🔵 Who Is The Thorn In Odia Cinema Industry? | Film Maker And Actor At Odisha Nirman Conclave 2023

แชร์
ฝัง
  • เผยแพร่เมื่อ 15 ก.ย. 2024

ความคิดเห็น • 1.7K

  • @vikrantkhatai5750
    @vikrantkhatai5750 9 หลายเดือนก่อน +197

    Manoj Mishra & Anupam Patnaik has given sensible & logical answers 🙌🏻👏👏

    • @samikshyaranimishra4187
      @samikshyaranimishra4187 9 หลายเดือนก่อน +5

      Arindam ego re thile saithi pai sry kahiki ques 3 times kahibaku paduthila.

    • @vikrantkhatai5750
      @vikrantkhatai5750 9 หลายเดือนก่อน +1

      ​@@samikshyaranimishra4187True, they should learn humbleness from South Indian actors. That's the first reason why South actors are successful & still down to earth & the mass love them.

    • @FirojNial-f1j
      @FirojNial-f1j 9 หลายเดือนก่อน +1

      Mr Arindamku National award winner star bhali laguthila

  • @bikash7773
    @bikash7773 9 หลายเดือนก่อน +223

    Manoj Mishra is the real hero of Odisha . Every language of Odisha should be recognized with the help of odiya cinema

    • @SNOdianews
      @SNOdianews 9 หลายเดือนก่อน +7

      Seta mo balo ta seta kie re hero na mo balo mo katha ku jie bhul kahibo tahale sie randi chua au gote bedhua gharo ro pila😠😠😠

    • @user-oi5yc8bz2e
      @user-oi5yc8bz2e 9 หลายเดือนก่อน +2

      He is villain 😅

    • @MCA_KA_BANDA_
      @MCA_KA_BANDA_ 9 หลายเดือนก่อน +2

      Arindam thik katha kahunahanti

    • @getmesunil005
      @getmesunil005 9 หลายเดือนก่อน +1

      ​@@SNOdianews sala pelei pua nije ta malisahi product, anya nku kn kahuchu 😜

    • @SNOdianews
      @SNOdianews 9 หลายเดือนก่อน

      @@getmesunil005 to maa ku peli thili na to sister ku palei puo kahuchu 🤣🤣🤣

  • @myprayas6155
    @myprayas6155 9 หลายเดือนก่อน +76

    Monoj bhai ତମର strugle ଓଡିଶା ପାଇଁ ବହୁତ ବଢିଆ ଓଡ଼ିଆ ଇଣ୍ଡଷ୍ଟ୍ରି କୁ international lebel ku ନିଅ ଆମେ ତମ ପଛରେ ଅଛୁ

  • @binodaction7296
    @binodaction7296 9 หลายเดือนก่อน +59

    Manoj Mishra 100% right

  • @sachinbibharofficial8134
    @sachinbibharofficial8134 9 หลายเดือนก่อน +200

    Manoj sir is a more popular actor in all over odisha & trend right now all are known him not only Odisha but also others state... children to older most of the peoples...Lov u sir ❤all the best❤

  • @satyabansahu3430
    @satyabansahu3430 9 หลายเดือนก่อน +216

    Monoj Mishra is the great actor 🎉🎉

    • @Radhakanta_Music_Official
      @Radhakanta_Music_Official 9 หลายเดือนก่อน +5

      ସଭିଏ କହିଛନ୍ତି ମନୋଜ୍ ମିଶ୍ର ଗ୍ରେଟ୍

    • @vickyy6539
      @vickyy6539 9 หลายเดือนก่อน

      Mo balo😂😂😂😂

    • @papunicreation782
      @papunicreation782 9 หลายเดือนก่อน

      😁😁😁😁

    • @firojkumarpradhan5518
      @firojkumarpradhan5518 9 หลายเดือนก่อน +1

      Ok accept he is a great actor. But he is not a good person.. personally...

    • @bhishmabuda5886
      @bhishmabuda5886 9 หลายเดือนก่อน +1

      👍ଜୟ କୋଶଲ 🚩

  • @sunilkumarsethi9352
    @sunilkumarsethi9352 9 หลายเดือนก่อน +135

    ଯେତେ ବେଳେ ମନୋଜ ଭାଇ ଆରମ୍ଭ କରିଲେ ତାଙ୍କର ବର୍ତ୍ତବ୍ୟ ସେତେ ବେଳେ ଲୋକ ମାନେ ଯୋଉ କର ତାଳି ରେ ସ୍ବାଗତ କରିଲେ ବୋହୁତ ଭଲ ଲାଗିଲା ❤❤

    • @Healthin2791
      @Healthin2791 9 หลายเดือนก่อน +7

      ମନୋଜ ମିଶ୍ର ପରମ ମା ଗିହା ର ଧରମ ଭାଇ ସେଇଟା ଟାଉଟର ଚୋର ଭେଶିଆ ଟା

    • @rjsoy4432
      @rjsoy4432 9 หลายเดือนก่อน

      ​@@Healthin2791ଆବେ ତୁ ସତି ସାବିତ୍ରୀ ଛୂଆ 😅

    • @Radhakanta_Music_Official
      @Radhakanta_Music_Official 9 หลายเดือนก่อน +1

      ​@@Healthin2791 ତମେ ପ୍ରବଳ ମାଗିହା କିଛି ନ ବୁଝି Comments ରେ ସୋଡ଼ି ଦେଇ ପଳେଇ ଯାଉଛ

    • @bijayakaudi5086
      @bijayakaudi5086 9 หลายเดือนก่อน

      ​@@Healthin2791tor maa k gehithila bo chir giha

    • @harishankarlingarajmunda9836
      @harishankarlingarajmunda9836 9 หลายเดือนก่อน

