A Jibanata Mati Kandhei | ଏ ଜୀବନଟା ମାଟି କଣ୍ଢେଇ | Prabhupada Mohanty | ଜୀବନଧର୍ମୀ ଗୀତ | Music World
ฝัง
- เผยแพร่เมื่อ 8 ธ.ค. 2023
- A Jibanata Mati Kandhei | Prabhupada Mohanty | ଏ ଜୀବନଟା ମାଟି କଣ୍ଢେଇ | Odia Bhajan | Jibanata Matikandhei | Jibanadharmi Geeta | Jibana Mati Kandhei | Jibana Eka Manti Kandhei | A Jibana | A Jibanata Mati Kandhei Prabhupada Mohanty | New Bhajan 2023 Odia | New Odia Bhajan 2023 | Bhakti Song | Alekh Biswal | Bikash Shukla | Pawan Kumar Agrawal | Music World Bhakti
Like || Comment || Share || Subscribe
Click Here to Subscribe Our Channel - @musicworldbhakti
Music World Bhakti Presenting A New Odia Song "A Jibanata Mati Kandhei".
Audio Credits -
► Singer: Prabhupada Mohanty
► Lyrics: Alekh Biswal
► Music: Bikash Shukla
► Mixing & Mastering By: Swapnajit Sabat
► Produced By: Pawan Kumar Agarwal
► Banner: Music World
A Jibanata Mati Kandhei is Now Live on -
♪ Jio Saavn: www.jiosaavn.com/album/a-jiba...
♪ Wynk: wynk.in/music/album/a-jibanat...
♪ Spotify: open.spotify.com/track/6tJ5IE...
♪ I Tunes: / a-jibanata-mati-kandhe...
♪ Amazon Music: open.spotify.com/track/6tJ5IE...
♪ TH-cam Music: • Album - A Jibanata Mat...
♪ Gaana: gaana.com/song/a-jibanata-mat...
#ajibanatamatikandhei #prabhupadamohanty #musicworldbhakti #alekhbiswal #bikashshukla #matikandhei #jibanatamatikandhei #matikandheiajibana #AJIBANATAMATIKANDHEI #jibanatamatikandheisong #ajibanatamatikandheiprabhupadamohanty #newodiabhajan2023 #odiabhajan #prabhupadamohantynewsong #prabhupadamohantyallsong #jibanadharmigeeta #odiasong #song #newodiasong #ajibanatamatikandheimusicworldbhakti #odiasong2023
