ଆମ ଭିତରେ କିଛି ଭୁଲ ହୋଇଗଲା ବୋଲି ବଡ ଠାକୁର ଖସି ପଡିଲେ: ସେବାୟତ | Nandighosha TV

แชร์
ฝัง
  • เผยแพร่เมื่อ 8 ก.ค. 2024
  • ଆମ ଭିତରେ କିଛି ଭୁଲ ହୋଇଗଲା ବୋଲି ବଡ ଠାକୁର ଖସି ପଡିଲେ: ସେବାୟତ | Nandighosha TV
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    TH-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

ความคิดเห็น • 527

  • @sarojsahoo58
    @sarojsahoo58 14 วันที่ผ่านมา +158

    ସାଧାରଣ ଲୋକ ଙ୍କୁ ହଇରାଣ କରିବା, ଲୁଟିବା ବନ୍ଦ କର l ସାଧାରଣ ଲୋକ ଙ୍କ ଅଭିଶାପ ପଡୁଛି l ସେବାୟତ ମନେ ସୁଧାରି ଯାଅ ନହେଲେ ଆହୁରି ଅଧିକା ଅଘଟଣ ହବ. ଜୟ ଜଗନ୍ନାଥ

    • @arjitdash7204
      @arjitdash7204 14 วันที่ผ่านมา +5

      Apana nku kia pachari thile angyan taw apan kn pai gyan dau chanty

    • @Bindasrajesh404
      @Bindasrajesh404 14 วันที่ผ่านมา +3

      ଠିକ କହିଛ ଭାଇ ✔️✔️

    • @trueindianankit5773
      @trueindianankit5773 14 วันที่ผ่านมา +1

      ଠିକ୍ କଥା। କିନ୍ତୁ ବେଶୀ କହିଲେ ଏବେ ଆମକୁ ହିଁ ନାସ୍ତିକ କହିବେ।

    • @user-ut7te3ir3w
      @user-ut7te3ir3w 14 วันที่ผ่านมา

      Thik katha bhai

    • @gajanancreation1409
      @gajanancreation1409 14 วันที่ผ่านมา

      ❤❤

  • @deepakkumarsahoo5544
    @deepakkumarsahoo5544 14 วันที่ผ่านมา +138

    କୋଟି କୋଟି ଧନ୍ୟବାଦ ସେବାୟତମାନଙ୍କୁ, ସେମାନେ ବଡ଼ ଠାକୁରଙ୍କୁ ସଂପୂର୍ଣ୍ଣ ରୂପେ ତଳେ ପଡିଯିବାରୁ ଅଟକାଇ ରଖିଲେ 🙏

    • @user-qo9nq6ve8b
      @user-qo9nq6ve8b 14 วันที่ผ่านมา +5

      Murkha rakhila kn jagataku rakhi bata thakura

    • @omm6324
      @omm6324 14 วันที่ผ่านมา +4

      Sadharan manisa nka ate shakti nahi je tanku dhariki rakhibe

    • @asmitarakshi2611
      @asmitarakshi2611 14 วันที่ผ่านมา +2

      Thakura panda mananku banchei dele..aagaku kn heuchi dekha..bhagaban nku neiki kheluchanti

    • @aswini20700
      @aswini20700 14 วันที่ผ่านมา +2

      ଭଗବାନଙ୍କ ପ୍ରତି ଯେତେ ଶ୍ରଦ୍ଧା ଭକ୍ତି ହେବା କଥା ସେଥିରେ କମ ହେଲା, ତେଣୁ ନିଜେ ସେ ଭଗବାନ ଏମାନଙ୍କଠାରୁ ଦୂର ହେବାକୁ ଚେଷ୍ଟା କରିଥିଲେ...

    • @Bharata_basi
      @Bharata_basi 13 วันที่ผ่านมา

      @deepakkumarsahoo5544
      tu helu gote ancha bedhe pila

  • @kailashchandrasahoo6773
    @kailashchandrasahoo6773 14 วันที่ผ่านมา +137

    ଇଏ କି ଲୀଳା ପ୍ରଭୁ..!!!
    କିଛି ଭୁଲ ହେଇଥିଲେ କ୍ଷମା କରିଦିଅ.
    😭😭😭

    • @santoshkumarpanda9968
      @santoshkumarpanda9968 14 วันที่ผ่านมา +8

      Binasa heba ruha eita arambha😈

    • @Rasmiranjandasa
      @Rasmiranjandasa 14 วันที่ผ่านมา +4

      MahaPuru khusi nahanti...😢😢😢

    • @future6559
      @future6559 14 วันที่ผ่านมา +2

      Tuma daka mu Sunili baschya

    • @Rosee-p4k
      @Rosee-p4k 14 วันที่ผ่านมา

      Pathhar ka bhagwan 😂😂😂😂😂😂😂😂😂

    • @gobindachandrasahu5771
      @gobindachandrasahu5771 14 วันที่ผ่านมา +5

      ​@@Rosee-p4kIttna...matkar gurur...pathar se banta mitti...aur mitti se bana yeh...sharir....iss mitti main miljaega...Jay shree Jagannatha 🚩🙏.

