ବାଃ ବାଃ ରେ ଭଦ୍ରାମୀ, ଭରତପୁର ମାମଲାରେ ତିରସ୍କାର କଲେ ପିକୁ ପଟ୍ଟନାୟକ। Piku patnaik says Bharatpur case.

แชร์
ฝัง
  • เผยแพร่เมื่อ 11 พ.ย. 2024

ความคิดเห็น • 196

  • @KulamaniPanda-r3r
    @KulamaniPanda-r3r หลายเดือนก่อน +26

    ଭାଇ ଧନ୍ୟବାଦ

  • @AmulyaParida-sj9bv
    @AmulyaParida-sj9bv หลายเดือนก่อน +12

    ଭାଇ ମାନେ ପିକୁ ପଟନାୟକ ବିଜେପି ର ଜଣେ ବଡ଼ ଚାମଚା ଏ କେବେ ବିଜେପି କୁ ସମାଲୋଚନା କରିବ ନାହିଁ... କେବଳ ଲୋକ ଦେଖାଣିଆ ବହସ୍ପଟ ମାରୁଛି

  • @susilrout8008
    @susilrout8008 หลายเดือนก่อน +11

    କାହାକୁ କହିବ ଶୁଣିବ କିଏ, ସମସ୍ତେ କହୁଛନ୍ତି ପୁଅ ଝିଅ ସମାନ ହେଲେ କିଛି ଗୋଟେ ଘଟିଲେ ବିନା ଦଦନ୍ତ ରେ ପୁଅ ଟିକୁ ଦୋଷୀ କରି ଦିଆ ଯାଏ। ସବୁ କହିଲେ ଝିଅ ତା ନିଜ ପଇସା ରେ ମଦ ପିଇଲା ତୁମର କଣ ହେଲା,ସେମିତି ସେ କଲେଜ ପଢୁଆ ପିଲା ଗୁଡା ନିଜ ବାପା ପଇସା ରେ ମଦ ପିଇଲେ ତୁମର କଣ ହେଲା,ସେ ଝିଅ ରାତି ଦୁଇଟା ରେ ମଦ ପି ବୁଲିଲେ ବିଚାରି ଝିଅ ଟିଏ, ଆଉ ସମାଜ କୁ ପ୍ରଶ୍ନ କି ଝିଅ ଟି କଣ ରାତି ଅଧରେ ବୁଲି ପାରିବନି ହେଲେ ପୁଅ ଟି ରାତି ଅଧରେ ବୁଲିଲେ ତାକୁ ଚରିତ୍ର ହୀନ ର ଆଖ୍ୟା କାଇଁ ଦିଆ ଯାଉଛି। ଯଦି ପୁଅ ଝିଅ ସମାନ ତେବେ ସବୁ ଦୃଷ୍ଟିକୋଣ ରୁ ବିଚାର କରି ଯିଏ ଦୋଷୀ ତାକୁ ଦଣ୍ଡ ଦିଆ ଯାଉ, ଅଯଥା victim କାର୍ଡ ଖେଳିବା କିଛି ଆବଶ୍ୟକ ନାହିଁ।

  • @r.jattitudedancecrew1676
    @r.jattitudedancecrew1676 หลายเดือนก่อน

    Right katha piku bhai

  • @pabitramohandalai8348
    @pabitramohandalai8348 หลายเดือนก่อน +15

    ଗତ 25 ବର୍ଷର ସରକାର ଓଡ଼ିଆ ସ୍ୱାଭିମାନ ଓ ସମ୍ମାନକୁ ସ୍ୱାହା କରିଦେଇଛି l ଏମାନେ ଏବେ ଅସ୍ମିତା ନାଁରେ ଖାଲି ବାଃ ବାଃ କରି ଗର୍ଜନ କରୁଛନ୍ତି l ଥରେ ଦାଦନ ଖଟି ଆସିଲେ, ସବୁ ଅସ୍ମିତା ଗୁଜୁରାଟରେ ରହିଯାଉଛି l

  • @abdurraheman3120
    @abdurraheman3120 หลายเดือนก่อน +2

    Thanks a lot brother ,you always raise the voice against unlawful activities committed by who ever may be.