Copyright Disclaimer - All the rights of this content belongs to Pawan Kumar Agarwal and Music World, Any Unauthorized Use, Re Upload, Remake, Remix, Cover Version, and Re Use of this content is strictly prohibited and may subject to copyright claim and may lead to legal consequences due to the violation of Copyright Law. - เพลง
ମଣିଷ ଜୀବନ ରେ କେତେ ଯେ ପାପ ରାସ୍ତା ରେ ଚାଲୁଛନ୍ତି 😢😢😢😢😢😢
ଅତି ସୁନ୍ଦର ହୃଦୟସ୍ପର୍ଶ କଲାଭଳି ଗୀତ।
ଏହିଭଳି ଆପଣଙ୍କ କଣ୍ଠରୁ ନୂଆ ଗୀତ ଆଶା କରୁଛି ।👍🎉
ଜୀବନ ଦୁର୍ଲଭ ଜନ୍ମ ଆପଣଙ୍କ ପ୍ରଭୁ ସବୁବେଳେ ଭଲରେ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏🙏 ଅତି ସୁନ୍ଦର ଭାବରେ ପରିଚିତ କରିଛନ୍ତି ଭାଇି ଅସେସ ଅସେସ ଧନ୍ୟବାଦ୍ କେମିତି କହିବି ମୁଁ ଜାଣିପାରୁନୀ🎉🎉🎉🎉🎉🎉🎉🎉
ବହୁତ ସୁନ୍ଦର ଭଜନଟି ପେଟ ପୁରିଗଲା ଆପଣଙ୍କ କଣ୍ଠ ଶୁଣି ଜୟ ଜଗନ୍ନାଥ ଆପଣଙ୍କ ସୁନ୍ଦର କଣ୍ଠ ସେମିତି ବାଟି ରଖନ୍ତୁ ମୁଁ ପ୍ରଭୁଙ୍କ ନିକଟରେ ଆକୁଳ ନିବେଦନ କରୁଛି ତାଙ୍କ ଗଳାରେ ଆହୁରି କଣ୍ଠର ସ୍ରୋତ ଭରି ଦିଅନ୍ତୁ ଜୟ ଜଗନ୍ନାଥ
ଅତି ସୁନ୍ଦର ଗୀତ ହୃଦୟ ସ୍ପର୍ଶୀ
ବହୁତ ଭଲ ଲାଗୁଛି,, ବହୁତ ସୁନ୍ଦର ସ୍ୱର,, ଜୟ ଜଗନ୍ନାଥ।
ଅତି ସୁନ୍ଦର ଭାବରେ ଲେଖିଛନ୍ତି ଏଭଜନ୍ଟି ହୁଦୟକୁ ଛୁଇ ଅଲ୍ ଜୟ ଜଗନ୍ନାଥ
Heart touching song ଏହି ଗୀତ ଲକମାନଙ୍କୁ ମୋଟିବେସନ୍ କରିପାରେ
ଜୟ ଜଗନ୍ନାଥ 🖤🖤🖤
ଅତି ସୁନ୍ଦର । ସତରେ ଜୀବନ ଏକ ମାଟି କଣ୍ଢେଇ ଯେଉଁ କଣ୍ଢେଇର ମାଲିକ ହେଉଛନ୍ତି ସେହି କଳା ସାଆନ୍ତ 🙏🙏🙏
ଏଇତ ଜୀବନ, ତଥାପି ମଣିଷ କାହିଁକି ଭୁଲ କରିଥାଏ,
ବହୁତ ସୁନ୍ଦର ଗିତ ସାର୍
ହୃଦୟ ଚୁଇଯାଉଛି best'of luck 🤞
ଆପଣ ଙ୍କୁ ହୂର୍ଦୟ ରୁ ଧନ୍ୟବାଦ୍
ଜୟ ଜଗନ୍ନାଥ 🙏🏻🙏🏻🙏🏻 ଅତି ସୁନ୍ଦର ଭଜନ
ଅତି ସୁନ୍ଦର ,ଜୀବନର ବାସ୍ତବତାକୁ ନେଇ ଗୀତଟିଏ । ସୁନ୍ଦର ପରିବେଷଣ ।❤
ଯୁବ ପୀଢ଼ି ମାନେ ଭଜନ ଗାଇଲେ ବୋହୁତ ସୁନ୍ଦର ଲାଗେ
