Tume besi mane pada thakure//ତୁମେ ବେଶୀ ମନେ ପଡ଼ ଠାକୁରେ || by Rabindra Mohapatra
ฝัง
- เผยแพร่เมื่อ 18 ก.ย. 2024
- ⭕Lyric ,Music & Singer - Rabindra Mohapatra
⭕Assist by - Laxmi Prasad Mahapatra
:INSTRUMENTS:
✽MUSIC ARANGEMENT & HARMONIUM: Basant Mishra
✽TABLA: Sachin Rath
✽KEYBOARD: Manash Dash
✽FLUTE: Shyamsundar Rao
✽OCTAPAD: Chandrasekhar Mishra
✽DUBBING: AMA STUDIO,Bhubaneswar
**********************************************
ବୟସ ମୋ ବଢ଼ିଗଲା ପରେ
ଆୟୁଷ ମୋ କମିଗଲା ପରେ
ତୁମେ ବେଶୀ ମନେ ପଡ଼ ଠାକୁରେ
ଆଖି କି ମୋ ଆଉ ନ ଦିଶିଲା ପରେ
ହାତ ଗୋଡ଼ ଆଉ ନ ଚଳିଲା ପରେ
ତୁଣ୍ଡ ଆପେ ତୁମ ନାମ ଧରେ ରେ || ୦ ||
ଯେତେବେଳେ ବାହୁରେ ମୋ ବଳ ଥିଲା
ଯେତେବେଳେ ଧନଜନ ସମ୍ପତ୍ତି ଥିଲା
ସେତେବେଳେ ଗାଇନି ମୁଁ ତୁମରି ଗୀତ
ଠାକୁର କହି ମୁଁ ଥରେ ଟେକିନି ହାତ
ରୋଗ ର ଯନ୍ତ୍ରଣା ବଢିଗଲା ପରେ
ଧନଜନ ସବୁ ହାରି ଗଲା ପରେ
ମନ ଖାଲି ପ୍ରଭୁ ପ୍ରଭୁ ଝୁରେ ରେ || ୧ ||
ଯେତେବେଳେ ଯଉବନ ଦମ୍ଭ ଥିଲା
ଏଇ ମନ କେତେ ଗର୍ବ ସାଇତି ଥିଲା
ଅଙ୍ଗେ ଅଙ୍ଗେ ଅହଙ୍କାର ଥିଲା ରେ ଭରି
ଠାକୁର ବୁଝିବା ମୋର ହେଲା ରେ ଡେରି
ଯିବା ଯିବା ବେଳ ହେଇଗଲା ପରେ
ଚକନୟନକୁ ଚାହିଁ ଦେଲା ପରେ
ଲୁହ କାହିଁ ଆପେ ଆପେ ଝରେ ରେ || ୨ ||
**********************************************
✽ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତ ଜଣାନ୍ତୁ ।
✽ଆମେ ଭେଟି ଦେଉଛୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଇଁ "Rabindra Mohapatra Official” ୟୁ ଟ୍ୟୁବ ଚାନେଲ
✽ ତେବେ ଆମ ଚାନେଲ “Rabindra Mohapatra Official”କୁ ସବସକ୍ରIଇବ କରନ୍ତୁ ଓ ବେଲ ବଟନକୁ ପ୍ରେସ କରନ୍ତୁ ଯାହାଦ୍ୱାରା ଆପଣ ପାଇପାରିବେ ସମସ୍ତ ଭିଡିଓ ସହଜରେ ।
II ଧନ୍ୟବାଦ II
✽ Watch the video and stay connected with us for more entertainment updates.
