ନିର୍ବାଚନ ପାଇଁ ଟଙ୍କା ମାଗିଲି, ପାର୍ଟିରୁ ବାହାରିଲି || Kharabela Swain || Election 2024 || NewsRoom ||

แชร์
ฝัง
  • เผยแพร่เมื่อ 20 พ.ค. 2024
  • ନିର୍ବାଚନ ପାଇଁ ଟଙ୍କା ମାଗିଲି, ପାର୍ଟିରୁ ବାହାରିଲି || Kharabela Swain || Election 2024 || NewsRoom ||
    #24election #odisha #breakingnews #trending #newsroom #loksabhaelection2024 #manoranjanmishra #kharabelaswain #bjp #bjd #congress #manmohansamal

ความคิดเห็น • 435

  • @sarojransingh710
    @sarojransingh710 23 วันที่ผ่านมา +85

    ଖାରବେଳକର ମୁଣ୍ଡ ଖରାପ ହେଇଗଲାଣି

  • @banabiharimohanty6007
    @banabiharimohanty6007 23 วันที่ผ่านมา +51

    ଏଇଟା ଗୋଟେ ସୁପର ପାଗଳ ଟେ

  • @banabiharimohanty6007
    @banabiharimohanty6007 23 วันที่ผ่านมา +59

    ମନୋରଞ୍ଜନ ବାବୁ ଆପଣଙ୍କୁ କଣ ଆଉ କିଏ ମିଳିଲେନି ଯେ ଗୋଟେ ପାଗଳ ଟାକୁ ଡାକିଛନ୍ତି

    • @tarakiranpatnaik1049
      @tarakiranpatnaik1049 23 วันที่ผ่านมา +4

      ମଜା ନେବା ପାଇଁ 🤣🤣🤣

    • @sudhirlenka123
      @sudhirlenka123 23 วันที่ผ่านมา

      😂😂😂😂​@@tarakiranpatnaik1049

    • @thakurpatra4058
      @thakurpatra4058 23 วันที่ผ่านมา

      Bjp hatao Desh bachao

    • @atalpradhan2956
      @atalpradhan2956 23 วันที่ผ่านมา +1

      ୟା ଠୁଁ ବେଲଜ୍ୟ କିଏ ଅଛି l

  • @tarun-zl2vh
    @tarun-zl2vh 23 วันที่ผ่านมา +51

    ଦୁଃଖ ଲାଗୁଛି। ଏକ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ନିଜର ମାନସିକ ସନ୍ତୁଳନ ହରେଇ ବସିଛନ୍ତି।

  • @sanjaykumardas334
    @sanjaykumardas334 23 วันที่ผ่านมา +14

    ଆମ ମିଡ଼ିଆ ପାଗଳ କାରଣ ଖାରବେଳ ପରି ପାଗଳ ସହିତ ବାଇଟ ନେଉଛ

  • @AmitKumar-ny4zr
    @AmitKumar-ny4zr 23 วันที่ผ่านมา +31

    ମାନସିକ ରୋଗୀ, କିନ୍ତୁ ସେ ଭଲ ଲୋକ 🙏 ରାଜନୀତି ରେ ଟିକେଟ ନ ମିଳିଲେ ମାନସିକତା ଖରାପ ହବ

  • @balaramsahoo4850
    @balaramsahoo4850 23 วันที่ผ่านมา +62

    ଖାରବେଳ ବାବୁ ପ୍ରକୃତ ରେ ତୁମେ ବଧ ପାଗଳ, ଛି ଛି ଏମିତି ବେହିଆ ନେତା ଭାରତ ରେ ନ ଥିବ

  • @banabiharimohanty6007
    @banabiharimohanty6007 23 วันที่ผ่านมา +31

    ଖାରବେଳ ସ୍ୱାଇଁ ପାଗଳ ହେଇଗଲେଣି

  • @prasantakumarsahoobidyabha6501
    @prasantakumarsahoobidyabha6501 23 วันที่ผ่านมา +7

    ଆପଣ ଜଣେ ସ୍ୱାଭିମାନି ମଣିଷ ଟଙ୍କା କାହିଁକି ମାଗୁଥିଲେ ଯେ.....ବରଂ ନିର୍ବାଚନ ଲଢି ନଥାନ୍ତେ ।ଖାଲିରେ କଣ ଲୋକଙ୍କ ସେବା କରିହେବନି ।

