା ଠାରୁ ଦୂରରେ ରହିଥିବା ରୁ 😢😢

  • @SaiShradha57
    @SaiShradha57 ปีที่แล้ว +1

    ବୋଉ ସବୁବେଳେ ମମତାର ସୀମାହୀନ ସାଗରଟିଏ
    ସର୍ବଂସହା ଧରିତ୍ରୀ ସେ,ତା'ର ଋଣ କେହି କେବେ ଶୁଝି ପାରିବେନି ।
    Best lines.....Best composition..... Superb singing.......
    Thanks to the Whole team.....
    Pls Bring this type of Song......to the market......
    Public only follow which you creat.....
    Everyone listen our culture....our traditions through this song...... & The total Contribution of Bou throughout our life......
    Congratulations the whole team.....🙏🙏🙏

  • @babudash1336
    @babudash1336 ปีที่แล้ว +3

    ଗୀତ ଟି ଅତି ସୁ ନ୍ଦର୍ ହୋଇଛି ଅଲିଭା ମାମ
    ଶ୍ରୀଚରଣ ମହାନ୍ତି ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।।

    • @sumancreationmedia
      @sumancreationmedia  ปีที่แล้ว +1

      🙏

    • @niharikasahoo9674
      @niharikasahoo9674 ปีที่แล้ว +2

      ଅଲିଭା, ଗୁରୁମା ଏ ସୁନ୍ଦର୍ ଗୀତ ପାଇଁ many many thanks(s s v m) Rahama

  • @JayantKumarDasSAFE
    @JayantKumarDasSAFE 10 หลายเดือนก่อน +3

    ଧନ୍ୟ ବୋଉ ଆଉ ଧନ୍ୟ ଏ ଗୀତ ର ସ୍ରଷ୍ଟା ଆଉ presenters👍🙏. ଅଧିକ ଲେଖିବାକୁ ଲୁହ ରୋକିବାକୁ heba😢

  • @DevKumar-rf7mv
    @DevKumar-rf7mv ปีที่แล้ว +1

    ଅତି ଅତି ଅତି ସୁନ୍ଦର.. ଆପଣ ମାନଙ୍କୁ ମୋ ହୃଦୟରୁ ଧନ୍ୟବାଦ.. ଆପଣ ମାନେ ସବୁ ବୋଉ ମାନଙ୍କ ସଂମାନ ବଢ଼ାଇଛ. ମୁ ଘର ଛାଡି ବାହାରେ ରହୁଛି ଏ ଗୀତ ଶୁଣିବା ପରେ ମନ ହଉଛି ବଉ କୋଳରେ ଶୋଇବା ପାଇଁ.. ବଉ କଥା ଭାରି ମନେପଡୁଛି.. 😥

  • @mishragorachand
    @mishragorachand ปีที่แล้ว +2

    ହୃଦୟର ଗଭୀରତମ ପ୍ରଦେଶରୁ ମଥାନତ ପ୍ରଣାମ କରୁଛି ସମସ୍ତଙ୍କୁ ..ଏହି ହୃଦୟସ୍ପର୍ଶୀ ଗୀତ ପାଇଁ 🙏🙏🙏ବୋଉ ❤️❤️❤️❤️🙏🙏🙏🙏

  • @chumibhumiodiavlog.....2064
    @chumibhumiodiavlog.....2064 ปีที่แล้ว +6

    ଏ ଗୀତ କୁ ଆଖି ବନ୍ଦ୍ କରି ଶୁଣିଲେ ଆଖି ରେ ଲୁହ ଆସି ଯାଉଚି। ଆପଣଙ୍କୁ ହୃଦୟରୁ ଧନ୍ୟବାଦ୍

  • @rashmiranjanbehera4264
    @rashmiranjanbehera4264 ปีที่แล้ว +4

    ହୃଦୟସ୍ପର୍ଶୀ ଗୀତ ଟିଏ... ମନ ଛୁଇଁ ଦେଲା

  • @user-ou3wo3of7c
    @user-ou3wo3of7c หลายเดือนก่อน

    ଜୟ ଗୁରୁଦେବ ଜୟ ଜଗନ୍ନାଥ 🙏ସତରେ ଗୀତଟି ବହୁତ ହୃଦୟସ୍ପର୍ଶୀ ହୋଇଛି Writer and singersknu ବହୁତ ବହୁତ ଧନ୍ୟବାଦ 🙏🙏❤️