  • @SamiraPalai-rp9gl
    @SamiraPalai-rp9gl 14 วันที่ผ่านมา +101

    ମହାପ୍ରଭୁ ଶ୍ରୀଜଗନ୍ନାଥ ବଳଭଦ୍ର ମଣିମା ସୁଭଦ୍ରା ମାତା କ୍ଷମା କର

    • @ArchanaNayak-cq3we
      @ArchanaNayak-cq3we 14 วันที่ผ่านมา +1

      Bjp hotile mahaprobhu khusi hebe

  • @biswajitswainbablu4158
    @biswajitswainbablu4158 14 วันที่ผ่านมา +155

    ଭଗବାନ ଚାହିଁଲେ ପତ୍ର ହଲେ... ଆଉ ଭଗବାନ ଚାହିଁଲେ ବୋଲି ସେ ଖସିଲେ ଆଉ ଚେତେଇ ଦେଲେ 😍🙏🙏

    • @sonu7284
      @sonu7284 14 วันที่ผ่านมา +2

      Au kichi naa

    • @sonu7284
      @sonu7284 14 วันที่ผ่านมา +2

      ଏହି ମାନେ ସତ୍ ପଥ ରେ ନାହାଁନ୍ତି

    • @sanvi5540
      @sanvi5540 14 วันที่ผ่านมา

      sarakar chahun nahanti kuha ratnabhandar na kholiba jatara chalichi.. bhagaban jadi satare achanti uchit danda miliba sabu mariba

    • @rabirajcreatar
      @rabirajcreatar 12 วันที่ผ่านมา

      ସବୁ ତାଙ୍କରି ନୀଳା ମଣିଷ କିଛି କରିପାରିବ ନାହିଁ ଜୟ ଜଗନ୍ନାଥ

  • @sandipkumarpradhan8331
    @sandipkumarpradhan8331 14 วันที่ผ่านมา +11

    ଭଲ ହେଇଛି ଏ ପଣ୍ଡା ମାନଙ୍କୁ । ମାଙ୍କଡ ପଲ ଭଳିଆ ହଉଛନ୍ତି ରଥ ଉପରେ । ପୁରା ଓଗାଳିକି ଠିଆ ହଉଛନ୍ତି ଟିକେ ଦର୍ଶନ ବି କରିହଉନି ରଥ ଉପରେ । ରଥ ପୁରା ଖାଲି ରଖାଯାଉ, ଯେତିକି ଆବଶ୍ୟକ ସେତିକି ସେବାୟତ ରଥ ଉପରେ ରୁହନ୍ତୁ ।

    • @Rk.751
      @Rk.751 13 วันที่ผ่านมา

      Ekdum right 💯 .. ସେବାୟତ ମାନଙ୍କୁ discipline sikha jau .. ଏତେ ଲୋକ ଜଣେ ଠାକୁର ଙ୍କୁ ଓଲାହିବେ.. ଟଣା ଓଟରା ହେଇ ପଡ଼ିବେ।
      ପୁରୀ ସେବାୟମାନଙ୍କ ଉପରେ ଉଚିତ୍ ଦଣ୍ଡ ବିଧାନ ନିଆଯାଉ। ମନ୍ଦିର ଭିତରେ ଯାହା ତାମସା କଲେ କଲେ ରଥ ଉପରେ ଭି ଗୋଟେ ପ୍ରହସନ କରୁଛନ୍ତି।
      ପୁରୀ ପଣ୍ଡା 🐼 ମାନଙ୍କୁ ପ୍ରତିବର୍ଷ discipline ଶିଖା ଯାଉ।Limited ସେବାୟତ ରୁହନ୍ତୁ।

  • @Mantu.28
    @Mantu.28 14 วันที่ผ่านมา +134

    ଆପଣ ମାନେ ନିଜକୁ ବାହୁବଳୀ ସେବାୟତ ଭାବୁଥିଲେ ତ । ସେଥିପାଇଁ ମହାପ୍ରଭୁ ଝୁଣ୍ଟିକି ତମକୁ ପରୀକ୍ଷା କରୁଥିଲେ ତମେ ଧରି ପାରୁଚ ନା ନାଇଁ

  • @sujitnaik4626
    @sujitnaik4626 14 วันที่ผ่านมา +14

    ହେ ପ୍ରଭୁ ବଳରାମ ହେ ପ୍ରଭୁ ଜଗନ୍ନାଥ ମା ଦେବୀ ସୁଭଦ୍ରା କ୍ଷମା କରନ୍ତୁ ପ୍ରଭୁ କିଛି ଭୁଲ୍ ହେଇ ଯାଇଛି ବିଶ୍ଵ କୁ ରକ୍ଷା କର ମହାପ୍ରଭୁ

  • @sisirnayak6199
    @sisirnayak6199 14 วันที่ผ่านมา +50

    ଅଧିକ ଲୋକ ହେବା ସକାଶେ ସମସ୍ତେ ସମସ୍ତେ ଙ୍କୁ ନିର୍ଭର କରିବା ସକାଶେ ହେଇଭଳି ଦୁର୍ଦ୍ଦଶା ହେଲା ଏଥି ପାଇଁ ରଥ ରେ ଥିବ ସେବାୟତ ଦାଇ ।।

  • @Jotrimay
    @Jotrimay 14 วันที่ผ่านมา +19

    ପାଣ୍ଢା ମାନଙ୍କ ଦାୟିତ୍ୱ ହୀନତା ଓ ପଣ୍ଡା ମାନଙ୍କର ଭୁଲୁ ଯୋଗୁ 😭😭🙏🙏

  • @rajeshmohanty411
    @rajeshmohanty411 14 วันที่ผ่านมา +20

    ଆରେ ମଘୀଆ ସେବାୟତ କହି କହି ଲୋକ ଙ୍କୁ ତ ଗାଣ୍ଡି ମାରିଚାଲିଛ. ବହୁତ ଦୁଃଖ ଲାଗୁଛି ତୁମ ପୁରୀ ସେଵ୍ୟତ ଙ୍କ ପ୍ରତି ଏତେ ମିଛ କୁହନି ରେ ମଘୀଆ ବେଧ ଛୁଆ

    • @civicsinventory
      @civicsinventory 14 วันที่ผ่านมา

      💀

    • @niharranjanmishra217
      @niharranjanmishra217 12 วันที่ผ่านมา

      Bhai nijara language ra standard rakha. Tuma language ru tumaku respect decide heba.
      Apana jaha statement deichanti taha thik.

