ଦୀନକୃଷ୍ଣଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ | Odisha Reporter

แชร์
ฝัง
  • เผยแพร่เมื่อ 20 ก.ย. 2024
  • ଦୀନକୃଷ୍ଣଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଏବେ ନୁହେଁ କେବେଠୁ ତାଙ୍କ ବିରୋଧରେ ମାଳମାଳ ଅଭିଯୋଗ। ଭରତପୁର ଥାନାର ପୂର୍ବତନ ଥାନା ଅଧିକାରୀଙ୍କ ବିରୋଧରେ ଜଣେ ଯୁବକ ଯାହା କହିଲେ, ଆପଣ ଆଶ୍ଚର୍ଯ୍ୟ ହେବେ। Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Army #Police #BharatPurPoliceStation #DCP #CP

ความคิดเห็น • 384

  • @ArunDas-hc5zz
    @ArunDas-hc5zz 5 ชั่วโมงที่ผ่านมา +73

    ସବୁ ଦିନ ନୁହେଁ ଚାନ୍ଦିନୀ ରାତି ।
    ନିଶ୍ଚୟ ପହିବ ପାପର ରାତି ।

  • @TechnoUncle-l6l
    @TechnoUncle-l6l 5 ชั่วโมงที่ผ่านมา +56

    Suspend ବା ନିଲମ୍ବନ ବଦଳ ରେ ବହିଷ୍କାର ଶବ୍ଦ ଥିଲେ ବୋଧହୁଏ ଆଜି ଏ ଦିନ ଦେଖିବାକୁ ପଡି ନଥାନ୍ତା ।

  • @kishorchandra2531
    @kishorchandra2531 6 ชั่วโมงที่ผ่านมา +137

    ଏ ଶଳା IIC କୁ ଚପଲ ମାଡ଼ ଦରକାର। ଏ ଲୋକ ପୂର୍ବ ସରକାରର ଚାଟୁକାରି ଥିଲା।

    • @dehurydillip
      @dehurydillip 5 ชั่วโมงที่ผ่านมา

      A sala ku bandhiki mada darjar

    • @BikramLenka-iw2gq
      @BikramLenka-iw2gq 2 ชั่วโมงที่ผ่านมา

      Bhai mo sahitabi amiti heichi paradeep re

    • @rameshchandrasahoo8872
      @rameshchandrasahoo8872 2 นาทีที่ผ่านมา

      Bhai ye sala sabu thana re yehi pari khali janata nku luto, jiye desh pai janata nka surakhya pain jiban debaku prastut taku ye mane kna Karu chhanti ! Yanku guli Mari deba vala

  • @jeebanjyotimishra7395
    @jeebanjyotimishra7395 6 ชั่วโมงที่ผ่านมา +37

    ପୁଲିସ ନିଯୁକ୍ତି କଳଙ୍କ ମୁକ୍ତ ହେବା ଉଚିତ.

  • @F56980
    @F56980 5 ชั่วโมงที่ผ่านมา +53

    ମିଶ୍ର ମାନେ ବ୍ରାହ୍ମଣ ୟାକୁ ବ୍ରାହ୍ମଣ ସମାଜରୁ ବାସନ୍ଦ କରଯାଉ

    • @ananda6789
      @ananda6789 4 ชั่วโมงที่ผ่านมา +5

      ବ୍ରାହ୍ମଣ ମଣିଷ ର ଏକ ଅବସ୍ଥା
      ସତ୍ୟ ଶାନ୍ତି ଦୟା କ୍ଷମା ର ପ୍ରତୀକ
      ମିଶ୍ର ଜାତି ହେଲେ ସେ ବ୍ରାହ୍ମଣ ନୁହଁ

    • @anuanushka2003
      @anuanushka2003 3 ชั่วโมงที่ผ่านมา +3

      Seita bramhana heinthiba mochitaa heithhiba karana bramhana mane bahuta bhadra loka achhanti

    • @jyotiprakash4
      @jyotiprakash4 3 ชั่วโมงที่ผ่านมา

      ​@@anuanushka2003 maghia ete sabu ghatigala au ebe mochi dakucha brahmana kala pare

    • @santoshkumarpanda6201
      @santoshkumarpanda6201 3 ชั่วโมงที่ผ่านมา

      Bramhana kulaku ninda se bramhana nuhe

    • @Beyondage
      @Beyondage 3 ชั่วโมงที่ผ่านมา +2

      Caste katha kouthu asila ki ?
      Crime is committed by criminals irrespective of any differences in any respect.
      Converted mane b title change karunahanti. There are many converted

  • @SapanSankar
    @SapanSankar 5 ชั่วโมงที่ผ่านมา +29

    Iic ଦିନକୃଷ୍ଟ ଶଳା ବଡ଼ ହାରାମି ତୋ ପାଇଁ ଓଡ଼ିଶା ପୋଲିସ୍ ର ନା ଖରାପ ହେଉଛି

  • @amrjitbiswal7243
    @amrjitbiswal7243 6 ชั่วโมงที่ผ่านมา +77

    ଦୀନକୃଷ IIC କୁ ଚାକିରୀ ରୁ ବହିଷ୍କାର କରାଯାଉ

    • @adventurebuddy5937
      @adventurebuddy5937 5 ชั่วโมงที่ผ่านมา +6

      Khali suspension nuha termination

    • @chiranjivraul7175
      @chiranjivraul7175 4 ชั่วโมงที่ผ่านมา +1

      ​@@adventurebuddy5937 Right. Termination with no pension and other retirement benefits. His assets should also be probed and confiscated if irregularities are found. Further he along with his four subordinates must be arrested and face trial for assaulting the lady.

