New Samasangita//ମନ ନାଚେରେ ଏ ମନ ନାଚେରେ// Partamaha March- 5 Lyrics and Composition Fr . Sanjib SVD
ฝัง
- เผยแพร่เมื่อ 8 ต.ค. 2024
- ମନ ନାଚେରେ..... ଏ ମନ ନାଚେରେ
ଯୀଶୁ ନାମେ ଏ ମନ ନାଚେରେ
ପ୍ରଭୁ ନାମେ ଏ ମନ ନାଚେରେ
ଏ ମନ ନାଚେରେ ଏ ମନ ନାଚେରେ
ଯୀଶୁ ନାମେ ଏ ମନ ନାଚେରେ
ସେହି ନାମେ ପରିତ୍ରାଣ, ସେହି ନାମେ ଅନନ୍ତ ଜୀବନ
ସେହି ନାମେ ସ୍ୱାସତ ଜୀବନ
ମନ ନାଚେରେ.......
।।1।।
ସୂର୍ଯ୍ୟ ଚନ୍ଦ୍ର ତାରା ଗ୍ରହ ନକ୍ଷତ୍ର
ପାଳନ୍ତି ସର୍ବଦା ତାଙ୍କ ଆଦେଶ
ପଶୁ ପକ୍ଷୀ ସର୍ବ କୀଟ ପତଙ୍ଗ
ପ୍ରକାଶ କରନ୍ତି ମହା ଆନନ୍ଦ
ବୀଣା ଝଙ୍କାର ବାଦ୍ୟ ନୃତ୍ୟରେ -2
ଗାଇବା ସର୍ବଦା ତାଙ୍କ ଜୟଗାନ
ମନ ନାଚେରେ........
।।।2।।।
ଯିହୁଦା ପ୍ରଦେଶେ ଆସିଲା ସେ ନାମ
ମେରୀଙ୍କ ଗର୍ଭରୁ ହେଲେ ସେ ଜନମ
ସାରା ଜଗତରେ ଖେଳିଲା ଚମକ
ସେ ହେଲେ ସତ୍ୟର ପଥ ଦର୍ଶକ
ତାଙ୍କ ପଥେ ଯେ କରେ ନିତ୍ୟ ଅନୁସନ୍ଧାନ -2
ପାଇବ ସର୍ବଦା ତାଙ୍କ ପରିତ୍ରାଣ
ମନ ନାଚେରେ.........
।।।। ସମାପ୍ତ।।।।
ଅତିସୁନ୍ଦର ପ୍ରଭୁକର ଗୌରବ ହେହୁ ଆମେନ
ପ୍ରଭୁଙ୍କ ନାମ ଗୌରବ ହେଉ ଅତି ସୁନ୍ଦର ଭାବେ ଭାଇ ଏବଂ ଭଉଣୀ ମାନେ ନୂତନ ଓଡ଼ିଆ ଖ୍ରୀଷ୍ଟିଆନ ସଂଗୀତ ପରିବେଷଣ କରିଥିବାରୁ. ପ୍ରଭୁ ଆପଣଙ୍କ ପରିବାର ଆଶୀର୍ବାଦ କରନ୍ତୁ ଆମେନ 🙏🏾🙏🏾🙏🏾.