  • @kalandibehera8984
    @kalandibehera8984 14 วันที่ผ่านมา +21

    ଯେତେ ସେବାୟତ ଆବଶ୍ୟକ ତାଠାରୁ ଅଧିକା ରହିଲେ ଏହା ହବ

  • @sandeepkumarpanda1965
    @sandeepkumarpanda1965 14 วันที่ผ่านมา +29

    ମହାପ୍ରଭୁଙ୍କ ର ଏହା ଏକ ବଡ଼ ଚେତାବନୀ ସମସ୍ତ ସେବାୟତମାନଙ୍କୁ। ଭକ୍ତ ମାନେ ଭଗବାନଙ୍କୁ ଦର୍ଶନ କରିବାପାଇଁ ଯାଉଛନ୍ତି ନାହିଁ କି ସେବାୟତମାନଙ୍କୁ।🙏🏻😢।
    ସେଥିପାଇଁ ସୁଧୁରିବା ର ସମୟ ଆସିଛି।

    • @facetoface2156
      @facetoface2156 14 วันที่ผ่านมา +3

      ସେବାୟତମାନେ ଠାକୁରଙ୍କ ଆଗରେ ଏମିତି ଠିଆ ହେଇଥିବେ ଓ ଯେଉଁ ଭଙ୍ଗୀରେ ଥିବେ ଠାକୁରଙ୍କୁ ଦର୍ଶନ ନକରି ସେମାନଙ୍କ ବଡ଼ ଗଣ୍ଡି ଓ ପେଟ, ସୁନାହାର ଓ ପାନଖିଆ ପାଟିକୁ ଦର୍ଶନ କରିବାକୁ ପଡେ ।
      ନିୟମ ବୋଲି କିଛି ନାହିଁ ।

    • @ghanashyamgurandi5811
      @ghanashyamgurandi5811 14 วันที่ผ่านมา +1

      Exactly...

    • @Stutee24
      @Stutee24 14 วันที่ผ่านมา

      ​​@@facetoface2156exactly

  • @aviswain3299
    @aviswain3299 14 วันที่ผ่านมา +11

    ହେ ମହାପ୍ରଭୁ ସବୁ ତୁମରି ଲୀଳା 🙏🙏🙏
    ଯାହା ବି ଆମ ଦ୍ୱାରା ଭୁଲ ହୋଇଛି କ୍ଷମା କରିବେ 🙏🙏🙏

  • @anupamamishra9496
    @anupamamishra9496 14 วันที่ผ่านมา +11

    ମହାଶୟା ବଡ ଠାକୁର ପଡ଼ିଗଲେ ଆପଣଙ୍କୁ ଦୁଃଖ ଲାଗୁନି ଧନ୍ୟ ଆପଣ ।ଆହୁରି କହୁଛନ୍ତି ଏହା ଠାକୁର ଙ୍କ ଲୀଳା , ଠାକୁରଙ୍କୁ କେତେ କଷ୍ଟ ହେଇଥିବ ସେ କଥା‌ ବଝିବା ପାଇଁ ଭାବ ଦରକାର ଯାହା କି ଆପଣଙ୍କ ପାଖରେ ନାହିଁ।

    • @purnimamohanty2180
      @purnimamohanty2180 12 วันที่ผ่านมา

      Absolutely right ma'am. Aau ebe b emananku laguchi emananka ichha re mahaprabhu chaluchanti.kn aau kuhajiba emananku.kte kasta swikara kari manima bhakta nku darshana debaku aasuchanti aau ta upare e kasta😢se drusya dekhi pada talu mati khasigala pari lagila aau emane pratikriya sunya

  • @user-vl3rv7cd8z
    @user-vl3rv7cd8z 14 วันที่ผ่านมา +4

    ଅବହେଳାପାଇଁ ସୂଚେଇଦେଲେ ମହାପ୍ରଭୁ ଏବେ ଆଗକୁ ଯେପରି ପରିଚାଳନା ଗତ ଭୁଲ ନହୁଏ ସେଥିପାଇଁ ସତର୍କ ହେବା ଦରକାର, ଜୟ ବଡ ଠାକୁର ମହାପ୍ରଭୁ 🙏🙏🙏.

  • @jagannathbhagwan9385
    @jagannathbhagwan9385 14 วันที่ผ่านมา +18

    ଯେମିତି ପ୍ରଶାସନ ସେମିତି କାମ

  • @Brosujit
    @Brosujit 14 วันที่ผ่านมา +51

    ଏ ଶଳା ମହାପ୍ରଭୁ କହି କହି ଶଳା ବଳଭଦ୍ରଙ୍କୁ କଚାଡି ଦେଲେ,ଲୋଭି କୁକୁର,ଖାଲି ତ ପଇସା ଆଉ,🎉

  • @Santoshkumar-nn5ei
    @Santoshkumar-nn5ei 14 วันที่ผ่านมา +8

    ଶଳା ସବୁ ପଣ୍ଡା ମାନେ ଚୋର, ଅତି ଗର୍ବ ଅହଙ୍କାର, ହୋଇଗଲାଣି, ତୁମର

  • @basudevbehera2209
    @basudevbehera2209 14 วันที่ผ่านมา +4

    ଆବଶ୍ୟକତା ଠାରୁ ଅତ୍ୟଧିକ ସେବାୟତ ଦ୍ବାରା ଏଭଳି ଘଟଣା ଘଟୁଛି , ପ୍ରଭୁ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥୟତେ ନମୋ ନମଃ 🚩✍️🚩🪔🌺🌷🌼🌺🌷📚🌷🌺🌹🌺🕉️📱🌼

