ସୁଧାଂଶୁ@8:କଳିଙ୍ଗ ଷ୍ଟାଡିୟମର ଖଳନାୟକ

แชร์
ฝัง
  • เผยแพร่เมื่อ 22 ส.ค. 2024
  • ସୁଧାଂଶୁ@8:କଳିଙ୍ଗ ଷ୍ଟାଡିୟମର ଖଳନାୟକ,ଭିନୀଲକ୍ରିଷ୍ଣା, ବିଜୟାନନ୍ଦ ନାୟକ, ନୀଲେଶ ସେଠି ଓ ଦୀପ୍ତା ମିଶ୍ର ସାଜିଥିଲେ ପାଣ୍ଡିଆନର ଏଜେଣ୍ଟ I ଓଡ଼ିଆ ଲୋକଙ୍କୁ କୁକୁର ମାଙ୍କଡ଼ ଭଳି ବ୍ୟବହାର କରି ଚାକିରୀରୁ ହଟାଇ ରାଜ କରୁଥିଲେ ଏ ଅଫିସର l
    @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

ความคิดเห็น • 594

  • @sunilrauto5923
    @sunilrauto5923 2 หลายเดือนก่อน +89

    ସୁଧାଂଶୁ ବାବୁ ସବୁ ଗୁମର ଖୋଲୋନ୍ତୁ ❤

  • @rameshsethi1280
    @rameshsethi1280 2 หลายเดือนก่อน +165

    ଆପଣ ଏହିପରି, ସମ୍ବାଦ ପରିବେଷଣ ଜାରୀ ରଖନ୍ତୁ ଆଜ୍ଞା

    • @cmeditz3320
      @cmeditz3320 2 หลายเดือนก่อน

      ପରିବେଷଣ ଠିକ୍ ହେଲେ ଚାଟୁକାର ଅଧିକା ଲାଗୁଚି ଭାଷା ରୁ 😂

    • @Kisanrajesh
      @Kisanrajesh 2 หลายเดือนก่อน

      Thank you so much 🎉🎉🎉

    • @akshayamohanty9846
      @akshayamohanty9846 2 หลายเดือนก่อน

      Apn emiti Sambad paribeshan karantu ❤❤

    • @bharatipradhanswain2722
      @bharatipradhanswain2722 2 หลายเดือนก่อน

      ଚାଟୁକାର ପତ୍ରକାର

    • @santoshsethi3860
      @santoshsethi3860 2 หลายเดือนก่อน

      @@cmeditz3320pandu ra _chata mananku semiti hin lagiba

  • @narayansahoo4060
    @narayansahoo4060 2 หลายเดือนก่อน +117

    ସୁଧାଂଶୁ ଭାଇ ଆପଣ ସଠିକ କଥା କହୁଛନ୍ତି ଆମ ସରକାର ଆକସନ ନିଅନ୍ତୁ

  • @user-jy3ru9kx8i
    @user-jy3ru9kx8i 2 หลายเดือนก่อน +69

    ଏମାନଙ୍କୁ ଆରେଷ୍ଟ କରାଯାଉ

  • @prasantakumarbaliarsingh4493
    @prasantakumarbaliarsingh4493 2 หลายเดือนก่อน +48

    ସୂର୍ଯ୍ୟ sir please proper inquiry କରନ୍ତୁ କାରଣ ଏ ସମସ୍ତ ଟଙ୍କା ଓଡିଶା ରାଜ୍ୟ ରାଜ କୋଷରୁ ଖର୍ଚ୍ଚ ହେଇଛି