No Comment,Direct bless to compuser
Praised the Lord
ଏହି ଗୀତକୁ ଷ୍ଟୁଡିଓ ରେକଡିଂ କରାଗଲେ ବହୁତ୍ ଭଲ ହେବ ।❤❤
Hm bro
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊@@rraitaofficial4037
@@rraitaofficial4037😊😊😊
@@rraitaofficial4037😊
ଠିକ୍ କହିଛ ଭାଇ ଏ ଗୀତ ଟା studio ରେ record କଲେ ହେବ
ଗୀତ ବହୁତ୍ ବଡିଆ ହେଇଛି ପ୍ରଭୁଙ୍କର ମହିମା ହେଉ
❤
Wow 😲 nice song God bless you praise the lord 🤝✝️✝️🙏🙏
👏👏🕺🏻 ଗୀତ ଶୁଣିକି ଶବ୍ଦ ଆଉ କିଛି ନାହି କହିବାକୁ ।। ସତରେ ପ୍ରଭୁଙ୍କର ଗୀତ ଗୁଡ଼ିକ କେତେ ସୁନ୍ଦର ।।। ଏହି ପରି ସବୁବେଳେ ଈଶ୍ବରଙ୍କ ସ୍ତୁତି ପ୍ରଶଂସା ହେଉଥାଉ । ।।
Praise the lord Amen hallelujah golleyri Amen hallelujah hallelujah hallelujah golleyri Amen
ଏହି ଗୀତ ବହୁତ୍ ଭଲ ଲାଗିଲା ପ୍ରଭୁ ଆପଣ ମାନଙ୍କୁ ଅନୁଗ୍ରହ କରନ୍ତୁ praise The Lord 🙏❤❤
thanks 🙏
ସତରେ ଗୋଟିଏ ମାଇଣ୍ଡ୍ ବ୍ଲଇଙ୍ଗ ଗୀତଟେ ମୋ ହାର୍ଟକୁ ଦୋହଲେଇଦେଲା ..ହା❤❤❤
Wowooooo vry nice..
Praise the Lord Aamen
Praise the lord hallelujah thank you Jesus papa amen amen god bless you 🛐🛐✝️🛐🛐✝️✝️✝️✝️🛐🛐ହ ଦାଦା ଇଗିତକେ ରେକର୍ଡ କରୁନ ଭଲଳାଗୁଛେ
Thank you for uploading the lyrics.
God bless you.
We are all one in Christ
Praise the lord Very Nice song 🎉🎉🎉🎉🎉🎉🎉🎉
Nice song bro... Paras Bhai excellent music...
Keypad bhai I like u bhai..dil khush ho gaya
କେଉଁ ଦୁନିଆରୁ ଆସିଛି ଏହି ଗୀତ ଭାରି ଭଲ ଲାଗୁଛି 👍👌🌹💞👏
ଅତି ସୁନ୍ଦର ସଙ୍ଗୀତ ପରିଚାଳନା। ପ୍ରଭୁଙ୍କର ଗୌରବ ହେଉ Praise the lord ✝️
jete suni le v mono bhoru ni
❤❤❤❤❤❤
Song bahut bhala heichi praise the Lord
Very nice song with composition
Praise the lord
Godbless you
Lyrics comunity re upload korantu bhai
Bhai already ୫୦-୬୦ time dekhuchi ଏହି ଭିଡିଓ ଆଉ ଗୀତ କୁ ହେଲେ ବି ଶୁଣିବାକୁ ଆଉରି ଆଉରି echa heuchi ❤❤❤❤
God bless all team🌸
Praise the lord thank you God hallelujah bohut Sundar heichhi gito may God bless you all of you
Sure Kariba....kama Dina bhitare asiba prayer karidiantu...
Akshay sir ବହୁତ ଖୁସି ଲାଗିଲା ଗୀତ ଶୁଣି। ପ୍ରଭୁ ସମସ୍ତ ଙ୍କୁ ଆଶୀର୍ବାଦ କରନ୍ତୁ।
Praise the lord sir prabhunko mohima heu....
One of the best and super best Octapad & Rhythm 👑 King Mr NITIN ❤❤❤,,👌👌👌🙏🙏🙏🙏 And Paras & Prasanna you are also super best playing 🎉🎉🎉
Praise the lord jesus hallelujah, may lord jesus bless you all
ଭାଇ ବେଶୀ ଖୁସି ଲାଗୁଛି
👍👍👍👍👍👍
Exillent musician's
ଅତି ସୁନ୍ଦର ଗୀତ ଟି ଦାରିଙ୍ଗବାଡି ସଂଗୀତ ଦଳ ବହୁତ ଭଲ ଗାଆନ୍ତି... ଦାନ୍ତଲିଙ୍ଗ ଠାରୁ ଵି ଭଲ...... God bless u all.. ସେସିଆଲ akshaya ଭାଇନା.......