  • @MunaBhai-qh9fl
    @MunaBhai-qh9fl 14 วันที่ผ่านมา +4

    ଜୟ ଜଗନ୍ନାଥ ହେ ଜଗତର ନାଥ ହେ ହଳଧର ସେ ଶେଷନାଗ ପଣ୍ଡାମାନେ ଭୁଲ୍ କରିଛନ୍ତି 🙏🏻😭😭

  • @jeshophanten700
    @jeshophanten700 14 วันที่ผ่านมา +23

    ଏହି ଭୂଲ୍ ପାଇଁ ଯେଉଁ ସେବାୟତମାନେ ଏଥିପାଇଁ ଦାୟୀ ସେମାନଙ୍କୁ ଆଇନ୍ ଅନୁସାରେ ଦଣ୍ଡବିଧାନ କରାଯାଉ . ଏହା ସାରା ଓଡିଶା ବାସୀଙ୍କ ତରଫରୁ ସରକାରଙ୍କୁ ଅନୁରୋଧ 🙏🙏

    • @thunder_ff9930
      @thunder_ff9930 14 วันที่ผ่านมา

      ସବୁ ସେଇ ମହାପ୍ରଭୁଙ୍କ ଇଚ୍ଛା ରେ ହେଉଛି, ପଣ୍ଡା ମାନଙ୍କ ଉଣା ଅଧିକ ଭୁଲ ଥିଲେ ବି ତାଙ୍କୁ ଦଣ୍ଡ ଦେବା ଉଚିତ୍ ନୁହେଁ ।ସେଇ ଶେଷ ନାଗ ଯଦି ଚାହିଁବେ ଜଣେ ବି ତାଙ୍କୁ ଉଠେଇ ନେଇଯାଇପାରିବ କିନ୍ତୁ ଏସବୁ ଲୀଳା କରି ପଣ୍ଡା ମାନଙ୍କୁ ସଚେତନ କଲେ ବଡ଼ ଠାକୁର । ଜୟ ଜଗନ୍ନାଥ🙏

    • @snayak1519
      @snayak1519 13 วันที่ผ่านมา

      Ye sarkar Dharma ku neiki rajniti karibe agyan.....ebe emane Sanatan nuhanti.... Mahaprabhu padigala pare bi odia asmita ra nara daucha chi chi...

    • @omm6324
      @omm6324 7 วันที่ผ่านมา

      @@jeshophanten700 mahaprabhu hauchanti meru parbata pari stira tanku kehi nei paribeni se tanka nija Ichare chalanti ta athipain kahaku danda deba thik nuha kintu ratha upare jou ate sankhya re sebayata rakhichanti semananku restrict kara jau

  • @amiyanayak842
    @amiyanayak842 14 วันที่ผ่านมา +13

    ଅହଙ୍କାର ର ଫଳ, ହେ ପ୍ରଭୁ ବଡ ବାଡ ମଣିମା , ବଡ଼ ଠାକୁର କ୍ଷମା କରି ଦିଅନ୍ତୁ 🙏🏾🙏🏾

  • @user-ik9ef2fc1n
    @user-ik9ef2fc1n 14 วันที่ผ่านมา +14

    ଖାଲି ତ ପଇସା ପାଇଁ ଭୁଲୁ କରୁଛନ୍ତି ଖାଲିତ ବିବାଦ କରୁଛନ୍ତି

  • @Study_01.
    @Study_01. 14 วันที่ผ่านมา +5

    ଭଗବାନ ଏହା ଚାହୁଁଥିଲେ କି ଧୀରେ ଧୀରେ କାର୍ଯ୍ୟ କରନ୍ତୁ

  • @srikumarsahoo2593
    @srikumarsahoo2593 14 วันที่ผ่านมา +3

    Excess ପଣ୍ଡା ଙ୍କୁ ରଥ ଉପରକୁ ଚଢା ନ ଯାଉ

  • @Abhijeet-jena12345
    @Abhijeet-jena12345 14 วันที่ผ่านมา +4

    ବଡ଼ ବାଡର ଖାଉନ୍ଦ ବଡ଼ଠାକୁର ମଣିମା ଜଦି ତଳେ ପଡିଜାଇଥାନ୍ତେ (ଭୂମି ରେ) ରାଜ୍ୟ ରେ ବାରମ୍ବାର ମହିମାରି ଆସିବ, ରାଜାଙ୍କର ମୃତ୍ୟୁ, ରାଣୀଙ୍କର ମୃତ୍ୟୁ ହେଇପାରେ ଏହା ନିଳାଦ୍ରୀ ମହୋଦୟରେ ଉଲ୍ଲେଖ ଅଛି।ଏ ସଂସାର କୁ ରକ୍ଷା କର‌ ମଣିମା

  • @studywithnayak6590
    @studywithnayak6590 12 วันที่ผ่านมา +1

    Khyama karantu bada thakura sri Baladebjew ....Khyama karantu mahaprabhu Sri Jagannatha

  • @caranjanksahoo
    @caranjanksahoo 14 วันที่ผ่านมา +10

    ଆଜି ସୁଦର୍ଶନ ଙ୍କ ସପ୍ତ ଋଷି ବନ୍ଦାପନା ମଧ୍ୟ ହୋଇନାହିଁ। କେମିତି ହେଲା ପହଣ୍ଡି??