  • @narayansahoo4060
    @narayansahoo4060 2 หลายเดือนก่อน +90

    ତଦନ୍ତ ଜରୁରୀ କରାଯାଉ. ସରକାରଙ୍କୁ ଅନୁରୋଧ

  • @raghumaninayak9593
    @raghumaninayak9593 2 หลายเดือนก่อน +35

    Sudhansubabu ବହୁତ ବହୁତ ଧନ୍ୟବାଦ

  • @jchoudhury274
    @jchoudhury274 2 หลายเดือนก่อน +46

    ନୂଆ ସରକାର କିଛି action ନିଅନ୍ତୁ ନହେଲେ ଓଡ଼ିଶା ବାସୀଙ୍କ ଭରସା ତୁଟି ଯିବ ଜୟ ଜଗନ୍ନାଥ

    • @abhijitmohanty8284
      @abhijitmohanty8284 2 หลายเดือนก่อน +1

      Ek dun thik katha,odisha basi bahut asa kariki bjp ku ethare sujog deichanti

  • @harishmallck2
    @harishmallck2 2 หลายเดือนก่อน +55

    ଏମାନେ ସମସ୍ତେ ଓଡିଶାକୁ ତାଙ୍କ ବାପାଙ୍କର ସମ୍ପତି ରୂପେ ଭାବିଥିଲେ

  • @hondadio5782
    @hondadio5782 2 หลายเดือนก่อน +19

    ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ ଧନ୍ୟବାଦ ସୁଧାସୁ ଭାଇ

  • @AntaryamiSamal-nc6uo
    @AntaryamiSamal-nc6uo 2 หลายเดือนก่อน +27

    ସୁଧାଂଶୁ ଭାଇ ଏ ସଳାଙ୍କୁ ଆମ ମନ୍ତ୍ରୀମାନେ ଭଲସେ ଦେଇ ବିଦା କରିବେ କଳାପାଣି

  • @sreekantabehera862
    @sreekantabehera862 2 หลายเดือนก่อน +27

    Focus plus agaku madichalu dhanyabad

  • @FAKIRJENA-du2zs
    @FAKIRJENA-du2zs 2 หลายเดือนก่อน +26

    BJP ଓଡିଶାରେ ମେଣ୍ଟ କରିନି। ତେଣୁ ଦେଖ କେମିତି ଭୟଙ୍କର ଆକ୍ସନ ନିଆ ଯାଉଛି।

  • @TapanroseBTR
    @TapanroseBTR 2 หลายเดือนก่อน +13

    ଶୀଘ୍ର ଏହାର ଯାଞ୍ଚ ହେଉ......
    ଓଡିଶା ରାଜସ୍ଵ recovery ହେଉ
    ଓଡିଶା ଲୋକଙ୍କ ଦାବୀ

  • @basantapany9713
    @basantapany9713 2 หลายเดือนก่อน +12

    ଧନ୍ୟବାଦ୍ ଏଭଳି ଖବର ବାହାର କରନ୍ତୁ

  • @girishchandradehurydehury6131
    @girishchandradehurydehury6131 2 หลายเดือนก่อน +31

    ଖାଇକି ଖୋଳ କରିଦେଇଛନ୍ତି କିଛି ନାହିଁ। ଏତେ ଖେଳ ହେଉଛି ଦେଖିଲା ବେଳକୁ ଓଡ଼ିଶା ନାହିଁ । ଖେଳ ଓ ଖେଳାଳୀ ତିଆରି ହେବା ପଇସା ଖାଇଗଲେ ସବୁ ।

  • @HappyBadminton-qq3qt
    @HappyBadminton-qq3qt 2 หลายเดือนก่อน +14

    ଏହା ଅତି ଭୟଙ୍କର ଓ ତଦନ୍ତ ସାପେକ୍ଷ

  • @odishatourist523
    @odishatourist523 2 หลายเดือนก่อน +16

    Sudhansu bhai...waw Mazza asigala....a chanel no 1 chanel.....Sabu officer nka pole kholijauchi