  • @Sams-g7h
    @Sams-g7h หลายเดือนก่อน +1

    ଏମିତି କେତେ ଟା ମା ଭଉଣୀ ମଦ ପି ରାସ୍ତାରେ ନୃତ୍ୟ କରୁଛନ୍ତି...? ଧନ୍ୟ ସେ ବାପା ମା କୁ ଯିଏ ଏଭଳି ଅଭଦ୍ର ଛୁଆ କୁ ଜନ୍ମ ଦେଇଛନ୍ତି

  • @kishorkumar3809
    @kishorkumar3809 หลายเดือนก่อน +3

    ହେ ସୁବିଧା ବାଦୀ ଲୋକ

  • @SidharthPrasadDas
    @SidharthPrasadDas หลายเดือนก่อน +1

    ବିଜେପି ସରକାର ପା ଓଡିଶା ରେ, ରାସ୍ତା ରେ ବୁଲି ଅସଦାଚରଣ କରିବେ, ସବୁ ଏବେ ଲୀଳା ବୋଲି ଧରିନିଅ, ବିଜେପି ଲୀଳା ଦଳ ତାଙ୍କ ସରକାର ରେ ଯା ହୁଏ ଲୀଳା ସବୁ

  • @srikant11
    @srikant11 หลายเดือนก่อน

    True lines sir 🙏

  • @Diptimayeepandavloge
    @Diptimayeepandavloge หลายเดือนก่อน +2

    ନନା କେବଳ ଝିଅ ବୋଲି ସପକ୍ଷ କରିବା ଉଚିତ ନୁହେଁ ସବୁ ଭିଡିଓ ମିଶାଇ ଦୋଷ ଦେବା ଉଚିତ୍ ଆମେ ବି ସେ ଝିଅ କାନ୍ଦ ଦେଖି ଡରି ଯାଇଥିଲୁ ହେଲେ ଓଡ଼ିଆ ଝିଅ ସେ କେତେ ଶୃଙ୍ଖଳିତ

  • @kamalsahoo07
    @kamalsahoo07 หลายเดือนก่อน +3

    ରାତି 2 ta re ମଦ ପିଇ ଉଦ୍ଧତ ହେଲେ police ପୁଅ ମାନଙ୍କ ସଙ୍ଗେ ଯାହା କରିବ ଝିଅ ମାନଙ୍କ ସ ସେୟା କରିବ

  • @sanjayakumarsahoo3531
    @sanjayakumarsahoo3531 หลายเดือนก่อน +3

    Right

  • @satyasecret123
    @satyasecret123 หลายเดือนก่อน +1

    Perfect

  • @HadibandhuBehera-lg3nc
    @HadibandhuBehera-lg3nc หลายเดือนก่อน

    👍👍👍

  • @basudevbehera2209
    @basudevbehera2209 หลายเดือนก่อน +4

    🕉️Jay🌹 Jagannath🌷 Swami🌺 Nayana🙏 patha 📚gami 💐Bhaba ♥️ tume 🌼

  • @ajeshmohanty4894
    @ajeshmohanty4894 หลายเดือนก่อน +2

    Right 👍

  • @sanjeebkumargembali723
    @sanjeebkumargembali723 หลายเดือนก่อน

  • @mantoshmohanty3712
    @mantoshmohanty3712 หลายเดือนก่อน +1

    Sundar talk.