    • @omm6324
      @omm6324 7 วันที่ผ่านมา

      @@caranjanksahoo tame kemiti janila

  • @SonaliSahoo-lb6un
    @SonaliSahoo-lb6un 14 วันที่ผ่านมา +3

    ସାଧାରଣ ଲୋକଙ୍କ ଠୁ.. ଲୁଟିବା ବନ୍ଦ କରାଯିବା ଦରକାର.. ସେବାୟତ ମାନେ ଗରିବ ଲୋକଙ୍କୁ ହଇରାଣ କରିବା ଠିକ ନୁହେଁ.. ଭଗବାନ ହୁଏତ.. କିଛି ସଂକେନ୍ତ ଦେଉଛନ୍ତି... ଜୟ ବଳରାମ ପ୍ରଭୁ କ୍ଷମା କରନ୍ତୁ..ଜୟ ଜଗନ୍ନାଥ.. 🙏🏻🙏🏻🙏🏻🙏🏻

  • @user-xz1id4bf7l
    @user-xz1id4bf7l 14 วันที่ผ่านมา +8

    ବାହାଦୁରି ଦେଖେଇ କେମିତି କହୁଛନ୍ତି

  • @ashokkumardas6003
    @ashokkumardas6003 13 วันที่ผ่านมา

    ହେ ପ୍ରଭୁ ବଡ ଠାକୁର କିଛି ଯଦି ଭୁଲ୍ ରହିଥାଏ ମାନବ ସମାଜ କୁ କ୍ଷମା କରନ୍ତୁ🙏🙏🙏🙏🙏

  • @madhushmitaharijan6548
    @madhushmitaharijan6548 14 วันที่ผ่านมา +2

    Jay kalki avatar

  • @subhasmitanayak9182
    @subhasmitanayak9182 13 วันที่ผ่านมา +1

    କରି କରାଉ ଥାଏ ମୁହିଁ ମୋ ବିନୁ ଅନ ଗତି ନାହିଁ ହେ ମହାବାହୁ ବିସ୍ୱର ପିତା ଏଇ ସଂସାର ର କୁସାହା 🙏🙏🙏🙏

  • @gouramajhi9705
    @gouramajhi9705 14 วันที่ผ่านมา +2

    ସାରା ଓଡିଶା ରାଜ୍ୟ ସାରା ଭାରତ ବର୍ଷ ଆଜି ଯେମିତି ଭଗବାନ ବଳରାମ ଙ୍କୁ ଅଘଟଣ ଘଟି ଯାଇଛି ତାହା ସେବାୟତ ମାନଙ୍କୁ ଦାୟିତ୍ୱ ହୀନ ଯେଗୁ,ଏଥିରେ ରାଜନୀତି କି ପ୍ରଶାସନ ର ଭୁଲ ନାହିଁ, ରଥ ରେ ଯେତେ ସେବାୟତ ଦରକାର ସେତେ ରଖନ୍ତୁ ଅଯଥା ରେ ଅଧିକ ଭିଡ଼ ରଖନ୍ତୁ ନାହଁ, ଯାହା ଫଳରେ ଆଜି ଅଘଟଣ ଘଟିବା କୁ ପାଇଲୁ, ଜୟ ଜଗନ୍ନାଥ ସ୍ୱାମୀ କି.

  • @ODISHABHAI-eq8jq
    @ODISHABHAI-eq8jq 14 วันที่ผ่านมา +2

    ଆଗ କୁ ଆହୁରି ବିପଦ ମାଡ଼ି ଆସିବ,🙏🏻 ଏ ବର୍ଷ ବାଣ ରେ ଗଲା 13 ଜୀବନ🙏🏻 ଦଳା ଚକଟା ରେ 2 ଜୀବନ 🙏🏻 ପ୍ରଭୁ 🙏🏻 ବଡ଼ ଠାକୁର ପଡ଼ି ଗଲେ,🙏🏻

  • @Bebi143Pradhan
    @Bebi143Pradhan 14 วันที่ผ่านมา +8

    ସବୁ ମଦର କାରଣ

    • @nitishvlogs5467
      @nitishvlogs5467 14 วันที่ผ่านมา

      ତମେ କେମିତି ଜାଣିଲ

  • @krazy.69
    @krazy.69 13 วันที่ผ่านมา +1

    ମୋ ମତରେ ସେବାରେ କିଛି ଭୁଲ ଅଛି ନିଶ୍ଚିତ

  • @user-wd6tg6dd8w
    @user-wd6tg6dd8w 14 วันที่ผ่านมา +1

    Jay jagannath my life my everything tume Satya , siba ,sundara

  • @amulyadigal806
    @amulyadigal806 14 วันที่ผ่านมา +2

    ପ୍ରଭୁ ନିଜେ ଚାଲି ଚାଲି ଆସିଥିଲେ ନା ସେବାୟତ ମାନେ ବୋହିକି ଆଣୁଥିଲେ । ନିଜେ ଚାଲି ସଂସାରକୁ ଚଲାଉ ଥିବା ପ୍ରଭୁଙ୍କୁ ବୋହିକି ନେବା ନେବାଲୋକର ସାମର୍ଥ୍ୟ ଥିବା ଜରୁରୀ ।ନଚେତ୍ ପ୍ରତିଥର ଏପରି ହିଁ ହେଉଥିବ ।

  • @jenaad
    @jenaad 13 วันที่ผ่านมา

    ଟାଉଟରୀ କଲେ ଏମିତି ହିଁ ହେବ ! ବଢିଆ ହେଇଚି ; ଏମାନଙ୍କୁ ଏହା ହିଁ ଦରକାର।
    ହେ ପ୍ରଭୁ ବଳରାମ ! ତୁମ ଭକ୍ତ ଙ୍କ ଧନକୁ ଯିଏ ଲୁଟୁଛି ତାକୁ ଏମିତି ଦଣ୍ଡ ଦେବ 🙏 ! ତେବେ ଯାଇ ଲୋକଙ୍କ ବିଶ୍ୱାସ ବଢିବ !🙏🙏🙏