LIKE | COMMENT | SHARE | SUBSCRIBE
♪ Enjoy and stay connected with us!! ♪
✽ Mail Id: selirabi8680@gmail.com
✽ Whatsapp Us: +91-9938112393
✽Contact Us:+91-8847803572
#RabindraMohapatraOfficial
#NewBhajan
#Tume besi manepada thakure
#rabindramohapatraofficial
#jagannatha tume krupa kale
#kali jie southila
#sunibaku haba dine ramanama sata
#jie dukhare aaha kahe
#jay jay jagannath
#newbhajan
ଆଜ୍ଞା ଆପଣଙ୍କୁ ଦେଖିଲେ କାଳିଆ ଠାକୁର ଙ୍କୁ ଦେଖିଲା ଭଳି ଲାଗେ, କାରଣ ଆପନଙ୍କର ସ୍ୱର ରେ ସତରେ ମା ସରସ୍ଵତୀ ଏବଂ କାଳିଆ ଠାକୁର ବିରାଜମାନ ଅଛନ୍ତି,
Jay Jagannath tame aka Bharasa 🙏🙏🙏🙏🙏💐💐💐💐💐❤️🪔❤️🪔❤️🪔❤️🪔❤️👌👌👌👌👌👌👌Ati sundar Bhai pranam 🙏🙏
ଜୟ କାଳିଆ ସାଆନ୍ତେ
Lilamaya Mahaprabhu Jagannath Swami Jay Jay Jay
ଧନୀୟ ତୁମେ ଧ୍ୟନୀୟ ତୁମ ପିତା ମାତା
ଜୟ ମଣିମା 🙏
Bahut sundara Gita ti heichi Rabi sir 🙏 bahut bahut dhanyabada sir 👍
କି ସୁନ୍ଦର ଭଜନ, ଗୀତର ଗୀତିକାରଙ୍କ ରଚନା ଯେତିକି ସୁନ୍ଦର ଓ ସ୍ୱର ସଂଯୋଜନା ମଧ୍ୟ ଜୀବନ୍ତ ଜୀବନ୍ତ ଲାଗୁଛି l ଚକାଡୋଳାଙ୍କ ଆଶୀର୍ବାଦରେ ଆହୁରି ସୁନ୍ଦର ଭଜନ ଆପଣଙ୍କ ତୁଣ୍ଡରୁ ଏମିତି ଶୁଣିବାକୁ ମିଳିଥାଉ l
Jay Jagannath
Bahut sundar Bhajan 🙏
Sundar lekha, bhabana,au kantha
Au prakuta satya
Jay jagannath swami 🙏 🙏 🙏 🙏 🙏
Jay Jagannath Prabhu 🙏🙏🙏
Krupamaya thakura ki Krupa karichanti aji ete sundara bhakti Geeta sunili
Bahut bahut Dhanyabad sir🙏🙏
Jay jay Jagannath 🙏
Bahuta sundar gita... 👌👌👌👌👌
ATI sundar Dhanya jagannath dhanya Rabindra Mohapatra
ଆହା କି ସୁନ୍ଦର
Jay jagannatha parbhu 🙏🙏
Jaga re satare bht mana paduchhu re bht kasta laguchhi ... jaganath swami 🙏🙏🙏
Jay Jagannath.. Aapananku koti pranam
Sundar bhajana
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🌷🙏
🙏🌷🙏 Jay Sri Jagannath 🙏🌷🙏
ଅତି ସୁନ୍ଦର ଭଜନ ❤
Super
Bahuta sundar lekha
Jay jagannath swami 🙏
🙏🙏🌹ପ୍ରଣାମ. ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
Bahut Sundar 🙏🙏🙏❤️♥️
Ati sundar paribesana Rabi.