  • @biswanathmohapatra3421
    @biswanathmohapatra3421 23 วันที่ผ่านมา +8

    ପାଗଳ ହୋଇ ଗଲାଣି, ବିଶ୍ରାମ ନିଅ

  • @chittaranjansahu8113
    @chittaranjansahu8113 23 วันที่ผ่านมา +9

    ତମକୁ bjp ପଇସା ଦେଲେ ତମେ bjp agaist ରେ ଲଢିବ....
    ଧନ୍ୟ ତମ ଉଚ୍ଚ ବିଚାର

  • @bishnucharnrana3282
    @bishnucharnrana3282 23 วันที่ผ่านมา +21

    ଖାରବେଳ ସ୍ବାଇଁ କଣ କହୁଛନ୍ତି ନିଜେ ବୁଝି ପାରୁ ନାହାଁନ୍ତି !! ଅହଙ୍କାରୀ ପାଗଳ !!

  • @rameshchandrabarik4834
    @rameshchandrabarik4834 23 วันที่ผ่านมา +9

    ଖାରବେଳ ବାବୁ, ଆପଣଙ୍କର ଯଦି ଟଙ୍କାର ଆବଶ୍ୟକ ନାହିଁ ତେବେ ଆପଣ ମନମୋହନ ସାମଲ ପାଖକୁ ଟଙ୍କା ପାଇଁ ଯାଇଥିଲେ କାହିଁକି?

  • @kuanrtudu9960
    @kuanrtudu9960 22 วันที่ผ่านมา +2

    ଖାରବେଳ ସ୍ବାଇଁ ପାଗଳ ହେଇ ଯାଇଛି ।

  • @subodhakumardash6750
    @subodhakumardash6750 23 วันที่ผ่านมา +7

    ମନୋରଞ୍ଜନ ମିଶ୍ର ଙ୍କ ପରି ଜଣେ ଅନୁଭବୀ ସାମ୍ବାଦିକ ଏପରି ଏକ ମହାନ ମହାପୁରୁଷଙ୍କ ସହିତ କଥାବାର୍ତ୍ତା କରି ସମୟ ନଷ୍ଟ କରୁଛନ୍ତି ଅବଶ୍ଯ ଜନସାଧାରଣ ଙ୍କ ମନୋରଞ୍ଜନ ପାଇଁ

  • @reetap4008
    @reetap4008 23 วันที่ผ่านมา +11

    ମୋଦି ଗଲା, ତୁମେମାନେ ସବୁ 4ପାଞ୍ଜିରୁ ଗଲ 😡😡
    Bjp କୁ ଅହଙ୍କାର ହିଁ ଜାଳି ଦେଲା

    • @anandamohakuda4943
      @anandamohakuda4943 23 วันที่ผ่านมา +2

      Right 👍

    • @dcnayak1062
      @dcnayak1062 23 วันที่ผ่านมา +1

      Correct 💯

    • @user-yd7dq7ij6w
      @user-yd7dq7ij6w 23 วันที่ผ่านมา

      ମୋଦୀ. ଯିବେ ନବୀନ. ପାଣ୍ଡିଆନ ଙ୍କୁ ଥଇ ଥାନ କରିକି

  • @kishoremohanty2414
    @kishoremohanty2414 23 วันที่ผ่านมา +4

    ସେ ସ୍ଥିତ ଅବସ୍ଥାରେ ନାହାଁନ୍ତି..
    ବିଶ୍ରାମ ନେବା ଉଚିତ

  • @rushinayak5830
    @rushinayak5830 23 วันที่ผ่านมา +19

    ଗଲୁଆ ଖାରବେଳ।ମିଛ କହୁଚି।ଟଙ୍କା ମାଗୁଛି।

  • @lnpattnaik
    @lnpattnaik 23 วันที่ผ่านมา +3

    ପାଗଳର ପ୍ରଳାପ

  • @tarakiranpatnaik1049
    @tarakiranpatnaik1049 23 วันที่ผ่านมา +4

    ଟିକେଟ ନ ମିଳିବା ଏବଂ ଅଧିକା ଖରା ପାଇଁ ଖାରବେଳ ବାବୁ ଙ୍କ ମଥା ଖରାପ ହୋଇଯାଇଛି..