  • @tapaswinimadhusmitarout1453
    @tapaswinimadhusmitarout1453 12 วันที่ผ่านมา

    ଜଗତ ବାସୀ ସେବାୟତ ଆଜ୍ଞା ସମସ୍ତେ ମିଶି ପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ ପ୍ରଭୁ ନିଶ୍ଚିତ କ୍ଷମା କରିଦେବେ ବଡ଼ ସାଆନ୍ତେ ଟିକେ ରାଗି ତାଙ୍କୁ କ୍ଷମା ମାଗିଲେ ପ୍ରଭୁ କ୍ଷମା କରିବେ😢

  • @malayakumarbiswal5445
    @malayakumarbiswal5445 14 วันที่ผ่านมา +1

    ଯାହେଉ ମହାପ୍ରଭୁ ଭୂମି ପର୍ଶ କରିନାହାନ୍ତି
    ଭୂମି ପର୍ସ କରିଥିଲେ ବହୁତ ଅନର୍ଥ ହୋଇଥାନ୍ତା
    ସେବାୟତ ଗୁରୁଜୀ ମାନଙ୍କ ପାଦତଳେ ମୋର କୋଟି କୋଟି ନମସ୍କାର

  • @subratkumarbarik7644
    @subratkumarbarik7644 12 วันที่ผ่านมา

    ସେଠି ସାଧାରଣ ଜନତା, ନିରୀହ ଲୋକ ଓ ଭକ୍ତ ମାନଙ୍କୁ ବହୁତ ହଇରାଣ କରୁଛ....

  • @haraprasadchoudhury8680
    @haraprasadchoudhury8680 14 วันที่ผ่านมา +3

    ଏମାନେ କଣ ଛୋଟ ଛୁଆ। ମନ୍ଦିରରେ ଯେତିକି ଅନ୍ୟାୟ ଅବିଚାର ହେଉଛି ତା ପାଇଁ ଦଣ୍ଡ ଦେବେ ନା

  • @Foodrecipes054
    @Foodrecipes054 13 วันที่ผ่านมา +1

    CM sir nka bebastare kichhi bhul rahigala ki esabu mahabahu nka ichha Jay jagannath 🙏🏻😭😭😭😭😭

  • @teachingpoint3665
    @teachingpoint3665 13 วันที่ผ่านมา

    ରଥ ଉପରେ ଯେତିକି ଆବଶ୍ୟକ ସେତିକି ଲୋକ ରଖାଯାଉ ପ୍ରଥମ ଅନୁରୋଧ ମନ୍ଦିର ପରିଚାଳନା କମିଟି କୁ ରଥରେ ଠାକୁରଙ୍କ ଦର୍ଶନ ହେଇ ପାରୁନାହିଁ ଅଧିକ ଲୋକଙ୍କ କୁ ବୁଦ୍ଧି ଯୋଗୁଁ ଠାକୁରଙ୍କୁ ଖେଳନା ଭାବି ଲୋକମାନଙ୍କୁ ଲୁଟୁଛନ୍ତି ଏ ଯାତ୍ରା ହେଉଛି ଭକ୍ତ ଓ ଭଗବାନ ଙ୍କ ମିଳନ ର ପର୍ବ ଏଠାରେ ପ୍ରତିରୋଧ ସାଜୁଛନ୍ତି ସେବାୟତ ମାନେ
    ଅନୁରୋଧ ମନ୍ଦିର ପରିଚାଳନା କମିଟି କୁ ଠାକୁରଙ୍କ ଯାତ୍ରା ସମୟରେ ବିଭ୍ରାଟ ସୃଷ୍ଟି ନ ହୁଏ

  • @brajamohanty326
    @brajamohanty326 10 วันที่ผ่านมา

    ହିନ୍ଦୁ ଭାବନା ଛାଡ଼ି ସନାତନ ଭାବନା ରେ ଯାଆନ୍ତୁ
    ଜୟ ଜଗନ୍ନାଥ 🙏

  • @Adventure_SDH
    @Adventure_SDH 14 วันที่ผ่านมา

    SESARE MAHILA NARTAKI BHAKTA JANAKA BAHUT ATI SUNDAR BYKHYA KARICHANTI....BAHUT SUNDAR

  • @Laxmipriyapadhi-jz8nc
    @Laxmipriyapadhi-jz8nc 13 วันที่ผ่านมา

    ପ୍ରଭୁ ଇଏ କି ନୀ ଳ!...!!!
    ଯାହାବି ଭୁଲୁ ହେଇଛି କ୍ଷମାପ୍ରଥାନା 😭😭😭 ଜୟ ଜଗନ୍ନାଥ 🙏🙏

  • @sudhiraswain5375
    @sudhiraswain5375 14 วันที่ผ่านมา +1

    ଜୟ ଜଗନ୍ନାଥ ସ୍ଵାମୀ 🙏

  • @prasantapattanaik862
    @prasantapattanaik862 13 วันที่ผ่านมา

    ସେବାୟତ ମାନେ ଗୋଷ୍ଠୀ ଗୋଷ୍ଠି ହେଇ ଏ ଧନ୍ଦା ମହାପ୍ରଭୁଙ୍କ ସହିତ କରୁଛନ୍ତି।

  • @samarendrarout4341
    @samarendrarout4341 14 วันที่ผ่านมา +4

    Jay Jagannath 🙏

  • @englishman619
    @englishman619 13 วันที่ผ่านมา

    ପ୍ରଭୁ ଦୟାମୟ କ୍ଷମା କିଦିଅନ୍ତୁ 🙏🙏🙏🙏

  • @suryakantamahalik3462
    @suryakantamahalik3462 14 วันที่ผ่านมา +2

    କ୍ଷମା କର ପ୍ରଭୂ 🙏🙏🙏🙏🙏😭😭😭😭😭😭

  • @RabindranathSethi-bl4wl
    @RabindranathSethi-bl4wl 14 วันที่ผ่านมา

    ଜୟ ଜଗନ୍ନାଥ, ଆଜି କିଛି ତ ଭୁଲ ହୋଇଛି ନ ହେଲେ ଅଘଟଣ ଘଟି ନ ଥାନ୍ତା

  • @suchismitavlog
    @suchismitavlog 13 วันที่ผ่านมา

    Malika re lekha heichi ta hela nihati mahamari asuchi😢😢😢😢duniya kuu he prabhu jagata ra natha jaganatha😢😢parabhu bhul hele khyama kara 🙏😭🙏 parabhu rakhya kara duniya kuuu😢😢