🙏🙏Jai shri krishna 🙏 🙏 😢😢😢😢
Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath Jay jagannath
Jay Jagannath Bhai🙏🙏🙏
ଜୟ ଜଗନ୍ନାଥ 🚩🚩🚩🙏🏻🙏🏻🙏🏻❤🙏🏻❤🙏🏻🚩🚩🚩🚩
ମହାପ୍ରଭୁଙ୍କର ଶ୍ରୀ ଚରଣ କମଳରେ ଅନନ୍ତ କୋଟି ଦଣ୍ଡବତ
Aahe mahaprbhu🙏
Jay jagannath 🙏💕🙏
Jay Jagannath swami thanks rabindra sir
Jay Jagannth
ଚମତ୍କାର ସଂଗୀତ ଓ ଗୀତ ରଚନା । କଣ୍ଠଦାନ ସମ୍ପର୍କରେ କାଛି ପ୍ରଶଂସା କରିବା ଅନାବଶ୍ୟକ । ଅମୃତସ୍ରାବୀ । ରବୀନ୍ଦ୍ର ମହାପାତ୍ରଙ୍କ ଭିତରେ ଥିବା ସଙ୍ଗୀତ ନିର୍ଦ୍ଦେଶକ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି । ଓଡ଼ିଆ ଭକ୍ତିସଂଗୀତ ଜଗତ ପାଇଁ ଏହା ଅପରିହାର୍ଯ୍ୟ ଥିଲା । ଜୟ ଜଗନ୍ନାଥ ।
ଜୟ 🙏ଜଗନ୍ନାଥ
Jay jagannath
Jay Jagannathswami
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ତୁମରି ବନ୍ଧନରେ ବାନ୍ଧି ରଖପ୍ରଭୁ ମହାବାହୁ ଆମ୍ଭଙ୍କୁ 🌺🙏🏻🙏🏻🙏🏻🌺
Super sir,..... peaceful
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
ବହୁତ ସୁନ୍ଦର ଲାଗିଲା ସାର୍
ସାର୍ ଆପଣଙ୍କ ସହିତ ଟିକେ କଥା ହେବାର ଥିଲା। ଆପଣଙ୍କ mail id ଟା ଟିକେ ଦେବେକି।
❤
Really mind blowing
ଅତି ସୁନ୍ଦର ଭାବ l
Amazing
ଜୟ ଜଗନ୍ନାଥ ଭାଈ
🙏🙏🙏
ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ ❤
Jagannatha chakra adhuala re rakhantu Jai Jaganatha
Sir🙏🙏
I love you sir
❤❤❤❤❤
ସାର୍ ଆପଣଙ୍କ ମୋ ସହ କୋଉ ଦିନ ଦେଖା ହେବକେଜାଣି ;!!! ସବୁ ମୋ କାଳିଆ କୁ ଜଣା , ,, ବହୁତ ହୃଦୟସ୍ପର୍ଶୀ ହୋଇଛି ସାର୍ କୋହ ଆସିଯାଉଛି ଆପଣ ଭଲରେ ଥାଆନ୍ତୁ ,,ଭାରି ଇଚ୍ଛା ଆପଣ ଙ୍କ ସହ ଦେଖା ହେବା ହେଲେ ....😞😞😭
କଣ କହିବି ଭାଷା ନାହିଁ ନନା,ଚମତ୍କାର ଲେଖା ସ୍ୱର 👏👏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ👏👏👏
wow sir 🙏😍
God gifted voice
sir ..apananko song suniki mu kandipokeili.....ete quality lekha ku apananko bhabo wow......ki Santi....Jay Jagannath
Jay jaganath,🙏🙏🙏🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
Truly nice 🙂
Kete Sundar Bhabamaya lekha ta saha Sundar swara re upastapana.
Love you Boss .
ପ୍ରଭୁ ରାଧେକୃଷ୍ଣ କ୍ଷମା କରିବ ପ୍ରଭୁ ଅବାଟେ ଚାଲିଗଲି ପ୍ରଭୁ ହେ ଆନନ୍ଦ ମୟ ଚରଣେ ଶରଣ ଦେବ ମହାବାହୁ ଜୀବନ ନୌକା ଶଳଖି ନେବ ଠାକୁରେ ଆହେ ଜଗନ୍ନାଥ ମଙ୍ଗଳମୟ କି ଦେଇ ପୂଜିବି ପ୍ରଭୁ ସବୁ କିଛି ଆପଣଙ୍କ , କେଉ ନାମଧାରୀ ଡାକିବି ସୁନିକି ନସୁନୁଛ କଳା ଠାକୁର ନମଃ ଶିବାୟ ନମଃ ମଙ୍ଗଳମୟ 🙏🙏🙏🙏🙏🙏🙏🙏🙏
love u rabindra bhai
beautiful song
Nice song
Jay shree ram
Bhai jay jagannath🙏. Mahabahu apankar mangal karantu. Emti sunder and bhaba ra bhajan karantu. ❣️
Rabindra sir voice so sweet
Bhai namaskar. Mahaprabhu karantu apana sabudina emiti new new jagannath bhajan upload karantu. As always heart touching voice. Mahaprabhu karantu apna sabubele santire ruhantu.