      @@Healthin2791 Jiye sata kahe taaku sahi npaari loka gaali dianti

  • @snbbariha251
    @snbbariha251 9 หลายเดือนก่อน +43

    କାହିଁ କଣ୍ଟା କଣ୍ଟା ହେଉଛି କେମିତି ତମ moves ଆଗକୁ ଯିବ ତାକୁ ବିଚାର କର 👍 ମନୋଜ ମିଶ୍ର ସବୁ ବେଳେ ଭଳ❤🙏

  • @PrakashChandraSi-v5e
    @PrakashChandraSi-v5e 9 หลายเดือนก่อน +139

    ଏ ଆଲୋଚ୍ୟ ରେ ମୋନଜ ମିଶ୍ର ଙ୍କ ମନ୍ତ୍ୟବ୍ୟ ଭଲ ଲାଗିଲା , ମୋନାଜ ମିଶ୍ର ଙ୍କୁ ଓଡ଼ିଆ ଇଣ୍ଡଷ୍ଟ୍ରି ଇର୍ଷା କରୁଛି ସତ, କିନ୍ତୁ ମୋନାଜ୍ ମିଶ୍ର ଦିନେ ଓଡ଼ିଆ ସିନେମା କୁ ରାଜ୍ୟ ବାହାରେ ପ୍ରସାର କରି ପାରିବେ । କାହିଁକି ନା ମନାଜ୍ ମିଶ୍ର ଙ୍କ ଓଡ଼ିଆ ସିନେମା ର ଉନ୍ନତ ପ୍ରୋତି ଭାବନା ଉଚ୍ଚ କୋଟିର । love you monaj bhai , I am form Moyurbhanj

    • @binaynayak1510
      @binaynayak1510 9 หลายเดือนก่อน +3

      Manoj bhi nika fayda paiin achi , se kichi udhar karibaku aasini ollywood ku . bas nija jaga khojuchi

    • @tapannaik1404
      @tapannaik1404 9 หลายเดือนก่อน +7

      ଅନୁଗୋଳ ଟୋକା । ମନୋଜ ମିଶ୍ର good better best

    • @sachinbibharofficial8134
      @sachinbibharofficial8134 9 หลายเดือนก่อน +4

      We know better,Only one person can think how to odia movie more successful in all over the country i.e Manoj Mishra sir🌎 & others can become a copy film maker stars 🤩🤩

    • @abhijitsingh374
      @abhijitsingh374 9 หลายเดือนก่อน +3

      ​@@binaynayak1510se jahar faida hau na kahinki....anubhav anubhav,arindam arindam ame heuchu khali...semane sabu politics re focus kemiti money earn karibe...star campaigner hebe....kebe kebe lage semanka main focus thila..kichi din movie kariki popular hoi politics join kariba..

    • @CineVlogsOdia
      @CineVlogsOdia 9 หลายเดือนก่อน +1

      @@sachinbibharofficial8134 Babushaan openly kahuchi au copy karibini Daman pare jaha film sabu dekhiba original content film

  • @AshokKumar-rk6oc
    @AshokKumar-rk6oc 9 หลายเดือนก่อน +52

    Every odia people know the manoj mishra's struggle.. ମନୋଜ ମିଶ୍ର ଙ୍କ କଥା ରେ ଦମ୍ ଅଛି। କଠିନ ପରିଶ୍ରମ ର ଫଳ ସବୁବେଳେ ଭଲ result ହିଁ ହେଇଥାଏ।

  • @Bastabjiban734
    @Bastabjiban734 9 หลายเดือนก่อน +90

    Anupam sir is really a good person... କେବଳ ଜଣେ ବହୁତ Polite ମଣିଷ.. ସତରେ ଏସମସ୍ତଙ୍କର କଥା ଭିତରେ କେବଳ ଜଣେ ହିଁ gentle ଏବଂ ସଂସ୍କାରି ମଣିଷ ସିଏ ହେଉଛନ୍ତି ଅନୁମପ ମହାଶୟ 🙏🙏

  • @anilkumarmaharana2206
    @anilkumarmaharana2206 9 หลายเดือนก่อน +38

    Manoj Mishra Sir is Right....

  • @EXTRAMOVIESREVIEWS
    @EXTRAMOVIESREVIEWS 9 หลายเดือนก่อน +139

    I support Manoj Mishra Sir 🙏

  • @khusikids
    @khusikids 9 หลายเดือนก่อน +4

    ୧ - ଅରିନ୍ଦମ୍‌ ଡେରିରେ ବୁଝୁଚି , ତା ମୁଣ୍ଡ ରେ ରଂ ନମ୍ବର୍‌ ଢ଼ୁକିଚି ।
    ୨ - ଅନୁପମ୍‌ କହୁଚି ଯାହା ଅଛି ସେତିକି ବହୁତ୍‌, ଆଉ କିଛି ଦରକାର୍‌ ନାହିଁ ।
    ୩ - ମନୋଜ୍‌ କହୁଚି ଆଜି ଆମେ ଗରିବ, କାଲି ଆମେ ଧନି ହେବାପାଇଁ ଭଲ ରାସ୍ତାରେ ଚାଲିବା ।
    ( ମୁଁ କହୁଛି ମନୋଜ୍‌ ସାର୍‌ ଠିକ୍‌ କହୁଛନ୍ତି )