  • @trilichanbehera9297
    @trilichanbehera9297 หลายเดือนก่อน

    Good. Sir

  • @prakashbaral7568
    @prakashbaral7568 หลายเดือนก่อน +1

    Correct sir,

  • @debashissenapati354
    @debashissenapati354 หลายเดือนก่อน

    According to Section 8 of the IEA, 1872, the following facts are construed as relevant facts:
    Firstly, if there is some fact which exhibits either motive or preparation.
    Secondly, any fact that exhibits conduct. “Conduct”, herein includes, conduct of any party, the party’s agent, and the victim. However, for conduct to be considered “relevant”, such conduct must either influence or be influenced by any relevant fact or fact in issue.

  • @Hmts143
    @Hmts143 หลายเดือนก่อน

    R8 Sir

  • @santoshmaharana493
    @santoshmaharana493 หลายเดือนก่อน

    ହଁ ଆଉ ଗୋଟେ କଥା କଣ କହିଲୁ ଓଡ଼ିଆ ମରିଗଲେଣି ଏହି କଥା ଟା ସତ ନ ହେଲେ non ଓଡ଼ିଆ ଆସିକି ତମ ଘରେ ପଶିକି ବାଡ଼େଇକି ପଲୋଉଛନ୍ତି କେମିତି ଏବେ recent ଗୋଟେ କଲେଜ ରେ non ଓଡ଼ିଆ ବମ୍ବ ପକେଇ କି ପଳେଇଚନ୍ତି ବେକାର କଥା କୁହନା ସବୁ ଓଡ଼ିଆ ସଜାଗ ହୁଅ ସତର୍କ ହୁଅ ନ ହେଲେ ସତ ରେ ମରିବା

  • @KAS13y
    @KAS13y หลายเดือนก่อน

    Bhai you are right

  • @Sidheswar80
    @Sidheswar80 หลายเดือนก่อน +2

    Perfect observation 👌

  • @ManitaBhatra-wr6wo
    @ManitaBhatra-wr6wo หลายเดือนก่อน +3

    💯💯💯💯 persent right

  • @dr.surendranathdash8861
    @dr.surendranathdash8861 หลายเดือนก่อน +7

    Thanks for your valuable and brave statement. Those students should not be provided any relaxation from the Honorable Court

    • @thevideo3742
      @thevideo3742 หลายเดือนก่อน

      Eita pagala ta

  • @LaxmidharSamal-gt1pg
    @LaxmidharSamal-gt1pg หลายเดือนก่อน

    Congratulations 👍

  • @dilipharichandan4042
    @dilipharichandan4042 หลายเดือนก่อน +2

    ଜୟ ଜଗନ୍ନାଥ

  • @bijayakumarnaik7236
    @bijayakumarnaik7236 หลายเดือนก่อน

    Is piku Patnaik is a right man?

  • @santoshmaharana493
    @santoshmaharana493 หลายเดือนก่อน

    କଣ କଥା କହୁଛନ୍ତି ଆଜ୍ଞା ମୁଁ ଆପଣକୁ ବହୁତ ଭଲ ଭାବୁଥିଲି ଆପଣ ଏମିତି ବୋକା ଚୋଦା ଭଳି କହିବେ ମୁଁ ଆଶା ବି କରି ନଥିଲି ଆଉ ରହିଲା ଭଦ୍ରାମି ସେ ଝିଅ ଟା କୋଉ ଭଦ୍ର କି ଅଛା ତୋ ଝିଅ ଯଦି କୋଉ ଟୋକା ସହ ରାତିରେ ମଦ ପିଇକି ରାସ୍ତା ରେ ଟୋକା ଙ୍କୁ ମିଡ଼ିଲ ଫିଙ୍ଗର ଦେଖେଇ ବ ତୁ କଣ କରିବୁ କାହ ତୁ ଆଗ ତାକୁ ବାଡ଼େଇବୁ ନାଁ ସେ ଟୋକା ଙ୍କୁ ବାଡ଼େଇବୁ ସବୁ ଶଳା ହିଞ୍ଜଡ଼ା ଟୋକି ଗାଣ୍ଡି ଆଉ ଦୁଧ ପଛରେ ବାଇଆ