  • @RadhamohanDas-l5m
    @RadhamohanDas-l5m 5 ชั่วโมงที่ผ่านมา +16

    ନ୍ୟାୟ ପାଇବା ଆଶାରେ ଥାନା କୁ ଗଲେ ନ୍ୟାୟ ମିଳିବା କଷ୍ଟ ।ଏହା ଓଡ଼ିଶା ର ସବୁଠି ।

  • @TRUCK-LOVER.888
    @TRUCK-LOVER.888 5 ชั่วโมงที่ผ่านมา +20

    ଦିନକୃଷ୍ଣ IIC କୁ ତୁରନ୍ତ ଗିରଫ କରାଯାଉ

  • @FAKIRJENA-du2zs
    @FAKIRJENA-du2zs 4 ชั่วโมงที่ผ่านมา +19

    ଆରେ ଦିନl କୁ ପାଣ୍ଡୁ ନବୀନ ଯୋଡ଼ି ଆଶୀର୍ବାଦ ଦେଇଛନ୍ତି ଆଗରୁ। ତେଣୁ ମାଝି ସରକାର ଏହି ମୋଟୁ କୁ ମୋଟେ ଛାଡ଼ିବା କଥା ନୁହଁ।

  • @manojmahananda-wl4gd
    @manojmahananda-wl4gd 6 ชั่วโมงที่ผ่านมา +26

    ଦିନବନ୍ଧୁ କୁ ଟୋଟାଲ କୈଣସି ଶରକାରି କାମ ନ ମିଳୁ ତାର ଶବୁ ପରପଟି ଶରକାର ନେଇ ଗରୀବ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ

  • @sushantasahu1858
    @sushantasahu1858 5 ชั่วโมงที่ผ่านมา +17

    ଏମିତି ପୋଲିସ୍ ପାଇଁ ତୋ ଲୋକେ ମାଓବାଦୀ ରେ ମିସୁଛନ କାରଣ ନିୟ ନପାଇବାରୁ

  • @debm4154
    @debm4154 6 ชั่วโมงที่ผ่านมา +36

    Ei bharatpur ra pura staff ku dismiss karantu sarkar

  • @devdutt8084
    @devdutt8084 5 ชั่วโมงที่ผ่านมา +20

    ଗେଣ୍ଡା ଦଳ ଆକୁ କୁଆଡେ ଆଦଶ୍ର ଥାନା ବୋଲି କହି ଉଦ୍ ଘାଟନ କରିଥିଲା।ସବୁ ଦୃନୀତି ପୋଲିସ୍ ଦଳ ଏଇଠି ଅଛନ୍ତି ଲାଗୁଛି ଏମାନଙ୍କୁ ଚାକିରିରୁ ବହିସ୍କାର କରାଯାଉ।ଏହି ଭଳିଆ ପୋଲିସ କର୍ମଚାରୀ ଙ୍କ ଯୋଗୁ ଆଜି ଓଡିଶା ଏବଂ ପୋଲିସ ବିଭାଗ ର ପ୍ରତିଛବି ଖରାପ ହଉଛି। ଜୟ ଜଗନ୍ନାଥ 🙏🏻

    • @radhebhai7850
      @radhebhai7850 2 ชั่วโมงที่ผ่านมา

      Abe Sarakara kia 😂

    • @rameshchandrasahoo8872
      @rameshchandrasahoo8872 11 นาทีที่ผ่านมา

      Bala, police station kuaade adarsh hoi pare ? Sobu janata nku topic chadhanti

    • @susantasamantray6335
      @susantasamantray6335 6 นาทีที่ผ่านมา

      ଗେଣ୍ଡା ଦଳର ଆଦର୍ଶ ପୋଲିସ

  • @rajeshparida3219
    @rajeshparida3219 4 ชั่วโมงที่ผ่านมา +7

    ଆମ ଦେଶରେ ନ୍ୟାୟ ପାଳିକା ବୋଲି କିଛି ନାହିଁ ନ୍ୟାୟ ପାଇଁ ଥାନା କୁ ଜିବା ସବୁଠାରୁ ଦ୍ରୁଭାଗ୍ୟଜନକ ଥାନା କୁ ଜାଇଥିବା ଲୋକ ସେଠାରେ ନିଜେ ମାଡ଼ ଖାଇ ଆରେଷ୍ଟ ହେଇ ଜାଉଚି ଆମ ଦେଶରେ ପୋଲିସ ମାନେ ଇଗ୍ରେଜ ମାନଙ୍କ ପରି ସାସନ କରୁଛନ୍ତି