  • @rajkishoredhal3680
    @rajkishoredhal3680 23 วันที่ผ่านมา +2

    ଜଣେ ଭଲ ଲୋକ ମାନସିକ ବିକୃତି ଘଟିଛି

  • @jitendrajena3345
    @jitendrajena3345 23 วันที่ผ่านมา +7

    ପାଗଳ 😂😂😂😂😂 ମନେ election ଲଡ଼ିବେ , ମନୋରଞ୍ଜନ 😂 କଥା କୁ ଏପଟ୍ ସେପଟ କରୁଛନ୍ତି

  • @1984sib
    @1984sib 23 วันที่ผ่านมา +4

    ଇଏ ପାଗଳ ହେଇ ଗଲେଣି ନା କଣ! କଣ କହୁଛନ୍ତି କିଛି ଜାଣି ପାରୁନାହାନ୍ତି! ଏତେ ଥର ତ ସାଂସଦ ଥିଲେ, ଆଉ ନହେଲେ କଣ ହେବନି? ଏତେ ଲୋଭ କଣ ପାଇଁ?

  • @TV-du6on
    @TV-du6on 23 วันที่ผ่านมา +6

    ମନୋରଞ୍ଜନ ବାବୁ ଗୋଟେ ପାଗଳ
    କଟକ ଟିଭି ଏପରି ପାଗଳାମି ପାଇଁ ତଡା ଖାଇଛି

  • @sanjayasahoo7677
    @sanjayasahoo7677 23 วันที่ผ่านมา +4

    ପାଗଳ ହୋଇଗଲାଣି 😊😊

  • @user-ib4ws9vi9j
    @user-ib4ws9vi9j 23 วันที่ผ่านมา +4

    ଭଲ ହୋଇଛି

  • @user-tm1kk4sd3q
    @user-tm1kk4sd3q 23 วันที่ผ่านมา +16

    ମନୋରଞ୍ଜନ ବାବୁଙ୍କ ପ୍ରଶ୍ନ ର ଉତ୍ତର ଠିକ୍ ଭାବରେ ଆପଣ ଦେଇ ପାରୁ ନାହାଁନ୍ତି । ତୁମ ର ରାଜନୀତି ଏହି ଠାରୁ ଶେଷ ହୋଇଗଲା ।

  • @daitarighadei8175
    @daitarighadei8175 23 วันที่ผ่านมา +4

    ଏକ ନମ୍ବର ପାଗଳ ଖାରବେଳ

  • @nirakarrout8260
    @nirakarrout8260 23 วันที่ผ่านมา +4

    ସ୍ୱାଇଁ ବାବୁଙ୍କ କଥା ପାଗଳ ର ପ୍ରଳାପ ପରି ଲାଗୁଛି

  • @punyabratamohanty
    @punyabratamohanty 23 วันที่ผ่านมา +4

    Haribo raha Kharvela

  • @soumyaranjanmohapatra7933
    @soumyaranjanmohapatra7933 23 วันที่ผ่านมา +4

    ୟା ଘର ଲୋକେ ୟାକୁ କଣ ପାଇଁ ଘରେ ବାନ୍ଧିକି ରଖୁ ନାହାନ୍ତି।।

  • @sorotoka9717
    @sorotoka9717 23 วันที่ผ่านมา +8

    ପୁରା ପାଗଳ 😂😂😂

  • @maheswardas1034
    @maheswardas1034 23 วันที่ผ่านมา +1

    ଶ୍ରୀକାନ୍ତ ଜେନା ହିଁ ଜିତିବେ

  • @dasknowledgecenter8261
    @dasknowledgecenter8261 20 วันที่ผ่านมา +1

    ମତିଭ୍ରମ ଘଟିଛି.

  • @surathcharanmuduli4263
    @surathcharanmuduli4263 23 วันที่ผ่านมา +12

    ଖାରବେଳ ବାବୁଙ୍କର ମତି ଭ୍ରମ ହେଇ ଗଲାଣି। କାରଣ ତାଙ୍କ କଥାବାର୍ତ୍ତା ରେ ତାର ତମ୍ୟ ରହୁନାହିଁ ।