  • @ramachandrapanda7858
    @ramachandrapanda7858 2 หลายเดือนก่อน +6

    କ୍ରିୟା ପଦର ଶେଷରେ 'ବ' ଲଗାଇ କହିବା ' ଅତି ସହଜ' ଏବଂ ଏକ 'ଦୁର୍ବଳତାର ପରିଚୟ।' - ଦେଖିବାକୁ ବାକି ରହିଲା କେତେବେଳେ କ୍ରିୟା ପଦ ଶେଷରେ ' ଲ' କିମ୍ବା ' ଛ' ଲାଗୁଛି ।
    ଆପଣଙ୍କ ଏ ପ୍ରଚେଷ୍ଟା ପାଇଁ ବହୁତ ବହୁତ ଧନ୍ୟବାଦ ।
    ବନ୍ଦେ ମାତରମ୍ ।

  • @pramodpradhan8792
    @pramodpradhan8792 2 หลายเดือนก่อน +7

    Thanks to focus plus for bold news we r with u to root out corruption in our soil

  • @Odiaclasic
    @Odiaclasic 2 หลายเดือนก่อน +4

    ସୁଧାଂଶୁ ବାବୁ 🙏, ଆପଣ ପ୍ରତେକ ଦିନ ପୂର୍ବ ସରକାର ଙ୍କ ଦୁର୍ନୀତି କୁ ଏହିଭଳି ଲୋକଲୋଚନ କୁ ଆଣନ୍ତୁ

  • @BabitaMishra-yx2hr
    @BabitaMishra-yx2hr 2 หลายเดือนก่อน +5

    ସୁଧାଂଶୁ ତୋତେ ପ୍ରଭୁ ଜଗନ୍ନାଥ ଘଣ୍ଟ ଘୋଡେ଼ଇ ରଖନ୍ତୁ ।

  • @khirodkumarota2997
    @khirodkumarota2997 2 หลายเดือนก่อน +3

    ଦିନକୁ 2 time ଏହି news ଦିଅନ୍ତୁ, ଦାନ୍ୟବାଦ fucos@8 ଭାଇ, jay ଜଗନ୍ନାଥ...

  • @BHARATSAGAROFFICIAL
    @BHARATSAGAROFFICIAL 2 หลายเดือนก่อน +8

    Absolutely Right Focus plus news

  • @dillipkumardalai5132
    @dillipkumardalai5132 2 หลายเดือนก่อน +8

    ଓଡ଼ିଶାର ପ୍ରତ୍ୟେକ ଜମିରେ ତାମିଲ ପୋକ ପୁରା ଖୋପିଲା କରିଦେଇଛନ୍ତି ଏମାନଙ୍କୁ କୀଟ ନାଶକ ଔଷଧ ପ୍ରୟୋଗ କରି ଓଡ଼ିଶା ରକ୍ଷା କରନ୍ତୁ ମାନ୍ୟବର ମନ୍ତ୍ରୀ ମହୋଦୟ....

  • @brajasundarsahoo9344
    @brajasundarsahoo9344 2 หลายเดือนก่อน +1

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
    ଆପଣଙ୍କ ସଂଗ୍ରାମ ଜାରି ରଖନ୍ତୁ
    ସତ୍ୟର ବିଜୟ ନିଶ୍ଚୟ ହେବ