Jibanara akdam satakatha
Hey Mahapravu🙏🙏
Waw Rabi vai so nice. E bhajan sunile akhire luha asi jauchhi.
ହେ ମହାପ୍ରଭୁ ଜୀବନ ର ସତ୍ୟ ବଚନ ଏହି ଗୀତରେ ବର୍ଣ୍ଣିତ ହେଇଚି 🙏🏻🙏🏻ଜଗନ୍ନାଥ ଅପଙ୍କୁ ସବୁବେଳେ ଭଲରେ ରଖନ୍ତୁ
Tume
Besi
Mane
Pada
Thakure
Bahut sundar...jagannath bhajan Rabindra Mohapatra nka katha re..wow,nice. 👌👌
ଅତି ସୁନ୍ଦର ଲେଖା👌👌ଅତି ହୃଦୟସ୍ପର୍ଶୀ ପରିବେଷଣ👌👌ଜୟ ଜଗନ୍ନାଥ🙏🙏
I love your Voice👌👌👌👌👌❤👌👌👌👌👌
Sundar.apananka bhajan samuha ku kou channel re release karuchhanti na kebala TH-cam .mora ichha TV re e bhajan asiba darkar
କି ସୁନ୍ଦର ପ୍ରଭୁ ମୋର ହେ ଜଗନ୍ନାଥ 🙏🏻🚩
Jay jaganath rabindra Bhai very good 💐💐💐💐💐💐💐🙏🏻🙏🏻🙏🏻🙏🏻🙏🏻🙏🏻💐💐💐🙏🏻💐🙏🏻💐💐💐
ଶ୍ରୀ ହରି ଶରଣ
ବହୁତ ସୁନ୍ଦର ଭଜନ
ଏ ଭଜନ ମୁ ଶୁଣିଲେ ମୋ ଆଖି ରୁ ଲୁହ ଆସିଯାଏ
ଏମତୀ କୃପା କରନ୍ତୁ ପ୍ରଭୁ ଏମିତି ଭଜନ ଶୁଣି ମୋ ପ୍ରାଣ ନେଇଯାଅ ମହାବାହୁ 😭⚫❗⚫ ଜୟ ଜଗନ୍ନାଥ
Beautiful very nice best voice best lyrics best music thanks 🙏🙏👍 from RUKMINI PRODUCTION Jai jagannath jai
ଅତି ସୁନ୍ଦର 🙏🏽
Jai jagannath🌸🌸🌼🌼🏵️🏵️🌻🌻🕉️🕉️🙏🙏🙏🙏🙏🙏🙏🙏🙏🙏🙏
ଧନ୍ଯବାଦ ରବିନ୍ଦ୍ର ବାବୁ, ସୁନ୍ଦର ଭଜନ ଏହା ହୃଦୟସ୍ପର୍ଶି ହୋଇପାରୁଛି ।
Bayasa
Mo
Badhigala
Pare
Ayusa
Kamigala
Tume
Besi
Mane
Pada
Thakure
Bayasa
Mo
Badhigala
Pare
Ayusama
Kamigala
Pare
Tume
Vesi
Manepada
Thakure
Akhiki
Mo
Nidisila
Pare
Goda
Hata
Na
Calila
Pare
Tunda
Ape
Tuma
Nama
Dhare
Bayasa
Mo
Badhigala
Pare
Ayusa
Mo
Kamigala
Pare
Jete
Bele
Bahure
Mo
Bala
Thila
Jete
Bele
Dhana
Jana
Sampatithila
Sete
Bele
Kahiki
Mu
Thakura
Kahi
Kebe
Tekini
Hata
Dhana
Jana
Sabu
Harigala
Pare
Mana
Khali
Prabhu
Prabhu
Jhure
Bayama
Mo
Badhigala
