Odisha CM Mohan Charan Majhi: ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏମିତି କହିଲେ ବିଶେଷଜ୍ଞ ।BJP । Odisha।

แชร์
ฝัง
  • เผยแพร่เมื่อ 12 มิ.ย. 2024
  • Odisha CM Mohan Charan Majhi: ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏମିତି କହିଲେ ବିଶେଷଜ୍ଞ ।BJP । Odisha।#local18 #news18odia #OdiaNews #ଆଜିରନ୍ୟୁଜ #odishanews #oriyanews
    #electionnews #election2024 #narendramodi #odishapolitics #mohanmajhi #odishacm
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/desc-youtube
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: news18odia?lang=en
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y46bt2fm

ความคิดเห็น • 561

  • @thirdeye9492
    @thirdeye9492 หลายเดือนก่อน +231

    ଖୁବ ସୁନ୍ଦର ଯୁକ୍ତିଯୁକ୍ତ ବଳିଷ୍ଠ ଏବଂ ସର୍ବଗ୍ରାହୀ ମତାମତ.. ଧନ୍ୟବାଦ ଆଜ୍ଞା ❤️🙏🏼

    • @bikramakishore1700
      @bikramakishore1700 หลายเดือนก่อน +5

      Pura perfect. ଆପଣଙ୍କୁ କୋଟି କୋଟି ପ୍ରଣାମ l 🙏🏾🙏🏾🙏🏾🙏🏾🙏🏾

    • @abhijeetkumar7436
      @abhijeetkumar7436 หลายเดือนก่อน +1

      Acha centre re kete thara cabinet alochana karichi?? Na BJP cabinet v Munda tungarichi

  • @karunatandi4320
    @karunatandi4320 หลายเดือนก่อน +111

    ମୋହନ ମାଝୀ ସାର ଜଣେ ଭଲ ଲୋକ ଅଟନ୍ତି

  • @learnwithshibu5708
    @learnwithshibu5708 หลายเดือนก่อน +125

    ବହୁତ ସୁନ୍ଦର ମଣିଷ ଟେ ଆପଣ ଆଉ ଜ୍ଞାନୀ ମଧ୍ୟ

  • @hiramotikanhar609
    @hiramotikanhar609 หลายเดือนก่อน +32

    ଆପଣ ସତରେ ଉତ୍ତମ ଜଣେ ଗବେଷକ । ଖୁବ୍ ସୁନ୍ଦର ଗ୍ରହଣ ଯୋଗ୍ୟ ମତା ମତ ଦେଇଛନ୍ତି। ଖାଲି ସେତିକି ନୁହେଁ, ଆପଣ ଜଣେ ଗୁଣ ଗ୍ରାହୀ ବ୍ୟକ୍ତି ମଧ୍ୟ । ଅଶେଷ ଅଶେଷ ଧନ୍ୟବାଦ୍।

  • @raghumaninayak9593
    @raghumaninayak9593 หลายเดือนก่อน +48

    ଆଜିର ଯୁବ ପିଢ଼ି ବୟସ୍କଙ୍କୁ ସମ୍ମାନ ଦେବା ଶିଖନ୍ତୁ

  • @sankarpadhan7832
    @sankarpadhan7832 หลายเดือนก่อน +49

    ଆପଣଙ୍କ ମତାମତ ଯୁକ୍ତିଯୁକ୍ତ ସାର, ନମସ୍କାର

  • @narendrasahoo9891
    @narendrasahoo9891 หลายเดือนก่อน +42

    ବହୁତ ସୁନ୍ଦର କଥା କହିଲେ ସାର୍, ଆପଣଙ୍କ ମତା ମତ ସମସ୍ତ କଂ ନିକଟରେ ଆଦୁରତ ହେବ ବୋଲି ମୋର ଆଶା, ମଝିରେ ମଝିରେ ଏଇଭଳି ସନଦେଶ ଦେଲେ ବହୁତ ସୁନ୍ଦର ହେବ ବୋଲି ମୁଁ ଭାବୁଛି