  • @A.papu891
    @A.papu891 14 วันที่ผ่านมา

    Jay jagannath swami nayan pathha gami bhava tume

  • @basantadalai5951
    @basantadalai5951 14 วันที่ผ่านมา

    ହେ ପ୍ରଭୁ ତୁମେ ହିଁ ରକ୍ଷା କର ଇଏ ସଂସାରକୁ କଣ କଣ ସବୁ ଦେଖିବାକୁ ମିଳୁଛି ପ୍ରଭୁ ଇଏ କି ସଂକେତ ଦଉଛ ତୁମେ ପ୍ରଭୁ, ଯାହା କିଛି ବି ଭୁଲ ହେଇଛି ଇଏ ଭୁଲ ରୁ ସଂସାରକୁ ରକ୍ଷା କର ପ୍ରଭୁ 🙏🙏🙏ଜୟ ଜଗନ୍ନାଥ 🙏🙏🙏

  • @dipakkumarbal8318
    @dipakkumarbal8318 13 วันที่ผ่านมา

    ଜୟ ଶ୍ରୀଜଗନ୍ନାଥ 🙏

  • @Bhagabatpujari1
    @Bhagabatpujari1 14 วันที่ผ่านมา +1

    ବାରଜାତିତେରଗୋଲା ସେବାୟତହେଲେସବୁଗଲା ଆମରଏଠିବେର୍ଧ୍ରମିମାନେ ଦିଅଁଙ୍କପରିଚାଳନାରମୂଖ୍ଯ

  • @VarunKumar-mr4is
    @VarunKumar-mr4is 14 วันที่ผ่านมา +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
    ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ 😂😂😂😂😂

  • @seleetruptirekharout9836
    @seleetruptirekharout9836 14 วันที่ผ่านมา +1

    ଜୟ ଜଗନ୍ନାଥ 🙏🪔❤️🚩💐🛐🌸🌷

  • @krn_vloge04
    @krn_vloge04 13 วันที่ผ่านมา

    ଜୟ ଜଗନ୍ନାଥ 🌸🙏🙏🌸

  • @bijayamohapatra6058
    @bijayamohapatra6058 14 วันที่ผ่านมา

    Panda mananku sasti miliba darkar prabhu. pura duniya ku luti chalichhanti. Jay jagannath🙌

  • @bikashmallick5406
    @bikashmallick5406 14 วันที่ผ่านมา +1

    ଜୟ ବଳଭଦ୍ର 🙏🙏🙏🙏 କ୍ଷମା କରିଦେବେ 🙏🙏🙏🙏🙏

  • @arundhatibiswal8460
    @arundhatibiswal8460 13 วันที่ผ่านมา

    Jay Mahaprabhu ❤🙏 Jay Jagannatha ❤🙏 Jay Maa Subhadra ❤🙏

  • @purnachandrapradhan7683
    @purnachandrapradhan7683 14 วันที่ผ่านมา

    Jay jagannath swami🙏🙏🙏

  • @Manu-ns9vu
    @Manu-ns9vu 14 วันที่ผ่านมา

    Jay Jagannath 🙏🙏🙏
    Bhalare rakha samastanku

  • @diptijenaj7292
    @diptijenaj7292 12 วันที่ผ่านมา

    Jay Jagannath ❤❤❤❤❤❤❤❤❤❤🙏🙏🙏🙏🙏🙏🙏🙏🙏🌹🌹🌹🌹

  • @sudeshnaraula5745
    @sudeshnaraula5745 14 วันที่ผ่านมา

    Thik kahile sevayata bhaii .
    Bahot Loko ratha upare rahuchanti sehi jogu hela. Prasasana ra hii dayee

  • @supriyasutar8173
    @supriyasutar8173 14 วันที่ผ่านมา +1

    Jay Jagannath
    Jay sri balabhadra
    Jay maaa subhadra

  • @user-ts1do9tz6e
    @user-ts1do9tz6e 14 วันที่ผ่านมา

    🎉Jay jaganath❤🙏

  • @ramachandranaik713
    @ramachandranaik713 13 วันที่ผ่านมา

    ମହାପ୍ରଭୁଙ୍କର କିଛି ହେବ ନାହିଁ। ସେବାୟତ ମାନଙ୍କର ଭୂଲ । ଲୋଭି ଦଳ

  • @virat_bikash
    @virat_bikash 13 วันที่ผ่านมา

    Prabhu khyama karidia 🤗🤗🤗🤗🤗

  • @ArpitaNaik-gd2kg
    @ArpitaNaik-gd2kg 11 วันที่ผ่านมา

    Jaye jaganntha 🙏🙏🙏🙏 . Suwami . Aneka sebayat rakh nahi .

  • @jogindrabehera1627
    @jogindrabehera1627 13 วันที่ผ่านมา

    Jay jagannath 🙏❤️❤️❤️

  • @patitakumarchoudhury9855
    @patitakumarchoudhury9855 14 วันที่ผ่านมา

    ସାମ୍ବାଦିକ ମାନେ ମଣିଷ ମାନଙ୍କୁ ଶାନ୍ତି ଦିଅ, ହାତରେ ଖଡା ସିଝିବନି, ପ୍ରଶ୍ନ ପ୍ରବଳ.