  • @user-lo7sy7bg1p
    @user-lo7sy7bg1p 7 หลายเดือนก่อน +1

    Really ...buo nku jaha jaha saha tulana kara jaichi satare amazing ❤❤❤🎉🎉🎉🎉

  • @jhansimallick1435
    @jhansimallick1435 ปีที่แล้ว +4

    ଚମତ୍କାର ଶବ୍ଦ ସଂଯୋଜନା ସହିତ melodious voice, ସମସ୍ତଙ୍କୁ ମୋର ହୃଦୟରୁ ଧନ୍ୟବାଦ

  • @deewakarcreations1698
    @deewakarcreations1698 ปีที่แล้ว +11

    ଧନ୍ୟବାଦ ମିହିର ବାବୁ ଏମିତିକା ଗୀତ ଟିଏ ମୋତେ ସ୍ୱର କରିବାର ସୁଯୋଗ ଦେଇଥିବାରୁ, ଧନ୍ୟବାଦ କାଳନ୍ଦୀ sir ଏମିତି ଲେଖା କୁ salute

  • @sahadevpinki3158
    @sahadevpinki3158 ปีที่แล้ว +1

    Bahut sundar hrudayaswarshi gitatie e gitasuni mora atitara sabukatha mane paduchhi mu mo akhira luhaku atakei paruni😢
    Love you Bou❤❤❤❤

  • @SonaliDas-hk9hh
    @SonaliDas-hk9hh 6 หลายเดือนก่อน +15

    ଵୋଉ ନାମରେ ଏପରି ଗୀତ ଗାଉଥିଵାରୁ ଆପଣ ମାନକୁ ପ଼ଣାମ କରୁଛି ତତସଗେସଗେ ଵାପାବୋଉକୁଶତକୋଟିପ଼ଣାମ କରୁଅଛି ମୁଉ ନଟ

  • @sonalipriyadarshinisamal4563
    @sonalipriyadarshinisamal4563 ปีที่แล้ว +6

    khub sundar ....Jay jagannath 🙏🏻✨♥️

  • @sidharthpradhan7602
    @sidharthpradhan7602 ปีที่แล้ว +6

    ଗୀତ ଟି ହୃଦୟସ୍ପର୍ଶୀ। ବହୁତ ଭଲ। ଶ୍ରୀ ଚରଣ ବାବୁ। O ଅଲିଭା ମାମ୍ ଙ୍କୁ ଧନ୍ୟବାଦ୍

  • @tapankumaracharya2788
    @tapankumaracharya2788 4 หลายเดือนก่อน +1

    Bou is a meaningful, worthy and wonderful creation of KalandiBabu.Entire credit goes to him.presentation of song is also very nice.

  • @udayalima9094
    @udayalima9094 ปีที่แล้ว +3

    ବହୁତ ସୁନ୍ଦର ସତ୍ଯ ସଂଗୀତ ଲେଖକ ମହାଶୟ ଗାୟିକା ଗାୟକ ମ୍ୟୁଜିକ ବଂଧୁ ମାନଂକୁ ଧନ୍ଯବାଦ🤝❤

  • @bhagavanpati-wf9pk
    @bhagavanpati-wf9pk ปีที่แล้ว +6

    Realistic & heartfelt song.Many a thanks
    to the lyricist who has covered the pertinent Role Of BOU in breadth & length minutely.Congratulation to the talented music Composer & the All round Singer Sricharan
    S.