  • @bibhuduttagan7165
    @bibhuduttagan7165 หลายเดือนก่อน +6

    ମୁଖ୍ୟମନ୍ତ୍ରୀ ଙ୍କ ନା ସେଠି କିଏ କାହିଁକି କୋଉ ସାହସ ରେ ନେଲା।

    • @linakhiswain6633
      @linakhiswain6633 หลายเดือนก่อน +1

      Thik katha vai

    • @jtl1872
      @jtl1872 หลายเดือนก่อน

      ଏ ଟୋକାମାନେ ହେଉଛନ୍ତି BJP ପ୍ରଯୋଜିତ ଗୁଣ୍ଡା ମାନେ

  • @RahulaMallick-zu9fn
    @RahulaMallick-zu9fn หลายเดือนก่อน +8

    ତାମlନେ ନିଜର ମା ଭଉଣି ମାନଙ୍କୁ ମଦପିଇ ରାସ୍ତା ରେ ବୁଲା l ସେ ଭଉଣୀ କୁ ନିୟମିଳିବ ଯଦି ଆମ ଭଉଣି ମାନେବି ମଦପି ରାସ୍ତାରେ ବୁଲିବେ l

  • @ShashikantaNayak-mr1hr
    @ShashikantaNayak-mr1hr หลายเดือนก่อน

    Piku Bhai is great

  • @soumyashreebiswalsaina3065
    @soumyashreebiswalsaina3065 หลายเดือนก่อน +4

    ଇଏ ବିଜେପି ର ଚାଟୁକାର ଟା

    • @BipinBroker-se8oc
      @BipinBroker-se8oc หลายเดือนก่อน

      Mu bi thili kintu to bou ku gehi ba pare sabu bhuli gali

    • @thevideo3742
      @thevideo3742 หลายเดือนก่อน

      Hmm

  • @mcnworld2331
    @mcnworld2331 หลายเดือนก่อน

    jai piku bhai jai jaganath.

  • @biruamamalaxmi541
    @biruamamalaxmi541 หลายเดือนก่อน

    ତମ ମା ଭଉଣୀ ଙ୍କୁ ରାତି 2ଟା ତକ୍ ମଦ ପିଇ ବୁଲିବାକୁ ଦିଅ 😂😂

  • @adityapanda2880
    @adityapanda2880 หลายเดือนก่อน +1

    Tama maa mausi ratire mada pee buluchhanti . Bodhe.

  • @subashkumarlenka7542
    @subashkumarlenka7542 หลายเดือนก่อน

    ମୋହନ ବାବୁ ଭଣଜା ଅଛି

  • @Girija_Prasad
    @Girija_Prasad หลายเดือนก่อน

    Perfect Statement. 🙏🙏🙏

  • @rabindrabehera4561
    @rabindrabehera4561 หลายเดือนก่อน

    ଓଡିଶା ,ଓଡ଼ିଶା ପୋଲିସ କୁ ପୁରାପୁରୀ ବଦନାମ ଏଇଠି ଆସୁଛି ଆମ ଓଡିଆ ଅସ୍ମିତା,ଲୋକମାନେ ଆସିବେ ଦାଣ୍ଡ ରୁ ବୁଝିବେ ....ରୁ

  • @manaromaswain9328
    @manaromaswain9328 หลายเดือนก่อน

    ପିଙ୍କୁ ଭାଈ ଜିନ୍ଦା ବାଦ

  • @sureshabehera1878
    @sureshabehera1878 หลายเดือนก่อน +2

    Good 👍

  • @pk5993
    @pk5993 หลายเดือนก่อน

    N counter

  • @BADRINARAYANDAS-x5f
    @BADRINARAYANDAS-x5f หลายเดือนก่อน +1

    ହଇରେ ମାଆଘିଆ ଓଡ଼ିଶା ରେ ମହିଳା ରତି ତିନିଟାରେ ମଦପି ରାସ୍ତା ଉପରେ ପୁରୁଷ ବନ୍ଧୁଶହ ବୁଲୁଥିବା ନାରୀର ସ୍ୱର୍ଧିନତା ବୋଲି କୁହାଯାଏ
    ତେବେ ନିଯାଘର ନାରୀ ମନକୁ ଛାଡ଼ିପରିବୁତ ?