  • @arjunpradhan5615
    @arjunpradhan5615 หลายเดือนก่อน +8

    ଆଦିବାସୀ ମାନେ ସରଳ ନିଷ୍କପଟ ସୁଭବର ଲୋକ । ଏ ମାନଙ୍କ ପାଖରେ ଛନ୍ଦ କପଟ ଅହଙ୍କାର ନ ଥାଏ । ଯାହା କରିବାକୁ ଯିବେ ଭଲ ମନ୍ଦ ବିଚାର କରି ପାଞ୍ଚ ଜଣ ଙ୍କୁ ବୁଝା ସୁଝା କରି ନିଷ୍ପତି ନିଅନ୍ତି।ଠିକ୍ ଆମ ନୂତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୁଝି ସୁଝି କାର୍ଯ୍ୟ କରିବାକୁ ଯିବେ ତାହା ରାଜ୍ୟ ପାଇଁ ହିତ ହେବହି ହେବ।

  • @anantamajhi4667
    @anantamajhi4667 หลายเดือนก่อน +91

    ଉତ୍ତମ, ଅତି ଉତ୍ତମ ମନ୍ତବ୍ୟ

  • @sitakantamishra47
    @sitakantamishra47 หลายเดือนก่อน +5

    ସତରେ କେତେ ସୁନ୍ଦର ସକରାତ୍ମକ ବିଚାର । ଆପଣଙ୍କ ଭଳି ଉତ୍ତମ ବିଚାର ସମସ୍ତଙ୍କର ହେବା ଦରକାର ।।

  • @bhabagrahisahoo5617
    @bhabagrahisahoo5617 หลายเดือนก่อน +2

    ବହୁତ୍ ସୁନ୍ଦର ଭାବରେ ବୁଝାଇଛନ୍ତି ଆଜ୍ଞା ଯାହା ଆମ୍ଭେ ଜନିନଥିଲୁ ଅନେକ ଅନେକ ଧନ୍ୟବାଦ୍ ଯିଏ ବୁଝିବାକଥା ବୁଝ...

  • @santoshready9643
    @santoshready9643 หลายเดือนก่อน +6

    ଆପଣ ଙ୍କ ଯୁକ୍ତି ଯୁକ୍ତ ବାର୍ତା ପାଇଁ ଆପଣଙ୍କୁ କୋଟି ନମନ ସାର

  • @pankajsethy7253
    @pankajsethy7253 หลายเดือนก่อน +11

    mahan Bhai kichi karibe asha or ଭରସା ଅଛି ❤❤❤🎉💯🙏

  • @soudaminipattnaik7100
    @soudaminipattnaik7100 หลายเดือนก่อน +5

    ବହୁତ ଉଚ୍ଚ କୋଟିର ମନ୍ତବ୍ୟ ସାର୍ ଆମ ମୂଖ୍ଯ ମନ୍ତ୍ରୀ କୁଂ ଭଗବାନ ଜଗନ୍ନାଥ ଘଣ୍ଟ ଘୋଡେ଼ଇ କଖିଥାନ୍ଚୁ ତାକଂର ଉତ୍ତମ ସ୍ବାସ୍ଥ୍ଯ ଏବଂ ଦୀର୍ଘ ଜୀବନର କାମନା କରି ଭଗବାନଙ୍କ ପାଖରେ କୋଟି ପ୍ରାର୍ଥନା 🙏🙏🙏