ଆପଣ ଙ୍କ ଶୁ ମତାମତ ପାଇଁ ଧାନବାଦ
Wow very beautiful song ❤❤ God bless to all
Sir ଏ ଗୀତ ର lyrics upload କରନ୍ତୁ ଭଲ ରେ ସୁଭାଯାଉନି
A prabhunka ra Gita mana ku chhuila pray the lord
👍👌👍👌👍👌 ବହୁତ ଭଲ ଗୀତ ଏବଂ ସଂଗୀତ ମୁଁ ବହୁତ ପସନ୍ଦ କଲି
Mindblowing bhai....
Very beautiful song. Praise the Lord Jesus Christ
Nice song sir plz ଏଇ ଗୀତର lyrics ଟା share କରନ୍ତୁ
Praise God 🙏🙏
What a beautiful and heart touching song is it🎵👍
ପ୍ରଭୁ ଆପଣ ସମସ୍ତଙ୍କୁ ବହୁଳ ଭାବେର ଆଶୀର୍ବାଦ କରନ୍ତୁ 🙏🙏
ସମସ୍ତଙ୍କୁ ମୋର praise the. ଦୟାକରି ଏହି ଗୀତକୁ ଷ୍ଟୁଡିଓ ରେକୋଡ଼ିଂ କରାନ୍ତୁ
ଅତି ଚମତ୍କାର ରଚନା ଓ ଗୀତ ପରିବେଷଣ 🎉
ବଡ଼ିଆ ହଇଛି ଭାଇ ଗୀତ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ 👍🏽👍🏽👍🏽👍🏽
Good song father's and sisters I love this video and song
Bohot bhol...shandar...👌 amen
ଏହି ଗୀତ ର Lyrics send କରନ୍ତୁ ଭାଇ , ବହୁତ ସୁନ୍ଦର ଗୀତ । ପ୍ଲିଜ୍ 🙏
sure
Bai he gito lekibata achi ki
Please brother ଏହି ଗୀତ ର ଲେଖା ଦେବେ କି 🙏🙏🙏🙏 ବହୁତ ସୁନ୍ଦର ହେଇଛି
Bhai gita mast heichi mu Direct 50above thara habasunuchi mano bhanguni lirics tk chado plz....
So beautiful lyrics.... praise the lord.. ameen ❤
Bahut bodhia geeta fr nka bahut sundar voice, musical instruments b Bahut sundar.
Bahut bodia geeto 🎉🥰👍
ଈଶ୍ୱରଙ୍କ ଗୌରବ, ମହିମା ହେଉ, ଈଶ୍ୱର ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ, ଜୟ ଯୀଶୁ.
ଅକ୍ଷୟ ଭାଈ ଅତି ସୁନ୍ଦର୍ ହୋଇଛି।।। ପ୍ରଭୁ ତୁମ ଟିମ୍ କୁ ଅନେକ ଆଶ୍ରି ବା ଦ କରନ୍ତୁ।।god bless you
Wow bhai very nice.. God bless u
Amara yeshu
Ohhh🎉🎉🎉🎉 mind blowing laguchhi bhai
Plz ଏହି ଗୀତକୁ ଷ୍ଟୁଡିଓ ରେକର୍ଡିଂ କରା ଯାଉ ବହୁତ୍ ବଢ଼ିଆ ହେଇଚି l ଫାଦର ବହୁତ୍ ବଢ଼ିଆରେ ଆରମ୍ଭ କଲେ ମନ ଭିତରେ ବହୁତ୍ ଆନନ୍ଦ ଓ ଉଲ୍ଲାସ ଭରି ଗାଲ, ସତରେ ପ୍ରଭୁଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗ ସବୁ ଗୀତ ଗୁଡ଼ା କେତେ ସୁନ୍ଦର l ପ୍ରଭୁଙ୍କ ମହିମା ହେଉ l 🙏
ଗୀତ କୁ ଷ୍ଟୁଡିଓ ରେକୋଡ଼ିଂ କରନ୍ତୁ sir ଗୀତ ବହୁତ୍ ଭଲ ଲାଗିଲା ।ସ୍ୱର composition ବହୁତ୍ ଭଲ ଅଛି music ବି ବହୁତ୍ ଭଲ ଅଛି । ଗୀତକୁ same ସ୍ୱର, same music ରେ studio recording କରନ୍ତୁ ବହୁତ୍ ଭଲ ହେବ sir please 🙏🏻
Sure sir
Praise GOD, very nice song, Almighty God bless you all 🎉
ବହୁତ୍ ସୁନ୍ଦର୍ ହେଇଛି ଭାଈ ଅତି ମନ ଛୁଆଁ ଗୀତ ଟି।
Really this song was i enjoyed thoroughly. so nice song and i thanks whole team.