  • @pracheeart4262
    @pracheeart4262 2 หลายเดือนก่อน +6

    👍🏻ତଦନ୍ତ ଦରକାର ତୁରନ୍ତ 👍🏻

  • @kumarnayak2641
    @kumarnayak2641 หลายเดือนก่อน

    ସୁଧାଂଶୁ ବାବୁ ମାଡ଼ି ଚାଲନ୍ତୁ ଆମେ ସବୁବେଳେ ଅଛୁ ତୁମ ସାଥିରେ ଜୟ ଜଗନ୍ନାଥ

  • @renubalanayak8579
    @renubalanayak8579 2 หลายเดือนก่อน +2

    Best report my little brother

  • @forgetforget8557
    @forgetforget8557 2 หลายเดือนก่อน +3

    You are right bro keep it up ❤❤❤

  • @mnsirmathematics269
    @mnsirmathematics269 2 หลายเดือนก่อน +7

    ଆପଣ ଅଣଓଡ଼ିଆ କୁଂ ଖାଲି ଟାଉଟର ବୋଲି ଭାବିଲେ ହେବ ନାହିଁ, ଅନେକ ଓଡ଼ିଆ ଟାଉଟର ବି ତାକଂ ସହ ଅଛନ୍ତି।। ଏମାନେ ବିଜେଡି ପୋଷାକ ଖୋଲି ମଉକା କୁ ଅପେକ୍ଷା କରିଛନ୍ତି ବିଜେପି ପୋଷାକ ପିନ୍ଧି ବାକୁ, ଆପଣ କଂ ଚେ଼ଷ୍ଟା ସଫଳ ହେଉ, ଆହୁରି ଅନେକ ଟାଉଟର କୁଂ ବାହରକୁ ଆଣନ୍ତୁ।

  • @skmstorywriter6400
    @skmstorywriter6400 2 หลายเดือนก่อน +11

    ବିଭିନ୍ନ id ଖୋଲି ବିଜେଡି ପ୍ରଚାର କରୁଥିବା ପାଣ୍ଡୁ ପୁଅ ମାନେ ଦେଖ ବେ,

  • @awakeningindia1434
    @awakeningindia1434 2 หลายเดือนก่อน +1

    Thank u Bhai..U are really brave ...We appreciate you..Also we are proud of u as an Odia

  • @roshnimohapatra2797
    @roshnimohapatra2797 2 หลายเดือนก่อน +5

    ଏ ଅଣ ଓଡିଆ ଚୋର ମାନଙ୍କର ସମ୍ପତ୍ତି ଜଗତ୍ କରାଯାଉ....

  • @mahendrakumardas7833
    @mahendrakumardas7833 2 หลายเดือนก่อน +2

    ଆମ ସରକାର ଓ ‌ବିଭାଗୀୟ‌‌ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ।

  • @niharranjanmohanty3378
    @niharranjanmohanty3378 2 หลายเดือนก่อน +2

    ସ୍ବାଗତ ଯୋଗ୍ୟ ତଥ୍ୟ ବହୁତ ସୁନ୍ଦର

  • @SumantaNayak-pf4cf
    @SumantaNayak-pf4cf 2 หลายเดือนก่อน

    ଅତି ସୁନ୍ଦର ଉପଦେଶ ❤❤

  • @budheswarbehera794
    @budheswarbehera794 2 หลายเดือนก่อน

    ବହୁତ ସୁନ୍ଦର ଖବର ବାହାରକୁ ଆଣିଛନ୍ତି ବହୁତ୍ ବହୁତ ଧନ୍ୟବାଦ୍ ସୁଧାଂଶୁ ଭାଇ

  • @s.kbehera2828
    @s.kbehera2828 2 หลายเดือนก่อน

    FOCUS PLUS
    THE GREAT
    NEWS CHANNEL
    Thinking

  • @shradhanandapatra1878
    @shradhanandapatra1878 2 หลายเดือนก่อน +1

    Very important and sensitive news for odia people. Thanks🙏

  • @pradiptaroul5826
    @pradiptaroul5826 2 หลายเดือนก่อน +3

    ଧନ୍ୟବାଦ ଭାଇ🙏

  • @raghunathrana7825
    @raghunathrana7825 2 หลายเดือนก่อน

    We appreciate your braveness and way of putting things on the table..please continue. We need this type of channels who fight for our odisha.Great salute to you