  • @narayanbhoi112
    @narayanbhoi112 หลายเดือนก่อน +15

    ଆପଣଙ୍କ ଆଲୋଚନା ଯଥାର୍ଥ 🙏

  • @dchansdah3151
    @dchansdah3151 หลายเดือนก่อน +3

    ଖୁବ୍ ସୁନ୍ଦର ଯୁକ୍ତି ତର୍କ

  • @hiramotikanhar609
    @hiramotikanhar609 หลายเดือนก่อน +9

    ଭବିଷ୍ୟତରେ ଆପଣ ଓ ଆପଣଙ୍କ ଅନୁରୂପ ବ୍ୟକ୍ତି ବର୍ଗ ତାଙ୍କୁ ସତ୍ ମାର୍ଗ ଦର୍ଶକ ହେଲେ। ସେ ସର୍ବ ସମର୍ଥ ପରିଚାଳକ ହୋଇ ପାରିବେ ।ସମସ୍ତ କାର୍ଯ୍ୟ ସଫଳ ସକାଶେ ସମସ୍ତଙ୍କ ପରାମର୍ଶ ଲୋଡା ଏହା ବି ସଠିକ ନୁହେଁ। କେତେକ କଥା ନିଜେ ହଁ ଚିନ୍ତା କରିବାକୁହେବ ଏହା ମଧ୍ୟ ଆପଣ ତାଙ୍କୁ ପରାମର୍ଶ ଦେବେ ବୋଲି ଆମ୍ଭର ବିଶ୍ଵାସ ରହିଛି । ସଶ୍ରଦ୍ଧେ ପ୍ରଣାମ। ଗୁରୁମା କନ୍ଧମାଳ, ଫୁଲବାଣୀ।

  • @bhimsensahu4710
    @bhimsensahu4710 หลายเดือนก่อน +5

    Bahut dinapare gote nespakhyata matamata sunibaku milila ,bahut Sundar sir ❤

  • @Manojkumarnaik934
    @Manojkumarnaik934 หลายเดือนก่อน +25

    Thank you sir very good ❤

  • @pradeep7554
    @pradeep7554 หลายเดือนก่อน +10

    ଏକ ଦମ ଶତ କହିଛନ୍ତି sir ❤

  • @SunakarNayak-cj8qv
    @SunakarNayak-cj8qv หลายเดือนก่อน +2

    ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି,, ଓଡିଶା ର ଆପଣ ମାନେ ସୁଯୋଗ୍ୟ ସନ୍ତାନ ଜନ୍ମ ହୋଇ ଛନ୍ତି।
    ଜୟ ଜଗନ୍ନାଥ ସ୍ଵାମୀ ।