  • @chareiwetichareiweti9429
    @chareiwetichareiweti9429 23 วันที่ผ่านมา +2

    ଖାରବେଳ ବାବୁ ପାଗଳ ହୋଇସାରିଲେଣି

  • @ashokkumarjena9945
    @ashokkumarjena9945 23 วันที่ผ่านมา +3

    Mind fresh heigala

  • @rajibdas8808
    @rajibdas8808 23 วันที่ผ่านมา +3

    ତମେ ଆଗେ ହାରିବ

  • @kalyanpanda5885
    @kalyanpanda5885 23 วันที่ผ่านมา +2

    ଗୋଟେ ପାଗଳ ର ପ୍ରଳାପ

  • @bimalagrawal9314
    @bimalagrawal9314 23 วันที่ผ่านมา +3

    ହାତୀ ବାଇଆ ହୋଇଗଲାଣି ।

  • @user-fb8fb5qc2n
    @user-fb8fb5qc2n 23 วันที่ผ่านมา +3

    ମନୋରଂଜନ ବାବୁ ଏ ପାଗଳ ସାଥିରେ କଥା ହୋଇ କାହିଁକି ଆମ ସମୟ ନଷ୍ଟ କରୁ ଛନ୍ତି?।

  • @raydiptiranjan1358
    @raydiptiranjan1358 23 วันที่ผ่านมา +3

    ମୁଁ ଆଜି ଜାଣିଲି ତମେ ପାଗଳ ର ଶେଷ ଅବସ୍ଥା ରେ ଅଛ 😅😅😅😅

  • @dusmantabehera7591
    @dusmantabehera7591 23 วันที่ผ่านมา +3

    ବଧ ପାଗଳ ଖାରବେଳ

  • @rabindrakumarrout4100
    @rabindrakumarrout4100 23 วันที่ผ่านมา +10

    ଖାରବେଳ swain କହୁଥିଲା ନବୀନ ପଟ୍ଟନାୟକ ଭୋଟ ପାଇବ ନାହିଁ ଲୋକେ କୁକୁର ଭଳି ଗୋଡାଇ ଓଡ଼ିଶାରୁ ବାହାରକରି ଦେବେ। ବର୍ତ୍ତମାନ ଖାରବେଳ swain ର ସେହିପରି ଅବସ୍ଥା bjp ତାକୁ କୁକୁର ଭଳି ଗୋଡାଇ ଟିକେଟ ଦେଲା ନାହିଁ। ବର୍ତ୍ତମାନ ସେ ପାଗଳା କୁକୁର ଭଳି ଭୁକୁଛି।