    • @bijayapppradhan4563
      @bijayapppradhan4563 หลายเดือนก่อน +2

      ହଇରେ ପେଲେଇପୁଅ ତୁ ନିଜକୁ କଣ ଭାବୁଛୁ। ରାଷ୍ଟ୍ରପତି ପତି। ଯାହା ଇଚ୍ଛା ତାହା ଲେଖିବୁ।

    • @saransha5937
      @saransha5937 หลายเดือนก่อน

      Kn kire maaghia ...to maa bia re gehu

    • @BADRINARAYANDAS-x5f
      @BADRINARAYANDAS-x5f หลายเดือนก่อน

      @@bijayapppradhan4563 ବେହିପୁଅ କଣ ଜାଗା ମୁଣ୍ଡରେ ବାଜିଗଲାକିହେ

  • @AmulyaParida-sj9bv
    @AmulyaParida-sj9bv หลายเดือนก่อน

    Tu ହାରାମି ବିଜେପି ର ଚାମଚା ତୁ କଣ କହୁଛୁ କିରେ..... ମୁଁ ଜାଣିଛି ତୁ ବିଜେପି ର ଚାମଚା ଆଜି କୁ 10 ବର୍ଷ ହେବ

  • @prasantapattanaik537
    @prasantapattanaik537 หลายเดือนก่อน +11

    Ek dum sahi sir🙏

  • @ashokkumarpal596
    @ashokkumarpal596 หลายเดือนก่อน +4

    କଣ କହିଲେ ?ଯାହା ଘଟଣା ଘଟିଲା ତାର ବିଡ଼ିଓ ଫୁଟେଜ ଆପଣ ଦେଖି ନାହାନ୍ତି କି ?ଏ ପରି ଘଟଣା ପାଇଁ encounter କରିବା ଜରୁରୀ କି ?ଯଦି ପୋଲିସ ପେସାଦାର ଅପରାଧୀ ଙ୍କୁ encounter କରୁଛି ବା ଥାନାରେ ସତ ବାହାର କରିବା ପାଇଁ କିଛି ଦଣ୍ଡ ଦେଉଛି ପ୍ରଥମେ ତାର ବିରୋଧ କରୁଛନ୍ତି ,

  • @arungiri1707
    @arungiri1707 หลายเดือนก่อน

    Bhai dhanyabad

  • @KulamaniPanda-r3r
    @KulamaniPanda-r3r หลายเดือนก่อน +7

    ପୋଲିସ କୁ ପ୍ରକୁତ ଦଣ୍ତ ଦିଆ ଯାଉ

  • @Smile.killer.26
    @Smile.killer.26 หลายเดือนก่อน

    ତୁମେ ତା ହେଲେ ତୁମୋ ଝିଅ ଙ୍କୁ ମଦ ପିଇ ରାତି ୨ ନାଟ କରୁଚନ୍ତି ନା

  • @BhimsenDheyuri
    @BhimsenDheyuri หลายเดือนก่อน +1

    Odiya marinahanti. Tum e dahara vhashan
    Amo maa vhaoni emiti nisha re bahare bhandami karantini.

  • @jtl1872
    @jtl1872 หลายเดือนก่อน

    ଏ ଟୋକାମାନେ ରାତି 2.00 ଟା ରେ ସେଇଠି କ'ଣ କରୁଥିଲେ ? ଭୁବନେଶ୍ୱର ର ସମସ୍ତ ମଦୁଆ ମାନଙ୍କୁ ସଂସ୍କାର ଶିଖାଇବାକୁ ଏମାନଙ୍କୁ ଦାୟିତ୍ୱ ଦିଆଯାଇଛି କି ?