  • @mstylishlybabu1896
    @mstylishlybabu1896 9 หลายเดือนก่อน +23

    ମୁଁ totally ସବୁ କଥା ଶୁଣି ସାରିଲା ପରେ ଯାହା ଅନୁଭଵ କଲି ଅରିନ୍ଦମ ଯେତେ କଥା କହିଲେ ତାଙ୍କ କଥା ରୁ ଯାହା ଲାଗିଲା ସେ କୌଣସି ଭୁଲ୍ ତ୍ରୁଟି କୁ ଗ୍ରହଣ କରିବାକୁ ଚାହୁଁ ନାହାଁନ୍ତି! ଯାହା ଓଡ଼ିଆ industry ରେ ଭରି ରହିଛି! କହିବାକୁ ଗଲେ total industry ରେ ହିଁ ସମସ୍ୟା ରହିଛି!
    ଆଉ ଅରିନ୍ଦମ ସରକାର ଙ୍କ ବିରୋଧ ରେ ଯିବାକୁ ଚାହୁଁ ନାହାଁନ୍ତି ବୁଲେଇ ବଙ୍କେଇ ବେକାର କଥା ସବୁ କହୁ ଛନ୍ତି!
    ମାନେ ତାଙ୍କ କହିବା କଥା ଆମେ ଯାହା କହୁଚୁ ଯାହା କରିଛୁ ତାହା ସବୁ ଠିକ ଆଉ ସମସ୍ତେ ଆଖି ବନ୍ଦ କରି ଗ୍ରହଣ କରି ନିଅନ୍ତୁ!
    ବିଜେଡି ଦଳ ରେ ଅଧିକାଂଶ ଓଡ଼ିଆ ଅଭିନେତା ଅଭିନେତ୍ରୀ ବି ଅଛନ୍ତି ଯାହା ଫଳ ରେ ସବୁ ଜାଣି ବି ସେମାନେ ଚୁପ୍ ରହୁ ଛନ୍ତି!
    ଅରିନ୍ଦମ ଙ୍କ ମନ୍ତବ୍ୟ total ଗ୍ରହଣ ଯୋଗ୍ୟ ନୁହେ!

  • @soumyaranjanmohapatra7933
    @soumyaranjanmohapatra7933 9 หลายเดือนก่อน +20

    ଅରିନ୍ଦମ ଖାଲି କହୁଛି ଯେ ଆମେ ଯେମିତିକା ଫିଲ୍ମ କଲେ ଲୋକେ ଦେଖିବେ 😂😂😂 କିଏ ବେ ତମେ ମାନେ

    • @abinash8342
      @abinash8342 9 หลายเดือนก่อน +2

      Copy ଫିଲ୍ମ କରି ଓଡ଼ିଆ ଦର୍ଶକ କୁ ଦେଖାଇ ବୋକା ବନାଇବି ଭାବୁଛି ଅରିନ୍ଦମ

  • @tejrajchoudhury8516
    @tejrajchoudhury8516 9 หลายเดือนก่อน +222

    ଗୋଟେ କଥା ବୁଝି ହେଲାଣି ଅରିନ୍ଦମ କଣ ବିଦେଶ ରୁ ଆସିଛନ୍ତି କି ଭଲ ଇଂରାଜୀ ଚୋବାଉଛନ୍ତି।

    • @suoli6421
      @suoli6421 9 หลายเดือนก่อน +6

      Please watch anubhav mohanty interview.

    • @CineVlogsOdia
      @CineVlogsOdia 9 หลายเดือนก่อน +12

      English re kahibaa kharap ki aji kali jie bi English kahuchi tame gaali daucha. Arey jadi ete English katha kahucha Ama education system change karuna 10th pare gote pila +2 English re Kain padhuchi Odia re padhuni kn pain English au Odia 2 ta jaka eka sanga re padhile katha kemiti kahiba 2 ta ku miseiki kahiba tahele

    • @sujitmeher3032
      @sujitmeher3032 9 หลายเดือนก่อน +20

      ସେ mg କୁ ଦୁଇ ପଦ English ଛଡ଼ା କିଛି ଆସେନି

    • @Radhakanta_Music_Official
      @Radhakanta_Music_Official 9 หลายเดือนก่อน +15

      ​@@CineVlogsOdiaଆଗ ନିଜ ଓଡ଼ିଆ ଭାଷା ଠିକ୍ ରେ କୁହ ତାପରେ English କୁହ ନିଜ ଭାଷା କୁ ଗୁରୁତ୍ଵ ଦିଅନ୍ତୁ 😂

    • @user-sai802
      @user-sai802 9 หลายเดือนก่อน +6

      English kahuchi
      Na
      Ta maa biya kahuchi
      Magiya besiya chuya

  • @romiobabu9169
    @romiobabu9169 9 หลายเดือนก่อน +22

    Monoj Mishra 100% Right

  • @thetechstarbhabani4715
    @thetechstarbhabani4715 9 หลายเดือนก่อน +22

    ମୁଁ ଏହି video ଟା ଦେଖିନି କିନ୍ତୁ ଏତିକି କହିବି ଭଲ Movie ର promotion ଦରକାର ନାହିଁ, ଯୋଉଟା ସୁନା ସେ କହିବାକୁ ପଡ଼େନି ମୁଁ ସୁନା ବୋଲି ଲୋକେ ନିଜେ ଖୋଜିବେ, ମୋତେ ଲାଗୁଛି Actor ଅପେକ୍ଷା ଭଲ Director ଆଉ producer ର ଆବଶ୍ୟକ ଅଛି ଓଡ଼ିଶାରେ, ଦମନ ପୂର୍ବରୁ କେବଳ ଗୋଟେ ଲୋକ ହିଁ ଓଡ଼ିଆ ଫିଲ୍ମ ସ୍ୱର ଉଠାଉ ଥିଲେ ତାଙ୍କେ ହୋଉଛନ୍ତି.. ମନୋଜ ମିଶ୍ର sir, ତାଙ୍କ ପାଇଁ ହିଁ ମୁଁ ଦମନ ର trailer ଦେଖି ପାରିଥିଲି |