    • @tusarkantasahu1064
      @tusarkantasahu1064 23 วันที่ผ่านมา

      😂😂

    • @anandamohakuda4943
      @anandamohakuda4943 23 วันที่ผ่านมา +1

      Bjd ra apaprachar karibar phala....Jay jagannath 🙏🙏🙏

    • @anandamohakuda4943
      @anandamohakuda4943 23 วันที่ผ่านมา +1

      Bjd ra apaprachar karibar phala...Jay jagannath 🙏🙏🙏

    • @jeetendapanda2591
      @jeetendapanda2591 22 วันที่ผ่านมา

      Correct

  • @sasanksekharaswain9208
    @sasanksekharaswain9208 23 วันที่ผ่านมา +2

    ନାରଣ , ଖାରବେଳ ଙ୍କ ଡୋଷ ନୁହେଁ , ଖରା ରେ ମୁଣ୍ଡ ଖରାପ୍ ହୋଇଯାଇଛି

  • @pratapjena1193
    @pratapjena1193 23 วันที่ผ่านมา +3

    ସଳା ବେହିଆ, କିଛି ବୁଝି ପାରୁନି ପୁରା ପାଗଳ ଖାଲି ମାଢ ଦରକାର

  • @brajakishorepadhi4022
    @brajakishorepadhi4022 18 วันที่ผ่านมา +1

    ଖାରବେଳ ବାବୁ ଆପଣ ନିଜେ କମେଇ ଥିବା ଇଜ୍ଜତ କୁ ନିଜେ ହରାଉଛନ୍ତି

  • @biranchinarayanmohanty4699
    @biranchinarayanmohanty4699 23 วันที่ผ่านมา +3

    ଖାରବେଳ ବାବୁ ଜଣେ ଭଲ ମଣିଷ ତେଣୁ ବିଜେପି ରେ ଏଭଳି ଲୋକଙ୍କ ସ୍ତାନ ନାହିଁ

  • @TV-du6on
    @TV-du6on 23 วันที่ผ่านมา +3

    ମୁଣ୍ଡ ଖରାପ ହୋଇ ଯାଇଛି

  • @rajiblochanpanda5170
    @rajiblochanpanda5170 23 วันที่ผ่านมา +3

    ଛେଳି କଣ ନଖାଏ ପାଗଳ କଣ ନକୁହେ । ଅମାନତ ହରେଇବେ ।ଲୋଭ ରୁ ମୂର୍ତ୍ତୁ

  • @bijayparida8085
    @bijayparida8085 23 วันที่ผ่านมา +9

    ମନୋରଂଜନ ମିଶ୍ର ଜନସାଧାରଣକୁ ଭଲ ଭାବରେ ବୁଝାଇ ପାରନ୍ତି

  • @kbenglishacademy7531
    @kbenglishacademy7531 20 วันที่ผ่านมา

    ବହିଷ୍କାର ହେବା ଉଚିତ୍ ହୋଇଛି ।

  • @hardworkneverdies5679
    @hardworkneverdies5679 23 วันที่ผ่านมา +5

    ପାଗଲା ଟା 😂

  • @haradhanbehera9681
    @haradhanbehera9681 23 วันที่ผ่านมา +3

    ମୁ ଯାହା ଭାବୁ ଥିଲି ସତ ଏ ପାଗଳ ହେଇ ଯାଇଇଛି 😁ବିଜେପି ବିରୋଧ ରେ ଲଢ଼ିବୁ ବିଜେପି ତୋତେ ପୁଣି ପଇଶା ଦବ ଲାଜ଼ ନାହିଁ ମୁହଁ ରେ 😁

  • @p.k.mansing3447
    @p.k.mansing3447 22 วันที่ผ่านมา +1

    ଖାରବେଳ ବାବୁ ଜଣେ ପାଗଳ ଲୋକ

  • @prasantadas9017
    @prasantadas9017 23 วันที่ผ่านมา +6

    Mg ପାଗଳ ଚୋଡ଼

  • @rajeshkumarpatra6789
    @rajeshkumarpatra6789 23 วันที่ผ่านมา +2

    ଖାରବେଳ ବାବୁଙ୍କ ମୁଣ୍ଡ ଖରାପ ହୋଇଯାଇଛି ସେଥିପାଇଁ ସେ ଏମିତି କହୁଛନ୍ତି

  • @rajeshmohantyindia
    @rajeshmohantyindia 22 วันที่ผ่านมา +1

    ଦୟାକରି ଏ ବ୍ୟକ୍ତିଙ୍କୁ ମାନସିକ ରୋଗୀ ବିଭାଗରେ ଚିକିତ୍ସା ପାଇଁ AIIMS ପଠାନ୍ତୁ...

  • @sibaramjena1650
    @sibaramjena1650 23 วันที่ผ่านมา +1

    Honest person ks

  • @bijayakumarpanda7902
    @bijayakumarpanda7902 23 วันที่ผ่านมา +4

    You lost your public image.

  • @Chitta6824
    @Chitta6824 23 วันที่ผ่านมา +2

    ଖାରବେଳ ବୁଢ଼ା ର ସୋଡ଼ିୟୋମ ଅଭାବ ହେଇଗଲାଣି ବୁଢ଼ା ବାଉଳି ଚlଉଳି ହଉଛି ଦୟା କରିକି ତାକୁ ମେଡିକାଲ୍ ରେ ଆଡମିଟ କର ଜଲଦି ନହେଲେ ବୁଢ଼ା ଇଲେକ୍ସନ ରେ ନିଜର ପରାଜୟ ଦେଖିପାରିବନି.

  • @panditnilamanipanda6638
    @panditnilamanipanda6638 23 วันที่ผ่านมา +1

    ମୋଦୀ ତ ଶଙ୍କରାଚାର୍ଯ୍ୟ ଙ୍କଠାରୁ ନିଜ କୁ ଜ୍ଞାନୀ ଦର୍ଶାଇ ଵଡ ହିନ୍ଦୁ ହୋଇଛନ୍ତି।

  • @darlingmadhab8818
    @darlingmadhab8818 21 วันที่ผ่านมา +1

    ଖାରପେଳ ପାଗଳ ହେଇଗଲାଣି 🤣🤣🤣🤣

  • @babupatro5568
    @babupatro5568 22 วันที่ผ่านมา

    ପାଗଳ 1000%

  • @Gudu.73
    @Gudu.73 23 วันที่ผ่านมา +4

    ମହା ଗାଲୁଆ

  • @user-fb8fb5qc2n
    @user-fb8fb5qc2n 23 วันที่ผ่านมา +2

    ଏଇଟା ପାଗଳ ହୋଇଗଲାଣି।ଏଥରକ ତୁମକୁ ବିଜେପି ବିଶ୍ୱାସ କଲା ନାହି।ଦେଶରେ ଯେଁଉ କଂସେଇ ଖନ ଚାଲିଛି ତାକୁ ମୋଦୀ ସରକାର ଚଳାଇ ଛନ୍ତି।