  • @SumantaNayak-pf4cf
    @SumantaNayak-pf4cf 2 หลายเดือนก่อน

    ବହୁତ ସୁନ୍ଦର ,,ଖବର

  • @pintubehera1167
    @pintubehera1167 หลายเดือนก่อน

    ସୁଧାଂଶୁ ବାବୁ ଆପଣଙ୍କୁ ଜଗନ୍ନାଥ ମଙ୍ଗଳ କରନ୍ତୁ ଏହିପରି ସମ୍ବାଦ ପରିବେଷଣ ଜାରିରଖାନ୍ତୁ ଜୟ ଜଗନ୍ନାଥ

  • @user-sf8nk1jn3h
    @user-sf8nk1jn3h 2 หลายเดือนก่อน +2

    ସୁଧାଂଶୁ ବାବୁ ଗୁଡ

  • @GaneshJena-mr1hf
    @GaneshJena-mr1hf 2 หลายเดือนก่อน

    ନୂଆ ସରକାର ଯେଉଁ ପ୍ରସ୍ତୁତି ଦେଇ ଆଗକୁ ଆସିଛନ୍ତି' ତାହା ଜନସାଧାରଣ ନିହାତି ଆଶା ଓ ଭରଷା ସହିତ ଓଡ଼ିଶାର ଭବିଷ୍ୟତ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ପଶ୍ଚାତପଦ ହେବେନି ନିଶ୍ଚିତ । ଏଣୁ ଏ ସରକାର ଏହାର ଯାଞ୍ଚ ଓ ଛାନଭିନକରି ଉଚ଼ିତ ଓ ବିହିତ ପଦକ୍ଷେପ ନେଲେ ସୁଧାଂସୁ ବାବୁ ସହିତ ସମସ୍ତେ ପରିଶ୍ରମ ସାର୍ଥକ ହେବ। , ଧନ୍ୟବାଦ ସୁଧାସୁ ବାବୁ
    |

  • @SidharthaMunda-t6k
    @SidharthaMunda-t6k หลายเดือนก่อน

    ଜେତେଶଜାଇଲେବି ଜେତେବୁଜାଇଲେବି ବିନାଲାଚ୍ଚ ବା କାମହେବନାହିଁ। ଚୁର ଜି ଚୁର। ଚରକୁବାନ୍ଦିଲେହେବ❤❤❤❤❤

  • @saratranjanbehera6661
    @saratranjanbehera6661 2 หลายเดือนก่อน

    Love ଉଁ ସୁଧାଂଶୁ ଭାଇ.. କେତେବଡ କଥା କହିଲ.. ବାଃ ବାଃ ବାଃ.. ଭାଇ.... 🙏🙏🙏🙏

  • @jagatpalanmahakur3141
    @jagatpalanmahakur3141 2 หลายเดือนก่อน +6

    Very good

  • @thekraftboy1747
    @thekraftboy1747 2 หลายเดือนก่อน +3

    Ty sir bahut kichhi loko nka mukha kholithibaru. Pratiti odia aemanka bisayare janiba nihati darkar .khali kalinga stadium nuhe sabu department re aehi vali khela chalichhi ta upare bi focous karantu. Jay jagannatha

  • @sanjayakumar1165
    @sanjayakumar1165 2 หลายเดือนก่อน +3

    ଏହିଭଳି ଖବର ଆଗକୁ ଆଣନ୍ତୁ, ଜୟ ଜଗନ୍ନାଥ

  • @CHHABIPRADHAN-cf8ce
    @CHHABIPRADHAN-cf8ce 2 หลายเดือนก่อน

    ଏ ମିଶ୍ର ମାଡାମ ବେଧେଇ କୁ ଗୋଟେ ମୋଟା କିଳା ଦରକାର ହେଉଚି. ସୂର୍ଯ୍ୟବଂଶୀ ଗୋଟେ ଭଲ କିଳା ରଖିଛି

  • @satyaranjanrout1871
    @satyaranjanrout1871 2 หลายเดือนก่อน +1

    Thanks Bhai ଏମିତି ଖବର ପ୍ରସାରଣ କରନ୍ତୁ,,, ସେଇ ଅଫିସର ଙ୍କ ଟଙ୍କା ରେ 10ଜଣ ଲୋକ ଚାକିରି ପାଇପାରିବେ