  • @harioumsharanamofficial9780
    @harioumsharanamofficial9780 4 ชั่วโมงที่ผ่านมา +8

    ଏମିତି କାହାଣୀ ପ୍ରାୟ ସବୁ ଜାଗାରେ, ସାମାନ୍ୟ ଅର୍ଥ ଲୋଭ ରେ ହେଉ ବା ପଦବୀ ର ଅହଙ୍କାର ରେ ହେଉ ଅଭିଯୋଗକାରୀ ଙ୍କୁ ହିଁ ଅଭିଯୁକ୍ତ ବନାଇ ଦିଅନ୍ତି

  • @pradiptarout4070
    @pradiptarout4070 5 ชั่วโมงที่ผ่านมา +12

    ଆଇନ କରା ଯାଉ ପୋଲିସ ଚୋର ନ ଧରିଲେ ଦରମା ନାହିଁ

  • @happyworld2135
    @happyworld2135 5 ชั่วโมงที่ผ่านมา +8

    ନିଲମ୍ବିତ ନୁହେଁ ୟାକୁ ଚାକିରି ରୁ ବହିସ୍କ୍ରୁତ କରାଯାଉ

  • @Siddhant110
    @Siddhant110 5 ชั่วโมงที่ผ่านมา +12

    ICC କୁ ଗିରଫ କରାଯାଉ ତାଙ୍କ ଘରେ ବୁଲଡୋଜର ଚଢ଼ାଯାଉ ସେ ସାଇଜି ହୋଇଯିବ 😮😮😮😮

  • @sushilmishra8728
    @sushilmishra8728 5 ชั่วโมงที่ผ่านมา +24

    ଏ IIC କୁ ଜେଲ୍ ପଠାଇବା ଦରକାର।
    ଆପଣଙ୍କ ମତ କଣ ଜଣାନ୍ତୁ?

  • @Faltutokarafaltuvideo
    @Faltutokarafaltuvideo 4 ชั่วโมงที่ผ่านมา +4

    ମୋହନ ସରକାର ଙ୍କୁ ମୋର ଅନୁରୋଧ ଯେ ପୋଲିସ ମାନଙ୍କ ଉପରେ କିଛି ଗୋଟେ ଗାଇଡ଼ ଲାଇନ ନିହାତି ଆସିବା ଦରକାର 👈

  • @anirudhabiswal4234
    @anirudhabiswal4234 6 ชั่วโมงที่ผ่านมา +13

    Quick action taken by Govt.of Odisha.

  • @niranjanpanda8574
    @niranjanpanda8574 5 ชั่วโมงที่ผ่านมา +10

    New Mohan Govt should take action not only Bharatpur police but also other police ,, who neglect their duty.

  • @SudhirNayak-b8g
    @SudhirNayak-b8g 6 ชั่วโมงที่ผ่านมา +38

    Police magia ku mada darakar

  • @sarojkumarnayak9448
    @sarojkumarnayak9448 3 ชั่วโมงที่ผ่านมา +2

    ଦୀନକୃଷ୍ଣ ପୋଲିସ କୁ ଶୀଘ୍ର ଚାକିରୀରୁ ବହିଷ୍କୃତ କରି ଅବସର ଦେବା ପାଇଁ ନୂତନ ସରକାର ଙ୍କୁ ଅନୁରୋଧ।

  • @BibhutibhusanDash-pv3xi
    @BibhutibhusanDash-pv3xi 6 ชั่วโมงที่ผ่านมา +12

    କଣ କଲମ ଖୋଜିବାକୁ ଦୁଇ ଦିନ ଲାଗୁଥିଲା

  • @RD123.........
    @RD123......... 5 ชั่วโมงที่ผ่านมา +11

    ସବୁ ଥାନା ରେ ଏମିତି police ପ୍ରଥମେ case register କରେନି, ସମାଧାନ ପାଇଁ ଉଭୟ ପକ୍ଷ କୁ କୁହେ, ଯଦି ନ ହୁଏ case register ହୁଏ

    • @janardandas4258
      @janardandas4258 5 ชั่วโมงที่ผ่านมา +1

      ଏମିତି ହୁଏ ବୋଲି.. ଆଇନ୍ ସେୟା ନା କଣ?

    • @kailashchandrajena8405
      @kailashchandrajena8405 4 ชั่วโมงที่ผ่านมา +1

      Dedhamas helani kichhi karinahin.....Puni kahuchhi tume se lok ku dekhei dia....Puni Kan gunda Ghar Jai mad khaib...cc tv ru gundaku Jani paruni? Sat katha hela police kichhi karibaku Chahun nahin. Yemane rahile kehi nyay paibe nahin...Sarkar yemananku bida karantu.