  • @uksatapathy1
    @uksatapathy1 หลายเดือนก่อน

    i feel, shame on odisha police then those romeos

  • @kashinathdash4772
    @kashinathdash4772 หลายเดือนก่อน

    ବିଶୃଙ୍ଖଳିତ ପୋଲିସ ବ୍ୟବସ୍ଥା ଭିତରେ ନ୍ୟାୟ ପାଇବା ବୃଥା।। ସମସ୍ତେ ଦୋଷୀ କୁ ଦଣ୍ଡ ମିଳୁ କହି ଦୋଷୀଙ୍କୁ ଘଣ୍ଟ ଘୋଡାଇ ଚାଲିଛନ୍ତି।। ଯଥା ଶୀଘ୍ର ନ୍ୟାୟ ନଦେଇ ସମୟ ଗଡ଼େଇ ଚାଲିଛନ୍ତି।। ଯାହା ଆଗାମୀ ଦିନରେ ଆମ ବ୍ୟବସ୍ଥାକୁ ଅପରାଧୀ ମୟ କରିଦେବ।।

  • @LaxmidharSamal-gt1pg
    @LaxmidharSamal-gt1pg หลายเดือนก่อน

    No BJP workers means voter.

  • @sarojmahapatro9177
    @sarojmahapatro9177 หลายเดือนก่อน

    Right piku bhai

  • @himansubhusanpanda5913
    @himansubhusanpanda5913 หลายเดือนก่อน

    ମୋହନ ର ଭଣଜା ଅଛି

  • @dillipkumarjena9008
    @dillipkumarjena9008 หลายเดือนก่อน

    ❤🎉rightsir

  • @sarbeswarpadhan1910
    @sarbeswarpadhan1910 หลายเดือนก่อน

    Raght

  • @rabindrakumarparida2388
    @rabindrakumarparida2388 หลายเดือนก่อน +2

    Jai jagannath

  • @abhrajitmangaraj8622
    @abhrajitmangaraj8622 หลายเดือนก่อน +1

    Aama jhia ku aame sikhya dabuni j rati 2taa jaiki maatal heiki para purusa saha drunk and drive Karu
    Ratire even nightdress pindhiki b public ku surakya dau bujhile malike😂😂😂😂😂😂

  • @chudamanimahanand5255
    @chudamanimahanand5255 หลายเดือนก่อน +1

    Rasta upare maa bhauni mada pi rati adhare aame madhya prathama jibanare prathama dekhilu. Aapanankar maa bhauni bodhe mada pianti.

  • @JajatiKar
    @JajatiKar หลายเดือนก่อน

    Action must be taken against them

  • @bijaykumarrout4161
    @bijaykumarrout4161 หลายเดือนก่อน

    That girl was also not in normal position

  • @SanjayDas-kp2uj
    @SanjayDas-kp2uj หลายเดือนก่อน +1

    Bjp ପୁରା ସଚଟ ଦଳ ତମେ ଭାରି ଭଲ କହିଲ

  • @RelaxingMusic-cl2jv
    @RelaxingMusic-cl2jv หลายเดือนก่อน +1

    Sorry to say that encounter is not the solution.

  • @abhijitpatnaik7438
    @abhijitpatnaik7438 หลายเดือนก่อน

    Court 4 ghanta re bail dela Karana High court Major nka bandhabi paee. lower court ku sodhi thile. Tenu lower court aau risk nelani bail grant dela

  • @chandrakantasahoo7486
    @chandrakantasahoo7486 หลายเดือนก่อน +3

    Bhai tama mausi kan mada pia

    • @abinashmohanty3106
      @abinashmohanty3106 หลายเดือนก่อน

      To bapa kn mada pie

    • @RajaNayak-i3x
      @RajaNayak-i3x หลายเดือนก่อน

      Se drink karichi boli semane kn faida maribe

  • @prahallladsahoo4235
    @prahallladsahoo4235 หลายเดือนก่อน

    What is opinion about drink and drive

  • @ramachandrapanda4446
    @ramachandrapanda4446 หลายเดือนก่อน

    Sir, Pura sata kahuchhanti. Encounter darkar.