  • @bikcky123
    @bikcky123 หลายเดือนก่อน +2

    ଆପଣଙ୍କ ମତାମତ ବହୁତ ଉଚକୋଟିର l ମନ କୁ ଛୁଇଁଲା ଆଉ ଉପଦେଶ ମଧ୍ୟ ସ୍ୱାଗତ ଯୋଗ୍ୟ l🙏

  • @baishnabcharansahoo9119
    @baishnabcharansahoo9119 หลายเดือนก่อน +2

    ବହୁତ ସୁନ୍ଦର କଥା କହିଲେ ମହାଶୟ!କିନ୍ତୁ ଆପଣ କହିବା ଭଳି ଭାରତର ଅଧିବାସୀ ମାନଙ୍କୁ କିଏ ସେ ମହାପୁରୁଷ ଆଦିବାସୀ,ଦଳିତ,ପଛୁଆ ବର୍ଗ ର ପରିଚୟ ଦେଲା ଓ କେବେ? ଦୟାକରି ଏହା ସବୁ ଆଦିବାସୀ,ଦଳିତ,ପଛୁଆ ବର୍ଗ ବୁଝାଇ ପାରିବେ ବହୁତ ଭଲ ହୁଅନ୍ତା।ମଣିଷ ସମାଜ କୁ ବର୍ଣ୍ଣ ବ୍ୟବସ୍ଥା ଓ ଜାତି ବ୍ୟବସ୍ଥା ରେ ବିଭକ୍ତ କରି ମଣିଷ ସମାଜ ଭିତରେ ଯେଉଁ କଳଙ୍କିତ ଇତିହାସ କୁ ବର୍ତ୍ତମାନ ସୁଦ୍ଧା ମାନ୍ୟତା ଦିଆ ଯାଉଛି,ଏହା ଭାରତ ର ମଣିଷ ମାନଙ୍କ ପାଇଁ ଏକ କଳା ଅଧ୍ୟାୟ କହିଲେ କିଛି ଭୁଲ ହେବନି।ଯେଉଁ ମଣିଷ ସମାଜରେ ଏକ ମଣିଷ ଅନ୍ୟ ଏକ ମଣିଷ କୁ ଆଜି ସ୍ପର୍ଶ କରିବାକୁ ମଧ୍ୟ ଘୃଣା କରେ,କାରଣ ସେମାନଙ୍କୁ ସମାଜରେ ସବୁଠାରୁ ତଳ ପାହିଆ ର ଦର୍ଜା ଦିଆ ଯାଇଛି ।କିନ୍ତୁ ଏହା ସାଧାରତଃ ଏହି ତଳ ପାହୀଆ ଥିବା ଲୋକମାନେ ଆଜି ମଧ୍ୟ ଅନୁଭବ କରିବାରେ ଅକ୍ଷମ ଅଟନ୍ତି।

  • @RameshChandraSwain-cf8ty
    @RameshChandraSwain-cf8ty 25 วันที่ผ่านมา

    ଖୁବ୍ ସୁନ୍ଦର ନିର୍ଯ୍ୟାସ!
    ଧନ୍ଯବାଦ! !

  • @nintyanandanaik716
    @nintyanandanaik716 หลายเดือนก่อน +1

    Good suggestion&description on cm &cabinet ministers of ODiSHA STATE

  • @dambarudharbarik4096
    @dambarudharbarik4096 หลายเดือนก่อน +22

    Good expection

  • @rudrakantaswain6398
    @rudrakantaswain6398 หลายเดือนก่อน +17

    Thank you sir
    Jay Jagannath

  • @krushnachandrabehera1039
    @krushnachandrabehera1039 หลายเดือนก่อน +11

    ଧନ୍ୟବାଦ ନମସ୍କାର 🙏🙏👍

  • @engrajeenag
    @engrajeenag หลายเดือนก่อน +1

    Tik kahila sir very nice speech

  • @prakashmohanty-lq2jj
    @prakashmohanty-lq2jj หลายเดือนก่อน +1

    Ati sundar katha kahichanti🙏🙏

  • @sitaramsahu3883
    @sitaramsahu3883 หลายเดือนก่อน +1

    Sir namaste, very beautiful opinion. God bless you forever..

  • @swarajkumarbej3768
    @swarajkumarbej3768 หลายเดือนก่อน +71

    ନବୀନ ବାବୁ ଯେବେ ମୂଖ୍ଯମନ୍ତ୍ରୀ ହେଲେ ତାଙ୍କର ଅଭିଜ୍ଞତା କ'ଣ ଥିଲା?

    • @Akshaykumar-dx8pe
      @Akshaykumar-dx8pe หลายเดือนก่อน +1

      Nice

    • @banitasatapathy8363
      @banitasatapathy8363 หลายเดือนก่อน +1

      Thik kahicha

    • @bikramkeshari1381
      @bikramkeshari1381 หลายเดือนก่อน +4

      Se setiki educated thile

    • @S687M
      @S687M หลายเดือนก่อน +11

      educated jie odia kahiparunathila, odisha ra abasta bujhiparunathila

    • @binilatamajhi6073
      @binilatamajhi6073 หลายเดือนก่อน +1

      Right

  • @sanjulatapatra1910
    @sanjulatapatra1910 หลายเดือนก่อน +1

    Thank you so much sir, right 👍

  • @kirtangatha
    @kirtangatha หลายเดือนก่อน +21

    ଜୟ ଜଗନ୍ନାଥ

  • @bhupalchandrapujhari7377
    @bhupalchandrapujhari7377 หลายเดือนก่อน +8

    ବାସ୍ତବ କଥା କହିଲେ ଆ ଜ୍ଞା

  • @swarajparhi6727
    @swarajparhi6727 หลายเดือนก่อน +1

    My great salute to u, u have deep experience about mantri mandala, god long live u ......