    • @jyotiprakash4
      @jyotiprakash4 3 ชั่วโมงที่ผ่านมา

      mo banda

    • @RockyBhai-t5y
      @RockyBhai-t5y 2 ชั่วโมงที่ผ่านมา

      Ye family jhagada nai .....je miseibe

  • @Uttam-o6j
    @Uttam-o6j 6 ชั่วโมงที่ผ่านมา +7

    ପାଗଳ ପୋଲିସ

  • @terabapu1
    @terabapu1 6 ชั่วโมงที่ผ่านมา +14

    ପୋଲିସ ହେଉ ଚୋର ଦୁଇଙ୍କର କାମ ଏକା

  • @Faltutokarafaltuvideo
    @Faltutokarafaltuvideo 4 ชั่วโมงที่ผ่านมา +2

    ଏବେ ଯାଏଁ ବିଜେପି ର ଆଇନ ମନ୍ତ୍ରୀ ଙ୍କ ବାଇଟ ଆସି ପାରିଲା ନାହିଁ କାହିଁକି ବିଜେପି ନେତା ମନ୍ତ୍ରୀ ମାନେ କାହିଁକି ଚୁପ ହେଇ ବସି ଛନ୍ତି ଏମିତି ବିଜେଡି ର ପୋଷା କୁକୁର ଙ୍କ ପ୍ରତି ଏତେ ଭଲ ପାଇବା କାହିଁକି ବିଜେପି ଦେଖାଉଚି 👈କଣ ମୋହନ ମାଝୀ ସରକାର ର କିଛି ବି ଓଉକାତ ନାହିଁ 👈

  • @sanjaykumarnayak3521
    @sanjaykumarnayak3521 6 ชั่วโมงที่ผ่านมา +6

    Mohan sarkar nku request Sadhana Jantanka pain Helpline jari karantu.jemiti Sadhana janta direct Sarkar nku Avijog sunai paribe

  • @fearless4421
    @fearless4421 3 ชั่วโมงที่ผ่านมา +1

    ପୋଲିସ ଚାକିରି କେବଳ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଦେଲେ ସାଧାରଣ ଜନତା ସୁରକ୍ଷା ପାଇବେ ।

  • @belalsensenapati1300
    @belalsensenapati1300 3 ชั่วโมงที่ผ่านมา +2

    ମୋହନ ସରକାର ପାଇଁ ଏ ଚାଲେଞ୍ଜ। ସେ କଠୋର ପଦକ୍ଷେପ ନିଅନ୍ତୁ ନହେଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ।

  • @tkp2882
    @tkp2882 3 ชั่วโมงที่ผ่านมา

    ଏମିତି ଓଡ଼ିଶାର ସବୁ ଥାନାରେ ହେଉଛି

  • @gagannayak2276
    @gagannayak2276 4 ชั่วโมงที่ผ่านมา +5

    ଶିଳାକୁ, ଧକା ମାରି ଚାକିରି,ରୁ,ଵିଦାକର

  • @manojsahu2039
    @manojsahu2039 ชั่วโมงที่ผ่านมา +2

    Police department କୁ ଅନୁରୋଧ,IPS Dr Abhishek pallab ଭଳି ହେବା ପାଇଁ ଚେଷ୍ଠା କରନ୍ତୁ ଦେଖିବେ ରାଜ୍ୟରେ ପ୍ରଶାସନ ଓ କ୍ରାଇମ୍ ରେ ବହୁ ପରିମାଣରେ ପରିବର୍ତ୍ତନ ଆସିଯିବ

  • @Lituharichandan
    @Lituharichandan 6 ชั่วโมงที่ผ่านมา +10

    British police Act badalajau..ethira police janata nka pakha uttara dai nuhain ...kebala Political leaders o officer nka surakhya o seba pain tarpar ..

  • @BibekBiswal-v1x
    @BibekBiswal-v1x 6 ชั่วโมงที่ผ่านมา +9

    IIC ku Jharpada send kara

  • @Rkd6122
    @Rkd6122 5 ชั่วโมงที่ผ่านมา +5

    Remove this type of police man from the department 😮,

  • @sanjayakumardash9704
    @sanjayakumardash9704 4 ชั่วโมงที่ผ่านมา +4

    We request to mohan sir to take action against them

  • @niranjannayakgreatodisha2342
    @niranjannayakgreatodisha2342 3 ชั่วโมงที่ผ่านมา +3

    ତୁରନ୍ତ ଏହି ଶଳା ପୋଲିସ କୁ ଚିଡ଼ିଆ ଖାନା ବାଘ କୁ ଖାଇବାକୁ ଦିଆ ଯାଉ

  • @PrabhatSahoo-f3e
    @PrabhatSahoo-f3e 6 ชั่วโมงที่ผ่านมา +5

    Police ku enkaunter karideba darkar up sarkar bhali

  • @pratyushbiswal8093
    @pratyushbiswal8093 2 ชั่วโมงที่ผ่านมา +1

    ଓଡିଶା ରେ ଶାସନ ନାହିଁ ତାଙ୍କର ବଡ଼ ଅଫିସର ଆକ୍ସନ କିଛି ନଉନାହିଁନ୍ତି କୋର୍ଟ ଆକ୍ସନ ନେଉନି ଅଫିସର ଓଡ଼ିଆ ବୁଝି ପାରୁନାହିଁଟି ମିଡ଼ିଆ ରଡୁଛି କେହି କିଛି ବୁଝି ପାରୁନାହାନ୍ତି ସବୁ ଅଣ ଓଡ଼ିଆ ଅଫିସର ଏବେ ତ ସବୁ ଓଡ଼ିଆ ଅସୁବିଧା କେଉଁଠି ନା ଜାଣି ଶୁଣି ଆକ୍ସନ ନଉନାହିଁନ୍ତି