    • @manasiparikshya7891
      @manasiparikshya7891 ปีที่แล้ว

      Bahut sundar gita prakutare bou mulya atulaniya.sabu members manku thanks

  • @nababarika4028
    @nababarika4028 ปีที่แล้ว +7

    No words for mother as described in this song with sweet tone of
    Aliva
    Lenka

    • @sumancreationmedia
      @sumancreationmedia  ปีที่แล้ว

      🙏

    • @parasarabehera5927
      @parasarabehera5927 ปีที่แล้ว

      Very imotional and heart touching song , nothing have any word to be describe like on moter Many many thanks to lyricist & both Singer also,,love U all,,

  • @manasranjansahoo3050
    @manasranjansahoo3050 ปีที่แล้ว

    ଜିବନ ଆମେ ପାଇଛେ ସତ କିନ୍ତୁ ଜେତେ ଉପରକୁ ଗଲେ ମଧ୍ୟ ବୋଉଙ୍କର ଏକ ପାଦ ଧୂଳି ର ସମାନ ହୋଇ ପାରିବା ନାହିଁ ❤❤❤❤ ଅସରନ୍ତି ଶକ୍ତିର ସେ ହେଉଛନ୍ତି ସର୍ବକନିଷ୍ଠ ଭାବେ ମା ବୋଉ❤❤❤

  • @mamalisibupanchu8180
    @mamalisibupanchu8180 8 หลายเดือนก่อน +2

    ଯେତେ ଧନ୍ୟବାଦ ଦେଲେ ବି କମ ହେବ ପୁରା ଟିମ କୁ ହୃଦୟ ରୁ କୋଟି କୋଟି ପ୍ରଣାମ ଏମିତି ଗୀତ ସଂଯୋଜନା କରି ଓଡ଼ିଆ ସଂଗୀତ ଜଗତକୁ ରୁଦ୍ଧିମନ୍ତ କରିଥିବାରୁ.. ❤❤

    • @kalandirout4858
      @kalandirout4858 8 หลายเดือนก่อน

      ଅଶେଷ ଧନ୍ୟବାଦ

  • @biswaranjandash6990
    @biswaranjandash6990 ปีที่แล้ว +85

    ଗୀତଟି ହୃଦୟ ସ୍ପର୍ଶୀହୋଇଛି କିନ୍ତୁ ଅଭିନୟ ଗୁଡିକ ଗାଁ ମାଟିର ମା ହୋଇଥିଲେ ଗୀତ ସାଙ୍ଗରେ ସାମଞ୍ଜସ୍ୟ ହୋଇଥାଆନ୍ତା ।ଗୀତର ଅଭିନୟରେ ମା ଅପେକ୍ଷା ମମ ଙ୍କୁ ଟିକେ ଅଧିକ ଗୁରୁତ୍ୱ ଦିଆଯାଇଛି।

    • @srutiranjanbiswal415
      @srutiranjanbiswal415 ปีที่แล้ว +5

      Beautiful

    • @gajendrakumar7023
      @gajendrakumar7023 ปีที่แล้ว +7

      ଠିକ୍ କହିଲ ଭାଇ !
      ବୋଉ ଏକ ଓଡିଆ ଡାକ ତେଣୁ ଗାଁରେ' ଶାଢୀରେ,ଚାଳଘରେ ଓ ମାଟି ପିଣ୍ଡାରେ ପ୍ରଚ୍ଛଦ ଭିଡିଓ କରିଥିଲେ ଆଉ ସୁନ୍ଦର ହେଇଥାନ୍ତା ।

    • @milimapriyadarshinimekap4075
      @milimapriyadarshinimekap4075 ปีที่แล้ว +2

      Right

    • @geetanjalipatnaik5462
      @geetanjalipatnaik5462 ปีที่แล้ว +1

      0pppp

    • @nibeditaparida8750
      @nibeditaparida8750 ปีที่แล้ว +1

      ​@@gajendrakumar7023 ⅔
      😊

  • @subhalaxmidash6676
    @subhalaxmidash6676 ปีที่แล้ว +4

    No one can equal to mother.her place is special.❤️✨

  • @ipseetaswain
    @ipseetaswain ปีที่แล้ว +4

    Beautiful Song.Suniba pare Akhire Luha Asegala Speech less.Very Heart Touching Song......❤❤❤❤