ଯାହା ହେଉ ଏଇ ଭଜନ ମାଧ୍ୟମରେ ଭଗବାନଙ୍କୁ ବି ଡାକୁଛନ୍ତି❤❤❤🙏🙏🙏
ମନ କୁ ଛୁଇଁଲା. ଭଜନ ଟି ଯେତେ ଶୁଣିଲେ ସେତେ ଭଲ ଲାଗୁଛି. ଗାୟକ ବାବୁଙ୍କୁ ଧନ୍ୟବାଦ. ଏପରି ଭଜନ ହିଁ ଏହି କଣ୍ଠ ରୁ ଶୁଣିବାକୁ ଭଲ ଲାଗୁଚି. ଜାରି ରହୁ. 👌👌👌
ହୃଦୟସ୍ପର୍ଶୀ ଅତିମନୋରମ ଗୀତ କଣ୍ଠଶିଳ୍ପୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ
କିଛି ଲୋକ ଅଛନ୍ତି ସେମାନେ କେବଳ ଅନ୍ୟର
ଦୋଷ ଦୁର୍ବଳତାକୁ ନକରାତ୍ମକ ଭାବନାରେ
ଦେଖୁଥାନ୍ତି। ସେମାନେ ତାର ଭଲଗୁଣକୁ ଦେଖନ୍ତିନି ।
ପ୍ରତ୍ୟେକ ଲୋକଙ୍କ ପାଖରେ କିଛି ଭଲ ଗୁଣ ଅଛି,
ସେହି ଭଲ ଗୁଣକୁ ଚିହ୍ନ ଓ ତାହାକୁ ସମ୍ମାନ ଦିଅ।
ଦେଖୁବ ତୁମେବି ସମ୍ମାନ ର ଅଧିକାରୀ ହୋଇଯିବ ।😢😢😢😢🌹🙏🌹ଜୟ ଜଗନ୍ନାଥ ,🌹🙏🌹
Very nice song Bhai Jay Jagannath 🙏🙏🙏🙏
ଦୀର୍ଘ ଦିନ ପରେ ଏକ ମର୍ମସ୍ପର୍ଶୀ ଭଜନ ଟିଏ ଶୁଣିବାକୁ ମିଳିଲା। ଅତି ମଧୁର କଣ୍ଠ, ମାସ ବାଗଦେବି, ପ୍ରଭୁଙ୍କ କୃପାରୁ ଏପରି ଭଜନ ଆପଣ ଆମକୁ ଶୁନାନ୍ତୁ
🎉8
ଏ କଲି ଯୁଗରେ କେହୀ କହିରୀ ନୁହେଁ ଏଠି କେବଳ ଜଗନ୍ନାଥ ହିଁ ଆମର ପ୍ରକୃତ ବନ୍ଦୁ ଜୟ ଜଗନ୍ନାଥ❤ ❤❤ 😢
Jay Jagannath 🙏
🎉🎉🎉😊😂he 4:35 😂😂
Right👍 bandhu
jay Jagannath samastanku bhalare rakha.prabhu🙏🙏🙏🙏
@@jogeswarkhapardhua4298 ଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥ
ଆଖିରେ ଲୁହ ଆସିଗଲା., 🙏 ବହୁତ ସୁନ୍ଦର ଗୀତ ଓ କଣ୍ଠ.
Bahut Badhia ❤❤❤❤❤Mu tumaku heart ru thanks janauchhi
❤❤❤ ବଢିଆ ଲାଗିଲା ଗୀତ ଟି ଶୁଣୁ ଶୁଣୁ କାନ୍ଦି ପକେଇଲି 😂😂😂
ହୃଦୟକୁ ସ୍ପର୍ଶ କରାଇଲା ପରି ଗୀତ 😢❤
Very very nice sang
ଅତି ସୁନ୍ଦର, ହୃଦୟ ସ୍ପର୍ଶୀ, ଆପଣଙ୍କୁ ଧନ୍ୟବାଦ 🙏🙏🙏🙏
ଅତି ହୃଦୟସ୍ପର୍ଶୀ ଗୀତ ,ଆପଣଙ୍କ କଣ୍ଠ ସତେ ଯେମିତି ଏମିତି ଗୀତ ପାଇଁ ତିଆରି ହେଇଛି।👌🏻🥳
Jay jagannath Bandhu ❤🙏🙏🙏🙏🙏🙏🙏
My favourite singer prabhupad,jay jagannath 🙏bhajan ti hrudaya ku chhuingala
ବହୁତ୍ ସୁନ୍ଦର୍ ଭଜନ ପ୍ରଭୁପାଦ ତୁମକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସଦାସର୍ବଦା ତୁମ ଉପରେ ରହୁ ❤🙏ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏
Bahut sundar Gita
Real life song Bahut bahut bhal lagila ae gita to bhai satare hrudayaku chhuin jauchi . Aapan nk Voice t a gita ti pain pura perfect💯👍👏👏👏👏
Mo suna bhaira Sundar swara. Prabhu Jagannath tumaku sabubele khusire rakhantu
Jay maa mnglaa ,,,Jia lekhichi bhal kahichantyi ,,bhai aame bhalre bujhei deichantyi ,,,satre jibnta gote mai knthei
Bhai ahi Gita ti bahut Sundar heichi satare hrudayaku chui jauchi GOD bless your life 💕💕💕🙏🙏🙏Jay jagannath ❤❤❤
Jay jagannath 🙏 hele tame bahuta bhal gaucha🙏 Jay Jagannath 🙏
Jay jagannath 🙏
Satare e manisa jibanata gote mati kandheina
ମନକୁ ଛୁଇଁଲା ଏଇ ଭଜନ ଟି ଜୟ ଜଗନ୍ନାଥ 🙏🙏🙏🚩🚩🚩
ଆମ ବାଲେଶ୍ୱର ପିଲା ପାଇଁ ଗୋଟେ like ହେଇଯାଉ
ଅତି ସୁନ୍ଦର ଭଜନ ।
Ati sundara. God bless you. ❤❤❤❤❤
ଅତି ସୁନ୍ଦର ଭଜନ ଜୟ ଜଗନ୍ନାଥ 🙏🙏🙏 ଧନ୍ୟବାଦ ଧନ୍ୟବାଦ
Very good song
🥰🤩🤩🤭🤩ki geeto gailo ho Mane mo pakhore kohibaku kiche nahi
☔⭐☔⭐☔⭐☔⭐☔🏹🏹🏹🏹🏹🏹🛞🛞🛞🛞🛞🛞🛕🛕🛕🛕🛕🛕🪔🪔🪔🪔🪔🪔🚩🚩🚩🚩🚩🚩🦚🦚🦚🦚🦚🦚🪷🪷🪷🪷🪷🪷ଓଁ*****ଓମ୍ ନମଃ ଜୟ ଜଗନ୍ନାଥ ନମଃ ନମଃ ନମଃ ନମଃ ନମଃ*****ଓଁ 🪷🪷🪷🪷🪷🦚🦚🦚🦚🦚🦚🚩🚩🚩🚩🚩🚩🪔🪔🪔🪔🪔🪔🛕🛕🛕🛕🛕🛞🛞🛞🛞🛞🛞🏹🏹🏹🏹🏹🏹☔⭐☔⭐☔⭐☔⭐☔
😭😭😭😭😭😭😭😭 ଏ ଗୀତ କୁ ଲେଖିଥିବା ବ୍ୟକ୍ତି କୁ କୋଟି କୋଟି ପ୍ରଣାମ
ଆଖିରେ ଲୁହ ଆସି ଯାଉଚି😢ଏତେ ହୃଦୟ ପର୍ଶି
Ati sundar sumadhura kantha prabhupad best singing
ଅତି ସୁନ୍ଦର ଗୀତ 👍👍👍👍🙏🙏
Bahusundar heichi song ti end ku tike nija dosar fala milithile au tike bhala heithaanta
Bahut sundar Gita au sundar voice..
Very nice ❤❤❤
Super songs
ଜୀବନର ବାସ୍ତବତାକୁ ନେଇ ଅତି ସୁନ୍ଦର ଗୀତ ଟିଏ।
ସମ୍ପର୍କ ଯେଉଁ ଭଳି ବି ହୋଇଥାଉ ହୃଦୟରୁ ହେବା ଦରକାର, ସ୍ବାର୍ଥ ପାଇଁ ନୁହେଁ ....