  • @jagannathpattnaik3140
    @jagannathpattnaik3140 2 หลายเดือนก่อน

    ସାବାସ୍ ସୁବାଷ ବାବୁ,ଜଣେ ନିର୍ଭୀକ କଳିଙ୍ଗ ବୀର‌ ସାମ୍ବାଦିକ ଭାବେ ଆପଣ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ପାତ୍ର।❤❤❤❤❤

  • @chinmaymoharana6287
    @chinmaymoharana6287 2 หลายเดือนก่อน +1

    Super news . Super topic and also super talking style..

  • @cutykumari8648
    @cutykumari8648 หลายเดือนก่อน

    Thanks 🙏👍 sir ଏମିତି video କରି ଥିବାରୁ ❤❤

  • @chaitanyakumbhakar7634
    @chaitanyakumbhakar7634 2 หลายเดือนก่อน +3

    Sudhanshu Bhai lage raho

  • @JJMohanty
    @JJMohanty 2 หลายเดือนก่อน +2

    Best analysis 👌 👏 🙌 👍

  • @sachikantasahoo6981
    @sachikantasahoo6981 2 หลายเดือนก่อน +2

    ସୁଧାଂଶୁ
    ଏମାନଙ୍କୁ ଛାଡ଼ ନାହିଁ
    ଆମେ ତୁମକୁ ସମର୍ଥନ କରୁଛୁ

  • @KukuaryVibhar
    @KukuaryVibhar 2 หลายเดือนก่อน +3

    ଏହି ମ୍ୟାଡ଼ାମ୍ ଙ୍କ୍କ ------ କରାଯାଉ

  • @khirodhota1440
    @khirodhota1440 2 หลายเดือนก่อน +2

    Excelent analysis.

  • @bhagabanrana4898
    @bhagabanrana4898 2 หลายเดือนก่อน +2

    ଆପଣ ଠିକ କହିଛନ୍ତି ସୂରଜ ସୂର୍ଯ୍ୟବଂଶୀ ନିଶ୍ଚୟ action ନେବେ 🙏🙏🙏🙏

  • @pinkyswain6942
    @pinkyswain6942 2 หลายเดือนก่อน

    Thank you sudhanshu babu

  • @sundargarhsng9463
    @sundargarhsng9463 2 หลายเดือนก่อน +2

    Wah.... Wah ..... Wah ..... . 🎉🎉🎉

  • @onlyvdospecialcorresponden8683
    @onlyvdospecialcorresponden8683 2 หลายเดือนก่อน

    ମନ୍ତ୍ରୀ ମହୋଦୟ ଙ୍କୁ ମୋର ପ୍ରଥମେ ପ୍ରଣାମ ଏ ଯେଉଁ ସମ୍ବାଦ ପରିବେଷଣ କରୁଛନ୍ତି କଣ ଆପଣମାନେ ଖୁସିତ 🙏

  • @krushnamohanprusty2728
    @krushnamohanprusty2728 2 หลายเดือนก่อน

    ଆପଣଙ୍କ ନିଷ୍ଠାପର ଓ ନିର୍ଭୀକ ଖବର ଉପସ୍ଥାପନା ପାଇଁ ଅଶେଷ ଧନ୍ୟବାଦ !!🎉

  • @manojnag185
    @manojnag185 2 หลายเดือนก่อน

    ସାର୍ ତାମିଲି ନାଇଡୁ ରେ ଦେଶ ଦ୍ରହି
    ମାନଙ୍କୁ ଫାଶୀ ଦଣ୍ଡ ଦେବ ହେଲେ ଆମ ଓଡ଼ିଶା ରେ ନୂଆ ସରକାର କି ଦଣ୍ଡ ଦେବ ଜୟ ଶ୍ରୀ ରାମ 🙏