  • @bijaylaxmipanda6402
    @bijaylaxmipanda6402 หลายเดือนก่อน +2

    Bahut sundar katha kahile agyan.....👍👍💯

  • @gunparifamily6855
    @gunparifamily6855 หลายเดือนก่อน +1

    Bahut badhia mantabya sir

  • @drajaykumarpanda8013
    @drajaykumarpanda8013 หลายเดือนก่อน +2

    ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଓ ଯୁକ୍ତିଯୁକ୍ତ ମତାମତ ମାନନୀୟ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ମନ୍ତ୍ରୀମଣ୍ଡଳ ସମ୍ପର୍କରେ।🎉🎉🎉

  • @TekachandraNag
    @TekachandraNag หลายเดือนก่อน +1

    Bahut sundar kahila sar

  • @subalkumarnath2713
    @subalkumarnath2713 หลายเดือนก่อน +1

    Nice speech 👍👍👍🎉🎉🎉 Jay jagannath 🙏🙏

  • @maheswarsethi8920
    @maheswarsethi8920 หลายเดือนก่อน +1

    Thank you sir for your valuable talking.

  • @kalianath5106
    @kalianath5106 หลายเดือนก่อน +1

    Absolutely right

  • @manojkumarmohanty1866
    @manojkumarmohanty1866 หลายเดือนก่อน +1

    Yes Mohan Charan Majhi can prove himself as an efficient CM.Jay Jagannath.

  • @sauribehera6400
    @sauribehera6400 หลายเดือนก่อน +1

    Thank you sir very good

  • @sudarsansatapathy790
    @sudarsansatapathy790 หลายเดือนก่อน +3

    Mohan majhi sir a best personality for the post of chief minister portfolio.

  • @user-ie9ex1ok1c
    @user-ie9ex1ok1c หลายเดือนก่อน +17

    ନବୀନ ପାଖରେ କିଛି ଅଭିଜ୍ଞାତ ନାହିଁ

  • @priyaranjanmohanty9582
    @priyaranjanmohanty9582 หลายเดือนก่อน +1

    ବହୁତ ଜ୍ଞାନ ଆପଣ ଙ୍କ ର 🙏🙏

  • @user-tx6km9bn5f
    @user-tx6km9bn5f หลายเดือนก่อน +1

    Salute you sir for your valuable words ❤❤❤

  • @soumyaranjanparida6605
    @soumyaranjanparida6605 หลายเดือนก่อน +5

    ବହୁତ ସୁନ୍ଦର,

  • @saratkumarmohanty4958
    @saratkumarmohanty4958 28 วันที่ผ่านมา

    Bahut sundar matamara,thankyou.

  • @subashchandradas1638
    @subashchandradas1638 24 วันที่ผ่านมา

    ଆପଣଙ୍କର ତର୍ଜମା ବହୁତ୍ ଉପାଦେୟ ପୁର୍ଣ୍ଣ ଓ ବଳିଷ୍ଠ ଅଟେ, ବହୁତ୍ ଧନ୍ୟବାଦ୍।😮

  • @jyotsnamayeerout2099
    @jyotsnamayeerout2099 หลายเดือนก่อน

    ବେଶ୍ ବିଶ୍ଳେଷଣାତ୍ମକ ଓ ସକାରାତ୍ମକ ଆଲୋଚନା ସାର୍।ଅଶେଷ ଧନ୍ୟବାଦ ଆପଣଙ୍କ ନିରପେକ୍ଷ ଆଲୋଚନା ନିମନ୍ତେ।ଆଶା ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଜନସାଧାରଣ ଆସ୍ଥା ରଖି ନିର୍ବାଚିତ କରିଥିବା ସରକାର ସକ୍ଷମ ହେବେ।