  • @gourisankarnayak7381
    @gourisankarnayak7381 ปีที่แล้ว +5

    What a beautiful song …nicely written and nicely sang by hugely talented Sricharan …the female singer is also good…

  • @nibeditalenka1315
    @nibeditalenka1315 ปีที่แล้ว +7

    Very Heart touching song 😍😍 nd congratulations aliva didi👍👍

  • @drdevasisajethy3109
    @drdevasisajethy3109 ปีที่แล้ว +6

    ଭଲ ଲାଗିଲା ଆପଣଙ୍କ କଵିତାର ପ୍ରତିଟି ଶବ୍ଦ ଯାହା ମୋତେ ଶବ୍ଦହୀନ କରିଦେଲା, ଭଲଲାଗିଲା କଵିତାର ଭାଵ ... ସତରେ ମାଆ ହିଁ ସଵୁକିଛି ।

  • @pramilagantayat2470
    @pramilagantayat2470 ปีที่แล้ว +1

    ଗୀତଟି ହୃଦୟସ୍ପର୍ଶୀ ହୋଇଛି ।ବୋଉର ତୁଳନା ନାହିଁ।ଖୁଵ ସୁନ୍ଦର ଶବ୍ଦ ସଂଯୋଜନା ଓ ଭାଵ ମୟ ଗୀତଟିଏ ଲେଖକ ଓ ଗାୟକ ଗାୟିକା ଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।🙏🙏❤️❤️🌹🌹

  • @narayanmohanty5100
    @narayanmohanty5100 ปีที่แล้ว +17

    Beautiful Lyrics and melodious voice.Thanks to the entire team for the presentation

  • @pravatmajhi3549
    @pravatmajhi3549 ปีที่แล้ว +3

    I love my mommy. Wonderful song. Thanks writer and singer mam and sir......................... Love you mommy

  • @pramodkumarsethi5339
    @pramodkumarsethi5339 ปีที่แล้ว +10

    Very very ❤ heart touching song and real meaning of ' Bou ',she is goddess of my life ,love you Maa and thanks all the team members

  • @bikashsahu8933
    @bikashsahu8933 ปีที่แล้ว +5

    I never Stop 😅 my tears 😅 after listening this song .

  • @ANJALISAHU-cr1ry
    @ANJALISAHU-cr1ry ปีที่แล้ว +2

    ଗୀତ ଟି ବହୁତ ହୃଦୟ ସ୍ପର୍ଶି ❤️ଆଖିରେ ଲୁହ ଆସିଗଲା ଶୁଣିକରି ❤

  • @kanchaparida6777
    @kanchaparida6777 ปีที่แล้ว +4

    ଅତ୍ୟନ୍ତ ହୃଦୟସ୍ପର୍ଶୀ ଗୀତ ଟିଏ ଅଶେଷ ଅଶେଷ ଧନ୍ୟବାଦ୍

  • @umeshchandrasahoo2105
    @umeshchandrasahoo2105 ปีที่แล้ว +8

    First of all I pay my heartiest respect to all team members for their devotional and dedicated contribution. This contribution will raise the meaning , definition, importance and moral feelings of every person pertaining to Hindu traditional culture. I provide my heart felt feelings from my inner heart and soul. It is my suggestion that the picture of traditional culture mother should be uploaded. It is speechless song. So, you are sincerely requested and prayed to prepare a song on Baapa like this.

    • @sumancreationmedia
      @sumancreationmedia  ปีที่แล้ว +2

      Thanks a lot sir🙏the project "Bapa"is coming soon and the picterisition of bou in odia culture make sure.its a dream project sir.

  • @purimina4512
    @purimina4512 ปีที่แล้ว +1

    ଜୟ ଶ୍ରୀ ଜଗନ୍ନାଥ 🙏
    ଅତି ସୁନ୍ଦର, ବୋଉ ପରି କିଏ ଅଛି 🌹🌹

  • @bisakhatarai4231
    @bisakhatarai4231 10 หลายเดือนก่อน +1

    First of all I pay my heartiest respect to writer and singer and all team Truly heartfelt song.Bou no body can take place of Mother..🙏🙏🙏