  • @Ytr6371
    @Ytr6371 9 หลายเดือนก่อน +19

    ମନୋଜ୍ ମିଶ୍ର ଠିକି କହିଛନ୍ତି ଲୋକ ବି ସପୋର୍ଟ କରୁଛନ୍ତି ଫ୍ରମ୍ କଟକ🙏

  • @JAYANTAKUMARBEHERA-m3v
    @JAYANTAKUMARBEHERA-m3v 9 หลายเดือนก่อน +86

    ଏଇ Conclave ଟା ଆଉ ଗୋଟେ ଘଣ୍ଟା ଅଧିକ କରିବାର ଥିଲା, Arindam sir ଆପଣ 2018 ମସିହା ର କଥା କହୁଛନ୍ତି, trend ଏବେ ଚାଲୁଛି କି ଲୋକ ମାନେ copy film ଦେଖିବାକୁ ଭଲ ପାଉନାହାନ୍ତି, ଆପଣ ଏବେ ଚେତା ପାଇଲେ 2024 ବେଳ କୁ, ଟିକେ South movie କଥା ଭାବନ୍ତୁ, Hollywood କୁ ଟକର ଦେବା ପାଇଁ ବାହୁବଳୀ, pushpa, kgf, ସତ କହିବି ମୁଁ ଦର୍ଶକ, south movie ଦେଖି ଦେଖି ତାଙ୍କ ପରମ୍ପରା ଜାଣିଛି ତାଙ୍କ dress, ତାଙ୍କ ଖାଈବା ସବୁ କଣ କେମିତି ଜାଣିଛି, marthi Film ଦେଖିକି ଜାଣିଛି Ganesh ପୂଜା କେମିତି, ଗୁଜରାଟୀ film ଦାଣ୍ଡିଆ, ପଞ୍ଜାବୀ ର oye Soni kudi, Kolkata ର ଦଶହରା, ଆଉ ବାହାର ଲୋକ ଜାଣିନାହାନ୍ତି କି ମାନେ Bollywood star sri govinda ji ଙ୍କୁ ମ fev. Actor Archita ji ତାଙ୍କ ପରିଚୟ ଦେବାକୁ ଯାଇକି କହୁଛନ୍ତି, sir ମୁଁ ଓଡ଼ିଆ film ର ଜଣ କଳାକାର, ଆଉ ତା ପରେ ତାଙ୍କ reaction o really, i AM sorry, i don't know before, ଯାହା ଙ୍କ film ଛୁଆ ଦିନୁ ଦେଖି ଦେଖି ମୁଁ ବଡ ହେଇଛି, ତାଙ୍କୁ Bollywood, ଆଉ ବାହାର ରାଜ୍ୟ ରେ କେହି ଜାଣି ନାହାନ୍ତି, କିନ୍ତୁ ଏବେ ଜଣେ kfg ରେ first time role ମିଳିଲା ତାଙ୍କୁ ସାରା ଦେଶ ରେ ଜାଣିଲେ, ଆଉ ଓଡ଼ିଶା ଆସିଲେ ସେ ଯେ ରାସ୍ତା ରେ ଗାଡ଼ି ଜାମ୍, ମୁଁ ସମସ୍ତ ଓଡ଼ିଆ କଳାକାର ମାନଙ୍କ ଏବଂ association କୁ ଅନୁରୋଧ କରୁଛି ଆହୁରି conclave କରନ୍ତୁ, ସରକାର ଙ୍କ ସହ କଥା ହୁଅନ୍ତୁ, ନିଜ ନିଜ ଭିତରେ discuss କରନ୍ତୁ, କେମିତି ଓଡ଼ିଆ ସିନେମା କୁ ରାଷ୍ଟ୍ର ସତରେ ଏବଂ ବ୍ୟବସାୟକ ସଫଳତା ପାଇବେ, ବାହାର ରାଜ୍ୟ ଲୋକ artist ମାନେ ଆପଣଙ୍କୁ ଜାଣିବେ, ନିଜ ପରିଚୟ ନିଜକୁ ନ ଦେବାକୁ ପଡ଼ିବ, କାହିଁକି ନା ଆପଣ ମାନେ ମ ପାଇଁ ମ star, ହଁ ଏ ସବୁ କରନ୍ତୁ କିନ୍ତୁ tv news media, social media ରେ ନୁହଁ, କାହିଁକି ନା TH-cam ରେ anubhav Mohanty new song searching କଲେ, ଆସୁଛି kanak news, OTV, Odisha Bhaskar 🤣🤣🤣
    @anubhav_mohanty @Archita @Manoj_Mishra @sabyasachi @Arindam_Roy @Kanak_News

    • @Rolex77077
      @Rolex77077 9 หลายเดือนก่อน +10

      Exactly that's what Manoj Mishra is trying to say but semane na bujhi ki jani suni ae katha ta ku avoid kariki bas ama ae lower standard ra movie kariki ame Odia darsaka nku boka baneibu bhabuchhanti 😂😂 but, hume ghanta fark nahi padta jadi high level making heithiba + good story then only ame dekhibu nahele nahi ama ichha 🗿🥱💯

    • @Math_wizad
      @Math_wizad 9 หลายเดือนก่อน +4

      Tbh mu odia but odia movie dekhiba pain ichha hin hauni ta Kan Kariba
      Emiti mu nahi bahut frnds b

    • @pseudopodia4491
      @pseudopodia4491 9 หลายเดือนก่อน +4

      ​@@Math_wizadBhai aei chodi superstar manaka film dekhiba ku ichha nahin. Sata kahile Anupam patnaik nka film bahut bhala heichi. Au mu Biswas karuchi je Anupam patnaik bahut agaku jibe. Odisha re bahut nua kalakar achanti jemiti ki dipanwita das mahapatra, chawdhuri jayprakash etc.