  • @krushnasahoo155
    @krushnasahoo155 2 ชั่วโมงที่ผ่านมา

    ସ୍ୱଆଧିନ ଦେଶର ସନ୍ତାନ ଆମେ ଓଡିଶା ଆମର ଜନମ ଭୂଇ

  • @lalitmohanmishra3561
    @lalitmohanmishra3561 2 ชั่วโมงที่ผ่านมา +1

    ଇଏ କୋଉ ନୂଆ କଥା
    ସବୁ ଥାନା ରେ ସମ ଅବସ୍ଥା
    ଆଉ ଏହାଠୁ ଅଧିକ ଦୁଃଖ ର କଥା, ସବୁ ଗଣମାଧ୍ୟମ ଏହା ଜାଣନ୍ତି, ଗଣମାଧ୍ୟମ ବି ବିନା ପଇସା ରେ କିଛି କରେନି,ପଇସା ନେଇ ଦୋଷୀ ର ଦୋଷ କୁ ଲୁଚାଇ ଦେଉଛନ୍ତି,ଏଣୁ ସାଧାରଣ ମଣିଷ ର ଦୁଃଖ ବୁଝିବାକୁ କେହି ନାହିଁ ,,😭😭😭
    ଗୋଟିଏ ଗୋଟିଏ କଥା ସିନା ବାହାରକୁ ଆସୁଛି,କିନ୍ତୁ କୋଟି କୋଟି କଥା ଚପି ଯାଉଛି
    😭😭😭

  • @HemantakumarJena-gz5xu
    @HemantakumarJena-gz5xu 2 ชั่วโมงที่ผ่านมา +1

    ଏ ଶଳାକୁ ମାଲ୍ କାନ୍ ଗିରି ପଠାଅ ସାଇଜି ହେଈଜିବ

  • @sunilkumarrout1788
    @sunilkumarrout1788 5 ชั่วโมงที่ผ่านมา +6

    Se IIC ku public samna ku chhadi diantu
    Public gote dina re taku size kari debe

  • @kapinbaliarsingh5647
    @kapinbaliarsingh5647 6 ชั่วโมงที่ผ่านมา +10

    Maagiha,,iicdinabanda

  • @pradeepkumarsinha803
    @pradeepkumarsinha803 ชั่วโมงที่ผ่านมา

    ଓଡ଼ିଶାର ସରକାରଙ୍କୁ ଧିକ୍କାର...ପୂର୍ବ ସରକାରଙ୍କ କାରନାମାକୁ ବି ଧିକ୍କାର, ଲଜ୍ଜା ନଥିଲା କି ସରମ ନଥିଲା।ନେତାମାନେ କଣ ଚାହୁଁଛନ୍ତି ଶ୍ରୀଲଙ୍କା, ବାଂଲାଦେଶ ପରି ସ୍ଥିତି ସୃଷ୍ଟି ହେଉ???
    ସମୟ ବଡ ବଳବାନ। ସମୟ ଥାଉ ଥାଉ ସମସ୍ତେ ସାବଧାନ/ସତର୍କ ହୋଇଯିବା ଉଚିତ।
    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
    ଏହା ମହାପ୍ରଭୁଙ୍କର ସତର୍କ ସୂଚନା ବୋଲି ଧରିନେବା ଉଚିତ।

  • @puspitamohanty936
    @puspitamohanty936 5 ชั่วโมงที่ผ่านมา +3

    Hinnah kruoosn hata gala, best deed.

  • @SuccessTips0000
    @SuccessTips0000 6 ชั่วโมงที่ผ่านมา +2

    Why media don't make a question that why public can't file online FIR

  • @pptransport7046
    @pptransport7046 6 ชั่วโมงที่ผ่านมา +4

    BJD ସରକାର ର ଚାମୁଚା ଥିଲେ ଏହି ପୋଲିସ ଅଧିକାରୀ ମାନେ ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ପରି ବସି ଥିଲେ ହେଲେ BJP ମୁଖ୍ୟ ମନ୍ତ୍ରୀ ମୋହନ ମାଝି sir ଏହାକୁ ବରଦାସ୍ତ କରିବେ ନାହିଁ ବୋଲି ଆଶା ଓ ବିଶ୍ବାସ 🙏