  • @punyakarmanayak4441
    @punyakarmanayak4441 2 หลายเดือนก่อน +3

    ତୁରନ୍ତ ଗିରଫ ‌କରାଯାଉ ସାର୍

  • @dalumahakud2723
    @dalumahakud2723 2 หลายเดือนก่อน

    ଆପଣ ଙ୍କୁ ଅନେକ ଅନେକ ଶୁଭକାମନା ମାଡି ଚାଲନ୍ତୁ 🙏🙏🙏🙏

  • @antaryamiswain6937
    @antaryamiswain6937 2 หลายเดือนก่อน +3

    ସୁଧାଂଶୁ ଭାଈ ଆପଣ ଯଦି ଏମିତି ଖବର ପ୍ରସାରଣ କରିବେ ଦୁଃଖର କଥା. ଆସାମୀ ମନେ କୁକୁର . ଚୋର କୁଆଡେ ଯିବେ

  • @yeshsahoo6027
    @yeshsahoo6027 2 หลายเดือนก่อน

    ବହୁତ ସୁନ୍ଦର ବଢ଼ିଆ news channel

  • @santoshswain3113
    @santoshswain3113 2 หลายเดือนก่อน

    Focus plus ku many many thanks

  • @abinashmohanty2157
    @abinashmohanty2157 2 หลายเดือนก่อน

    Thank you focus plus

  • @saigamer6797
    @saigamer6797 2 หลายเดือนก่อน +1

    Eagerly waiting for sudhansu sir 's new investigation.

  • @bharatipradhanswain2722
    @bharatipradhanswain2722 2 หลายเดือนก่อน

    ଏଇଟା ମୂର୍ଖ ଭଳି ଭାଷା କହୁଚୁ । ଏଇମିତି ମିଡ଼ିଆ ବାଲା ରହିଲେ ରାଜ୍ୟର ଅବସ୍ଥା କଣ ହେବ ।

  • @rajendramallick6894
    @rajendramallick6894 2 หลายเดือนก่อน +1

    Focos plus news ku great salute

  • @KhuSus536
    @KhuSus536 2 หลายเดือนก่อน +1

    Now my favourite Focus Plus ❤❤❤❤

  • @Spider-fk8
    @Spider-fk8 2 หลายเดือนก่อน +2

    U r great brother👍 keep it up

  • @prakashdas2710
    @prakashdas2710 2 หลายเดือนก่อน

    ମନ୍ତ୍ରୀ ସୂର୍ଯ୍ୟବଂଶୀ ଏହାକୁ ଶୁଣି ନଶୁଣିବାର ଅଭିନୟ କରିବେ ନାହିଁ.... କାରଣ ଆପଣଙ୍କ ଉପରେ ସମସ୍ତଙ୍କର ଭରସା ଅଛି

  • @sandipkumarpradhan8331
    @sandipkumarpradhan8331 2 หลายเดือนก่อน

    ଓଡିଶାର ଲୋକେ ଯେଉଁଭଳି ସରକାର ପରିବର୍ତ୍ତନ କଲେ, BJP ସରକାର ଯଦି ସେମିତି କିଛି କାର୍ଯ୍ୟ ନ କରିବ 2029 ରେ ପକ୍କା ହାରିବ

  • @user-lc1tf3up7x
    @user-lc1tf3up7x 2 หลายเดือนก่อน +1

    ବିଲକୁଲ୍ ଠିକ କଥା, ନୂଆଁ କ୍ରୀଡା ମନ୍ତ୍ରୀ ଉଚିତ୍ ପଦକ୍ଷେପ ନେବା ଦରକାର

  • @natabaranaik5026
    @natabaranaik5026 2 หลายเดือนก่อน +1

    Kalinga,stadiumra,gumara,kholithibaru,sudhansu,bhaiku, many,many,thanks.