    • @JAYANTAKUMARBEHERA-m3v
      @JAYANTAKUMARBEHERA-m3v 9 หลายเดือนก่อน +3

      @@Math_wizadଭାଈ ମୁଁ ବି ଏବେ ଏଇୟା ହିଁ କହୁଛି, ଏ ମାନେ କାହିଁ ମାଡ ହେଇଛନ୍ତି, ଦର୍ଶକ ମାନଙ୍କୁ ଜାଣନ୍ତୁ, ତାଙ୍କ film test କଣ, କଣ ସେ ଚାହୁଁଛନ୍ତି, ଯୁଗ ଅନୁସାରେ କଣ ଚାଲିବ, ଭାଇ ସତ କଥା ହେଉଛି, ଇଚ୍ଛା ନାହିଁ ଏଇଟା ଆମେ ଏବେ କହୁଛେ, ମନେ ଅଛି ବାବୁଶାନ ଙ୍କ ଦେ ଦେ ଦେ ମ ମାଲ୍ ଟା ଦେ song ଦେଖିକିexcitement ହେଇକି tv ଆଗରେ ବସିଛି jeudina tv ରେ ଦେବ, ଦେଖିଲି, ତା ପରେ jio ଆଉ Airtel ମାଗଣା data, Mobile ଘରେ ଆସିଲା, youtube ରେ ରାତି ଦିନ ସବୁ ଦେଖିଲୁ, copy କରିକି paste କଲେ, ଲଗାତାର ଚାଲିଲା, ଲଗାତାର ମନ କଷ୍ଟ ହେଲା, south movie Hindi ରେ dubbing ହେଇକି ଆସିଲା, ତାକୁ ତମେ copy କରୁଛ, କାଇଁ ହେରା କିରା ଆମେ hindi ରା କ ବୁଝି ପାରୁନୁ ଗି, but i wating for ମାଲ୍ୟଗିରୀ, on OTT

    • @shreemantashreemahanta3690
      @shreemantashreemahanta3690 9 หลายเดือนก่อน

      R8

  • @ashokbag5461
    @ashokbag5461 9 หลายเดือนก่อน +46

    Manoj Sir is the great best person ❤

  • @Dibya863
    @Dibya863 9 หลายเดือนก่อน +72

    Manoj sir is right person

  • @dibyakumar885
    @dibyakumar885 9 หลายเดือนก่อน +23

    ମନୋଜ ମିଶ୍ର ସାର୍ ଉଚିତ୍ କଥା କହିଛନ୍ତି। ତାଙ୍କ ଅଭିଯୋଗ ସବୁକୁ ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ଓଡ଼ିଶା ସରକାର ଗୁରୁତର ସହିତ ନେବା ଉଚିତ୍। ତା'ହେଲେ ଯାଇ ଓଡ଼ିଆ ସିନେମା ତଥା ଓଡ଼ିଶାର ଉନ୍ନତି ସମ୍ଭବ।

  • @jyotiranjanpradhan1772
    @jyotiranjanpradhan1772 9 หลายเดือนก่อน +109

    I m from khordha bt l mostly love to sambalpuri language and culture ❤

    • @abm555
      @abm555 9 หลายเดือนก่อน

      Odia culture kemti lage

    • @tapasheventmanagment1223
      @tapasheventmanagment1223 9 หลายเดือนก่อน +1

      Thanks dada

    • @aswinikumar7753
      @aswinikumar7753 9 หลายเดือนก่อน +1

      Sambalpuri i very much like.... As love from❤ paradip

    • @abm555
      @abm555 9 หลายเดือนก่อน

      @@aswinikumar7753 Sambalpuria sabu tume mane emti sabu micha place lekhi odisha re kalaha karucha ...

    • @bishnucreations3927
      @bishnucreations3927 9 หลายเดือนก่อน

      ଧନ୍ୟବାଦ୍ sir🙏
      ଏମିତି ଆମେ ଏକାଠି ରହିବୁ ❤

  • @rakeshchandrapradhan114
    @rakeshchandrapradhan114 9 หลายเดือนก่อน +12

    Ott କେମିତି ନେବ ,,, ଓଡ଼ିଆ ଲୋକ ତ ଓଡ଼ିଆ ପଢ଼ାଉନାହାନ୍ତି ନିଜ ପିଲା ଙ୍କୁ,,,,, ପିଲା ଯଦି ନ ପଢିବେ ଆମ ଭାଷା କେମିତି ଆଗକୁ ଯିବ,,, ତାମିଲ ତେଲଗୁ ସିନେମା ଏଥି ପାଇଁ ଆଗରେ,,, ସେମାନେ ତାଙ୍କ ଭାଷା କୁ ବହୁତ ପ୍ରାଧାନ୍ୟ ଦିଅନ୍ତି,, ସେଥିପାଇଁ ତାଙ୍କ ସିନେମା ଆଗରେ

  • @BINODDAS-pw2eg
    @BINODDAS-pw2eg 9 หลายเดือนก่อน +11

    Manoj Mishra ❤

  • @Mimanjo420
    @Mimanjo420 9 หลายเดือนก่อน +13

    Manoj Mishra right kahi chanti ❤❤❤

  • @manashtechno2591
    @manashtechno2591 9 หลายเดือนก่อน +13

    Manoj babu jaha kahile thik kahile, all the best ..