ଜୟ ଜଗନ୍ନାଥ🙏🙏🙏
Very nice bhajan 👍👍👍
🙏🙏🙏Jay Jagannath 🙏 🙏 🙏
ଜୟ ଜଗନ୍ନାଥ ପ୍ରଭୁ ଭାଇ ଏ ଭଜନ ଆପଣଙ୍କ କଣ୍ଠ ରେ ବହୁତ ସୁନ୍ଦର 1000 ଥର ଶୁଣିଲେ ବି ନୂଆ ଲାଗୁଚି ଏମିତି ଗୀତ ଗାଉ ଥାନ୍ତୁ ସମସ୍ତ ଙ୍କୁ ଆନନ୍ଦ ଦିଅନ୍ତୁ ଜୟ ଜଗନ୍ନାଥ 🙏🏻🙏🏻🙏🏻
Bahut sundar lagila
Prabhupada ତମେ ବହୁତ୍ ଭଲ ଗାଇଛ ହୃଦୟ କୁ ଛୁଇଁଲା ସତରେ ❤❤
Jay jagannath 🙏❤️
ସୁନ୍ଦର ଚିନ୍ତା ଧାରା
Seriously bahut sundar 🙏
Very nice
ବା ବା ରେ ସତରେ ଜୀବନ ଏଇଟି ଅଛି ଆଉ କାଲି କଉଠି ଥିବ
jai shree jagarnath 🙏 ❤🤍kripa karo prabhu 🙇🏻♀️🤲 very very nice song ❤️a jibana ta mati kandhei 😢kalia re🙏🙇🏻♀️
Se song kn se voice very nice jayjagannath prbhupada babu🙏🙏🙏
⭕‼️⭕ଜୟ ଶ୍ରୀ ଜଗନ୍ନାଥ 🙏। ହେ ପ୍ରଭୁ ସବୁ ତମରି କରୁଣା 💅। ଏହି ଦୁନିଆ ରେ ସବୁକିଛି ମୋହୋ ମାୟା। ତମରବିଶ୍ବାସ ରେ ଏହି ବଚିବା କତା। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏
Ati sundar kantha
ହରିବୋଲ ଜୟ ଜଗନ୍ନାଥ
Jay Jagannath maha prabhu 🙏🙏🙏🙏🙏❤️❤️❤️❤️❤️🌹🌹🌹🌹
Ati sundar Bhajan Jay Jagannath hart taching
Madi chala. God bless.
Satare e jiban bahut kast dayak Jay Jagannath ❤❤❤❤❤❤
❤❤❤❤❤
😢😢😢😢😢😢😢😢😢😢😢
Jay jagannath
Jay jagannath 🙏🙏🙏🙏
Op bhai song
ଅତି ସୁନ୍ଦର ମୋ ମନ କୁ ଛୁଇଁଗଲା:ଆଉ ଏମିତିକା ଗିତ ଶୁଣିବାକୁ ଚାହୁଁଚି ପ୍ଲିଜ ଦୟାକରି ତମ ସଵୁ ଗିତ ଶୁଣେଇଵ,imiss you i love you❤❤❤❤❤❤❤❤
Heart touching song very nice voice jay jaganatha swami
Jay Jayshree Sachhidananda
Jay Jagannath
❤ very nice bhaja beta 👍👌🙌💐
ସୁନ୍ଦର ଗୀତ ❤
Ati sundara Geeta thank you
❤ Jay shree jagannath ❤ Hey mahabahu a biswar pilanku mo pilanku saha hua mo pilanku sadabudhi diantu ❤️🙏🙏❤
Bohut Sundar songs
Ati Sundar song
❤❤❤ଅତି ସୁନ୍ଦର 👌👌❤️ଜୟ ଜଗନ୍ନାଥ
Very wonderful song 🎉🎉🎉❤❤❤
Prabhu pada bhai bahuto vhalo gailo love u
Sundar truptyra abasada nahi jata sunila bi hua laguthai
.. ❤❤❤❤❤❤❤❤
ଭଉତ ସୁନ୍ଦର ଭଜନ
Very Nice vajan song
Jay Jagannath 🙏🙏 Bhai ❤️
ହୃଦୟ ଆଉ ଆତ୍ମସନ୍ତୋଷ ଭଜନ...
Prabhu patitapaban nk asribad biswa ra samasta jibara jibana jay jagrnath
🙏🙏👍👍 ବହୁତ ଭଲ.
Very nice hrudaya spasibhajana
Ki sundar gita ...jete sunile mana bujhhuni
Jay Jagannath mahaprabhu apana mote daya karantu apanak charana tole asraya dihantu
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏
Video Ti vari ValLaguchi
Ati sundar gita hrudayaku chuela pari gita
ବହୁତ ଭଲ ଗିତ