  • @rabindrarathor1013
    @rabindrarathor1013 ชั่วโมงที่ผ่านมา

    ଏ ଦୀନକୃଷ୍ଣ ଆଇଆଇସି କୁ।ତୁରନ୍ତ। ବହିଷ୍କାର କରାଯିବା ସହିତ ଜେଲ୍ ଦଣ୍ଡ ଦିଅନ୍ତୁ ସରକାର ।

  • @kanhu9
    @kanhu9 3 ชั่วโมงที่ผ่านมา

    ଭାଡୁଆ ମାଗିଆ ଟା ତା ମୁହଁ ଦେଖିଲେ ଲାଗୁଚି କେତେ ବଡ ପରମ ମାଗିୟା ଧରମ ଭାଇ

  • @soumyaranjanmohapatra7933
    @soumyaranjanmohapatra7933 ชั่วโมงที่ผ่านมา

    ଓଡ଼ିଶାରେ ଯୋଗୀ ଶାସନ ନିହାତି ଦରକାର୍।।

  • @manoranjanparida7874
    @manoranjanparida7874 ชั่วโมงที่ผ่านมา

    ଅନିଦିଷ୍ଟ ପର୍ଯ୍ୟନ୍ତ ବସେଇ ଦିଅ , କିଛି କାମ ନାହିଁ,,ଘର କୁ ପଠେଇ ଦିଅ ,, କାମ ନାହିଁ କି ଦରମା ନାହିଁ,,,,ସବୁ ଠିକ୍ ହେଇ ଜିବେ,,,, କ'ଣ ହେବ ନେତାଙ୍କ ର ଚାଟୁଦାର ଦରକାର,, ରଖିବେ ,,,

  • @ManojaManoj1977
    @ManojaManoj1977 2 ชั่วโมงที่ผ่านมา

    ସେ ଭାବୁଥିଲେ ତାଙ୍କ ବାପାଙ୍କ ଜଗିରୀ

  • @laxmidharapanda6086
    @laxmidharapanda6086 3 ชั่วโมงที่ผ่านมา

    କ୍ରିମିନାଲ ମାନେ IIC ଦୀନକୃଷ୍ଣ ର ଭିଣୋଇ ସମ୍ପର୍କ ହେବେ ! ତେଣୁ ନିଜ ଭଉଣୀ ପାଇଁ ସେମାନଙ୍କୁ ସୁରକ୍ଷା ଦେଉଥିଲେ ! ଗୋଟେ ହ୍ୟାଣ୍ଡକପ ପକାଇ ଶଳା ଭିଣୋଇଙ୍କୁ ରାସ୍ତାରେ ଘୋଷାରି ଘୋଷାରି ନେବା ଉଚିତ ଦଣ୍ଡହେବ ! ନିଲମ୍ବନ ଦଣ୍ଡ ନୁହେଁ , ଏହା ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବା ସହ ସମାନ !

  • @manasranjandas7669
    @manasranjandas7669 4 ชั่วโมงที่ผ่านมา

    କମିଶନରେଟ ପୋଲିସ ଅବସ୍ଥା ଏଇୟା ତ , ଆଉ କୁଆଠି କଣ ଥିବ 😢

  • @AnimeshDas108
    @AnimeshDas108 3 ชั่วโมงที่ผ่านมา

    Suspend ନାହିଁ arrest କର ଏଇ IIC କୁ

  • @MuniMadhi-iz6bq
    @MuniMadhi-iz6bq 4 ชั่วโมงที่ผ่านมา

    ଏ ମାଗିଆ iic Dgp ର ସାହସରେ ଏଶବୁକାମ କରୁତିଲା ସେଥିପାଇଁ ମାଅବାଦିରଜ ଲକଜାଉଚନ୍ତି

  • @manojbhumia4960
    @manojbhumia4960 6 ชั่วโมงที่ผ่านมา +1

    Very good

  • @satyasankar1
    @satyasankar1 3 ชั่วโมงที่ผ่านมา

    ଶୁଣ Police କିପରି ନ୍ୟାୟ ଦେଉଛି ସାଧାରଣ ଲୋକଙ୍କୁ। ଆଉ ସେ IIC ର ମୁହଁକୁ ଦେଖନ୍ତୁ, ଜାଣିପାରିବେ ଲୋକଟା କେମିତି ହୋଇଥିବ।

  • @RAGHUNATHMURMU-tr2it
    @RAGHUNATHMURMU-tr2it 2 ชั่วโมงที่ผ่านมา

    Every odisha people should use camera before crime incidents... Request all people of odisha...