  • @YudhisthirPujhari
    @YudhisthirPujhari หลายเดือนก่อน +1

    ତୁ ବି କିଛି ବୁଝି ନପାରି କହୁଛୁ

  • @abhiramsahu7673
    @abhiramsahu7673 หลายเดือนก่อน +1

    ama maa bhauni rati 3re mada pie bulu nahanti

  • @rameshmohanty1211
    @rameshmohanty1211 หลายเดือนก่อน +2

    ଏ ସବୁ ଠିକ୍ କରିବା ଯୋଗୀ ବାବା ର ବାଁ ହାତର ଖେଳ

  • @s.m.centertainment8455
    @s.m.centertainment8455 หลายเดือนก่อน +3

    ଏଇଟା ପାଗଳ ଟେ

  • @raghunathbastia6717
    @raghunathbastia6717 หลายเดือนก่อน

    Pickup Bhai ok

  • @bijayapppradhan4563
    @bijayapppradhan4563 หลายเดือนก่อน

    ସର୍ଵ ପ୍ରଥମେ ମହିଳା ମାନଂକୁ ସୁରକ୍ଷା ଦେବା ଉଚିତ। ଆଗେ ସୁରକ୍ଷା ଦେଇ ଠିକ ଭୁଲ ବିଚାର କରନ୍ତୁ। ସେ ଥାନା କୁ ଗଲେ ପୋଲିସ କଣ କଲେ ସେ ପିଲା ମାନଙ୍କୁ ଆଣି ଆଣିଲେ କି ଓଲଟା ଯୁକ୍ତି କଲେ
    ଏହା ଠିକ ନୁହେଁ

  • @ramakantanayak856
    @ramakantanayak856 หลายเดือนก่อน

    Are piku eta Goverment low & order Katha. BJP agent eta

  • @dravaranibal590
    @dravaranibal590 หลายเดือนก่อน +5

    ତୁମ ନିଜ ଭଉଣୀ ରାତି ଅଧରେ ମଦ ପି ପ୍ରେମିକ ସହ ବୁଲିବ , ଧନ୍ୟ ତୁମ ସଂସ୍କାର, ତୁମକୁ କେତେ ଟଙ୍କା ମିଳିଛି ଏପରି bite ଦେବାକୁ, ତୁମେ ଧନ୍ୟ

    • @Iamdeshiboy7547
      @Iamdeshiboy7547 หลายเดือนก่อน +2

      ଚୋପ୍ ଅଭଦ୍ର ଲୋକ

    • @Iamdeshiboy7547
      @Iamdeshiboy7547 หลายเดือนก่อน +1

      ଚୋପ୍ ଅଭଦ୍ର ଲୋକ

    • @BasudebNayak-i6f
      @BasudebNayak-i6f หลายเดือนก่อน

      Kai tame deichaki😂 Bhai kete tanka😂

    • @BADRINARAYANDAS-x5f
      @BADRINARAYANDAS-x5f หลายเดือนก่อน

      ବୁଢ଼ା ଧଳା ସାର୍ଟ ବତମ୍ ଖୋଲଦେଖି ନାଳେଇ ଯାଇଛି
      ଟଙ୍କା କଣ ତାଠାରୁ ବଡ଼

  • @lobhalohar4314
    @lobhalohar4314 หลายเดือนก่อน +1

    ସମସ୍ତେ ଭାବୁ ଛନ୍ତି ଆପଣଙ୍କ ଝିଅ ଏମିତି ରାତି 2ଟା ରେ ଫୁଲ ମାତାଲ ହେଇ କି ଆସେ କି

  • @Ganeshkumarbehera-i6x
    @Ganeshkumarbehera-i6x หลายเดือนก่อน

    ସାର ଆପଣ ରାଇଟ କହିଲେ 🙏🏻

  • @SUJITDAS-gf2dr
    @SUJITDAS-gf2dr หลายเดือนก่อน +3

    Piku baba se ladies ta drink Kari thila

    • @sayedakanizfatma380
      @sayedakanizfatma380 หลายเดือนก่อน

      se biroth karu chanti mada dokan kholi baku.kholu chi sina pua hau ki jhiya piu chanti.