  • @dillipherna2205
    @dillipherna2205 9 หลายเดือนก่อน +5

    Right. Monoj sir ❤️

  • @himms984
    @himms984 9 หลายเดือนก่อน +22

    ଏ debate ରୁ ଗୋଟେ katha ଜଣାପଡିଲା ଯେ ଏ ମନୋଜ ଆଉ ଅରିନ୍ଦ୍ୟମ ର ଇଗୋ ଯାଇନି ଏଯାଏ |

  • @ronaksahu993
    @ronaksahu993 9 หลายเดือนก่อน +2

    Manoj Bhai full support from sambalpur ❤❤❤

  • @Kanhei111
    @Kanhei111 9 หลายเดือนก่อน +59

    Monoj Mishra sir always ri8

  • @lkeducare
    @lkeducare 9 หลายเดือนก่อน +7

    I don't like any other actors except Manoj Mishra.So proud of you Manoj Babu.

  • @chittaranjan1167
    @chittaranjan1167 9 หลายเดือนก่อน +16

    Manoj bhai 100% right ❤ aridam paisa pai kama karuchantiy film pai nuha

    • @GyaanaNayak
      @GyaanaNayak 9 หลายเดือนก่อน

      Manoj chutiya pa Katha kahuchi ta chada kichi nuhe se chanhuchi sarkar kati ru bhika milu but chanhuni gote bhala odia movie Kariba pain khali se harami monaj odisha ku bhaga Kariba ku chanhuchi 😂😂

  • @lokanathnaik8165
    @lokanathnaik8165 9 หลายเดือนก่อน +10

    Well said Manoj sir and Anupam sir....👍

  • @rksumantaofficial2954
    @rksumantaofficial2954 9 หลายเดือนก่อน +22

    Manoj sir all time right 👍

  • @NabinBishi-wq9so
    @NabinBishi-wq9so 9 หลายเดือนก่อน +5

    Manoj Mishra is good actor 🙏🙏

  • @akashsethi3849
    @akashsethi3849 9 หลายเดือนก่อน +48

    Manoj Mishra 💯 right

  • @LiladharDalbehera-yk7kv
    @LiladharDalbehera-yk7kv 9 หลายเดือนก่อน +5

    Monoj sir I love you

  • @pratishmishra1583
    @pratishmishra1583 9 หลายเดือนก่อน +87

    I am outside of Odisha since last 10 yrs.... my own experience, Actually maximum people out side odisha asks us where is Odisha ....

    • @hitter788
      @hitter788 9 หลายเดือนก่อน +13

      If u ask an odia Villager about where is himanchal.. then same thing he will ask where it is ?.. even my mother is so simple that she doesn't know where is uttarakhand, neither sikkim and other states also

    • @pseudopodia4491
      @pseudopodia4491 9 หลายเดือนก่อน +5

      ​@@hitter788what ever he said is correct l. Accept the truth, odisha and odia don't have that much national level significant and haven't made any progress. And talking about outside of odisha, not about villages people. In general people are less known about odia culture and odia society, like Bengali and Gujarati. All the reasons are our contribution in films and representation in Bollywood. Gote culture ra prachara prasar setebele haba jetebele taku loka mane jani paribe, au seita ra gote bata hela chalchitra madhyama re .

    • @hitter788
      @hitter788 9 หลายเดือนก่อน +4

      @@pseudopodia4491 jiye uneducated jahara bahar duniya saha lenden nahi loka nku bahara state re jaiki pacharile kadali ta janibe..

    • @SAIDARSHAN134
      @SAIDARSHAN134 9 หลายเดือนก่อน

      Same happens with me also

    • @vikrantkhatai5750
      @vikrantkhatai5750 9 หลายเดือนก่อน +3

      That's knowingly they do that... That's their arrogance & illiteracy. By behaving this way they want to feel superior than the other person.

  • @souravkumarsinghbabu8288
    @souravkumarsinghbabu8288 9 หลายเดือนก่อน +4

    Mu 5 years pakha pakhi helani mu odia movie dekhuni because odia movie is always remake .
    Now i am waiting for puspa 2,salar,dunki i love ❤️ South Indian movie.
    I love monoj sir we want monoj sir ❤❤❤❤

  • @OomArya
    @OomArya 9 หลายเดือนก่อน +38

    Manoj sir full support 😊

  • @AshokPanda-qt4qn
    @AshokPanda-qt4qn 9 หลายเดือนก่อน +5

    Manoj Mishram Thanks 👍

  • @rocky2o15
    @rocky2o15 9 หลายเดือนก่อน +18

    Manoj mishra put the right point 19:03

  • @mrpratapofficial9416
    @mrpratapofficial9416 9 หลายเดือนก่อน +9

    Very talented Manoj Mishra

  • @bandeodisha5702
    @bandeodisha5702 9 หลายเดือนก่อน +7

    Odia cinema ra kanta hela
    1)content of story
    2) Little no of hall
    3) Intrest of audiance in odia language and culture
    4)odia industry management system (chairman should be changed)
    5) Director should be creative

  • @utclentertainment1908
    @utclentertainment1908 9 หลายเดือนก่อน +19

    Arindam Babu RAM bhalia movie kale audiance jibeni dekhibaku..