  • @BINDUMATINAYAK-uu8cl
    @BINDUMATINAYAK-uu8cl 6 ชั่วโมงที่ผ่านมา +4

    Jail

  • @NiranjanMohanty-z8t
    @NiranjanMohanty-z8t 5 ชั่วโมงที่ผ่านมา +2

    ଏଇ ମାନେ ବିଜେଡ଼ି ଲୋକ

  • @Faltutokarafaltuvideo
    @Faltutokarafaltuvideo 4 ชั่วโมงที่ผ่านมา

    ଭିଜିଲାନ୍ସ ଟିମ ତୁରନ୍ତ ରେଡ କରୁ କେତେ ମାଲ ମାରିକି ରଖି ଥିବ ନିଶ୍ଚୟ ଜବର ମାଲ ଇନକମ କରି ଥିବ ବେଶୀ ଚାଲାକିୟା ଟା ଏ ପୋଲିସ ଟା fir କାହିଁକି ରଖୁ ନଥିଲା କାରଣ ଆଗ ପଇସା ଡ଼ିଲିଙ୍ଗ କରୁ ଥିଲା ତା ପରେ fir ରଖି କି ଚୁପ ହେଇ ବସି ଯାଉ ଥିଲା 👈

  • @dkmohapatramohapatra5620
    @dkmohapatramohapatra5620 4 ชั่วโมงที่ผ่านมา

    ମୋର ଅନୁଭୂତି ଯାହା ମୁଁ ପ୍ରକାଶ କରିବାକୁ ବାଧ୍ୟ ହେଉଛି
    ଓଡ଼ିଶା ସରକାର ଙ୍କର ୟେ ଏକ ମାତ୍ର police Officer ଯାହାକି ୟେ ବହୁତ୍ hit Mind laguchanti
    ବାଡ଼ା ବାଡି କରି ବାରେ ଏକ ନମ୍ବର ଜଣାପଡୁଛି
    ମୁଁ କହିବା ମାନେ ୟାଙ୍କୁ ସରକାର ଜମ୍ମୁ କାଶ୍ମୀର ପଠାନ୍ତୁ ସେଠି ସେ militant (ଆତଙ୍କବାଦୀ)ସାଥିରେ ଭଲ
    ଲଢ଼ିବେ
    କାରଣ yankar experience ହୋଇଗଲାଣି
    ଦିତୀୟ କଥା ୟା ଭାଗ୍ୟ ଭଲ ଏଠି bhubneswer re ଯେଉଁ army ଅଛି ତା officer ସାଥିରେ ଏମିତି ହୋଇଥିଲେ ୟା ପତ୍ତା ମିଳିନଥାଆନ୍ତା ଆଜି ନାଁ ସେ ଭରତପୁର police station ର ଅତା ପତା ମିଳି ନ ଥାଆନ୍ତା

  • @gurucharansahoo9577
    @gurucharansahoo9577 2 ชั่วโมงที่ผ่านมา

    ଶଳା ଏ ପୋଲିସ ର ଚେହେରା କହୁଛି ବଡ ବଦମାସ 😠😠😠😠

  • @sushamadash8383
    @sushamadash8383 4 ชั่วโมงที่ผ่านมา

    The best news channel is our OR news channel.

  • @skssamal2921
    @skssamal2921 4 ชั่วโมงที่ผ่านมา +1

    CBI should be investigated Dinakrusna Mishra property.

  • @subasmishra4370
    @subasmishra4370 6 ชั่วโมงที่ผ่านมา +3

    Salary recovery karajau

  • @MuniMadhi-iz6bq
    @MuniMadhi-iz6bq 4 ชั่วโมงที่ผ่านมา

    ଭରତ ପୁର ଥାନା ନୁହେଁ ଲଙ୍କା ପୁର ଥାନା

  • @bijaykumarbijay2228
    @bijaykumarbijay2228 3 ชั่วโมงที่ผ่านมา

    ଏଇ ପୋଲିସ କୁ ମାଡ଼ ଦରକାର

  • @smallvison
    @smallvison 4 ชั่วโมงที่ผ่านมา

    Govt should be strong.

  • @nirmalpatnaik5796
    @nirmalpatnaik5796 5 ชั่วโมงที่ผ่านมา +1

    Resume Wo,men,,and ,senior citizens, Act, STOP,,,Helmets,,checking and Security to, Unwanted

  • @biswaranjanbiswal7612
    @biswaranjanbiswal7612 3 ชั่วโมงที่ผ่านมา

    ଓଡ଼ିଶା ପୋଲିସ ଙ୍କ fitness ଯାଞ୍ଚ ହେବା ଦରକାର , ଦିନ କୃଷ୍ଣ ଗୋଟେ ଆଳୁ ବେପାରୀ ଭଳି ଦିଶୁଛି 😂

  • @raghunathduari563
    @raghunathduari563 4 ชั่วโมงที่ผ่านมา

    Jay jagannath

  • @NityanandaSahoo-ny1ko
    @NityanandaSahoo-ny1ko 3 ชั่วโมงที่ผ่านมา

    ଅପର ପକ୍ଷ ଠୁ ପଇସା ଖାଇଥିବେ

  • @AbhimanyuMalik-y4f
    @AbhimanyuMalik-y4f 6 ชั่วโมงที่ผ่านมา

    CM Sir Handel to the all Odisha Police Craime ,First Restcet All Odisha Police and New Police officer in the Joining

  • @Unknownjakqjqgsuqoq81882
    @Unknownjakqjqgsuqoq81882 6 นาทีที่ผ่านมา +1

    Odisha Police=Kolkata police 😢😢😢😢😢😢😢😢

  • @julumantri3100
    @julumantri3100 13 นาทีที่ผ่านมา

    Right 👍👍👍👍👍👍

  • @belalsensenapati1300
    @belalsensenapati1300 3 ชั่วโมงที่ผ่านมา

    ଏଇଭଳି ପୋଲିସକୁ ଫାଶୀ ଦଣ୍ଡ ଦେବା କଥା। ତାହେଲେ ପୋଲିସ ଠିକ କାମ କରିଥାନ୍ତା।

  • @kunmun9983
    @kunmun9983 3 ชั่วโมงที่ผ่านมา

    OR repoter very good..
    Same thing happening in laxmisagar police station...