  • @SibaBehera-xw8xi
    @SibaBehera-xw8xi หลายเดือนก่อน +1

    Jagannath nka ashribaad ru odisha ra nishchaya parivrtna he ba Jay Jagannath

  • @sukantinahak3821
    @sukantinahak3821 หลายเดือนก่อน +4

    Apananka kathaku koti koti,,🙏

  • @pramodbhue1986
    @pramodbhue1986 หลายเดือนก่อน +1

    Good statement mohan majhi is a very good cm of orissa

  • @sanatanpradhan9320
    @sanatanpradhan9320 หลายเดือนก่อน +6

    Sir apananka Mata 💯

  • @sitikanthamishra2871
    @sitikanthamishra2871 หลายเดือนก่อน +1

    Mr Mohan Charan Majhi is the replica of both Strength & Simplicity.

  • @sunilkumarsahoo781
    @sunilkumarsahoo781 25 วันที่ผ่านมา

    Apana bhuta anubhbi kataha kahile Thanks

  • @Kulamani-nr5oq
    @Kulamani-nr5oq หลายเดือนก่อน +1

    Always old is gold, sir namaste, but gold wouldn't use before Ganesh Sahoo, Manas Bastia, and Kishore Hota.

  • @bhagabatmarndi116
    @bhagabatmarndi116 25 วันที่ผ่านมา

    ଧନ୍ୟବାଦ ଆଜ୍ଞା

  • @rinkudash9478
    @rinkudash9478 หลายเดือนก่อน +3

    ସୁନ୍ଦର୍ ବାର୍ତ୍ତା

  • @basantakumar9273
    @basantakumar9273 27 วันที่ผ่านมา

    ଆପଣ ବହୁତ ସୁନ୍ଦର ମତାମତ ରଖିଛନ୍ତି। ନମସ୍କାର।

  • @anantanaik549
    @anantanaik549 หลายเดือนก่อน +10

    Negative thinkers are worst Sir

  • @padmalochanmalik6653
    @padmalochanmalik6653 25 วันที่ผ่านมา

    सार! आप जो वात कहते हैं बिलकुल सही वात कहते हैं। आपको बहत बहत धन्यवाद दे रहा हूँ। जय मोहन चरण माझी की जय हो। वन्दे मातरम्

  • @manasruchismita3856
    @manasruchismita3856 หลายเดือนก่อน

    Sir apana ete Dina hela khauthi thile. You are great sir.Thanks for this information sir.

  • @raghuofficial4660
    @raghuofficial4660 หลายเดือนก่อน

    Bahut bhala lagila apanakara Katha suniki sir 😊 jai jagannath mahaprabhu 🙏 apanaka bhalia jadhi samaste bujhiparante to desa badalijanta

  • @user-cj2uw8tk3c
    @user-cj2uw8tk3c หลายเดือนก่อน

    That is Really correct news

  • @nobff9037
    @nobff9037 24 วันที่ผ่านมา

    Right Sir. Thank you Sir

  • @binapanidas939
    @binapanidas939 หลายเดือนก่อน +3

    Right sir welcome Mohan Bhai ❤❤

  • @AshokPanda-qt4qn
    @AshokPanda-qt4qn หลายเดือนก่อน +1

    Really Dhamnagar MLA Sri.Suryabansi is Great Energetic Leader of Orissa ✌️👍👏💐

  • @sujatananda5591
    @sujatananda5591 หลายเดือนก่อน

    Very good presentation

  • @RaghunathMallik-kx1mf
    @RaghunathMallik-kx1mf หลายเดือนก่อน

    Best ,philosophy, best historic thought,,so many experience man, we proudly said that as like you are the genius of odisha people never forgets for ever, great full to you sir

  • @dhaneswarpanda9
    @dhaneswarpanda9 หลายเดือนก่อน

    Good analysis .most valuable thought is realise is better than experience.