  • @sudhirkumarsahoo1213
    @sudhirkumarsahoo1213 2 หลายเดือนก่อน

    Sudhanshu sir you are right. Thank you

  • @rashmiranjanbarik716
    @rashmiranjanbarik716 2 หลายเดือนก่อน

    Sudhansu sir .......
    You are The GREAT
    YOU PRESENTION 🎉🎉🎉🎉🎉🎉🎉

  • @lipsa5949
    @lipsa5949 หลายเดือนก่อน

    CM ଙ୍କୁ ଅନୁରୋଧ ଏମାନଙ୍କୁ ଆରେଷ୍ଟ କରାଯାଉ 🙏🏻🙏🏻

  • @srikantasahoo8136
    @srikantasahoo8136 หลายเดือนก่อน

    ବଢିଆ

  • @prasannakumarsahoo135
    @prasannakumarsahoo135 2 หลายเดือนก่อน

    Thanls Sudhanshu babu

  • @prashantpalo5688
    @prashantpalo5688 2 หลายเดือนก่อน

    U.r brilliant mind-blowing awesome sir please keep it up.jai jagrannath

  • @GolbadanPandey-lv8hr
    @GolbadanPandey-lv8hr 2 หลายเดือนก่อน +1

    ମୋହନ ବାବୁ ଆମ ଗରିବ ମାନଙ୍କୁ ବହୁତ ହଇରାଣ କରିଛନ ନିୟ ବିପାଇନାହଁ ଛାଡ଼ିବେନି ସାର୍

  • @purusottamsukla8315
    @purusottamsukla8315 หลายเดือนก่อน

    ୨୫ ବର୍ଷ ଅଳିଆକୁ ସଫା କରିବାକୁ ସମୟ ଲାଗିବ ୨୫ ଦିନରେ ସଫା କରିବା ସହଜ ନୁହେଁ ❤❤❤❤❤ ଜୟ ଜଗନ୍ନାଥ

  • @sanulenka7571
    @sanulenka7571 2 หลายเดือนก่อน

    ସାର୍ ଧନ୍ଯବାଦ❤❤❤❤

  • @SatyaSahu-eu3xc
    @SatyaSahu-eu3xc 2 หลายเดือนก่อน

    Thank you focus news❤❤❤

  • @janardanpanda5378
    @janardanpanda5378 2 หลายเดือนก่อน

    ଯେଉଁ ମାନେ ଦୁର୍ନୀତି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର

  • @satyanayakodiavlogs
    @satyanayakodiavlogs 2 หลายเดือนก่อน +1

    ସୁରଜ ଭାଇ ତୁରନ୍ତ ଏ ମାଗିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅ ଯଉ

  • @JJMohanty
    @JJMohanty 2 หลายเดือนก่อน +3

    Support this type of Journalism
    Appreciate.....Focus Bhai❤❤❤🎉🎉🎉🎉🎉🎉🎉🎉🎉
    Jay Sri Ram 💖

  • @samirkhuntia1899
    @samirkhuntia1899 2 หลายเดือนก่อน

    Sudhanshu babu apanku dhanyabad govt quick action niantu

  • @karttikchandranayak9735
    @karttikchandranayak9735 2 หลายเดือนก่อน

    ତଦନ୍ତ ନିହାତି ହବା ଦରକାର 🙏

  • @Prasantaparida-o1w
    @Prasantaparida-o1w 2 หลายเดือนก่อน

    ସତ୍ୟର ପୂଜାରୀଙ୍କୁ 🙏

  • @chandamaniluhari984
    @chandamaniluhari984 หลายเดือนก่อน

    Bhai bahut khusi ame aponka sato khabar dekhi

  • @bipinbiharinayak5973
    @bipinbiharinayak5973 2 หลายเดือนก่อน +3

    Pandu n Nilesh vilen Krishna misi khaigale please queeck cbi red