  • @ruralsuccesscentre4208
    @ruralsuccesscentre4208 6 ชั่วโมงที่ผ่านมา +1

    Dis-Mis koro Police Dino krushna Mishra

  • @Luckynayak-z4f
    @Luckynayak-z4f 3 ชั่วโมงที่ผ่านมา

    ଦୀନକୃଷ୍ଣ ମାଗିହା ଟା

  • @sanjayakumardash9704
    @sanjayakumardash9704 4 ชั่วโมงที่ผ่านมา +1

    Lifelong punishment milu

  • @umeshchandraguin1521
    @umeshchandraguin1521 3 ชั่วโมงที่ผ่านมา

    ଓଟିଭି ବାଲା ଯାହା ପଛରେ ପଡିବେ
    ତା ବେଳା ଖରାପ

  • @AnandOram-m3v
    @AnandOram-m3v 6 ชั่วโมงที่ผ่านมา +1

    Ai police station ku lock pokajau and thana ro karmachari mananku sabudino pai chakuri ri bida kaaridiajau

  • @PANDABROFFICIAL
    @PANDABROFFICIAL 51 นาทีที่ผ่านมา

    ଏ ଶଳା ପୋଲିସ ମାନେ ମନ୍ଦିର ରେ ଭିକ ମାଗିବା ଦରକାର ସାଧାରଣ ଲୋକ ଙ୍କ tax ରେ salary ନେଉଛ ତା ପରେ ଜଣେ ସାଧାରଣ ଲୋକ ପୋଲିସ ଷ୍ଟେସନ ଗଲେ ଗାଣ୍ଡି ମସ୍ତି କରୁଛ

  • @ashishdas3165
    @ashishdas3165 6 นาทีที่ผ่านมา

    Biswaguru bharat

  • @trinathsethi8075
    @trinathsethi8075 4 ชั่วโมงที่ผ่านมา

    Sei iic dinakrishna ku Dismiss Kari jharapad Jailre rakhajau

  • @naraharipanigrahi6582
    @naraharipanigrahi6582 6 ชั่วโมงที่ผ่านมา +2

    Taa ra dress kholi ki abhijog Kari ku diajaou ta pare abhijog Kari dosi ku khojianiba.

  • @vinaybiswasi3623
    @vinaybiswasi3623 3 ชั่วโมงที่ผ่านมา

    Reformation of police department is required

  • @Mamu_kansa
    @Mamu_kansa 4 ชั่วโมงที่ผ่านมา

    ସେ major ମଦ ପି କି ଥାନା କୁ ଆସିବ। ଆଉ ତା ସହ ପୋଲିସ ଯାହା ଚାହିବ ତାହା କରିବ। ଭଲ ହୋଇଚି ସେ major କୁ ମାଡ଼ ଦରକାର ଥିଲା। ଓଡ଼ିଶା ପୋଲିସ ଠିକ୍ ଅଛି। କହିବାର ଅଛି ତ West Bengal police କୁ କୁହ

  • @srikantamallick1159
    @srikantamallick1159 3 ชั่วโมงที่ผ่านมา

    BJD ର IIC ଦୀନକୄଷ୍ନ ମିଶ୍ର ନଵୀନ ର ପାଖ ଲୋକ ତା ବାଳ ଉପାଡି଼ ପାରିବନି କାରଣ ନବୀନ ଯାହା କହିଵ ମୋହନ ସରକାର ମାନିବ BJD BJP ଭାଇ ଭାଇ

  • @RajaRaja-bl6cx
    @RajaRaja-bl6cx 4 ชั่วโมงที่ผ่านมา

    ମୋହନ ବାବୁ ମଡେଲ ପୋଲିସ ଷ୍ଟେସନ ନାମ କୁ ପରିବର୍ତ୍ତନ କରି ମଡେଲ ଗୁଣ୍ଡା ଷ୍ଟେସନ ନାମ ଦିଅନ୍ତୁ।

  • @krushnamaharana842
    @krushnamaharana842 6 ชั่วโมงที่ผ่านมา +2

    Prabal alia

  • @sarojmishra7932
    @sarojmishra7932 2 ชั่วโมงที่ผ่านมา

    Don't give promotion to constable & ASI unless they complete 20 yrs service.

  • @ratnakarmallick3952
    @ratnakarmallick3952 6 ชั่วโมงที่ผ่านมา +1

    Police ku varasha kar nahni semane BJD karmi