    • @pritammahapatra1123
      @pritammahapatra1123 หลายเดือนก่อน

      Ta peeba mana???

    • @pritammahapatra1123
      @pritammahapatra1123 หลายเดือนก่อน

      Illegal ki??

  • @bharatpradhan8855
    @bharatpradhan8855 หลายเดือนก่อน

    BJP sarkaar hatao jete sigra, na hele bohuta prasteiba

  • @parsuramjani1993
    @parsuramjani1993 หลายเดือนก่อน

    Pandian syndrome କେବେ ହଟିବ

  • @rashmita9772
    @rashmita9772 หลายเดือนก่อน

    BJP KU EI CLEAN CHEAT DEIDELA BJP RA CHAMCHA ?

  • @harekrushnadas7825
    @harekrushnadas7825 หลายเดือนก่อน

    Here police is the main culprit. Shame on police department

  • @arajunmaharana6147
    @arajunmaharana6147 หลายเดือนก่อน +1

    ଆ ହଉ.. ମାଲିକ ପିକୁ ନନା ଯାହା କହିଲେ ତାହା ହେଇଯାଉ.... 🙏ଜୟ ଜଗନ୍ନାଥ 🙏

  • @bikashbabuodiavlogs8020
    @bikashbabuodiavlogs8020 หลายเดือนก่อน

    BJP sarkar katha kuha hela ta sethi pain piku nana madi aaaiiilaa😂

  • @yudhistirshukla5537
    @yudhistirshukla5537 หลายเดือนก่อน +1

    Sabu pandian pain😂

  • @binatijena2545
    @binatijena2545 หลายเดือนก่อน

    Satakatha sir

  • @pitambarpradhan6348
    @pitambarpradhan6348 หลายเดือนก่อน +1

    ତମେ ବିଜେପି ରୁହ

  • @ayushmanmohanty4795
    @ayushmanmohanty4795 หลายเดือนก่อน

    Piku pattanayak strike karunu knpai...bhitare support karuchu.. lokanku boka bhabuchu na kn.

  • @saigunuvideos6895
    @saigunuvideos6895 หลายเดือนก่อน

    Aga government dai karana ete ratire rajadhani re buliba bhul government rule asiba darkar rati 10.30 pare jia bina karana re bahare buliba taku arrest karajau

  • @mdshahidanwar4540
    @mdshahidanwar4540 หลายเดือนก่อน +3

    Justice for odisha police

  • @dhirenkumarnaik3018
    @dhirenkumarnaik3018 หลายเดือนก่อน

    Maa bhauni ku mada pain ratire club re chhada ebe

  • @sibashankarparida4548
    @sibashankarparida4548 หลายเดือนก่อน

    Bjp agent 🤣

  • @lipakkumardas105
    @lipakkumardas105 หลายเดือนก่อน

    Piku Pattanayak bhala bhasana dae au ebe dae gala but mate ehi bhasana ta thik lagilani tame Khali pua katha kahi gala au jhia katha kahilani jhia mal pee Rati 2 ta re role kare ba thik.

  • @prahallladsahoo4235
    @prahallladsahoo4235 หลายเดือนก่อน

    Maa will drink wine on road

  • @soumyaranjansamantaray8817
    @soumyaranjansamantaray8817 หลายเดือนก่อน

    Sir ama bhauni rati 3 ta re mada pi ki toka dhari bulibeni amara sanskar semiti nuha