  • @KhirodakumarNaik
    @KhirodakumarNaik หลายเดือนก่อน

    Sir,You are Right

  • @user-cd5ly8dj3x
    @user-cd5ly8dj3x หลายเดือนก่อน

    Sir you are absolutely right

  • @MahendraSahu-wm8or
    @MahendraSahu-wm8or 15 วันที่ผ่านมา

    Alochaknku dhanyawad

  • @user-qo1jd8fg4x
    @user-qo1jd8fg4x 23 วันที่ผ่านมา

    Right 👍 comments sir

  • @DebasmiJena
    @DebasmiJena หลายเดือนก่อน +3

    Right sir❤

  • @binadas3165
    @binadas3165 หลายเดือนก่อน

    Bahut sundar Katha kahi le

  • @SarojiniNayak-wd6lt
    @SarojiniNayak-wd6lt 25 วันที่ผ่านมา

    ସୁନ୍ଦର ବିଶ୍ଳେଷଣ

  • @dasharathmahalinga5793
    @dasharathmahalinga5793 หลายเดือนก่อน

    Absolutely right sir

  • @RanjanKumar-mx1ki
    @RanjanKumar-mx1ki หลายเดือนก่อน +2

    Right sir

  • @jaherayoofficial5130
    @jaherayoofficial5130 หลายเดือนก่อน

    Right speach

  • @bichitrasethi8736
    @bichitrasethi8736 หลายเดือนก่อน

    Bahut sundar matamat dele sir

  • @ramraysoren1706
    @ramraysoren1706 หลายเดือนก่อน

    Apononk jukti jukto very nice sir namosker sir

  • @SantoshkumarPatra-qx4nj
    @SantoshkumarPatra-qx4nj หลายเดือนก่อน

    JAY Jagannath

  • @jjlworld143
    @jjlworld143 24 วันที่ผ่านมา

    ବହୁତ ବଢିଆ ବକ୍ତବ୍ୟ ଆପଣଙ୍କ ର 🙏🙏ଓଡିଶା ବାସି ନିଶ୍ଚୟ ପସନ୍ଦ କରିବେ ମୋର ଆଶା 🙏ll

  • @HasinaNayak-uw1jg
    @HasinaNayak-uw1jg หลายเดือนก่อน

    U are a good visionary sir

  • @debismitapradhan4274
    @debismitapradhan4274 หลายเดือนก่อน +1

    Absolutely right sir❤

  • @user-er9lz7bx3k
    @user-er9lz7bx3k หลายเดือนก่อน

    Very very good

  • @prabinakumarmuduli7573
    @prabinakumarmuduli7573 23 วันที่ผ่านมา

    Quite right decisions

  • @nityanandasahoo9593
    @nityanandasahoo9593 20 วันที่ผ่านมา

    Excellent opnion

  • @sachidanandapadhan1891
    @sachidanandapadhan1891 หลายเดือนก่อน +3

    dhanyabad sir, best analysis

  • @ranjitamishra4538
    @ranjitamishra4538 หลายเดือนก่อน

    Jay Jagannath

  • @RabinarayanRansingh
    @RabinarayanRansingh 22 วันที่ผ่านมา

    Very good answer

  • @indrajitnaik9974
    @indrajitnaik9974 หลายเดือนก่อน

    U r right👍

  • @prasantadas5723
    @prasantadas5723 หลายเดือนก่อน

    Sir apanank kathare bahut kichi sikhibaku milila thank you sir

  • @ranjityoutubhanel1594
    @ranjityoutubhanel1594 หลายเดือนก่อน +3

    ଧନ୍ୟବାଦ sir

  • @bharatkumardash9761
    @bharatkumardash9761 หลายเดือนก่อน

    Very good views sir