  • @user-ib9ch8kw8t
    @user-ib9ch8kw8t 23 วันที่ผ่านมา +1

    ବୟସର ଦୋଷ ନା ପାଗଳ, କେଉଁଟା ଠିକ?

  • @basantajena3220
    @basantajena3220 19 วันที่ผ่านมา

    Thick karichhi

  • @adityamohapatravlogs09090
    @adityamohapatravlogs09090 22 วันที่ผ่านมา +1

    Kharabela swain brand😅😅😅

  • @rameshchandrabhoi2223
    @rameshchandrabhoi2223 22 วันที่ผ่านมา +1

    ଭେକସିନ ନେଇଛନ୍ତି ତେଣୁ ମୁଣ୍ଡ କାମ କରୁନି 🤣🤣🤣

  • @smrutiranjannayak6927
    @smrutiranjannayak6927 22 วันที่ผ่านมา

    Kharabela babu nku bharata ratna miliba

  • @RajendraRajendra-di4uk
    @RajendraRajendra-di4uk 23 วันที่ผ่านมา +1

    Heed,problem

  • @Pritamkumar-gy8un
    @Pritamkumar-gy8un 23 วันที่ผ่านมา +9

    ସତରେ ଲୋକଟା ପାଗଳ ହେଇ ଯାଇଛି🤦🤦

  • @sanjaynayak9081
    @sanjaynayak9081 23 วันที่ผ่านมา +2

    ଆରେ ଭାଇ କେଡେ ପାଗଳ ଟେ ଏଇଟା

  • @user-tm1kk4sd3q
    @user-tm1kk4sd3q 23 วันที่ผ่านมา +22

    ଆପଣ ସ୍ଵାଧୀନ ପ୍ରାର୍ଥୀ ହୋଇ ମନମୋହନ ବାବୁ ଙ୍କୁ ଟଙ୍କା ମାଗିଲେ କିପରି। ମୁଣ୍ଡରେ ବ

  • @user-pd1jd9hy2d
    @user-pd1jd9hy2d 23 วันที่ผ่านมา

    ପାଗଳ ଆସି ରାଜନିତୀ ରେ

  • @pankajkumarmohanta557
    @pankajkumarmohanta557 23 วันที่ผ่านมา

    ବିଜେପି ଜିନ୍ଦାବାଦ

  • @krishnaengineersconsultant1751
    @krishnaengineersconsultant1751 23 วันที่ผ่านมา +1

    ବାଲେଶ୍ଵର ରେ ବିଜେପି ଓ ଖାରବେଳ ସ୍ୱାଇଁ ହାରିବା ନିଶ୍ଚିତ। ବିଜେଡି ଓ କଂଗ୍ରେସ ଭିତରେ ଯାହା ହେବ

  • @damodarsahu1213
    @damodarsahu1213 23 วันที่ผ่านมา

    Sir, you are a respected person. You should not worried if party not nominated.

  • @thinkgenuine6428
    @thinkgenuine6428 23 วันที่ผ่านมา +1

    #Boycott BJD
    #SaveOdisha before everything looted

  • @akshayatripathy3703
    @akshayatripathy3703 23 วันที่ผ่านมา +1

    ପାଗଳ ପରି ଲାଗୁଛି। ଜଣେ ମାନସିକ ରୋଗି ପରି ଲାଗୁଛି।ନିଜକୁ ନିଜେ ଗର୍ବ କରିବା ଅହଂ କାର ଛଡା କିଛି ନୁହେଁ।ଆଉ ଲୋଭ କାହିଁକି।୩ ଥର ହେଲେଣି। ଚୁପ୍ ରେ ଆସୁନାହାନ୍ତି।

  • @susantakumar4602
    @susantakumar4602 23 วันที่ผ่านมา +1

    Kharvela sir ranchi jao

  • @bijoyketanacharya8921
    @bijoyketanacharya8921 23 วันที่ผ่านมา +1

    Tanka Munda Kam karunahin
    God Bless him.