  • @prasantasahu4147
    @prasantasahu4147 9 หลายเดือนก่อน +6

    Manoj is really creative person

  • @golson.q6567
    @golson.q6567 9 หลายเดือนก่อน +12

    Manoj Mishra .. good..Actar

  • @neherulalsabar917
    @neherulalsabar917 9 หลายเดือนก่อน +15

    actually Manoj mishra is a good actor in odia cinema industry.

  • @NiranjanPradhan-oe3sp
    @NiranjanPradhan-oe3sp 9 หลายเดือนก่อน +7

    Love you manoj sir 💕💕

  • @kmkproduction8294
    @kmkproduction8294 9 หลายเดือนก่อน +2

    Manoj Mishra ❤❤❤❤

  • @priyaranjanmaharaj8805
    @priyaranjanmaharaj8805 9 หลายเดือนก่อน +39

    Manoj dada 💯 percent right katha.

    • @prasantakumarbehera8971
      @prasantakumarbehera8971 9 หลายเดือนก่อน +1

      Banda na manoj

    • @lilamayasahu6669
      @lilamayasahu6669 9 หลายเดือนก่อน

      Tama loka karithila para monaj mishra bbsr asile badeiba
      Abe Kari ki dekha dam achhi jadi

  • @iswarmajhi2811
    @iswarmajhi2811 9 หลายเดือนก่อน +8

    Manoja daa is right

  • @santoshlifelive2693
    @santoshlifelive2693 9 หลายเดือนก่อน +33

    Love from bhawanipatna ..manoj dda....Jai maa samlei

  • @diskonabin5811
    @diskonabin5811 9 หลายเดือนก่อน +12

    I support Manoj Mishra sir ❤

  • @paritrayanasadhunaam4980
    @paritrayanasadhunaam4980 9 หลายเดือนก่อน +11

    Monaj bhai jaha bi kahile sunibaku kasta lagipare but it is hard truth ❤

  • @ashokbag5461
    @ashokbag5461 9 หลายเดือนก่อน +9

    I support always Manoj sir

  • @DeepakKumar-fc5xk
    @DeepakKumar-fc5xk 9 หลายเดือนก่อน +20

    ଲୋକ ମାନେ ଫିଲ୍ମ ଦେଖୁ ନାହାଁନ୍ତି ଏମାନେ ସୁପରଷ୍ଟାର ହେଲେ କେମିତି ???

  • @nilamadhabojha5969
    @nilamadhabojha5969 9 หลายเดือนก่อน +5

    Arindam Roy sabubele pacharuchhanti ki kn kahibe...ete listening skill aau 😂😂....Manoj Mishra is really a talented person...his vision is very clear ❤

  • @srabankumardigal7550
    @srabankumardigal7550 9 หลายเดือนก่อน +60

    Arindom ray has political thoughts not industrial thoughts. Bcoz he is in the ruling party he supports the government of Odisha. I support Manoj Mishra.

    • @AshishPalei
      @AshishPalei 9 หลายเดือนก่อน

      Banda support Manoj Mishra

  • @bishnucreations3927
    @bishnucreations3927 9 หลายเดือนก่อน +2

    ଧନ୍ୟବାଦ୍ kanak news 🙏
    ଏହି news channel ହିଁ କେବଳ ଆମ ଓଡ଼ିଆ film ପାଇଁ ଲଢେଇ କରୁଛି ଆଉ devlope ପାଇଁ ଲାଗିଛି ।

  • @kartiksahoo3535
    @kartiksahoo3535 9 หลายเดือนก่อน +21

    I think in cinema must require good content, good dailog, good dance, good song & good fight with perfect actors which is suitable for that rolls. That's way audition taking person is the most important in cinema line it's my opinion for odia cinema.

  • @riteshnayak8824
    @riteshnayak8824 9 หลายเดือนก่อน +10

    We Support Monaj Mishra 🎉🎉

  • @nishikant9
    @nishikant9 9 หลายเดือนก่อน +5

    Anupam has said the perfect thing... Jadi bhala film haba loka nischay dekhibe.. No dout.. Ladhei kali jhagada kari kichi labha nai... N 10 ta association 10 ta negativity talks ku nei odia film bhala habani ki kharap habani.. Only mentality of good film makers will change the future.... Agaru manoj sir i was supporting you for the betterment of odia film industry... Ebe ye sabu tk besi heigalani.. Instead of complaining.. Please bring on new good films... Sara odisha basi odia film ra growth and success re help nischay karibe.. Last but not least...
    Create good films not controversies..

  • @krushnabhoi6374
    @krushnabhoi6374 9 หลายเดือนก่อน +4

    Manoj sir right

  • @ranjankumarnayak4109
    @ranjankumarnayak4109 9 หลายเดือนก่อน +43

    I support Manoj Mishra Sir

  • @lkeducare
    @lkeducare 9 หลายเดือนก่อน +4

    We all Odisha people strong support to Manoj Mishra.Stay blessed always Manoj Babu