  • @bichitrasatapathy1229
    @bichitrasatapathy1229 14 วันที่ผ่านมา +1

    ଯେଉଁ ସେବାୟତମାନେ ଏହି ପହଣ୍ଡି କାର୍ଯ୍ୟରେ ନିୟୋଜିତ ଥିଲେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ...... ଏହା ଏକ ଛୋଟିଆ କଥା ନୁହେଁ......
    ସେବାୟତ ମାନଙ୍କ ର ସମ୍ପୂର୍ଣ୍ଣ ଭୁଲ...

    • @excellentmind1005
      @excellentmind1005 14 วันที่ผ่านมา

      Sure . Supreme court ra judge nka aadesh na.

  • @pankajiniparida2370
    @pankajiniparida2370 13 วันที่ผ่านมา

    Jay shree jagannath mahaprabhu bharas huantu desa basinku 🙏🙏🙏

  • @subratpadhiary5166
    @subratpadhiary5166 13 วันที่ผ่านมา

    Jay Prabhu Shree Balabhadra 🙏🙏🙏

  • @sangramkishoredasdas2424
    @sangramkishoredasdas2424 13 วันที่ผ่านมา

    ଭୁଲ୍ କୁ ସ୍ବିକାର କରିବା ଦ୍ବାରା ମହାପ୍ରଭୁ କ୍ଷମା କରିବେ ।

  • @a.ksports4746
    @a.ksports4746 14 วันที่ผ่านมา

    Jay Jagannath

  • @HappyNayak-dx5qm
    @HappyNayak-dx5qm 13 วันที่ผ่านมา

    He prabhu jagannath

  • @BasantiMajhi-kx6by
    @BasantiMajhi-kx6by 14 วันที่ผ่านมา

    Jay jagannath❤

  • @RakeshKumar-hq8mg
    @RakeshKumar-hq8mg 12 วันที่ผ่านมา

    Jay jagannath suami 🙏🙏🙏🙏🙏

  • @ramachandrabehera7203
    @ramachandrabehera7203 14 วันที่ผ่านมา

    Jay Jagannath 🙏🙏🙏

  • @manvi4834
    @manvi4834 13 วันที่ผ่านมา

    କାଳିଆ ରେ ତୁ ଭରସା 🙏🙏🙏🙏😭

  • @pabitranath5075
    @pabitranath5075 14 วันที่ผ่านมา

    Mobile re savayat besi time dauchanti bt thakura ka upare dhyana nahi mobile bandh kara ratha upare jay jagannath 🙏🙏

  • @RaazKisku-uh2id
    @RaazKisku-uh2id 14 วันที่ผ่านมา +1

    ପୁରୀ ରେ ନନା ମାନଙ୍କ ସଂଖିଆ ବେଶୀ ହୋଇଗୋଲେ ଟିକେ କମେଇଦିଓ ଜୟ ଜଗନ୍ନାଥ

  • @PradeepKumarBehera-or9ee
    @PradeepKumarBehera-or9ee 14 วันที่ผ่านมา

    Jay jagannath

  • @GolakhachandrajethiGolak-vk6ri
    @GolakhachandrajethiGolak-vk6ri 14 วันที่ผ่านมา

    ପ୍ରଭୁ ରକ୍ଷା କରିଦେଲେ ଆଗକୁ ଆମେ ସଚେତନ ହୋଇ ପ୍ରଭୁ ଙ୍କ ସେବକରିବା ସମସ୍ତେ ଆମେ ପ୍ରଭୁ ଙ୍କ ପାଖରେ ଖମା ପ୍ରାର୍ଥନ କରିବା ଯେମିତି ସାରା ବିଶ୍ୱକୁ ଖମା କରିଦିଅ ପ୍ରଭୁ 🙏

  • @ArjuncharanMaharana-mt8qm
    @ArjuncharanMaharana-mt8qm 14 วันที่ผ่านมา +1

    ଭଗବାନ ରାଗି ଛନ୍ତି

  • @tapanray539
    @tapanray539 14 วันที่ผ่านมา +2

    Bhai mu puri ru kahuchi kou midia bala achhanti mo bite nei paribe ki semane sabu bele pacharuchanti semanku mu kichhi pacharibi semannka oakt achi ans dabaku aga kuhantu matr

  • @mantubehera2263
    @mantubehera2263 14 วันที่ผ่านมา

    ହେ ପ୍ରଭୁ ଆମକୁ ଖେମା କରି ଦିଅ ପ୍ରଭୁ

  • @pratikshya2014
    @pratikshya2014 14 วันที่ผ่านมา +1

    🙏🙏

  • @LovelyCrosswordPuzzle-on7ke
    @LovelyCrosswordPuzzle-on7ke 14 วันที่ผ่านมา

    Sebayata are selected by their ability,effeciency,quality. not quantity

  • @rashmitadas619
    @rashmitadas619 14 วันที่ผ่านมา

    Jay jagannath 🙏🙏

  • @Sanjay1993palai
    @Sanjay1993palai 14 วันที่ผ่านมา +3

    Ei sal sabayatanka pain emiti heichi godeiki badeiba katha udhata ra Sima tapigaleni sabu Puri sabayata

    • @santoshkumarpanda9968
      @santoshkumarpanda9968 14 วันที่ผ่านมา

      Pura thik kahila bhai ❤semane nijaku bhagwan bhabineleni

  • @englishman619
    @englishman619 13 วันที่ผ่านมา

    ଛାତି ଫାଟିଗଲା ଭଳି ଲାଗିଲା ଯେତେବେଳ ଜାଣିଲି ଯେ ଭଗବାନ୍ ତଳେ ପଡ଼ିଗଲେ,,, ବିଶ୍ଵ ବ୍ରହ୍ମାଣ୍ଡର ମହାନାୟକ ଆଜି ତଳେ ପଡିଗଲେ 😭😭😭😭