Superb heichi Gita.. praise the LORD..God bless you
Mo manaku chuhila❤❤❤❤❤❤
ଭାଇ ବହୁତ୍ ବଢ଼ିଆ ହୋଇଛି ଗୀତ, କିଏ compouse କରିଛି ଆଉ ଲେଖିଛି କି
Babu thanks fr Sanjiv Svd
Fr. Sanjeev svd.. Village Adibanga. Composer & Lyric.. Prabhu Tanku Ashirwaad karantu, ❤❤❤
gn note b bah u ta bala LA gila gila Davita music bi
Vai lyrics tk upload karantuu ame bi gaibuu
This is the Real Devotional Songs for Glory of God ❤🎉
ଜବରଦସ୍ତ ଗୀତ ହୋଇଛି।
ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ
Nice bro good bless you
Ati sundara bai..Prabhu adribada karantu.....
Amazing singing 👏🎉❤❤....
Glory to God..❤
God bless u. all
Super duper fantastic.Music awesome and melodious..singing outstanding and mind-blowing.feeling goosebumps.praise to Our Lord Jesus Christ! God bless all of us !
Studio recording kara jau Prbhunka gouraba sakase ..Ahuri Best Lagiba we are waiting for the Original song🎉
Gana bahut sundar
So nice brother God bless you all
Heart touching song ❤❤❤❤ bahut bahut sunder heichhi Bhai bhainni mane
Praise the lord to all ❤
Bohuta khub sandhar song I intrest 🎉🎉
Prabhu yeshu ka mahima ho hallelujah amen
Praise the lord, here I can see successful performance for God's glory with having good practice and hard work. May God bless you All glory to God 🙏.
Kouthi program houchi plz...kie kohibo
Next re aame b jibu...✝️🤗♥️
Very nice song and lyrics god bless u your team 👍👍
Praise the lord ❤
Very nice song praise the lord
Praise the Lord....
Very beautiful song....
ପ୍ରଭୁଆପଣମାନଙ୍କୁ ଆଶିର୍ବାଦକରନ୍ତୁ
Bhai bohut Sundar re prabhunkara Gita gaicha❤
🙏🏻ଗୀତ clear ରେ ଶୁଭୁ ନାହିଁ ଭାଈ, music ଭଲ 👍🏻
Jay yesu... praise the lord... super song and the songster.
ମିଉଜିକ ଟିମ୍ ମାଇଣ୍ଡ ବ୍ଲୋଇଂ ❤❤❤
ଗୀତ ବହୁତ ବଡ଼ିଆ ହେଇଛି ପ୍ରଭୁଙ୍କର ହେଉ ❤️❤️❤️❤️ ବଲ ଲାଗିଲା ଭାଇ
Bro praise the lord, music, party nkara contact no-diantu gotia 1-2 Dina bhitare Amara program achita Sethi pai please
Praise the lord 🙏
God bless you Jesus 🎉🙏👋🥀 hat's Happy song all the best 💕
❤❤❤❤❤❤I love song🎵🎵🎵🎵 nice teme🎉🎉🎉 spd 30.nice
ଗୀତ ବଉତ ସୁନ୍ଦର ହେଇଛି କିନ୍ତୁ ବୁଝି ହଉନାହିଁ ଗୀତ ଲେଖା ପୋଷ୍ଟ କରନ୍ତୁ ଭାଇ 🙏🙏🙏
Studio re record hele bhola huonta nice song
thanks
sure sir
Good always blessings to green world and Christian people's I love this song 🙏 amen 🙏
out standing perfomance 🎉
Baihi bala song
Very nice song dear fr Rajib God bless u congratulations to all❤❤🎉🎉🎉
❤❤❤Praise the lord ❤❤❤
My favourite Nitin