  • @ranjankumarmohanty3151
    @ranjankumarmohanty3151 23 วันที่ผ่านมา +2

    Sir nkara madness high

  • @saratsahoo268
    @saratsahoo268 23 วันที่ผ่านมา +1

    ବାସ୍ତବ ରେ ଖାରବେଳ ସ୍ୱାଇଁ ନିଜେ ଏକ ବ୍ରାଣ୍ଡ ଓଡ଼ିଶାରେ ।

  • @antaryamipanigrahi9165
    @antaryamipanigrahi9165 23 วันที่ผ่านมา +3

    Sir your party leader Nitin Ji is with out money. Why did you ask for money.

  • @jitunmohanty7435
    @jitunmohanty7435 23 วันที่ผ่านมา +1

    ପାଗଳ

  • @sridharpradhan5775
    @sridharpradhan5775 23 วันที่ผ่านมา +1

    ବଡ଼ ଦୁଃଖର ବିଷୟ ଆପଣ ମାନେ ଅଯଥIରେ ଖାଳବେଳ ବବୁ ଙ୍କ ଏହି କଥା ଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି , ଆପଣ ଦୟାକରି ଏଭଳି କରନ୍ତୁ ନାହିଁ କାରଣ ଖାଳ ବେଳ ବାବୁଙ୍କ ମାନସିକ ଅବସ୍ଥା ଠିକ କାହିଁ କାରଣ ସେ ବର୍ତ୍ତମାନ ମାନସିକ ରୋଗରେ ଆକ୍ରାନ୍ତ

  • @bishwanathdash2811
    @bishwanathdash2811 23 วันที่ผ่านมา +1

    Kharabela sar bhala loka hele tankaratike mativrama heijauchi

  • @lalatkesharirout
    @lalatkesharirout 21 วันที่ผ่านมา

    ଖାର ବାବୁ ବହୁତ ଭଲ ରାଜନେତା ଥିଲେ, କିନ୍ତୁ ଏବେ ତାଙ୍କ ମାନସିକ ଅବସ୍ଥା ରେ ବିକୃତ ଭାବ ଦେଖାଗଲାଣି,,, ବିଶ୍ରାମ ନିଅନ୍ତୁ

  • @knowledgepoint739
    @knowledgepoint739 23 วันที่ผ่านมา +1

    Balasore re srikant jena wine koribooo

  • @kadambinibiswal7331
    @kadambinibiswal7331 21 วันที่ผ่านมา

    Only Nabin pattanayak ji Jindabada CM 🙏🏻

  • @sameersamantaray5908
    @sameersamantaray5908 21 วันที่ผ่านมา

    ଭିଡିଓ ଟା ଶୁଣିବାକୁ ବହୁତ ମଜା ଲାଗୁଛି❤

  • @pritisworld2774
    @pritisworld2774 21 วันที่ผ่านมา

    ପାଗଳ ହୋଇଗଲାଣି

  • @Samar-papun
    @Samar-papun 22 วันที่ผ่านมา

    ହଉ ଦେଖିବା କେତେ ଭୋଟ ପାଉଛୁ ସ୍ୱାଧୀନ ରେ

  • @kbenglishacademy7531
    @kbenglishacademy7531 20 วันที่ผ่านมา

    ଏତେ ଥର ଟିକେଟ ପାଇଛ ନିର୍ବାଚନ ଜିତିଛ ଏଥର ନହେଲା ବୋଲି ପାଗଳ ହେଇଗଲା ।କ୍ଷମତା ଲୋଭି,ଅହଙ୍କାରୀ ମଣିଷ ।

  • @gangadharnag273
    @gangadharnag273 23 วันที่ผ่านมา

    ଡାହା ପାଗଲ ଟା

  • @soumyaranjanpatra9510
    @soumyaranjanpatra9510 22 วันที่ผ่านมา

    Jay congress..

  • @s.k.panda534
    @s.k.panda534 23 วันที่ผ่านมา

    😇😇😇 ଏଇଟା ବାୟାଟା 😇😇😇

  • @ramachandrapanda5931
    @ramachandrapanda5931 20 วันที่ผ่านมา

    ଏଇଟା ପାଗଳ ହୋଇ ଗଲାଣି