  • @ONLINESambalpuri
    @ONLINESambalpuri 9 หลายเดือนก่อน +48

    Manoj sir right kahuchhan

  • @pabhi1825
    @pabhi1825 9 หลายเดือนก่อน +4

    Monaj sir good and anupam sir very good ❤❤❤❤❤❤❤❤❤❤❤❤❤❤❤❤❤

  • @PankajSahu-xp2om
    @PankajSahu-xp2om 9 หลายเดือนก่อน +29

    1 no manoj sir... ❤

  • @middleclassMu
    @middleclassMu 9 หลายเดือนก่อน +16

    I like anupam sir's statement well-done bro

  • @arakrur3590
    @arakrur3590 9 หลายเดือนก่อน +31

    I always support manoj sir 🙏🏻

  • @nishikantdas339
    @nishikantdas339 9 หลายเดือนก่อน +1

    ଆସୁଛି ମୋ କାଳିଆ ଶୁଣ ସବୁଠାରୁ best film ସିରରାମ ପଣ୍ଡା ❤️❤️❤️❤

  • @NS-pt5lf
    @NS-pt5lf 9 หลายเดือนก่อน +11

    Manoj Mishra statement is right

  • @benudharchhatria9768
    @benudharchhatria9768 9 หลายเดือนก่อน +3

    Manoj is the best

  • @mrpratapofficial9416
    @mrpratapofficial9416 9 หลายเดือนก่อน +10

    Manoj Mishra great 👍

  • @sibukumar9755
    @sibukumar9755 9 หลายเดือนก่อน +3

    Monaj Mishra sir is real hero

  • @shantanukumar7502
    @shantanukumar7502 9 หลายเดือนก่อน +18

    spot Manoj bhai❤❤

  • @hemantapadhan7088
    @hemantapadhan7088 9 หลายเดือนก่อน +2

    monoj mishra ❤

  • @jpofficial5440
    @jpofficial5440 9 หลายเดือนก่อน +7

    Great manoj sir

  • @ranjantarasiavlogs
    @ranjantarasiavlogs 9 หลายเดือนก่อน +2

    ଓଡ଼ିଆ ସିନେମା ଭଲ ହଉନି ହଉନି ହଉନି , କହିଲେ କଣ ହେବ। ଯାହା ବି ସିନେମା ହଉଛି ସେଇଟା ଆମ ପାଇଁ ଭଲ। କାହିଁ 200 cr କାହିଁ 2cr so ଯେତିକି ଧନ ସେତିକି ମନ ରଖ।

  • @sunilkumarsahoo1902
    @sunilkumarsahoo1902 9 หลายเดือนก่อน +6

    Monaj mishra right.

  • @priyankapriyadarshanidas1472
    @priyankapriyadarshanidas1472 9 หลายเดือนก่อน +6

    Loved The Anchor 😍.... Then My superstar Arindam Love From Deogarh 😊😊

  • @hariharchoudhury8469
    @hariharchoudhury8469 9 หลายเดือนก่อน +11

    My Dist For NAYAGARH I Sopport Monoj misrh😊

  • @dranupmartha1802
    @dranupmartha1802 9 หลายเดือนก่อน +85

    ଅରିନ୍ଦମ କେବେଠୁ ହିରୋ ହେଲେଣି 😄😄ନିଜ ତୁଣ୍ଡରେ ନିଜକୁ ହିରୋ 😄😄

    • @ToNy-cz2zl
      @ToNy-cz2zl 9 หลายเดือนก่อน +2

      😂😂😂😂

    • @stylestar486
      @stylestar486 9 หลายเดือนก่อน +2

      ସେ ସତ କହିଚି ସେଥିରେ କିଛି ଭୁଲ କହିନି

    • @RomZan-uw6md
      @RomZan-uw6md 9 หลายเดือนก่อน +3

      Jetolo ku tu bina pant shirt re buluthilu Dando re setolo arindam film 100 days hall re chaluthila 😂😂😂

    • @shakti2rupu
      @shakti2rupu 9 หลายเดือนก่อน

      😂😂😂😂😂😂😂😢😢😢😢😂😂😂😂😂

    • @papunicreation782
      @papunicreation782 9 หลายเดือนก่อน

      Aridam nuha tame gote hero

  • @Jay-oc5zc
    @Jay-oc5zc 9 หลายเดือนก่อน +6

    44:03 : We need to understand this simple point.🙏

  • @tarinipradhan3105
    @tarinipradhan3105 9 หลายเดือนก่อน +6

    Monaj mishra is right

  • @biranjanaditya731
    @biranjanaditya731 9 หลายเดือนก่อน +4

    Monoj mishra sir is right step🎉🎉🎉

  • @dambarudharrandhari8015
    @dambarudharrandhari8015 9 หลายเดือนก่อน +16

    I love 💕 manaj mishara

  • @sanjaypatra2206
    @sanjaypatra2206 9 หลายเดือนก่อน +18

    Manoj mishra is good actor ❤

  • @rameshmuduli1237
    @rameshmuduli1237 9 หลายเดือนก่อน +3

    Manoj sir good

  • @romance699
    @romance699 9 หลายเดือนก่อน +6

    Arindam love you 😍 I support for you ❤

  • @ashishnaik6450
    @ashishnaik6450 9 หลายเดือนก่อน +3

    Manoj is right

  • @Sonurahan123
    @Sonurahan123 9 หลายเดือนก่อน +15

    ଆରେ ମୋନଜ ଭାଇ ତମେ ଯଦି ପରି ବ ଦୟା କରି ଗୋଟେ ଓଡିଆ film କୁ internectional film କରି ଦେଖେଇ ଟିକେ 😊

  • @rohannagexperiments1007
    @rohannagexperiments1007 9 หลายเดือนก่อน +3

    Monoj mishra ❤❤❤❤

  • @santoshghadai3588
    @santoshghadai3588 9 หลายเดือนก่อน +14

    Monaj Mishra is a good answer of odia film maker

  • @Blackbird7735
    @Blackbird7735 9 หลายเดือนก่อน +3

    Manoj Mishra heartly supported by me and my family n friends ❤

  • @barahmihirrout8674
    @barahmihirrout8674 9 หลายเดือนก่อน +7

    Manoj mishra sir best