Pare
Ayusamo
Kamigala
Pare
Jete
Bele
Joubana
Dambha
Thila
Aeyi
Mana
Kete
Garba
Saitithila
Ange
Ange
Ahakara
Thila
He
Bali
Thakura
Bujhiba
Bele
Hela
Re
Dei
Jiba
Jiba
Bele
Cakanayanaku
Cahidela
Pare
Luha
Kai
Ape
Ape
Jhare
Bayasa
Mo
Badigala
Pare
Ayusa
Mo
Kamigala
Pare
Tume
Besi
Mane
Pada
Thakure
Really heart touching...Very nice👌
ଅତି ଚମତ୍କାର। ବାସ୍ତବ କଥା। ପରିଣତ ବୟସରେ ,ଆଉ ଯେ ସମୟ ନାହିଁ ଏ ସବୁ ଭାବିଲା ବେଳକୁ ବହୁତ ଦୁଃଖ ଲାଗୁଛି। ମହାବାହୁ ତୁମକୁ କୋଟି ଆୟୁଷ ଦିଅନ୍ତୁ।
Beautiful SONG....
Bhai namskar,As always very heart touching voice.Mahaprabhu apananku emiti Bhala re rakhithantu.
Ati Sundar Bhakti Geeta 🎙️🎵📻🙏
❤️My Favourite Singer 🎙️
❤️Lot Of Love From PuriDham 📿⭕❗⭕🚩🙏
ଅତି ସୁନ୍ଦର। କଣ୍ଠ , ସଙ୍ଗୀତ ଆଉ ଶବ୍ଦ ସଂଯୋଜନା । ହୃଦୟରୁ ରବୀନ୍ଦ୍ର ବାବୁ ଙ୍କ ପାଇଁ କୋଟି ଶୁଭେଚ୍ଛା ।
ନିଛକ ସତକଥା ଭାଇନା 👍 ଖୁବ୍ ସୁନ୍ଦର 👌 ଜୟ ଜଗନ୍ନାଥ 🙏
Wow Ravi sir.......love u and your voice....jay Jagannath..
ଓମ ନମଃ ଭାଗବତେ ବାସୁଦେବାୟ...🌺🙏🙏🙏🌺.... 🌱
ବୟସ।ମୋ ଗଡି 3:31 ଗଲାପରେ ଗୀତଟି ସୁନ୍ଦର ରଚନା ମଧୁର ଗାୟନ ବହୁତ ଆନନ୍ଦ ଲାଗୁଛି , ଆପଣ ଯେତେସବୁ ଗୀତ ଗାଇଲେଣି ଏବଂ ଗାଉଛନ୍ତି ସେ ସବୁକୁ ସଂଗୀତ ଏକା ଡେମୀ ମାଧ୍ୟମରେ ଓଡ଼ିଶାର ସବୁ କଣ୍ଠଶିଳ୍ପୀଙ୍କ ଗାଇବାଧାରକୁ ଯଦି ସମୀକ୍ଷା କରାଯାଏ କି ଦ୍ଵିତୀୟ ଭିକାରୀ ବଳ ଉପାଧି ପାଇଁ କିଏ ଉପଯୁକ୍ତ ବିବେଚିତ ହେବତ ସେ ହେଉଛନ୍ତି ଓଡ଼ିଶାର ପ୍ରିୟ କଣ୍ଠ ଶିଳ୍ପୀ ରବିନ୍ଦ୍ର ମହାପାତ୍ର। ନିଃସନ୍ଦେହ ଏହା ଧ୍ରୁବ ସତ୍ୟ ।କବି ଚଣ୍ଡୀଦାସ ,
🙏🙏🙏
Very Very nice beautiful best voice thanks from rukmini production BijayaKumarMishra GITIKARA senapatibagicha puri jai jagannath jai 🙏 srikrishna
Ati sundar lekha… amazing voice… jai jaganath 🙏